Police conduct late-night checks for drunk drivers in Bhubaneswar

Поділитися
Вставка
  • Опубліковано 20 гру 2024

КОМЕНТАРІ •

  • @arunkumarsahoo4076
    @arunkumarsahoo4076 11 місяців тому +157

    ସାଧାରଣ ଲୋକଙ୍କୁ ହଇରାଣ କରି ସମୟ ନଷ୍ଟ ନକରି ମଦଦୋକାନ ବନ୍ଦ ରଖିଲେ ବହୁତ୍ ଭଲ
    ମଦର ରାଜସ୍ବ ଫାଇନ ଲଗାଇ ରାଜସ୍ବ

    • @ksrv
      @ksrv 11 місяців тому +5

      Mada dokan band hele black re sell haba. Mada piba crime nuhe, piki gaadi chaleiba hauchi crime

    • @Civilian2fauji
      @Civilian2fauji 11 місяців тому

      ତମ ସେହି ସାଧାରଣ ଲୋକ କ'ଣ ଗାଣ୍ଡି ମରେଇବା ପାଇଁ ମଦ ପିଉଛନ୍ତି 😂

    • @OdiaTech24knowledge
      @OdiaTech24knowledge 11 місяців тому

      ଠିକ୍ କହିଲ ଭାଈ... You are Right Bro

    • @SadboyJitu
      @SadboyJitu 11 місяців тому +2

      Bhai alkohol hauchhi sabu danger ra region mularu close karidele drinks karibe kemeti ba accident heba kemeti na kana bhai

    • @anuanuanuanu2190
      @anuanuanuanu2190 11 місяців тому

      Absolutely 💯 correct bro

  • @SubhransuBehera-xc4ie
    @SubhransuBehera-xc4ie 11 місяців тому +210

    ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ମାନିବାକୁ ପଡ଼ିବ ! ସାପ ହୋଇ କାମୁଡିବା , ଗୁଣିଆହୋଇ ଝାଡ଼ିବା ।

    • @JaiUtkalaMaa
      @JaiUtkalaMaa 11 місяців тому +6

      ପୁରା ଠିକ କହିଲେ ଭାଇ 😂😂

    • @uttambaba6800
      @uttambaba6800 11 місяців тому +3

      Khali odishare mado baki state re joma nunhe😅😅😅😅😅

    • @SubhransuBehera-xc4ie
      @SubhransuBehera-xc4ie 11 місяців тому

      @@uttambaba6800 ଭାଇ ଦେହକୁ ନେଇ ଗଳକି

    • @machinecode2.047
      @machinecode2.047 11 місяців тому +6

      Jadi ete safety chinta tahele Shop band kara new year re na karibani Shop Malika pelibe

    • @umakantachhatria7063
      @umakantachhatria7063 11 місяців тому +2

      Chhada ma mada kain pieba kain hairan heba ebe nama nia

  • @lalitparida1132
    @lalitparida1132 11 місяців тому +38

    Checking କରୁଛ, BAR ରାତି ୨ଟା ପର୍ଯ୍ୟନ୍ତ କାହିଁକି ଖୋଲୁଛ?

  • @vedicscienceasitisharivija3575
    @vedicscienceasitisharivija3575 11 місяців тому +77

    ଭଲ ଓଡ଼ିଆ ସରକାର, ସାମନାରେ ମଦ ଦୋକାନ ,ମଦ୍ୟପାନ କରନ୍ତୁ, ପଛରେ ଛୁରୀ, ଚେକିଂ ଚାଲୁଛି କେଉ୍ଁଥି ପାଇଁ।

  • @sagar655
    @sagar655 11 місяців тому +84

    ଆନି ଅନୁଯାଇ ଯାହା କାର୍ଯ୍ୟ ଅନୁଷ୍ଠାନ ନବା କଥା ନିଅନ୍ତୁ 🙏🙏 କିନ୍ତୁ ନିଜ ବାପା ବୟସ ର ଲୋକଙ୍କ ସହିତ ତୁ ତାକର କରି କଥା ହେବା ତୁମ ଶିଷ୍ୟକତାର ପରିଚୟ ଜଣଉଛି 😂😂

  • @rjsoy4432
    @rjsoy4432 11 місяців тому +60

    ମଦ ଓଡିଶା ❤ ନବୀନ୍ ଓଡ଼ିଶା 😅😅😅😅

  • @odiaallgk3504
    @odiaallgk3504 11 місяців тому +66

    ଓଡ଼ିଶା ସରକାର ପ୍ରଥମେ ଓଡ଼ିଶାରେ ମଦ ବିକିବା ବନ୍ଦ କରନ୍ତୁ,,, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ୍,, ଇତ୍ୟାଦି ବ୍ୟବସ୍ଥା କୁ ସୁଦୃଢ଼ କରନ୍ତୁ

    • @Shrey777
      @Shrey777 11 місяців тому

      Alcohol ban kale loka jaha hele jaha miliba pibe auri swasta kharab haba sarkar ku law and order tight Kariba Katha hele loka limit re jaha karibe

    • @Sanju_1585
      @Sanju_1585 11 місяців тому

      ​@@Shrey777Gujarat 🤔🤔🤔

  • @srikantakumarhota6134
    @srikantakumarhota6134 11 місяців тому +14

    ବହୁତ ଭଲ ପଦକ୍ଷେପ।
    ମଦ ପିଈ ଗାଡି ଚଳାଈବା ମନା ।
    କିନ୍ତୁ ସରକାର ମଦ ଦୋକାନ ଖୋଲିବେ।
    ଜନତା ମଦ ପିଈବେ।
    ରାସ୍ତା ଘାଟ ଖାଲ ଢିପରେ ପରିପୂର୍ଣ ।
    ରାସ୍ତା ମରାମତି କରିବା କାମ କାହାର।
    ସରକାର ରାସ୍ତାରେ ଚାଲୁଥିବା ଯାନ ବାହାନ ଠାରୁ ଟିକସ ନେଉଛନ୍ତି। କିନ୍ତୁ ମରାମତି କରୁ ନାହାଁନ୍ତି ।

  • @ommomm5431
    @ommomm5431 11 місяців тому +13

    ଗୋଟିଏ ମେସିନ୍ ର ପାଇପ୍ କୁ ସମସ୍ତ କ‌ ପାଟିରେ ପୁରେଇ ଅଇଁଠା କରି କରି ଚେକ୍ କରିଲେ କୋରଣା ପରି ଅନେକ ରୋଗ ବ୍ୟାପି ପାରେ ଜୟ ଜଗନ୍ନାଥ 🙏🙏🙏🙏🙏

  • @arunkumarsahoo4076
    @arunkumarsahoo4076 11 місяців тому +40

    ପାଇପ କୁ ଜୀବାଣୁ ମୁକ୍ତ କର
    ନହେଲେ କରୋନ ମାଗିକରି ଆଣିବା କଥା।

  • @krishna.prabhat
    @krishna.prabhat 11 місяців тому +27

    *ମୋର ଗୋଟେ ପ୍ରଶ୍ନ ଥିଲା*
    ନିଶା ମାପିବା ଯନ୍ତ୍ର ସମସ୍ତେ ସେ ପାଇପ ପାଟିରେ ପୁରେଇ ଫୁଙ୍କୁ ଛନ୍ତି , ତାହା ଦ୍ଵାରା ଯଦି infection ହେଲା, କି କିଛି ରୋଗ ବ୍ୟାପିଲା ତାହେଲେ ?

    • @chittaranjanbadatya333
      @chittaranjanbadatya333 11 місяців тому

      Karona

    • @Akp530
      @Akp530 11 місяців тому +1

      Bhai sei police bala ku kahiba ta tike phunkiba pain😂😂

  • @JaiUtkalaMaa
    @JaiUtkalaMaa 11 місяців тому +19

    ମଦ ବିକୁଚ କାହିଁକି ।ମଦ ପିଆଇ ଦୋକାନରେ ଶୂଆଇ ରଖ ନହେଲେ ବୁଢାର ହେଲିକେପ୍ଟରେ ମଦୁଆକୁ ଘରେ ଛାଡ 😂

  • @harischandrasethi1948
    @harischandrasethi1948 11 місяців тому +53

    Odisha govt good idea.mada re paisa dia mada pieki bi paisa dia

  • @pramodsahoo1755
    @pramodsahoo1755 11 місяців тому +19

    ଚେକିଗେ ଠିକ୍ ଅଛି କିନ୍ତୁ ୧ଟି ପାଇପ ନିଉ ପାଇପ ଲାଗିଲେ ଭଲ ସାର

  • @222mbv
    @222mbv 11 місяців тому +10

    ପାଇପି ସବୁ ବେଳେ ବଦଳାନ୍ତୁ ଏତିକି ଅନୁରୋଧ ମୋର ପୋଲିସ୍ ସାର୍ ମାନକୁ ଜୟ ଜଗନ୍ନାଥ 🙏

  • @natureindian4346
    @natureindian4346 11 місяців тому +12

    Sir ମାନେ
    Please pipe change କରନ୍ତୁ

  • @Ranjan__Official__1
    @Ranjan__Official__1 11 місяців тому +17

    ସରକାର ତୋ ନିଜେ ମଦୁଆ ଲୋକେ କାହିଁକି ମଦୁଆ ହେବେ ନାହି 😂 ପ୍ରଥମେ ମଦ ଦୋକାନ ଖୋଲିବ ଆଉ ପରେ ମଦ କିଏ ପିଉଛି ନା ନାହିଁ ଚେକ୍ କରିବା 😂

  • @sukantamaharana1226
    @sukantamaharana1226 11 місяців тому +13

    ଏପଟେ ପ୍ରଶାସନ ମଦ ପାଇଁ ଲାଇସେନ୍ସ ପ୍ରଦାନ ସେପଟେ ଆଜି ପାଇଁ ମୋଟା ଅଙ୍କ ମାନି ବାକୁ ପଡିବ ଓଡ଼ିଶା ସରକାର

  • @ramakantaenterprises4240
    @ramakantaenterprises4240 11 місяців тому +7

    କହିଲ ଏ ପାଇପ ଚେଞ୍ଜ ହୁଏ ନା ସମସ୍ତେ ସେଇ ଗୋଟିଏ ପାଇପ......

  • @Bastabjiban734
    @Bastabjiban734 11 місяців тому +5

    ମୁଁ 25ବର୍ଷ ର Experience ରୁ କହିବି.. ମଦ ଖରାପ ନୁହେଁ.. ମଦୁଆ ଖରାପ.. Ft. ଅନୁଗୁଳିଆ ବଣ୍ଟି ❤😂

  • @ajayhial4639
    @ajayhial4639 11 місяців тому +14

    Aji chadi diontu sir,happy new year vabbi ki😂😂😂

    • @baikunthabehera3971
      @baikunthabehera3971 11 місяців тому +1

      BAPA CHHENDA .RANDI MANAKAR KATHA KIA BUJHIBA . .KARMA SARA .GHARKU ASA .GADHHUA ...HAP PANTA SHIRT PINDHHA .DHANTA JEMITE SAFA THIBA ..GHARAMANHI KU KUHA CHAKHENHI DHEBE LUNHI SUKHUA BHAJA ACHAR .BOTAL KHOL .GLASS RE BHARA .SODHH .PAKA .SEBAN KARA .AHI SAMAYARE PILANKA KATHA BUJHA .SALARI PARIBAR KU DHEIDHIA ..RATRA MEEL NIA .CHUPA CHAP GHARMANHI PAKHE SUA .CHITA NIMAL RAHIBA .DRIVEING FRES LAGIBA .

  • @mohanmandal3368
    @mohanmandal3368 11 місяців тому +4

    ତାକୁ ଛାଡି ଦିଅ ସେ ଆଉ ମଦ ପି ବୋନି 😂

  • @skumarroul
    @skumarroul 11 місяців тому +19

    Hope they are changing or sanitizing the mouth piece (pipe) of the breath analyser, each time.

    • @jaga325
      @jaga325 11 місяців тому +1

      😂😂 govt ra Paisa nahi,se sabu Kariba paien

  • @p643-f1x
    @p643-f1x 11 місяців тому +17

    ନବୀନ ଓଡିଶା ମଦ ଓଡିଶା

  • @pravatparida252
    @pravatparida252 11 місяців тому +7

    bahi counter band kala ni checking kan pain😂😂😂

  • @debaprakashmahanta1589
    @debaprakashmahanta1589 11 місяців тому +1

    ବୋଧ ହୁଏ ରାତିରେ ମଦ ପିଇଲେ accident heba day re hebani😂😂Happy New year

  • @saileshmishra75
    @saileshmishra75 11 місяців тому +1

    କିଛି କହିବାର ଆଉ ନାହିଁ😅😅 ତମେ ସରକାର ଜାଣି ଶୁଣି କି ମଦ ବିକୁଛ ତା ପରେ ପୋଲିସ୍ କୁ ଆଉ Media କୁ ଲଗେଇକି ଟଙ୍କା ଆଦାୟ କରୁଛ😅 ମଦ କୁ ସମ୍ପୂର୍ଣ୍ଣ ବନ୍ଦ ନ କରି ଏମିତି ଜାଣିଶୁଣି କି ମିଛ ଡ୍ରାମା କରୁଥିବାରୁ ଓ ତୁମ ନିଜର ପକେଟ ଗରମ୍ କରୁଥିବାରୁ ଆମେ ସାଧାରଣ ଜନତା ତୁମକୁ ଆହୁରି ଅଧିକ ଧନ୍ୟବାଦ ଦେଉଛୁ ରାଜ୍ୟ ସରକାର😂😂ହଉ କେତେ ଦିନ ଏମିତି କରୁଛ କର.... କିନ୍ତୁ ସର୍ବଶେଷ ରେ ଶେଷ ନିଷ୍ପତି ଓ ତୁମ କର୍ତବ୍ୟ ର ଫଳ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ହାତରେ ବୋଲି ମଧ୍ୟ ଜାଣିଥାଅ😊👍.....ସବୁବେଳେ ନ୍ୟାୟ ଆଉ ସତ୍ୟ ର ଜୟ ହେଇଛି ଆଉ ହେବ ମଧ୍ୟ କିନ୍ତୁ ସମୟ କୁ ଅପେକ୍ଷା 😊👍....🙏ଜୟ ଜଗନ୍ନାଥ🙏

  • @sanjaysahoo5544
    @sanjaysahoo5544 11 місяців тому +23

    ମୁଁ କାଲି ଗାଣ୍ଡି ମାରେଇ ଛି
    15000 😢

    • @satyaswarupnayak4381
      @satyaswarupnayak4381 11 місяців тому

      😂😂😂😂😂

    • @sanjaysahoo5544
      @sanjaysahoo5544 11 місяців тому

      @@satyaswarupnayak4381
      ହଁ ପରା ତୁମ କୁ ହସ ଲାଗିବ ପା
      😔

    • @satyaswarupnayak4381
      @satyaswarupnayak4381 11 місяців тому

      @@sanjaysahoo5544 Bhai mo comment ta padha post re

  • @skb4925
    @skb4925 11 місяців тому +1

    ଗୋଟିଏ ପାଇପ୍ ସମସ୍ତଙ୍କ ପାଟିରେ ପୂରାଯାଉଛି।

  • @alokranjanpanda7046
    @alokranjanpanda7046 11 місяців тому +6

    Best income source of Odisha Govt Scheme.

    • @diptisahoo4421
      @diptisahoo4421 11 місяців тому +3

      Mada pie ki gadi cadhei ki loka nku maridele vala

    • @asitpradhan4814
      @asitpradhan4814 11 місяців тому

      ​@@diptisahoo4421mada kana pani bikri hauchi

  • @Xuy788
    @Xuy788 11 місяців тому +4

    ମଦ କାହିଁକି ବିକୁଛ, ଭଲ ଗାଣ୍ଡି ମାରୁଛ ଦୁଇ ଆଡୁ 😂😂😭

  • @satyasmall9720
    @satyasmall9720 11 місяців тому +2

    New year re kharcha pain 😂

  • @desikhanpan599
    @desikhanpan599 11 місяців тому +2

    ମଜା ନିଅନ୍ତୁ ନାଁହି କାହରି, କିଛି ସମୟ ପରେ ଆପଣ ନଙ୍କୁ ମିଟର ଲାଗିଲା ପରେ ମିଟର ଉଠିବ, ହରେଶ କରନ୍ତୁ ନାହିଁ please

  • @FUNNYharm164
    @FUNNYharm164 11 місяців тому +2

    ମଦ ବନାଉ ଥିବା ଜାଗାରେ ପୋଲିସ ବନ୍ଦ୍ କରିବା କଥା

  • @prasantakumarjena4437
    @prasantakumarjena4437 11 місяців тому +7

    ପୋଲିସ ବାବୁ ମାନେ ଦମ୍ ଅଛି ତ ମଦ ବନ୍ଦ କରିକି ଦେଖାଅ

    • @shivanandapradhan1130
      @shivanandapradhan1130 11 місяців тому

      Bhalia bhalia kan katha kahucha bhai..police r kama mada band Kariba nube

  • @InnocentMountains-wv7dh
    @InnocentMountains-wv7dh 11 місяців тому

    ଏଇ ଭଳି election ପୂର୍ବଦିନ କଣ ପାଇଁ ଦେଖୁନ😂😂

  • @suhaniexpress1432
    @suhaniexpress1432 11 місяців тому

    Sir hasiki kahuchanti 106 seita bahut cute laguchi 😂😂

  • @baikunthabehera3971
    @baikunthabehera3971 11 місяців тому +4

    Good work .HAPPY NEW YEAR ALL ODISSA

  • @debendrapattanayak9683
    @debendrapattanayak9683 11 місяців тому +1

    New year re tk relax kariba katha

  • @chitrasentv
    @chitrasentv 11 місяців тому

    ବାଲ ସରକାର୍

  • @SUSHILARJUNNDAS
    @SUSHILARJUNNDAS 11 місяців тому +1

    ଓଁ*****ବନ୍ଦେ***** ଉତ୍କଳ*****ଜନନୀ*****ଯନନୀ*****ଓଁ

  • @rajanikantarout5621
    @rajanikantarout5621 11 місяців тому

    Happy new year 🎉❤ - semanku jia mo comment padhuchi

  • @rajeshmohapatra1391
    @rajeshmohapatra1391 11 місяців тому

    ଫାଇନ୍ ଦେଇଦେଲେ ମଦ ପିଇ ଗାଡି ଚଲାଇଲେ acident ଆଉ ହବ ନାହିଁ ବୋଲି ଯାହାହେଉ ସରକାର ଭଲଭାବେ ଗବେଷଣା କରିଛନ୍ତି ।ଆଉ ଏହା ଉପରେ କେତେ ସତ୍ୟତା ଅଛି ସେ ବିଷୟରେ ମିଡିଆ ର ପ୍ରଶ୍ନ ପଚାରିବାର ସତସାହସ ଆଉ ନାହିଁ ।

  • @Naresh_Behera
    @Naresh_Behera 11 місяців тому

    ଦୟା କରି ମଦ ଯାଞ୍ଚ କରାଯାଉଥିବା ମେସିନ୍ ର ଯାଞ୍ଚ୍ ନଳୀ କୁ ଏକାଧିକ ଲୋକଙ୍କୁ ପାଟିରେ ପୁରେଇବାକୁ ଦିଆଯାଉଛି କଣ ଏହା ଲୋକଙ୍କ ର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ନୁହଁ କି
    ଏହି manual ମେସିନ୍ ର ବିକଳ୍ପ ମେସିନ୍ କଣ କମିଶନରେଟ ପୋଲିସ କୁ ମିଳୁ ନାହିଁ

  • @swarupanandadash7447
    @swarupanandadash7447 11 місяців тому +1

    ସତ୍ୟ ଯୁଗର ଅୟମାରମ୍ଭ ଦୃଷ୍ଟିରୁ ଷ୍ଟେଜ ରିଅଲସଲ ।

  • @TheKakarot_itachi
    @TheKakarot_itachi 11 місяців тому +1

    Is it hygenic?

  • @chandrasekharnayak8871
    @chandrasekharnayak8871 11 місяців тому

    ❤ଓଡିଶା ଏଠି ଗୋଟିଏ କଥା ଆମେ ବୁଝି ପାରୁନୁ ,ମଦ ପିଉଛନ୍ତି କାହିଁକୀ ,ବିକ୍ରି କରୁଛନ୍ତି ବୋଲି ପିଉଛନ୍ତି, ଯଦି ମଦ ବିକ୍ରି ହିଁ ବନ୍ଦ ହେଇଯିବ ତାହାହେଲେ ଲୋକମାନେ ପିଇବେ କୋଉଠୁ, ନା ଆପଣ ମାନେ ରାତି ବାରଟା ଯାଏ ଥଣ୍ଡାରେ ଡ଼ିଉଟି କରିଥାନ୍ତେ କାହିଁକି,ଆଉ ଅଧିକ ତଥ୍ୟ ଦେବାକୁ ଚାହୁଁନୀ, ଜଗନ୍ନାଥ ସମସ୍ତଙ୍କୁ ସୁଖରେ ରଖନ୍ତୁ, ହରେ କୃଷ୍ଣ,

  • @Suryaarts77451
    @Suryaarts77451 11 місяців тому

    Gotai pipe re samastnku phunki ba ku deba thik nunha roga hele kie dai heba?

  • @SUSHILARJUNNDAS
    @SUSHILARJUNNDAS 11 місяців тому +1

    ଓଁ*****ସତ୍ୟ*****ମେବ*****ଜୟତେ*****ଓଁ

  • @aimoflife3001
    @aimoflife3001 10 місяців тому

    Drunk and drive case ରେ court re fine dele govt chakiri prati impact padiba ki?

  • @SKSports8249
    @SKSports8249 11 місяців тому

    That's very good but Sir akihi checking machine ke sath har kisi ke mouth main kiu gusarehehe yah to galat hai Sir abi to COVID time ka rules nahi hai kya sir. Change karke cheking karna chahiye sir.

  • @OdiaTech24knowledge
    @OdiaTech24knowledge 11 місяців тому

    ଜମା ଫୁକନି ରେ କୋରନା ହେବ...😅

  • @prittamkumarbarik5368
    @prittamkumarbarik5368 11 місяців тому

    ବାଳ କୁ ମଦ ଦୁକାନ ସବୁ ଛକ ରେ ତ ଗଭର୍ନମେଣ୍ଟ ଖୋଲି ଦେଇଛି ତ ବାଳକୁ ଚେକିଂ କରୁଚ ଶଳା ଗୋଟେ ତାମସା 😂😂😂😂😂😂

  • @surjyamanisethybabul5009
    @surjyamanisethybabul5009 11 місяців тому

    Sir police officer drinks karuchanti ke nahi

  • @fanindubhushanmohapatra4913
    @fanindubhushanmohapatra4913 11 місяців тому +7

    So obliged to the police who serve tirelessly in new year cold for public safety! Just be respectful for these sentinels of sanity.

  • @jyotirmayasahu6723
    @jyotirmayasahu6723 11 місяців тому

    Ago police manankara check karo 😂😂😂

  • @KBehera-BSc-MBA-LLB
    @KBehera-BSc-MBA-LLB 11 місяців тому

    ଆପଣ ଭିଡିଓ କରି news channel ରେ ଛାଡିବା କେତେ ଦୂର ଠିକ୍???

  • @NarendraKumarBhoi
    @NarendraKumarBhoi 11 місяців тому

    Please change the pipe for each check otherwise it will be an invitation to COVID again and other diseases. There should also be a guideline for this.

    • @shree1787
      @shree1787 11 місяців тому

      💯💯💯💯💯

  • @kanha3430
    @kanha3430 11 місяців тому

    Ama area re 15% baharile b gadi neijauchhanti

  • @jayramsanta
    @jayramsanta 11 місяців тому

    ସେ ପାଇପି କେତେଜଣଙ୍କ ପାଟିରେ ପୁରେଇବ 😄😄 ଯିଏ ପିଇଛି ସେ ପୁରାଉଛି ଯିଏ ପିଉନି ସେ ବି 😅😅

  • @ashishranjandhungia6288
    @ashishranjandhungia6288 11 місяців тому +2

    ପ୍ରଶାସନ ଯାହା କରୁଛି ଠିକ୍ ମଦ୍ୟପ ମାନେ ସାବ।ଡ୍ ହେବେ,କିନ୍ତୁ ଗୋଟେ କଥା ଏଇଠି ଖରାପ ଲାଗୁଛି ଦେଖିକି ଯେ ଗୋଟିଏ ପାଇପ୍ କୁ ସମସ୍ତଙ୍କୁ use କରାଉଛନ୍ତି ଏଇଟା ଠିକ୍ କଥା ନୁହଁ ଯାହା ଆମକୁ ଲାଗୁଛି।।।

  • @banamalisubudhi9716
    @banamalisubudhi9716 11 місяців тому +1

    ଜନ ଗହଳି ସମୟ ରେ ଚେକିଂ କଲେ ଭଲ ହୁଅନ୍ତା, ରାତ୍ର ୧୧.୩୦ ପରେ ରାସ୍ତା ବେଶୀ ଫାଙ୍କା ଥାଏ . ଏଇଟା ବି ଆମେ ଶିଖେଇବୁ..

  • @ARIELSUNA
    @ARIELSUNA 11 місяців тому

    ମଦ ଦୋକାନ ବନ୍ଦ ହେଲେ ନବୀନ ହାରିଯିବ 😂😂😂😂😂😂😂

  • @jugalkishaoremall8590
    @jugalkishaoremall8590 11 місяців тому

    Samsta nka muhare lgauchhanti corona hebani ta?

  • @atalbiharipattnaik
    @atalbiharipattnaik 11 місяців тому

    Gotie pipe ku samaste patire purauchanti, Jane funki sarila pare se pipe ku sanitize karuchanti ki nai?

  • @St.talking
    @St.talking 11 місяців тому +3

    Mada odisha Naveen odisha😂😂😂

  • @brahmanandapradhan4859
    @brahmanandapradhan4859 11 місяців тому

    ବିଷ୍ନୁ କରି ନାତ ମରୁଛନ୍ତି ବିଜେଡି ସରକାର।।
    ମଦ ତ ମନ୍ ଇଛା ଖୋଲୁଚ।

  • @Akp530
    @Akp530 11 місяців тому

    Police mane maja pura full dam re neuchanti auuuu😂😂😂😂

  • @linkan356
    @linkan356 11 місяців тому

    ଭିଡିଓରୁ ଯେତିକି ଦେଖିଲି ସେଇ ଗୋଟେ ପାଇପକୁ ସମସ୍ତଙ୍କ ମୁଁହରେ ପୁରାଉଛନ୍ତି, ଏଟା କେତେ ବଡ ଦାୟିତ୍ଵହୀନତା ପୋଲିସ ବିଭାଗ ପକ୍ଷରୁ । ମଦ ଚେକିଂ କରୁଛ ନା ରୋଗ ଜୀବାଣୁ ସ୍ପ୍ରେଡ କରୁଛ ?

  • @ashirbad9612
    @ashirbad9612 11 місяців тому

    1:43 ...piyaku jauchi sanga gharuku....phunki dei bhari khusi...ki hasa bopa😂😂😂

  • @youtubestar.aditya
    @youtubestar.aditya 11 місяців тому +3

    Nice

  • @ranjankumarmohanta2003
    @ranjankumarmohanta2003 11 місяців тому

    ଆରେ Pipe ଟା change କରୁନ ମନଇଚ୍ଛା କ'ଣ ୟା ତା ପାଟିରେ ପୁରେଇ ଦେଉଛ

  • @hariharbiswal778
    @hariharbiswal778 11 місяців тому +2

    Bad work of odisha gov,,because gov give more lincens winshop

  • @bijayajhankar3125
    @bijayajhankar3125 11 місяців тому

    Samaste phunka phunki karuchhanti safa hauchhi ki.....

  • @abhisheksahoo9656
    @abhisheksahoo9656 11 місяців тому

    Sei machine samastanku daucha..dhaucha ki nhi thare use kariki

  • @stylestar486
    @stylestar486 11 місяців тому +1

    ସେ ନଳ ଭିତରେ ଛିପ ପଶିଯିବ ରେ

  • @subratmahapatra8600
    @subratmahapatra8600 11 місяців тому

    Single pipe ku sabu loka munha re debe infection heba ni ki

  • @GYAN1926
    @GYAN1926 11 місяців тому

    Loo bhai tu pie new year celebrate kare kintu bhai pieki drive kare na 😂😂

  • @pramodadora2245
    @pramodadora2245 11 місяців тому

    ଦୁଇ ଦିନ ପିଅନି, ତାପରେ ପିଇବ, ସରକାର ତ ଗଦା ଗଦା ମଦ ଦୋକାନ ଖୋଲିଛନ୍ତି, କାଇଁ ବ୍ୟସ୍ତ ହେଉଛ ।

  • @-zone-143
    @-zone-143 11 місяців тому

    Nice step❤❤

  • @izibhubaneswarodishaproper5671
    @izibhubaneswarodishaproper5671 11 місяців тому +1

    Corona habare gote pipe use kale

  • @Goslow3037
    @Goslow3037 11 місяців тому +1

    ଭଲ ପଦକ୍ଷେପ, ଓଡ଼ିଶା କମିଶନରେଟ ପୋଲିସ

  • @amitparida12
    @amitparida12 11 місяців тому

    Covid19 rule ku maniba darkar filter ku change na kariki use kariba katha nuha

  • @ashisdash1976
    @ashisdash1976 11 місяців тому

    Good initiative. Due to this lot of innocent life were destroyed .

  • @kanha3430
    @kanha3430 11 місяців тому +1

    Direct counter band karidiantu

  • @prangyaparamitanayak9865
    @prangyaparamitanayak9865 11 місяців тому

    Mouth enter pipe ta change houchi na gote pipe samastanku dia jauchi

    • @shree1787
      @shree1787 11 місяців тому

      No change of mouth pipe 😮 spreading Corona

  • @anilkumarpanda5616
    @anilkumarpanda5616 11 місяців тому

    Pipe why not changing

  • @bipinbiharibarik4066
    @bipinbiharibarik4066 11 місяців тому +1

    Se machine sanitize heuchhi na nahin

    • @shree1787
      @shree1787 11 місяців тому

      Nahi 🙁😧☹️😠😥

  • @uditpatel9074
    @uditpatel9074 11 місяців тому +1

    The pipes are being given to one person after another for smoking without cleaning them. Very bad😂

    • @shree1787
      @shree1787 11 місяців тому

      Corona spreading 😁🤣😂😀😆😅

  • @PrasantaParida-w9m
    @PrasantaParida-w9m 11 місяців тому +1

    Aare bhai Moda hi band kara

  • @pravukalyanpanigrahi8962
    @pravukalyanpanigrahi8962 11 місяців тому

    Whether 1 pipe is used for many persons?

    • @shree1787
      @shree1787 11 місяців тому

      💯 percent Right 😠☹️😧🙁

  • @mpksyogafitness5235
    @mpksyogafitness5235 11 місяців тому

    Sir counter close karantu

  • @kamalsamrat2038
    @kamalsamrat2038 11 місяців тому

    Ae fine paisa ta kou kam re lagiba.. mantri manka nija kharcha re

  • @rajudehury6439
    @rajudehury6439 11 місяців тому

    Chadi diantu sir

  • @SiNiSTER-Si6
    @SiNiSTER-Si6 5 місяців тому

    Tobacco causes cancer Alcohole causes Dancer😂

  • @ranjankumargiri9618
    @ranjankumargiri9618 11 місяців тому

    ଫାଲତୁ କଥା ମିଡ଼ିଆ ବାଲା କହୁନ ମଦ ଦୋକାନ ବନ୍ଦ କରା ଯାଉ ମଦ୍ୟପ ନବୀନ ତିଆରି କରୁଚି

  • @KANHAIMAJHI-p6o
    @KANHAIMAJHI-p6o 11 місяців тому

    Govt should closed the all wine shop ,Then no need to tracking any person

  • @kartik9685
    @kartik9685 11 місяців тому

    ❤❤❤❤❤❤

  • @sambhu_sahu_official
    @sambhu_sahu_official 11 місяців тому

    Paip ta change karunahanti
    Athika bemar heba nai ki ho

  • @dillipbiswal6225
    @dillipbiswal6225 11 місяців тому

    Patire jeu pipe deucha change karucha na nahi. Samaste gote pipe re........