ଶୁଭେଚ୍ଛା ଜଣାଉଛନ୍ତି, ସମର୍ଥନ ଘୋଷଣା କରୁନାହାଁନ୍ତି | Odisha Reporter

Поділитися
Вставка
  • Опубліковано 20 чер 2022
  • ବିଜେପି ଦ୍ରୌପଦୀ ମୂର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ନେତା ବେସ୍ ସକ୍ରୀୟ ହୋଇପଡ଼ିଛନ୍ତି। ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡାଙ୍କ ଘୋଷଣାର ମାତ୍ର କିଛି ମିନିଟ୍ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସେ ଏକଥା ଜାଣିଥିଲେ ବୋଲି ଶୋସିଆଲ୍ ମିଡିଆରେ ଉଲ୍ଲେଖ କରିଛନ୍ତି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #Odisha #OdishaReporter #NDA #Mayurbhanj #DraupadiMurmu

КОМЕНТАРІ • 252

  • @satyadalai1220
    @satyadalai1220 2 роки тому +35

    ସେ ଯେଉଁ ଦଳର ହୋଇ ଥାଉ ନାଁ କାହିଁକି, ଓଡ଼ିଶା ଲୋକଙ୍କ ପାଇଁ ଗର୍ବ ର କଥା, ହେଲେ ତୋମର କ'ଣ ହୋଉଛି,

    • @MoonLight0466
      @MoonLight0466 2 роки тому +1

      ବାହାର news ଚାନେଲ ବିଜେଡି ସହମତି ଅଛି ବୋଲି କହୁଛନ୍ତି, ଏବେ ଗୋଟେ ହିନ୍ଦୀ ଚାନେଲ୍ ଦେଖିକି ଆସୁଚି ଏ ଆମ ଓଡ଼ିଆ ଚନେଲ ମିଛ କାଇଁ ଚାଲେଚନ୍ତି 🤔

    • @trilochandhada21
      @trilochandhada21 2 роки тому +2

      @@MoonLight0466 କେମିତି ଟିକେ କହିବେକି ବିଜେଡ଼ି ର tweet gote ଭି ନାହିଁ ଖାଲି ପବନା କଥା

    • @deepaknaik9947
      @deepaknaik9947 2 роки тому

      Good

  • @atanukhuntiaatanukhuntia4792
    @atanukhuntiaatanukhuntia4792 2 роки тому +20

    ତମେ ବହୁତ ଗପୁଛ । ଯଦି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବେ ତ ଆମ ଓଡିଶା ପାଇଁ ବହୁତ ଗର୍ବ ର କଥା ଜୟ ଜଗନ୍ନାଥ

  • @jagadish3711
    @jagadish3711 2 роки тому +9

    Jay jagannath

  • @kaliapremibhajanbhandara8515
    @kaliapremibhajanbhandara8515 2 роки тому +20

    ଜୟ କାଳିଆ ସାଆନ୍ତ

  • @munapati786
    @munapati786 2 роки тому +3

    Jay Jagannath ji ki jai ho

  • @anitasahoo678
    @anitasahoo678 2 роки тому +3

    Jay bharat .jayhind ❤️❤️👍👍👍🇮🇳🇮🇳🇮🇳🇮🇳👍👍

  • @khirodmohanty3629
    @khirodmohanty3629 2 роки тому +11

    Why you worried , wait & see whether supporting or not. No criticized only criticized by Ordinary channel. There is no value.

  • @pradeepkumarnayak6344
    @pradeepkumarnayak6344 2 роки тому +12

    This is proud for odisha people India got a first ST ladies prsesident this is credit for all of odisha thanks venerable honouable affectionable PM Modiji

  • @rajendrarajendra5442
    @rajendrarajendra5442 2 роки тому +2

    Congratulations to you draupadi murmu Madam

  • @MamataMallick-ds1ou
    @MamataMallick-ds1ou 9 місяців тому

    Odisha tarapharu bahut bahut dhanyawad maam ❤❤❤❤❤❤

  • @jajatikishorbarik5199
    @jajatikishorbarik5199 2 роки тому

    Jay Jagannath

  • @user-qp6vj6fn6m
    @user-qp6vj6fn6m 2 роки тому +8

    ସମର୍ଥନ କରିବାଟା ଡେଗୁଂରା ପିଟି କହିବା କଣ ନିହାତି ଦରକାର।

  • @dhaneswaranukum1917
    @dhaneswaranukum1917 2 роки тому

    Jai jagannath.proud of odisha.

  • @MamataMallick-ds1ou
    @MamataMallick-ds1ou 9 місяців тому

    Maam murmu jindabad jindabad ❤❤❤❤❤❤❤❤❤❤❤❤❤❤

  • @MoonLight0466
    @MoonLight0466 2 роки тому +13

    ବାହାର ହିନ୍ଦୀ ଚାନେଲ ବିଜେଡି ସହମତି ଅଛି ବୋଲି କହୁଛନ୍ତି, ଆମ ଓଡ଼ିଶା ନ୍ୟୁଜ୍ କଣ ଅଲଗା କଥା କହୁଛି 🙄, ସେ ମହିଳା ଜଣକ ସାରା ଜୀବନ ଲୋକଙ୍କ ଘର ଘର ବୁଲି ଗରିବ ସେବା କଲେ, state governer ବି ଥିଲେ ତାଙ୍କୁ କିଏ ସପୋର୍ଟ କରିବନି ? ସବୁ କରିବେ ❤️

    • @ranamixlyrics5829
      @ranamixlyrics5829 2 роки тому

      Odisha report ku jaha badhuchhi

    • @dularamsoren4887
      @dularamsoren4887 2 роки тому

      ଲାଗୁଛି ଓଡିଶା News ଵାଲାଙ୍କୁ BJD ଚାନ୍ଦା ଦେଉନଥିଵ !

  • @basantkumarsahoo4766
    @basantkumarsahoo4766 2 роки тому

    Dhanyabade honble PM Odisha pain'
    Deichhanti bada prizes juhar

  • @nityanandamallick4824
    @nityanandamallick4824 2 роки тому +10

    Credit goes towards the people 0f odisha .we proud enough . Jay Jay Lord SreeJagannath . Congratulation to our venerable PM Modijee .

  • @subratkumardash712
    @subratkumardash712 2 роки тому +8

    Otv ଆଉ ଖବର ପ୍ରସାରଣ କରୁନି ତ ମନଇଚ୍ଛା ଜିରାରୁ ଶିରା କାଢୁଛି।
    କିଛି କାରଣ ନଥାଇଁ ମନଗଢା କାହାଣି ଗପି ଚାଲିଛି।

  • @manmohanjena8853
    @manmohanjena8853 2 роки тому

    Jay Jagannath Jay Odisha

  • @stvodia073
    @stvodia073 2 роки тому +10

    ତା'ହେଲେ ନବୀନ ଦଳର ଜଦି ଦମ୍ ଅଛି ଓଡ଼ିଶାରୁ ମଦ ଦୋକାନ ବନ୍ଦ କରୁ ତାପରେ ବିଜୁଳି ମାଗଣା କରୁ ଇଣ୍ଡକସନ ଆଉ ହିଟର ଦଉ ମାଆ ମାନେ ରୋଷେଇ କରି ଖାଇବେ ତା'ହେଲେ ଜଣା ପଡ଼ିବ ନବୀନ ମାଆ ମାନଙ୍କୁ କେତେ ଭଲ ପାଆନ୍ତି

  • @narendrakumarbehera4602
    @narendrakumarbehera4602 2 роки тому

    ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟରେ ରହିଥିବା ଆପଣାପଣ
    ହେଉ ବା ରାଜନୈତିକ ସମ୍ପର୍କ ହେଉ ବା
    ସାମ୍ପ୍ରତିକ ଘଟଣା ର ଆଲୋଚନା,
    ତାହା ସମ୍ବାଦିକ ମାନଙ୍କ ଆଗରେ
    ଡେଙ୍ଗୁରା ପିଟିବା କଣ ନିହାତି ଆବଶ୍ୟକ?
    ଆପଣମାନେ ଖୁସି ନହେଲେ ନାହିଁ, ମାତ୍ର ଓଡିଶାବାସୀ ଖୁସି ଓ ଗର୍ବିତ, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ
    ଏକଥା ଆଗରୁ ଆଲୋଚନା କରିଥିଲେ, ଏଣୁ ଉଭୟଙ୍କୁ ବହୁତ ବହୁତ ଧନ୍ୟବାଦ. ଓଡ଼ିଶାର ଜନତା ସେମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି l

  • @sachiparida7111
    @sachiparida7111 2 роки тому +7

    We are very much proud of our venerable. P. M . Modi ji that he has given a special focus on. Odisha. Governor, . R. B. I,. Acct. General and many more even , by nominating. Droupadi. Murmu as president of lndia

    • @babulagouda8220
      @babulagouda8220 2 роки тому

      Rastra pati desh ka સાંબ સૅ બાંળ pad hota hea યહ કૌઈ આછાં આડમી સાહિઆ

  • @umakantbag4800
    @umakantbag4800 2 роки тому

    Bahut badhiya,,ame bahut khushi,,🙏🙏🙏

  • @srikantpatnaik2849
    @srikantpatnaik2849 2 роки тому +7

    No politics , we are proud of Odisha President candidate .

  • @kamallochannayak9660
    @kamallochannayak9660 2 роки тому

    Congratulation Murmu Madam

  • @MamaMama-tn8lp
    @MamaMama-tn8lp 2 роки тому

    Vary good didi

  • @sadanandasahoo3707
    @sadanandasahoo3707 2 роки тому +22

    ସମର୍ଥନ ତୁମ ଚ୍ୟାନେଲକୁ କହିକି କରିବେ ନା କଣ। ବି ଜେ ଡି ସମର୍ଥନ କରିବ କି ନାହିଁ ,ଜାଣିପାରୁନା? ବହୁତ ପାଣ୍ଡିତ୍ଯ ଖବର ପ୍ରସାରଣ କରୁଛ ତ।

  • @basantkumarsahoo4766
    @basantkumarsahoo4766 2 роки тому

    Odisha Today proud

  • @babusahoo307
    @babusahoo307 2 роки тому

    ବିଜେଡି ଆଉ କଣ କରିପାରିବ ତ ଜୀବନରେ ଲୁଟିବା ଛଡା ଆଉ କିଛି ଜଣା ନାହିଁ

  • @sonubiku5927
    @sonubiku5927 2 роки тому +2

    ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାଥିନୀ ଭାବରେ କେନ୍ଦ୍ରର ବିଜେପି ସରକାର ଘୋଷଣା କରିବାପରେ ମୁ ଏତିକି ଅନୁଭଵ କରୁଛି ଯେ କେନ୍ଦ୍ର ବିଜେପି ସରକାର ଓଡ଼ିଶା ବିଜେପି କୁ ଯେଉଁ ଭାବରେ ନବୀନ ବାବୁଙ୍କ ପାଖରେ ବନ୍ଧା ପକେଇ ଥିଲେ ସେଥିରୁ ମୁକୁଳାଇଲେ, କାରଣ ଯେତେ ଓଡିଆ କେନ୍ଦ୍ରରୁ ଆସୁଥିଲେ, ସେ ତଳେ ଓ ନବୀନ ବାବୁ ଉପରେ ରହୁଥିଲେ, ହେଲେ ଏବେ ଖେଳ ଓଲଟା ହୋଇଗଲା।।। ଆଗକୁ ଆଗକୁ ଦେଖ ହଉଛି କଣ! ଜୟ ଜଗନ୍ନାଥ🙏🏻🙏🏻🙏🏻🙏🏻🙏🏻

  • @jitendrasahoo3275
    @jitendrasahoo3275 2 роки тому +1

    Right

  • @manashbiswal3192
    @manashbiswal3192 2 роки тому +4

    ନବୀନ ପଟ୍ଟନାୟକ କିଛି କୁହେନି କାମରେ କରିକିରି ଦେଖାଏ କଞ୍ଚା ଓଡ଼ିଆ

  • @prasankumarkanhor9479
    @prasankumarkanhor9479 2 роки тому

    Let us see the game plan and motivational fighting

  • @aloksahoo6542
    @aloksahoo6542 2 роки тому +2

    ତୋ ବୋଉ କୁ ସମର୍ଥନ କରିବ

  • @sanjibgardia606
    @sanjibgardia606 2 роки тому +1

    CM sir Game kheli dele ki
    Jay Jagannath swami

  • @TrinathdasTND
    @TrinathdasTND 2 роки тому

    Best intelligence cm odisa nabin Patnaik; sir

  • @techyiclips
    @techyiclips 2 роки тому +2

    Candidate BJP ra support kala BJD real game changer is Modi ji

  • @abhirampanda5462
    @abhirampanda5462 2 роки тому

    ବିଜେଡ଼ି ବିନା ବିଜେପି ଆସନ ଟଳମଳ। ବିଜେଡ଼ି କଥାରେ ଏବେ ବିଜେପି ନାଚିବ

  • @sweetchulbuli2999
    @sweetchulbuli2999 2 роки тому

    ମହିଳା ଶସକ୍ତି କରଣ! ଏହାର ଅପ୍ରିୟ ସତ ହେଲା ନାରି ନିର୍ଯାତନା, ଓଡ଼ିଶାରେ ନାରୀ ଧର୍ଷଣ, କେନ୍ଦ୍ର ରେ ବି ଠିକ ଏମିତି ପରିସ୍ଥିତି? ଯଦି ଏମନେ ଏଟେ ଡେଙ୍ଗୁରା ptuchanti ତାହେଲେ ଗୋଟେ କାମ କରିପାରିବ ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କୁ ମୋର open changle ଝିଅ ମାନେ evening ପରେ ଏକା ଏକା ବାହାରକୁ ବୁଲି ବାକୁ ଯାଇ ପାରିବେ, ବୁଲିବା କଥା ଛାଡ଼ shoping କରି ଘରକୁ ସୁରକ୍ଷିତ ଫେରି ପରିବେ ସଂଧ୍ୟା ୮ଟା ପରେ

  • @s_soumyaranjan
    @s_soumyaranjan 2 роки тому +2

    subhecha jananti news asile,vote timing hele Tanka samarthana janeibe tame adhika bhabani.draupadi Murmu jitibe hin jitibe

  • @madhusudanroutray3622
    @madhusudanroutray3622 2 роки тому +1

    It is very proud that one odia lady should be a Rastrapati of Bharat.Many thaks.Iord jagannath should help her.🙏🙏🙏🙏

  • @narendrakumarbehera4602
    @narendrakumarbehera4602 2 роки тому

    ଓଡିଶା ରିପୋର୍ଟର, ଆପଣ ଅଭଦ୍ରାମି କରୁଛନ୍ତି, ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପଦବୀ ବିଷୟରେ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଅନ୍ୟ ଆନେକ ବ୍ୟକ୍ତି ଆଲୋଚନା ପରିସର ଭୁକ୍ତ ନିଶ୍ଚୟ ଥିଲେ, ଶାସାକ ଦଳ ବୈଠକରେ
    ସ୍ଥିରୀକୃତ ନହେଲା ପର୍ଯ୍ୟନ୍ତ ଏକ ଜ୍ଞାନୀ ବ୍ଯକ୍ତି
    ଆଗରୁ କଥା ପ୍ରଘଟ କରିବା ଅନୁଚିତ. ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କଥା ପ୍ରଘଟ ନକରି
    ଉଚିତ କାର୍ଯ୍ୟ କରିଛନ୍ତି.
    ଏହି

  • @soumyaranjanbehera8329
    @soumyaranjanbehera8329 2 роки тому +3

    ମହିଳା ସଶକ୍ତିକରଣ ନାଁ ରେ ରାଜନୀତି

  • @rabindrakumarpradhan1087
    @rabindrakumarpradhan1087 2 роки тому

    Congratulations

  • @jhilliranijena
    @jhilliranijena 2 роки тому

    President should be a competed person.

  • @ashokkumardas1634
    @ashokkumardas1634 2 роки тому +2

    Ame odia ama BJP netri is going to be elected as president of India so proud.

  • @adityakumarmohanty9597
    @adityakumarmohanty9597 2 роки тому

    Odisaru rastrapatihebe ethire sara odisabasi khusihabakatha. Bharatmataki jay

  • @SKNAIK-kv8ls
    @SKNAIK-kv8ls 2 роки тому

    BJP,BJD ଗୋଟେ ଦଳ....
    ବିରୋଧୀ ଦଳ... ହିସାବରେ ନବୀନ ଖୋଲା challenge କେବେବି କରିନାହାନ୍ତି.... କି ଆଗକୁ ବି ପାରିବେନି ନି

  • @papunpal9738
    @papunpal9738 2 роки тому

    Tumara Bala report

  • @SanjayaSwain-yo3sc
    @SanjayaSwain-yo3sc 2 роки тому +1

    ନବୀନ ବାବୁ 60 ବର୍ଷ ହେଲାପରେ ତାଙ୍କର ପାଗଳାମି ବାହାରିଲାଣି

  • @anadicharannayak3445
    @anadicharannayak3445 2 роки тому

    This is the masterstroke of PM to CM odisha .There is no any other way.Without negotiation problem solved.

  • @sumantadehury8618
    @sumantadehury8618 2 роки тому

    Congratulations madam

  • @durjyadhannayak4645
    @durjyadhannayak4645 2 роки тому

    ନବୀନ ବାବୁ ଙ୍କୁ ବହୁତ ଇଛା ଥିଲା ସେ ରାଷ୍ଟ୍ରପତି ହେବେ

  • @dhanibhatra8777
    @dhanibhatra8777 2 роки тому

    Odisha BJD party
    congress party ku samartana kariba 100% Grenti

  • @chintamanimohapatra7839
    @chintamanimohapatra7839 2 роки тому

    U right say because BJD counine 20 year's above till politics in odisha so not care any body naveen only cm in state odisha he is not pm and president.we r proud grave lady Doapati murmu.Jay JagannathSwamiNaynaPathaGamiVabaTume

  • @gopalm1135
    @gopalm1135 2 роки тому

    SHE SHOULD KEEP HER RESPECT AND VALUE. SHE SHOULD NOT FALL UNDER THE TRICKS OF NAVEEN PATTNAIK

  • @ramchandrahota2430
    @ramchandrahota2430 2 роки тому

    The staunchOdia Madam Draupadi. Murmu as the next President is going to be risen as a radiant sun specially in the horizon of Odisha dispersing timehonoured darkness of wretched Odias' sorrows and sufferings due to administrative indifference and. Political arrogance .

  • @manojjena7608
    @manojjena7608 2 роки тому

    Congratulation madam

  • @BharatStarchannel
    @BharatStarchannel 2 роки тому

    Very very very good news

  • @SBSS-07
    @SBSS-07 2 роки тому

    Mana ichha news dekhhauchhi

  • @parthasarathidash6751
    @parthasarathidash6751 2 роки тому

    Au kemiti ghosona kari thante.???

  • @manjushreemukhi7715
    @manjushreemukhi7715 2 роки тому

    Modiji is great .By supporting modiji Navin Pattnaik deed a great job.

  • @pumeshkumesh1181
    @pumeshkumesh1181 2 роки тому

    Tame chahucha bodhe Odisha ra
    Jane rastrapati nahuantu kata ghare
    Chuna debapari katha kahucha amara biswas Naveen babu nischay
    Dropadi mam nku support karibe
    Bande utkal Janani...

  • @pumeshkumesh1181
    @pumeshkumesh1181 2 роки тому

    Emiti news amara darkar nahin

  • @odiaxyz3907
    @odiaxyz3907 2 роки тому

    great news

  • @jaisriram9171
    @jaisriram9171 2 роки тому

    Co- relation of state and central govt

  • @jagabandhubehera346
    @jagabandhubehera346 2 роки тому

    Jay odisha🙏🙏. Jay Nabin

  • @renupravamohapatra1036
    @renupravamohapatra1036 2 роки тому

    Whoever the candidate may be BJD will support. There is no alternative for the party. In such a situation the people of Odisha are extremely proud of Draupadi Murmu for her being declared as presidental candidate by NDA particularly thankful to BJP.

  • @sweetchulbuli2999
    @sweetchulbuli2999 2 роки тому

    ରାଷ୍ଟ୍ର ପତି ଜଣେ ହୋଇଥିଲେ ସେ ଥିଲେ Dr ଅବଦୁଲ କଲାମ ଆଉ ପ୍ରଣବ ମୁଖାର୍ଜୀ
    ୟା ଏମାନଙ୍କ ପରେ ସେମିତି ରାଷ୍ଟ୍ର ପତି ଭାରତ ବର୍ଷକୁ ମିଳିନି ନା କେବେ ମିଳି ପାରିବ ଜଣେ ମିଶାଇଲ ମାନ ଆଉ ଜଣେ ଇସ୍ରାଏଲ ସହିତ ସୁ ସମ୍ପର୍କ ଆଣିଥିଲେ radoer technology ପାଇଁ

  • @MotivationalAbhijit
    @MotivationalAbhijit 2 роки тому

    Sabu katha public karaa jaeni

  • @biswadunia8109
    @biswadunia8109 2 роки тому

    As Next President will be from ODISHA,So no politics please

  • @sahilsethi694
    @sahilsethi694 2 роки тому

    I am like but I want to talk primeminister

  • @basantkumarsahoo4766
    @basantkumarsahoo4766 2 роки тому

    Odisha ra jhia khanti odia

  • @sasmitakanungo4358
    @sasmitakanungo4358 2 роки тому

    Credit goes to our cm also

  • @jayjagannath2476
    @jayjagannath2476 2 роки тому

    Jay JAGANNATH
    Jay NABIN

  • @gandharbakhuntia733
    @gandharbakhuntia733 2 роки тому

    Don't worry

  • @muodia2002
    @muodia2002 2 роки тому

    ଓଡିଶା ପାଈଁ ଗର୍ବ

  • @imurbf7472
    @imurbf7472 2 роки тому +1

    Naveen nka vote pain BJB amiti karichi au Naveen patnaik nihati NDA Ra sath deba

  • @jatrajagat585
    @jatrajagat585 2 роки тому +1

    Otv bhuli jauchi abebi 17000 electrorial vote pochore bjp...bjd habo king maker

    • @veerpaika
      @veerpaika 2 роки тому +1

      YSR Congress & jharkhand mukti morcha both are with BJP , so modi played a good game , so that these states never vote against NDA.

  • @lingrajnaik2367
    @lingrajnaik2367 2 роки тому

    Nabin sar am odissa garb

  • @baralsubash7787
    @baralsubash7787 2 роки тому

    Your channel doing More politics

  • @swarajsamaj8322
    @swarajsamaj8322 2 роки тому

    Asubidha kouthi rahila.

  • @sampadbarik8802
    @sampadbarik8802 2 роки тому +3

    Tamar kan pain phatuchi
    Bp panda ku kalani

    • @Duke974
      @Duke974 2 роки тому

      ha ha ri8 vai,bp panda ku korithile volo heithanta according to odisha reporter(otv lite)

  • @sayedalim1348
    @sayedalim1348 2 роки тому

    Our country president power not more than PM.....what is benifit odisha

  • @padhankhageswar9812
    @padhankhageswar9812 2 роки тому

    .Odisha jeaku jade nadabasamarthan odesary fot kaedabu m l a m p hyba

  • @odishainterior9066
    @odishainterior9066 2 роки тому

    ତମର କାମ କିଛି ନାହିଁ

  • @hurshikeshmathan9565
    @hurshikeshmathan9565 2 роки тому

    Odidha ra manyabar C.M. Navin pattanayak ji nka sahita Manyabar P.M. Modi ji nka sahita kana kata heithila, se katha apanku kana paye janaibe. Apna kia ki?

  • @biswaranjan1314
    @biswaranjan1314 2 роки тому

    BJD, BJP sabu saman

  • @DirtyPolitics365
    @DirtyPolitics365 2 роки тому

    ଲୁଚେଇ ବେ ନାହିଁ ଆଉ କଣ ଡେଙ୍ଗୁରା ପିଟିବେ

  • @alokranjanswain396
    @alokranjanswain396 2 роки тому

    B

  • @mishrabag3069
    @mishrabag3069 2 роки тому

    Its odisha garba & gouraba

  • @madanmohanbaral7276
    @madanmohanbaral7276 2 роки тому +1

    God Father Naveen Patnaik

  • @gyarikrishnabag2550
    @gyarikrishnabag2550 2 роки тому +2

    Kahi sabele bjd birot karuchha

  • @pinakdas5166
    @pinakdas5166 2 роки тому +2

    Jealousy is part of non perfomer B.Panda own Otv.
    Yes with consultation Modi choose
    Mrs.Murmu.This is the crediibility of
    5 time chief minister Mr Naveen Patnaik.

  • @ambarbehera8694
    @ambarbehera8694 5 місяців тому

    Odissa mother fast rastrapat ଈ navin pattnayak

  • @yashentertainment6439
    @yashentertainment6439 2 роки тому

    U Mr odisha reporter want bjd to go against murmu??? Dont u have any news ???

  • @gopalkrishnapattnaik5313
    @gopalkrishnapattnaik5313 11 годин тому

    MODIJI IS REQUESTED TO SOLVE ODISHA RAJBHAWAN PROBLEM IMMEDIATELY. .. MOHAN MAJHI ONE GOOD BJP C .M. .. ALLOW HIM CHAIR FOR 5 YEARS. DELAY IN SOLVING SENSITIVE PROBLEMS MAY NOT GIVE RESULT TO BJP . BE SURE.

  • @atalpradhan2956
    @atalpradhan2956 2 роки тому

    Odisha calture

  • @swarajkumarpuhan5017
    @swarajkumarpuhan5017 2 роки тому

    Au kn o tv ,or tv daki kahethante...sata hauchi bjp ku odisha re entry 🚫 nae aeta sata boli mani nea

  • @rathenterprisespuri
    @rathenterprisespuri 2 роки тому

    Janipela news