ମୋତେ ଠିକ ସେ ଖାଇବାକୁ ଦଉନଥିଲେ

Поділитися
Вставка
  • Опубліковано 5 лип 2024
  • #suryabanshisuraj #odisha #bhubaneswar #mohanmajhi
    ABOUT OUR CHANNEL
    Here You Can Enjoy Latest Odia Songs, Music Video and Much More.
    Our channel is about Odia Entertainment We cover lots of cool stuff such as
    Check out our channel here
    / @organizerramesh
    Don’t forget to subscribe!
    GET IN TOUCH
    Contact us on editor@officereporter.in
    FOLLOW US ON SOCIAL
    Facebook: / officereporter
    Instagram: / officereporter

КОМЕНТАРІ • 195

  • @bhagirathi8261
    @bhagirathi8261 14 годин тому +115

    ଦୁନିଆ ରେ ସବୁଠୁ ହାରାମି ନାମ ହେଉଛି imran

  • @JagannathSahoo-vb4rj
    @JagannathSahoo-vb4rj 14 годин тому +83

    ତୁ ଭାବୁଥିଲୁ ମୁସଲମାନ ମତେ ସାଥିଦେବ ପଦା ଦେଶର ଭୁଲ୍, ହିନ୍ଦୁସ୍ଥାନ ଜିନ୍ଦାବାଦ

  • @sharatsahoo1453
    @sharatsahoo1453 7 годин тому +27

    ଭାରତ ପରି ଭଲ ଦେଶ ଦୁନିଆ ରେ କୋଉଠି ନାହିଁ,

  • @shankarpalai8322
    @shankarpalai8322 9 годин тому +14

    ତରି ଜାତି ଭାଈ ତତେ ଧୋକା ଦେଲା, କିନ୍ତୁ ଅଭିଷେକ ପାଣିଗ୍ରାହୀ, ତତେ,help କଲା,

  • @a.kcreation291
    @a.kcreation291 14 годин тому +33

    ଏହିମାନେ ସେହି ପିଲା ଯିଏ ଭାବୁଛିନ୍ତି ବାହାର ଦେଶକୁ ଯାଇ ଅଧିକ ଟଙ୍କା କମାଇଵେ। ଭାଇ ଭାରତରେ ରହି ଲୋକେ ବର୍ଷକୁ ୧ କୋଟି କମାଉଛନ୍ତି। ସେଥିପାଇଁ ପାଠ ପଢ, ନିଜେ ପରିଶ୍ରମ କରେ। ଯେତେ ଟଙ୍କା ତୁଦେଲୁ ସେଠାକୁ ଯାଇ ସେତେ ଟଙ୍କାରେ ନିଜର ବେପାର କରି ନିଜ ମଣିଷ ହେଇପାରିଥାନ୍ତୁ। ସେଥିପାଇଁ ଭାଇମାନେ ବାହାର ଦେଶକୁ ଯାଇ ଅଧିକ ଟଙ୍କା କମାଇଵେ ସେହି ଆଶା ନ‌ରଖ। ସମସ୍ତଙ୍କୁ ଅନୁରୋଧ।

  • @ishwarasahuofficial9371
    @ishwarasahuofficial9371 12 годин тому +47

    Online ରେ ଏବେ ସବୁ ଠକ ମାତିଛନ୍ତି ସତର୍କ ରୁହନ୍ତୁ

  • @kumarajayofficial
    @kumarajayofficial 7 годин тому +13

    ଭାଇ ଯେତିକି ଟଙ୍କା ଖର୍ଚ କରିଲ ସେତିକି ରେ ଗୋଟିଏ ଛୋଟ Business କରିପାରିଥାନ ❤❤❤❤❤

  • @PradiptaDas-sy4jn
    @PradiptaDas-sy4jn 14 годин тому +24

    ଭାଇ ଏଠି ଓଡ଼ିଶାରେ ବହୁତ କାମଅଛି

  • @TGFunny-tapan
    @TGFunny-tapan 9 годин тому +18

    ଆମ ଓଡିଶା ରେ ଆଉ ଆମ ଭାରତ ରେ କଣ କିଛି ବି କାମ ପାଇଲୁଣି ରାତାରାତି ବଡଲୋକ ହବା ପାଇଁ ତତେ ଲୋଭ ଗ୍ରାଶୀଲା

  • @pitambartudu2437
    @pitambartudu2437 9 годин тому +2

    ଲୋଭ ଲୋଭ ଲୋଭ, ଭାରତରେ କାମ ନାହିଁକି । ୧୮୦୦୦,୨୫୦୦୦/- ପାଇଁ

  • @mahendranaik982
    @mahendranaik982 14 годин тому +25

    ତୁ ଗରିବ ଲକ୍ଷେ ଦେଇକି ଯାଇଛୁ

  • @STOCK593
    @STOCK593 7 годин тому +8

    ଏବେ ଖୁସିରେ କହ (ଜୟ ଜଗନ୍ନାଥ )...

  • @SapanSankar
    @SapanSankar 7 годин тому +6

    ଅତି ଲୋଭ ରୁ ମୂତ୍ 😂😂😂😂

  • @user-gx4uh4vb2r
    @user-gx4uh4vb2r 14 годин тому +33

    କାହାକୁ ଭରସା କରିକି ଯାଇଥିଲୁ ବେ

  • @user-st7nm5ho6y
    @user-st7nm5ho6y 7 годин тому +7

    ନିଜ ଦେଶର ଖାଦ୍ୟ ତିଆରି କରି ପାରୁନ।

  • @singraimurmu1551
    @singraimurmu1551 9 годин тому +7

    ଗରିବ ପିଲା କୋହୁଚୁ ଲକ୍ଷେ ଟଙ୍କା ଦେଇ ମାଲେସିଆ ଯାଇଛୁ ବୋଡ ଲୋକ ହେବାକୁ ଆଉ ଲକ୍ଷେ ଟଙ୍କା ଦେଲୁ ନାଇ ବେ

  • @manasdash8604
    @manasdash8604 14 годин тому +15

    ତମକୁ ଠିକ୍‌ ହେଇଛି

  • @jogendraMajhi-td6rb
    @jogendraMajhi-td6rb 14 годин тому +13

    Are babu india re bahut kam ❤

  • @kornialgomango5826
    @kornialgomango5826 7 годин тому +5

    ଲୁଭ ରୁ ମୃତ୍ଯୁ

  • @JagannathSahoo-vb4rj
    @JagannathSahoo-vb4rj 14 годин тому +12

    ଏ ଇଣ୍ଡିଆ ରେ ଭୋଉତୁ କାମ ଅଛି