'ବିଜେଡିକୁ ଜିତାଉଛି ବିଜେପି' | Odisha Reporter

Поділитися
Вставка
  • Опубліковано 29 бер 2022
  • ମାସେ ମଧ୍ୟରେ ରାଜ୍ୟ ବିଜେପି ସଙ୍ଗଠନରେ ଅଦଳବଦଳ ହେବ। 2024 ପାଇଁ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ। ନୂଆ ନେତୃତ୍ୱଙ୍କୁ ନେଇ ଦଳ ଲଢିବ ଆଉ ସଫଳ ହେବ। ଓଡିଶାର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇ ପାରୁ ନାହାନ୍ତି ନେତା। ଏବେ ଏହା ଦୂର ହେବ। ବିଜେଡିକୁ ବିଜେପି ଜିତାଉଛି। ଉଭୟ ମିଳିମିଶି ଚାଲୁଛନ୍ତି ବୋଲି ସାଧାରଣରେ ଧାରଣା ହୋଇଛି ଆଉ ତାହା ମଧ୍ୟ ସତ। ମଝିରେ ବଝିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ବିଜେପି ପାଇଁ ମହଙ୍ଗା ହେଉଛି। ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ଦଳ ଏକାଠି ହୋଇ ଲଢି ନଥିବାରୁ ପରାଜୟ ସ୍ୱୀକାର କଲା। ଏନେଇ ଦେଖନ୍ତୁ ଏଥରର ଖାସ୍‌ କଥାରେ 'ବିଜେଡିକୁ ଜିତାଉଛି ବିଜେପି'
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #Election #OdishaPolitics #KhasKatha #PanchayatElection

КОМЕНТАРІ • 108

  • @manoranjanpanda5536
    @manoranjanpanda5536 6 місяців тому +4

    ଓଡିଶାରେ ମଦୁଆ ରାଜନିତୀ ଚାଲିଛି, ଏ ମଦୁଆ ରାଜନିତୀ ହଟାଇଵା ଦରକାର, ଜୟ ଜଗନ୍ନାଥ,

  • @biswanathbarik8943
    @biswanathbarik8943 4 місяці тому

    ଆପଣଙ୍କ ମତ୍ତା ମତ୍ତ ଓଡିଶା ବାସୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରେ

  • @user-fq5gb9ep9e
    @user-fq5gb9ep9e 5 місяців тому +1

    ଏକଦମ ଠିକି ।

  • @Mamamantu37
    @Mamamantu37 Рік тому +2

    Sir
    Right katha kahuchhanti

  • @sibaramsabat6783
    @sibaramsabat6783 5 місяців тому

    2024ରେଓଡିଶା ବାସି ଅଣ ଓଡ଼ିଆ ଶାସନର ଅନ୍ତ ର ବିକଳ୍ପ ବାଛି ବେ ସେ କଂଗ୍ରେସ ହେଉ କି ବିଜେପି

  • @ashwinisahu6584
    @ashwinisahu6584 Рік тому +2

    Very nice annalysis bhai

  • @manoranjan647
    @manoranjan647 Рік тому

    ଯେଉଁ ରାଜନୀତିପାର୍ଟି ହେଉ ଯଦି ତାଙ୍କ ଦଳରେ କାହାକୁ ମୁଖ୍ୟମନ୍ତ୍ରୀ ପଦ ଦେବାପାଇଁ ଚିନ୍ତା କରିଛନ୍ତି।ସେନେଇ ଆଗରୁ ଓଡିଶା ବାସୀଙ୍କୁ ସୂଚନା ଦେବା ଦରକାର।ତେବେ ଯାଇ ଭୋଟ ସମୟରେ ଲୋକେ ଚିନ୍ତା କରି ଭୋଟ ଦେବେ।

  • @RamuRamu-cr2js
    @RamuRamu-cr2js Рік тому +2

    BJP ଯୋଗୁଁ ଏକ ନମ୍ବର ନବୀନ ସରକାର ଜିତୁଛି ଏହାର ମୁଖ୍ୟ କାରଣ

  • @abhimanyurout4574
    @abhimanyurout4574 Рік тому

    ତୁରନ୍ତ,ବିଜେପି,ନେତ୍ରୃତ,ବଦଳାବାଦରକାର,,ମୋଦିଜୀକୁ,ଓଡ଼ିଶା ବାସୀଙ୍କ, ଅନୁରୋଧ

  • @pkpanda1371
    @pkpanda1371 2 роки тому

    ମୂଖ୍ୟ ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଠିକ୍ କରିଛନ୍ତି । ଖାରବେଳ ସ୍ବାଇଁ କଣ ଜଣେ ରାଷ୍ଟ୍ର ନିତି ଜ୍ଞ ??? ଖାରବେଳ ସ୍ବାଇଁ ଯଦି ଏତେ ଭଲ ନେତା ତା ହେଲେ ଲୋକେ ତାଂକୁ କାହିଁକି ଭୋଟ ଦିଅନ୍ତି ନାହିଁ?? ଖାରବେଳ ସ୍ବାଇଁ କଣ ସର୍ବଜ୍ଞ??? ଆଦର୍ଶ??? ତାଂକୁ ରାଷ୍ଟ୍ର ପତି କରି ଦିଆ ଯାଉ । ବିଜେପି ରାଜ୍ୟ ସଭା କୁ ତାଙ୍କୁ ପଠାଇ ଦେଉ । ସେ ସମ୍ମିଧନ ଲେଖିବେ । ଉତ୍କଳ ଭାରତ ଦଳ ର କି ହିନସ୍ଥା । ଗୋଟିଏ ନିର୍ବାଚନ ମଣ୍ଡଳୀରେ ଖାରବେଳ ସ୍ବାଇଁ ଓ ନବୀନ ପଟ୍ଟନାୟକ ଛିଡା ହେଲେ ଖାରବେଳ ସ୍ବାଇଁ କୋଡ଼ିଏ ହଜାର ଭୋଟ ପାଇବେ ନାହିଁ । ମୁଁ ଦୃଢ଼ ତା ର ସହ କହୁଅଛି ଯେ 2024 ରେ ବିଜେଡ଼ି ପୁଣି ସର କାର କରିବ । ଖାରବେଳ ସ୍ବାଇଁ ପୁଣି ହାରିବ । ଏହି sir ଙ୍କ ଖାଲି ବଡ଼ ବଡ଼ କଥା । ନବୀନ ଙ୍କ ଦୟାରୁ ଖାରବେଳ ସ୍ବାଇଁ MP ହୋଇ ଥିଲେ ।

  • @ranjandalei6250
    @ranjandalei6250 Рік тому +4

    ସାର୍ ନମସ୍କାର ଧନ୍ୟବାଦ ଆପଣ ଜୋଉ କଥାଟିକୁ କହିଲେ ଏକଦମ ରାଇଟି ସାତଦିନ ନୁହେଁ ସାତ ମିନିଟ ଦରକାର ଖାରବେଳ ବାବୁ ଏକଦମ୍ ପ୍ରଫେଟ 100 ସତକଥା

    • @ashwinisahu6584
      @ashwinisahu6584 Рік тому

      9 month agaru kahithile hele ebe sabu jhala helani

  • @srustidharbehera3345
    @srustidharbehera3345 4 місяці тому

    ସାରକଥା ଟିଏ କହିଲେ ଆମ ସ୍ୱାଇଁ ଭାଇନା।ଗୋଷ୍ଠୀ କନ୍ଦୋଳର ବିଶୟେ ଶତ କଥା କହିଲେ।ଲୋକେ କେତେଦିନ ଶୁଣିବେ ସେଇ ମଦୁଆ କଥା। ମଦ ନିଶା ପାଇଁ ବଢୁଛି ଆମ ମନର ବ୍ୟଥା।।୨।।ଆଉ କେତେଦିନ ବିତିବ ସ୍ବପ୍ନ ପୁରଣ ପାଇଁ।ଫେକ୍ଟାରି ମାଲିକ ମାନଙ୍କ ସ୍ବପ୍ନ ଗଲା ଉଭେଇ।।୩।। ଆଈ ଏ ଏସ୍ ଓଡ଼ିଆ ବାବୁ କେନ୍ଦ୍ରକୁ ଗଲେ।ବାହାର ଆଈ ଏ ଏସ ବାବୁ ଆମ ନେତା ହୋଇଲେ।।୪।। ଉଠ ଉଠ ବାବୁ ଉଠରେ ଶୋଇ ରହିଛୁ କିଆଁ। ଅଳସୁଆ ହୋଇ ଶୋଇଲେ ଭାସି ଯିବ ଦୁନିଆଁ।। ୫।। ସପ୍ରେମ୍ ଜୟ ଜୀବ। ଜୟ ଜୀବ।। ଜୟ ଜୀବ।।

  • @sakti6493
    @sakti6493 2 роки тому +5

    Modi is responsible for disaster of BJP in odisha.

  • @narayandas369
    @narayandas369 2 роки тому

    ଠିକ୍ କଥା,ବି ଜେ ପି ପାଗଳ ହେଇଗଲାଣି

  • @pkpanda1371
    @pkpanda1371 2 роки тому

    ଖାରବେଳ ସ୍ବାଇଁ TV ରେ ଖାଲି ବଡ଼ ବଡ଼ କଥା । ଗାଁ ରେ ଏହାଙ୍କୁ କେହି ପସନ୍ଦ କରନ୍ତି ନାହିଁ। ନେତା ର କିଛି ଭଲ ଗୁଣ ନାହିଁ ଏହି sir ଙ୍କ ଠାରେ । କିନ୍ତୁ pay chennal ତାଂକ ପାଖକୁ ଦୌଡ଼ିବେ ।

  • @ashwinisahu6584
    @ashwinisahu6584 Рік тому

    Modi jindabad Jay jagannath modi

  • @abhimanyurout4574
    @abhimanyurout4574 2 роки тому +2

    ବିଜେଡ଼ି କୁ।ଜିତାଉଛି।ଵିଜେପି।ଏକଥାସତ

  • @user-wv6yb9sw1r
    @user-wv6yb9sw1r Рік тому

    କେନ୍ଦ୍ର ରୁ ବାର ବାର ଆସି କି ବି କିଛି ତାଡି ପାରି ଲା ନାହିଁ କି ତାଡି ପାରିବ ନାହିଁ

  • @commerceconceptclear7542
    @commerceconceptclear7542 Рік тому

    🙏🙏🙏🙏🙏

  • @priyabratabiswal2697
    @priyabratabiswal2697 Рік тому +1

    MAHABHARAT 🦁🦁🦁🦁🦁🦅🦅🦅🦅

  • @narayandas369
    @narayandas369 2 роки тому

    ଅପରାଜିତା ଷଡଂଗି ବି ଜେ ପି ସଭାପତି ହେଲେ ଭଲ ହେବ

  • @mundarama1122
    @mundarama1122 5 місяців тому

    Right

  • @jaymazdoortv5865
    @jaymazdoortv5865 2 роки тому +3

    ନବୀନା ର ସାନ ଭାଇ ଧର୍ମେନ୍ଦ୍ର ପ୍ରଧାନ

  • @sarbeswarmishra6695
    @sarbeswarmishra6695 2 роки тому

    K.. Swain.. A. Sarangi. Are. Right. Leader

  • @snbarik4710
    @snbarik4710 4 місяці тому

    Mr.Kharvela Swain is a good leader and should be given weight.

  • @user-zo6lq3xm4s
    @user-zo6lq3xm4s 4 місяці тому

    Good news

  • @narayandas369
    @narayandas369 2 роки тому

    କେଂଦୃ ଦାୟି

  • @PrasannaNayak-ox4nl
    @PrasannaNayak-ox4nl 4 місяці тому

    Aau tike bhala Kari chinta karanti
    Aapanka abasta kan hoichhi bjd ru jibapare

  • @PrasannaNayak-ox4nl
    @PrasannaNayak-ox4nl 4 місяці тому

    Kharabela swain diba swapndekhu chhanti

  • @priyabratabiswal2697
    @priyabratabiswal2697 Рік тому

    Right 🦁🦁🦁

  • @commerceconceptclear7542
    @commerceconceptclear7542 Рік тому +1

    Sir kahin hela ni?

  • @priyabratabiswal2697
    @priyabratabiswal2697 Рік тому

    RIGHT 🦁🦁🦁🌹🌹🌹🌹🌹

  • @priyabratabiswal2697
    @priyabratabiswal2697 Рік тому

    RIGHT🦁🦁🦁🦁🦁

  • @panchudas2706
    @panchudas2706 Рік тому

    Thek

  • @mrunalkantipanigrahi8163
    @mrunalkantipanigrahi8163 2 роки тому +4

    U are absolutely right. If this will not happen within the BJP vote will be diverted to aap.

  • @dhanarjani1632
    @dhanarjani1632 Рік тому

    Jay BJD

  • @ashwinisahu6584
    @ashwinisahu6584 Рік тому

    Modi jindabad

  • @prasantkumarsahoo1054
    @prasantkumarsahoo1054 2 роки тому

    Nabin babu head haluchi sey jani nahanti puri rey kn hauchi na hauchi odisa sara katha sey kichibjananti nahi

  • @sivaprasadmishra6527
    @sivaprasadmishra6527 Рік тому

    Kharavela Swain is the best to be C.M.

  • @priyabratabiswal2697
    @priyabratabiswal2697 Рік тому

    JAY SHREE RAM 🦅🦅🦅🦅🦅🦅🦅🦅🦅

  • @Debabratacreativity
    @Debabratacreativity 2 роки тому +4

    Sir apana vala vasana karuchhanti

  • @sarbeswarmishra6695
    @sarbeswarmishra6695 2 роки тому +2

    Thank. You. Sir

  • @jaymazdoortv5865
    @jaymazdoortv5865 2 роки тому +2

    ଶହେ ରୁ ଶହେ ଠିକ

  • @jaymazdoortv5865
    @jaymazdoortv5865 2 роки тому +2

    ନବୀନା / ମୋଦି ଦୁଇ ଭାଇ

  • @nintyanandabarik1345
    @nintyanandabarik1345 Рік тому +1

    Apanajahakahileuchitkatha

  • @jaymazdoortv5865
    @jaymazdoortv5865 2 роки тому +1

    ବିଜେଡି /ବିଜେପି ଦୁଇ ଭାଇ

  • @priyabratabiswal2697
    @priyabratabiswal2697 Рік тому

    AMALATANTRA JIBE 🦁🦁🦁

  • @ranjankumarbiswal6022
    @ranjankumarbiswal6022 2 роки тому +1

    କଥା ଭଳି କଥା ଏଠି ବିଚକ୍ଷଣ ଲୋକଙ୍କୁ ଲୋକମାନେ ସୁଯୋଗ ଦିଅନ୍ତିନି । ତେଲିଆ କୁ ଭୋଟ ଦେବେ ପଛରେ ମନସ୍ତାବ କରିବେ ।

  • @sonugamer1444
    @sonugamer1444 2 роки тому

    Rit nabin sakar jeda bad BJDSARKAR

  • @prasantkumarsahoo1054
    @prasantkumarsahoo1054 2 роки тому

    Kharbel bhai bjp ra neta jiye bjd ku haraiparibey tanku ba modi agaku chadibeni

  • @manojabehera9893
    @manojabehera9893 2 роки тому +1

    Right katha

  • @priyabratabiswal2697
    @priyabratabiswal2697 Рік тому

    I KNOW IT🦁🦁🦁

  • @kabitapriydreshinidashkabi252
    @kabitapriydreshinidashkabi252 2 роки тому

    Jadi Kendra re bjp vala boli jitila odisha re Naveen vala boli jitila nije vala au Sabu kharap

  • @sujatbhai3764
    @sujatbhai3764 2 роки тому +1

    2024 re 20 ru 0 2 palei asiba bjp

  • @srikantadassrikantadas3908
    @srikantadassrikantadas3908 2 роки тому +1

    Right 100% Satya

  • @narayanchandramallick9535
    @narayanchandramallick9535 2 роки тому

    Dharamera peasant indirectly support to Nabin pattanayak and do not give chance to Appreciate Assange to be a leader.

  • @krushnasenmahakur1121
    @krushnasenmahakur1121 2 роки тому

    You where is now.

  • @birendradas5331
    @birendradas5331 2 роки тому +2

    Kharbal sar katha ku varas karuchu

  • @girijapattnaik3533
    @girijapattnaik3533 2 роки тому +1

    Very.clean.Poltician.

  • @sarojapanda980
    @sarojapanda980 2 роки тому +2

    Sidha katha apana jaha kahichanti sampurna Satya. Pandian Amara bartaman bhagya vidhata au ama nabina asahaaya...akdam thik 🙏

  • @stvodia073
    @stvodia073 2 роки тому +9

    ଆରେ ନବୀନ ପଟ୍ଟନାୟକ ଶାସନରେ ନେତା ଅଫିସର କୋଟିପତି ହଉଛନ୍ତି ଗରିବ ଲୋକ ସେଇ ଗରିବ ହେଇକି ରହିଛି ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ ପଟ୍ଟନାୟକ

  • @commerceconceptclear7542
    @commerceconceptclear7542 Рік тому

    Odisha murkha yaku bujhibe ki?

  • @uditnarayanpradhan5324
    @uditnarayanpradhan5324 2 роки тому

    ବିରୋଧୀ ଙ୍କ ବିରୋଧ ସକାରାତ୍ମକ, ନକାରାତ୍ମକ ନିର୍ଭର କରେ ଜିତିବା ହାରିବା l ଯେଉଁ ଦଳର ସର୍ବୋଚ୍ଚ ନେତାଙ୍କ ଆଶୀର୍ବାଦ ପରୋକ୍ଷ ପ୍ରତକ୍ଷ ଭାବେ ବିରୋଧୀ ଙ୍କୁ ଉତ୍ସାପ୍ରଦ ଉର୍ଜା ଦେଉଛି l ରାଜ୍ୟର ନେତୃ ବୃନ୍ଦ ବୁଲା କୁତ୍ତା ଭଳି ଲାଞ୍ଜ ଚାପି ଅଦୃଶ୍ୟ ହୋଇ ଯିବାର ଦୃଶ୍ୟମାନ ହେଉଛି l ସେ ଠାରେ କାହା କୁ ଦୋଷଦେବା lକିଏ କାହାକୁ ଜିତା ଉ ଛନ୍ତି l

  • @pkhota
    @pkhota 2 роки тому +1

    Mala ta bulichi

  • @ganeswarnayak6655
    @ganeswarnayak6655 Рік тому

    Welcome bhai

  • @hemantapande8773
    @hemantapande8773 2 роки тому

    Ryt.

  • @purnendusarangi3816
    @purnendusarangi3816 2 роки тому

    Councellor and Chairman Election should not be in one day.

  • @prafullakumarmohanty7623
    @prafullakumarmohanty7623 2 роки тому +1

    Kharabela babu apana kuhantu pradhaan mantri juade gale secretary jau nahanti ki

  • @hrudanandakhandayatray433
    @hrudanandakhandayatray433 2 роки тому

    100% right

  • @rebatikantabisoi7265
    @rebatikantabisoi7265 2 роки тому

    Bhai bhai ka pyar.BJD BJP BHAI BHAI ..... Sir apana tk Extra Bhabuchant . apana Ta Quarter final Harile , Semifinal v Harile ... Aau Final v haribe...

  • @sugyansekharmahakud7854
    @sugyansekharmahakud7854 2 роки тому +4

    Legendary Politician 🙏🙏🙏

  • @dmmisra2009
    @dmmisra2009 2 роки тому +4

    100% true .

  • @jsmaharana6192
    @jsmaharana6192 Рік тому

    Thikimardhhelasinadaschalibonabinmakinhuokichaikinuho

  • @ashoknanda1170
    @ashoknanda1170 2 роки тому

    BJD JITUCHHI NAVEEN BABU
    NKA PAIN BJD NETANKA PAIN
    BJD KARMINKA PAIN ODISHA
    BHAI BHAUNINKA PAIN BJD RA
    JANAHITAKARI KAMA PAIN

  • @prasantkumarsahoo1054
    @prasantkumarsahoo1054 2 роки тому

    Odia murkha ba murkhanku vote debey aji ameye etye bhagyaban bjd rey thiba 80%murkha neta nka hatarey sashana hauchye,kharvel bhai nku vote deleye nahi kintu agyni murkhanku vote deleye

  • @narottambeheranarottambehe3631
    @narottambeheranarottambehe3631 2 роки тому +2

    ବିଜେଡି ବିଜେପି ଅଲଗା ହେଲେ ବିଜେପି ଜିତିବ ,କାରଣ ଓଡ଼ିଶାରେ ଶରପଚ ଇଲେକଶନରେ ଆମେ ବିଜେଡି ପାଖରୁ ଅନ୍ୟାପାଇ ଲଡୁଚୁ ! କେନ୍ଦ୍ରରେ ଓଡ଼ିଶାର କେନ୍ଦ୍ର ମନ୍ତ୍ରୀ ବିଜେଡିକୁ କୋଳେଇକି ଧରିଛି ,ଓଡ଼ିଶାରେ ବିଜେପି ହାରବ ,ଆମପାଇ ବିଜେପିର ଲିଡରଷିପ କେହିନାତି ପଡିବା ପାଇଁ !

  • @prasantkumarsahoo1054
    @prasantkumarsahoo1054 2 роки тому

    Bada neta bada chinta alaga vote haba darkar Sethi prakuta shakti jana padiba

  • @jsmaharana6192
    @jsmaharana6192 Рік тому

    Kanbhulukahili

  • @saratsahoo268
    @saratsahoo268 2 роки тому

    ଦକ୍ଷ ସଚ୍ଚୋଟ ଲୋକ ଙ୍କୁ ବିଜେପି ସୁଯୋଗ ଦେଉନାହିଁ। ଉଦାହରଣ ସ୍ୱରୂପ ଖାରବେଳ ବାବୁ।

  • @rajendraram7418
    @rajendraram7418 2 роки тому +1

    Apan jaha bhasandebe .

  • @bankanidhimishra943
    @bankanidhimishra943 2 роки тому +1

    Please bring a honest & audacious leader & make strong unit with all old politician like Vijaya Mohapatra,.Then go to ground label like every village & understood them, every Jana kalyankari yojana, which comes from centre . Make confidence in people, where to give corruption free Governance in every offices. Now corruption spread every where. So please go to Village & understood them.

  • @SNO20231
    @SNO20231 2 роки тому +2

    This is the reason now a days BJD government is uncontrollable. For ODISHA, BJP's policy is very poor.

  • @jaganath403
    @jaganath403 2 роки тому +4

    jay bjp

  • @sujatbhai3764
    @sujatbhai3764 2 роки тому

    Tama kanhiki fatuchi

  • @lalatendukanungo5013
    @lalatendukanungo5013 2 роки тому +1

    Political analysis on Odisha State is based on factual correctness and there is no doubt on it. But thing is that opposition could not encash the benefits from voters in their side by reaching to them.

  • @jitendrasahoo3275
    @jitendrasahoo3275 2 роки тому +1

    Jaya Babu Kain prachar kaleni se kn palyament re vaga nei thile ki

  • @ramchandrahota2430
    @ramchandrahota2430 2 роки тому +2

    It is misfortune for ałl Odias to do know what type of superb and adventureous personality sir Kharabela Swain is ?

    • @SKGbul
      @SKGbul 2 роки тому

      ନବୀନ ବାବୁ ଭଲ ପାଠ ପଡୁଛନ୍ତି ପାସ କରିବା ଥୟ ( BJP. Congress ଆଦୌୟୁ ପାଠ ପଡୁ ନାଁହାନ୍ତି. କପି କରି ପାସ କରିବା ମଧ୍ୟ ଜଣା ନାହିଁ. କିଏ କଣ କରିବ. ଏଣୁ ମୋ କହିବା କଥା ଭଲ ପାଠ ପଢ଼ ଭଲ କୋଚିଂ ନେଇ ପଡିଲେ ନିଶ୍ଚୟ ଆଗାମୀ 2024 ନିର୍ବାଚନ ରେ ଫଳ ପ୍ରଦ ହେବ ବଲି ଆମର ଆଶା.

    • @SKGbul
      @SKGbul 2 роки тому +1

      ସୁର ଭାଇ ସବୁ ବେଳେ ଗୋଟାଏ କଥା 2024 ରେ 100% Congress coming. Apan kete %seure kichhi kahile nahi heu ame khali dekhibar katha.

  • @pkhota
    @pkhota 2 роки тому

    Kharabela. ward memabara re Choda hele Haribu

  • @studytocrackjob-w1
    @studytocrackjob-w1 2 роки тому +2

    Mmaase pare cbi puni aasiba

  • @pkpanda1371
    @pkpanda1371 2 роки тому

    ଖାରବେଳ ସ୍ବାଇଁ ସରପଞ୍ଚ ଭୋଟ ରେ ଛିଡା ହେଲେ ବି ହାରି ବେ । ଏହାଙ୍କ କଥା ବଡ଼ । ଏତେ ପରି ପକ୍ବ ନେତା କନ୍ଧ ମାଲ ରୁ ହାରିଲେ କାହିଁକି,??? ଯିଏ ବିଜେପି ଦଳ ରୁ ବାହାରି ଉତ୍କଳ ଭାରତ ଗଠନ କଲା ସେହି ଖାରବେଳ ସ୍ବାଇଁ ପୁଣି ବିଜେପି ଦଳ ଆସି ପୁଣି ହାରିଲେ । ଇୟେ କି ନେତା???

    • @harisankarpadhi9053
      @harisankarpadhi9053 2 роки тому

      ଆଜି ର ଓଡ଼ିଶାବାସୀଙ୍କ ପାଇଁ ଖାରବେଳ ବାବୁ ଜଣେ ଟାଣୁଆ ନେତା!

  • @Gayatriojha269
    @Gayatriojha269 2 роки тому

    Fake news

  • @ajitkumarparida4949
    @ajitkumarparida4949 2 роки тому

    100/ corect

  • @anilkumarabehera6804
    @anilkumarabehera6804 2 роки тому

    Tela mara chamsa news channel

  • @sumantakumarsahubijujanata7207
    @sumantakumarsahubijujanata7207 2 роки тому +2

    କୋଉଠି ଲେଖା ଅଛିସରକାରୀ ଅଫିସର ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ପାରିବେ ନାହିଁ ବୋଲି ତମକୁ ଟିକେ ଲଜ୍ୟା ଲାଗିବା କଥା

  • @pkhota
    @pkhota 2 роки тому

    Kouthi Aicni Sahiba Mukhya mantrinku dekha kariparibani, tu Sala daityu nauna Tate Cifiministor karajiba ,Pracharaku Asunu.

  • @brahmanandabehera2451
    @brahmanandabehera2451 2 роки тому

    Right

  • @shisirmohapatra5455
    @shisirmohapatra5455 Рік тому

    Right

  • @techfighterz8778
    @techfighterz8778 2 роки тому +2

    Right