କଳିଯୁଗ କଳା ମାଷ୍ଟର I KALIJUGA KALA MASTARA I SRICHARAN MOHANTY

Поділитися
Вставка
  • Опубліковано 21 лип 2023
  • Music Today Odia Presents a Special Odia Kaliyuga Chetavani Bhajan Song ( #ଓଡ଼ିଆ_କଳିଯୁଗ_ଚେତାବନୀ_ଭଜନ ) #Kalijuga_Kala_Mastara ( #କଳିଯୁଗ_କଳା_ମାଷ୍ଟର ) sung by our most popular Bhajan Singer Sricharan Mohanty, written & Music Recreation by JKSahu with very popular traditional odia music .
    Waiting for your favourable response ,Do like subscribe, comments n share
    • ହାତ ଥିଲେ ମିଳେ ପେଟକୁ ଭା...
    #ଜୟ_ଜଗନ୍ନାଥ_ସ୍ବାମୀ #କଳିଯୁଗ_ଜଗନ୍ନାଥ
    🎶 Song Credit
    🎶 Song : Kalijuga Kala Mastara
    🎶 Singer: Sricharan Mohanty
    🎶 Lyrics: JK Sahu
    🎶 Music :Traditional (ପୁରାତନ)
    Music Recreation: JKSahu
    🎶 Keyboard : Mitu
    🎶 Rythim: Papuli
    🎶 Recording & Mix : SR Studio, Cuttack (Kumar Likun)
    🎶 DOP & Editing : Prashant Kumar
    🎶 Banner: Music Today Odia
    Connect with MUSIC TODAY ODIA
    / musictodayodia
    #kalijuga_kala_Master #kalamaster #Bramhachapuda_song #Dharamachhada_song
    #kalijuga_kalamaster_asachadhina_ghoda #Dharamachhadaku_diahe_gote_bramhachapuda #sricharan #sricharanmohanty #sricharanmohantybhajan #kalijugasong #chetavni_bhajan #kalijuga_chetavni_song
    #kalijuga_Abadhane_Ho #kalijuga #kali #Kalijuga_Jaganatha #kalijuga_badhaneho #malika #malikabachana #odiabhaktisong #Chhatiabatasong #jagannathbhajan #kaliyuga #malika #malikabachana #kalki #kalkiavatar #jagannath #viral #KalijugaBhajana #chhatapaharasong #viralbhajan2023 #KalijugaBhagabata #Kalijugaviralsong#Kalijugajaganathaviral #Odiabhajan #Chhatiajibekisong#video #odiagahani #newbhajanodia #newodiasadsong #Bolehuntisong
    #Musictodayodia #nehamaharana
    #bhajan #odiabhajannew
    #nehaodiasinger #nehaodiasong
    #jksahusong
    #music #odiamusic #song #songs#new #odiasongnew #odianews
    Contact:
    📞 9439014374
    ✉️ jaykrushna1975sahu@gmail.com
    ANTI PIRACY WARNING
    This content is copyright to Music Today Odia UA-cam channel.Any Un-authorized reproduction,Redistribution,Re-upload of this video is strictly Prohibited.Legal Action shall be taken against those who violate the copyright of this following material presented

КОМЕНТАРІ • 1,7 тис.

  • @007mtanti
    @007mtanti 9 місяців тому +78

    ଆପଣ ହିଁ ଏହି ଗୀତ ମାଧ୍ୟମରେ ଆଜିର ଏଇ ସମାଜ କୁ ବ୍ରହ୍ମ ଚାପୁଡ଼ା ଦେଉଛନ୍ତି👍🙏

    • @digambarchoudhury9635
      @digambarchoudhury9635 9 місяців тому +6

      You also helped to Charan throughout your valuable comment

    • @bapinabehera4987
      @bapinabehera4987 9 місяців тому +1

      ଏ ଗୀତ ଟି ଜୋଉ ସାରେ ଲେଖିଛନ୍ତି ତାଙ୍କ ପାଦକୁ 100ଜୁହାର ସାରେ ଏଇ ଭଳିଆ ଆଉ ଲେଖିଛନ୍ତୁ ତା ହେଲେ ଏ ସମାଜ ସୁଧିରିବ

    • @bapinabehera4987
      @bapinabehera4987 9 місяців тому

      Thank you sir

    • @user-hw2jy1xf1k
      @user-hw2jy1xf1k 9 місяців тому +1

      Hmm Bhai

    • @prasantanayak4074
      @prasantanayak4074 9 місяців тому

      Cca. ;;;! BB

  • @biswajitchanda5969
    @biswajitchanda5969 9 місяців тому +32

    ସମାଜକୁ ଶିକ୍ଷା ଦେବା ପାଇଁ ଏକ ସୁନ୍ଦର ଭଜନ, ବହୁତ ବହୁତ ଧନ୍ୟବାଦ

  • @princeking8512
    @princeking8512 9 місяців тому +17

    ଜୟ ଜଗନ୍ନାଥ 🙏🙏❤️❤️🥰🥰
    ବହୁତ ଭଲ ଗୀତ ଆଜି କାଲି ର କଥା କଳିଯୁଗ ର କଥା

  • @chandanmahapatra6621
    @chandanmahapatra6621 9 місяців тому +20

    ଜୟ ଜଗନ୍ନାଥ 🙏🏻❤ ଅତି ସୁନ୍ଦର ଗୀତ ଏ ସମାଯୋକୁ କିଛି ସିଖୋଉଚି ଏ ଗୀତ ଟି
    ଘୋର୍ କଳି କାଳ 😮 ହେ ପ୍ରଭୁ

  • @harashsahoo6487
    @harashsahoo6487 11 місяців тому +20

    ଅତି ସୁନ୍ଦର ଭାବରେ ସଂଗୀତ ଟି ପରିବେଷଣ ହୋଇଛି। ଆଜିର ସମାଜ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ

  • @amulyanayak5608
    @amulyanayak5608 9 місяців тому +27

    ମହାନ୍ତି ବାବୁ ଏଗୀତ ଟି ଶୁଣି ମୁଁ ଭାଷା ଶୁନ୍ୟ , ଜୟ ଜଗନ୍ନାଥ । ପ୍ରଭୁ ଜଗନ୍ନାଥଙ୍କ ଅପାର କୃପା ଆପଣ ମିଳୁ । ଆପଣ ମାନଙ୍କ ଭଳି କିଛି ଲୋକ ଙ୍କ ପାଇଁ ଭକ୍ତି ଗୀତ ଶୁଣିବା ପାଇଁ ମିଳୁଛି ।

  • @noblework1507
    @noblework1507 9 місяців тому +102

    ଗୀତଟିକୁ ଲେଖିଥିବା ମହାନପୁରୁଷଙ୍କୁ ମୋର ହୃଦୟରୁ ପ୍ରଣାମ 🙏🙏🙏

  • @SangramPinkuEdtx683
    @SangramPinkuEdtx683 9 місяців тому +21

    ଜୟ ଜଗନ୍ନାଥ ମହାପ୍ରଭୁ 🌸 ହରେ କୃଷ୍ଣ ହରିବୋଲ
    🙏ରାଧେ ରାଧେ 🙏

  • @rajeshkumaracharya3677
    @rajeshkumaracharya3677 10 місяців тому +21

    Jay Jagannath 🙏
    ଚରଣ ଭାଇ ଅତି ସୁନ୍ଦର ଭଜନ
    ସଂସାରରେ ଘଟୁଥିବା ନିଛକ ସତ ଘଟଣା

  • @TheOD15Rider
    @TheOD15Rider 10 місяців тому +90

    ହୃଦୟ କୁ ଛୁଇଁଗଲା ❤ ! ଏମିତି ଶିଖିବା ଗୀତ ଶୁଣିବା କଥା ଓ ଆମ ସଂସ୍କୃତି କୁ ବଞ୍ଚିତ ରଖିବା ! ଯେତେ ୟୁବା ଭାଇ ଓ ଭଉଣୀ ମାନେ ଏହା ଶୁଣିଲେ ମୋର ଆଶା କିଛି ପରିବର୍ତ୍ତନ ଆଣିବେ
    ଜୟ ଜଗନ୍ନାଥ 🙏🙏🙏

  • @soumendrapanda6102
    @soumendrapanda6102 9 місяців тому +54

    ଓଡ଼ିଆ ଭକ୍ତି ଭାବପୂର୍ଣ୍ଣ ସଙ୍ଗୀତ ର ଏକ ସୁଦକ୍ଷ ଅତି ନିପୁଣ ଯାହାଙ୍କର କଣ୍ଠରେ ଭରି ରହିଛି ଓଡ଼ିଆ ଜାତିର ଗର୍ବ ଓ ଗୌରବର ଗାରିମା ଆପଣଙ୍କ କଣ୍ଠରେ ଏହି ସଙ୍ଗୀତ ଟି ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ଶ୍ରୀ ଚରଣ sir

  • @jitureddy3342
    @jitureddy3342 9 місяців тому +11

    ମନ ପାଇଗଲା ❤❤❤

  • @bnmohanty2553
    @bnmohanty2553 10 місяців тому +54

    ଅତି ସୁନ୍ଦର ... କଳିଯୁଗ କଳାମାଷ୍ଟର
    ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

  • @binaymahakud432
    @binaymahakud432 10 місяців тому +87

    ଭାଇ ଏ ଭିଡ଼ିଓ କୁ 18ରୁ 25 ବର୍ଷ ପିଲା କେତେ ଜଣ ଦେଖିଛ ଦେଖି ଭାଇ like 👍କର

    • @RitaNana444
      @RitaNana444 3 місяці тому

      😢😢😢
      😢? ,? 😢😅😅😢🎉🎉🎉🎉😅++"+😢😅""🎉🎉🎉"🎉😢""🎉😢"😅""

  • @satyabratadash1326
    @satyabratadash1326 Місяць тому +8

    Nice song 👍👍♥️♥️

  • @sbofficial7879
    @sbofficial7879 9 місяців тому +4

    ଏଇ ଯିଏ ଲେଖିଛି ସେଇ ଲୋକ କୁ ଭି ଆଉ ଏହି ଗାୟକ୍ ସାର ଙ୍କୁ ଭି ବହୁତ୍ ବହୁତ୍ ଧନ୍ୟବାଦ୍ ଅତି ସୁନ୍ଦର୍ ଗୀତ ଏବଂ ଲେଖା ❤

  • @golokchandrabehera3753
    @golokchandrabehera3753 10 місяців тому +9

    ଚରଣବାବୁ, ବର୍ତ୍ତମାନ ସମୟକୁ ଦେଖି ଗୀତଟି ବହୁତ ଜବରଦସ୍ତ ହୋଇଛି। ଧନ୍ୟବାଦ୍

  • @kabitakrishna
    @kabitakrishna 10 місяців тому +16

    ଅତି ସୁନ୍ଦର ଭଜନ 👌👌

  • @user-vb3ch7di8l
    @user-vb3ch7di8l 9 місяців тому +43

    ବହୁତ ସୁନ୍ଦର ଗୀତ ହୋଇଛି, ଯେତେ ଥର ଶୁଣିଲେ ବି ମନ ବୁଝୁନି ଆହୁରି ଶୁଣିବାକୁ ଇଛା ହେଉଛି

  • @sujitdehuri2310
    @sujitdehuri2310 9 місяців тому +11

    ଭାରି ବଢିଆ ହେଇଛି ସମାଜ ପାଇଁ ହିତକାରୀ ଗୀତଟିଏ ମୋର ମନକୁ ଛୁଇଁ ଗୋଲା Thank you

  • @Abhimanyu97762
    @Abhimanyu97762 10 місяців тому +123

    ଏହି ଗୀତ ପୁରା ଯାଇକି ବ୍ରହ୍ମ ରେ ବାଜିବ ଯିଏ ବୁଝିବା ଲୋକ ହିଁ ବୁଝିବେ
    ଜୟ ଜଗନ୍ନାଥ 🙏🙏🙏

  • @bibhisanmenduli94
    @bibhisanmenduli94 10 місяців тому +29

    ଏ ସମାଜ ପାଇଁ ଏକ ସୁନ୍ଦର ସଂଗୀତ, ଶ୍ରୀଚରଣ ସାର 👌👌👌🙏🙏♥️

    • @GitanjaliBehera-us5hv
      @GitanjaliBehera-us5hv 9 місяців тому

      Hrrudaya chunila charana sir e juga pani emiti gita thik

    • @BasavaHantal-bz9wi
      @BasavaHantal-bz9wi 9 місяців тому

      କୋରାପୁଟ ଜିଲ୍ଲା ରେ ଗୋଟିଏ ଗ୍ରାମରେ ୩ଜଣ ପାପୀମାନେ ଅଛନ୍ତି ସେମାନେ ନିଜକୁ ଭଗବାନ ଭାବନ୍ତି ପ୍ରକୃତ ରେ ରାକ୍ଷସ ବଲ ଲୋକଙ୍କୁ ଘାତରେ ଠେଲି ଦେହୀ ସେମାନେ ରାଜ୍ କରୁଛନ୍ତି ସେହି ପାପୀମାନଙ୍କୁ କେଉଁ ଦଣ୍ଡ ଦେବା ଉଛିତ ଭାଇ

  • @kumar_boss8526
    @kumar_boss8526 9 місяців тому +8

    ❤❤ lovely 😊😊😊😊 Jay sambhu 🙏

  • @sibanayak9252
    @sibanayak9252 9 місяців тому +7

    ହୃଦୟ କୁ ଛୁଇଁଲା 👍🙏🙏🙏🙏ଜୟ ଜଗନ୍ନାଥ🙏🙏🙏ଜୟ ପଞ୍ଚସଖା 🙏🙏🙏🙏🙏

  • @alokdas9331
    @alokdas9331 10 місяців тому +11

    ଚରଣ ସାର ଙ୍କୁ ବହୁତ ବହୁତ ଧନ୍ୟବାଦ ଭଜନ ଟି ବହୁତ ଭଲ ଲାଗିଲା

  • @prabhakarbarik6000
    @prabhakarbarik6000 11 місяців тому +13

    କଳିଯୁଗ ଅବଧାନେ ହୋ ସୁପର ଡୁପର ହୋଇଥିଲା ଏବଂ କଳିଯୁଗ କଳା ମାଷ୍ଟର ମଧ୍ୟ ବହୁତ ଲୋକପ୍ରିୟ ହେବ ବୋଲି ଆଶା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ।

  • @BijuPatra-iw9vp
    @BijuPatra-iw9vp 17 днів тому +4

    Nice video 📷📷

  • @suryaprakashnayak4094
    @suryaprakashnayak4094 9 місяців тому +13

    ବହୁତ୍ ସୁନ୍ଦର୍ ସାମାଜିକ ଓଡ଼ିଆ ଭଜନ 🙏🏻

  • @s...kstatus.....4686
    @s...kstatus.....4686 10 місяців тому +7

    ବହୁତ ସୁନ୍ଦର ଭଜନ ହେଇଛି ଚରଣ ଭାଇ ଜୟ ଜଗନ୍ନାଥ

  • @laxmidharsahoo2431
    @laxmidharsahoo2431 10 місяців тому +60

    କଳୁଷିତ ମଣିଷ ସମାଜ ଆଜି ବିପଥଗାମୀ, ଗୀତର ମର୍ମ ବୁଝିଲା ଲୋକହିଁ ବୁଝୀବ, କିନ୍ତୁ ଏଠି ମଣିଷ ପଣିଆର ଘୋର ଅଭାବ । ଯଥାଶିଘ୍ର ମଣିଷ ସମାଜ ଲୋପ ପାଇବାକୁ ଯାଉଛି । ମାଳିକା ବଚନକୁ ବର୍ତ୍ତମାନରରୁପରେଖ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ...

  • @user-rx2he3kd3y
    @user-rx2he3kd3y 4 місяці тому +3

    🗼🗼🗼🗼🗼🌅🌅🌅🌅🌅🌅🥷🥷🥷🥷🥷🥷🏹🏹🏹🏹🏹🏹🛞🛞🛞🛞🛞🛞🪔🪔🪔🪔🪔🪔🛕🛕🛕🛕🛕🛕🚩🚩🚩🚩🚩🚩ଓଁ*****ଓମ୍ ନମଃ ଯୟ ଶ୍ରୀ ରାମ ଲକ୍ଷ୍ମଣ ସୀତା ମାତା ପିତା ନମଃ ନମଃ ନମଃ ନମଃ ନମଃ******ଓଁ🚩🚩🚩🚩🚩🚩🛕🛕🛕🛕🛕🛕🪔🪔🪔🪔🪔🪔🛞🛞🛞🛞🛞🛞🏹🏹🏹🏹🏹🏹🥷🥷🥷🥷🥷🥷🌄🌄🌄🌄🌄🌄🗼🗼🗼🗼🗼

  • @premanandasahoo7240
    @premanandasahoo7240 9 місяців тому +18

    ଜୟ ଜଗନ୍ନାଥ🙏🙏🙏
    ବହୁତ ବହୁତ ସୁନ୍ଦର ଲାଗିଲା ଯେତେଥର ଶୁଣୀଲେ ଆହୁରି ଶୁଣିବାକୁ ଇଚ୍ଛା ହଉଚି ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ 🙏

  • @anildhall8336
    @anildhall8336 9 місяців тому +17

    ଜୀବନ ରେ ଘଟୁଥିବା ସବୁ କିଛି ଏ ଗୀତ ରେ ଲେଖା ଅଛି ବୋହୁତ ବଢିଆ ଲାଗିଲା ଶୁଣିଲି

  • @rinkupradhan902
    @rinkupradhan902 10 місяців тому +10

    ଅତି ସୁନ୍ଦର ଲାଗୁଚି ଶ୍ରୀ ଚରଣ ମହାନ୍ତି ଙ୍କ ର ଗୀତ ଶୁଣିବାକୁ

  • @praveenroutray1692
    @praveenroutray1692 7 місяців тому +27

    ଅତି ସୁନ୍ଦର ଭଜନ.... ଆଉ ଏମିତିକା ଭଜନ ଆଗକୁ ପରିବେଷଣ କରନ୍ତୁ... ଏବଂ ସର୍ବଦା ଆପଣଙ୍କର ଉନ୍ନତି ତଥା ମଙ୍ଗଳ ହଉ....

  • @tiluallinone6542
    @tiluallinone6542 9 місяців тому +7

    ବହୁତ ସୁନ୍ଦର ଶ୍ରୀଚରଣ sir

  • @Pratapkumarmaharana2518
    @Pratapkumarmaharana2518 10 місяців тому +47

    ବାଃ... ଅତି ସୁନ୍ଦର ମାର୍ମିକ ଲେଖା, ସ୍ୱର ସଂଯୋଜନା, ବାଦ୍ୟ ବହୁତ ବଢିଆ 🌹ଜୟ ଜୟ ଜଗନ୍ନାଥ ମହାପ୍ରଭୁ 🙏

    • @Teddy_prank3033
      @Teddy_prank3033 8 місяців тому +1

      😮😮😊😊😮😮😮😮😮😊

  • @desitokaanil6671
    @desitokaanil6671 9 місяців тому +5

    ଭାଉତୁ ସୁନ୍ଦର .... ଜୟ ଜଗନ୍ନାଥ

  • @user-rx6vv5nr9m
    @user-rx6vv5nr9m 9 місяців тому +12

    ବହୁତ ସୁନ୍ଦର ହେଇଛି ଗୀତ ଟିଏ ❤

  • @susantarauta8124
    @susantarauta8124 8 місяців тому +1

    ଚରଣ ଭାଈ କୁ ଧନ୍ୟ ବଦ୍ ଏମିତିକା ଗୀତ ସୁଣିକି ଆଜି କାଲିକା ୟବା ପୀଡି ସଚେତନ ହେବା ଦରକାର ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ

  • @mihirkumarbisoi4120
    @mihirkumarbisoi4120 10 місяців тому +18

    ଯୁଗ ଉପଯୋଗୀ ଗୀତ ଅତି ସୁନ୍ଦର ଲାଗୁଛି 👌👍

  • @pradeepnaik4686
    @pradeepnaik4686 9 місяців тому +11

    ବହୁତ ସୁନଦର ଗୀତ ଜୟ ଜଗନ୍ନାଥ

  • @shivsankar2185
    @shivsankar2185 9 місяців тому +3

    Kete sunile au kete sunibe…..kintu jiye sunile,bujhile,janile au Maanile siye Sabu dukha kasta ry paari paijibe baaki Sabu eithi phasi jibe..👏🏽👏🏽 Jai Jagannath 👏🏽👏🏽

  • @sanjayakumarmansingh
    @sanjayakumarmansingh 9 місяців тому +9

    ଅତି ସୁନ୍ଦର ଭାବରେ ଲେଖିଛନ୍ତି ଆଉ ଗାଇଛନ୍ତି।

  • @s...kstatus.....4686
    @s...kstatus.....4686 10 місяців тому +7

    କାଳୀ ଯୁଗ ପାଇଁ ଏହି ଜଗନ୍ନାଥ ଭଜନ ହୃଦୟ ରୁ ଆପଣ ଙ୍କୁ ନମସ୍କା ର ଜୟ ଜଗନ୍ନାଥ

  • @user-so5gy4qc3x
    @user-so5gy4qc3x 9 місяців тому +4

    Bahut badhiya

  • @thesamuraisfa
    @thesamuraisfa 2 місяці тому +2

    Bahut dina pare ete sundar Bhajan tie sunibaku paili. Mana ku shanti miligala. Jai Jagannath 🙏🙏🙏🙏

  • @satyabratadash1326
    @satyabratadash1326 Місяць тому +3

    Nice video 👍👍♥️

  • @user-jf4xk5kp3d
    @user-jf4xk5kp3d 9 місяців тому +6

    ବହୁତ ସୁନ୍ଦର ଭଜନ ବହୁତ ବହୁତ ଧନ୍ୟବାଦ

  • @manashsahoo713
    @manashsahoo713 10 місяців тому +16

    ବହୁତ ସୁନ୍ଦର ଗୀତ। ଜୟ ଜଗନ୍ନାଥ।

  • @DharanidharNaik-cu5kc
    @DharanidharNaik-cu5kc 4 місяці тому +3

    ଭାଇ ଏ ଗୀତ ଦିନି ସକାଳୁ ସୁଣୁଛି ବହୁତ ସୁନ୍ଦର ଯାହା କୁ ଜେମିନ୍ତି ଲାଗୁ ମୋ ପାଇଁ ସୁନ୍ଦର

  • @pabitrabisoyee5451
    @pabitrabisoyee5451 9 місяців тому +5

    ଜୟ ଜଗନ୍ନାଥ 🙏🚩🙏🚩🙏🚩🙏🚩🙏🚩 ବହୁତ ସୁନ୍ଦର ଭଜନ ଗୀତ ହେଇଛି

  • @rajeshkumarnahak2008
    @rajeshkumarnahak2008 10 місяців тому +6

    ବୋହୁତ ସୁନ୍ଦର ହୋଇଛି ଭିଡିଓ ଯେମିତି ଚାଲିଛି କଳି ଯୁଗରେ ଯୁଗରେ semiti ଚାଲିଛି ଜୟ ଜଗନ୍ନାଥ ସ୍ଵାମୀ

  • @subhalakhminath2459
    @subhalakhminath2459 9 місяців тому +4

    ସତରେ ଏ ଭଜନ ଟିକୁ ଯିଏ ଲେଖିଛି ତା ଚରଣ ତଳେ ସତ ସତ ସତ ପ୍ରଣିପାତ । ବହୁତ୍ ସୁନ୍ଦର ହୋଇଛି ।

  • @chitaranjancreate4861
    @chitaranjancreate4861 9 місяців тому +3

    Beautiful ati sundar👌👌

  • @hemantagiri8016
    @hemantagiri8016 9 місяців тому +4

    Ho ati sundar heichhi 👌👌👌👌

  • @Mr.Bijaykumar.23
    @Mr.Bijaykumar.23 10 місяців тому +23

    ଏ ଗୀତଟିକୁ ଏକ ଘଣ୍ଟା କରା ଗଲେ ଆହୁରି ଅନେକ କିଛି ଶିକ୍ଷା ମିଳିବ ସମାଜକୁ ...ଜୟ ଜଗନ୍ନାଥ ...ଗୀତଟି ଭଲ ହେଇଛି ❤

  • @pradyushranjan3225
    @pradyushranjan3225 10 місяців тому +5

    Pranam sricharan bhai beautiful song

  • @user-hz9ox5rf1k
    @user-hz9ox5rf1k 2 місяці тому +3

    ହରି ମାରେ ହରି ତାରେ ହରି ହିଁ ସମସ୍ତ ହରି ବିନୁ ଗତି ନାହିଁ ଏହା କହେ ଶାସ୍ତ୍ର । ଜୟ ଶ୍ରୀ ଜଗନ୍ନାଥ 🚩🚩🚩🚩🚩🚩🚩🚩🚩🚩🚩🚩🚩

  • @user-zr2zs2qo7h
    @user-zr2zs2qo7h 3 місяці тому +3

    ଭାଇ‌ ଏ‌ ଗୀତ ଟି‌ ଜେତେ ଥର‌ ସୁଣୁଛି‌ ମୋ‌ ଦେହ‌ ସିତେଇ‌ ପଡୁଛି‌ ❤

  • @bhujendrabag2904
    @bhujendrabag2904 10 місяців тому +5

    Super song Jai Jagannath

  • @prabhanjansamal1388
    @prabhanjansamal1388 10 місяців тому +9

    Thanks writer
    Thanks singer shree Charan bhai🎉🎉🎉🎉🎉🎉🎉🎉🎉🎉 🎉🎉🎉🎉🎉🎉🎉🎉

  • @mrganeshdesikalakarcollect9884
    @mrganeshdesikalakarcollect9884 9 місяців тому +5

    ବହୁତ୍ ବଢିଆ ଲାଗିଲା ❤

  • @mahatabsingh8024
    @mahatabsingh8024 Місяць тому +3

    ଜୟ ଜଗନ୍ନାଥ 💕🙏🙏

  • @narayanadas5825
    @narayanadas5825 11 місяців тому +28

    ସୁପର ଅସ୍ତ୍ର ଏହି ସମାଜକୁ ଚେତନା ଧନ୍ୟବାଦ

  • @sanjaypalai991
    @sanjaypalai991 10 місяців тому +6

    ସାର୍ ଆପଣଙ୍କ ମୁଁ ବହୁତ ବଡ଼ ଫ୍ୟାନ ଆପଣଙ୍କର ସବୁ ଗୀତ ମୁଁ ଶୁଣେ ୟେ song କିନ୍ତୁ ପୁରା ଅଲଗା ପ୍ରକାର ❤❤❤❤

  • @dingarpatel6239
    @dingarpatel6239 9 місяців тому +2

    🙏🙏🙏ଅତି ସୁନ୍ଦର ଭଜନ sir

  • @meghuhandiari8789
    @meghuhandiari8789 9 місяців тому +1

    ଯାହା ହୃଦୟରୁ ଏହି ଗୀତ ଲେଖାଟି
    ହୋଇଛି ତାଙ୍କୁ ମୋର ପ୍ରଥମେ ପାଦ ତଳେ କୋଟି କୋଟି ନମସ୍କାର 🙏🙏🙏🙏
    ଏହି ଗୀତ ଲେଖାରୁ ଅଛି ହିନ୍ଦୁ ଧର୍ମର କିଛି ଶିକ୍ଷା ଆଉ କିଛି ଉଚିତ୍ ମାର୍ଗର ପଥ
    🪔🪔🪔ଜୟ ଜଗନ୍ନାଥ ସ୍ବାମୀ 🙏🙏

  • @Rajbapiminuvlog
    @Rajbapiminuvlog 10 місяців тому +7

    ଗୀତ ବହୁତ ସୁନ୍ଦର ହେଇଚି
    ❤❤❤❤❤❤

  • @yoyocreation7535
    @yoyocreation7535 10 місяців тому +25

    ବହୁତ ସୁନ୍ଦର ପଦକ୍ଷେପ, ଏ ନାରୀ ଜାତି ଯାହା ହଉଛନ୍ତି

  • @user-zj1kn3mu2v
    @user-zj1kn3mu2v 8 місяців тому +4

    Bahut Sundar Jay jagannath 🙏🙏🙏

  • @basantaanu9979
    @basantaanu9979 9 місяців тому +15

    ଗୀତ ଭଳି ଗୀତ ହେଇଛି ହୃଦୟକୁ ଛୁଇଁଗଲା 🙏🏻 ଜୟ ଜଗନ୍ନାଥ🙏🏻

  • @BasantaRout-su5jh
    @BasantaRout-su5jh 10 місяців тому +6

    ସୁନ୍ଦର ଗୀତ ବହୁତ ସୁନ୍ଦର ଜୟ ଜଗନ୍ନାଥ

  • @dillipkhilar3001
    @dillipkhilar3001 10 місяців тому +4

    Bahut sundar Jai jagannath 🙏🙏🙏

  • @prakashkundu5005
    @prakashkundu5005 9 місяців тому +9

    Number one song, very excellent, jay Jagannath.

  • @badalpradhan3048
    @badalpradhan3048 9 місяців тому +2

    Super se upar

  • @ajaynath898
    @ajaynath898 10 місяців тому +27

    ହୃଦୟକୁ ଛୁଇଁଲା ଭୋଳି ଗୀତଟିଏ, ଅତି ସୁନ୍ଦର ହୋଇଚି।

  • @manasmishra8974
    @manasmishra8974 10 місяців тому +7

    ବହୁତ୍ ସୁନ୍ଦର ଭଜନ ଏ ଭିତର ଗ୍ୟାନ

  • @Kumarajit1775
    @Kumarajit1775 10 місяців тому +7

    ଗିତଟି ବହୁତ ବଢିଆ 🙏🙏🙏

  • @Papufunny292
    @Papufunny292 7 місяців тому +8

    ଅତି ସୁନ୍ଦର୍ ଗୀତ❤ ସୁଧୁରି ଜାଓ ଓଡ଼ିଶା ବାସୀ ଅନ୍ୟାଅ ଆତ୍ୟାଚାର ସବୁ ଛାଡ ଭଲ ମଣିଷ ହବାକୁ ଚେଷ୍ଟା କର """""""ଜୟ ଜଗନ୍ନାଥ

  • @dillipnaik1875
    @dillipnaik1875 10 місяців тому +29

    ହୃଦୟ କୁ ଛୁଇଁଲା ଚରଣ sir ମୁଁ ଆପଣଙ୍କ ର ଗୀତ ସବୁବେଳେ ଶୁଣେ 🙏🙏
    Exelleant voice ❤️❤️

  • @sahilsahoo8746
    @sahilsahoo8746 10 місяців тому +6

    Jay Jagannath BHA 🙏🙏🙏

  • @ramahariparida9963
    @ramahariparida9963 6 місяців тому +2

    JK Sahu sir ❤❤❤❤👍👍👍

  • @ShubhamKumarBhoi
    @ShubhamKumarBhoi 9 місяців тому +2

    Heart touching song bahut sundar

  • @arabindadas6909
    @arabindadas6909 9 місяців тому +34

    ଏ ଗୀତ ପାଇଁ କେବଳ ଗୋଟିଏ ଶବ୍ଦ ଚମତ୍କାର 👌

  • @KGR_SOLUTIONS
    @KGR_SOLUTIONS 9 місяців тому +6

    ବହୁତ୍ ବଢିଆ ଲାଗୁଛି, ବର୍ଣ୍ଣନା ଅତି ଉଚ୍ଚ କୋଟିର ହୋଇଛି । ଏହା ଏକ ସତ୍ୟ ଘଟଣା। Thanks 👍 u for creating this types of song ।
    I oblised .

  • @jayanarayanjena114
    @jayanarayanjena114 9 місяців тому +3

    Jay Jagannath bahut badhia beautiful ati sundar

  • @Vtkmontu
    @Vtkmontu 9 місяців тому +5

    Very nice 👌👌👌👌👌👌

  • @helpindiaodisha1586
    @helpindiaodisha1586 9 місяців тому +11

    Beautiful song, jay jagnnath 🙏

  • @sujatakedia6222
    @sujatakedia6222 10 місяців тому +27

    Super song❤ jay jagannath 🙏🙏

  • @user-jy7fb8hy4x
    @user-jy7fb8hy4x 8 місяців тому +3

    ଜୟ ଜଗନ୍ନାଥ ବହୁତ ବଢିଆ

  • @user-zl2ev6vt7y
    @user-zl2ev6vt7y 9 місяців тому +2

    Bahut sundar

  • @priyankadash863
    @priyankadash863 11 місяців тому +5

    Nice Sricharan Bhai 🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤

  • @rabindrabehera14
    @rabindrabehera14 9 місяців тому +5

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @anildas2138
    @anildas2138 9 місяців тому +2

    Jay jagannath Swami..🙏

  • @biswaranjanparida203
    @biswaranjanparida203 9 місяців тому +3

    ଅତି ସୁନ୍ଦର ଗୀତ ଟି

  • @jeetendramajhi6881
    @jeetendramajhi6881 10 місяців тому +5

    ବହୁତ ସୁନ୍ଦର ସଂଗୀତ ଟିଏ 🙏👌💐

  • @rameshrath7626
    @rameshrath7626 9 місяців тому +5

    ବହୁତ ସୁନ୍ଦର ଗୀତ

  • @pabitrakumarbal1790
    @pabitrakumarbal1790 9 місяців тому +2

    Bohut Sundar 🥳🙌🙌🥳

  • @odishavlogaurobindaswain6537
    @odishavlogaurobindaswain6537 6 місяців тому +2

    Ati sundr songs🎉🎉🎉🎉