Former Odisha minister Debasis Nayak joins Congress

Поділитися
Вставка
  • Опубліковано 3 тра 2024
  • କଂଗ୍ରେସରେ ଯୋଗଦେଲେ ଦେବାଶିଷ ନାୟକ #otv #odishatv
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 509

  • @rajeshkumardutta3645
    @rajeshkumardutta3645 Місяць тому +43

    ଶଳା ticket ପାଇଁ କେତେ ତଳକୁ ଖସି ଯାଇଛନ୍ତି ନେତା ମନେ ll କିଛି ଦିନ ତଳେ ବିଜେଡି ଛାଡି କି ବିଜେପି କୁ ଗଲେ ll କହିଲେ ଅପରାଜିତା ଷଡ଼ଙ୍ଗୀ ଭାରତୀୟ ପ୍ରଶାସନ ଚାକିରୀ ଛାଡିକି ଲୋକ ମାନଙ୍କ ପାଇଁ ଲଢ଼ୁଛନ୍ତି ll ଆଜି ticket ନ ମିଳିବା ରୁ ସାଙ୍ଗେ ସାଙ୍ଗେ ରଙ୍ଗ ଚେଞ୍ଜ ll ସେଥିପାଇଁ କୁହନ୍ତି ରାଜନେତା ମନେ kuta ଠୁ ବି ହୀନ ll

    • @UpenderMalik
      @UpenderMalik Місяць тому +1

      Odisha
      Kn......??
      Ame odia .....
      Pakhala tia khaiba lagi gote rati tharu ama maa ama lagi vata re Pani dae rakhuchi
      ......naaaa vaii
      Ame kahara A mati kaha ra maa kahara ...maaa
      Maa pakha re mu tama vaii ....
      Tame mo vaii ....
      Tike pachaku fari chala ....bari Katha tike vaba.......

  • @user-po9en1mb6w
    @user-po9en1mb6w Місяць тому +45

    ସଳା ଓଡିଶାର ସବୁଠୁ ହତାସିଆ ଲୋକ

  • @prasantapattanaik862
    @prasantapattanaik862 Місяць тому +47

    ଜୀବନରେ କେହି ନିଜର ନୁହେଁ କି କେହି ପରର ନୁହେଁ। ସମସ୍ତେ ସ୍ଵାର୍ଥପର।ଘରର ହେଉ କି ଯେ କୌଣସି ସ୍ଥାନରେ ହେଉ। ସ୍ଵାର୍ଥ ସରିଗଲେ ଛାଡି ଚାଲି ଯାଆନ୍ତି।

  • @user-hx4iz2pw3q
    @user-hx4iz2pw3q Місяць тому +34

    ଦିତୀୟ ସୁର ରାଉତ

  • @narendrasahoo9891
    @narendrasahoo9891 Місяць тому +83

    ଶେଷରେ ବୁଡିଯାଉଥିବା ଡଗାଂରେ, ବସିଲୁ, ଧେତ୍ ତୋ ରାଜନୈତିକ ଜୀବନ

    • @alokbehera6545
      @alokbehera6545 Місяць тому +5

      ତମ ନିଜ ଜୀବନ ଡଙ୍ଗା ତ ବୁଡି ଗଲାଣି ଆଉ ତମେ କଂଗ୍ରେସ କଥା କଣ କହୁଚ୍ଛ।

    • @abhijitpatnaik7438
      @abhijitpatnaik7438 Місяць тому +3

      Nija ra danga be nuha . Kaha danga kejani. Congress katha chinta karani Bhai tame. Tama danga sambhala

    • @dilongamango8184
      @dilongamango8184 Місяць тому +2

      Kebe ବୁଡ଼ିବନି.... ମହା ସମୁଦ୍ର

    • @nainadaspattnaik2663
      @nainadaspattnaik2663 Місяць тому +5

      କଂଗ୍ରେସ ମହାସମୁଦ୍ର
      ଜୟ କଂଗ୍ରେସ 👍

    • @SubashSahoo-xu7ro
      @SubashSahoo-xu7ro Місяць тому

      Borajhanjia ra bopa ea. heigala. Sala BJD ru BJP tapare Congress . Aau kou dala change karibar achhi karide.

  • @nshakti1
    @nshakti1 Місяць тому +20

    ଏତେ ଭାଷଣ ଦେ ନାହିଁ କାହିଁକି ବିଜେପି ଛାଡିଲୁ କହ ??

  • @rameshnayak4936
    @rameshnayak4936 Місяць тому +13

    ଟିକେଟ ଦରକାର ଲୁଟିବା ଦରକାର ଯେଉଁ ଦଳ ରୁ ହେଉ ଏମାନେ ଯଦି ଶୋଚଟ ତାହେଲେ ଏ ଦଳ ସେ ଦଳ କାହିଁକି

  • @harekrishnaratha6376
    @harekrishnaratha6376 Місяць тому +19

    ଏବେ ଆପଣଙ୍କ ଜ୍ଞାନ ଦାନ୍ତ ବାହାରିଲା ?

  • @sarojrout9173
    @sarojrout9173 Місяць тому +7

    କଂଗ୍ରେସ ଟିକେଟ ନଦେଲେ ତାପରେ ଆପ୍ ପାଟି ଏଇ ସବୁ କ'ଣ ଚାଲିଛି

  • @bibhutiparida7565
    @bibhutiparida7565 Місяць тому +11

    ଏମିତି ହୁଏ ନାହିଁ , ଆଜି ଏ ଦଳରେ କାଲି ସେ ଦଳରେ .... । ଏ ଦଳରେ କ'ଣ ହଉଚି କେଜାଣି !! ଆତମା ସନ୍ତୋଷ ହଉଚି କି ନାହିଁ !!

  • @user-tu5cq8vc4z
    @user-tu5cq8vc4z Місяць тому +5

    ଅତି ସୁନ୍ଦର ଅତି ଚମତ୍କାର କିନ୍ତୁ ଟିକେ ଡେରିହେଇଗଲା

  • @balaramsahoo4850
    @balaramsahoo4850 Місяць тому +25

    ଦେବାଶିଷ ନାୟକ ତୁମ କୁ ବହୁତ ବହୁତ ଧନ୍ୟବାଦ, ତୁମ କୁ ଲାଜ ନାହିଁ?? ଶେଷ ରେ କଂଗ୍ରେସ କୁ ଟେକିଲୁ??

    • @ODISHAJANATAPARTY-OJP
      @ODISHAJANATAPARTY-OJP Місяць тому +1

      Kouthi tekithile bhala heithanta

    • @asteen69
      @asteen69 Місяць тому +1

      ଭାରତର ଜାତୀୟ କଂଗ୍ରେସ କୁ ନିଶ୍ଚୟ ଟେକିବ ତମର କଣ ଫାଟୁଛି କି ବୁଝିଲା ବିଜେପି ଆଉ ବିଜେଡ଼ି ର ଏକ ଛତ୍ରବାଦ ଶାସନ ସେଥିପାଇଁ ତାଙ୍କେ କଂଗ୍ରେସ କୁ ପୁଣି ଫେରି ଛନ୍ତି ଜୟ କଂଗ୍ରେସ 💪💪💪❤️❤️❤️

  • @jogeshrout3257
    @jogeshrout3257 Місяць тому +11

    ଏଣ୍ଡୁଅ ଟା, 100ଦିନ ରେ 100ରୂପ

  • @labanyamishra
    @labanyamishra Місяць тому +83

    Congress party ସହିତ କିଏ କିଏ ଅଛନ୍ତି coment କରନ୍ତୁ

  • @purusottamsethi3251
    @purusottamsethi3251 Місяць тому +9

    ଆରେ ଗୋଟିଏ ଫୁଲ ମାଳ ଦିଅ। ଟିକଟ ପାଇବ ଜିତିଲେ ଓଡ଼ିଶାର ମୂଖ୍ଯମନ୍ତ୍ରୀ ହେବ। ତମେ କଣ କରିଛ କୁହ ।

  • @user-ii8cb1vq5b
    @user-ii8cb1vq5b Місяць тому +12

    ବୁଢା କାଳେ ବାର ଦୁଆର, dhobi ka କୁତ୍ତା

  • @eaglemail4046
    @eaglemail4046 Місяць тому +7

    ଭଲ ହେଲା ଆପଣ ପୁରୀ ଲୋକ ସେବା
    ସାଂସଦ ପ୍ରାର୍ଥୀ ହୁଅନ୍ତୁ

  • @Hajjwnns
    @Hajjwnns Місяць тому +3

    Ticket ତ ମିଳିବନି ଆଉ ପଛରେ ରହି ପେଳ ଟେକା ଟେକି କରିବ

  • @user-ii8cb1vq5b
    @user-ii8cb1vq5b Місяць тому +36

    ତୁମକୁ ଲଜ୍ୟା ଲାଗିବା କଥା, ବେସରମ

    • @debarajsamantasinghar5789
      @debarajsamantasinghar5789 Місяць тому

      Kan paiin

    • @debarajsamantasinghar5789
      @debarajsamantasinghar5789 Місяць тому

      Tike explain kara

    • @santoshkumarbehera6448
      @santoshkumarbehera6448 Місяць тому

      ​@@debarajsamantasinghar5789ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢେଇ କରିପାରିଥାନ୍ତେ. ନିଜର ଦମ ନାହିଁ ଲଢ଼ିବାର ଏ ଘର ସେ ଘର ହଉଛି ୟେ 🫵

  • @shankarjhodia5181
    @shankarjhodia5181 Місяць тому +31

    ତୁ ଏକ ବଡ଼ ବ୍ରଷ୍ଟଛାର, ତୁ କାହାକୁ କଣ କହିବୁ। ଗାଁ ବୁଲା କୁକୁର ।

  • @debabratasahoo2415
    @debabratasahoo2415 Місяць тому +12

    AAP re misibu au 2 dina pare

  • @souravmishra2048
    @souravmishra2048 Місяць тому +11

    Sisupala heigala bichara ta ahuri biju babu oo NP ra guna gana karu😂

    • @sujitkumarmohanty243
      @sujitkumarmohanty243 Місяць тому +1

      ଭୁଲ୍ କହିଲେ ଆଜ୍ଞା ଶ୍ରିଖଣ୍ଡି ନୁହେଁ ଶିଶୁପାଳ ହେଇଗଲେ ଦେବାଶିଷ ବାବୁ😂😅😅

  • @prasantapattanaik862
    @prasantapattanaik862 Місяць тому +12

    ଆଗରୁ ଜାଣି ନ ଥିଲେ କଂଗ୍ରେସ ବାବଦରେ ଆଜି କାହିଁକି କହୁଛନ୍ତି।

    • @sanghamitradas371
      @sanghamitradas371 Місяць тому +1

      Aji story padhile congress re aji hi join karile

  • @user-wn9ny2pb5n
    @user-wn9ny2pb5n Місяць тому +7

    କମୁନିଷ୍ଟ ଦଲ କୁ କେବେ?

  • @prasanjitnanda9637
    @prasanjitnanda9637 Місяць тому +23

    ବହୁରୂପୀ ଏଣ୍ଡୁଅ...

    • @brinda9513
      @brinda9513 Місяць тому

      सुपरसोनिक पलटूजेट🤔।

  • @manojbehera4792
    @manojbehera4792 Місяць тому +5

    This person is purely Bahurupi

  • @darlingmadhab8818
    @darlingmadhab8818 Місяць тому +20

    ବେହିଆ ମୁହଁ 🤣🤣

  • @shibabehera3702
    @shibabehera3702 Місяць тому +12

    କାଲି ବିଜେପି ର ଗୁଣ ଗାଉଥିଲା, ଟିକେଟ ମିଳିଲା ନି କଂଗ୍ରେସ କୁ ଆସି ଗୁଣ ଗାଉଛି, out dated leader

  • @chittaranjansahu8113
    @chittaranjansahu8113 Місяць тому +13

    ଏବେ ଭାଗ୍ୟ ବଦଳି ଯିବ

  • @shashankapurohit4372
    @shashankapurohit4372 Місяць тому +3

    ତୋର ଦେହରେ ଲଜ୍ଜା ନାଇଁ, ନହେଲେ ଏମିତି, ଦିନରେ, ବସନ୍ତ ଆଉ ରାତିରେ ବାସନ୍ତୀ, ଟିକଟ ପାଇଁ କେତେ ନାଟ.

  • @user-yb2jl8fe2u
    @user-yb2jl8fe2u Місяць тому

    ଅନେକ ଅନେକ ଶୁଭେଛା ଓ ଅଭିନନ୍ଦନ,ଆପଣଙ୍କୁ
    ଧନ୍ୟବାଦ

  • @dhamirona8662
    @dhamirona8662 Місяць тому +2

    ବରୀ ରୁ ଦେବାଶିଷ ଙ୍କୁ କାହିଁକି ଟିକେଟ ଦେଲେନାହିଁ ବିଜେପି ସବୁଠାରୁ ଆଶ୍ଚର୍ଯ୍ୟ କଲା ସେମିତି ଘସିପୁରା ରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ମଧ୍ଯ ଟିକେଟ ନ ଦେବା ଅଶ୍ଚର୍ୟ କରିଛି

  • @Only_fun_with-saroj_7654
    @Only_fun_with-saroj_7654 Місяць тому +3

    ଆକୁ ଖାଲି ଟିକେଟ ଦରକାର ଆଉ ଚଉକି ଏ ଲୋକ ପାଇଁ କି ବାଳ କାମ କରିବ 😅

  • @jitendrasahoo3275
    @jitendrasahoo3275 Місяць тому +5

    Nayak Babu nka rajaniti mati hoigala

  • @Hajjwnns
    @Hajjwnns Місяць тому +3

    ଏ ବହୁରୂପୀ ଏଣ୍ଡୁଅ election ପୂର୍ବରୁ ସବୁ ପାର୍ଟି ରେ ବେକରେ ପତାକା ମାଳ ପକେଇ ସାରିଥିବ,

  • @biswajitparida9546
    @biswajitparida9546 Місяць тому +6

    A sola ta churo

  • @BijayKumar-xe2wq
    @BijayKumar-xe2wq Місяць тому +5

    sir .ticket niauntu

  • @shibaprasadnath827
    @shibaprasadnath827 Місяць тому +1

    हार्दिक बधाई✌✌

  • @sanatkumar3113
    @sanatkumar3113 Місяць тому +1

    ଆଉ ଦୁଇ ଦିନ ପରେ କାର ଚିହ୍ନ ରେ ଥିବ।

  • @nuclearmislle2750
    @nuclearmislle2750 Місяць тому

    ଏଥର ପରିବର୍ତ୍ତନ ର ସମୟ ଜୟ କଂଗ୍ରେସ୍,

  • @p.bhabanisankar625
    @p.bhabanisankar625 Місяць тому +1

    ବୁଲେଇ ବାଙ୍କି କହିବା କ'ଣ ଦରକାର, ସିଧା କହିବ କଂଗ୍ରେସ କୁ ନେତା ମିଳୁ ନାହାଁନ୍ତି, ତମକୁ ଟିକେଟ। ସଚ୍ଚା ଲୋକ ହେଇଥିବ ତ ନିର୍ବାଚନ ନ ଲଢି କଂଗ୍ରେସ ରେ ରୁହତ ଦେଖି। ବେଶ୍ୟା ନିଜକୁ କୁମାରୀ କହିବା ଯାହା ରାଜନେତା ନିଜକୁ ଭ୍ରଷ୍ଟହୀନ କହିବା ତାହା । ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଦେଶ ପାଇଁ ଦେଶ ପାଇଁ ରକ୍ତ ଦେବା କଥା କହିଲ, ହେଲେ ତମ ବୁନିଆଦ ରାଜ୍ୟ ପାଇଁ କେତେ ରକ୍ତ ଦେଇଛି। ବରଂ ଇଡି, ସିବିଆଇ କହିବେ ତମେ କତେ ରାଜ୍ୟ ର ରକ୍ତ ଶୋଷିଛ। ଦଳ ଡିଆଁ ଗୁଡାକ ଗୋତ୍ରମାରୁ। ଆଇନ୍ ଆସିବା ଦରକାର ନେତା ମାନେ ସେମାନଙ୍କ ଜୀବନ କାଳ ଭିତରେ କେବଳ ଗୋଟିଏ ଦଳର ପ୍ରତିନିଧିତ୍ବ କରିପାରିବେ। ତେବେ ଯାଇ ଆଜ୍ କା ଲଣ୍ଡା ସର୍ ମେ ଜଟା ଗୁଡାକଙ୍କ ମନ ନୀତିହୀନ ରାଜନୀତିକୁ ପେଶା କରିବେ ନାହିଁ।

  • @user-it4dx8lv2w
    @user-it4dx8lv2w Місяць тому +3

    Khel 100 100re

  • @GopalTudu-hi2dl
    @GopalTudu-hi2dl Місяць тому +2

    Siye congress re bi rahibani.

  • @maharananaresh-rn7nj
    @maharananaresh-rn7nj Місяць тому

    Sir ଙ୍କର୍ ରାଜନୈତିକ ଜୀବନ ଏଠାରୁ ଶେଷ,,,, ଆସନ ଲୋଭି,,,

  • @subhnilcreation2610
    @subhnilcreation2610 Місяць тому +2

    Dhanya dhanya tama raajaniti

  • @rajeshkumarjena1822
    @rajeshkumarjena1822 Місяць тому

    ସାର୍ ଆପଣ ଯେଉଁଠକୁ ଗଲେ ବି ଆମ ଭୋଟ ଆପଣଙ୍କୁ

  • @dibyaranjan3454
    @dibyaranjan3454 Місяць тому +1

    ତର ଅଖାନାଇକି ବିରି ନାଇ, ତୁ ବିଜେପିରେ ମିଶୁମିଶୁ କାନ୍ଦିପକେଇଲୁ, ତତେ ନବୀନା ରଖିପାରିଲାନି ବୋଲି କେତେକଥା କହିପକେଇଥିଲୁ,ଟିକେଟ ଦେବାନଦେବା କିଛି ଡିଲ୍ କରିକି ଆସି ନଥିଲୁ ବୋଲି କହୁଥିଲୁ ପୁଣି ଟିକେଟ ନମିଳିଲା ବୋଲି ଏତେ ରାଗ। ତୁ ଏବେ କହୁଚୁ ସେମାନେ ତତେ ଡାକିଲେ ଟିକେଟ ଦେଲେନି, ପୁଣି କଂଗ୍ରେସ୍ ଟିକେଟ୍ ନଦେଲେ କହିବୁ କଂଗ୍ରେସ୍ ଡାକିଥିଲା ମୋର ଇଛା ନଥିଲା।ଭାଇ ରେ ତୁ ଚୁପ୍ ହେଇକି ବସ୍। ଆଜି ଯେତେସବୁ ବିଜେଡି ନେତା ଦଳ ଛାଡିଛନ୍ତି କି ତଣ୍ଟିଆ ମାରି କାଢି ଦିଆଯାଇଛି, ସେମାନଙ୍କ ପାଇଁ ସ୍କୁଲ୍ ସମୟରେ ପଢା ଯାଇଥିବା କୃଷ୍ଣ ସର୍ପ ଏବଂ ବେଙ୍ଗ କଥା ମନେପଡିଯାଉଛି। କୁଅରେ ଥିବା ବେଙ୍ଗ ମାନଙ୍କୁ ପାନେ ଦେବ ବୋଲି ବୁଢା ବେଙ୍ଗ ଏକ ସର୍ପ କୁ କୂଅ ଭିତରକୁ ଆଣିଥିଲା ତା ପରେ ବୁଢା ବେଙ୍ଗ ର ଯାହା ଅବସ୍ତା ହେଇଥିଲା ସମସ୍ତେ ଜାଣିଥିବେ।ତେଣୁ ଆଜି ପୁରୁଣା ବିଜେଡି ନେତା ମାନଙ୍କର ସେଇଭଳି ଅବସ୍ତା ହେଇଛି। ବିଜୟମହାପାତ୍ର କୁ କାଢିଲା ବେଳେ ଯଦି ସମସ୍ତେ ମିଶି କଡା ବିରୋଧ କରିଥାନ୍ତ ଆଜି ତମ ସମସ୍ତଙ୍କୁ ଏଇ ଅବସ୍ଥା ଦେଖିବାକୁ ପଡିନଥାନ୍ତା, ସେତେବେଳେ ନବୀନ କୁ ଡରି ନିଜ ଚେୟାର ଖଣ୍ଡିକ ପାଇଁ କେହି ହେଲେବି ପାଟି ଖୋଲି ନଥିଲ, ଓଲୋଟି କହିଲ ଏଇଟା ବିଜୟ ବାବୁଙ୍କ ବ୍ୟକ୍ତିଗତ କଥା। ଆରେ ବିଜୟ ବାବୁ ଦଳ ଗଢିବାରେ ମୁଖ୍ୟ ଭୂମିକାଥିଲା , ସେ ଭଳି ଲୋକକୁ ଯଦି କୂଚକ୍ର କରି କାଢିଦେଲା, ଆଉ ତମେ ସବୁ କୋଉ ବାଳର ଯେ ତମକୁ ରଖିଥାନ୍ତା। ତମେ ସବୁ ଆଜି ତମ କୁର୍ତ୍ତ କର୍ମ ର ଫଳ ଭୋଗୁଛ।ଯେମିତି କରିଛ ସେମିତି ଭୋଗୁଛ କିଏ କଣ କରିପାରିବ???

  • @user-pm7wm4zg2x
    @user-pm7wm4zg2x Місяць тому

    Welcom your joining is very prominet

  • @bisumahapatra4280
    @bisumahapatra4280 Місяць тому

    ଭାଇନା ଆମ ଆଦମୀ ପାର୍ଟି ରେ କେବେ join କରୁଛ

  • @satyabratasahoo2577
    @satyabratasahoo2577 Місяць тому

    ଭାରତର ଲୋକ ମାନେ ସେ ସମୟରେ କିଛି ବୁଝୁ ନଥିଲେ ଖାଲି ଘରେ ଖାଇବା ପାଇଁ ଅଛି ତ ସବୁ ଅଛି କହୁଥିଲେ , ସେଥିପାଇଁ ସେ ସମୟରେ ଲୋକ ମାନେ .... ପାଟିକୁ ଭୋଟ ଦେଇ ଦେଉଥିଲେ, ଏବେ ଲୋକ ମାନେ ବହୁତ ବୁଝିସୁଜି ଭୋଟ ଦେଉଛନ୍ତି, ସେଥିପାଇଁ ତ ଦେଶର ବିକାଶ ହେଉଛି ଆଗକୁ ବି guarantee କୁ ବିଶ୍ୱାସ କରନ୍ତି (ଜୟ‌ ଜଗନ୍ନାଥ)

  • @sibanarayanpanda-fx6fb
    @sibanarayanpanda-fx6fb Місяць тому

    Thank you Bhai Welcome the best Please take care Save Congress

  • @laxminarayanpanda1427
    @laxminarayanpanda1427 Місяць тому +1

    ରଙ୍ଗ ବଦଳାଏ ଏଣ୍ଡୁଅ

  • @Hajjwnns
    @Hajjwnns Місяць тому +1

    Last option କଂଗ୍ରେସ ପାର୍ଟି

  • @biswamohan5454
    @biswamohan5454 Місяць тому

    ଜେଉ ମାନଙ୍କର ଧଜୀୟ ନାହିଁ ସବୁବେଳେ ବଡ଼ ଆସ ସେମାନଙ୍କ ପାଖରେ ପରିଚୟ ଧୀରେ ଧୀରେ କମି ଯାଏ

  • @rajanakumaerpradhanrkpradh6029
    @rajanakumaerpradhanrkpradh6029 Місяць тому

    Good news sir kandhaml

  • @AjaykumarPanda-fz6gq
    @AjaykumarPanda-fz6gq Місяць тому

    Tumaku dhanyabad

  • @koumodipanigrahi72
    @koumodipanigrahi72 Місяць тому

    ହାତ ଚି଼ହ୍ନରେ ଭୋଟ ଦେଇ ଆପଣଙ୍କର ରାଜ୍ୟର ସ୍ୱାଭିମାନ ରକ୍ଷା କରନ୍ତୁ l

  • @rajkishorenayak4031
    @rajkishorenayak4031 Місяць тому

    କଂଗେସ କୁ ଆସି ଥିବାରୁ ବହୁତ ଶୁଭେଛା

  • @sarojakanta4907
    @sarojakanta4907 Місяць тому +2

    Jaicongress

  • @prabahatheflow8042
    @prabahatheflow8042 Місяць тому

    ଏଇକଥା ଆଉ ଟିକିଏ ଆଗରୁ କହିଥିଲେ ଭଲ ହୋଇନଥାନ୍ତା କି?

  • @sudhannabag9839
    @sudhannabag9839 Місяць тому

    ଆପଣ ମାନଙ୍କ ପାଇଁ ଆଜି ରାଜନୀତି ବର୍ବଆତ ହେବାକୁ ଯାଉଛି

  • @laxmidharpal5552
    @laxmidharpal5552 Місяць тому +1

    Rajib Gandhi sent Atalji foreign for ailment .

  • @SuvasmitaRoutroy
    @SuvasmitaRoutroy Місяць тому +1

    Welcome debasish babu

  • @user-ke3fv4hl8f
    @user-ke3fv4hl8f Місяць тому +1

    Good news for Congress party odisha Congress party

  • @gokulmeher6168
    @gokulmeher6168 Місяць тому

    ଯିଏ ଯେତେ ଦଳ ବଦଳ କରିବ ସେ ସେତିକି ବଡ଼ ନେତା ଧନ୍ୟ ରାଜନୈତିକ ଦଳ ଓ ପଦାଧିକାରୀ।

  • @Sambhunathdas
    @Sambhunathdas Місяць тому

    ଧିକ୍ ଆପଣଙ୍କ ରାଜନୀତିକୁ

  • @jituchiku8449
    @jituchiku8449 Місяць тому

    Yesss❤

  • @adityamohapatravlogs09090
    @adityamohapatravlogs09090 Місяць тому

    Bhagat singh, shukdev, rajgur, chandrasekhar azad ye samasta nka na sunichanty??

  • @user-vy4by8ib9w
    @user-vy4by8ib9w Місяць тому

    ଆରେ ହେ '''''’'’''''''''''''''''’😢😢😢😢😢😢😢😢😢😢😢କଣ ଇଏ ରେ

  • @ASHOK-yq9xw
    @ASHOK-yq9xw Місяць тому +1

    Congratulations

  • @rajeshkumarjena1822
    @rajeshkumarjena1822 Місяць тому

    କଂଗ୍ରେସ ଆମକୁ ସ୍ବାଧିନତା ଦେଇଛି

  • @Cricketoutbreak
    @Cricketoutbreak Місяць тому

    debshish ନାୟକ ଗୋଟେ season ରେ ତିନିଟା ଦଳ ରେ ସ୍ୱାଦ ଚାଖିଦେଲେ..ବାଃ କି ନେତା ଆମର..ସମସ୍ତ ଙ୍କ କେବଳ ନିଜ ଚିନ୍ତା..

  • @g.rmahapatra4850
    @g.rmahapatra4850 Місяць тому

    ରାଜୀବ ଗାନ୍ଧୀ, ମହାତ୍ମା ଗାନ୍ଧୀ ଆଉ ଇନ୍ଦିରାଗାନ୍ଧୀ ସାହ ରାହୁଲ ଗାନ୍ଧୀ ଆଉ ସୋନିଆ ଗାନ୍ଧୀ କୁ କଣ ପାଇଁ ଯୋଡୁଛି କାରଣ ଗୋଟିଏ ବଂଶରେ ଜନ୍ମ ନେଇ ରାବଣ ଆଉ ବିଭୀଷଣ କଣ ସମାନ ଥିଲେ କି, ତମେ ହେଲ ହତାଶିଆ ନେତା

  • @nimaisahoo2329
    @nimaisahoo2329 Місяць тому

    Very nice

  • @ratikantagahan3409
    @ratikantagahan3409 Місяць тому

    ସତରେ ଦଳ ପରିବର୍ତନ ସହିତ, କଥା ବି change!!

  • @Swagat_Ranjan_talks
    @Swagat_Ranjan_talks Місяць тому

    Ticket ପାଇଁ କୁଛ ଭି କରେଗା 😃😃

  • @mangalsingmarndi2102
    @mangalsingmarndi2102 Місяць тому

    Good 😊

  • @143Bikram
    @143Bikram Місяць тому

    ସାର୍ ଏବେ ଆପଣ ବରିରେ ଆରତୀ ଦେଓ ଙ୍କୁ ଏବଂ କଂଗ୍ରେସ୍ କୁ ସପୋର୍ଟ କରି ଜିତାନ୍ତୁ .

  • @user-ki1zg6pz6x
    @user-ki1zg6pz6x Місяць тому

    ଜୟ କଂଗ୍ରେସ ❤️❤️❤️

  • @laxmidharsahoo8344
    @laxmidharsahoo8344 Місяць тому

    ଏଇଟା କେତେ ସ୍ୱାର୍ଥପର ଯେ କେତେ ଦଳ ବଦଳ କରୁଛି, ଅମାନତ ରହିବନି ଏ ପାଗଳ ର, ୟେ କେବେ ଆଉ ବିଧାସଭା କୁ ଯାଇ ପାରିବ ନାହିଁ,

  • @pramoddash5937
    @pramoddash5937 Місяць тому +2

    Debasish babu rajaniti re tini panji ru gala.Dhik tama rajaniti.

  • @Cricketoutbreak
    @Cricketoutbreak Місяць тому

    କେତେ ଦିନ କଂଗ୍ରେସ ରେ ରହିବ ସେଇ କଥା ଭାବିଛନ୍ତି କି ନାହିଁ କେଜାଣି

  • @gyanendranarayanpanda5107
    @gyanendranarayanpanda5107 Місяць тому

    Eita final na....au kouthiki jibar achhi 😮

  • @jtvodiaentertainment5879
    @jtvodiaentertainment5879 Місяць тому

    ପୁରୀ ଲୋକସଭା ନା ବରୀ ବିଧାନ ସଭା

  • @jitbahansing4348
    @jitbahansing4348 Місяць тому

    Thik jagare thik time re pohonchichhanti. Wow😂😂 manigoli ଆଜ୍ଞା

  • @uttammurmu8193
    @uttammurmu8193 Місяць тому

    Jete kahile kana heba...?..?..

  • @user-ib9ch8kw8t
    @user-ib9ch8kw8t Місяць тому +1

    ବାୟା 😂

  • @narayanparida5469
    @narayanparida5469 Місяць тому

    ସବୁଠାରୁ ବେଲଜ୍ଯା ନେତା ମାସକ ମଧ୍ଯରେ ତିନି ଦଳ । କଂଗ୍ରେସରୁ ଟିକେଟ ନପାଇଲେ ? ଭୁଲ୍ କହିଲି ପୁରୀ ଲୋକସଭା ସିଟ୍ ଖାଲି ହେଇଗଲା । ସେଇଠୁ ଲଢ ଭଲ ହେବ । ଜନସାଧାରଣଙ୍କୁ ହିଞଡା ଭାବିଛ । ସ୍ବାର୍ଥ ପର ଦଳଡିଆଁଙ୍କୁ ସମୁଚିତ ଶିକ୍ଷା ଦେବେ ଭୋଟରେ ଅପେକ୍ଷା କର , ଦେଖ ।

  • @JyotiranjanBiswal-ws6sq
    @JyotiranjanBiswal-ws6sq Місяць тому

    Congratulations sir

  • @mrs7346
    @mrs7346 Місяць тому

    Original ଘଇତା -ବିଜେଡି, ଅଢେଇଦିନର ଘଇତା -ବିଜେପି ଆଉ ଏବେ temporary ଘଇତା - କଂଗ୍ରେସ 😂😂🤓🤓🤓🤓🤓

  • @barifoods5730
    @barifoods5730 Місяць тому

    Ticket.milithile comfortable haithanta

  • @BatakrushnaSwain-hj8qr
    @BatakrushnaSwain-hj8qr Місяць тому

    ଏମିତି ଦଳ ଡିଆଁ ନେତାଙ୍କୁ କେବେ ଦେଖିଛନ୍ତି କି? ଲଜ୍ଜା।

  • @Debendrdeuri
    @Debendrdeuri Місяць тому

    ଥରେ ରାଜନୀତି ରେ ଜିତିଲେ ହାରିବା କାହାରି ଇଚ୍ଛା ନୁହଁ, ଘର ବଙ୍ଗଳା ଗାଡ଼ି ଦରମା ଓଓ କି କଷ୍ଟ
    ଚଳିବା ମୁସ୍କିଲ ତେଣୁ କଳବଳେ କୌଶଳେ ଚେଷ୍ଟା ଜାରି ରହିଛି

  • @kahnumallick1967
    @kahnumallick1967 Місяць тому

    Ticket ଶୀଘ୍ର କଂଗ୍ରେସ ଦଳରୁ ଦେଇଦିଅ, ନ ହେଲେ, ଆପ bsp କି ଅନ୍ୟ ଦଳକୁ ପଳେଇବ,

  • @kamallochanpadhi3582
    @kamallochanpadhi3582 Місяць тому

    Indira gandhi time re .. emergency declare hoithila ..why not saying ..
    Where is democracy

  • @drpremsagar
    @drpremsagar Місяць тому

    300ml insulin?? Seita insulin na aska 40 na thumps up

  • @user-vh6ib4qe1d
    @user-vh6ib4qe1d Місяць тому

    ଦେବାଶିଷ ବାବୁ ଲୋକ ନାକରେ କାଠି ଗେଞ୍ଜି ହସୁଛନ୍ତି। କ୍ଷମତା ପାଇଁ ଲୋକ କଣ୍ ଏତେ ତଳକୁ ଯାଇପାରେ ।

  • @nukunjbbsahu620
    @nukunjbbsahu620 Місяць тому

    ଜୟ କଂଗ୍ରେସ

  • @ChittaranjanDalai-rn6hi
    @ChittaranjanDalai-rn6hi Місяць тому

    ଏଥିରେ ନିଶ୍ଚୟ ଟିକେଟ ମିଳିଯିବ। କାହିଁକି ନା ୫୦ହଜାର ନିର୍ବାଚନୀ ଖର୍ଚ୍ଚ ଡିପୋଜିଟ
    କରିବାକୁ ପଡ଼ିବ। ଏଇଏଟା ଆପଣଙ୍କ ପାଖରେ ବେଶି କିଛି ନୁହେଁ। ଧନ୍ୟରେ ରାଜନୀତି ।

  • @gourangakar4729
    @gourangakar4729 Місяць тому

    ଦେବାଶିଷ ନାୟକ ଦୁଇ ମାସରେ ତିନୋଟି ଦଳ। ରାଜନୀତିକ ମୃତ୍ୟୁ ନୁହେଁ ତ।