'ଲୁଟୁଛନ୍ତି ଅଣ ଓଡିଆ ଅଫିସର' | Odisha Reporter

Поділитися
Вставка
  • Опубліковано 7 вер 2024
  • ‘’ଏ ରାଜ୍ୟ ଟାକୁ ଖାଇ ଯିବେ ଅଣ ଓଡିଆ ଅଫିସର । ପୁରୀ ପ୍ରକଳ୍ପ ରେ ଦୁର୍ନୀତି ଦୁର୍ଗନ୍ଧ ବାରି ହେଉଛି’’ । ଶୁଣନ୍ତୁ ଖାସ କଥାରେ ଆଉ କଣ କହୁଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
    #KhasKatha #Puri #JagannathTemple
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

КОМЕНТАРІ • 147

  • @rabichandrapal632
    @rabichandrapal632 2 роки тому +25

    ଯେଉଁ ମାନେ ଶ୍ରୀ ଜଗନ୍ନାଥ ଙ୍କ ତତ୍ୱ ସହିତ କିଛିବି ଜାଣି ନାଁହାନ୍ତି ସେମାନଙ୍କୁ ଶ୍ରୀ ମନ୍ଦିର ଦାୟିତ୍ୱ ଦେବା ନିଶ୍ଚିତ ରୂପେ ନିନ୍ଦନୀୟ

  • @subashchandradas1638
    @subashchandradas1638 2 роки тому +7

    ବିଜୟ ବାବୁ ଙ୍କ ମତ ତାତ୍ପର୍ଯ୍ୟ ପୂର୍ଣ୍ଣ ଅଟେ, ଏହାକୁ ଗୁରୁତ୍ବ ର ସହ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତୁ, ଏହାହିଁ ଆଶା।🙏

  • @am9519
    @am9519 2 роки тому +14

    ଘଟଣା ଟି ବହୁତ ସରଳ ଭାବରେ ଏଇଆ ବୁଝାଉଛି ଯେ... ASI ଓ NMA ର official ମାନଙ୍କୁ ମଧ୍ୟ ବହୁ ଆଗରୁ କିଣା ଯାଇ ଏ ମହାଦୁର୍ନୀତି ରେ ସାମିଲ କରାଯାଇଛି... 👍👍👍

  • @rabindrabiswal2241
    @rabindrabiswal2241 2 роки тому +8

    100% right. Thank you Sir.

  • @nabakrushkunda5573
    @nabakrushkunda5573 2 роки тому +7

    Correct sir

  • @byomakeshmishra4287
    @byomakeshmishra4287 2 роки тому +21

    Bijay babu is a matured politician.

  • @subhabratamishra4465
    @subhabratamishra4465 2 роки тому +9

    Odisha Ra Barishtha Neta Mr. Mohapatra 💯% Satya Kahichhanti.

  • @sbsuppliers7201
    @sbsuppliers7201 2 роки тому +27

    ଶତ ପ୍ରତିଶତ ସତ୍ୟ. ହେଲେ ୟା ବିରୁଦ୍ଧ ରେ ହାଇ କୋର୍ଟ ରେ ଜନସ୍ବାର୍ଥ ମାମଲା କରାଯାଉ.

  • @jitendrasutar8726
    @jitendrasutar8726 2 роки тому +17

    ଅଣଓଡ଼ିଆ ଅଫିସର କୁ ମୁଁ ବିରୋଧ କରୁଛି

  • @debabratanayak95
    @debabratanayak95 2 роки тому +4

    Perfect katha... Salute to u sir

  • @prahaladsahu5406
    @prahaladsahu5406 2 роки тому +11

    ପ୍ରଧାନ ମନ୍ତ୍ରୀ କଣ ପଦକ୍ଷେପ ନେଇ ପାରିବେ ନାହିଁ କି ? ବିଜୟ ବାବୁ କୁହନ୍ତୁ .ଏଥିରେ ସବୁ ବଡ ବଡ଼ିଆ ଦାଈ

  • @wenoti947
    @wenoti947 2 роки тому +12

    ଚର୍ଚ୍ଚ ,ମସଜିଦ ର ଟଙ୍କା ସରକାର ନେଉନାହାନ୍ତି କାହିଁକି ଆମ ମନ୍ଦିର ଅର୍ଥ ନେବେ ।ଅର୍ଥ ର ଅଭାବ ଥିଲେ ଭକ୍ତଙ୍କ ଉପରେ ଛାଡ଼ନ୍ତୁ ଜଗା ସବୁ ଠିକ କରିଦେବେ ଆଜି ଓଡ଼ିଆ ତାର କର୍ମଫଳ ଭୋଗୁଛନ୍ତି ।ଭଲ ଲୋକ ଶାସନ କୁ ଆସିଲେ କିଛି ଅସୁବିଧା ରହିବ ନାହିଁ ।ନବୀନ ଙ୍କ ଭୁଲ ନାହିଁ ଭୁଲ ସବୁ ଆମର ,ଆଜି ଆମେ ମାଗଣା ଖିଆ ନପୁଂସକ ମଣିଷ ,ଅନ୍ୟକୁ ଦୋଷ ନଦେଇ ନିଜକୁ ପ୍ରସ୍ତୁତ କରିବା ଠିକ ହେବ ,ନ ହେଲେ ସବୁଦିନ ହତଭାଗା ହୋଇରହିବୁ । ଜୟ ଜଗନ୍ନାଥ ମହାପ୍ରଭୁ

  • @parikshitaswain5640
    @parikshitaswain5640 2 роки тому +7

    🙏Jay Jagannath 🙏Jay Bijay Mohapatra 🙏

  • @sudeepms143
    @sudeepms143 2 роки тому +6

    ଘଟଣା ଯାହା ଘଟୁଛି ପୁରୀ ଶ୍ରୀମନ୍ଦିର ରେ,
    ବାଇସି ପାହାଚେ ଖେଳିବ ମିନ ।

  • @anneytimenewscheck5536
    @anneytimenewscheck5536 2 роки тому +9

    30ଫୁଟ ଗାତ ଖୋଲିବାର ଉଦେଶ୍ୟ ହେଉଛି କାଳେ
    ସୁନା କି ରୁପା ଇଟା ମିଳିଯିବକି ! ମିଳିଲେ ଆମେ ଲାଲେ ଲାଲ ହେଇଯିବୁ 😄 ଏପଟେ 13ଶହ କୋଟି ଏଥିରୁ କିଛି ଲୂତିବୁ ! ଆଉ 5/6ଇଲେକ୍ସନ ରେ ଟଙ୍କା ର ଅଭାବ ନ ଥିବ !😄😄😄😄😄

  • @prasantamohapatra8851
    @prasantamohapatra8851 2 роки тому +16

    ଵିଜୟ ଵାଵୁ ଜଣେ ଵିଜ୍ଞ ଵ୍ଯକ୍ତି।
    ତାଙ୍କ ପାଇଁ ଉପଯୁକ୍ତ ଦାୟୀତ୍ୱ ମିଳିଲେ ସେ ଵିଜେଡି ସରକାର ର ଜୁଆ ସଜାଇ ଦେଇପାରିବେ।।

  • @kalyankumarlenka6606
    @kalyankumarlenka6606 2 роки тому +3

    ଆପଙ୍କର one one ward I vary vary imp

  • @sukumarrana9091
    @sukumarrana9091 2 роки тому +6

    What honourable Bijay Mohapatra said is absolutely correct.

  • @nishikantabirabar1385
    @nishikantabirabar1385 2 роки тому +2

    ବିଜୟ ବାବୁ ଯାହା କୁହନ୍ତି ସବୁ ସତ କୁହନ୍ତି ।

  • @rajeshbiswal6358
    @rajeshbiswal6358 2 роки тому +3

    Bijoy sir is the Tiger 🐅 Of Odisha Politics.

  • @pabitramohandas6943
    @pabitramohandas6943 2 роки тому +14

    ଶ୍ରୀମନ୍ଦିର ପାଇଁ ଭାବାବେଗ ଥିବା ଓଡ଼ିଆ ଲୋକ ଏତେ ହୀନବଳ?

  • @abdhutbariha4320
    @abdhutbariha4320 2 роки тому +11

    ଅଣ ଓଡିଆ ଅଫିସର ମାନକଂୁ ଆଣୁଛିକିଏ

  • @kalyankumarlenka6606
    @kalyankumarlenka6606 2 роки тому +3

    Sir ଅପଙ୍କ ର ଟିକ long time
    କୁହନ୍ତୁ ଜୟ ଜଗନ୍ନାଥ

  • @bijayadas2852
    @bijayadas2852 2 роки тому +8

    ପୁରୀ ରେ ଯାହା ସବୁ ଘଟିଛି ଅଥବା ଘଟିବାକୁ ଯାଉଚି ସେଥିପାଇଁ ମହାପ୍ରଭୁ ଙ୍କ ପ୍ରଥମ ସେବକ ଦାଇ !

  • @sukumarrana9091
    @sukumarrana9091 2 роки тому +1

    ବିଜୟ ମହାପାତ୍ର ଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ସତ୍ୟ ।

  • @darubrahmamallick8851
    @darubrahmamallick8851 2 роки тому +2

    Right kahile bijay sar hele sunib kie

  • @sudeepms143
    @sudeepms143 2 роки тому +3

    ତୁମ ଓଡିଆ ଅଫିସର କଣ କରୁଛନ୍ତି ?
    ଅଣ ଓଡିଆ ଅଫିସରଙ୍କୁ ଓଡ଼ିଆ ମାନେ କିଛି କିଛି ଭିତିରିଆ ପ୍ରସାଦ ପାଇ ସାହାଯ୍ୟ କରିଆସୁଛନ୍ତି ।
    ହଇହୋ ବିଜୟ ବାବୁ ମୁଖ୍ୟମନ୍ତ୍ରୀ ଖାଇପିଇ ଶୋଉଚନ୍ତି କି ଶୁଆଇଦିଆଯାଉଛି ,ବିଧାନସଭା ଯାଉନାହାଁନ୍ତି , ସେ କି ବୈଠକ କରିବ , କାହା ସହିତ କରିବ ।

  • @ganeshjena1121
    @ganeshjena1121 2 роки тому +1

    U r right.

  • @santilatapanda1386
    @santilatapanda1386 2 роки тому +1

    Right answer Bhai salute kahibaku heba

  • @girijapattnaik3533
    @girijapattnaik3533 2 роки тому

    Bijaya.babu.very.siniere.And..Most
    Popular.leader.

  • @pragnya5887
    @pragnya5887 2 роки тому

    ଖାଲି ପୁରୀ ନୂହେଁ ଓଡିଶା ସାରା ଏପରି କରି 2024 ପାଇଁ ପ୍ରସ୍ତୁତ ହେଉଅଛି ଅଣ ଓ ଦ୍ଵାର।

  • @timescoaching2757
    @timescoaching2757 2 роки тому

    True leader of odisha.. deserving cm of odisha candidate

  • @sainumirju2229
    @sainumirju2229 2 роки тому +1

    Right

  • @krishnachandrajena3934
    @krishnachandrajena3934 2 роки тому

    Your are right Vijay Babu.🙏

  • @rajeshkumarsahu4884
    @rajeshkumarsahu4884 2 роки тому

    Absolutely right sir

  • @fewwords470
    @fewwords470 2 роки тому

    ଓଡ଼ିଆ ଠାକୁର ମହାପ୍ରଭୁ ମୋର ଓଡ଼ିଆ ଜାତିର ମାନ, ବଡ଼ ଦେଉଳର ନବୀକରଣ ରେ ଓଡ଼ିଆ ର ନାହିଁ ସ୍ଥାନ ।ଓଡ଼ିଆ ମାଟିରେ ଓଡ଼ିଆ ଙ୍କୁ ଆଜି ମିଳୁନାହିଁ ଯେ ସମ୍ମାନ,କିପରି ବଞ୍ଚାଇ ରଖିବା ଆମେ ଯେ ଓଡ଼ିଆଙ୍କ ସ୍ୱାଭିମାନ

  • @kalpatarubiswal5265
    @kalpatarubiswal5265 2 роки тому

    point to point topic........

  • @narayandas369
    @narayandas369 2 роки тому

    ବିଜୟ ବାବୁ ଧନଽବାଦ

  • @kamalsingh1488
    @kamalsingh1488 2 роки тому

    U r absolutely right sir

  • @satyanarayangumansingh6591
    @satyanarayangumansingh6591 2 роки тому

    ବିଜେପି କର୍ମୀ ଓ ନେତା ଓଡିଶାକୁ ଅଧିକ ଲୁଟୁଛନ୍ତି। ଓଡ଼ିଶାର ହକ୍ ପାଇଁ ଲଢେଇ କରିବା ପରିବର୍ତ୍ତେ ହାଇକମାଣ୍ଡଙ୍କ କଥାରେ ଉଠ୍ ବସ୍ ହୁଅନ୍ତି। ଓଡ଼ିଶାର ବିକାଶ ଚୁଲିକି ଯାଉ। ଆରେ ଓଡିଆ କଙ୍କଡା ଓଡିଶାର ବିକାଶ ଓ ଶ୍ରୀମନ୍ଦିରର ବିକାଶ ପାଇଁ କାମ କର। ଆଉ ଅଧିକ ଚର୍ବିତ ଚର୍ବଣ କର ନାହିଁ।

  • @kamalakantapanda8822
    @kamalakantapanda8822 2 роки тому

    Best 🙏

  • @KedarJena-ki9el
    @KedarJena-ki9el 8 місяців тому

    Right statement

  • @mscl9512
    @mscl9512 2 роки тому +6

    Vijay. Sir
    Naveen au. Pandian.
    Sabu. Chori. Karuchhanti
    Am. Odia bi. Pagal. Saly
    Kichhi. Ranka. Au. 500mad.jogu.odia.ra.power

  • @tusharkantajagadev9865
    @tusharkantajagadev9865 2 роки тому

    Right katha.

  • @hrusikeshmahapatra6735
    @hrusikeshmahapatra6735 2 роки тому

    Bijay sir right said

  • @muodia2047
    @muodia2047 2 роки тому +3

    Aji 4.5 koti Odia matra kete jana ana Odia IAS au praya 100 jana pada chata odia loka nka dwara sosita heuchanti. Jaga utkal jaga.

  • @trilochanpatnaik6321
    @trilochanpatnaik6321 2 роки тому

    ତେଣୁ contempt of court ରେ ସରକାର ପଡ଼ିବା କଥା। ବିଜୟ ବାବୁ cent percent right.

  • @radhashyambehera3020
    @radhashyambehera3020 2 роки тому

    Good advice

  • @dukhishyampaik8718
    @dukhishyampaik8718 2 роки тому +2

    The people of Odisha are peace loving.They will never react nor revolt. The common people so referred as Bhakta has nothing to do with temple administration. Sevayats or people of Puri can only do for the interest of Temple. Others will simply bark.

  • @satyanarayantripathy5425
    @satyanarayantripathy5425 2 роки тому

    ମୁଖ୍ୟମନ୍ତ୍ରୀ ଙ୍କ କାମ ତ ଅନ୍ୟଜଣେ କରୁଛନ୍ତି । ଏକଥା ସମସ୍ତେ ଜାଣିଛନ୍ତି । ବିଜୟ ବାବୁ କହୁଛନ୍ତି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ପାଇଁ । ସେତ ନିଜେ କିଛି ବୁଝି ପାରୁନାହାନ୍ତି ବୋଲି ଅନ୍ୟ ଉପରେ ନିର୍ଭର କରୁଛନ୍ତି ।

  • @brundabanpanigrahi9887
    @brundabanpanigrahi9887 2 роки тому +3

    In congress time corruption was there but the present administration is totally different.All type of nonsense thing takes place in this state.I feel people of Odisha should discard Naveen pattnaik and his govt.Destroying everything.

  • @dharmendrakumarsamal7030
    @dharmendrakumarsamal7030 2 роки тому +2

    Puri temple perifery construction work is going on by Tata projects Ltd if this Message comes to known by Ratna Tata or our politicians escalate this Message to him he will definitely stop the work.

  • @hariharasahu3566
    @hariharasahu3566 2 роки тому

    ସମ୍ପୂର୍ଣ୍ଣ ସତ୍ଯ ଅଟେ ।

  • @AshokKumar-qu7hj
    @AshokKumar-qu7hj 2 роки тому

    Bija mahapatra long live.

  • @saratbhue6453
    @saratbhue6453 2 роки тому

    OK thank B. Babu

  • @parikshitaswain5640
    @parikshitaswain5640 2 роки тому

    Jay Jagannath

  • @bikramvicky9269
    @bikramvicky9269 2 роки тому

    👏👏👏👏

  • @julu6122
    @julu6122 2 роки тому

    👍👍

  • @kalpatarudash2770
    @kalpatarudash2770 2 роки тому +1

    Eha sampurna satya. Non odiya officer kebala jaganatha nuhanti odishaku bikri kaleni.

  • @satyanarayangumansingh6591
    @satyanarayangumansingh6591 2 роки тому

    ଅଣ ଓଡିଆ ଅଫିସର ଅପେକ୍ଷା ଓଡିଆ ଅଫିସର୍ ଓ ଓଡ଼ିଆ (ଅଧିକାଂଶ) ଓଡ଼ିଶାକୁ ଲୁଟିଥାନ୍ତି। ଏହାର ରାଶି ରାଶି ଉଦାହରଣ ଅଛି।

  • @sureshchandrapadhi9713
    @sureshchandrapadhi9713 2 роки тому

    ହଁ, ଠିକ୍ କଥା।

  • @kuli4908
    @kuli4908 Рік тому

    Right.....bijaya..sir

  • @krushnamohanprusty2728
    @krushnamohanprusty2728 2 роки тому

    ଏହା ମୁଖ୍ୟମନ୍ତ୍ରୀଙ୍କର ପ୍ରଶାସନିକ ଅପାରଗତାକୁ ଦର୍ଶାଉ ନାହିଁ କି ? ବିଜୟ ବାବୁଙ୍କ ଆରୋପ ପଛରେ ସତ୍ୟତା ରହିଛି !

  • @biswabhusannanda694
    @biswabhusannanda694 2 роки тому

    If all the political parties in Odisha come together and join hands to work in the best interest of the Sri Jagannatha temple at Puri and it's surrounding then no one can dare to do any corruption or any illegal activities there. (Jaya Sri Sri Jagannatha Mahaprabhu).

  • @_Dream_IAS_
    @_Dream_IAS_ 2 роки тому +2

    ଓଡ଼ିଆ ଅଣ ଓଡ଼ିଆ ଠି କିଛି ନାହିଁ , Government ସେମାନ ଙ୍କୁ ଯେମିତି କହୁଛି ସେମିତି ସେମାନେ କରୁଛନ୍ତି , IAS IPS ଏମିତି Post ଯାହାକି ଏମିତି ସେମିତି ଲୋକ ଙ୍କୁ ଦିଆ ଯାଏ ନାହିଁ , ଉପଯୁକ୍ତ ଯୋଗ୍ୟତା ଦେଖି ଦିଆଜାଇ ଥାଏ , ଜଣେ Officer କୁ ଦେଖିଲେ ଜାଣିପାରିବେ , ଏସବୁ ବେକାର କଥା

  • @ashmitsabat8090
    @ashmitsabat8090 2 роки тому

    He is the most efficient and honest leader who deserves to be the cm of Odisha and next to him is aparajita madam

  • @ashokpanda7473
    @ashokpanda7473 2 роки тому

    Bijaya Babu 🙏

  • @bankanidhimishra943
    @bankanidhimishra943 2 роки тому +2

    Most of the people of Odisha are feeling foreign adminstration working due to no Odia I A.S here.

  • @selinamohapatra410
    @selinamohapatra410 2 роки тому

    Nip

  • @sulochanapradhan515
    @sulochanapradhan515 2 роки тому

    Bijay babu thik kahile

  • @jagdishmallia4673
    @jagdishmallia4673 2 роки тому +3

    Ana Odia Odisha ku khola karisarilani 😠🤬

  • @bunudas6253
    @bunudas6253 2 роки тому +1

    Jaha kahile sata kahile.

  • @srikanta671
    @srikanta671 Рік тому

    ଅଣ ଓଡ଼ିଆ ଅଫିସ ର ଖାଇଯିବେ ଓଡ଼ିଶା

  • @santoshsahu09
    @santoshsahu09 2 роки тому +3

    kebala puri nuha, odisha ra prati ti zilla re ana odia mane raj karuchanti au swa icha kama karuchanti.
    odisha kebe nija odia basi nka katha bhabiba sabu khetra re ?? au kete barsa emiti chaluthiba ??

  • @Business-inodia
    @Business-inodia 2 роки тому +1

    Why non odiy IAS appoint forpuri Jagannath Temple.

  • @Business-inodia
    @Business-inodia 2 роки тому +1

    Amara ta odia IAS au nahanti.Yes u are right that non odiya not in IAS but in all corporate house also sell all Odisha within 2024.

  • @bibhutiparida4601
    @bibhutiparida4601 2 роки тому +1

    ଜଗନ୍ନାଥ ପରା ସାରା ଜଗତର , ଆଉ ଓଡ଼ିଆ ଅଣଓଡ଼ିଆ କ'ଣ !!

  • @babusinformaticatutorial6389
    @babusinformaticatutorial6389 2 роки тому

    Correct sir you the mature politician far better than Naveen Patnaik and all BJD minister's. It seems to be BJD high command (CM) is fully corrupted but still Naveen Patnaik depends on officer like pandian

  • @ekalabyamagar8224
    @ekalabyamagar8224 2 роки тому

    Sir , Apananka payin Governor post thua heichhi , Apana Rama mandire Dipa jalantu au Hanumaan ji nka pakhare sindura arpana karantu , dekhibe nischita fala miliba

  • @hrusikeshmahapatra6735
    @hrusikeshmahapatra6735 2 роки тому

    All answer is rights

  • @prasantkumarsahoo1054
    @prasantkumarsahoo1054 2 роки тому

    Pinaki Mishra sir larttine hauchi 700koti rye kn mahaprabhu uses karibey bodhye

    • @bcj658
      @bcj658 2 роки тому

      You know, earlier Pinaki mishra involved in FERA scam along with Mr Sanjeeva rao who is in relationship with former PM late Narasimha rao.

  • @prasantkumarsahoo1054
    @prasantkumarsahoo1054 2 роки тому

    Apana supreeme court rku kahiki jauna sir

  • @tapandash6488
    @tapandash6488 2 роки тому

    Odisha IAS officer sabu bahar ias officer mananka under re achanti.

  • @prasantkumarsahoo1054
    @prasantkumarsahoo1054 2 роки тому

    Bijay sir apana karithiba bhul ra papa sabu sarigalani mariba agaru kichi bada kama bhala kama kariki maley bhala lagiba apana pari neta bahut kam ,achanti

  • @narayandas369
    @narayandas369 2 роки тому

    ନବିନ ସବୁ ବିକି ଦେଲେ,ଶାସନ ନା୰ହି

  • @user-uf3so2jf7r
    @user-uf3so2jf7r 2 роки тому

    ନବୀନ ମଲାପରେ ସବୁ ସୁଧୁରିଯିବ.

  • @sashikantdas4247
    @sashikantdas4247 2 роки тому

    It's true and naveen govt. Giving chance to non odia.shame on govt

  • @brundabonbiswal3268
    @brundabonbiswal3268 2 роки тому

    Your comments apriciated.

  • @Business-inodia
    @Business-inodia 2 роки тому +1

    Why odiya people so silent .Because of non odiya people are loot our Odisha.

  • @ckck7796
    @ckck7796 2 роки тому

    Party change Mr BIJOYA
    OWN PARTY arrange
    Sojetion by Dinabandhu PAL
    President of the Dr Ambedkar
    SC/ST organisation Nayagarh
    ODISHA

  • @simanchalbeherauu754
    @simanchalbeherauu754 Рік тому

    bijaya_mhapatr_jaha_kahuchhanti_niratasatya

  • @ashokpanda7473
    @ashokpanda7473 2 роки тому

    Vc Joti vihar Sambalpur University is an Example

  • @deepakrec
    @deepakrec 2 роки тому

    Bureaucracy govt

  • @byomakeshmishra4287
    @byomakeshmishra4287 2 роки тому +1

    1300 cr project. Labi is 130cr.

  • @prasantkumarsahoo1054
    @prasantkumarsahoo1054 2 роки тому +1

    Bhababega Khali katharey achi kintu bastab bhakti 1,2%loka achanti gharey gharey nabina madua karisarilani

  • @sureshchandrapadhi9713
    @sureshchandrapadhi9713 2 роки тому

    ଜଗନ୍ନାଥ ତାଙ୍କୁ ଠିକ୍ ଦଣ୍ଡ ଦେବେ। ତାଙ୍କ ବଂଶ ଲୋପ ପାଇବ।

  • @chandrasekharpanda2840
    @chandrasekharpanda2840 2 роки тому

    Sa

  • @bikramvicky9269
    @bikramvicky9269 2 роки тому

    Odia loka je jae strong birodh na Karibe se jae Jagannath dham lutu thiba. Loka nka birodh bada aakara ra nahi boli central government bi odisha government hisabare chaluchi. After all, all about politics. Jadi loka bahu matrare birodh karante Ta hele center kichhi karanta.

  • @jagannathdas7714
    @jagannathdas7714 2 роки тому

    How much taken by Dharmentra from Ana -odia officer .He has no remark about odisha .

  • @jchoudhury274
    @jchoudhury274 2 роки тому

    AANA ODIA officer MANANKU NABIN BABU NKO bahut pasand Karanam ODISHA ku bhalase LUTIBE