ଚାପ ପକାଉଛନ୍ତି ଆନ୍ଧ୍ର-ବିହାର | ଉଠୁଛି ପଡ଼ୁଛି ଦିଲ୍ଲୀ ରାଜନୀତି | Politics | PM Modi | newsroom |
Вставка
- Опубліковано 11 лип 2024
- ଚାପ ପକାଉଛନ୍ତି ଆନ୍ଧ୍ର-ବିହାର | ଉଠୁଛି ପଡ଼ୁଛି ଦିଲ୍ଲୀ ରାଜନୀତି | Politics | PM Modi | newsroom |
#politics #pmmodi #andhrapradesh #bihar #manoranjanmishra #newsroom #odisha #breakingnews #trending #chandrababunaidu #nitishkumar #delhinews #modi3
ଏ ମିତି ହେବା ଦରକାର
ନହେଲେ BJP ମନମୁଖୀ ହୋଇଯିବ
ଅହଙ୍କାରର ପରିଣାମ 👍
ଏ ଦୁଇ ଜଣଙ୍କୁ ନେଇ ସରକାର ଚଳାଇବା ବଡ଼ କଷ୍ଟ ହେବ।
Ok🌹👌
ବହୁତ ବଢ଼ିଆ, ଓଡ଼ିଶା କିଛି ଶିଖି ପାରିଲା ନାହିଁ,
Odisha ସବୁ ବେଳେ ପଛରେ ରହିବେ
@@biprasideaexecutionsuccess4795❤
ଏମିତି ହେବା ଉଚିତ୍। ବିଜେପି ର ମନମୁଖୀ ଶାସନରେ ବ୍ରେକ୍ ଲାଗିବ।
ନାଇଡୁ ଓ ନୀତି ବାବୁ ଜଦି ୯ ଏବଂ ୧୪ ସିଟ ଦେଇ ଏତେ ଦାବୀ କରିପାରୁଛନ୍ତି ତା ହେଲେ ଆମ ଓଡ଼ିଶାରୁ ୨୦ ଜଣ ଏମପି ଜାଇ ସେଠାରେ ପଛରେ ବସି ଘୁଂଗୁଡି ମାରୁଛନ୍ତି ନା ରୁମରେ ଶୋଇଛନ୍ତି ତାଙ୍କୁ କଣ ଓଡ଼ିଶା ର ଉନ୍ନତି କଥା ଦାବୀ କରିବା ମୁଣ୍ଡରେ ପସୁନି ହେ ଜଗତର ନାଥ ଜଗନ୍ନାଥ ସେମାନଙ୍କ ମୁଣ୍ଡରେ ଟିକେ ସଦବୁଦ୍ଧି ଦିଅନ୍ତୁ
ହଁ
ମୋଦୀ ଙ୍କ ନେତୃପ୍ତ ରେ ଥିବା ଭାରତ ସରକାର ଭୁଶୁଡ଼ି ପଡୁ। ମୋଦୀଙ୍କୁ ପ୍ରଧାନ ମନ୍ତ୍ରୀ ପଦରୁ ହଟାଇ ଅନ୍ୟ କାହାକୁ ପ୍ରଧାନ ମନ୍ତ୍ରୀ ଭାବେ ଦେଶ ଦେଖୁ। ନାଇଡୁ ଓ ନୀତିଶ ହୁସିଆର....! ଦେଶ ର ରାଜ୍ କୋଷ ରୁ ଯେତେ ପାରୁ ଛ ମୋଦୀ ଙ୍କ ଠାରୁ ନିଜ ରାଜ୍ୟ ପାଈଁ ଲୁଟି ନିଅ। ବିହାର ଆନ୍ଧ୍ର ର ବିକାଶ କର । ତା ପରେ ଏହା ଦେଖି ମୋଦୀ ଙ୍କ ମିତ୍ର ଦଳ ମୋଦୀ ଙ୍କୁ ସ୍ଵତନ୍ତ୍ର ଅନୁଦାନ ନିଜ ନିଜ ରାଜ୍ୟ ପାଈଁ ଦାବୀ କରିବେ। କେନ୍ଦ୍ର ସରକାର ଉଠିବ ପଡିବ..! ସରକାର ଭାଙ୍ଗିବ।
Come to INDIA
20 ଏମପି ଦେଇ ମୋ ଓଡିଶା କେତେ ଡିମାଣ୍ଡ କରିବ?
Odisha is weak , no thing we get
Chandra Babu Naidu 90 hajar koti package
ବଳି ପଡିବ ଓଡ଼ିଶା ଖାଲି ଲୁଟ୍ ର ଶିକାର ହବ,କିଛି ମିଳିବନି,ବଡ଼ ଫାଲତୁ ଟାଇପ ର ସରକାର ଏବେ ଭାରତ ରେ ଚାଲିଛି
ନିତୀଶ ଏବଂ ନାୟୁଡୁ ଯେଉଁ ସବୁ ଦାବି ରଖିବେ ମୋଦି ସରକାର କେତେ ସଲାସୁତର ରଖି କାମ କରିବେ ସମୟ କହିବ😊😊😊
It is very difficult on the part of Modi Government to manage Nitish Kumar n C.Naidu.
Rahul ji most welcome next p m
🎉🎉🎉
Jay congress
Very good 👍👍👍👍👍 Good bye BJP Govt.
Best news guider Manoranjan Mishra ❤❤❤
ଆନ୍ଧ୍ରପ୍ରଦେଶ ବିହାର ମୁଖମନ୍ତ୍ରୀ ଯାହା କହିଲେ ତାହା ହେବ. ତାହା ବଡକଥା ନୁହଁ.
Joy congress next p m
Sapna sapna re rahijiba
Rahul.ji.(papu)ara.janma.re.hoi.paranti
Thanks for Naidu sab and Nitishji, you are correct.
ଆମର 20ଜଣ କଣ କରୁଛନ୍ତି
Good reporter
20 mp from odisha...only 2 minister
...
Odisha b bahut demand kariba katha
Modiji has made 80 crore poor people in India,now it may be increased to 90 crore,the demand of Chandra babu Naidu and Nitish is 100 percent correct.
Eei govt bjp govt nuhe
Eei govt nitish naidu govt.
Good analysis , Odisha voters -&all Odisha MPs &MLAs should learn it and think about future of our next generation.
Andar Bihar government good
100 percent right.
Bihar package
Thank you, Mona ranjan Babu for your clear explanation
Good
Manoranjan sir number one journalist in odisha now 🎉🎉🎉🎉
Modi ki ( ମୋଡିକି) ଯେତେ ବସ ଉଠ କରିବ ସେତେ ଆଶ୍ରିବ।ଦ ମିଳିବ
Joy Rahul next pm
No doubt Modi Government will be dissolved..Modi should leave his chair for the interest of the Nation .
Now Congress coming soon
ମନୋଜ ବାବୁ, ଆପଣ ଜାଣିବା ଓ ବୁଝିବା ଦରକାର, ଭାରତ ଏକ ସଂଘୀୟ ରାଷ୍ଟ୍ର।
P. M Modi ji and Shaji are more diplomatic politician to hsndle these issues
ଓଡ଼ିଶା ର ୨୦ ଜଣ MP...
ଓଡ଼ିଶାବାସୀ କେତେ ଟଙ୍କା ପାଇବେ ???
କିଛି ପାଇ6ବନି 😂😂
ଏମାନଙ୍କର ସଦ ସାହାସ ନାହିଁ demand କରିବାକୁ
Manoranjan Bhai 🙏🙏🙏🙏
Jay sriram
Jay jagannath
Jay Odia
Jay Bharat Mata 🙏🙏🙏🙏🙏🙏
ସିଧା କଥା ନୀତିଶ ନାଇଡୁ କଥା ମାନ ନ ହେଲେ ଗାଡ଼ି ଛାଡ଼ ବିରୋଧୀ ପାର୍ଟି ହିସାବରେ ରୁହ ମୋଦୀଙ୍କ ଗୁଣ୍ଡା ଗିରି ଚଳିଵ ନାହିଁ ଆଉ ଯେତିକି ଦୁବେ,ପାଣ୍ଡେ, ଛବେ,ନବେ ଅସଲ କଥା ନା କହି ଖାଲି ଭ୍ରମିତ କରୁଛ samvhidhan ବୋଲିବା ଜିନିଷ ଅଛି ନା ନାହିଁ
Kintu amara ta rubber stamp sia kn kariba taku ta hindi english kahi aseni modi ta odia bujhiparibani...😊
Rahul
No tention to Modi sir.
NDA 😂😂😣😣
ରତ୍ନ ଭଣ୍ଡାର ଖୋଲା ହେଲା ଦେଇଦିଅ
ଓଡିଶା କଣ ପାଇବ ????
Nothing for our weakness
ସୁଭଦ୍ରା ଯୋଜନା
@@sudhansubhusandash8764 20 mp ପୁଣି ଦୁର୍ବଳ
All state asubidha ra samukhina hebe
ସମ୍ପୂର୍ଣ ନ ହେଲେ ମଧ୍ୟ ଏମାନଙ୍କର ଦାବୀରୁ କିଛି କିଛି ଦାବୀ ପୂରଣ ହେବ। ବାଜପେୟୀଙ୍କ ସମୟରେ ମଧ୍ୟ ଚନ୍ଦ୍ର ବାବୁ ନାଇଡୁ ଏମିତି ଦାବୀ କରି ନେଇଥିଲେ। ଯେଉଁ ସଂଘୀୟ ବ୍ୟବସ୍ଥାର ଅସନ୍ତୁଳନ କଥା କହୁଛନ୍ତି ତାହା ଆଗରୁ ମଧ୍ୟ ଅଛି । କେନ୍ଦ୍ର ଦଶ ବର୍ଷ ହେବ କୋଇଲା ରୟାଲ୍ଟି ବଢାଉ ନାହିଁ। କିନ୍ତୁ ସେସ ବସାଇ ଲୁଟୁଛି ।।।
Bala
ମିଛ କଥା ସବୁ ।
Odisha ru tanka jiba modi pakhaku
Modi debe Naidu nitish ku
Sudha katha Sethi pain ta mohan ku chunile cm
Bihar re Nitis Kumar Hari jiba.
Has
Manoranjan mishra bjp against re prachar kare, sie bjd support loko.
National media re ea khabar chaluni....
National media godi hoisarilani
@@DesiBlood123 bekar news....
@@jitendranayak904to gandi fatila
Even though the king makers namely Nitish Kumar and Chandra Babu Naidu are not. only erudite and seasoned politicians but also shrewd But we are told that Modiji can smoothly manage the king makers But in case the king makers do not give up their demand of a pound of flesh the GOD may do the needful
Ama odisha bi dabi rakhiba darkar
Thik heichi amr odisha ra dabi chstish gada re maha nadi problem slove karantunebe double engeen govt
Eye Mr Modi ji srif modi ame hidusthan ka ser ko chuna hy
After electing 20 MP’s from Odisha, what Odisha will get. Nothing. Really we Odia’s are full. Only we will get Odia Ashmita, nothing.
20 MP nei Odisha bhakua heba
Kichi chapo nahin
Chapa pakau chanti N N
Odisha mining ru 1lkhya koti center naba, Andhra ku daba. Chhattisgarh ru 1Lakhya koti naba, Bihar ku daba. No problem Sir. 😂
Well planned fake propaganda !
ମିଛ କଥା କାହିଁ କହୁଛ
Habo bajet thi patar antar nai
Bikasita bharata paeni
Andhra Bihar up purbanchal
Pachhuaa bi sentakatha thi
Khijle naihuaa
Aa tame tike chapu na
ମନୋରଞ୍ଜନ ସାର ସବୁବେଳେ bjp ବିରୋଧୀ ତେଣୁକରି ଆମୂଳକ ଖବର ପ୍ରକାଶ କରୁଛନ୍ତି
Au Argus kn
Sata katha kahuchha jhula sarkar😂😂😂
Tame au tama news sabu tautor bjd ra chamcha giri kari tama manka munda kama dauni
Bekar news....
Manoj babu bekar news....
Cometoindiagarment❤
2 tankia ravis kumar
Eita dharaa ta