Jibana Do Chhakire Ashara Alok Ep 437 09 NOV 2024 ମୋତେ କ'ଣ ଦେଖି ଭଲ ପାଇଥିଲୁ?

Поділитися
Вставка
  • Опубліковано 4 січ 2025

КОМЕНТАРІ • 50

  • @malisethi5688
    @malisethi5688 Місяць тому +39

    ଝିଅଟି ବହୁତ ଭଲ ଆଉ ତା voice ଟା ବହୁତ ସୁନ୍ଦର 🥰 ! ପୁଅର ଅନ୍ୟ ଆଡେ ସମ୍ପର୍କ ନିଶ୍ଚିତ ଥିବ ଜଣା ପଡ଼ୁଚି ସେଥିପାଇଁ ଧନ ଆଡେ ଆଉ ମନ ନାହିଁ !

  • @alokkumarmalikalok-vz8eg
    @alokkumarmalikalok-vz8eg Місяць тому +9

    ବହୁତ ସୁନ୍ଦର voice ମାଡାମଙ୍କର

  • @brundabanajena5094
    @brundabanajena5094 12 днів тому +2

    ବହୁତ ଭଲ ଲାଗିଲା

  • @dasarathisahu7401
    @dasarathisahu7401 12 днів тому +1

    Bahut cute voice yarr,,,,jhia ra😂😂

  • @niranjanbehura5258
    @niranjanbehura5258 Місяць тому +4

    ପ୍ରେମ ବିବାହ ରେ ସଫଳ ହେବା ସମ୍ଭବ ନୁହେଁ ଫଳା ଫଳ ବହୁତ୍ କଠିନ

  • @Surya9827-s1j
    @Surya9827-s1j Місяць тому +5

    ସୁନ୍ଦର ଚେହେରା , ଶାରୀରିକ ସୁଖ ରେ ଭଲପାଇବା ଟା ଏ ଯୁଗରେ ସିମିତ ହେଇଗଲାଣି
    କିନ୍ତୁ ମୋ ମତ ରେ ଝିଅ ଟି ଯଦି ମନରୁ ଭଲ ହେଇଥିବ ତାକୁ ଧୋକା ଦେବା କି ତା ପ୍ରତି ବେଇମାନ୍ କରିବା ଠିକ୍ ନୁହେଁ ଓ ସୁନ୍ଦର ଚେହେରା , ଶାରୀରିକ ସୁଖ ବେଶ୍ୟାଳୟ ରେ ଭି ମିଳୁଛି କାଇଁ ଗୋଟେ ଝିଅ ର ଜିବନ ସହ ଖେଳିବା

  • @Goslow3037
    @Goslow3037 Місяць тому +5

    ଝଅଟି ର ପିଲାଳୀୟମି ଏବେ ଯାଏଁ ଅଛି । ମାନ ପ୍ରାପ୍ତ ବୟସ୍କ ହାଇନି ।
    ଭାଭୂଚି ଦୁଇ ଜଣ ଭଲ ରେ ରୁହାନ୍ତୁ ।
    କିନ୍ତୁ ଭଲ ପିଲା ଟା ।

  • @satyanarayansethi3601
    @satyanarayansethi3601 Місяць тому +5

    ଭାଇ ଏତେ ସୂନ୍ଦର ଜୀବନସିଥୀ ଟିଏ ପାଇ ତମେ ତାଙ୍କୁ ଅନାଦର କରୁଛ ଏମିତି ଭଲପାଇବା ସମସ୍ତଙ୍କୁ ମିଳିନଥାଏ ..ତୁମ ସମ୍ପର୍କ ଅତୁଟ ରହୁ ଭଗବାନ ତୁମ ଦୂହିଁଙ୍କୁ ସଦା ଖୁସିରେ ରଖନ୍ତୁ 🙏🙏❤

  • @gunadharmandal3256
    @gunadharmandal3256 Місяць тому +9

    ମାଡାମ୍ ଜାଣିନି ଜେ ନୂଆ ନୂଆ ଯଉ ଗଭୀର ଭଲପାଇବା ଥାଏ, ପୁରୁଣା ହେଲା ପରେ ଭଲପାଇବା କମିଯାଏ, ଏଭଳି ସମସ୍ତଙ୍କର କ୍ଷେତ୍ରରେ ଘଟିଥାଏ।

    • @MarvelLoverNew
      @MarvelLoverNew Місяць тому +2

      Na semiti hue nahi , loka jadi kharap thibe seithi emiti haba. Mora 5 barsha bahagara. Mo sasu sasura nkara 35 years ra bahaghar. Mo jejema jeje bapa death bed parjyanta bhal pauthile . Kame nahi, bhal paiba au respect badhe. Jadi mana ra bhabana kharap thiba nahele jadi thik bhal paiba nathiba tahele kamiba.

  • @nabinsoren
    @nabinsoren 13 днів тому +2

    ପୁଅ ର ଭୁଲ ଅଛି ୧୦୦%

  • @tapannaik1563
    @tapannaik1563 5 днів тому

    ବହୁତ ଭଲ ଝିଅ...... ବହୁତ ନିରୀହ ଝିଅ..... ଭାଇ ରେ ସୁଧୁରି ଯାଅ life ରେ ନହେଲେ ବହୁତ ପସ୍ତେଇବୁ...... ଏମିତି ସ୍ତ୍ରୀ ପାଇକି ତୁ ଏମିତି ହଉଛୁ......

  • @sisirBuda-id4dp
    @sisirBuda-id4dp Місяць тому +4

    ଏ ପିଲା ବଦମାସ, ଝିଅ ଭଲ

  • @PrinceKing-m3e
    @PrinceKing-m3e 11 днів тому +1

    Bhala jodi bhagaban karantu khusi re ruha

  • @kalyanipradhan2642
    @kalyanipradhan2642 Місяць тому +9

    Didi sabu bele khusi ruha jagannath tumara mangala karantu jay jagannath

  • @akgamingffzone183
    @akgamingffzone183 Місяць тому +5

    Sabuthu silent couple and good couple till now all episodes ❤

  • @bapi2988
    @bapi2988 10 днів тому +2

    ଝିଅଟି ତୁ ଟା କରୁଚି ଭାଷା ଭଲ ଲାଗୁନି

  • @ଡିଲେଶ୍ବରଭୋଇ
    @ଡିଲେଶ୍ବରଭୋଇ 11 днів тому +1

    Nice voice

  • @ganeshpanigrahi16891
    @ganeshpanigrahi16891 Місяць тому +4

    ପୁଅ(ଧନୁ) ନିଶ୍ଚିତ ଭାବରେ ଭୁଲ ରାସ୍ତାରେ ଯାଇ'ଛି... ଝିଅ(ପାର୍ବତୀ)ଟି ଏକଦମ ଠିକ ଅଛି...

  • @motilaltudu7275
    @motilaltudu7275 Місяць тому +3

    ଏ ଟୋକା ଭାରିଚାଲାକ୍ ଅଛି

  • @BijaykumarSahoo-mx5tc
    @BijaykumarSahoo-mx5tc Місяць тому +5

    କରୁ ଯାହା କଲେ ମଧ୍ୟ ମାଇପ ତ କରିନାହିଁ କିନ୍ତୁ ଘରେ ସବୁଦିନେ ଖାଉଛନ୍ତି ପୁଣି ହୋଟେଲରେ ଖାଇବାରେ ବ୍ୟସ୍ତ ବର୍ତ୍ତମାନ ମଣିଷ ସମାଜରେ ମଣିଷ ଜୀବନରେ ଯେଉଁ ଦୁର୍ଘଟଣା ସମସ୍ୟା ହେଉଛି ତାହା ହେଲା ବର୍ତ୍ତମାନ ମଣିଷର ମାନସିକତା କୁ ଦେଖି ଆବଶ୍ୟକତା କୁ ଦେଖି ବାଲ୍ୟବିବାହ ପ୍ରଚଳିତ ହେବା ଆବଶ୍ୟକ ଲୋକମାନଙ୍କ ପାଇଁ ବେଶ୍ୟା ଳୟ ନିଶା ଳୟ ଯୋଗାଇ ଦେବା ଦରକାର ଏଭଳି ଯୋଜନା କାର୍ଯ୍ୟକାରୀ କରାଗଲେ ଭଲ ହୁଅନ୍ତା

  • @RashmitaPradhan-b3p
    @RashmitaPradhan-b3p Місяць тому +1

    Thik kahila madam

  • @gvramani4995
    @gvramani4995 Місяць тому +1

    Very good man somesh❤❤

  • @chaitanyadora7357
    @chaitanyadora7357 Місяць тому +1

    Happy🎉

  • @urmilanayak1633
    @urmilanayak1633 22 дні тому +1

    Jhia ti bahut bhala

  • @laxmidharrout8676
    @laxmidharrout8676 10 днів тому +1

    Murkha mane bicharaka asanare,jhiaku under age mane 13 barsa bele bahaheba dharuchanti kintu pua 18 barsa tenu tara kana bahabayasa heithila, kisore bayasara imature brain tenu ubhayanku samandrusti re dekhantu.

  • @SrichGiri
    @SrichGiri Місяць тому +1

    ଝିଅ ଟି ଠିକ କହୁଛି 👌

  • @SaswatiDash-t8g
    @SaswatiDash-t8g Місяць тому +1

    ମିହିର ଦାସ ସାର ଙ୍କ ପରେ କେବଳ ଏଇ ଗୋଟିକ ଭଲଲାଗିଲା

  • @ashaswain2003
    @ashaswain2003 2 дні тому

    Mun ta marijibi voice suni 😍

  • @pinturanjanswain9809
    @pinturanjanswain9809 Місяць тому +1

    Hosting କରିପାରୁନାହିଁ ଖାଲି ନିଜେ ଅଧିକା କହୁଚି ଜଜ କୁ କହିବାକୁ ଦେଉନାହିଁ

  • @RinkuRana-q8y
    @RinkuRana-q8y Місяць тому +2

    Emiti jhia bhagya re mile

  • @BijaykumarSahoo-mx5tc
    @BijaykumarSahoo-mx5tc Місяць тому +2

    ଆଉ କେହି ଅଛନ୍ତି ଏମିତି ବୟସରେ ମତେ ବିବାହ କରିବାକୁ ଚାହୁଁଛନ୍ତି ଯୋଗାଯୋଗ କରନ୍ତୁ ମୁଁ ଜମାରୁ ଛାଡିବିନି ଆଉ ସବୁ ବେଳେ ଭଲ ପାଇବି ସକାଳୁ ସଞ୍ଜ ଯାଏଁ ପ୍ୟାର୍ କରେଙ୍ଗେ ଓ କେ

    • @laxmandas9153
      @laxmandas9153 28 днів тому

      ତମେ ତାହେଲେ ନମ୍ବର ଦିଅ

    • @BijaykumarSahoo-mx5tc
      @BijaykumarSahoo-mx5tc 28 днів тому

      @laxmandas9153 ଧନ୍ୟବାଦ ବନ୍ଧୁ ଆପଣଙ୍କ ଜୀବନ ସୁଖମୟ ହେଉ ସୁରକ୍ଷିତ ରହୁ ସତରେ କ'ଣ ମୋ ପାଇଁ ଆପଣ ବିବାହ ଠିକ୍ କରିଦେବେ ମୁଁ ବିଶ୍ବାସ କରି ପାରୁନି ପ୍ଲିଜ୍ ଆପଣ ଠିକ୍ କରନ୍ତୁ କିନ୍ତୁ ମୁଁ ପୁଅ ଟା ସତ ଧନ ସଂପତ୍ତି ଜାଗା ବାଡ଼ି ନାହିଁ ମୋର ଦାଣ୍ଡ ରୁ ଆସିଲେ ହାଣ୍ଡିରେ ପଡ଼ିବ ତେଣୁ ଅବିବାହିତ ଏ ଜୀବନ ଧନ୍ୟବାଦ

  • @mamatasethi1017
    @mamatasethi1017 Місяць тому +1

    Madam puri re gote kesh achhi kouthi ku cl karibi ...

  • @prasantapattanaik537
    @prasantapattanaik537 14 днів тому +1

    A tokaa taa actually galaa taa

  • @kooking656
    @kooking656 13 днів тому +1

    Dhana aau bhala pauni

  • @parsantpanigrahy5946
    @parsantpanigrahy5946 8 днів тому

    a apisad dalam apisad bhale lagla

  • @gouttamsoren4965
    @gouttamsoren4965 Місяць тому +2

    Kiye kaha mamu puo ku baha huye. Bhai bhauni ra Prema kahani chhi chhi chhi 😠😠😠

  • @puspadhwajanahaknahak5044
    @puspadhwajanahaknahak5044 Місяць тому +1

    Jhia ta pura sidha sada.. au pua ta pura dahara

  • @anirudha9353
    @anirudha9353 Місяць тому

    Motura prabal dosha. Achi...😮😮😮

  • @BakuaMunda-l1q
    @BakuaMunda-l1q 26 днів тому +1

    Pua pura madua ta
    Mu kahu nahin ta katha bartta ru jana paduchhi

  • @sasmitamohanty1444
    @sasmitamohanty1444 9 днів тому

    Pura dalma

  • @BijayKumarRout-bw5cu
    @BijayKumarRout-bw5cu 14 днів тому

    ଭାଇକୁକେମିତିଵାହାହେଲୁ

  • @satyaprusty5614
    @satyaprusty5614 Місяць тому

    Dhanu uuummhhaaa😂😂😂😂😂

  • @ranjanpanigrahi5334
    @ranjanpanigrahi5334 10 днів тому +1

    A pua bada badmas achi