ଅରୁଣ ସାହୁଙ୍କ କଥାଶୁଣି ହିଟ୍ ହେଲେ ବିଜେପି ବିଧାୟକ ! MLA Arun sahoo advices BJP leader in assembly.

Поділитися
Вставка
  • Опубліковано 4 лют 2025

КОМЕНТАРІ • 985

  • @prafullakumarsahoo1917
    @prafullakumarsahoo1917 2 місяці тому +43

    ଯାହା ହଉ ଆପଣ ଙ୍କୁ ଧନ୍ୟବାଦ ଆପଣଙ୍କ ପାଖକୁ ଖବର ଆସୁଛି ଓଡିଶା ରେ କେତେ ବଳାତ୍କାର କେତେ ଡକାୟତ କେତେ ହତ୍ୟା କିନ୍ତୁ ବିଜେଡି ସରକାର ସମୟରେ ଏସବୁ ଅପରାଧ କେସ ଗୁଡିକ ପୋଲିସ ଫାଇଲି ତଳେ ଲୁଚି ରହୁ ଥିଲା ଆଉ ଆପଣ ଠିକ ଜାଣି ଛନ୍ତି ଆଉ ରାଜନୀତି ନାଟକ କରନାହିଁ

    • @abdulwahidkhan3796
      @abdulwahidkhan3796 Місяць тому +1

      Ohh Prafulla Kumar
      You are Andhbhakt of MODI that's why you are publishing such comments

  • @KBehera-BSc-MBA-LLB
    @KBehera-BSc-MBA-LLB 2 місяці тому +20

    ପରି ଆଜି ବି କାନ୍ଦୁଛନ୍ତି.... ପରି କୁ କିଏସେ ମାରିଲେ..

  • @manoranjanjena4835
    @manoranjanjena4835 2 місяці тому +36

    Bjp ଅରୁଣ ସାହୁ ପରି ଫାଇଲ ଖୋଲ ଗଲୁ ମରିଯିବ

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      ପରିକୁ ତୁ ମାରିନୁ ତ 🤔🤔😂

    • @reetap4008
      @reetap4008 2 місяці тому

      ପାଠ ପଢ ବୟସ ହୋଇନି ବୁଝିବାକୁ

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      @@manoranjanjena4835 ପାଠ ନାହିଁ 😂

  • @niranjanpradhan4800
    @niranjanpradhan4800 2 місяці тому +15

    ଏ ମାଗିହା ହାରାମି ଅରୁଣ ସାହୁ ପରି କେସେ୍ ରେ ସବୁ ପାଲା କରୁଥିଲା

  • @snayak9197
    @snayak9197 2 місяці тому +46

    ବିଜେଡି ଅଭ୍ୟାସ ରହିଛିତ ଧୀରେ ଧୀରେ କମିବ ଅରୁଣ ବାବୁ 😀

    • @reetap4008
      @reetap4008 2 місяці тому +6

      ପାଠ ପଢ ବୟସ ହୋଇନି ବୁଝିବାକୁ

    • @biprasideaexecutionsuccess4795
      @biprasideaexecutionsuccess4795 2 місяці тому +3

      ଅନ୍ଧ ଭକ୍ତ ତୁ ମନ୍ଦିର କୁ ଯା

    • @Puspa-lata
      @Puspa-lata 2 місяці тому +5

      ଅରୁଣ ଗୋଟେ ବଡ ଡକାୟତ 😂

  • @dillippanda21
    @dillippanda21 2 місяці тому +140

    ପରି ବି ଏକ ମହିଳା ,ନୂଆ ସରକାର କୁ ଅନୁରୋଧ ଏହାର ରିପୋର୍ଟ ପର୍ଦ୍ଦାଫାଶ କରନ୍ତୁ

    • @debasishpradhan468
      @debasishpradhan468 2 місяці тому +10

      A sarkar kicchi karibani khali bhasana baji

    • @bhagabatsoren249
      @bhagabatsoren249 2 місяці тому +6

      ବୟଲର କୁକୁଡା କୁ କୋଲର ବଦଳେଇ ବା ପାଇଁ ଚିନ୍ତା କରିବାରେ ବ୍ୟସ୍ତ 😂

    • @debasishpradhan468
      @debasishpradhan468 2 місяці тому

      Ame jaha asa kariki vote deithilu seiya hoiparila nahin

    • @saratdalai9265
      @saratdalai9265 2 місяці тому +1

      ଏମାନଙ୍କ ହାତରେ କେବଳ ରଙ୍ଗ ମାରିବା ବ୍ୟତୀତ ଆଉ କିଛି ହେବନି କି କୌଣସି ଆକ୍ସନ ନେବା ପାଇଁ ଦମ ନାହିଂ

    • @sudhansusekhardash9010
      @sudhansusekhardash9010 2 місяці тому +4

      ପରି ମମତା କଥା କହି କହି ଶାସନ କୁ ଆସିଲେ, ଶାସନ କୁ ଆସି ସମାନ ଘଟଣା ଘଟିଲେ ଶାସନ ରେ ରହିବେ କାହିଁକି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।

  • @santoshkumarmishra2620
    @santoshkumarmishra2620 2 місяці тому +58

    ତୁମେମାନେ କ୍ରୀତଦାସ ହୋଇ ପଡିରହିଥିଲ.

    • @drnaik8890
      @drnaik8890 2 місяці тому +3

      Tame mane govt re acha dekhuna

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      ଆଉ ତମେ କଣ କି?? ଗୁଜୁ ପା ଚଟା

    • @reetap4008
      @reetap4008 2 місяці тому +2

      ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ ମୂର୍ଖ 😡

    • @sukantadalapati3845
      @sukantadalapati3845 2 місяці тому +1

      Tume gugurati pakhare dadana

    • @Ranjankumar-fz8xj
      @Ranjankumar-fz8xj 2 місяці тому

      ଠିକ୍ କହିଛନ୍ତି

  • @sunilranjanbhol1805
    @sunilranjanbhol1805 2 місяці тому +10

    ଅରୁଣବାଜୁ ଟିକେ କମେଣ୍ଟ ଦେଖା, ଲାଜ ଲାଗିବା କଥା

  • @aviramdas5648
    @aviramdas5648 2 місяці тому +17

    ଇଏ ଟାଉଟର ଆଗରୁ ଏମିତି ଲୀଳା କରୁଥିଲା ଅଜି ଓଡିଶା ନିନ୍ଦନୀୟ

  • @AahaVgga
    @AahaVgga Місяць тому +2

    Right,katha

  • @cuty_mama9801
    @cuty_mama9801 2 місяці тому +12

    ଅରୁଣ ସାର୍ ତମ ସମୟରେ କେତେ ରେପ୍ ହୋଉଥିଲା କେତେ ନାୟ ମିଳିଲା ଟିକେ କହିବେ

  • @SKVLOGS-lc2td
    @SKVLOGS-lc2td 2 місяці тому +100

    ତମେବି ୨୪ ବର୍ଷ ଶାସନ କରୁଥିବା ବେଳେ ବି କହୁଥିଲ ଆମ ସରକାର , ଆମେ ଯାହା ଚାଂହିବୁ ସେୟା କରିବୁ l କଣ ମନେ ପଡ଼ୁନି କି ଏଇ ମହାଶୟଙ୍କର????

    • @bimalendu4628
      @bimalendu4628 2 місяці тому

      Arunbabunku pacharajau

    • @gangadharamohanty1686
      @gangadharamohanty1686 2 місяці тому +1

      ତୁମେ କ'ଣ ସେଇ ଥନ୍ତଲ୍ ପାଟିଆ ପାନ ଖିଆ କିସମର --? ଗ୍ରାମ୍ୟ ବଡ୍ ବୋଲା କୁଜି ନେତା ମାନେ ବି ଏବେ ପାଓ୍ୟର ଫୁଲ୍ ହୋଇଗଲେଣି --- ଜୟ ଜଗନ୍ନାଥ ।

    • @KUMAR_PRASANT-s5f
      @KUMAR_PRASANT-s5f Місяць тому

      E salla manankara au sesabu kichi mane nahin

  • @beyondtruths
    @beyondtruths 2 місяці тому +4

    ମିଛ କଥା କହୁଛନ୍ତି ଅରୁଣ ସାହୁ, ସମ୍ପୂର୍ଣ ମିଛ ଡାହା ମିଛ

  • @samirjena1092
    @samirjena1092 2 місяці тому +23

    ଆରେ ଅରୁଣ ଭାଇ ତୋର କାହିଁ ଏତେ ପୂଡୁଛି

  • @alekhchandrabeja5578
    @alekhchandrabeja5578 2 місяці тому +34

    ତମେ ମାନେ pandian ଙ୍କ ଗୋଲାମ ଥିଲ,ତମର ନିଜତ୍ବ ନ ଥିଲା

    • @KHERWAL_BAZAAR
      @KHERWAL_BAZAAR 2 місяці тому +2

      ଏବେ ତ ସମସ୍ତେ ସରକାର ଆଉ କେମିତି ଚାଲିଛି ସରକାର ଶାସନ ତୁମେ ଦେଖୁନ

  • @adityabehera9342
    @adityabehera9342 2 місяці тому +58

    ପରୀ କୁ ମାରିଲା କିଏ

    • @pranabkumarpattanayakprana9679
      @pranabkumarpattanayakprana9679 2 місяці тому +3

      Bjp😢 for power

    • @gurukrupa4151
      @gurukrupa4151 2 місяці тому +6

      ଯଦି ପରିକି ମାରିଛି କିଛି ପ୍ରମାଣ ଅଛି ଯଦି ଆରେଷ୍ଟ କରୁନା
      ଦମ୍ ଅଛି..?

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      ତୁ ମାରିଛୁ

    • @KHERWAL_BAZAAR
      @KHERWAL_BAZAAR 2 місяці тому

      ଏଥିରେ ନେତା ମନ୍ତ୍ରୀ ମାନଙ୍କ ହାତ ନାହିଁ

  • @rameshpradhan8772
    @rameshpradhan8772 2 місяці тому +37

    ଆରେ ବେଲାଜ୍ଜ୍ୟ ଅରୁଣ ସାହୁ ଟିକେ ପରି କଥା କହ ବା ।

    • @subrajitaltos8323
      @subrajitaltos8323 2 місяці тому +2

      Bhai tu kahilu pari katha kan?

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому +2

      ତୁ ଟିକେ କହ

    • @shreekrishnabhakta326
      @shreekrishnabhakta326 2 місяці тому +1

      Taa maane aapana aruna sahoo nku birodh kariki prove karidouchanti baa support karuchanti se amiti pari bhali ghatana sabu bele hebaa darkaar. Apana bahut khusi heuchanti bodhe BJP sarkaar re amiti puni hele. Nahele amiti comments kari na thaante.

    • @akshayakumarbehera4781
      @akshayakumarbehera4781 2 місяці тому

      ​@@subrajitaltos8323ସେ ପରା ଅନ୍ଧ ଭକ୍ତ ଶୁଣିକି କହିବ ହେଲେ ଉତ୍ତର ତା ପାଖରେ ନାହିଁ

    • @Puspa-lata
      @Puspa-lata 2 місяці тому

      ​@@shreekrishnabhakta326ନବ ଦାସ୍ କୁ କିଏ ମାରିଲା, ଜାମୁକୋଳି ଗପ କରିଦେଲ ବିଜେଡି ବଲl

  • @anantakumardigal8658
    @anantakumardigal8658 2 місяці тому +50

    ମହାଳିଙ୍ଗ କଲେଜ ରେ ମହିଳା ସୁରକ୍ଷିତ ଥିଲା ତ? ଆରେ ଭାଇ ତମ ସରକାର ବେଳେ ପରା କ୍ୟାବିନେଟ ମନ୍ତ୍ରୀ ଅସୁରକ୍ଷିତ ରହି ହତ୍ୟା ର ଶିକାର ହେଲେ l

    • @reetap4008
      @reetap4008 2 місяці тому +3

      ଏଥି ପାଇଁ ଶିକ୍ଷା ଜରୁରୀ କୁହାଯାଏ, ମୂର୍ଖ 😡😡

  • @snayak9197
    @snayak9197 2 місяці тому +8

    ମାଆ ପିଲା ଜନ୍ମ କରୁ କରୁ ଆପଣଂକୁ ବାପା ଡାକୁଛନ୍ତି ଅରୁଣ ବାବୁ 😀😀😀😀

  • @ajayKumarmahanty-v7o
    @ajayKumarmahanty-v7o 2 місяці тому +15

    ପରି case open କରନ୍ତୁ

  • @RabindraSahoo-gq6zj
    @RabindraSahoo-gq6zj 2 місяці тому +40

    ମିଛୁଆ ରାଧୁଆ

  • @ranjannanda8309
    @ranjannanda8309 2 місяці тому +31

    ପରୀ କଥା ଟିକେ ସାର କୁହନ୍ତୁ

  • @SidharthPrasadDas
    @SidharthPrasadDas 2 місяці тому +13

    Wow କଣ କହିଲ ମ 100000000000% ସତ ଏ ଭଳି ବିଜେଡି ଆଗରୁ କରିବାର ଥିଲା, ଯୋଉଟା କଲନି ବିଜେଡି ସେ ବିଜେପି କରୁଛି, ଶିଖ ମମତା ବାନର୍ଜି ଠୁ ବିଜେପି ଲୋକଙ୍କୁ ଗୋଡେଇ ଗୋଡେଇ ହାଣୁଛି, ପଶ୍ଚିମବଙ୍ଗ ରେ ବିଜେପି ର ବାଉଁଶ ନାଇଁ ବଇଁଶୀ ବାଜିବ କୋଉଠୁ ଏଠି ପ୍ରେମ କଲ ବିଜେପି ସହ କିଳା ନେଲ, ତାଙ୍କ ପାନ ଖିଆ ଛେତରା ପଟିଆ ଧମକଉଛି ତୁମର କର୍ମୀ ନଥିଲେ କି, ଦେଲନି ସେ ସୁବିଧା ତୁମ କର୍ମୀ କୁ ଆଜି ବିଜେପି ନଥାନ୍ତା ଓଡିଶା ରେ ଆଉ ସରକାର କଣ କରିଥାନ୍ତା, ଆଜି ହିନସ୍ଥା ହେଉଛ

  • @satyanarayanrath1344
    @satyanarayanrath1344 2 місяці тому +15

    ପରୀ କେସ ର ଫାଇଲ ପୁଣି ଖୋଲାଯିବ . Be careful.

    • @subrajitaltos8323
      @subrajitaltos8323 2 місяці тому +1

      Kie tu kholibu?

    • @gurukrupa4151
      @gurukrupa4151 2 місяці тому +1

      ବାଳ ଛୋଡ଼ିବ ଖୋଲିବ ନା ବୁଜିବ

  • @JanmaMeher-vj8uj
    @JanmaMeher-vj8uj 2 місяці тому +58

    ପରି, କୂ, ଅନ୍ଧ ଭକ୍ତ, ମା ରି ଛ

  • @santoshkumarmishra2620
    @santoshkumarmishra2620 2 місяці тому +80

    ପରୀ କେସ୍ ରେ crimebranch କଣ କଲା ସେ ବିଷୟ ଏ ଯାଏ ମନରୁ ଯାଇନି.

    • @Supreme12389
      @Supreme12389 2 місяці тому

      Ebe ta BJP achi arrest kara

    • @jitendra-fn3xf
      @jitendra-fn3xf 2 місяці тому +1

      Jade tama banda re bala ache arrest kare dekha

    • @Gautam-gau
      @Gautam-gau 2 місяці тому

      Right pari katha mind ru jaini

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      କାଇଁ ପରି ପରି ହାଉଛ ବେ

    • @Ranjankumar-fz8xj
      @Ranjankumar-fz8xj 2 місяці тому +1

      ପରି କେସ୍ କହିବ କେମିତି ସେ ପରା ନିଜେ ସେଥିରେ ସଞୁକ୍ତ ଥିଲା

  • @indramanisahu4595
    @indramanisahu4595 2 місяці тому +14

    ତୁମେ ମନ୍ତ୍ରୀ ମଡ଼ର୍ର ବିଷୟରେ କଣପଦେ କୁହ।ଅଲଜ୍ୟ। ତୁମକୁ ସରମ ନାହିଁ।

  • @jagdish9960
    @jagdish9960 2 місяці тому +2

    Sir bahut khusi lagila

  • @fakirmohansahoo2079
    @fakirmohansahoo2079 2 місяці тому +5

    ପୁଅ ଜର ବାଉଳା ରେ ତାଟିଆ କାମୁଡୁଛି,😂😂😂😂😂😂😅😅😅😅😅😅😅😅😅😅😅😅🤣🤣🤣🤣🤣😅😅😅😅😆😆😂😂😂😂😂😂😂

  • @arucharanpradhan5502
    @arucharanpradhan5502 2 місяці тому +61

    ଯେସାକୁ ତେସା ହାରାମଯାଦାକୁ କୁରାଢି ପସା। ଯେଉଁ ମାନେ ମଣିଷ ମରା, ସେମାନଙ୍କୁ ବିଶ୍ଵାସ କ'ଣ?

  • @KamalakantaNayak-c6t
    @KamalakantaNayak-c6t 2 місяці тому +16

    You are right sir

  • @purnachandrabiswal1159
    @purnachandrabiswal1159 2 місяці тому +62

    ଆପଣ ଙ୍କ ବିଧାୟକ ମନେ ପାଣ୍ଡୁ ଗୋଡ଼ ଚାଟୁଥିଲେ. 24 ବର୍ଷ କେତେ ଲୋଟି ଥିଲ

    • @jitendra-fn3xf
      @jitendra-fn3xf 2 місяці тому +1

      Pandu pare kama kare dekhau

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      ଆଉ ତମ ନେତା ମାନେ ଗୁଜୁରାଟୀ ବିହାରୀଙ୍କ ତଳ ଚାଟୁଛନ୍ତି 😂

    • @Ranjankumar-fz8xj
      @Ranjankumar-fz8xj 2 місяці тому

      ଭାଇ କଣ କହିଲ ମୋ ତାଙ୍କ ମରମ କଥାଟେ କହିଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୳ବାଦ

    • @jagannathpatnaik8409
      @jagannathpatnaik8409 2 місяці тому

      24ବର୍ଷ ରେ କିଛି ସେମେତି ଅସୁବିଧା ହେଇନି

    • @purnachandrabiswal1159
      @purnachandrabiswal1159 2 місяці тому

      1st-nabin ବାବୁ କିଛି ବୁଝି ଲେ ନାହିଁ. ପାଣ୍ଡ ହାଇସ୍କୁଲ ଚାକିରୀ ବିକିଲେ. 2-କିଛି ଚାକିରୀ ରେଗୁଲାର କିଛି contractual ଏହା କେମିତି. 3-ବେକାରୀ ସମସ୍ୟା (8 ବର୍ଷ govt ପିଲା ନିଯୁକି ନ ବାହାର କରିବା.) 4-govt ହସ୍ପିଟାଲ ଡ଼କ୍ଟର ନ ରହିବା. 5- 5T ସ୍କୁଲ ନାମରେ କାମ ଅଧା, ଅଧା ଟଙ୍କା bdo ନେବା. ଅନେକ ଅଛି. ଆପଣ ମାନଙ୍କୁ ଦେଖା ଯାଉ ନଥିଲ ବୋଧେ. ସେଥିପାଇଁ କହୁଛ କିଛି ଅସୁବିଧା ହେଇନାହିଁ

  • @ASISH_JENA
    @ASISH_JENA 2 місяці тому +9

    ବିଜେଡି ସରକାରରେ ଖାଲି ଚୋରି ଡକାୟତି କରି ଥିଲେ ବିଧାୟକ

    • @subrajitaltos8323
      @subrajitaltos8323 2 місяці тому

      Aau BJP sarkar re kan hauchi?

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      ବିଜେପିରେ ସବୁଗୁଡ଼ା ଚୋର

    • @Ranjankumar-fz8xj
      @Ranjankumar-fz8xj 2 місяці тому

      ​@@subrajitaltos8323ବିଜେପି ସରକାରରେ ସେମାନଙ୍କୁ ଧରାଯାଇ ତାଙ୍କୁ ଜେଲରେ ରଖା ଯାଉଛି ବୁଝିଲ

    • @sushantsahoo5512
      @sushantsahoo5512 2 місяці тому

      Dekhichala agaku

  • @debasisacharya8954
    @debasisacharya8954 2 місяці тому +22

    ଅରୁଣ ସାର ବହୁତ ବହୁତ ଧନ୍ୟବାଦ 👍👍👍👍👍👍👍👍👍👍

  • @mahendramallick9753
    @mahendramallick9753 2 місяці тому +27

    ଆରେ ତୁମେ କେତେ ସତ କୁହ, ଲାଜ ଲାଗୁନି ଛି. ପରି case ରେ କଣ ହେଇଥିଲା, କହୁନ

    • @Gautam-gau
      @Gautam-gau 2 місяці тому +1

      Right

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      ତୁ କହିଲୁ କଣ ଜାଣିଛୁ

    • @akshayakumarbehera4781
      @akshayakumarbehera4781 2 місяці тому

      ​@@MANOJKUMAR-l6q4eସେ ବାଳ ଜାଣିଛି କହିବ ସେ ପରା ଅନ୍ଧ ଭକ୍ତ

  • @sushantmajhi563
    @sushantmajhi563 2 місяці тому +45

    ପରି କେଶ କଣ ହେଲା ଟିକେ କହିବେ ସାରେ

    • @akshayakumarbehera4781
      @akshayakumarbehera4781 2 місяці тому +3

      ଅଭିଯୋଗ କରୁଥିବା ଦଳ ଏବେ ସରକାର ରେ ତାଙ୍କୁ ପଚାର

    • @Ranjankumar-fz8xj
      @Ranjankumar-fz8xj 2 місяці тому

      ​@@akshayakumarbehera4781 ଆଜ୍ଞା ପରି ଘଟଣା ଭଳି ଆପଣଙ୍କ ପରିବାର ଭିତରେ ଘଟିଥିଲେ ଆପଣ ଏମିତି କହିନଥାନ୍ତେ । ଏ ସରକାର ସେ ସମୟରେ ନଥିଲେ ଏବେ ଦେଖିବ ସେ କେସ କେମିତି ରିଉପନ ହେଇ ଦୋଷିକୁ ଧରାଯିବାଟା ଥୟ

    • @sibajena4023
      @sibajena4023 2 місяці тому

      ସଳା ପାଗଳ ହେବ ଵିଜେପି

    • @sushantsahoo5512
      @sushantsahoo5512 2 місяці тому

      Dharasaru bhai sabu,Don't worry

  • @BinodNayak-u6i
    @BinodNayak-u6i 2 місяці тому +37

    ତୁମ ସରକାର third floor officer ଙ୍କ ଦ୍ଵାରା ଚାଲୁଥିଲା। ତୁମକୁ କିଏ ପଚାରିବ।

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      ତମ ସରକାର ର କେତେଯେ ଫ୍ଲୋର କିଛି ହିସାବ ନାହିଁ 😂

  • @KaliaNayak-mz9br
    @KaliaNayak-mz9br 2 місяці тому +1

    ଏଇ ବର୍ଷ ପରୀକେସ ହେଇଥିଲେ ଅରୁଣ ଜେଲ୍ , ଭାତ ପାଣିଆ ଡାଲି ,ଆଉ ମଶା ଖାଇଥାନ୍ତା

  • @pravashmishra1178
    @pravashmishra1178 2 місяці тому +7

    ସରକାର ଙ୍କୁ ସଠିକ୍ ଢଙ୍ଗ ରେ ସମାଲୋଚନା କରୁଛନ୍ତି ❤

  • @SusantaMajhi-dj1ut
    @SusantaMajhi-dj1ut 2 місяці тому +24

    ପାରି କଥା ଟିକେ କହ ବେ ଆଗିଆ

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому +1

      ତୁ କଣ ଜାଣିଛୁ କହବେ ଆଗିଆ

  • @banmalimishra9265
    @banmalimishra9265 2 місяці тому +9

    Bjd ସରକାର ରେ ଏତେ ଜ୍ଞାନୀ ଗୁଣୀ ଲୋକ ଥିଲେ ବୋଲି ଆମେ ଏବେ ଜାଣିଲୁ. ଛି ଛି

  • @akashsahu8985
    @akashsahu8985 2 місяці тому +25

    ପରୀ କୁ କେମିତି ମାରିଲୁ

    • @Supreme12389
      @Supreme12389 2 місяці тому +2

      BJP KU PACHARIBU JA

    • @Supreme12389
      @Supreme12389 2 місяці тому +2

      Ebe BJP sarkar re achi

    • @akashsahu8985
      @akashsahu8985 2 місяці тому +2

      @@Supreme12389 Tui pacharibu ja

    • @Ranjankumar-fz8xj
      @Ranjankumar-fz8xj 2 місяці тому

      ​@@Supreme12389ସେଇଟା ତୁମ ପରିବାର ଭିତରେ ହେଇଥିଲେ ତୁମେ ଏମିତି କହି ନଥାନ୍ତ

  • @kumarsuresh5798
    @kumarsuresh5798 2 місяці тому +14

    ତୁ ଅରୁଣ ଗୋଟେ ନୟାଗଡ଼ ଜିଲ୍ଲାର ପରମ ହାରାମି

    • @kartikpanda8325
      @kartikpanda8325 2 місяці тому

      ସତ କହିଲା ବେଳକୁ ତ ଗାଣ୍ଡୀ ପୁଡ଼ୁଛି , ହରାମ ଜାଦା ଅନ୍ଦ୍ଧଭକ୍ତ

    • @sushantsahoo5512
      @sushantsahoo5512 2 місяці тому

      Salata super harami

  • @SatyaNarayanMishra-ue3lk
    @SatyaNarayanMishra-ue3lk 2 місяці тому +7

    ଅରୁଣ ସାହୁ
    You are correct

  • @sudhansusekhardash9010
    @sudhansusekhardash9010 2 місяці тому

    ଅରୁଣ ବାବୁ ଙ୍କୁ ବହୁତ ବହୁତ ଧନ୍ୟବାଦ ❤❤

  • @prasantapattanaik862
    @prasantapattanaik862 2 місяці тому +9

    ଅରୁଣ ସାର୍। ଆପଣମାନେ ତ ପ୍ରତିଶୋଧ ମୂଳକ ରାଜନୀତି କରି ପାରିଲେ ନାହିଁ, ଯାହା ବିଜେପି କରେ।

  • @SailendraHembram-i9y
    @SailendraHembram-i9y 2 місяці тому +1

    ଅରୁଣ ବାବୁ ନିଜ ଚରଖା ରେ ତ ତେଲ ଦେଇପାରିଲେ ନି ବାହାରି ପଡିଲେ ଅଲଗା ଲୋକଙ୍କ ଚରଖା ରେ ତେଲ ଦେବାକୁ,ଯୋଉଟା କି ହାସ୍ୟାସ ପଦ କଥା। ଓଡିଶା ବାସୀ ଭଲ ଭାବରେ ଜାଣିଛନ୍ତି ଅରୁଣ ସାହୁ ର କରିତକର୍ମା କୁ.......

  • @anantakumardigal8658
    @anantakumardigal8658 2 місяці тому +13

    24 ବର୍ଷ ର ବିଜେଡି ସରକାର ବେଳେ କାହିଁକି ଏ ଶବ୍ଦ ପାଟିରୁ ବାହାରୁ ନଥିଲା l କିଏ ମନା କରୁଥିଲା

  • @PradeepKuDas-ls5xf
    @PradeepKuDas-ls5xf 2 місяці тому +14

    ସବୁ କିଛି ମିଛ

  • @parsuramsisa8947
    @parsuramsisa8947 2 місяці тому +3

    B j d chi chi bjd chi chi

  • @anantakumardigal8658
    @anantakumardigal8658 2 місяці тому +7

    ବିଜେଡି ର ଭୁତ ରାସନକାର୍ଡ କେତେ କଟିଲା ଆଉ କେତେ ଦୁର୍ନୀତି ଚାଉଳ ରେ ହେଉଥିଲା ତାହା ସମସ୍ତେ ଦେଖିଲେ l ଆଉ ସେଥିପାଇଁ ଦାଈ କିଏ ଥିଲା

    • @KHERWAL_BAZAAR
      @KHERWAL_BAZAAR 2 місяці тому

      ରାସନ୍ କାର୍ଡ ରେ ତୃଣମୁଣ ସ୍ତରରେ ଥିବା ଜନତା ପାଉଥିଲେ, ଏଥିରେ ଅସୁବିଧା କଣ

  • @ResmaDas-o3y
    @ResmaDas-o3y 2 місяці тому

    ଏଇ କଥା ଶୁଣି ହସ ଲାଗୁଚି, ଚାଲୁଣି କହୁଛି ଛୁଞ୍ଚି କି, ବିଜେପି ସରକାର ଫୁଲ ର ସରକାର, ଜଗନ୍ନାଥ ଙ୍କ ସରକାର, ଉତ୍କଳ ର ନେତା ନିଜେ ନାରାୟଣ 🙏🙏🙏, ଗୁରୁଜୀ no1 cm,

  • @shivgouda-ng6gf
    @shivgouda-ng6gf 2 місяці тому +5

    Right news

  • @KaliaNayak-mz9br
    @KaliaNayak-mz9br 2 місяці тому

    ନୟାଗଡ଼ କଲେଜ ଝିଅ କୁ ଅରୁଣ ସାହୁ ରେପ୍ କରୁଛି

  • @biswanathsitha5142
    @biswanathsitha5142 2 місяці тому +15

    ଏ ପରୀ କୁ ଆଣିଲି ଦେଇ ,

  • @rabindramallick9498
    @rabindramallick9498 2 місяці тому

    ନିଛକ ସତ୍ୟର ଉପସ୍ଥାପନା କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ❤।

  • @radhasyampradhan9728
    @radhasyampradhan9728 2 місяці тому +5

    Right

  • @sushilkumardehury1582
    @sushilkumardehury1582 2 місяці тому

    B j p ଖାଲି ଆଳୁ ଯୋଗାଇ ପାରିବିନି ଅନ୍ୟ ସବୁ ଭାଷଣ ବାଜି

  • @pratapjena5672
    @pratapjena5672 2 місяці тому +29

    ସମ୍ପୂର୍ଣ ସତ କଥା କହିଛନ୍ତି ।ଆମର ମନର କଥା

  • @tomdaddy123
    @tomdaddy123 2 місяці тому +1

    Bhala heichhi

  • @anantakumardigal8658
    @anantakumardigal8658 2 місяці тому +8

    ଆପଣଙ୍କ ଡାକରା ଥାର୍ଡ଼ଫ୍ଲୋର ରୁ ନା ନବୀନ ନିବାସ ରୁ ଆସୁଥିଲା

    • @reetap4008
      @reetap4008 2 місяці тому

      Foot 🦶 ବେ ଅନ୍ଧ ଭକ୍ତ

  • @DaitariBarik-n1l
    @DaitariBarik-n1l 2 місяці тому +2

    ନାଳୁଆ

  • @souravsahilcreation8579
    @souravsahilcreation8579 2 місяці тому +3

    ଅରୁଣ ବାବୁ ଛାଡିବେ ନାହିଁ ସମସ୍ତଙ୍କ ମୁହଁ ବନ୍ଦ କରିଦେଲ

    • @Ranjankumar-fz8xj
      @Ranjankumar-fz8xj 2 місяці тому

      ଆମ ଓଡିଶା ବାସୀ ଜାଣିଛନ୍ତିଯେ ଚୋରର ମୁହଁ ଟାଣ ବୋଲି ଆଉ ତୁମେ କଣ କହିବ

    • @sushantsahoo5512
      @sushantsahoo5512 2 місяці тому

      Aruna babunka pali padu,Don't worry

  • @kartickgond8863
    @kartickgond8863 2 місяці тому +1

    Right katha Sir

  • @RKPradhan-zc9yp
    @RKPradhan-zc9yp 2 місяці тому +8

    ଧନ୍ୟବାଦ୍

  • @rajendrarajput8469
    @rajendrarajput8469 2 місяці тому +2

    Excellent Speech Sir I am Proud of you Sir Jay Shree Jagannath Swami 🙏 🙏 🙏

  • @snayak9197
    @snayak9197 2 місяці тому +4

    ଭଦ୍ର ଲୋକ ଅରୁଣ କଲ୍ rrcoding

  • @anantakumardigal8658
    @anantakumardigal8658 2 місяці тому +12

    ଦୁର୍ଘଟଣା ପାଇଁ ନବୀନ ବାବୁ ଙ୍କ ପାଞ୍ଚବର୍ଷିଆ ଲାଇସେନ୍ସ ଦାୟୀ ନୁହଁ କି?

  • @pankajkumarjena3451
    @pankajkumarjena3451 2 місяці тому

    ଅରୁଣ ସାରେ thank you 👍🏿👍🏿👍🏿

  • @Binodkumarpanigrahi2187
    @Binodkumarpanigrahi2187 2 місяці тому +31

    ସମ୍ପୂର୍ଣ୍ଣ ଠିକ୍ କଥା କହିଛନ୍ତି , ଅରୁଣ ସାହୁ ଙ୍କୁ ଧନ୍ୟବାଦ l

    • @PinkyHandha
      @PinkyHandha 2 місяці тому

      Aei Kath kahila mane aei bedha Arun hin semiti kareiba aei bedha ku maridia nija ta nayagarh ra sabu pua pila ku Gunda baneideichi madarchodo tu ta maa ku gehuchi bedha randua tu pati re poka heba maaghia

    • @Ranjankumar-fz8xj
      @Ranjankumar-fz8xj 2 місяці тому +1

      ତୁମ କ୍ରିତଦାସ ମାନଙ୍କୁ ଠିକ୍ ନଲାଗି କଣ ଭୁଲ ଲାଗନ୍ତା କି ଛି ଛି ମଣିଷ ଜନ୍ମ କେମିତି ହେଲ କେଜାଣି

  • @sahoobijayakumar052
    @sahoobijayakumar052 2 місяці тому +4

    ତୁ ବଢିଆ ବିଧାୟକ

  • @PradeepKumarBehera-or9ee
    @PradeepKumarBehera-or9ee 2 місяці тому +14

    Arun Babu sar thik kahichanti 🙏🙏🙏👍👍👍♥️♥️♥️

    • @Ranjankumar-fz8xj
      @Ranjankumar-fz8xj 2 місяці тому

      ସବୁ ମିଛ ଏଇଟା ଏକ ନଂ ଚୋର ଟାଉଟର ଦଲାଲ ଭାଇ

  • @Abhi-panda
    @Abhi-panda 2 місяці тому +1

    ବିଜେଡି ସମୟ ରେ ଯେତେ ଦୁର୍ନୀତି,ନାରୀ ମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ହେଇଚି ସବୁ ର ସିବିଆଇ ଯାଞ୍ଚ ହଉ ଓ ଲୋକଙ୍କୁ ଜଷ୍ଟିସ ମିଳୁ

  • @rohitameher84meher41
    @rohitameher84meher41 2 місяці тому +15

    ତମ ସରକାର ରେ ମୋହନ ସାରଙ୍କୁ icc ସାରଙ୍କ ବ୍ୟବହାର କେମିତି ଥିଲା ଟିକେ କହିବେ କି ସାର

  • @bibhutisahoo886
    @bibhutisahoo886 2 місяці тому

    ଜୟ ଅରୁଣ ଧୋଇଦିଅ

  • @dhaneswarkatual6046
    @dhaneswarkatual6046 2 місяці тому +15

    ରିମୋଟ୍ ta ପାଣ୍ଡିଆ ପାଖରେ

  • @panchunayak-kh6kq
    @panchunayak-kh6kq 2 місяці тому +1

    ଅରୁଣଙ୍କ ଦଳକୁ ଲୋକେ ଏତେ ଭଲ ପାଇଲେ ଯେ କେନ୍ଦ୍ରକୁ ଜଣେ ହେଲେ ସାଂସଦ ଦେଲେ ନାହିଁ l କଥା ସବୁ ଅଲାଯୁକ ମୁହଁ ରେ ଖଡା ଗଛ ରେ ଭାଇ l

  • @jagannathbhagwan9385
    @jagannathbhagwan9385 2 місяці тому +13

    ଶୃଗାଳ ଦଳ ଏବେ ଶିଶୁ ଅଛନ୍ତି ବୋତଲରେ କ୍ଷୀର ପିଉଛନ୍ତି କିଛି ଜାଣି ପାରୁନାହାଁନ୍ତି ୨୪ଵର୍ଷ ହେଲେ ଯୁବକ ହେଲେ ଓଡ଼ିଶା କୁ ସ୍ୱର୍ଗ କରିଦେବେ

  • @SaimanDigal-p9n
    @SaimanDigal-p9n 2 місяці тому

    ସମସ୍ତ ଏ ମେ ଲେ ମନ୍ତ୍ରୀ ମାନଙ୍କର ପାଟି ବନ୍ଦ କରିଦେଲେ ଅରୁଣ ସାହୁ,

  • @PrasannakumarmansinghPrasanna
    @PrasannakumarmansinghPrasanna 2 місяці тому +5

    ତମେମାନେ ତସେଇୟା କରୁଥିଲ ଏବେ କଣ ହେଲା

  • @chandanmahapatra9152
    @chandanmahapatra9152 2 місяці тому +1

    Very good and Thenk you sir and sonic ♥️♥️♥️♥️

  • @PradeepKumarBehera-or9ee
    @PradeepKumarBehera-or9ee 2 місяці тому +11

    Jay Naveen pattnayak babu Jay Bjd 🙏🙏🙏👍👍👍♥️♥️♥️

  • @narayanreddy9024
    @narayanreddy9024 2 місяці тому +1

    Mast kahila 🙏👌 jay BJD 💚

  • @srikantakumarnayakbapy6222
    @srikantakumarnayakbapy6222 2 місяці тому +7

    24 ବର୍ଷରେ ଗାତୁଆ ମୂଷା

    • @bbhabanipatra4018
      @bbhabanipatra4018 2 місяці тому

      15 ki 20 borsho ro ondho Bhokoto......😂😂😂😂

  • @santoshdash5352
    @santoshdash5352 2 місяці тому +1

    Jay naveen Jay BJD Jay Arun ❤❤❤

  • @deeptishkumarswain7940
    @deeptishkumarswain7940 2 місяці тому +6

    ତମ ତାଏମିରେ ହେଉ ନଥିଲା ବୋଧେ

  • @biswanathsenapati6826
    @biswanathsenapati6826 2 місяці тому

    ଅରୁଣ ବାବୁ ଜଣେ ଅନୁଭବି ହିସାବ ରେ ଠିକ୍ କହିଲେ!ଯାହା ସବୁ ତାମିଲତନ୍ତ୍ର ରେ ଥିଲା ଆଉ କାହିଁକି ବିଜେଡ଼ି ବିଧାୟକ କହିବେ।

  • @indradumnadehuri7428
    @indradumnadehuri7428 2 місяці тому +4

    Right BJD jindabad

  • @debabratasahoo9574
    @debabratasahoo9574 2 місяці тому +2

    Excellent explanation..... Salute you

  • @chittaranjansahoo3611
    @chittaranjansahoo3611 2 місяці тому +3

    Thanks Bhai

  • @GoneshMohanta-c2k
    @GoneshMohanta-c2k 2 місяці тому

    ଅରୁଣ ବାବୁ ପରି ସୁରକ୍ଷିତ.....

  • @debendrasatapathy8512
    @debendrasatapathy8512 2 місяці тому +4

    ତମର ନିଯତ୍ତୋ ହରେଇ ବସିଥିଲ, ତାହା କରିଲେ ଭଲ ହେଇଥାନ୍ତା

  • @SubashKumar-vz7eh
    @SubashKumar-vz7eh 2 місяці тому

    ମୁହିଁ ଟିକିଏ ଲାଜ ଲାଗୁନି ଅରୁଣ ବା ବୁ

  • @parikshitamallick2608
    @parikshitamallick2608 2 місяці тому +9

    ମୂଲ୍ୟହୀନ ମନ୍ତବ୍ୟ

    • @bimalendu4628
      @bimalendu4628 2 місяці тому

      20 minute re kichhi na kichhi kahi time pass karuchhanti

    • @chandan1695
      @chandan1695 2 місяці тому

      Odia pua ku rajyapala pua marila seita mulyahina kathha tamku tk laja lagiba kathha

  • @istarSTAR-oo5ts
    @istarSTAR-oo5ts 2 місяці тому

    BJP jindabad 🔥🔥🔥

  • @rajeshbhoi2464
    @rajeshbhoi2464 2 місяці тому +13

    ୟାକୁ ଜେଲରେ ପୁରାଇବା ଦରକାର ପରି କେଶରେ।

    • @Gautam-gau
      @Gautam-gau 2 місяці тому +1

      Right

    • @Ranjankumar-fz8xj
      @Ranjankumar-fz8xj 2 місяці тому

      ହବ ଭାଇ ସମୟ ଅଛି ଚିଠା ହେଉଛି

  • @rasikapadhan9543
    @rasikapadhan9543 2 місяці тому +2

    ମହନ ମାଝି ଭଲ କହୁଛ ତି

  • @JogeswarMajhi-lt7hj
    @JogeswarMajhi-lt7hj 2 місяці тому +7

    ଦଣ୍ଡ ମୁକ୍ତ ଅଞ୍ଚଳ ହେଉଛି ବିଦ୍ୟାଳୟ ଯେଉଁଠି ପିଲା ଙ୍କୁ ବିନା ଦଣ୍ଡ ରେ ଶିକ୍ଷା ଦିଆଯାଏ,,,ସରକାରଙ୍କ ଇଚ୍ଛା ,,ଯେମିତି ଭବିଷ୍ୟତ ରେ ଗରିବ ପିଲା ମାନେ ଜ୍ଞାନ ମୁକ୍ତ ଶିକ୍ଷା ପାଇ ନାଁ କୁ ଶିକ୍ଷିତ ହୋଇ ଜଣେ ଜଣେ ଚୋର ଡକାୟତ ହେଇ ବାହାରନ୍ତୁ,,ଚୋର ଡକାୟତ ବୃଦ୍ଧି ପାଇଁ ସରକାର ସମ୍ପୂର୍ଣ ଦାୟୀ

  • @patrikc3337
    @patrikc3337 2 місяці тому +4

    ଅରୁଣ ସାହୁ ନିଜ ଲେଖା

  • @sumimurmuofficial
    @sumimurmuofficial 2 місяці тому

    ଅରୁଣ ସାହୁ ତମେ କେତେ ହାରାମି,, ସମସ୍ତେ ଜଣା ଓଡିଶା ବାସି, ସାଧାରଣ ପରି ପାଇଁ କଣ କଲ,, ଏବେ ଭି ଓଡିଶା ବାସି ଜବାବ ଦେବେ