|| ଯାଜ୍ଞସେନୀ || ଶ୍ରୀମତୀ ପ୍ରତିଭା ରାୟ || Jagyaseni || Dr. Pratibha Ray || Chapter-1 Part-1 ||

Поділитися
Вставка
  • Опубліковано 15 гру 2024

КОМЕНТАРІ • 62

  • @krushnakeshidalei2534
    @krushnakeshidalei2534 2 роки тому +15

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି ଓ ପ୍ରଗତି ପାଇଁ ଏହା ଏକ ଅଭିନବ ପ୍ରୟାସ। ଉପସ୍ଥାପନ ଶୈଳୀର ଚମକ୍ରାରିତା ଶୁଣିବାର ତୃଷ୍ଣା କୁ ବହୁଗୁଣିତ କରିଦେଉଛି।

  • @kalindibissoyi5112
    @kalindibissoyi5112 3 місяці тому +17

    ଯାଜ୍ଞସେନୀ , ଉପନ୍ୟାସ ମୁଁ ପ୍ରାୟ ଦୁଇ ତିନି ଥର ପଡ଼ିଛି ଏବଂ ଏହି ଉପନ୍ୟାସ ଦ୍ୱାରା ମହାଭାରତ ବିଷୟ ରେ ବହୁତ କଥା ଜାଣିପାରିଛି । ତେଣୁ ପ୍ରତିଭା ରାୟ Madam କୁ ବହୁତ ବହୁତ ଧନ୍ୟବାଦ ।❤❤

  • @rajalaxmimohanty1356
    @rajalaxmimohanty1356 2 місяці тому +1

    କାଳ ଜୟୀ ଉପନ୍ୟାସ, ଡ.ରାୟ ଙ୍କୁ ଶତ ଶତ ପ୍ରଣାମ।

  • @sanatanbehera859
    @sanatanbehera859 2 місяці тому +3

    ପରମ ପୂଜ୍ୟା ଶ୍ରୀମତୀ ପ୍ରତିଭା ରାୟ ଙ୍କ ର କାଳଜୟୀ ଲେଖା ଯାଜ୍ଞସେନୀ କୁ ଯେତେ ଥର ପଢିଲେ ବି ଶୁଣିଲେ ବି ମନ ବୁଝେ ନାହିଁ। ତାହା ହିଁ ଲେଖା ର ରହସ୍ୟ। ବହୁତ ବହୁତ ଧନ୍ୟବାଦ ପ୍ରତିଭା ରାୟ ଙ୍କ ର ଏହି ଲେଖାଟିର ପ୍ରଥମ ପୃଷ୍ଠା କୁ ସୁନ୍ଦର ଭାବରେ ଅବତାରଣା କରି ଆମ ମାନଙ୍କୁ ଜୀବନ ର ସତ୍ୟ ଆଡକୁ ବାଟ କଢ଼େଇ ନେଇଯାଉଥିବାରୁ 🙏🙏🙏

  • @rakeshjena729
    @rakeshjena729 Рік тому +5

    ଅତି ଉଚ୍ଚକୋଟୀର ଉପସ୍ଥାପନ । ସୁନ୍ଦର ସ୍ୱର ମଧ୍ୟ

  • @bistar_khabar
    @bistar_khabar Місяць тому +1

    ମାଡାମ୍ ଆପଣଙ୍କ ଭଏସ୍ ରେ ଯାଦୁ ଅଛି ।❤❤❤❤❤

  • @Pujaranibalsamant
    @Pujaranibalsamant 3 місяці тому +6

    ହୃଦୟସ୍ପର୍ଶୀ କଣ୍ଠସ୍ବର। ଯାଜ୍ଞସେନୀ ର ଚିଠି ର ପ୍ରଥମ ଭାଗ ଜୀବନ୍ୟାସ ପାଇବା ପରି ଲାଗୁଛି।

  • @AbanikantPatnaik
    @AbanikantPatnaik 9 місяців тому +2

    ଆପଣଙ୍କ ପୁସ୍ତକ ମୋ ପାଖରେ ଯତ୍ନ ରେ ଅଛି। ବ୍ରହ୍ମପୁର ର କବି ସୁଶାନ୍ତ ଦାଶ ସାର ମୋତେ ଦେଇଥିଲେ। ବହୁତ ଭଲ ଲାଗିଲା। ଆପଣଙ୍କୁ ଅଶେଷ ଧନ୍ୟବାଦ। 🙏

  • @sanjuktabiswal1569
    @sanjuktabiswal1569 2 місяці тому +1

    ଜୟ ଜଗନ୍ନାଥ 🌿🌼🙏🏽🛐
    ମାମ, ଅକ୍ଷୟ ରାୟ ସାର ମଣିଜଙ୍ଗା ଅଫିସ ରେ ଥିଲେ ଯେତେବେଳେ ଆପଣ ବି ଆସିଥିଲେ, ଜୀପିରେ କଟକ ଫେରିଲା ବେଳେ ଦେଖିଥିଲି, ଆପଣଙ୍କ ଯାଂଜ୍ଞସେନୀ ବହି 96ମସିହା ଠାରୁ ଅନେକ ଥର ପଢ଼ିଛି କିନ୍ତୁ ମୋମନ ପୂରଣ ହେଉନି, ଉଚ୍ଚ କୋଟି ଲେଖା, ଖୁବ ସୁନ୍ଦର ଲାଗେ, ଧନ୍ୟବାଦ 👌🏽👌🏽

  • @pramilarout5732
    @pramilarout5732 Рік тому +6

    664 ଉପସ୍ଥାପନା ଶୈଳୀ ଖୁବ୍ ସୁନ୍ଦର ସମ୍ପୁର୍ଣ୍ଣ କରିବାକୁ ଅନୁରୋଧ ରହିଲା

  • @SidharthMishra99
    @SidharthMishra99 3 роки тому +6

    ବହୁତ୍ ସୁନ୍ଦର ଉଚ୍ଚକୋଟୀର ଉପସ୍ଥାପନା।
    ବହୁତ୍ ବହୁତ୍ ଧନ୍ୟବାଦ୍ ।

  • @sasmitasahu2176
    @sasmitasahu2176 2 місяці тому +1

    ବହୁତ ସୁନ୍ଦର ବର୍ଣ୍ଣନା, ଯେତେ ପଢିଲେ ମଧ୍ୟ ମନ ଭରେନି।

  • @sheetalmishra9854
    @sheetalmishra9854 3 роки тому +5

    ଉପସ୍ଥାପନା ଅତି ଉଚ୍ଚକୋଟୀର।💐

  • @Spider-ql4ip
    @Spider-ql4ip 2 місяці тому +1

    Such a beautiful voice....mam.😊and such wonderful lines.❤

  • @mitalimadhusmita9430
    @mitalimadhusmita9430 2 місяці тому +1

    Lipi madam nka voice bhali laguchi, Excellent voice.🤗🤗🤗

  • @chandininayak7010
    @chandininayak7010 2 місяці тому +1

    Dhanyabad Madam. Bahut sundar lekha🙏Mun bahut thara padhichhi

  • @itishreesarangi3909
    @itishreesarangi3909 3 місяці тому +4

    ବହୁତ ଉଛ କୋଟିର ଲେଖା, ମୁଁ ଏହାକୁ 2 ଥର ପଢ଼ିଛି। ପ୍ରତି ଥର ସେ ଲେଖା ଭିତରେ ହଜି ଗଲା ପରି ଲାଗେ। ବହୁତ ଖୁସି ଲାଗେ madam ଆମ ବାଲିକୁଦା ମାଟିର ଝିଅ

  • @gobindabarika8336
    @gobindabarika8336 11 місяців тому +1

    Please I request you to upload all the parts of this masterpiece

  • @urmilaadhikari9078
    @urmilaadhikari9078 Рік тому +9

    ଅନୁରୋଧ କରୁଛି ଦୟାକରି ସମ୍ପୂର୍ଣ୍ଣ ଉପନ୍ୟାସ କୁ ଏମିତି ଭାବରେ ଉପସ୍ଥାପନ କରନ୍ତୁ।

  • @Swainjitendranath
    @Swainjitendranath 2 місяці тому +1

    Sundar prayas ,wait for ur next episoda

  • @prabhashchandratoltia2086
    @prabhashchandratoltia2086 3 роки тому +6

    ୨ୟ ଭାଗ କେବେ ଆସିବ ଶୀଘ୍ର କାରବା ପାଇଁ ଅନୁରୋଧ ଖୁବ୍ ଭଲ ଲାଗୁଚି

  • @anjalimohapatra9679
    @anjalimohapatra9679 3 роки тому +3

    ସୁନ୍ଦର ପ୍ରୟାସ

  • @saritamalik5230
    @saritamalik5230 Рік тому +2

    Thank you mam

  • @krishnamohanty8948
    @krishnamohanty8948 2 місяці тому +2

    I have read it excellent

  • @odiakatha6942
    @odiakatha6942 3 роки тому +3

    awesome voice....love

  • @srisiktasuvadarsiniofficia2937
    @srisiktasuvadarsiniofficia2937 3 роки тому +2

    ଅଭିନନ୍ଦନୀୟ ପ୍ରୟାସ ❤️

  • @laxmipriyabehera1262
    @laxmipriyabehera1262 9 місяців тому +2

    Ki lekha....!!!! Koti koti pranam mam

  • @indiramohanty2693
    @indiramohanty2693 2 роки тому +3

    Part 2 kebe aasiba

  • @SantoshNayak-x4z
    @SantoshNayak-x4z 3 місяці тому +2

    Real legend of odia language.

  • @saritamalik5230
    @saritamalik5230 Рік тому +2

    ଏତେ ସୁନ୍ଦର

  • @rakunShiksh
    @rakunShiksh 2 роки тому +4

    Part kebe asiba?

  • @manashnayak6673
    @manashnayak6673 2 роки тому +3

    Every story are fantastic

  • @monalishanayak904
    @monalishanayak904 3 роки тому +4

    Next kebe asiba

  • @Muodialuhathubibadhiya
    @Muodialuhathubibadhiya 9 місяців тому +1

    Oh.... No words only memory

  • @sagarika130
    @sagarika130 3 місяці тому +1

    Very nice thank a lot for all you efforts

  • @srisiktasuvadarsiniofficia2937

    Goosebumps!✨️🥺❤️

  • @barsa715
    @barsa715 2 місяці тому +2

    Please sabu bhaga upload karibe

  • @nilapari9955
    @nilapari9955 8 місяців тому +1

    ଚମତ୍କାର 😭😭,,, ଆଗାମୀ ଭାଗ ଆଣନ୍ତୁ❤

  • @niranjanpadhan7423
    @niranjanpadhan7423 3 роки тому +3

    nxt kbe asiba mam

  • @sanjeebreddy6860
    @sanjeebreddy6860 3 роки тому +4

    Your voice is so attractive

  • @jyotsnapadhi173
    @jyotsnapadhi173 2 місяці тому +1

    Mu ei novel 3 times padhichi

  • @sumitarath2759
    @sumitarath2759 3 місяці тому +1

    👌👌 bahut sunder

  • @nirbedamajhi9190
    @nirbedamajhi9190 2 роки тому +4

    Mu ei novel padichi

  • @niranjanpadhan7423
    @niranjanpadhan7423 3 роки тому +3

    👌👌👌👌👌👌👌👌👌👌👌👌👌👌👌👌

  • @snigdharanipattnaik6896
    @snigdharanipattnaik6896 3 роки тому +2

    Awesome voice.God bless you my dear

  • @diptimayeesahoo1401
    @diptimayeesahoo1401 2 місяці тому +1

    Please continue 🙏

  • @anjalimohapatra9679
    @anjalimohapatra9679 3 роки тому +3

    Nice voice

  • @barsapradhan8631
    @barsapradhan8631 3 місяці тому +1

    ବହୁତ୍ ସୁନ୍ଦର୍

  • @saratkumarsingh2569
    @saratkumarsingh2569 3 роки тому +3

    Excellent presentation

  • @jagadishchandradas4008
    @jagadishchandradas4008 2 роки тому +3

    ଏ ତ ନିଜ ଅନ୍ତରର ସାହିତ୍ୟ। କିନ୍ତୁ ଓଡିଶାର ସାହିତ୍ୟ କାହିଁ?

  • @sanjitanaik2689
    @sanjitanaik2689 3 місяці тому +1

    Atma udijaeni mam E gavira tatwa

  • @vlogwithpurva
    @vlogwithpurva Рік тому +2

    Next part please

  • @premalatasahoo1086
    @premalatasahoo1086 3 місяці тому +1

    Excellent

  • @arunamohanty2986
    @arunamohanty2986 3 місяці тому +1

    Hindi serial maha Bharat pare lekha jaichhi sesare draupadi nka sesa muhurtara prathana Prabhu sree krushna nku bahut mama sparsi 👌🙏

  • @BishnuPallei-zz7bk
    @BishnuPallei-zz7bk 4 місяці тому +2

    Mo pakhare ei bahiti achhi au mnu pura padhisarichhi

  • @ommnamahshivay-oq1sq
    @ommnamahshivay-oq1sq 3 місяці тому +1

    Sofia maam❤

  • @itishreepadmalaya3449
    @itishreepadmalaya3449 2 місяці тому +1

    Na bahi tiku padhile jemiti lage .sunile semiti lagena...

  • @patitapabanpal3306
    @patitapabanpal3306 2 місяці тому +1

    bibhuti pattnaik nka 'PREMIKA' miliba ki

  • @BulletproofJourney
    @BulletproofJourney 2 роки тому +3

    Part 2 kebe aasiba