Seriously 100% covered of all the things what are happening in life of all human being... ଗୋଟେ କଥା କହିବି ବହୁତ ଇମୋସନାଲ ହେଇଗଲି ଗୀତ ଭିଡ଼ିଓ ଦେଖି, କିନ୍ତୁ ସବୁ ପୁରୁଷ ମାନଙ୍କୁ ମୋର ଅନୁରୋଧ କି ଯଉ ସ୍ତ୍ରୀ କୁ ନିଜ ଜୀବନ ସାଥି ରୂପ ରେ କଣ୍ଢେଇ ସଜେଇ ରଖିଛନ୍ତି, ତାଙ୍କୁ କେବେ ବି ଦୁଃଖ କଷ୍ଟ ଦିଅନ୍ତୁନି, ଏଇ ଭିଡ଼ିଓ ଟି ଆମକୁ ଏହା ଶିଖେଉଛି.God bless u content making team..🙏. Jay Jagannath.
Wow ....pura pure odia besa busa chali chalana ..lagila jemti vedio nuhain satare mu se place re achi ..pokhari pakha seen re ta mu hata badheideithili dhariba pain...thank u ete sundar kariba pain ..
just speechless...ama odia industry re amiti kichhi kebe dekhibaku miliba boli kebe vabinathili...aakhire liha asigala...thanks a lot amiti album baneithibaru
Shradha panigrahi the album queen of Odia industry. Her performance in all song just awesome. Songs choosen by her are just daily life thing, means Odia thing. So it touches heart. Sovan performance also realistic, his some album song awesome.
ରୁମ ଟାଙ୍କୁରି ହେଇଗଲା, ହୃଦୟକୁ ଛୁଇଁଗଲା, ଉଚ୍ଚ କୋଟିର ଅଭିନୟ, କୋଟି ହୃଦୟରେ ସ୍ଥାନ ପାଇବ ❤️
ଧନ୍ୟବାଦ❤
ବହୁତ ବହୁତ ଧନ୍ୟବାଦ❤️
@@sovansamal ଭାଇ ତୁମର ଅଭିନୟ ବହୁତ ଉଚ୍ଚ କୋଟିର, ଶ୍ରଦ୍ଧାଙ୍କ ସହ ତୁମ ଯୋଡି ଭାରି ଭଲ ଲାଗେ,
Heart touching video
@@sovansamal your smile is unique bro ❤
ସତରେ ପ୍ରକୃତ ଭଲପାଇବା ଆକୁ ହିଁ କୁହାଯାଏ ଯଦି ନିଜ ଜୀବନ ସାଥି ଏମିତିକା ଭଲପାଇବା ଦିଏ ତା ହେଲେ ସେ ନାରୀ ର ଧନ ଜନ ଆଉକିଛି ଲୋଡା ନାହିଁ ❤
Thank you so much for your love and lovely comment. Please please please subscribe to our channel.
ତମ 2 ଜଣ ଙ୍କୁ ଦେଖିଲା ପରେ ପୁରା real ସ୍ୱାମୀ ସ୍ତ୍ରୀ ର feel ଆସେ🤣
Tama Jodi❤️
Watch this video n plz Share❤️💞
Yes Bhai I'm already share your all video
Jst fabulous akhire luha asi gala ❤️❤️❤️❤️🥺🥺🥺
କେଜାଣି କାହିଁକି ଜାଣିପାରିଲିନି video ଦେଖୁ ଦେଖୁ ଆଖିରୁ କେତେବେଳେ ଲୁହ ଝରିଗଲା 😥
Sabu jhia manku emiti jibanasaathi te miliba darkar, bhae video bahut bhala lagila..... Apananka dii jananka bhala paeba dekhi mana pura khusi hoigala bhae.... Bhagaban tamar mangala karantu...... ❤❤❤❤❤
Mora aaji parjyanta sabuthu feb video. maane mo pakhare sabda naahi. wooo nice!
ବହୁତ୍ ଶୁଦରହେଇଛୀ👍👌
Khali gote katha manaku asila. "Gariba khati khia loka nka jibana bi bahut sundar" bahut sundar video 💖💖💖
speechless ...sovam bhai aau sradha didi ..
Manaku chhuin gala Gita ti ...ati sundar
Mate bhi a bhaliya simple life te darkar … semane blessed jaha pakhare a life achi ❤️
Wow ❤️ bahut bhala lagila 🥰 sata kahuchi 🥰 tq 🥰
ଜେତି ଗରିବ ପରିବାରରେ ବାହା ହେବ ବହୁତୁ ଭଲ ପାଇବା ପାଇବ ଏ ଭିଡ଼ିଓ ରୁ ଜଣା ପଡ଼ୁଚି ❤️❤️❤️❤️💯
Beda gulgula heba
ବହୁତ ଖୁସି ଲାଗିଲା ଏମିତି ଏକ କାହାଣୀ କୁ ଦେଖି । ମୁଁ ଭଗବାନ ପ୍ରାର୍ଥନା କରୁଛି ଆମକୁ ଏମିତି ଆହୁରି ସୁନ୍ଦର କାହାଣୀ ଆପଣମାନେ ଆଗକୁ ବହୁତ ଉନ୍ନତି କରିବେ
ମସ୍ତ concept ରେ ଭାଇ......... ମସ୍ତ
ହୃଦୟସ୍ପର୍ଶୀ କାହାଣୀ। ଆଖିରେ ଲୁହ ଆସିଗଲା। ଶ୍ରଦ୍ଧା ଓ ଶୋଭନଙ୍କ ଅଭିନୟ ଚମତ୍କାର ଥିଲା । ଦିବ୍ୟ ର ନିର୍ଦେଶନା ଅତି ଉଚ୍ଚକୋଟିର 🥰। congratulations to whole team .❤️❤️👏👏👍
- Madhu Aunty
Omg....ete sundar video
ସେ ଗରିବ ହେଉ କି ଧନୀ ବାସ ତା ସାଥ ଥିଲେ ଶାଗ ପଖାଳ ବି ପଲଉ ପରି ଲାଗିବ।
ତା ରାଗ ରେ ବି ଭଲ ପାଇବା ଦିଶିବ।
ତାର ଅନୁପସ୍ଥିତି ଉପସ୍ଥିତି ପରି ଲାଗିବ ବାସ୍ ତାର ସେ ଭଲ ପାଇବା କେବଳ ମୋ ପାଇଁ ଥିବା ଦରକାର। ❤
Video re vala lage but reail re huyeni
Yes
Yes, Mo beloved bi mate bahut love kare thik emiti. Mu gariba janikibi se mosaha 8 yrs hela achhi....
@@pravatrocking1655 କିଛି କିଛି ଜିନିଷ ରେvideo ଭଲ ଲାଗେ ଆଉ କିଛି କିଛିreal life ରେ ଭଲ ଲାଗେ ବାସ୍ ବୁଝାମଣା ଉପରେ ନିର୍ଭର କିଏ କେଉଁ ଦୃଷ୍ଟିରେ ଦେଖନ୍ତି ତା ଉପରେ ନିର୍ଭର।
@@chandrakantasha6916 ଜୟ ଜଗନ୍ନାଥ 🙏
Mind blowing ଭିଡ଼ିଓ ଟା ବହୁତ୍ ସୁନ୍ଦର ହେଇଛି।❤️🥰🥰 ମନକୁ ଛୁଇଁ ଗୋଲା ।🥰
ଗୋଟେ ସୁନ୍ଦର ମୁହଁ ତମକୁ ଛଡିକି ଯାଇପାରିବ ହେଲେ ଗୋଟେ ସୁନ୍ଦର ମନ ତମକୁ କେବେ ବି ଛଡ଼ିକି ଯାଇ ପାରିବନି ❤
Ate sundar lagila 🥰❤️❤️
Ive watched more tha 200 times. Perfect one
Bahut din pare .... Gotie vl au drudayswarshi video tie dekhibaku milila... So wonderful video. Story is so really...
ଆଖି ଭରିଗଲା। ଏଇ ବୋଧେ ପ୍ରେମ! ସମସ୍ତଙ୍କୁ ଏମିତି ପ୍ରେମ ମିଳୁ। 🙏🙏
just awsome ❤️
ବହୁତ ସୁନ୍ଦର ହେଇଛି ଗୀତ ଟା।। ଅଭିନୟ ♥️♥️♥️
ସେ ନ କେବେ ଶୁଣିଥିବା ଗୀତ....ହାଏ ସେ ଯଦି ଆଜି ବଞ୍ଚିଥାନ୍ତା ତାହେଲେ ତାକୁ ଏ ଗୀତ ଏବେ ଦେଇଥାନ୍ତି.... ହେଲେ ଏ ଗୀତ ଶୁଣିଲା ବେଳେ ଏବେ ଖାଲି ସେ ହିଁ ମନରେ ନାଚୁଛି.... ଯଦି କେବେ ତୁ କେବେ ନୂଆ ଜନ୍ମ ପାଉ ତାହେଲେ ଶୁଣିନେବୁ... ସେତବେଳେ ହୁଏତ ମୁଁ ଏ ଦୁନିଆରେ ନ ଥାଇ ପରେ....❤❤love you ଧନ 🥰🥰🫂🫂
Thank you so much for your love and lovely comment. Please please please subscribe to our channel.
ସତରେ ଭାଇ ଏତେ ସୁନ୍ଦର ଅଭିନୟ ଆଉ ଏତେ ସୁନ୍ଦର ଗୀତ ସତରେ ପୁରା ମନ କୁ କିଣି ନେଇଛି।।।।। Feel osm
Really ବହୁତ ସୁନ୍ଦର
This type of life is better than luxurious life . Luxurious life can't understand feelings of sad and happiness. It gives me more pleasure
ଧନ୍ୟବାଦ୍ ଦେବାଂଶି ଏଣ୍ଟରଟେନମେଣ୍ଟ ଓ ଆପଣଙ୍କ ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟରୁ ଅଶେଷ ଅଶେଷ ଅଭିନନ୍ଦନ। ଏ ସୁନ୍ଦର ସଙ୍ଗୀତର ପୁର୍ଣ୍ଣ ଭିଡିଓଟିକୁ କେବେଠୁ ପ୍ରତୀକ୍ଷା କରିଥିଲି
ଧନ୍ୟବାଦ୍ ଏତେ ଭଲପାଇବା ଦେଉଥିବାରୁ ।ଆପଣମାନଙ୍କ ଭଲପାଇବା ଏମିତି ମିଲୁଥାଉ 😊😊🙏🙏
Di Jana jodi mte bht vala lguchi e song mna ku chhuin gala bht feel song bht sundr heichi dijana film kale bht vala hnta jodi bht sundr🥰🥰🥰🥰🥰
Thank you for your valuable comment,love and support for this song. Please watch our other content and you will enjoy it
ଅତି ସୁନ୍ଦର direction
As always 🔥
ଉଚ୍ଚ କୋଟିର, ଭାରି ବାସ୍ତବ ଲାଗିଲା
ଗୀତ ଓ ଅଭିନୟ ହୃଦୟକୁ ଛୁଇଁଲା ❤️🤗
Bahut hi Vala Lagila💞💞💞
Thank u keep sharing ♥️♥️
Love the way your screenplay
Nice story. Satare akhire luha asigala. Real story aita.
ବିଚରା ହୃଦୟ
କଥାଟିଏ ସବୁ ପରିବାରର
କିନ୍ତୁ Sradha ଓ Sovanଙ୍କ ଅଭିନୟ ଦେଖି ଆଖିରେ ଲୁହ ଆସିଗଲା
Dibyaଙ୍କ କାମ ପ୍ରଶଂସାଯୋଗ୍ୟ ଓ ବହୁତ ସୁନ୍ଦର ସଂଗୀତ Somesh ବାବୁ !
ଓଡ଼ିଆ ସିନେମା ବି ଏମିତି ଓଡ଼ିଆ ଘରର କଥା ଆଣିଲେ ହୁଏତ ଦର୍ଶକଙ୍କ ମନରେ ଆଉ ଥରେ ବିଶ୍ୱାସ ଗଢି ପାରନ୍ତା !
Bahut sundar heichi
Ki acting, ki direction, ki music, ki chemistry. Wah!!!
Bina dance re, ete badhia video. Pura heart touching. Alga prakar emotional video
Nice story, purunna dina mana padigala aye story dekhiki, love U both S S❤❤❤❤
ହୃଦୟ କୁ ଛୁଇଁ ଗଲା ଭଳି ଗୀତ ଟିଏ ❤ଅଭିନୟ ତ ନୁହେଁ ପୁରା ସତ ଭଳି ଲାଗୁଛି ❤❤
ଅତି ସୁନ୍ଦର ଅଭିନୟ ❤️❤️
waha heart tuching song yarrrr
Seriously 100% covered of all the things what are happening in life of all human being... ଗୋଟେ କଥା କହିବି ବହୁତ ଇମୋସନାଲ ହେଇଗଲି ଗୀତ ଭିଡ଼ିଓ ଦେଖି, କିନ୍ତୁ ସବୁ ପୁରୁଷ ମାନଙ୍କୁ ମୋର ଅନୁରୋଧ କି ଯଉ ସ୍ତ୍ରୀ କୁ ନିଜ ଜୀବନ ସାଥି ରୂପ ରେ କଣ୍ଢେଇ ସଜେଇ ରଖିଛନ୍ତି, ତାଙ୍କୁ କେବେ ବି ଦୁଃଖ କଷ୍ଟ ଦିଅନ୍ତୁନି, ଏଇ ଭିଡ଼ିଓ ଟି ଆମକୁ ଏହା ଶିଖେଉଛି.God bless u content making team..🙏. Jay Jagannath.
Thank you ♥️ keep sharing ♥️
Mu ta Baha heini🙅...phir bhi mote bahut emotional lagila😑 ... Bahut badhia content❤️.....Dibya and niku mamu u both r a 💎
Au let kain karucha bhai mora baha heijao😁😁😁
sorry bhai khyema karidaba🙆♂️🙆♂️
Haaa haaa
Hihi,,,😂 ବାହା ହୋଇ jao,, ଭାଇ ❤️😂😂🙏🏾
@@villagegirl1523 hii girl😊
Bunty Bhai you're also a💎
Love from Ganjam
Bahut sundar heichi gito te....
Cute couple 👭 authentic love story
I can't express the howwwww muchhhhhhhhh beautifulllllllll it is!!!!!!!!! 😘🥰😘🥰😘🥰😘
Dill ko chu geya story nd song
What a act really heart touching
ବହୁତ ବଢଆ ହୃଦୟସପର୍ଶୀ ❤️❤️❤️
I was waiting for next Sradha Sovan song 😀
Superb realistic..authentic odia
Best video bhau
ସ୍ବାମୀ, ସ୍ତ୍ରୀ ର ସୁନ୍ଦର ସମ୍ପର୍କ ♥️♥️♥️
Smooth n touching ❤
Wow ....pura pure odia besa busa chali chalana ..lagila jemti vedio nuhain satare mu se place re achi ..pokhari pakha seen re ta mu hata badheideithili dhariba pain...thank u ete sundar kariba pain ..
Wowww so cute...😍🥰🥰
Song au acting ...👌😍
Tarif koriba pai word b kom hei jauchi... Just wow..🥰♥️
Wow yaar❤️
♥️♥️♥️ from West Bengal...
Thank you for your valuable comment,love and support for this song. Please watch our other content and you will enjoy it
ଯେଉଁ ମାନେ କୁହନ୍ତି ଓଡ଼ିଆ ସିନେମା ବୁଡି ଗଲା south Bollywood Hollywood ଚାଲିଛି ଥରେ ଆମ ଓଡ଼ିଆ କୁ ଭଲସେ ଦେଖ ଜାଣିପାରିବ ଆମେ ବି କାହାଠୁ କମ ନୁହେଁ ଭାଇ।।।।
ଲୁହ ଝରି ଗଲା mind-blowing acting both are amazing ❤️❤️❤️
What a beautiful song 🥺🥺🥰🥰🥰🥰
Mu ahi video song dekhili Kandi pokaichi....it's so real acting
What a vibe..🧡
Mu jetethara dekhuchi sabubele nua laguchi
ବାଃ କି ଅଭିନୟ ମନ କିଣି ନେଲା
Thank you for your valuable comment,love and support for this song. Please watch our other content and you will enjoy it
Jodi ta badhia... ❤❤❤
Such a fine and pure acting ❤️
Sovan and Sradha..... Chemistry ek no.
Super hero.. Really heart touching....
Ooo bhai.... Mast heichi.. Really Touched.. ❤
Wah pura kancha Odia... Badhia lagila
Bohut sundar laguchi vdo with song
Speech less ❤❤🙏🙏
thank you so much.. keep sharing & lots of love!😊❤️
Once again both of u love u sradha
Strong bonding between husband and wife.. Nice representation of husband's role during pregnancy.. Hatss off👌❤
♥️♥️
ooxp
ଅତି ସୁନ୍ଦର ଗୀତ, ସଙ୍ଗୀତ ଓ ଅଭିନୟ! ❤
just speechless...ama odia industry re amiti kichhi kebe dekhibaku miliba boli kebe vabinathili...aakhire liha asigala...thanks a lot amiti album baneithibaru
ପ୍ରେମ କାହାଣି କିଛି ଏମିତି ହେବା ଦରକାର,
ଜୀବନର ବାଟରେ ତ ଅନେକ ସମସ୍ୟା ଆସିବ, ଜଦି ତମ ପ୍ରେମ ତମ ସାଥ୍ ଦଉଛିନା ତେବେ ଏବାଟରେ ପଡିଥିବା କଣ୍ଟା ଗୁଡିକବି ଫୁଲ ପରି ମନେ ହେବ...। lovely song❤
Thank you so much for your love for this song . Please watch our other content and you definitely love them.
Beautiful ❤️ Sovan & Sradha Jodi super.
Yes
Feeling like it's 💯 natural .....
Bhai akhiru luha asigala 😊
🙏🙏
Awsome...
ସତରେ ବହୁତ୍ ସୁନ୍ଦର !!!!
Simplicity & Calmness 😇🥰
Shradha panigrahi the album queen of Odia industry. Her performance in all song just awesome. Songs choosen by her are just daily life thing, means Odia thing. So it touches heart. Sovan performance also realistic, his some album song awesome.
♥️♥️
Yes
Supep a6e
Very impressive video full reality natural vidoe
Thank you keep sharing ♥️
Satare socute,,,,super jodi,,,really life time happens...
Screenplay 😍ଦିବ୍ୟ ଜ୍ୟୋତି ଉଦୟ ସିଂ.... Excellent direction
💖
@@sushreesusmitamukhi5516 R u from Odisha ?
I luv this couple 👫. Nice VDO.
Lovely Song.. Ae Jou Lafanga Gita Badalare Ae Bhali Uchhkoti Ra Gita Au Sundar Abhinaya Milile Odia Sangita Jagata Ra Unnati Heba😍🥰
How can they act so realistic ❤🥹🤌
❤️
ସମସ୍ତ ସଦସ୍ୟ ଙ୍କୁ ମୋର ଭୂମିଷ୍ଟ ପ୍ରଣାମ। ବେଳେ ବେଳେ ହୃଦୟ ର କିଛି କଥା ଓଠ ର ଶବ୍ଦ ମଧ୍ୟମ ରେ ପ୍ରକାଶ କରି ହୁଏନି। ଠିକ୍ ଏଇ ଭିଡିଓ ଟି ଦେଖିଲା ପରେ ମୋର ଅବସ୍ଥା। ଏତେ ସୁନ୍ଦର ଭାବେ କାହାଣୀ ଏଵଂ ସଂଗ୍ଲାପ ଦିବ୍ୟ ଭାଈ ଙ୍କ ଦ୍ଵାରା ପରିପ୍ରକାଶ କରା ଯାଇଛି ଯେଉଁଟା କି କୌଣସି ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରି ହେବନି। ଏଵଂ ଗୋଟେ ମା ଏବଂ ବାପା ଙ୍କ ଭୂମିକା କୁ ଏତେ ନିଖୁଣ ଭାବେ ଶ୍ରଦ୍ଧା madam ଏବଂ ଶୋଭନ ଭାଇ ଙ୍କ ଦ୍ଵାରା ପ୍ରଦର୍ଶନ କରା ଯାଇଛି ସେଇଟା ସର୍ବଦା ଅତୁଳନୀୟ। ଏହାକୁ ହିଁ କୁହା ଯାଏ ଅଭିନୟ ଏବଂ ସଂଯୋଜନା। 🙏🙏🙏🙏
ବହୁତ ବହୁତ ଧନ୍ୟବାଦ..🙏❤️
@@sovansamal Welcome from bottom of my heart Bhai 🥰🥰❣️❣️🙏🙏.