ଏଇ ବିଧାନସଭା ହେବ ନବୀନ ପଟ୍ଟନାୟକଙ୍କର ଶେଷ ବିଧାନସଭା...

Поділитися
Вставка
  • Опубліковано 6 вер 2024
  • LEV LIVE ODIA | ODISHA NEWS | POLITICS NEWS
    ଆଉ ବିଧାନସଭା ଆସିବେନି ନବୀନ ପଟ୍ଟନାୟକ...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 519

  • @satyam6619
    @satyam6619 Місяць тому +49

    ମୋ ଵାଳ ଅସ୍ମିତା....
    ବେକାରୀ, ଦାରିଦ୍ର୍ୟ ପାଇଁ କିଛି ନାହିଁ ଖାଲି ବାଳ ଅସ୍ମିତା ଆଲୋଚନା ସବୁବେଳେ.

  • @KarunakarDhani-eo2sl
    @KarunakarDhani-eo2sl Місяць тому +38

    ମୁଖ୍ୟମନ୍ତ୍ରୀ ହୋଇ ବିଧାନ ସଭା ଆସନ୍ତି ନାହିଁ, ବିରୋଧୀ ଦଳର ନେତା ହୋଇଆସୁଛନ୍ତି ।ଭଲ କଥା।

  • @pabitrarout5835
    @pabitrarout5835 Місяць тому +10

    ଓଡ଼ିଆ ଅସ୍ମିତା କିଏ କହିଥିଲା ଜାଣିବା ଦରକାର, ଅସ୍ମିତା କଥା କହି ବିଜେପି ସରକାର କୁ ଆସିଛି, ନବୀନ ପଟ୍ଟନାୟକ ଯଦି ଦୋଷୀ କୁ ଦଣ୍ଡ ଦେଇପାରିଲେନାହଁ, ତା ବୋଲି ତୁମ କହିବାପ୍ରକାରେ ବିଜେପି ମଧ୍ୟ କଣ ସେୟା କରିବ, ତା ଅର୍ଥ Old wine in the new bottle

  • @gagansabat3366
    @gagansabat3366 Місяць тому +39

    ଦେଇନାହାନ୍ତି ଆସି ଲା କେମିତି ତି 51ସିଟ🐚

    • @i_amhbb
      @i_amhbb Місяць тому

      Ae mg nku jana nahi kichhi khaga sale maniee

    • @manojpattanaik1840
      @manojpattanaik1840 Місяць тому

      Tuma parika gpsthiginha deichha gandu nabina ku

  • @abhishekpadhi3868
    @abhishekpadhi3868 Місяць тому +8

    Right Brother, who’s murder mamita meher, Pari, extra extra

  • @hiranyasahoo3548
    @hiranyasahoo3548 Місяць тому +60

    ବିଜେପି ତତେ ବାଳ ଦେଲା ତୁ ଅଂଧ କି ବିହାର କୁ ଦେଲା ଆନ୍ଧ୍ର କୁ ଦେଲା ଓଡିଶା ମେଣ୍ଢା ଲଜ୍ୟା ଲାଗୁନି

    • @AjayakumarGochhi
      @AjayakumarGochhi Місяць тому +7

      ଆଗରୁ BJD MP ମାନେ ମୋଦି କୁ ସମର୍ଥନ କରି କଣ ପେଳ ଆଣିଥିଲେ।

    • @RatiSuchi123
      @RatiSuchi123 Місяць тому

      Kete deithile mana shanti heithanta are sala tu kahunu ghare basibu magana re miliba sabu khaibu.

    • @harprasadsenapati3945
      @harprasadsenapati3945 Місяць тому +3

      10 barsa re BJP odisha ku jete Rs .. tanka deichi 60 barsa re odisha ku kaunasi pradhanmantri yete tanka deinathile se tanka ra prathame hisaba deu bjd . Se tanka sabu gala kuade sabu chalu karideichanti example Jagannath mandira nabikaran pai sade 4 hajare koti tanka deithile kete tankara kama hoichi Puri re thakura nka paisa ku madhya khaigala ? Haye re bhagaban

    • @himanshurout2434
      @himanshurout2434 Місяць тому

      Patha satha padiki coment lekhucha na kaha tharu suni deicha India re gote law achi janichata Sethi semane debe bajet adhiveshan re 2, engine Sarkar thakidele kn aithi pnani bjp ku bhot deithilu odisha ku boka codha baneibaku satare appana Jane andha bhakta Naya Anaya bujhi paru nahnati odisha ku bjd khaigala boli taku hareilu ​@@harprasadsenapati3945

  • @prakashkuntya7826
    @prakashkuntya7826 Місяць тому +1

    ଧନ୍ୟବାଦ ଓଡ଼ିଆ ଅସ୍ମିତା କୁ ଠିକ ଭାବରେ ବୁଝାଇ ଥିବରୁ - ନବୀନ ବାବୁ ଏ ନିୟୁଜ ଟିକେ ଦେଖିବେ

  • @user-xl4rn6sy1u
    @user-xl4rn6sy1u Місяць тому +6

    Ethi paein Arun bothra au naveen patnaik ku jail pathajau tebe jaei justice miliba .

  • @satrughanchattar7222
    @satrughanchattar7222 Місяць тому +42

    ସାର ଆପଣ ଠିକ କହୁଛନ୍ତି କିନ୍ତୁ କିଛି ଲୋକ ଅଛନ୍ତି ସତ କଥାକୁ ଏତେ ଶୀଘ୍ର ଗ୍ରହଣ କରିବେନି କିନ୍ତୁ ସତ ଟା ସତ.....

    • @sitaramsahu3883
      @sitaramsahu3883 Місяць тому +4

      ଏକଦମ୍ ସତ୍ୟ କଥା କହିଛନ୍ତି ଏବଂ ଆପଣଙ୍କୁ ଅଶେଷ ଧନ୍ୟବାଦ।

    • @user-jg3qn5xv9l
      @user-jg3qn5xv9l Місяць тому

      👌👌👌👌

  • @arogyaBira
    @arogyaBira Місяць тому

    Rightly said and let's talk about unemployment, price rise and law and order situation

  • @subrataran
    @subrataran Місяць тому +14

    Nabina. Is not khhanti odia he is great cool. Dalal tautor. Vrasta chari

  • @mylifestyle2239
    @mylifestyle2239 Місяць тому +1

    ଓଡ଼ିଶା ପାଇଁ କିଛି ଗୋଟେ ବଜେଟ୍ ଆଣି ପାରୁନି ଦବଲ୍ ଇଞ୍ଜିନ ସରକାର ହେଇକିବି
    ଆଉ ବେଶୀ କଥା କୁହନି ଦେଶ ବାସୀ ଜାଣିଛନ୍ତି କଥା କହିବାରେ BJP ଏକନମ୍ବର କିଛି କାମକୁ ନୁହେଁ !

  • @chandanparida1561
    @chandanparida1561 Місяць тому +5

    କି ବାଳ କଥା କହୁଛୁ ଆରେ ବାହାର ରାଜ୍ୟ ର ପିଲା ଆମ ଓଡ଼ିଶା ପିଲା କୁ ମାରିଲା ଓଡ଼ିଶା ବାସୀ ଚୁପ୍ ହେଇକି ବସିବେ 😢😢 ଏହି ହୋଉଛି ଓଡ଼ିଆ ଅସ୍ମିତା
    ତୁ ଶଳା କାହାର ଚାଟୁକାରିତା କରୁଛୁ 😅😅😅
    ପରୀ, ବେବିନା, ପୁହୁ Etc ଙ୍କୁ ନ୍ୟାୟ ଦବା ପାଇଁ ମୋହନ ସରକାର କୁ ଆମେ ଓଡ଼ିଶା ବାସୀ ଅନୁରୋଧ କରୁଛୁ ସେମାନଙ୍କୁ ନ୍ୟାୟ ଯଥାଶୀଘ୍ର ଦିଆଯାଇ

    • @chaturanandamarndi2115
      @chaturanandamarndi2115 Місяць тому

      Bhai Aei salaku pane darkar chora

    • @nareshkanhar3011
      @nareshkanhar3011 Місяць тому

      Pandu Katha bhulagalaki

    • @chandanparida1561
      @chandanparida1561 Місяць тому

      @@nareshkanhar3011 ପାଣ୍ଡୁ କଣ ତମକୁ ଗାଣ୍ଡୀ ମାରି ଦେଇଛି ନା କଣ

  • @pitambarnanda1591
    @pitambarnanda1591 Місяць тому +27

    ଓଡ଼ିଆ ଅସ୍ମିତା କିଏ କହିଥିଲା? ଆପଣ ଜଣେ ଏକ p party ର ପ୍ରଚାରକ ଭଳି କଥା କହୁଛନ୍ତି

  • @AmitKumar-ix8rv
    @AmitKumar-ix8rv Місяць тому +13

    100%Right

  • @anantanaik549
    @anantanaik549 Місяць тому +8

    Apana Mane khusi ta🎉

  • @baghaopaagha4329
    @baghaopaagha4329 Місяць тому +3

    ଅସ୍ମିତା କହିଦେଲେ ପେଟ ପୁରିବ କି ???

  • @SusilakantaRatha
    @SusilakantaRatha Місяць тому

    Sir ଆମର ବହୁତ ସୁନ୍ଦର କଥାଟିଏ କହିଲେ 100 % ସତ

  • @prakashmahapatra2182
    @prakashmahapatra2182 Місяць тому +27

    ଭାଇ, ଠିକ କଥା ପଦେ କହିଲେ 🙏

  • @BishikeshanNaik-tn9do
    @BishikeshanNaik-tn9do Місяць тому +15

    ଆରେ ମାଗିଆ ବିଜେପି ଆଗ ଓଡ଼ିଆ ଅସ୍ମିତା କଥା କହିଥିଲା

  • @kalakarsethi8933
    @kalakarsethi8933 Місяць тому

    Good opinion bhai

  • @ajitmohanty3854
    @ajitmohanty3854 Місяць тому

    ବାପା ରେ ସମ୍ବିଧାନ ଅଛି ...ମାରିବୁ ମନେ ମନେ ଭୁଲ ମାଗି ସମାଧାନ ଆଉ ଜାଣି ପାରୁନୁ କଣ

  • @Baby33824
    @Baby33824 Місяць тому +3

    ବିଜେପି ଢ ନିଜେଦଲାଲ ତା ଦଳର ରାଜ୍ୟପା ସିଏ ତାକୁ କଣ ଗିରଫ କରିବ

  • @puspitabiswal8443
    @puspitabiswal8443 Місяць тому

    ଠିକ୍ କଥା ଖାଲି ନବୀନ ନବୀନ ଜପ କରୁଛନ୍ତି ଯିଏ ଭଲ କାମ କଲେ ସେ ଆମ ପାଇଁ ଠିକ୍ ଲୋକ

  • @sricharanray3923
    @sricharanray3923 Місяць тому +1

    NABIN IS GREAT

  • @sudarshanojhasudarshanojha757
    @sudarshanojhasudarshanojha757 Місяць тому +18

    ଏତିକି ରାମ ରାଜ୍ୟ ଆସିବ??????

    • @RajuRaju-ik9on
      @RajuRaju-ik9on Місяць тому

      ଆଳୁ ଆସିବ ସବୁ ବାଳ ଚର

  • @gugunduniya3194
    @gugunduniya3194 Місяць тому

    I salute your opinion

  • @balaramjhankar9002
    @balaramjhankar9002 Місяць тому +1

    Sata katha kahila bhai...❤

  • @TapanKumarSahoo-hz6so
    @TapanKumarSahoo-hz6so Місяць тому

    Very good news

  • @PrafullaNanda-ue6rg
    @PrafullaNanda-ue6rg Місяць тому

    ଭାଇଙ୍କ ଉ ବହୁତ ଧନ୍ୟବାଦ ଠିକ କହି ଲେ

  • @BasantkumatSundaray
    @BasantkumatSundaray Місяць тому +5

    ଧନ୍ଯବାଦ ✌✌✌✌✌✌

  • @user-mz1jn4ff2k
    @user-mz1jn4ff2k Місяць тому

    Bhai good 👍❤️ super

  • @rameshchandrabehera8100
    @rameshchandrabehera8100 Місяць тому +1

    Thanks bhai. You're wright.

  • @fatefaith5147
    @fatefaith5147 Місяць тому

    ଟୁ ଡହରା ନବୀନ ଜାଗାରେ ଆସିବୁ।

  • @bikramkesharijena48
    @bikramkesharijena48 Місяць тому

    ନବୀନା ଗୋଟିଏ ପର ବୁଦ୍ଧିଆ।

  • @gaurangabarik
    @gaurangabarik Місяць тому

    ଓଡ଼ିଆ ଭାଷା ଓ ଓଡ଼ିଶା ବାହାରେ ରହୁଥିବା ଝାରଖଣ୍ଡ ବ୍ୟକ୍ତି ପରି ବକ୍ତବ୍ୟ ରଖନ୍ତୁ ନାହିଁ ଏ ଗଣତନ୍ତ୍ରରେ ବିରୋଧୀ ଦଳର ନେତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ପ୍ରସଙ୍ଗକୁ ନେଇ ଯାହା ବିରୋଧ କରୁଛନ୍ତି ତାହା ସଂପୂର୍ଣ୍ଣ ଭାବେ ଠିକ୍❤

  • @sachidanandapadhan1891
    @sachidanandapadhan1891 Місяць тому

    you discloses truth, thanks

  • @arjunbarik1858
    @arjunbarik1858 Місяць тому +2

    ଭାଙ୍ଗ ଖାଇଚି ଆରେ ଅସ୍ମିତା କଥା ଆଗ ଉଠେଇଲା କିଏ

  • @tutumahapatra6188
    @tutumahapatra6188 Місяць тому

    Naveen Odisha cm ok

  • @amarendra29
    @amarendra29 Місяць тому +2

    YOU ARE 1 NO MURKHO

  • @user-xl4rn6sy1u
    @user-xl4rn6sy1u Місяць тому +3

    Governor pua badeichi bhala karichi.karana hauchi ki sie aso ku badei nahin sie badeichi bjd kritadas manaku.

  • @ABHANKHORA
    @ABHANKHORA Місяць тому

    Hundred percent wright

  • @krushnachandraroul6734
    @krushnachandraroul6734 Місяць тому +6

    Bada bhai thik kahichhanti .chaluni chhunchiku kahuchhi Naya diya

  • @subashchampati282
    @subashchampati282 Місяць тому +6

    25 barsar sasan ta bhuliparu nahanti gadi
    Kan karibe

  • @ajayakumarrout3036
    @ajayakumarrout3036 Місяць тому +5

    NABIN AAGARU
    BIDHANSABHA
    JAUNATHILE KAHINKI ? ABE. TA
    THIK JAUCHHANTI ! EA
    KI DRAMA

  • @user-tm1kk4sd3q
    @user-tm1kk4sd3q Місяць тому

    ଆପଣ ଏ ବିଜେଡ଼ି ବାଲାଙ୍କୁ କହି ଲାଭ କ ।ଣ । ଏମାନେ କିଛି ବୁଝନ୍ତି ନାହିଁ । । ଆପଣ ଠିକ୍ କଥା କହିଛନ୍ତି । ଧନ୍ୟବାଦ । ।

  • @MadhabMadri
    @MadhabMadri Місяць тому +9

    ଆନ୍ଧ୍ରପ୍ରଦେଶ ବିହାର କୁ ଷ୍ପେସାଲ ପ୍ୟାକେଜ ଦିଆହେଲା ଓଡ଼ିଶା କୁ କିଛି ନାହିଁ

  • @user-me3ko8pf1g
    @user-me3ko8pf1g Місяць тому +1

    Thank u bhai

  • @brajeswarisingh909
    @brajeswarisingh909 Місяць тому +1

    କି ବେଲରେ ଜନ୍ମ କେଜାଣି ଭାଷାର ସଂଯମତା ନାହିଁ 🤣🙏

  • @sudhansusekhardash9010
    @sudhansusekhardash9010 Місяць тому +6

    ମାସେ ଭିତରେ କେତେ ଘଟଣା ଘଟି ଗଲାଣି ଟିକେ ଦେଖ।

  • @timepasscreative6794
    @timepasscreative6794 Місяць тому +1

    ଯାହାର ଯେତିକି ମୁଣ୍ଡ ସେତିକି ବୁଝି ପାରିବ ହେଲେ ମୁଣ୍ଡରେ ଟିକେ ବୁଦ୍ଧି ଶୁଦ୍ଧି ଥିବା ଉଚିତ୍ ଆମେ ଓଡ଼ିଆ ଓଡ଼ିଶା ଆମ ଜନ୍ମ ଭୂମି କିଏ କଉ ଦୋଳ ,ବାଳ ଯାଏ ଆସେନି ଶଳା ବାହାର ରାଜ୍ୟ ଟୋକା ଆମ ଓଡ଼ିଆ ପୁଅ କୁ ମାରପିଟ୍ କଲା ପୁଣି ଜିଭରେ ଜୋତା ସଫା କରିବାକୁ କହିଲା ୟେ କଥା କୁ ଗୋଟେ ଓଡ଼ିଆ ହିସାବରେ ଭଲ କି ଚିନ୍ତା କର ପୁଣି ମାଡ଼ ଖାଉଥିବା ଲୋକ ର ବଦଳି ହେଉଛି ୟେ ଓଡ଼ିଆ ଜାତି ପ୍ରତି ଅସମ୍ମାନ ହେଇଛି

  • @tnanda1432
    @tnanda1432 Місяць тому

    ଭାଇ ନବୀନ ବାବୁ ଙ୍କ ମା ପଂଜାବୀ ତେଣୁ ତାଙ୍କର ମାତ୍ରୁଭାଷା ଓଡିଆ କିପରି ମା ପଂଜାବୀ ଭାଷା ସିଖେଇ ଥିବେ

  • @user-ks2ey1rx5h
    @user-ks2ey1rx5h Місяць тому +1

    ବିଜେପିବାଲା କୁତା

  • @silubehera6548
    @silubehera6548 Місяць тому

    ବିଧାନସଭା କଣ ତମ ବାପାଙ୍କର ନବୀନ ପଟନାୟକ ଆସିବନି କେବେ ଦେଖିଚ ବିଧାନସଭା 😃😃

  • @DRkoraputiaw9w
    @DRkoraputiaw9w Місяць тому

    ଠିକ୍ କଥା ସାର୍ ବହୁତ ବଢିଆ ବିଜେପି

  • @ajitakumarsahoo9458
    @ajitakumarsahoo9458 Місяць тому +8

    ମଦୁଆ ନବିନ Welcome
    ରାଣ୍ଡୁଆ ବିଜୁ Welcome

    • @parthasarathi942
      @parthasarathi942 Місяць тому

      You go to narendra modi dick sucked ok then do u argument

  • @purnabrahmamusica8184
    @purnabrahmamusica8184 Місяць тому

    ତା ମାନେ ତୁ କହୁଚୁ, ସେ ସରକାର ଯେଉଁ ଅନ୍ୟାୟ କରିଚି, ଯେଉଁ ଭୁଲ ସେ କରିଚି,,,, ଏ ସରକାର ବି ସେ ଭୁଲ ସେ ଅନ୍ୟାୟ ଗୁଡିକ କଲେ କିଛି ଅସୁବିଧା ନାହିଁ... ସେ ସରକାର ଯାହା କରିଚି,, ଏ ସରକାର ଙ୍କୁ ଅନୁରୋଧ ସେ ଭୁଲ କୁ ସୁଧାରନ୍ତୁ,, ଭୁଲ ଟା ସବୁବେଳେ ଭୁଲ..... 👍👍

  • @sairindhrilayak8191
    @sairindhrilayak8191 Місяць тому

    Wow nice speech❤❤

  • @dukhishyambehera6954
    @dukhishyambehera6954 Місяць тому

    All right bhai thanka u

  • @sibashankarparida4548
    @sibashankarparida4548 Місяць тому +3

    ଏ ବାଳ ସରକାର.. କପି ପେଷ୍ଟ ସରକାର

  • @gajindrapradhan1028
    @gajindrapradhan1028 Місяць тому

    Asmita Asmita Asmita Asmita AsmitaAsmitaAsmita Asmita Asmita Asmita Asmita Asmita Asmita Asmita

  • @pradepnayak5122
    @pradepnayak5122 Місяць тому +1

    Good bite Bhai

  • @suryakanta8024
    @suryakanta8024 Місяць тому

    Thanks

  • @gourishankarmishra929
    @gourishankarmishra929 Місяць тому

    ଭାଇ ,ତମକୁ ଧନ୍ୟବାଦ୍ । ନବୀନ ସବୁ ଭୁଲି ଗଲେଣି ଏବେ ସବୁ ଫ୍ରେସ , ସେ ସାଧୁ ସୁନା ତାଙ୍କର ଜବାବ ନାହିଁ , ଶୋଇ ଶୋଇ ଡରେଇ ଧମକେଇ ଦଳ ରୁ ବିଦା କରି , ଖଣି ପାଣି ଲୁଟି ପଚିଶ ବର୍ଷ ବିତେଇ ଦେଲେ ଏବେ ସିଏ କହିବେନି କିଏ କହିବ ?

  • @RabindranathNayak-vd6bh
    @RabindranathNayak-vd6bh Місяць тому

    Wright 100%

  • @RabinarayanaSwain-jh9pf
    @RabinarayanaSwain-jh9pf Місяць тому

    Thankyou sir

  • @biswambarbaral7355
    @biswambarbaral7355 Місяць тому

    Good view

  • @ranjanbhoi6525
    @ranjanbhoi6525 Місяць тому

    Thank you

  • @rayadvocate7711
    @rayadvocate7711 Місяць тому

    Not for Naveen, but for BJP

  • @Devilking_558
    @Devilking_558 Місяць тому

    100percent right

  • @AkshayaKumarSatapathy-iv5of
    @AkshayaKumarSatapathy-iv5of Місяць тому

    Very good

  • @RameshKumar-bv6yd
    @RameshKumar-bv6yd Місяць тому

    Thank. Bhai. Spek

  • @gobardhansahu4189
    @gobardhansahu4189 Місяць тому

    Good

  • @bhagyadharjajpur1062
    @bhagyadharjajpur1062 Місяць тому

    ଓଡ଼ିଆ ଅସ୍ମିତା ଦେଖେଇ ହଉଛି ବିଜେପି,ତମ କହିବା ଅନୁଯାୟୀ ନବୀନ ଚୋର ହେଲେ ବିଜେପି ଡକାୟତ।

  • @hiranyabarik8582
    @hiranyabarik8582 Місяць тому

    Good 👍

  • @thehealthfarm6614
    @thehealthfarm6614 Місяць тому

    Ati sundar 🌹🌹

  • @prakashreddy8701
    @prakashreddy8701 Місяць тому +1

    ଭାଇ ସବୁ କଥା ରାଇଟ ଓଡ଼ିଆ ଅସ୍ମିତା କଥା କୋହିକି ସବୁ ଦଳ ଗୋଟିଏ ରାଜନୀତି କରୁଚନ୍ତି

  • @SMILAN_143
    @SMILAN_143 Місяць тому +2

    ଇଏ ମହାଶୟ ହାଇଲାଇଟ ପାଇଁ ଯାତ୍ରା କରୁଛି😂😂😂😂😂

  • @ranjansahoo7590
    @ranjansahoo7590 Місяць тому +4

    ତୁ ଓଡ଼ିଆ ଙ୍କ ପାଇଁ କଳଙ୍କ,ତୁ ବେଶୀ ସାହିତ୍ୟିକ ବହୁତ ଭାଷଣ ଦେଉଛୁ

  • @debendranarayandash9040
    @debendranarayandash9040 Місяць тому

    ଓଡିଆ କହିପାରୁ ନାହାନ୍ତି ବିଧାନସଭା ଆସିବେ କାହିଁକି ନ ଆସିଲେ ଭଲ .ରାଇଟ କଥା କହିଛନ୍ତି ୨୫ ବର୍ଷ ସାସନ କଲେ କାହାରିକୁ ନ୍ୟାୟ ଦେଇପାରିଲେ ନାହିଁ ଏହାହିଁ ନବୀନ ବାବୁଙ୍କ ନିର୍ମଳ ଭାବମୂର୍ତ୍ତି ଅହଙ୍କାରୀ ଦୁର୍ଯୋଧନ ନବୀନ ବାବୁ

  • @user-vk9ev1mc7o
    @user-vk9ev1mc7o Місяць тому

    110% right sir

  • @NabakisshorMahakud-di3xn
    @NabakisshorMahakud-di3xn Місяць тому +25

    ବିଜେପି କୁକୁର

  • @jeetendrakumarpandit5656
    @jeetendrakumarpandit5656 Місяць тому

    ଦାଦନ ସମସ୍ୟା ପାଇଁ ସରକାର କି ପଦକ୍ଷେପ ନେବେ ଓଡ଼ିଆ ଲୋକ ଶରଣାର୍ଥୀ ଭଳି ଟ୍ରେନ ରେ ଯାଉଛନ୍ତି ମୁଖ୍ୟ ମନ୍ତ୍ରୀ tike ଯାଇକି ବରମ୍ପୁରୁ ଷ୍ଟେସନ ଟା ଦେଖ

  • @Royalking75912
    @Royalking75912 Місяць тому

    ଆଗ କୁହ ଏ ଲୋକ ଟା କିଏ....ୟା ପାଖକୁ କଣ ପାଇଁ ମିଡ଼ିଆ ଏତେ ଯାଉଛନ୍ତି....ଏ କଣ ଆଇନ ମନ୍ତ୍ରୀ ନା କାନୁନୁ ବିଶାରଦ

  • @user-lt8tm2vx6k
    @user-lt8tm2vx6k Місяць тому +3

    Sir. Jenu. Katha. Kahichanti. Correct 👍👍👍

  • @manasjena4994
    @manasjena4994 Місяць тому

    ଇଲେକ୍ସନ ବେଳେ ବହୁତ୍ ବଡ଼ ବଡ଼ ଭାଷଣ ଓଡ଼ିଶା ର ହକ୍ ପାଈ କାହିଁକି ଏତେ ପଛଘୁଞ୍ଚା ଓ ଅବେହେଳା ଏହା ହିଁ କଣ ଓଡ଼ିଆ ଅସ୍ମିତା

  • @HemantBehera-ve7mu
    @HemantBehera-ve7mu Місяць тому

    ଓଡ଼ିଆ ଭାଷା ,ସଂସ୍କୃତି, ପରମ୍ପରା ,ଯାହା ଓଡ଼ିଆ ବୋଲି ପରିଚୟ ଦେଇଥାଏ ତାକୁ ହିଁ କୁହନ୍ତି ଓଡ଼ିଆ ଅସ୍ମିତା।

  • @user-wi8je1li9t
    @user-wi8je1li9t Місяць тому +1

    Ediet BJP

  • @user-yc8ef2ph4r
    @user-yc8ef2ph4r Місяць тому

    24years Odisha Loot Enquiry kete heichhi

  • @jullysamal6626
    @jullysamal6626 Місяць тому +16

    ତୁ କିଇବେ ମାନିଆ ହାରାମି
    ତୋ ମାଇପର ଘଇତା କି ଲଳିତ

    • @jullysamal6626
      @jullysamal6626 Місяць тому

      @@JeebitKumarNayakChiku ତୋ ମାର
      ନା ତୋ ଭଉଣୀର କିରେ

    • @JeebitKumarNayakChiku
      @JeebitKumarNayakChiku Місяць тому

      @@jullysamal6626 to bou ra

  • @sanjibsinger2010
    @sanjibsinger2010 Місяць тому

    Correct

  • @saratchandrasahoo1635
    @saratchandrasahoo1635 Місяць тому

    Bhai right 👍👍💯

  • @prabirkumarnayak7773
    @prabirkumarnayak7773 Місяць тому

    Really

  • @awaytoexplore3380
    @awaytoexplore3380 Місяць тому

    Are wah ea new cm of odisha

  • @benudharsahoo710
    @benudharsahoo710 Місяць тому +6

    Absolutely correct sir.

  • @akshayakurout4136
    @akshayakurout4136 Місяць тому +1

    Andha bhakta kuade jaithilu

  • @dlkrishna3095
    @dlkrishna3095 Місяць тому

    Right brother

  • @rajkumarbarik9151
    @rajkumarbarik9151 Місяць тому

    25 BJD 💂💂💂

  • @malkangiridesiboy2428
    @malkangiridesiboy2428 Місяць тому +1

    ତୁ ମଘିହା ଓଡ଼ିଆ ହୋଇ ନ ଥିବୁ କଥା କହୁଛୁ ।

  • @SailabihariKhatua
    @SailabihariKhatua Місяць тому

    ନବୀନ 2009 ରୁ ବାଉଳା ଚାଉଳା ହେଲେଣି ଓଡିଶା ବାସି ଖାଲି ଦେଖ କେତେ ରୋଲ କରିପାରୁଛି ଏ ବୁଢ଼ା ଜରଦ ଗବ ନିର୍ବାଚନ ବେଳେ ଅନ୍ୟଜଣର ଆଶ୍ରା ଖୋଜୁଥିଲା ଏବେ ନିଜେ ଫିଟି,