ହୁଳହୁଳି ଗଣ୍ଡ // ଭଗବାନପୁର // ଗଞ୍ଜାମ // Hulahuli Ganda // Bhagabanapura // Ganjam // Odisha //
Вставка
- Опубліковано 4 лют 2025
- #Dasharathi_Creations
#ପ୍ରଭୁ_ଶ୍ରୀ_ରାମଚନ୍ଦ୍ର_ଙ୍କ_ଦ୍ୱାରା_ସ୍ଥାପିତ_ଶୈବ_ଦେବ_ସ୍ଥଳ
#Best_Visiting_Place
#Picnic_Spot
#Hulahuli_Ganda
#Bhagaban_Pur
#Ganjam
#Odisha
ନମସ୍କାର ଦର୍ଶକ ବନ୍ଧୁ 🙏🙏🙏🙏🙏
ମୁଁ ଦାଶରଥି, ଆସା କରୁଛି ଆମର ଏହି ଭିଡିଓ ଟି ଆପଣମାନଙ୍କୁ ଭଲ ଲାଗିବ,
ଆମ ଭିଡ଼ିଓ ଟିକୁ Like,Comment, Share ନିଶ୍ଚିତ କରିବେ
ଏମିତି ନୂଆ ନୂଆ ଦର୍ଶନୀୟ ସ୍ଥାନ ଦେଖିବା ପାଇଁ ଦୟାକରି ଆମ ଚ୍ୟାନେଲ୍ ଟିକୁ Subscribe କରନ୍ତୁ
ଆମ ଭିଡ଼ିଓ Facebook ରେ ଦେଖିବା ପାଇଁ ଦୟାକରି ଆମ Facebook Pages
Dasharathi Creations କୁ Follow କରନ୍ତୁ
ଜୟ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ
ଭଗବାନ ଶ୍ରୀରାମଙ୍କର ପାଦ ଚିହ୍ନ ଭଲଭାବରେ ଚିହ୍ନଟ କଲେ ଭଲ ହୁଅନ୍ତା
ଧନ୍ୟବାଦ୍ ଭାଇ
Good..
Bhai
ଧନ୍ୟବାଦ୍ ଭାଇ 🙏🙏🙏
ପ୍ରାକୃତିକ ପରିବେଶରେ ଅବସ୍ଥିତ ହୋଇଥିବାରୁ ଜାଗା ଟି ମନୋରମ ହୋଇଛି।
🙏
Dhanyabad 🙏🙏🙏
जय श्री जगन्नाथ
Jay Jagannath swamy
Bhout ଭଲ
ଧନ୍ୟବାଦ୍ ଭାଇ
Jaga name huluhula Ganda at bhagaban pur sorada gm
Jou Bhai Mane Barsha sijan re Asibe Nadi bhitara ku jaantu nahi
ବ୍ରହ୍ମପୁର ଠାରୁ କେତେ ବାଟ ବା କେତେ କିଲୋମିଟର ?
ଆଜ୍ଞା 100 km ଭିତରେ ହେବ, ସୋରଡା ରୁ ଦାରିଙ୍ଗିବାଡ଼ି ମଝିରେ :-
ସୋରଡ଼ା ର ମା କନ୍ଧୁଣି ଦେବି,ମା ଖୁଣ୍ଟେଶ୍ୱରି, ସୋରଡା ପାର୍କ, ସୋରଡ଼ା ଡ୍ୟାମ, ବିଜୁ ପଟନାୟକଙ୍କ ପିକ୍ନିକ୍ ସ୍ପଟ୍ ଓ ଅନ୍ୟ କିଛି ମନ୍ଦିର
ସୋରଡ଼ା ରୁ ଦାରିଙ୍ଗବାଡି ରାସ୍ତା ରେ ଗୋଟେ ଗାଁ ଅଛି ଅସୁରେଇ ବନ୍ଧ, ସେଠୁ କିଛି ଦୂର ଗଲା ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କ ଦ୍ୱାରା ସ୍ଥାପିତ ଦେବ ସ୍ଥଳ ହୁଳହୁଳି ଗଣ୍ଡ ଅବସ୍ଥିତ, ( ଭଗବାନ ପୁର ) ଓ ମା କନ୍ଧୁଣି ଦେବି ଙ୍କ ପିଠ ସ୍ଥଳି ରହିଛି,
ତା ସହ ରାମନାମବାଡି ଗ୍ରାମରେ ବାବା ଜଜ୍ଞେଶ୍ୱର ଙ୍କ ଦେବ ସ୍ଥଳ ଅବସ୍ଥିତ, ରାମନରାମନାମବାଡି ଜଳ ପ୍ରପାତ ଅବସ୍ଥିତ
ସବୁ ଭିଡିଓ ଆମ ଚ୍ୟାନେଲ୍ ରେ ଅପଲୋଡ୍ ହୋଇଛି ଦେଖନ୍ତୁ 🙏🙏🙏🙏
ଆମ ଚ୍ୟାନେଲ୍ ଟିକୁ Subscribe କରନ୍ତୁ ଓ ଭିଡ଼ିଓ ଗୁଡାକ Share କରନ୍ତୁ
Very good video and nice place.Kichi phone no.diantu
Kaha no darakara ?
Apanon Karo nahi ta kau hotel ra.For tourists of Ctc.or Kolkata
@@priyankabanerjee8287 ମୁଁ ବର୍ତମାନ ଯେଉଁ ଜାଗା ରେ ରହୁଛି ଏଠି network ନାହି,
ମୋ ଚ୍ୟାନେଲ୍ ର About ରେ Facebook, Instagram,,,,,, ଲିଙ୍କ୍ ଦେଇଛି Hii ଲେଖି ଆପଣଙ୍କ ମୋବାଇଲ ନଂ ଦିଅନ୍ତୁ ମୁଁ network କୁ ଗଲେ ନିଶ୍ଚୟ call କରିବି,,
ଜୟ ଜଗନ୍ନାଥ
🙏
ହୃଦୟରୁ ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା 🙏🙏🙏