ବିଜେପି ନା ବିଜେଡି ଓଡ଼ିଶାରେ କିଏ ଗଢ଼ିବ ସରକାର ଖୋଲି କହିଦେଲେ ବରିଷ୍ଠ ସାମ୍ବାଦିକ ରବି ଦାସ BJD BJP

Поділитися
Вставка
  • Опубліковано 10 лис 2024

КОМЕНТАРІ • 1,6 тис.

  • @prakashbehera4473
    @prakashbehera4473 5 місяців тому +156

    ବରିଷ୍ଠ ସାମ୍ବାଦିକ ସହିତ ବିଜେଡି ପ୍ରଚାରକ

  • @pradeepkb3744
    @pradeepkb3744 5 місяців тому +31

    ଜଣେ ବରିଷ୍ଠ ସାମ୍ବାଦିକ ବିକ୍ରି ହୋଇଯିବା ଭଳି ଗନ୍ଧ ବାରି ହୋଇଯାଉଛି

    • @gitanjalipadhi9431
      @gitanjalipadhi9431 5 місяців тому +1

      Jemiti otv aau argus news bikri heichi seta dekha houni ki

  • @PratapchandraParida-li5er
    @PratapchandraParida-li5er 5 місяців тому +193

    ରବି ବାବୁ କୃଷକ ଆନ୍ଦୋଳନ ବେଳେ ଏ ସରକାର କୃଷକ ମନକଂ ପ୍ରତି କି ପ୍ରକାର ବ୍ୟବହାର କଲା ଜାଣି ମଧ୍ୟ ବିଜେଡି କୁ ଏତେ ସମର୍ଥନ କଣ ପାଇଁ ଲାଗୁଛି ବିଜେଡି ମୋଟା ଟଙ୍କା ଚାନ୍ଦା ଦେଇଛି

  • @AmarjitDas613
    @AmarjitDas613 5 місяців тому +1

    Dhanyawad sir..🙏

  • @sankarsanbal9213
    @sankarsanbal9213 5 місяців тому +187

    ଏ ଲୋକଟି ବିଜେଡି ର ଚାମଚା

    • @bhagirathidasodisha.6934
      @bhagirathidasodisha.6934 5 місяців тому +2

      ନିଶ୍ଚିତ ତାଙ୍କ ଭାଷା ବିଜେଡି ସପକ୍ଷ
      ଓ ସେ ଜଣେ ବରିଷ୍ଠ ସାମ୍ବାଦିକ
      ଭବିଷ୍ୟ କର୍ତ୍ତା କି..?

    • @pitbaspalasi5358
      @pitbaspalasi5358 5 місяців тому +4

      100%

    • @sarojkumardas8826
      @sarojkumardas8826 5 місяців тому +1

      Same model

    • @GuruCharanRout-lu7ch
      @GuruCharanRout-lu7ch 5 місяців тому

      Rabi Jane
      BjD loka

    • @sanjaypangi2481
      @sanjaypangi2481 5 місяців тому +1

      BJP asile kana deba sir 15lak ମିଳିଲା କି

  • @sudarsanpradhan6782
    @sudarsanpradhan6782 5 місяців тому +27

    ଏ ବୁଢା ପ୍ରକୃତ ରେ ପାଗଳ ହେଇ ଯାଇଛି l ବିଜେଡି ଠାରୁ ପଇସା ଖାଇ ବିଜେପି ବିରୁଦ୍ଧରେ ଗପୁଚି l ଏ ବୁଢ଼ା କୁ ରାଞ୍ଚି ପାଗଳ ଖାନା କୁ ପଠେଇ ଦିଅ l❤

  • @supriyasahoo4400
    @supriyasahoo4400 5 місяців тому +131

    କେହି ଉପକୃତ ହଉନାହାନ୍ତି କେବଳ କିଛି ଅଫିସର ଆଉ ଆପଣଙ୍କ ଭଳି କିଛି ଲୋକ ଉପକୃତ ହେଉଛନ୍ତି

  • @rajanikantachoudhury2343
    @rajanikantachoudhury2343 5 місяців тому +16

    ଏଇଟା ଦେଲେ ଅନ୍ୟଟା କାଟିବବୋଲି ଆପଣ ଙ୍କୁ କିଏ କହିଲା ଆପଣଂକୁ ଜଣେ ବରିଷ୍ଠ ସାମ୍ବାଦିକ କହିବାପାଇଁ ଲଜ୍ୟା ଲାଗୁଚି।

  • @surendraprusty6694
    @surendraprusty6694 5 місяців тому +63

    ରବି ଦାସ ବିଜେଡି ଠୁ ପଇସା ଖାଇଛି

    • @Rk-to4ls
      @Rk-to4ls 5 місяців тому +1

      Sabu chora ଏକାଠି

  • @adtechnical3694
    @adtechnical3694 5 місяців тому +11

    ଏଇ ମାନେ ଓଡିଶା କୁ ଠକୁଛନ୍ତି, ଏ ଥର ବିଜେପି ସରକାର jai hind

  • @dibyasinghparida4360
    @dibyasinghparida4360 5 місяців тому +156

    ବୁଢା ହେଲଣି ଘରେ ବସନ୍ତୁ,ବିଜେଡି କୁ ପ୍ରବଳ ଭୟ ତୁମର ଖାଲି ଗପ ପ୍ରବଳ,

  • @debasisdash2451
    @debasisdash2451 5 місяців тому +2

    ଓଡ଼ିଶା ରେ ବିଜେପି ସରକାର୍
    ତମ କଥା ମୂଲ୍ୟହୀନ

  • @prananathpati9976
    @prananathpati9976 5 місяців тому +148

    ରବି ବୁଢା ପାଗଳ ହେଇ ଗଲାଣି। ଏଇଟାକୁ ରାଞ୍ଚି ପଠାଅ।

  • @satyabansahoo-jw2dh
    @satyabansahoo-jw2dh 5 місяців тому +2

    ରବି ଦାସଙ୍କ ଅନୁମାନ ଏଥର ଭୁଲ୍ ପ୍ରମାଣିତ ହେବ ।

  • @Educationpoint100
    @Educationpoint100 5 місяців тому +6

    ରବି ବାବୁଙ୍କ କହିବା କଥା BJP ଆସିଲେ ସବୁ ଯୋଜନା ବନ୍ଦ୍ ହୋଇଯିବ ତେବେ ଗୋଟେ କାମ କର BJD କୁ ଆହୁରି 100 ବର୍ଷ ଦିଅ। ଲାଜ ନାହିଁ ଏଭଳି ପତ୍ରକାର କୁ। 25 ବର୍ଷ BJD କୁ chance ମିଳିଲା ଆଉ କେତେଦିନ ମିଳିବ। କଣ ସବୁକିଛି ଖାଲି ଯୋଜନା ଆଉ କିଛି ସମସ୍ୟା ନାହିଁ।

  • @jayaramasahoo7106
    @jayaramasahoo7106 5 місяців тому +2

    ରବି ବାବୁ ଙ୍କର ବତୀପେଲା କଥା ସେସବୁବେଳେ ବିଜେଡି ସପକ୍ଷରେ ଯୁକ୍ତି ବଢ଼ାନ୍ତି ସେ ନିରପେକ୍ଷ ସାମ୍ବାଦିକ ନୁହନ୍ତି l 😊

  • @rameshchandraroutray7307
    @rameshchandraroutray7307 5 місяців тому +50

    Statement is fully support BJD

  • @PrashanKumarDas-u1z
    @PrashanKumarDas-u1z 5 місяців тому +2

    ବିଜେପି ଆସିଲେ ରବି ଦାସ କଥା ଭଲଭାବରେ ବୁଝାଯିବ

  • @20NEW-MUSIC
    @20NEW-MUSIC 5 місяців тому +138

    ଏ ଘୋଡା ମୁହାଁ ବିଜେଡ଼ିର ଦଲାଲ

  • @saisuman5220
    @saisuman5220 5 місяців тому +2

    ରବି ବାବୁ ବିଜେଡି ର ଅନେକ ନେତା ଓ ନେତ୍ରୀ ଅଛନ୍ତି। ସେମାନଙ୍କ ବିଷୟରେ ଟିକେ କୁହନ୍ତୁ।

  • @ambikaprasadsamal7677
    @ambikaprasadsamal7677 5 місяців тому +172

    ରବି ବାବୁ, ତମେ ବିଜେଡ଼ି ଠାରୁ ମୋଟା ଅଙ୍କର ଅର୍ଥ ପାଇ ଯାଇଛ ବୋଧେ

    • @Kaliaunique
      @Kaliaunique 5 місяців тому +7

      Sata katha kahile paisa neijaichi

    • @PurusottamPadhan-ec3xy
      @PurusottamPadhan-ec3xy 5 місяців тому +2

      Right kahila

    • @numerologistsannjoy5996
      @numerologistsannjoy5996 5 місяців тому +2

      100% ସତ କଥା

    • @prakashnayak4615
      @prakashnayak4615 5 місяців тому

      Why a dog always have been barking by various tune for it's master ? Only for the sake of-- 🦴--🐕‍🦺🦮, so here same theory is adopt. 🤔🤔🤔

    • @kalandisingh4787
      @kalandisingh4787 5 місяців тому

      Pandu mota Ankara ଦେଇଛି ବୋଧେ

  • @kshirodkumarbehera5105
    @kshirodkumarbehera5105 5 місяців тому +1

    ଏହି ଭଳି କିଛି ଲୋକ ଓଡ଼ିଶାରେ ରହି ଭଲଭାବରେ ରୁଟି ସେକିବା ହେତୁ ଓଡ଼ିଶାର ଅବସ୍ଥା ଆଜି ଦେଖିବାକୁ ମିଳୁଛି।ଏତେ ଯଦି ଜ୍ଞାନ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରୁ ନାହାଁନ୍ତି କ'ଣ ପାଇଁ।

  • @thinkgenuine6428
    @thinkgenuine6428 5 місяців тому +236

    ଏଇଟା ଆଉ ଏକ ପାଣ୍ଡୁ ପାଦ ଚଟା ଟା ରେ.... ଏଇଟା BJD agent.... ଲୋକ ଙ୍କୁ ଭୁଆଁ ବୁଲାଉଛି....ସାମ୍ବାଦିକତା ପାଈଁ ସମ୍ପୂର୍ଣ୍ଣ ଲଜ୍ଜ୍ୟା କଥା

    • @kishore6469
      @kishore6469 5 місяців тому +8

      U bjp

    • @saratkumarsatapathy7829
      @saratkumarsatapathy7829 5 місяців тому +2

      Otv thik na

    • @arunkumarsamal338
      @arunkumarsamal338 5 місяців тому +2

      ସାମ୍ବାଦିକ ବୋଲି କିଛିବି କହିବିନି କ'ଣ?

    • @arunkumarsamal338
      @arunkumarsamal338 5 місяців тому +2

      ସାମ୍ବାଦିକ ବୋଲି କିଛିବି କହିବ ନା କଣ

    • @samal5540
      @samal5540 5 місяців тому +5

      Modi bisayare kahile kichi loka nkara G fatuchi

  • @tapu329
    @tapu329 5 місяців тому +1

    ସାର୍ ଆପଣ ଜଣେ ବରିଷ୍ଠ ଓ ସମ୍ମାନସ୍ପଦ ବ୍ୟକ୍ତି.....ଆଗରୁ ଆପଣଙ୍କ କଥାରେ ନିରପେକ୍ଷତା ଥିଲା...ଏବେ ଲାଗୁଚି ଆପଣ BJD ର ସପକ୍ଷରେ ମତ ରଖିଛନ୍ତି।

  • @samalcreationlitu5873
    @samalcreationlitu5873 5 місяців тому +40

    ଏ ଶଳା ଗୋଟେ ହାରାମି

  • @jasobantamishra1012
    @jasobantamishra1012 5 місяців тому +3

    ରବି ଦାସ ଗୋଟିଏ କରତ ସତ୍ କୁ ମିଛ ମିଛ କୁ ସତ କହିବାକୁ ସିଦ୍ଧହସ୍ତ।

  • @arunkumarhota4136
    @arunkumarhota4136 5 місяців тому +60

    ଏ ବୁଢ଼ା ଶଳା ପଣ୍ଡିଆନ ନିଜ ଘରର ଇଜ୍ଜତ ବିକ୍ରି କରିବାକୁ ଗର୍ବ ବୋଲି ଭାବିବ

  • @arunkumarsamal338
    @arunkumarsamal338 5 місяців тому +1

    ବିଜେଡି ରୁ କିଛି ବଡ଼ ଅଙ୍କ ମିଳିଗଲା ବୋଧହୁଏ

  • @gourachandraacharya1859
    @gourachandraacharya1859 5 місяців тому +150

    ଏହି ମହାଶୟ ଆଗରୁ BJD ବିରୁଦ୍ଧରେ O TV RE ଆଲୋଚନା କରିଥିଲେ। ଏବେ ପରିବର୍ତ୍ତନ କିଏ କଲା।

  • @krutibaschanda5759
    @krutibaschanda5759 5 місяців тому +3

    ବରିଷ୍ଟ ସାମ୍ବାଦିକ ନା ବାଳ. କଂଗ୍ରେସ ସମ୍ବିଧାନ ୩ ଥର ବଦଳେଇ ଥିଲେ ସେ ବିଷୟରେ ଟିକେ କୁହ। ତମେ କେମିତି ଜାଣିଲ ଆୟୁଷମାନ କାର୍ଡ ରେ ଲୋକ ଉପକୃତ ହେବେନି ବୋଲି

  • @Aditya.aditya.
    @Aditya.aditya. 5 місяців тому +257

    ତମେ ଯାଇ pandian ସହ ମିଶି ପ୍ରଚାର କରୁନ, ନବୀନ ପଟ୍ଟନାୟକ ପାରୁନାହାନ୍ତି ତମେ ଆଉ ନିରପେକ୍ଷ ନୁହଁ ,ଆଉ ମିଡ଼ିଆକୁ ଅସନି କି ଏ ବୟସରେ ବେଜିତ୍ ହୁଅନି ,ସବୁ କମେଟ୍ ଦେଖ

    • @Subhashreenath7
      @Subhashreenath7 5 місяців тому +8

      Thik katha

    • @lojinbagh5558
      @lojinbagh5558 5 місяців тому +4

      ଆରେ ଓଡିଶା
      ବସି ତୁମେ ମାନେ ଯଦି BJP କୁ ସରକାର କର ତାହେଲେ ତୁମେ ମାନେ ହାହାକାର ହୋଇ ଯିବ ଭାବୁଛ କଣ..... ଥରେ dhruv rathe ର ଭିଡ଼ିଓ ଦେଖ ଜାନବ bjp କଣ ଆୟେ ଯେ

    • @Manoramaparida102
      @Manoramaparida102 5 місяців тому +5

      Dhruv Rathee vdo dekho BJP supporter asala katha janiparibo.....

    • @SarojMajhi-g6y
      @SarojMajhi-g6y 5 місяців тому +3

      ମୈଦାନ. କୁ ଯାଇ ପ୍ରଚାର କର ବିଜେଡି ର

    • @basantasahu6855
      @basantasahu6855 5 місяців тому +2

      A budha sata kahuni bjd bala janapaduchi

  • @mosevakendrakotpad5286
    @mosevakendrakotpad5286 5 місяців тому +11

    ଏଥର ବି ଜେ ପି ଓଡ଼ିଶା ରେ ଶାସନ କରିବ

  • @gokulabagarti572
    @gokulabagarti572 5 місяців тому +36

    ତୁଇ ସଲା ବୁଢ଼ା ବରିଷ୍ଠ ସାମ୍ବାଦିକ ନାଇଁ ସେ ତୁଇ ବିଜେଡି ର ଚାମଚା , ନିରପେକ୍ଷତା ତୋର ନାହଁ,

  • @sanjayparida2861
    @sanjayparida2861 5 місяців тому +2

    ରବି ବାବୁ ଆପଣ ହୁଏତ ବରିଷ୍ଠ ସାମ୍ବାଦିକ ହୋଇପାରନ୍ତି, କିନ୍ତୁ କାହାର ପାଳିତ ଶୁଆ/କୁକୁରର ସ୍ଥାନ ତୁଲଉଛନ୍ତି। ଆପଣଙ୍କ ପରି କିଛି ସାମ୍ବାଦିକ ଏଵଂ ଚ୍ୟାନେଇ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ପ୍ରତି ବିପଦ।

  • @NilamaniSahu-de9rl
    @NilamaniSahu-de9rl 5 місяців тому +36

    ବିଜେପି ର ବିରୁଦ୍ଧରେ କହିବା ଅଭ୍ୟାସ ରେ ପଡିଗଲାଣି।ରତ୍ନ ଭଣ୍ଡାର ଖୋଲିବା, ଖଣି ଦୁର୍ନୀତି, ଜମି ଦୁର୍ନୀତି ବିଷୟରେ ବିଜେଡ଼ି ସରକାରଙ୍କୁ କେବେ କହିଛନ୍ତି?

  • @rameshsahoo4394
    @rameshsahoo4394 5 місяців тому +1

    Rabi Bhai jaha kahuchanti thiki achi Jay jaganath tthank you

  • @Manoranjansahoo34680
    @Manoranjansahoo34680 5 місяців тому +14

    ଏ ରବିବାବୁଙ୍କର ବି ନବୀନବାବୁଙ୍କ ପରି ମତିଭ୍ରମ ହେଲାଣି, ପ୍ରକାରନ୍ତରେ ସେ ବିଜେପି ଓ ତାର ଯୋଜନା ବିପକ୍ଷରେ କହୁଛନ୍ତି ଏବଂ ବିଜେଡିର ସମସ୍ତ ଯୋଜନା ତାଙ୍କୁ ଖୁବ ଭଲ ଲାଗୁଛି, ବିଜେପି ରାଜ୍ୟରେ ସରକାର କଲେ bsky kalia ଯୋଜନା ବନ୍ଦ ହୋଇଯିବ, ଏଇଟା ତ ଅସହିଷ୍ଣୁତାର ପରିପ୍ରକାଶ

  • @pratapdas5289
    @pratapdas5289 5 місяців тому +2

    ଏଇଟା ନିର୍ଲଜ ଆଉ ଟାଉଟର, କାହିଁକି ୟା କଥା ଶୁଣୁଛନ୍ତି।

  • @achyutagouda7215
    @achyutagouda7215 5 місяців тому +12

    ଆରେ ସାମ୍ବାଦିକ ଭାଇ, ଏ ବୁଢା ଠୁ କାହିଁକି ଖବର ଆଦାୟ କରୁଛନ୍ତି, ବୁଢା ତ ଖାଣ୍ଟି BJD ଟା ll

  • @susantadas1065
    @susantadas1065 5 місяців тому +2

    ବୟସ ର ଅପରାହ୍ନରେ ଏଇ ଲୋକଟିର ମୁଣ୍ଡ କାମ କରୁନାହିଁ ଆଉ ଓଡ଼ିଶାର ଓ ଓଡ଼ିଆ ର ସ୍ୱାଭିମାନ କଥା ଭୁଲି ପାଦଚଟା ଭଳି ବକ୍ତବ୍ୟ ଦେଉଛନ୍ତି. ଏଭଳି ସାମ୍ବାଦିକ ମାନଙ୍କୁ ଜୋତା ରେ ପିଟିବା ଦରକାର

  • @thinkgenuine6428
    @thinkgenuine6428 5 місяців тому +8

    ରତ୍ନ ଭଣ୍ଡାର ସବୁ ଲୁଟି ସାରିବା ପରେ , ଚାବି ଟି ଦେଈ ଦେବ ଭକୁଆ ଓଡ଼ିଆ ବାସୀ ଙ୍କୁ... ଛି ଛି ରେ ପାଣ୍ଡୁ ପାଦ ଚଟା ସାମ୍ବାଦିକ

  • @princepriyabrat2286
    @princepriyabrat2286 5 місяців тому +1

    ବରିଷ୍ଠ ସାମ୍ବାଦିକ ହିସାବରେ ଏ ମନ୍ତବ୍ୟ ଠିକ୍ ନୁହେଁ ଓନେ side

  • @NoDaddyIssues
    @NoDaddyIssues 5 місяців тому +12

    ରଥଯାତ୍ରା ବେଳେ କୋଉ ରତ୍ନ ଭଣ୍ଡାର କଲାଯିବ, ତାହା ସ୍ପଷ୍ଟ କରିନାହାନ୍ତି

    • @PanbabPanda
      @PanbabPanda 5 місяців тому +1

      Nabaghara ratnabhandar

  • @PrasantaBiswal-r5g
    @PrasantaBiswal-r5g 5 місяців тому +2

    ରବି ଦାସ bjd ପାଖରୁ କେତେ ଟଙ୍କା ନେଇଛୁ, ଏତେ ନିମ୍ନ ସ୍ତରର ମଣିଷ ପୃଥିବୀରେ ଅଛନ୍ତି, ଏତେ ପାଦଚଟା, ନିଜକୁ ଟିକେ ଖରାପ ଲାଗୁନି କେମିତି

  • @smrutigraphics362
    @smrutigraphics362 5 місяців тому +4

    ଆପଣ ଏ ଶାସନ ରେ ଖୁସି ତ? ନବୀନ ବାବୁ ଭଲ ଲୋକ କିନ୍ତୁ ସେ ନିଜ କଣ୍ଟ୍ରୋଲ ରେ ନାହାଁନ୍ତି। ଆପଣ କିନ୍ତୁ BJD ର ଭଲ ପ୍ରଚାର କଲେ।

  • @DibakarJena-k3e
    @DibakarJena-k3e 5 місяців тому +1

    ଇଏ ରାଜ ନୈତିକ ସମିକକ୍ଷ ନୁହନ୍ତି,ଏ ବିଜେଡି ଲୋକ 😮😅😅

  • @1984sib
    @1984sib 5 місяців тому +4

    କାଳିଆ scheme ର ଟଙ୍କା ଚାଷ କାର୍ଯ୍ୟରେ ଲାଗୁ ନାହିଁ । ବରଂ ମଦ ପିଆରେ ଖର୍ଚ୍ଚ ହେଉଛି । ଏହି ସ୍କିମ ବନ୍ଦ ହେଲେ ଭଲ । ଓଡ଼ିଶାରେ ଧାନ ବ୍ୟତୀତ ଅନ୍ୟ ଦ୍ରବ୍ୟର ଚାଷ ଓ ଜଳସେଚନର ସୁବିଧା ହେବା ଉଚିତ୍ ।

  • @rajendrapati6655
    @rajendrapati6655 5 місяців тому

    ସମ୍ପୂର୍ଣ୍ଣ ଶତ ପ୍ରତିଶତ ସତ୍ୟ ଉପସ୍ଥାପନା କରାଯାଇଛି। ଧନ୍ୟବାଦ 🙏

  • @supriyasahoo4400
    @supriyasahoo4400 5 місяців тому +27

    ଆପଣ ପୁରା chamcha ଗିରି କରୁଛନ୍ତି
    କହିବା କୁ ବି ଖରାପ ଲାଗୁଚି , ଆପଣ ଓଡ଼ିଆ ର ସ୍ଵାଭିମାନୀ ପୁଅ ବନୁହନ୍ତି

    • @manishmalhotra2659
      @manishmalhotra2659 5 місяців тому

      Apana kana chamcha giri karunahanti ki.......ei katha ku birodh karuchanti mane against party ra chamcha giri karuchanti.....kie chamchagiri karuni kahunahanti.....jie job karuchi ta swarthha pain se kahara gote chamchagiri karuchi....politics re bi semiti......ethire problem kana.....kahibe ki.....

  • @TikiBehera-x2n
    @TikiBehera-x2n 5 місяців тому +1

    ବିଜେଡି ଚାମଚା

  • @sanjaynaik5117
    @sanjaynaik5117 5 місяців тому +14

    ଆମେ ଭାବିଥିଲେ ଇଏ ମହାଶୟ ଜଣେ ନିରପେକ୍ଷ ଭାଷ୍ୟକାର। କିନ୍ତୁ ଇଏ ବି ପାଣ୍ଡୁ /ବିଜେଡି ର ଦଲାଲ କଲେଣି। ଯଦି ଏମିତିଆ ମାଗଣା ଯୋଜନା ସରକାର କରି ଦେବେ ତେବେ ଏତେ ଅର୍ଥ ଆସିବ କେଉଁଠୁ ଲୋକ ତ ଆଉ କାମ ଦାମ ବା ଚାଷ ବାସ କରିବା ଧୀରେ ଧୀରେ କମିଗଲାଣି ଧ୍ୟାନ ଦେବେ। କେବଳ ସ୍ୱାସ୍ଥ୍ୟ, ଶିକ୍ଷା ବାସଗୃହକୁ ମାଗଣା କରି ଆଉ ଅନ୍ୟରେ ଲୋକେ କିଣିବା ଦରକାର।

  • @bharimalbrother994
    @bharimalbrother994 5 місяців тому +1

    ସବୁ ଭଲ ଅଛି ବୋଲି ବିଜେଡ଼ି ସରକାରଙ୍କ ପ୍ରାର୍ଥୀ ମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାନଂକୁ ଏବଂ ଓ୍ବାର୍ଡ ରୁ ଓ୍ବାର୍ଡ ଗ୍ରାମାଞ୍ଚଳରେ ଟଙ୍କା ବାଣ୍ଟୁଛନ୍ତି ।

  • @jyotirmayjena1869
    @jyotirmayjena1869 5 місяців тому +13

    ମାଗିହା ରବି ଦାସ ର ଗାଣ୍ଡିରେ ଗୋଟିଏ ଅଚଞ୍ଛା କିଳା ଗୋଟିଏ ପୁରେଇ ଦିଅ । ତାପରେ ଯାହା ହେବ ମୁଁ ବୁଝିବି ।

  • @Love-c9w4w
    @Love-c9w4w 5 місяців тому +1

    Odisha re bjd
    Next pm Rahul Gandhi

  • @abinashnayak8840
    @abinashnayak8840 5 місяців тому +12

    ଏଇ ରବି ବୁଢା ତୁ ଟିକେ ଦୟାକରି comments ସବୁ ବସିକି ପଢ କତେ ଲୋକ ମାନେ ତତେ କେତେ କେତେ ନୁଆ ନୁଆ ପ୍ରକାର ର ଗିହଣା ଦେଉଛନ୍ତି
    କାହିଁକି ଏ ବୟସରେ ତୁ ଗିହଣା ଖାଉଛୁ କହନି

  • @rajiblochanpanda5170
    @rajiblochanpanda5170 5 місяців тому +1

    ଏଥର ଯେତେ କହିଲେ ପାଣ୍ଡିଆନା ପାଇଁ ବିଜେଡି ହାରିବେ ଦୟାକରି ପ୍ରଚାର କରନ୍ତୁ ।ମହିଳା ମାନଙ୍କର ଶିକ୍ଷିତ ପୁଅ ଝିଅ ନାହାନ୍ତି ସେମାନେ କ'ଣ ତାଙ୍କ ମା, ଭ ଉଣି ଙ୍କୁ ବୁଝେଇ ପାରିବେନି ।ଆପଣ କଣ ଭାବୁଛନ୍ତି, ବିଜେଡି ଜିତିବା ଏଇଟା ଭାବିବା ଭୁଲ ।

  • @pianolearningwithsritam3733
    @pianolearningwithsritam3733 5 місяців тому +5

    ଇଏ କଂଗ୍ରେସ ର ଚାମଚା ଥିଲା... କଂଗ୍ରେସ ରୁ ପଇସା ମିଳିଲାନି .. ତେଣୁ ଏବେ ବିଜେଡି କୁ ପଳେଇ ଆସିଲା...😂😅

  • @dillipkumarmallick6269
    @dillipkumarmallick6269 5 місяців тому +2

    କାଳିଆ ଯୋଜନା ଓ ଚିକିତ୍ସା ସେବା କେନ୍ଦ୍ର ବନ୍ଦ କରିବ ବୋଲି କେମିତି ଜାଣିଲ ପକ୍ଷପାତିତା କରିବା ରେ ଏ ସାମ୍ବାଦିକ ମାହିର୍

  • @umacharansadangi8388
    @umacharansadangi8388 5 місяців тому +16

    ରବିବାବୁ ଆପଣଙ୍କୁ ଅନୁରୋଧ ତୁମେ ପାଣ୍ଡିଆ ଶହ ମିଶି ପ୍ରଚାର କରନ୍ତୁ ଏହା ମୋର ଆଶା ,ଏହା ହେଲେ ଆପଣଙ୍କୁ ପାଣ୍ଡିଆ ମୁକ୍ଷମନ୍ତ୍ରୀ ଆସନରେ ଅଧିଷ୍ଠିତ କରାଇ ଦେବେ!

    • @NiranDandasena
      @NiranDandasena 5 місяців тому

      Pandian pai naveen immage kharap ho chhi

  • @amitakar948
    @amitakar948 5 місяців тому +1

    ରବି ବାବୁ ସବୁ ଜାଣିଛନ୍ତି କିଏ ଜିତିବ ହାରିବ ଭଗବାନ ଏକା ଜାଣନ୍ତି ତାଙ୍କ ଖେଳ ସବୁ ଚୁପ ବସିଲେ ଭଲ

  • @pashupati55
    @pashupati55 5 місяців тому +4

    ଆରେ ଗୋଟେ ନିରପେକ୍ଷ ଲୋକ କୁ ଆଣି ପଚାରି ଥାନ୍ତ ନାଁ କିଏ ଜୀତିବ ବୋଲି। ଏ BJD କ୍ରୀତଦାସ ପାଣ୍ଡୁ ଗୋଡ଼ ଚଟା ଆଣି କଣ ପଚାରୁଛ।😂😂

  • @PramilaLenka-rg9jy
    @PramilaLenka-rg9jy 5 місяців тому +1

    ରବି ବାବୁ ଆପନ ବରିଷ୍ଠ ଗାଲୁଆ ବୋଲି ଲୋକ ମାନେ କହୁଛନ୍ତି । ଆଉ ଫୁନି ତାମିଲ ତାଳଚଟା ବି କହିଛନ୍ତି । ଅପନ କୋଉଠି ଅନ୍ତିଛୁରି ହୋଇ ତଣ୍ଟୀ କଟ। ହଉ ଠକୁର ଦେଖୁଛି ।

  • @dibyajyotimohanty0180
    @dibyajyotimohanty0180 5 місяців тому +8

    ସବୁ ଯିବ ଫସର୍ ଫାଟି ... ଓଡ଼ିଶା ରେ ହେବା NDA ସରକାର, ଧର୍ଯ୍ୟ ଧର ଜୁନ 4 କୁ ଦେଖ .....

  • @anantanag6541
    @anantanag6541 5 місяців тому +1

    ଏ ସାମ୍ବାଦିକ ନୁହଁ, BJD ର ପିଅନ

  • @bhismabhisma4496
    @bhismabhisma4496 5 місяців тому +13

    Odisha re BJD+Cong karibe sarkar

    • @pkrout7233
      @pkrout7233 5 місяців тому

      Hn heipare ..jadi full seat na paile kn karibe

  • @laxmibeborta812
    @laxmibeborta812 5 місяців тому +2

    ରବି ବାବୁ ଜାଣିଛନ୍ତି କି ନାହିଁ ମୋଦିଜୀ ଶାସନ ରେ କଣ ସବୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟ କରି ଚାଲିଛି. ମହାମାରୀ କରୋନା କଥା ଟିକେ ଚିନ୍ତା କରନ୍ତୁ. ଏତେ ଶୀଘ୍ର ଆମ ଭାରତ ରେ ଭେକସିନ ବାହାର କରି ସମଗ୍ର ଭାରତ ବର୍ଷ ର ଜନ ସାଧାରଣ ଙ୍କ ଜୀବନ ବଞ୍ଚାଇ ଦେଲେ, ଜାମୁ କଥା କୁହନ୍ତୁ. ଅନ୍ୟlନ୍ୟ କଥା ଦେଖନ୍ତୁ

  • @abinashnayak8840
    @abinashnayak8840 5 місяців тому +3

    ଏ ମାଆଗିଆଟା ନିଜେ କଣ ଚାହୁଁଚି ସେ ନିଜେ ବି ଜାଣିନି

  • @SwavimanOdia799
    @SwavimanOdia799 5 місяців тому

    ବିଜେଡି ହରିଗଲେ ଏଇଟା ଚୁଆ ପାଣି ରେ ବୁଡି ମାରିବ

  • @Mithi03278
    @Mithi03278 5 місяців тому +4

    Jai Shree Jagannath 🙏Only Naveen babu❤️ and BJD❤ in Odisha .

  • @durgacharanpradhan5309
    @durgacharanpradhan5309 5 місяців тому +1

    BJP will get more than 400 MP seats and will form Govt. in Odisha.

  • @rabindrakumarsahoo4920
    @rabindrakumarsahoo4920 5 місяців тому +5

    ଏ ନିରପେକ୍ଷ ସାମ୍ବାଦିକତା ନୁହଁ, ବରଂ ଭଲ ହବ, ବିଜେଡିର ମୁଖପାତ୍ର ହୋଇ ମନ୍ତବ୍ୟ ରଖିବା।

  • @scj7119
    @scj7119 5 місяців тому

    ନବୀନ ବାବୁ ଓଡିଶା hero

  • @khitishrayaguru5695
    @khitishrayaguru5695 5 місяців тому +10

    ଆମେ ଭାବୁଥିଲୁ ରବି ବାବୁ, ଆପଙ୍କ ନିଜ ଅମାନୁଷିକ ତାର ପରିଚୟ ଦିୟନ୍ତୁ ନାହିଁ! ଏତେ ବର୍ଷ ର ସମ୍ବଦ୍ଧିକତା କରିବାପରେ ଏପରି ନିନ୍ଦନୀୟ! ସାମାନ୍ୟ କିଛି ପଇସା ପାଇଁ ନିଜ ସ୍ୱାଭିମାନ କୁ ବିକ୍ରି କରୁଛନ୍ତି!

  • @bijayamartha7948
    @bijayamartha7948 5 місяців тому +1

    Only bjp

  • @BasudevNayak-in1si
    @BasudevNayak-in1si 5 місяців тому +8

    ବିଜେପିକୁ ଏଇଥିପାଇଁ ଭୋଟ ଦେବେ ପାକିସ୍ତାନ କୁବିଜେପି ଶବର ଶିଖାଇଦେବାପାଇଁ ଜଲଭଳିରୋଡ ବିଜେପିଦେଇଛି ଚବିଶ୍ଵର୍ଷରେ ବିଜେଡି ଚୋର. ଗୁଣ୍ଡା ଧର୍ଷଙ୍କାରେ ପୋଲିସକୁ ମିଜଚକର ଭଳିରଖିବା ବାଁବ୍ୟବବହାର କରିବା ମହିଳାଙ୍କୁସୁଖ୍ୟାରେଏଭେଲକରିବା ମହିଳାଙ୍କ ପ୍ରତିଅତ୍ୟାଚାରରୋକିବାଲାଗିଯା୍ଷାଆବଶ୍ୟକ ସେଥିରେବିଫଳ ଐମୁର୍ଦାକୁନେଇବିଜପିଲଢୁଛି ଧନ୍ୟ ବିଜେଡିଭକ୍ତ ରବିବାବୁ ଜଗନନ୍ସଥଙ୍କ ରୁଟମନୋହିଜମି ମୁର୍ଦାନୁହେଁ. ଚସୁଧଜାର୍ତଙ୍କାରେରାମମନ୍ଦିର ଏହାମୁର୍ଦାନୁହେଁ ବାଇଆଲିଶାଜାର୍ଚରିଲେଟିନଯାଜ୍ଞନ୍ଥମନ୍ଦିରରେ ଅହଂର୍ଦାନୁହେଁ ବିଜେଡିପ୍ରତିଶୃତିସବୁକ୍ଷେତକୁଆଟ୍ଲାନବିଞ୍ଜଳାକୋଗାଇଁବଖୀ ଓଡ଼ିଆକୁଧକାହାମୁର୍ଦାନୁହେଁ କେନ୍ଦ୍ର ପିଇବା ପନିପଞ୍ଚଷ୍ଟାରିପାର୍ଶଣ୍ଟାଲୋକ୍କୁଯୋଗାଉଛି ମିଛରେ ନବୀନମୁଯୋଗଉଁଛିଖି ଧୁଅନବାନମାରିଚାଲିଛି ପ୍ରଧାନମନ୍ତରିଆବେଶ୍ରୁପଖୋରାହାମୁର୍ଦାନୁହରଣ ଯାହାର୍ବିବାବୁଦେଖି ନଦେଖିବାବ ≥ରୟସ୍କରଣ୍ଟି

  • @asitkumerjenaasitjena5599
    @asitkumerjenaasitjena5599 5 місяців тому +1

    410

  • @SwayamSantosh4u
    @SwayamSantosh4u 5 місяців тому +4

    ଆଜ୍ଞା, ଆପଣ ଯାହା କହିଲେ ସବୁ ଗପ। ବିଜେପି କି ବିଜେଡ଼ି ଯାହା ପ୍ରଚାର କଲେ ବି ଲୋକେ ସବୁ ବୁଝିସାରିଛନ୍ତି। ପ୍ରକୃତ କଥା ହେଉଛି, ନବୀନ ପଟନାୟକଙ୍କ ଅକର୍ମନ୍ୟତା ଏବଂ ତାମିଲ ପାଣ୍ଡିଆନ ଆଉ ତାର ଗ୍ୟାଙ୍ଗର ସକ୍ରିୟତା କୁ ଲୋକେ ଜାଣିଛନ୍ତି। ନବୀନ ପଟନାୟକଙ୍କ ଅକର୍ମନ୍ୟତାର ସୁଯୋଗ ନେଇଁ ଓଡ଼ିଶାର ଶାସନକୁ ମାଡି ବସିବା ଲେଖାରେ ଅଛି ଏ ତାମିଲ ପାଣ୍ଡିଆନ। ବିଜେଡ଼ି ହାରିବାର ଏ ହେଉଛି ମୁଖ୍ୟ କାରଣ।

  • @abinashnayak8840
    @abinashnayak8840 5 місяців тому +2

    ଏ ବୁଢାର ପ୍ରବଳ ପିଛାଡି ଦୋଷ ଅଛି

  • @abinashnayak8840
    @abinashnayak8840 5 місяців тому +4

    ଆରେ ବୁଢା ତୁ ତ ସବୁବେଳେ ଘରେ ବସିକି tv ଦେଖିକି କୋହୁଚୁ କୁଆଡେ ତ ଯାଉନୁ କି ବୁଲୁନୁ ତୁ କେମିତି ଜାଣିବୁ ଲୋକମାନେ ମନ ପରିବର୍ତ୍ତନ କରିସାରିଲେଣି
    ଥରେ ଆମ ସହିତ ଆସିକି ବୁଲିବୁ ଆସେ ଲୋକେ କଣ କଣ ସବୁ ତୋ ନବୀନ ବୁଢା ଆଉ ତୋ ତାମିଲ ସଳା କୁ କୋହୁଛନତି ..ଶୁଣିଲେ ତୋ କାନ ଫାଟିଯିବ

  • @suranjanpradhan1971
    @suranjanpradhan1971 5 місяців тому +2

    ଆମେ ଆଜି ପର୍ଯ୍ୟନ୍ତ ଗୋଟିଏ କଥା ବୁଝି ପାରୁନୁ ଯେଉଁମାନେ କହୁଛନ୍ତି ପାଣ୍ଡ୍ୟାନ ସାର୍ ଜଣେ ଅଣ ଓଡ଼ିଆ ସେ ତାମିଲନାଡୁରୁ ଆସିଛନ୍ତି। ତେବେ ନରେନ୍ଦ୍ର ମୋଦୀ ଆଉ ଅପରାଜିତା ମମ୍ ଇତ୍ୟାଦି କଣ ଆପଣଙ୍କ ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି ? ଆମେ ଏତେ ମୂର୍ଖ ଯେ ଆମେ ଏତିକି ବୁଝି ପାରୁନୁ ଯେ ଆମେ ସମସ୍ତେ ଭାରତୀୟ। ଜୟ ଭାରତ ମାତା ....

  • @sudhansudas9689
    @sudhansudas9689 5 місяців тому +24

    Bjd chamacha

  • @dhananjayakhilar3888
    @dhananjayakhilar3888 5 місяців тому

    ଜୟ ହୋ ବିଜେପି 🌹🌹🌹

  • @AmitKumar-ny4zr
    @AmitKumar-ny4zr 5 місяців тому +4

    ଏ ଟା କୋଉ ଦିନ ବିଜେଡି ପାଗଳ ହେଲା, 90 ନୁହେଁ 95 % ଲୋକ ପାଇବେ

  • @KgitanjaliChoudhury
    @KgitanjaliChoudhury 5 місяців тому +1

    BJD ra adhikansh neta durnnita grasta tenu BJP jindabad

  • @bigyanmishra3216
    @bigyanmishra3216 5 місяців тому +7

    Budha BJD tharu 20lakh marideichi😅😅

    • @BNB164
      @BNB164 5 місяців тому

      Jaha hau ta bopa tharu nei nhi 😅😅😅

  • @TuluPrusty-u9l
    @TuluPrusty-u9l 5 місяців тому

    ଜୟ ନବୀନ

  • @rameshsahu6486
    @rameshsahu6486 5 місяців тому +6

    bjp400 par

  • @saisuman5220
    @saisuman5220 5 місяців тому

    ରବି ବାବୁ ଆପଣଙ୍କର ରାଜ୍ୟସଭାକୁ ଯିବେ।

  • @KEDARMOHAPATRA-m9e
    @KEDARMOHAPATRA-m9e 5 місяців тому +6

    ଏ ଲୋକଟା କୁ ଲାଜସରମ ନାହିଁ। ବୂଢା ବୟସ ରେ ଚାମାଚାଗିରୀ।

  • @jagatjeetmohapatra2069
    @jagatjeetmohapatra2069 5 місяців тому +2

    ୨୫ ବର୍ଷ ରେ ବହୁତ୍ ମାରିଲା, ସେ କଥା କହୁନ?
    ୪୨୦୦ କୋଟି ର ଶ୍ରୀମନ୍ଦିର ପରିକ୍ରମା ଯୋଜନା ରେ ତାମିଲ ମାର୍ବଲ ବ୍ୟବହାର ହେଲା,
    ଏତେ କଥା କହୁଥିବା ଲୋକ ବୁଝି ପାରୁନି କି ପାଣ୍ଡୁ ଖାଇଛି ବୋଲି?

  • @BikashChandrapati
    @BikashChandrapati 5 місяців тому +4

    Rabi das pagal

  • @techofworld1
    @techofworld1 5 місяців тому

    BJD ଜିତିଲେ ବି କିଛି ଲାଭ ନହିଁ ଓଡିଶା ରେ ଓଡ଼ିଆ ସରକାର ଦରକାର

  • @ashokmandalthiksahibaathei148
    @ashokmandalthiksahibaathei148 5 місяців тому +6

    Rabi babu bjd ra advertise karantu

  • @snschemistry9028
    @snschemistry9028 5 місяців тому

    ରବି ଦାସ is right 👌

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 5 місяців тому +5

    Rabi Das ku 4 re phone jiba michhua ki satia. Ta pare valuless.

  • @muralidharsahoo1946
    @muralidharsahoo1946 5 місяців тому

    ରବି ବାବୁ ପୁରା ବିଜେଡି

  • @bapimahajan5468
    @bapimahajan5468 5 місяців тому +1

    Tame bjd supoter

  • @rajanikantachoudhury2343
    @rajanikantachoudhury2343 5 місяців тому

    ବିଜେଡି ଏଜେଣ୍ଟ ରବିବାବୁ

  • @abinashnayak8840
    @abinashnayak8840 5 місяців тому +2

    ଏ ସଳା ଟି ନିଜେ ଜଣେ confusion ମିଣଷ

  • @sudhakarswain1826
    @sudhakarswain1826 5 місяців тому +2

    Rabi Babu has changed his mind. Perhaps he has been paid for that. He is talking nonsense. High court was ordered to open Ratna Bhandar earlier. Why didn't open at that time. Paid talk definitely. Who was supporting BJP earlier now changed his mind. How ?