Shakti Mishra sir nku satare ame mane bahut Miss karuthilu..jaha heu laguchi jemiti +2 samaya puni pheri asila..bayasa Raja pathare..mana hele bata bana ...bahut khusi lagila sir . Thank you..best of luck 🤞
Sakti Mishra was a legendary singer ........I requested to all Music director don't ignore those legendry singer , who is listening us beautiful tracks.......like bibhu kishor,Kumar, bapi,Ira Mohanty, .....
Song 👌👌👌 sakti bhai return 🤔 sakti bhai pakhe aniya mane fika pdijibe sakti bhai nk old song 👌👌👌,, suresh bhai bi aamar pura hero 👌👌congratulations bhai ❤👌😊
Bhaina pranam.undoubtedly this will be proved to be a block buster again like your previous tenure.congratulations to you and best wishes for your 2nd innings in odia music industry .it will drive people crazy and will make many aback . 🙏🏼🙏🏼🙏🏼
Super song so nice song ❤️💞❤️
😊😊😊😊
ପପପପନଛଛ
@@akhilrana-ue7ur❤❤❤❤❤❤❤❤❤❤😊😢
@@manasbehera4851😊
😂😊😂😂😂😊😊😂❤😊🎉🎉😂😊😂😊🎉🎉
ଶକ୍ତି ମିଶ୍ର ଓ ଅସୀମା କୁ ଭଲ ପାଉଥିଲେ like କରନ୍ତୁ ।
ଶକ୍ତି sir ଅପଙ୍କ ଗୀତ ଶୁଣି ପୁରୁଣା ସ୍ମୃତି ମାନେପଡିଯାଏ । Old is gold❤ Thanks for JEMA Studio
P
ଶକ୍ତି ସାର୍ ଙ୍କ ର ଅନେକ ଅନେକ ଗୀତ ଶୁଣି ଆଜି ମୁଁ ବଡ଼ ହେଇଚି ବହୁତ ଦିନ ପରେ ନୂଆ ଗୀତ ଟିଏ ଶୁଣେଇ ଥିବାରୁ ଜେମା ଚ୍ୟାନେଲ୍ କୁ ଅଶେଷ ଅଶେଷ ଧନ୍ୟବାଦ 🙏🏻
ଭାଇନା ଏତେ ଦିନ ପରେ ଭଲ ଗୀତଟିଅ ଆପଣଙ୍କ ସ୍ୱରରୂ ଏ କାନ ଶୁଣିଲା...... ବହୁତ ଧନ୍ୟବାଦ.... ନମସ୍କାର
ସକ୍ତି ମିଶ୍ର ସାର୍ ଆଉଥରେ ଗିତ ଗାଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ, ଏମିତି ପୁରୁଣା ସିଙ୍ଗର ମାନଙ୍କୁ ଗିତ ଗାଇବାକୁ ଅଫର ଦିଅନ୍ତୁ
ଅଫର୍ ନୁହେଁ ଅନୁରୋଧ କରନ୍ତୁ
Thik katha
Ame sabu gita Sagara bhai bolu chanti
Lamba bani ra gote new version asu
ଶକ୍ତି sir ସତରେ ମୁଁ Miss କରୁଥିଲି ବୋହୁତ ଖୁସି ଲାଗିଲା ଆପଣ ଆଉ ଥରେ return କରିଥିବାରୁ studio ❤❤ ଆପଣ Odisha album industry ku ଦେଇଯାଇଥିବl ଗୀତ ଏବେବି superhit 🔥
TQ bro
My favorite singer sakti Mishra sir
Same feelings here ... after a long time ❤
@@GopinathBishnu😊
Thik Katha kahicha bro all song super duper hit
କିଏ କିଏ ମୋ ଭଳି ଏ song କୁ enjoy କରୁଛ ଗୋଟେ like comment kar ଜୟ ଜଗନ୍ନାଥ 🙏🙏🙏
ଶକ୍ତି sir ଆପଣ ସତରେ ନିଆରା 👏👏👏👏👏👏ଆମ ଭଲ ପାଇବା ସବୁ ବେଳେ ଆପଣଙ୍କ ସହ ରହିଛି 🙏🙏🙏
ହିଁ ଭାଇ ସତ
ଜାହା ହେଉ ଏତେଦିନ ପରେ ଶକ୍ତି ମିଶ୍ର ଙ୍କ କଣ୍ଠ ରୁ ଗୀତ ଟିଏ ସୁଣିବାକୁ ମିଳିଲା ❤
ଶକ୍ତି ସାର ଙ୍କ ଗୀତ ଶୁଣିକି ବହୁତ ଖୁସି ଲାଗିଲା. ପୁଣି ବହୁତ ସୁନ୍ଦର ହେବ. 🙏🙏🙏🙏
ଶକ୍ତି ଭାଇ ଆମର ସବୁ ଗୀତ ରେ no1 ଅସୀମା ଦିଦି ତ ଟ୍ୟାଲେଣ୍ଟେଡ ❤👌
ଧନ୍ୟବାଦ ସୁରେଶ ପଣ୍ଡା ଅରୁଣ ମନ୍ତ୍ରୀ sir 🙏🏻
ଏତେ ସୁନ୍ଦର ଗୀତ ଟେ କରିଥିବାରୁ 👌👌💞
ଶକ୍ତି ସାର୍ ଆପଣଙ୍କ ଗୀତ କୁ ବହୁତ୍ ଦିନ ଧରି ଅପେକ୍ଷା କରିଥିଲୁ ❤❤❤
ବହୁତ ଦିନ ପରେ ଶକ୍ତି sir...❤️❤️❤️ମନ ଖୁଜୁଥିଲା ତୁମ ...ସଂଗୀତ ..ପସରା.....❤
Shakti Mishra sir nku satare ame mane bahut Miss karuthilu..jaha heu laguchi jemiti +2 samaya puni pheri asila..bayasa Raja pathare..mana hele bata bana ...bahut khusi lagila sir . Thank you..best of luck 🤞
King is back ........old album days return ❤
90 hit singer back again ....puni hit haba odiya album song...
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଶକ୍ତି ସାରଙ୍କ କଣ୍ଠ ଶୁଣେଇଥିବାରୁ ତାଙ୍କ କଣ୍ଠ ଆଗରେ ସବୁ ଫିକା 🙏
Proud of Dhenkanal Shakti Mishra & Ashima panda
ସଙ୍ଗୀତକାର କଣ୍ଠଶିଳ୍ପୀ ଲେଖକ ମହାଶୟ ଏବଂ ସମସ୍ତ କର୍ମ କର୍ତ୍ତା ଙ୍କୁ ହ୍କଦୟରୁ ଧନ୍ଯବାଦ 🙏🙏🙏
ଆପଣ ଆସିଲେ ଶକ୍ତି ବାବୁ ବହୁତ ଭଲ ଲାଗିଲା.... ବହୁତ ଦିନ ପରେ
ଶକ୍ତି ମିଶ୍ର ଙ୍କର ବହୁତ ଦିନ ପରେ ଗୀତ ଶୁଣି ବହୁତ ଭଲ ଲାଗିଲା ❤️❤️
Wow... 90's flavour with modern touch.... Sakti mishra sir god bless you.
ଆସରେ ଏବେ କା ଗାୟକ କିଏ ଅଛ ଦବ ଟକର ☺ଶକ୍ତି ସାର୍ ❤👌🙏🏻
Sakti Mishra was a legendary singer ........I requested to all Music director don't ignore those legendry singer , who is listening us beautiful tracks.......like bibhu kishor,Kumar, bapi,Ira Mohanty, .....
My all time fav singer Shakti sir since childhood. 😊 legend always legend.
Shakti mishra sir voice Awesome 🔥🔥
Song 👌👌👌 sakti bhai return 🤔 sakti bhai pakhe aniya mane fika pdijibe sakti bhai nk old song 👌👌👌,, suresh bhai bi aamar pura hero 👌👌congratulations bhai ❤👌😊
ଅରୁଣ ମନ୍ତ୍ରୀ lyrics ମାନେ superhit ❤
Sakti sir nka bhalia singer odia industry ku bahut uparaku neiparibe
Thanks to JEMA Studio 😘🥰😘
ଶକ୍ତି ମିଶ୍ର ଙ୍କ ଗୀତ ଶୁଣି ମନ ବହୁତ ଖୁସି ହେଇଗଲା ❤❤❤
Laaguchi ଯେମିତି ସେ ପୁରୁଣା ଦିନ ଫେରି ଆସିଲା ❤❤❤❤
ବହୁତ ସୁନ୍ଦର୍ କଣ୍ଠ........
ଏହି ଗୀତ ଟି ଶକ୍ତି ସାର୍ ଙ୍କ ହାଏ ହାଏ ତୋ ମଲ୍କିଫୁଲ ଗଜରା ପରି ଲାଗୁଛି 🙏🙏🙏
Sakti ମିଶ୍ର no 1 ସବୁ ଓଡ଼ିଆ ଗୀତ ରେ ସୁଯୋଗ ଦିଆଯାଉ
ଲାଗୁଛି ଯେମିତି ଆତ୍ମାକୁ ଶାନ୍ତି ମିଳିଗଲା ବହୁତ ବର୍ଷ ପରେ ❤️
Bahut khusi lagila Shakti sir puni industry ku ferithibaru, Jai Dhenkanal...
Superb Singing Bhaina..Aama Bela Katha Mane Pakeii dele...Long--Live Jema Creations ❤❤❤❤❤
Legend Shakti mishra❤
Blockbuster song proud of DKL ❤❤❤❤
ଭାଇ ପୁରା ଟପ୍ ଜୟ ଜଗନ୍ନାଥ
So beautiful singing. Shakti mishra sir nka voice unique. Jete sabu puruna singer nka voice super, unique and evergreen.
Sakti Bhai puni raaz kale odiaha re.old is gold .bibhu Bhai nku b chan's milu.thn JEMA channel
Reels re viral hoi chhi boli mu Sambalpur ru asili video bhitar ku
ବହୁତ୍ ଦିନ ପରେ ଗୋଟେ song ଆସିଲା sir ଆପଣକୁ ବହୁତ୍ miss କରୁଥିଲି 🎉❤❤❤
Dusmanta, bhutia, ❤❤❤
ଶକ୍ତି ମିଶ୍ର ସବୁ ବେଳେ ହିରୋ ❤❤❤
ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ ❤❤❤
ଶକ୍ତି ସାର୍ ଆପଣଙ୍କ ଭଏସ୍ ସୁପର ହିଟ Final ଆପଣ Studio କୁ ଆସିଲେ ଆମେ ଆପଣଙ୍କର ଭଏସ୍ କୁ ବହୁତ miss କରୁଥିଲୁ ଏଥର ମାକେଟ୍ ଖାଲି ଉଠିବା ପଡିବ🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤🎉🎉🎉🎉🎉
Very nice 👍 thank you so much sakti Mishra ji . Au amti old album mona chhua gita bholi gita sabu gaantu ❤
Suresh Bhaina alws #rock sei puruna dina sei Gita jama bhulihueni... #Shakti bhai alws super hiittt... Sei voice aaji b Jawan heiki achhi👌👌👌
Old vibes and goosebumps after seeing you Shakti Sir...The legend..I enjoyed the song alot
ମୋର ଭୂଗୋଳରେ ଭଲ ହଉଥିଲା, ଚକୋଲେଟ ଖିଆ ବୟସ ଯାଇନି, ଏ ସମିତା , ତୋର ଲମ୍ବା ବେଣୀ ସବୁ function re ବାଜୁଥିଲା। ବହୁତ୍ ସୁନ୍ଦର ଥିଲା se ସମୟର ସବୁ ଗୀତ। ଏଇ ଗୀତଟି ବି ଶକ୍ତି sir ଙ୍କ କଣ୍ଠରେ ପୁରା ରୋମାଣ୍ଟିକ ଲାଗୁଚି।
Sakti sir singing karbar lagi kichhi age limit nai thaye i hope tame ahuri 100 baras tak hit gita mane dia❤
Bhaina pranam.undoubtedly this will be proved to be a block buster again like your previous tenure.congratulations to you and best wishes for your 2nd innings in odia music industry .it will drive people crazy and will make many aback . 🙏🏼🙏🏼🙏🏼
ଲେଜ଼ଏଣ୍ଟ come back 😍
Bohut khusi laguchi sakti sir Bohut din pare ... come back ❤❤❤❤
ଅତି ସୁନ୍ଦର ସବୁ ପୁରୁଣା singer ମାନଙ୍କୁ ଆଉ ଥରେ ଗୋଟେ ଗୋଟେ ଗୀତରେ chance deajiba darkar nishita bhala lagiba
ଏଥର ଲାଗିଲା ପୁରୁଣା ଦିନ ସଙ୍ଗୀତ ର ସ୍ମୃତି ଜିଇଁ ଉଠିଲା ପରି...ସାର୍ ପ୍ରଣାମ..ସତରେ ଯାଦୁ ଭରି ରହିଛି ଏ କଣ୍ଠ ରେ❤❤my favorite song ଥିଲା ତମେ ଗୋଟେ ସୁନା ଝିଅ/ତୋ ପାଦ ରେ ଅଳତା/ସାରୁ ପତରେ ଧରିବା କଙ୍କି/ମୋର ଭୁଗୋଳ ରେ ଭଲ ହେଉଥିଲା... ଏମିତି ଆହୁରି ଅନେକ ସଙ୍ଗୀତ ଶୁଣିଲେ ଶରୀର ରେ ପ୍ରାଣ ଭରି ଯାଉ ଥିଲା ଏବେବି ମଧ୍ୟ ❤❤
ଅସିମା ପଣ୍ଡା Fan କାହାକୁ wait କରିଛ
ବେଗି Like ମାର
ବହୁତ ଖୁସି ଲାଗିଲା ଶକ୍ତି ସାର୍ ପୁଣି ଥରେ ସଙ୍ଗୀତ ଦୁନିଆକୁ ଆସିଥିବାରୁ ଧନ୍ୟବାଦ ଜେମା ଚ୍ୟାନେଲ୍ 🙏🏻
nice to listen shakti mishra Again. very good song. A big thanks to composer and producer
Shakti bhai nice.... I am glad to listen you again. I had hope your right time back...❤
ଶକ୍ତି ଙ୍କ ଶକ୍ତି ପ୍ରଦର୍ଶନ ବହୁ ଦିନ ପରେ
Wah mast heichhiii....athara ame garba re kahiba ame dhenkanaliaaaaa......thanks to producer and arun sir....
Every line, every word form Arun Mantry just amazing...no word to express him..every hit song has one name only ## Arun Mantry
Superb ❤❤ Instagram Viral haichi
Thanks to JEMA Creation, Shaki Sir Return...😊😊😊
Nice jugalbandi.. Aseema didi and shakti mishra bhai.... Emiti old and new singer combination hei song asu....
ଦୁଇ ଜଣ କଣ୍ଠ ଶିଳ୍ପୀ ମୋ ଢେଙ୍କାନାଳ ର,,,❤❤❤ ଜୟ ଢେଙ୍କାନାଳ 🙏🙏🙏
Best singer ama Dhenkanal ra
Eka thare return kale ta 1st Stage Program (BRAHMABARADA)JAJPUR
Apana bhala achhanti sir Bahut sundar song Bahut Dina pare apananka Gita sunibaku milila Tq sir
ଆମେ ସ୍କୁଲ ରେ ପଢି ଥି ବେଳେ ଶୁଣୁଥି ଲୁ ଶକ୍ତି ମିଶ୍ର ଙ୍କ 25 ବର୍ଷ ପରେ ମୁଁ ଶୁଣିବାକୁ ପାଇଲି ଶକ୍ତି ମିଶ୍ର ଙ୍କ ଗୀତ ବହୁତୁ ହୁସି ଲାଗିଲା ଗୀତ ଶୁଣି କି ଆଉ ଗୋଟେ ଗୀତ ହେଉ ବିଭୁ କିଶର ଙ୍କୁ ନେଇକି
haan bhai sata kahila
ଅରୁଣ ମନ୍ତ୍ରୀ ଆଉ ଶକ୍ତି ମିଶ୍ର ଯୋଡି କଉ ଯୁଗରୁ hit ଅଛି । ଏ ଯୋଡି ନ ଭାଙ୍ଗୁ । ❤️❤️❤️❤️❤️❤️❤️❤️
ଗୂଡ଼ ସ୍ୱେର୍ଭିସ 👍👍👍👍👍
Jane old Generation shingar & new Generation shingar nka combination ta pura mast 🔥🔥🔥
Aji bi Shakti sir nka song market ghantuchi ......❤
Super song....also lyrics❤....Plz Comeback with Old male singer like Shakti Sir, Kumar Bapi Sir........❤❤❤❤❤
Bhai kana paien ate hasuchha khusi re? Badhiya gauchha dhanyabad
Congratulation...jema creation world...best... Joysriram Joy sriram
Evergreen voice sakti sir ..... very nice my childhood memories
Bahut sundar kishore Bhai ❤
Wonderful sakti sir.... Back to studio... Ur great singer
Legend singer shakti sir 🙏🏻
Old music and Beats କଥା କିଛି ଅଲଗା ❤❤
ଶକ୍ତି ମିଶ୍ର ଓଡିଶା ବାସୀ ଙ୍କ ହୃଦୟ ରେ ସୌତନ୍ତ୍ର ଜାଗା କରିଛନ୍ତି ❤❤❤❤
Old Is Gold.... ♥️👌🏻 typical Shakti bhai
Bhaina eabarsh Dhenkanal haliba puja re
ଶକ୍ତି ମିଶ୍ର ଙ୍କୁ ମୁଁ ବହୁତ Miss କରୁଥିଲି
ବାଘ ଫେରିଲା ଏଵେ ଲଭ ୟୁ ଭାଇନା
महान गायक शक्ति सर वापस आ गए हैं... ❤🎉🥳
Shakti sir u r inspiration of odiya music industry.🙏🙏❤️❤️👍
ବାଃ ଅତି ସୁନ୍ଦର
Bayasa jauchi matro voice jemiti ku semiti hi achi god blesh u sir 🙏❤️❤️❤️
ଗୋଟିଏ ପୁରୁଣା ଆଲବମ ଥିଲା ଶକ୍ତି ମିଶ୍ର ସାର୍ ଙ୍କ ର, ହାଏ ହାଏ ତୋ ମଲ୍ଲି ଫୁଲ ଗଜରା ମତେ ଶୁଆଇ ଦେଉନି ରାତିସାରା। ସେହିପରି ଲାଗୁଛି ଗୀତ ଟି।
❤❤❤❤😊😊😊😊😊😊Best melodious music director suresh panda sir 🙏🙏🙏🙏🙏🙏🙏🙏 jay jagannath
Thnq Jema product
ବୟସ ଖାଲି ନକୁ ଶକ୍ତି sir ପିଲା ବେଳେ ଯାହା ଶୁଣିଥିଲି same ଭଏସ୍ ❤❤❤❤❤❤
I am very happy to listen the legendary voice many many thanks to the music jema creation
Super. Heart torching .we waiting to u
ବାଘ ସବୁବେଳେ ବାଘ 👌
Shakti Mishra always 🔥🔥🔥🔥