Balasore Bypolls: Allegation Of Public Over Many Issues Near Pratap Chandra Sarangi

Поділитися
Вставка
  • Опубліковано 26 жов 2020
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    #BalasoreByElection #PratapChandraSarangi #KanakNews
    For the latest Odisha News Follow us:
    Visit: kanaknews.com/
    Watch Live : ua-cam.com/users/kanaknewslive...
    UA-cam: / kanaktvonline
    Twitter: / kanak_news
    Facebook: / kanaknews

КОМЕНТАРІ • 845

  • @basantanayak8390
    @basantanayak8390 3 роки тому +220

    ଦିନେ କାଳେ ଦେଖା ନାହିଁ ଗମ୍ହା ପୁନେଇଁ କୁ ମାମୁଁ ମାଇଁ 😂😂 ବେଣୁ ମଉସା ଜିନ୍ଦାବାଦ 👌

  • @krushnatarai7994
    @krushnatarai7994 3 роки тому +10

    ଭୋଟ ବେଳେ ସବୁ ନେତା ମନ୍ତ୍ରୀ ଲୋଙ୍କ ଙ୍କ ପାଖରେ କିନ୍ତୁ ଭୋଟ ସରିଗଲେ ଲୋକଙ୍କ ପାଖରେ କେହି ନଥାନ୍ତି ,,,

  • @hemantakbehera651
    @hemantakbehera651 3 роки тому +16

    This type of 10 leaders need for Orissa.

  • @abhigouda1109
    @abhigouda1109 3 роки тому +4

    ସେ ମହୁଷା ଜଣେ ମନ୍ତ୍ରୀ ଙ୍କୁ ପଚାରୁଥିଲା ତାଙ୍କର ବିଜେପି କର୍ମୀ ଜଣେ ପାଟିରେ ହାତ ମାରି ଟେଳିଦହୁଛନ୍ତି ଏଇଟା ଗୋଟେ ଭଲ କତାଖି

  • @bisuhansdah5198
    @bisuhansdah5198 3 роки тому +12

    ଥରେ ଜିତିଲେ କାହାକୁ ବି ଚିହ୍ନିବେ ନାହିଁ।

  • @mkaimchannel6167
    @mkaimchannel6167 3 роки тому +3

    ମନ୍ତ୍ରୀ ଆଜ୍ଞା ଆପଣଙ୍କ ପାଖରେ ଯେଉଁ ନୀଳ shirt ପିନ୍ଧି ବାବୁଜନଙ୍କ ଛିଦାହୋଇଛନ୍ତି ତାଙ୍କ ବ୍ୟବହାର ଦେଖ ଟିକେ।

  • @krushnatarai7994
    @krushnatarai7994 3 роки тому +10

    କେବଳ ଭୋଟ ଟାଇମ ରେ ଏମିତି ଭିଡ଼ିଓ ଦେଖିବାକୁ ମିଳୁଛି

  • @dusmantabehera3565
    @dusmantabehera3565 3 роки тому +75

    BJP, BJD kahaku deoni only BENU mausa

  • @jagannathpadhi1089
    @jagannathpadhi1089 3 роки тому +13

    ଗରିବ ଲୋକ ଟି ଯେତେବେଳେ ସରକାର ଙ୍କୁ ଜବାବ ମାଗିବାକୁ ଯାଏ, ସେତେବେଳେ ମନ୍ତ୍ରୀ ଙ୍କ ଚାମଚା ମାନେ ଏମିତି ସେମାନଙ୍କ କଣ୍ଠରୋଧ୍ କରି ସେମାନଙ୍କୁ କିଛି କହିବାକୁ ସୁଯୋଗ ଦିଅନ୍ତି ନାହିଁ ।

  • @anshumanbehera5691
    @anshumanbehera5691 3 роки тому +6

    ଯେଉଁ ଲୋକ ଜଣକ ମୁହଁ ଖୋଲି ତାଙ୍କ ଅସୁବିଧା କହିଲେ camera ଆଗରେ ତାଙ୍କ ଉପରେ camera ପଛରେ ଦଳୀୟ କର୍ମୀ ମାନେ ଅନ୍ୟାୟ କରିପାରନ୍ତି ତେଣୁ ତାଙ୍କ ଉପରେ ନଜର ରଖିବା ଦରକାର

  • @blbapi2025
    @blbapi2025 3 роки тому +1

    କନକ ନ୍ୟୁଜ୍ ବିଜେପି କୁ କେତେ ପ୍ରଶ୍ନ ପଚାରୁଛି କିନ୍ତୁ ବିଜେଡି କୁ ପ୍ରଶ୍ନ ନ ପଚାରି ପ୍ରଶଂସା କରୁଚି, ଏହା ସମଗ୍ର ଓଡ଼ିଶାକୁ ଜଣା ଯେ କନକ କଣ କରୁଛି । ତଥାପି ହାର ମାନୁଚି ଲୋକଙ୍କର ପ୍ରଶଂସା ଶୁଣି ବିଜେପି ପାଇଁ 😀😀😀😀😀😀। ଲାଜ ଲାଗିଲା ସାମ୍ବାଦିକଙ୍କୁ ସେଥିପାଇଁ ବାଟକାଟି ପଳେଇଲେ 😀😀😀😀😀😀😀

  • @tryevertilltheend4191
    @tryevertilltheend4191 3 роки тому +12

    Agree or not
    Kanak news is - - - - BJD TV
    Example - - Owner🤣😂

    • @sumanlenka2677
      @sumanlenka2677 3 роки тому

      Otv - bjp ra
      😆😆😆😆😆😆😆😆😆

    • @bulupolai2487
      @bulupolai2487 3 роки тому +1

      With out ଓଟିଭି, ଇ ଟିଭି, ନକ୍ସତ୍ର, ଆଉ ସବୁ ବିଜେଡି ର channel

  • @jagannathdehuri5268
    @jagannathdehuri5268 3 роки тому +8

    ଘୋର ଅପମାନ କଲେ ମଉସା.. ଆମର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୁ😀😀😀😀😂😂😂😂😂😂

  • @SUJITKUMAR-dt1vp
    @SUJITKUMAR-dt1vp 3 роки тому +1

    ମୁଁ ମୟୁରଭଞ୍ଜ ରୁ କହୁଛି. ବିଜେପି ବିଜେଡି କୁ ଭୋଟ ଦିଅନ୍ତୁ ନାହିଁ. ଆପଣଙ୍କ ବହୁମୂଲ୍ୟ ଭୋଟ ଟିକୁ ବେଣୁ ମଉସାକୁ ଭୋଟ ଦିଅନ୍ତୁ 🙏🙏🙏

  • @takecare9335
    @takecare9335 3 роки тому

    ସବୁ ନେତା କେବଳ ଭୋଟ ସମୟରେ ଆସିବେ ଭୋଟସରିଗଲା ପରେ ନିଜ ଗାଁର ସମସ୍ୟା ନେଇ
    ତା ଘର ଆଗରେ ଛାତି ବାଡେଇ କହିଲେ ମଧ୍ଯ ଶୁଣିବେନି
    ଠିକ୍ ଆମ ଗାଁରେ 20 ବର୍ଷ ହେଲାଣି 50 ମିଟର ଗୋଟେ ତିଆରି ହୋଇ ପାରୁ ନାହିଁ କଂଗ୍ରେସ ବିଜେପି ବିଜେଡି ସବୁ ନେତା କୁ ଥରେ ଥରେ ଜିତାଇଛୁ କିନ୍ତୁ କିଛି ହେଲେ ନାହିଁ
    ଏବେ କାହାକୁ ଭରସା କରିବା କଥା
    କମେଣ୍ଟ କରି ଜଣାନ୍ତୁ ଭାଇମାନେ କଣ କରିବା କଥା

  • @gnatoka5921
    @gnatoka5921 3 роки тому

    ନା ବିଜେଡି
    ନା ବିଜେପି
    ନା କଂଗ୍ରେସ
    only ବେଣୁ ମଉସା ଜିନ୍ଦାବାଦ

  • @soumyaranjandash4428
    @soumyaranjandash4428 3 роки тому +16

    Great planning by sir minister... They forget to hide BJP flag..

  • @rabicomputereducation2235
    @rabicomputereducation2235 3 роки тому +3

    Good work sir

  • @balabhadranaik4460
    @balabhadranaik4460 3 роки тому +24

    Sabu m/g Rajoniti.... swarthapara

  • @radhamohancomedy1383
    @radhamohancomedy1383 3 роки тому +33

    ସେ ଲୋକଟା ଠିକ କହୁଛି ଯିଏ ଚାଦର ପିନ୍ଧିଚି

    • @butancreation5942
      @butancreation5942 3 роки тому

      ua-cam.com/video/sFUR_cgilJg/v-deo.html Odia social experiment Jajpur Orissa bari

    • @ashishmohapatra4064
      @ashishmohapatra4064 3 роки тому

      Bhai mu bi Tanka Katha ku eka mata kali

    • @ashishmohapatra4064
      @ashishmohapatra4064 3 роки тому

      Hele Bhai.gote Katha kuha eia sir janaka election jitila parathu kuade jaithila...tanku tike pachara..ohh seia time 5 years re thare ase

  • @mkaimchannel6167
    @mkaimchannel6167 3 роки тому

    ପଞ୍ଚାୟତର ଯଦି ସବୁକର୍ମଚାରି ଲାଞ୍ଚ ନିଅନ୍ତି ତାହେଲେ ଲୋକ କାହାପଖକୁ ଯିବେ ମନ୍ତ୍ରୀ ମହାଶୟ. ମୁଁ ଜୟଦେବ କସବା ଗାଁର ଯୁବକ ଆମ ଗାଁର ଜଣେ ଲୋକ ୫ ଟି ଘର ପାଇ ଲାଣି ଆଉ ଜଣେ ବୃଦ୍ଧା ଯେତେଥର apply କରୁଛି ତାର ହେଉନାହିଁ ବୃଦ୍ଧା ଜଣକ ଭଙ୍ଗା ମାଟି ଘରେ ରହୁଛି
    ।ଏହି ସମସ୍ୟାର ସମାଧାନ ପାଇଁ ମୋ ହିସାବରେ ମୁଁ ସମସ୍ତ ଅଫିସର ଙ୍କୁ ଜଣାଇ ସାରିଲିଣି ସମାଧାନ ହେଉନାହିଁ । ଆଉ କାହା ଉପରେ ବିଶ୍ୱାସ କରିବା କୁହନ୍ତୁ ମନ୍ତ୍ରୀ ଆଜ୍ଞା ।

  • @jonyjony9090
    @jonyjony9090 2 роки тому

    ମନ୍ତ୍ରୀ ସିନା ଯାଇପାରିବେନି ଯୋଉ ମାନେ ଯାଉଛନ୍ତି ଶଳା ପଇସା ମାଗୁଛନ୍ତି

  • @tanmaykumarsahoo
    @tanmaykumarsahoo 3 роки тому +7

    #Scam2020 .... Life re fast time emti reporter au emti abhijog fast time dekhuchu

  • @aamagan4002
    @aamagan4002 3 роки тому

    2 years helani ବରିଙ୍ଗ୍ କୁଡା ହେଇଛି ପାଣି ଯୋଗାଇ ପାରୁନାହାଁନ୍ତି ଏ କି? ରାଜ୍ୟର ରାଜନୀତି ସବୁ ପଳାଓ ତମର କାମ ହେଉଛି ଖାଇଦେବା

  • @ranjanmajhi7890
    @ranjanmajhi7890 3 роки тому

    ମଉସା କୋରେକ୍ଟ୍ କଥା କହିଛନ୍ତି
    ପାଣି ପାଇଁ ବହୁତ ହଇରାଣ ହଉଛେ
    ପାଇପ୍ ଲାଇନ ଖୋଳା ହଇଛି ହେଲେ ପାଣି ଆସୁନି କାହିକି

  • @hemasagarnaik1781
    @hemasagarnaik1781 3 роки тому +1

    ସରପଞ୍ଚ ବି ପାର୍ଟି ର ମୁଁ ବୁଝି ପାରୁନି ।

  • @debasisvlog3964
    @debasisvlog3964 3 роки тому

    କନକ ଟିଭି ବିଜେଡ଼ି ଦଳ ଲୋକଙ୍କୁ ପାଣି ଆଉ ଘର ଦେଉନି ତମେ ଲେଖିଛ ମନ୍ତ୍ରୀଙ୍କୁ ଘେରିଲେ !! ଯାହା ଲେଖୁଛ ଭାବିକି ଲେଖ

  • @kameswarYouTubeExpress
    @kameswarYouTubeExpress 3 роки тому +1

    Ok new information report🙏🎉

  • @blvlogs5252
    @blvlogs5252 3 роки тому +3

    ଯିଏ ସତ କଥା କହୁଛି ତାଙ୍କ କଥାକୁ ଚାପି ଦିଆଯାଉଛି।

  • @rudranarayanmeher1587
    @rudranarayanmeher1587 3 роки тому +2

    ସାର ତ ଲୋକଙ୍କୁ ମାସ୍କ ଘୋଡେଇଦେ ବୋଲି କହୁଛନ୍ତି କିନ୍ତୁ ସାର ଙ୍କ ମାସ୍କ ତ ଯେମିତି ଅଛି ତାହା ପିନ୍ଧିକି କି ଯାହା ନ ପିନ୍ଧିକି ତାହା....

  • @UshaRani-mz6wp
    @UshaRani-mz6wp 2 роки тому

    Super. 👍🏻

  • @anshumanmohanty7912
    @anshumanmohanty7912 3 роки тому +15

    Kanak news bjd party

  • @pruthirajtony7647
    @pruthirajtony7647 3 роки тому +1

    Right 👍👍 right

  • @s.jchanel8198
    @s.jchanel8198 3 роки тому

    MP ହେଲାପରେ କିଛି କାମ କରିନାହାନ୍ତି ।ଖାଲି କଥା ମଧୁର ବିଜେପି ଓଡ଼ିଶାର ଚାଲିବନି

  • @sonasamalsona9208
    @sonasamalsona9208 3 роки тому +2

    Diani totaly vote

  • @prabinsethi1005
    @prabinsethi1005 3 роки тому

    ମାଉସୀ କେତେ ଟଙ୍କା ନେଇକି ଯାଇଛ 150 ନା 200.

  • @ashishmohapatra4064
    @ashishmohapatra4064 3 роки тому +43

    Jemiti vota magila bele asucha.semiti Tanka asubhida Katha bujhibaku Asuna..

  • @abdulnasimaktar4862
    @abdulnasimaktar4862 3 роки тому +7

    ଗୋଟେ ବର୍ଷ ପରେ ଆଇଛନ୍ତି ଦାସକାଠିଆ ନାନା....ଠିକ ଏହି ସମୟରେ ନେତାମାନେ ଏମିତି କଥା କହିବେ ଯେ...ଲିଷ୍ଟ ବନେଇ ଦିଅ ଅମକା କରିଦିଅ ସମୁକ କରିଦିଅ...ନିର୍ବାଚନ ସରିଲା ପରେ ଫୁସ

  • @jagannathdehuri5268
    @jagannathdehuri5268 3 роки тому

    ଶଳା ଏଠି କରୋନା କଟକଣା ନାହିଁ କି ପୁଲିସ ଆଖିକୁ କି ସରକାର ଆଖିକୁ ଦେଖା ଯାଉନି

  • @bhagendrasingh1992
    @bhagendrasingh1992 2 роки тому

    Thik kahucha mausa

  • @amareshp7231
    @amareshp7231 3 роки тому

    Au kou channel naee

  • @uttamsamartha3818
    @uttamsamartha3818 3 роки тому +26

    Kanak news BJD party support.....

  • @MsPro245
    @MsPro245 3 роки тому

    ଶଶୁର ପୁଅ କୋଉଠି ଥିଲୁ ଆଉ ଭୋଟ ବେଳେ ସବୁ ଛୋଡ଼ି ଦୋବୁ ଆଉ ଶଳl ଏଇଠି ଗୋଟେ ନାଟକ ଅଭିନୟ ଆରମ୍ଭ କରୁଛ ଆଉ ଏଇଠି ଦଳ ର ନେତା ବୋଲି ଦେଖେଇ ହେବା କିଛି ଦରକାର ନାହିଁ ଆମେ ଆପଣ ଙ୍କୁ ଆଉ ଆପଣ ମାନଙ୍କ ସବୁ ଦଳକୁ ଜାଣିଛୁ , କାମ ଥିଲେ ସଙ୍ଗାତ ସଙ୍ଗାତ ଡାକିବ ଆଉ କାମ ସରିଗଲେ_______, ସଙ୍ଗାତ ,,,

  • @budhiramsethi7703
    @budhiramsethi7703 3 роки тому +2

    Very nice

    • @butancreation5942
      @butancreation5942 3 роки тому

      ua-cam.com/video/sFUR_cgilJg/v-deo.html Odia social experiment Jajpur Orissa bari

  • @joshnapradhan9620
    @joshnapradhan9620 3 роки тому

    ଆମ ଓଡ଼ିଶା bjd କଣ ପାଇ ମେଘା project ସବୁ ଅଚଳ କରି ରଖିଚି ତେଣୁ ମୁ କନକ news କୁ ଅନୁରୋଧ କରୁଛି ଆମ ଗାଁରେ 33 କୋଟି ଟଙ୍କା ର ମେଘା project ଅଚଳ ପଡିଛି ଆପଣ ଆମ ଗାଁ କୁ ଟିକିଏ ଆସିଲେ ଆମେ ଆପଣ ଜରିଆରେ ସରକାରଙ୍କୁ କିଛି ଜଣେଇବୁ ଆମେ ପାଣି ପାଇ ବହୁତ ହଇରାଣ ହେଉଛୁ

  • @MamaMama-tn8lp
    @MamaMama-tn8lp 2 роки тому

    Right

  • @bhabanip0009
    @bhabanip0009 3 роки тому

    ଆରେ ମିଛୁଆ news channel ମନ୍ତ୍ରୀ ଙ୍କୁ ନୁହଁ ବିଜେଡ଼ି କୁ ଗେରିଲେ ।
    ଯେମିତି ବିଜେଡ଼ିି ଦଳ ସେମିତି ତମ NEWS CHANNEL
    ଲୋକ ଆଉ ବୋକା ନାହାଁନ୍ତି ସବୁ ଯାନୁଛନ୍ତି ଆଉ ବୁଝୁଛନ୍ତି ।

  • @MusicMantraMusic
    @MusicMantraMusic 3 роки тому +5

    Sabu Lokanka Aligation BJD sabu khaideichi

  • @chandanpradhan7620
    @chandanpradhan7620 3 роки тому

    ଯାହା କୁ ଦେଖି ବୁ ଦେଖ ସବୁ ମାଗିୟା ଏକ

  • @manasranjansuna5342
    @manasranjansuna5342 3 роки тому +23

    Blue shirt man stay in your limit. Don't touch anybody while saying his grievances.

    • @kartikeswarbarik4702
      @kartikeswarbarik4702 3 роки тому +1

      Right bro

    • @competitiveguide6828
      @competitiveguide6828 3 роки тому

      Se bala loka murkha bhali questions pacharuthila sei pain taku silent kara gala.. Blue shirt babu thik karichanti

    • @beingodia1227
      @beingodia1227 3 роки тому +1

      @@competitiveguide6828 Sei murkha vote deichi na ta vote murkha pain reject heithila

  • @jambhu5312
    @jambhu5312 3 роки тому

    ଏଇଟା ବେଇମାନ୍ ସରକାର

  • @bindassvlogs968
    @bindassvlogs968 3 роки тому

    Mu athi MP Sir nku pacharuchi Sir apana balesore ra mp na khali bjp ra mp. Sir apana samasta nka katha sunantu au niriha loka mana nku sahajya ra hata badhantu. Apana aji jou position re kebela ai janata nka pai. Apana nku loka mane tanka dukha kahu thiba bele blue shirt pindhithiba loka tanku break karuchi Kn pai Sir. He is cross the in front of the MP. Its not good thing sir. Sir khali capital re rahile habani jou matiru apana jitiki jaichanti jou loka mane apana ku aji mp sit re basaichanti please semana nkara vote ra mulya tanku diantu

  • @karunakarbehera4867
    @karunakarbehera4867 3 роки тому +15

    Benumausa is the Super Hero not Only For Balasore But Also Digital India!!!!!.....

    • @aDviKSipUn_42
      @aDviKSipUn_42 3 роки тому

      Bhai aei pratap sarangi be cycle re buli buli vote maguthilaa...abe kahichi kemiti ame bujhibu loko nka katha.....sane rajanitire jitigala mane sarilaa....tapare taku au kichi dekha jibani...but ame sachetena heba darkar emit loko nku bachiba je ki sabubele ama saha sath douthiba

  • @jonyjony9090
    @jonyjony9090 2 роки тому

    ହଁ ଘର ଆସୁଛି 10000 ମାଗୁଛନ୍ତି ବିଜେଡି ଲୋକ ନ ହେଲେ କାଟି ଦେଉଛନ୍ତି ବିଜେଡି ହଟାଅ ଓଡିଶା ବଞ୍ଚାଓ

  • @kumars_creation7064
    @kumars_creation7064 3 роки тому +3

    Vote dia nii

    • @butancreation5942
      @butancreation5942 3 роки тому

      ua-cam.com/video/sFUR_cgilJg/v-deo.html Odia social experiment Jajpur bari

  • @mantukrisani529
    @mantukrisani529 3 роки тому




    ରକାର
    ରାଜ୍ୟ ସରକାର

  • @sradha..8271
    @sradha..8271 3 роки тому

    Hello kanak news Team.. Nabin babunkara interview nio.. Moro bi kichi tanku pachari bara achi...

  • @ratikantadas9472
    @ratikantadas9472 3 роки тому +1

    Anchor କରୁଥିବା ଝିଅ ଏବେ BJD ର

  • @pravakarnayak820
    @pravakarnayak820 3 роки тому

    V beautiful speaking P NANA waha

  • @mrpabitrakumar7729
    @mrpabitrakumar7729 3 роки тому +4

    ଆରେ ଏଇ ନେତା ଦିନେ କହିଥିଲେ ମୁଁ ହଉଚି କେନ୍ଦ୍ର ର ମନ୍ତ୍ରୀ ଆଗେ ତା ପରେ ବାଲେଶ୍ୱର ର ଆଜି କଣ ଏମିତି ଚେଞ୍ଜ 😄

  • @ramakantachoudhury3037
    @ramakantachoudhury3037 3 роки тому

    Kanak news please ask BJD minister also .

  • @indradhanusutar918
    @indradhanusutar918 3 роки тому

    ସବୁ କରି ଦେବେ ଖାଲି ଭୋଟ ଦେଇ ଦିଅ ସବୁ ବାଳ ଛିଣ୍ଡେଇ ଦେବେ ଯୁଆଡେ ଦେଖିବ ଦେଖେ ସବୁ m... g. ଏକ କାମ ଥିଲେ ଗୋଡ ଚାଟି ପକେଇବେ ଆଗେ ସବୁ କାମ କର ପରେ ଭୋଟ ପାଇଁ ପଳେଇ ଆସିବ

  • @laughingtablet2091
    @laughingtablet2091 3 роки тому +18

    Pratap Sarangi kn Balasore re mantri naa se paraa Kendra ra mantri... Setebele time nathila bls aasiba paen ebe vote darlaar ebe full time bls re rahibaa paen...

    • @saisuryaofficial2552
      @saisuryaofficial2552 3 роки тому +1

      25 ବର୍ଷ ହେଲା ଶାସନ କରିଲା ପରେ ବି ଦିନ ରାତି ବିଜେଡି ପଡିକି ଅଛି ବାଲେଶ୍ୱର ରେ 😆😆😆😆😆

    • @bibhupratapswain7632
      @bibhupratapswain7632 3 роки тому +2

      @@saisuryaofficial2552 ଆରେ ସବୁ ଦଳ । ସବୁ ଶଳା ହରାମି । ସବୁ ଦଳ ଗାଣ୍ଡିମରା ।

  • @biswalbiswal1314
    @biswalbiswal1314 3 роки тому +3

    👌👌👌

    • @butancreation5942
      @butancreation5942 3 роки тому

      ua-cam.com/video/sFUR_cgilJg/v-deo.html Odia social experiment Jajpur Orissa bari

  • @chintamanisahoo6521
    @chintamanisahoo6521 3 роки тому +1

    Bond paper re sine kariki dia kahidele habani

  • @RideonNandighosh
    @RideonNandighosh 3 роки тому

    Kanak news bala tike bajao mahanga report ku kain?

  • @odiakalasahitya5552
    @odiakalasahitya5552 3 роки тому +1

    ଭୋଟ ମାଗିଲା ବେଳେ କେମିତି ଜାଣିଲେ କୋଉ ଗାଁ ରେ କେତେ ଭୋଟର ଅଛନ୍ତି ? ସବୁ BJD,BJP Congres ନିଲଜ ନେତା ମାନେ ।🍅🍅🍅

  • @pratapchandrabehera1483
    @pratapchandrabehera1483 3 роки тому

    Nice video

  • @kausalayamahapatra6541
    @kausalayamahapatra6541 2 роки тому

    ଜୟ ବିଜେପି 🙏🙏🙏

  • @srustifundamentalscience9322
    @srustifundamentalscience9322 3 роки тому +15

    Aji ama Mp asichanti... Bdw ete Din dhari kauthi thile Nana.... Amar ethi election nahni.. Ta nana b aasantini... Puni election hele Nana asibe

    • @srustifundamentalscience9322
      @srustifundamentalscience9322 3 роки тому

      Election pare nana desa ra mantri.. Desa ra daitwa nianti... Bt election bele aji ama Mp... Excellent.. Apana rajdhani re rahibe ta gariba loka te kmiti lekhi ki deba... Aji kn pani asichanti rajdhani re rahileni.. Apana 1st ama Mp then desa ra mantri.. ...

    • @butancreation5942
      @butancreation5942 3 роки тому

      ua-cam.com/video/sFUR_cgilJg/v-deo.html Odia social experiment Jajpur Orissa bari

    • @nalinikantagochhayatbapi600
      @nalinikantagochhayatbapi600 3 роки тому

      Kahibaku deuna, mail ra reply nahi, aji time hela dhanya nana

    • @jibanjiban9390
      @jibanjiban9390 3 роки тому +1

      Balasore ta kn aama desa bahare ki?????

  • @sanjaysahoo2198
    @sanjaysahoo2198 3 роки тому

    କନକ ନ୍ୟୁଜ ମହିଳା ସାମ୍ବାଦିକା ଙ୍କୁ ଟିକିଏ ଲାଜ ଲାଗୁନି ଏଭଳି ପ୍ରଶ୍ନ ଉଠାଇଛନ୍ତି ସେ ପ୍ରଶ୍ନ ଓଡ଼ିଶା ସରକାର ଙ୍କ ମନ୍ତ୍ରୀ ମାନଙ୍କୁ ବି ପଚାରନ୍ତୁ

  • @krushnachandrasahoo2626
    @krushnachandrasahoo2626 2 роки тому

    Good

  • @odiaweddingalbum6814
    @odiaweddingalbum6814 3 роки тому

    ଆଜି ଯାଏଁ କୁଆଡେ ଯାଇଥିଲେ ସାର୍

  • @ashishmohapatra4064
    @ashishmohapatra4064 3 роки тому

    List ta list re rahijiba..sir.agaku jaiparibani

  • @prabinpurohit895
    @prabinpurohit895 3 роки тому +15

    Sarapanch kana party' ra ki

  • @bhadraktokakedar2990
    @bhadraktokakedar2990 3 роки тому

    Thik kahichanti mausi

  • @anyothersvideo9755
    @anyothersvideo9755 3 роки тому

    Yes no vota

  • @ashokkumarbehera9413
    @ashokkumarbehera9413 3 роки тому

    Nana ama village oupada block shyamsunderpur gp daldali village re bahut problem rahichi main paini problem. Water supply heaichi one year above jelani but pani paibaku loka mane pau nahanti.

  • @abinashofficial2729
    @abinashofficial2729 3 роки тому

    ପୋଷ୍ଟର ରେ ଲେଖିଛ ଗୋଟିଏ ଭିଡ଼ିଓ ଦେଖାଉଛ ଗୋଟିଏ

  • @prakashmehera6799
    @prakashmehera6799 3 роки тому

    ବଡ ଠକ ବି ଜେ ପି, ଯମା ବିସ୍ଆସ୍ କର ନାହିଂ, ବେଣୁ ମୋଉସା କୁ ଯିତାଓ

  • @balaramatmt9701
    @balaramatmt9701 2 роки тому

    ଦେଖନ୍ତୁ କି ରାଜନୀତି

  • @mkaimchannel6167
    @mkaimchannel6167 3 роки тому

    ମୁଁ ସମସ୍ତ ଅଫିସର ଙ୍କୁ ବୃଦ୍ଧା ର ଦୁଃଖ ଜଣାଇ ସାରିଲିଣି ଏବେ କାହା ପାଖକୁ ଗଲେ ଏହାର ସମାଧାନ ହେବ । କୁହନ୍ତୁ ମନ୍ତ୍ରୀ ଆଜ୍ଞା

  • @5teducation915
    @5teducation915 3 роки тому

    ଆପଣ ତ ଜନତାଙ୍କ ପ୍ରତିନିଧି ଆପଣ କିପରି ସେ ବ୍ୟକ୍ତବିଶେଷଙ୍କ ପ୍ରତିକ୍ରିୟା ନେଲେନାହିଁ

    • @butancreation5942
      @butancreation5942 3 роки тому

      ua-cam.com/video/sFUR_cgilJg/v-deo.html Odia social experiment Jajpur bari

  • @StephenSt-bo1db
    @StephenSt-bo1db 3 роки тому

    Good complain face to face.

  • @bharatkisathiallkingc.m196
    @bharatkisathiallkingc.m196 3 роки тому

    Auu kn apananka No ku mu call bahut karichhi but no answer

  • @tanmaypradhan3810
    @tanmaypradhan3810 3 роки тому

    Mantri jani nahanti je tanku list darkar...kehi kamaku nuhan sabu khaibe

  • @bhanuprataprana8311
    @bhanuprataprana8311 3 роки тому +2

    Bjd TV kanak news👍

  • @bibekananda2422
    @bibekananda2422 3 роки тому

    ବେଣୁ ମଓସାଙ୍କୁ ଜିତେଇ ଗୋଟେ ନୂଆ ଇତିହାସ କରିଦିଅ।।ଏମିତି ରେ ଶାସକ ଦଳ ଆସିଲେ ବି କିଛି କାମ ହେଉନାହିଁ ।। ଖାଲି ବିକାଶ କରିବୁ କାହିକି ଭୋଟ ଟା ନେଇଗଲେ ସରିଲା ।।ପୁଣି ଯାଇକି ଭୋଟ ଆସିଲେ ଦେଖା ଦେବେ।।ଏଇଟା ତ ରାଜନୀତି ଆଉ। ଲୋକ ଯେମିତି ଥିଲେ ସେମିତି ଦୁଃଖରେ ରହିବେ ଖାଲି ନେତା ମାନେ ଲୋକଙ୍କ ପାଇଁ ଆସୁଥିବା ଯୋଜନା ରୁ ଟଙ୍କା ନେଇ ଖୁସି ରେ ରହିବେ।।।

  • @kalandilenka1667
    @kalandilenka1667 3 роки тому +2

    Ghara pani state govt daba katha ?

  • @kshetramohansahu7654
    @kshetramohansahu7654 3 роки тому

    Kanak news bale anubhab mahanty ku questions karuna to

  • @izireal-estate3619
    @izireal-estate3619 3 роки тому

    Water

  • @Rusuputra316
    @Rusuputra316 3 роки тому

    Water /house /Electric
    ର କଥା କହୁଛନ୍ତି, ଏତିକି ରେ ଉନ୍ନତି,ହେଇ ପାରିବ ନାହିଁ।

  • @manoranjanm1384
    @manoranjanm1384 2 роки тому

    @3:53 blu colour shirt wala kiye???
    Salata kana muha re thaudauchhi ??

  • @Dream_India_tour
    @Dream_India_tour 3 роки тому +3

    Nana bi michha kahile😭😭

    • @kunugunuvlogs
      @kunugunuvlogs 3 роки тому +1

      Are bhai Sabu michha kahibe.

    • @kunugunuvlogs
      @kunugunuvlogs 3 роки тому +1

      Nija jagare nije pahnchi gale Sabu Sethi michha kahibe

  • @santoshkumarpanda5862
    @santoshkumarpanda5862 3 роки тому +1

    Pani kana union minister deba

  • @chinmaycomputertutorial2552
    @chinmaycomputertutorial2552 3 роки тому

    Kehi.. Bhala... Nuha...

  • @tapansahoo200
    @tapansahoo200 3 роки тому

    Wahhh...wht a ligal vote

  • @antaramnayak6393
    @antaramnayak6393 2 роки тому

    ବିଜେଡି ର ଭୁଲ ନା ସରପଞ୍ଚ ରା ଭୂଲ

  • @satyanarayankar5781
    @satyanarayankar5781 3 роки тому

    Kanak news emti kainki heading deicha

  • @modernbabacomedy6410
    @modernbabacomedy6410 3 роки тому

    Social distancing kn eita