ଭଗବାନ ଙ୍କୁ ୧୫ ଟି ପ୍ରଶ୍ନ ? 15 questions to god_periyar ramaswamy
Вставка
- Опубліковано 9 лют 2025
- Periyar Ramaswamy questiones to god. what he felt was the subjugation of non-Brahmin Dravidians as Brahmins enjoyed gifts and donations from non-Brahmins but opposed and discriminated against non-Brahmins in cultural and religious matters. He declared his stance to be "no god, no religion, no Gandhi, no Congress, and no Brahmins".
In this video know 15 questions to god ask by periyar Ramaswamy.
#periyar #god #odia #bhagwan
Legal Note:-
This video is a work of satire to encourage Scientific Temperaments among people purposes only and is not intended to defile and defame any religious, regional or social groups. This video may also contain offensive content which may be unsuitable for some audiences, so viewer discretion is highly recommended.
It is hereby also claimed that the creators of this video have excercised their right to free speech and expression granted by Article 19 (1)(a) of the Constitution of India.
If you have any grievances with regard to the content of this video, please contact the creator through email / inbox.
Thanks and regards
Rational odia
ଜୟ ପେରୀୟର
Thanks for watching ❤️
ସମ୍ପୂର୍ଣ ଠିକ କହିଛନ୍ତି.....
ଜୟ ପେରିୟାରୀ ❤
ପେରିୟାର ବିଲକୁଲ ଠିକ କହିଛନ୍ତି ଏଠି କିଏ ଭଗବାନ ନାହାନ୍ତି ସବୁତକ ବ୍ରାହ୍ମଣ ର ମନଗଡା କାହାଣୀ
@@SURYASAMRATSamrat yes
ଠିକ୍ କହିଛନ୍ତି ରାମା ସ୍ଵାମି ୧୦୦%❤❤❤❤❤
ଯେଉଁମାନେ ପେରୀୟାର ଙ୍କୁ ଶଲା ବୋଲି କହୁଛ, ତୁମେମାନେ ଜାଣିନାହଁ ବୋଧହୁଏ ପୂର୍ବ ଜନ୍ମ ରେ ତୁମର ମା' ର ଘଇତା ଥିଲେ ଦୟାକରି ପେରୀୟାର ଙ୍କୁ ବାପା ସମ୍ବୋଧନ କରନ୍ତୁ ନଚେତ ପେରୀୟାରଙ୍କ ଅଭିଶାପ ରେ ଭଷ୍ମ ହୋଇଯିବ..... ଜୟ ପେରୀୟାର🌹🌹🌹🙏🙏🙏🙏🙏
@@SmilingElectricity-cg5wn ଭାଗବାନ ନାହାନ୍ତି----ଏଇ କଥାକାର (ଭିଡ଼ିଓର
ସପୂର୍ଣ୍ଣ ଠିକ୍ କହିଛନ୍ତି ଧନ୍ଯବାଦ
Jay periyar Jay Bheem...
ବହୁତ୍ ବଢଆ
ବହୁତ ବହୁତ ସାଧୂ ବାଦ ସାର ଏଭଳି ଭିଡ଼ିଓ ଲୋକ ଲୋଚନକୁ ଆଣିବବା ଏବଂ ଧର୍ମାନ୍ଧ ମାନଙ୍କ ଆଖି ଖୋଲି ବାକୁ ପ୍ରୟାସ କରିଛନ୍ତି ଜୟ ଭୀମ, ଜୟ ବାସ୍ତବ ବାଦୀ, ଜୟ ପ୍ରବୁଦ୍ଧ ଭାରତ 🙏🙏🙏
Right
ହେତୁ ବାଦୀ ଚିନ୍ତା ଧାରା ପାଇଁ ଧନ୍ୟବାଦ୍ ।
ପେରିୟର୍ ଜଣେ ନାସ୍ତିକ |
@@harekrushnabehera3138 ଆଉ ଆପଣ ମୂର୍ଖବାଦୀ
ସତ୍ୟ କେବେ ଲୁଚି ରହେନା । ଜୟ ପେରିୟାର ।
କଣ ତମେ ଭୟଭୀତ ଯେ ସବୁବେଳେ ଅସ୍ତ୍ର ଧରିଛ ନା ଆମକୁ ଡରେଇବା ପାଇଁ ଅସ୍ତ୍ର ଶସ୍ତ୍ର ଧରିଛ ।ମୋଗଲ ଶାସନ କାଳରେ ସୋମନାଥ ମନ୍ଦିରକୁ ଆକ୍ରମଣ କରି ଓଟ ହାତୀ ଘୋଡା ରେ ସମ୍ପତି ନେଲାବେଳେ ଚୁପ ଥିଲ କାହିଁକି । ଇଂରେଜମାନେ ଶାସନ କଲାବେଳେ କାହିଁକି ସେ ଅସ୍ତ୍ର ପ୍ରୟୋଗ କଲ ନାହିଁ ପାକିସ୍ତାନ ଆମଠାରୁ ଅଲଗା ହେଲାବେଳେ କେହି ଗୋଟିଏ ବି ଭଗବାନ ପାକିସ୍ତାନ ଗଲ ନାହିଁ କାହିଁକି
ବଢିଆ ଲାଗିଲା
ତାହାଲେ ଆଉ ଅଲଗା ଭିଡିଓ ବି ଦେଖିପାର ।
ମାଡ଼ି ଚାଲ🎉🎉🎉🎉
ଭାଇ ମାଡି ଚାଲ 🎉🎉🎉🎉
This is very good messages for blind faith in name of God.
ଜୟ ଶ୍ରୀ ରାମ
ଜୟ ଜଗନ୍ନାଥ
ଜୟ ଶ୍ରୀକୃଷ୍ଣ
@@AnitKarArya712 राम क्या तेरा बाप,
@@AnitKarArya712 ଜୟ ପେରିୟାର
Very very. Good. Odisha. Di . Angul ....Babulal. Behera❤🎉
ବହୁତ୍ ବଢିଆ 🎉
Absolute right jay periar🙏🙏🙏
Jay periar 🙏🙏✊
Super super super super ❤❤❤❤❤❤❤❤❤❤❤❤❤❤🎉🎉🎉
💯
Jay periyar 💙💙💙💙💙💙💙💙💙💙🙏🙏
ପୁରାପୁରି ସତ୍ୟ ଅଟେ
ଓଡ଼ିଶାର ଭାଇମାନେ ପ୍ରଥମ ଥର ତମେ ଏ ପେରିଆର କିଏ ଜଣ ଅମେତ କୋଡିଏ ବର୍ଷ ବର୍ଷ ପୂର୍ବ ରୁ ଆମେ ଜାଣିଚୁ କହାଣି ପଢିଚୁ ତାଙ୍କ ର ଗିନିଚ୍ ବୁକୁ ନା ଅଛି ନମୋ ବୁଧାୟ
Super
Jay Bheem namo Buddhay 🙏🪷☸️
ପ୍ରଶ୍ନ ୩-
ହିନ୍ଦୁ - କଣ ତୁମେ ସବୁବେଳେ ଭୋକିଲା ରହୁଛ ଯେଉଁଥି ପାଇଁ ଲୋକ ମାନଙ୍କ ଠାରୁ ପ୍ରତିଦିନ ମିଠା, ଫଳ, କ୍ଷୀର, ଘିଅ,ଚାଉଳ ଆଦି ନେଇ ଚାଲିଛ?
ମୁସଲିମ - କଣ ତୁମକୁ ସବୁବେଳେ ଶୀତ ଲାଗୁଚି ଯେଉଁଥି ପାଇଁ ତୁମକୁ ପ୍ରତିଦିନ ଚାଦର ଘୋଡାଇ ବାକୁ ପଡୁଛି?
କ୍ରିଷ୍ଟିଆନ - କଣ ତୁମକୁ ବେଳେ ବେଳେ ଦେଖାଯାଏ ନାହିଁ ଯେଉଁଥିପାଇଁ ତୁମ ପାଖରେ ବେଳେ ବେଳେ candle 🕯️ ଜଳେଇବାକୁ ପଡ଼ିଥାଏ?
ଆରେ ଭାଇ କେବଳ ହିନ୍ଦୁ ଧର୍ମ କାହିଁକି ଆଉ ସବୁ ଧର୍ମ ବିଷୟ ରେ କିଛି କୁହ! ଆଉ ଜଉ ଭଗବାନ ଲୁଚିକି ରହିବା କଥା ଟା ଆଉ କଉ ଧର୍ମ ରେ ଭଗବାନ ଲୁଚିକି ରହୁନାହାନ୍ତି?
Very nice 👍
🪴🌅🏵️🌼🗽🪔🪔🪔🪔🪔🗽🌼🏵️🌄🪴
badhia prashna
Absolutely right sir😅
Sir ଭଗବାନ ତ ୩୩ କୋଟି ଉତ୍ତର ଦବକିଏ ପୁଣି ରହିଲେ ତିନଟି ଧର୍ମ କିନ୍ତୁ ଏମନଙ୍କର ଭଗବାନ ଗୋଟେ ଗୋଟେ। ଏବେ ପୁଣି ୩୩ କୋଟି ରୁ ବଢ଼ି ପରେ କନ୍ଧଙ୍କର, ମୁଣ୍ଡା,ଶବର, ସାନ୍ତାଳ, କୁଲ୍ହ ଏବଂ ଆଉକିଛି ଅନ୍ୟଜାତି ଙ୍କର ଭଗବାନ ତ ପୁଣି ମସିବେନା କାରଣ ସେମାନଙ୍କର ଧର୍ମର ମାନ୍ୟତା ତ ନାହିଁ ବାଧ୍ୟତା ସେମାନଙ୍କୁ ହିନ୍ଦୁ କରାଯାଉଛି 🥺💜🥺 ବାଃ ଭାଇ ବାଃ
Jay bhim, jay mulanivasi, jay constitutions🙏🙏🙏🙏🙏🙏💐💐💐💐💐💐💐💐💐💐
Absolutely right sir
satya katha
Bhagwan kaliya re jagannath rupare
Jagannath eka rojgar ra sadhan gotie community paain
जय श्री राम🚩🚩🚩🕉️🕉️🕉️
Thank sir
Bilkul tarkika prasna
ପ୍ରକୃତରେ ଶତ କଥା ଏହାକୁ ବିଶ୍ଲେଷଣ କରିଲେ ମଧ୍ୟ୍ୟ ଫଳା ଫଳ ଏହା ହିଁ ଆସିବ ଉଚ୍ଚ ନ୍ୟାୟାଳୟ ମଧ୍ୟ ଠିକ୍ ରାଏ ଦେଇଛନ୍ତି
ତାର୍କିକ ଏବଂ ଯୁକ୍ତିଯୁକ୍ତ ପ୍ରଶ୍ନ
ଧନ୍ୟବାଦ୍ ଭାଇ
Right 👍
Bhai apanaku aneka aneka dhanyawad.
No Question 👌👌👌👌👌🙏🙏🙏🙏🙏🙏🙏
No 1 Question🎉🎉🎉🎉🎉
Be rational⚛️❤
Very nice
Very good I like it
Thanks for liking
ମୁଁ ଆପଣଙ୍କୁ 100% ସପୋର୍ଟ କରୁଛି... ମାଡି ଚାଲନ୍ତୁ 👌🏽👌🏽
ଧନ୍ୟବାଦ୍ ଭାଇ।
Ahi sabu prasna thik kintu duniare hajajar laka janam nauchanti au maruchanti kahiki bhagawan jadi nhi tahele laka marante nhi ki janama huante nhi
Periyar tried to instill tension between the Hindu community with fake statements about Hindu text
He started to claim that Ram was a casteist and he killed a mutilated woman. He even claimed Ramayana and Mahabharata were written by ‘cunning Aryans’ to erase the ‘Dravidian identity.
Periyar was an open misogynist
Surprised? You would be.
Even a popular “freethinking feminist” with almost 3000 followers spreads this propaganda so I can expect that
In DK’s newspapers, he makes extremely misogynistic assertation:
“Had the British continued for another ten years, more than half of the Brahmin women would have been ours and Tamils would have been their husbands and the dominating caste would have been destroyed [by] more than half. Only after Brahmin women had started chasing our boys did the Brahmin men become very angry with the British.”
He even insulted his own wife
When the first wife of EVR Nagammai wanted to go to the temple, EVR could not win over her by his arguments. So he secretly went to some of his ‘minor’ friends and showed them his first wife and told them that she was a new Dasi in the town asking them to make her consent to their desires. Consequently they started teasing and stalking her from the temple. Traumatised by this his wife stopped attending the temple. Later she came to know that this was a trick played by her rationalist husband.
Tamizhar Thalaivar
Even though Periyar called out Hijab as ‘visual prison in the name of religion’, but after getting backlash from the Islamic community he changed his statement and said “If, to shun the religion that imposes untouchability on them, Ambedkar and his followers turn to Islam for succor rather than to atheism, we would not have any objections to it.”
He insulted Tamil culture and Language
Surprised? At this point, people will think Periyar is mentally ill, but let me explain
EVR called Silappadikaram a “Aryan propaganda”
Can a true Dravidian or a true Tamizh conduct a conference on Silappadikaram? I can only say that those who conduct a conference on this work are simply those who want to be certified as ‘good boys’ by the Brahmins. What is there in Silappadikaram, except the fact that it is a propaganda text of the Aryans? From the commencement to the end it is filled to the brim with Aryan concepts and nothing else.
Periyar even called Tamil a barbarian’s language, where are my Periyarist friends?
ଯଥାର୍ଥ ପ୍ରଶ୍ନ.........
ଧନ୍ୟବାଦ ଆପଣଙ୍କ ମତାମତ ପାଇଁ।
prokruto soto kotha...kintu loko purano pothi ku nei biswaso koruchhonti...soto kohile kharap...😃
right sir❤❤
Jay Periar Jay Bheem Namo BUDHAY
I❤ and Salute our Great Hero Periyar Swami
Good discussion
You are right
पेरियार साहब जी को कोटि-कोटि नमन
Real question
Bahut bhal
Good
Beautiful bhai
ମାନୁଥିବା ଲୋକ ପାଇଁ ଭଗବାନ ଅଛନ୍ତି,ନା ମାନିବା ଲୋକା ପାଇଁ ଭଗବାନ ର କୌଣସି ମହତ୍ତ୍ଵ ନାହିଁ
Jay bhim Jay piriar Namo buddhay
தந்தை பெரியார் வாழ்க...
பாபா சாஹேப் அம்பேத்கர் வாழ்க....
ମୁଁ ପେରିୟର ଙ୍କୁ ଦେଖିବାକୁ ଯାଇଥିଲି ମୂର୍ତି ତଳେ ଲେଖା ହୋଇଛି ଭଗବାନ୍ ଙ୍କୁ ୧୫ ଟା ପ୍ରଶ୍ନ ବ୍ରାହ୍ମଣବାଦୀ ,ବିଜେପି, ସରକାର ବହୁତ ଚେଷ୍ଟା କରୁଛନ୍ତି ସେ ଲେଖା ହଟାଈବା ପାଈ ହୋଇ ପାରୁନାହିଁ ସତ୍ୟ ଟା ସତ୍ୟ ଭଗବାନ୍ ହଟାପାରିବେ କି
Jai bhim jai periyar 🙏🙏💙💙
Right sir.....
Correct 100% Hetubaad jindaabad
100%ସତ କଥା
ବୈଜ୍ଞାନିକ ମାନେ ବହୁ ଚେଷ୍ଟା କରି. କିଛି ବର୍ଷ ତଳେ ଈଶ୍ୱର କଣିକା ର ଆବିଷ୍କାର କଲେ
ତାର ନାମ ଈଶ୍ୱର କଣିକା କାହିଁକି ଦିଆଯାଇଛି ଆପଣ ମୋତେ ଉତ୍ତର ଦିଅନ୍ତୁ
ବ୍ରହ୍ମାଣ୍ଡ ନାନା ବିରୋଧାଭାସ ରେ ଭରା
ଆପଣ ଏମିବା ନାଁ ଶୁଣିଛନ୍ତି
ତାର ବଂଶବୃଦ୍ଧି ପାଇଁ ପିତା ମାତା ଦରକାର ନାହାନ୍ତି
କୋଉ ଜ୍ଞାନ ପୂରା ଠିକ କୋଉଟା ପୂରା ଭୁଲ
ଆପଣ କେମିତି ଜାଣିଲେ?
ବୈଜ୍ଞାନିକ ମାନେ ଆତ୍ମା କୁ ଏବେବି ଗବେଷଣା ର କେନ୍ଦ୍ରବିନ୍ଦୁ ଧରିଛନ୍ତି
ତାଙ୍କ ଅନୁମାନ ଆତ୍ମା ହେଉଛି
ମର୍ଟର ର ସବୁଠୁ ଛୋଟ particle
ଯାହା ଏପର୍ଯ୍ୟନ୍ତ ଆବିଷ୍କାର ହୋଇପାରୁନାହିଁ.
ହଁ ଗୋଟେ କଥା ଜାଣି ରଖନ୍ତୁ
ସୃଷ୍ଟି ର ରହସ୍ୟ ଅସୀମ
ମଣିଷ ପରା ବ୍ରହ୍ମାଣ୍ଡର ମୋଟେ
5 ପ୍ରତିଶତ ଜାଣିଛି
ଆପଣ ମାନେ କେତେ ଜ୍ଞାନ ପାଇଗଲେ କି?
ଗୋଟେ ଗୋଟେ ଛୋଟ ଗୋଲେଇ କରି
ତାକୁ ବ୍ରହ୍ମାଣ୍ଡ ଭାବିବାର ଭ୍ରମ ଛାଡ଼ନ୍ତୁ
ସମସ୍ତଙ୍କୁ ଭଲପାଆନ୍ତୁ ସମାଲୋଚନା କରିବା ପୂର୍ବରୁ ବିବାଦିତ ବିଷୟ ଉପରେ ଅଧିଜ ଗବେଷଣା କରନ୍ତୁ
ପୃଥିବୀ କୁ ଜୀବନ କେମିତି ଆସିଛି.
ତାହା ଏବେବି ଗବେଷଣା ର ବିଷୟବସ୍ତୁ
କାରଣ evolutionary theory ର ବିପରୀତ theory ବି ଅଛି
Dark matter Dark energy ବୋଲି
ଏଵେ ଯୋଉ ତତ୍ତ୍ୱ ପଛରେ ବୈଜ୍ଞନିକ ପଡିଛନ୍ତି
ତାହା ଈଶ୍ୱର ତତ୍ତ୍ୱ ଉପରେ ରହିଛି
ତାହା ହେଉଛି
ସେ ଅଦୃଶ୍ୟ ଶକ୍ତିକଣ?
ସେ ଅଦୃଶ୍ୟ ବସ୍ତୁ କଣ?
ଯାହା ଥାଇ ମଧ୍ୟ ଜାଣିହେଉ ନାହିଁ
ଆପଣ ମାନେ ଆଦୌ scientific ବୋଲି
ମୁଁ ଅନ୍ତତଃ ରାଜି ନାହିଁ
କାରଣ ଆପଣମାନେ ସବୁବେକେ
Partial ରହୁଛନ୍ତି
କାରଣ ଆପଣଙ୍କର ଉଦ୍ଦେଶ୍ୟ ଅଲଗା
ଯାହା ପ୍ରଜ୍ଞା ର ବିରୁଦ୍ଧ
Mu asabu bahut agaru bhabuthili .jaha heu mo katha sata hela .agaku jari rahu. Thank U
Ok good
ମୁଁ ହିନ୍ଦୁ କିନ୍ତୁ ମୁଁ ପେରିୟର୍ ଆଦର୍ଶକୁ ସମ୍ପୂର୍ଣ୍ଣରୂପେ ସମର୍ଥନ କରେ କାରଣ ସେ ପାଖଣ୍ଡି ପଣ୍ଡିତ ପ୍ରାଧାନ୍ୟ ଜାତି ପ୍ରଥା ବିରୁଦ୍ଧରେ ଏବଂ ସେମାନେ ଆତ୍ମ ସମ୍ମାନ ଆନ୍ଦୋଳନ ଆରମ୍ଭ କଲେ. ମୁଁ ପ୍ରସଙ୍ଗରେ ସମର୍ଥନ କରୁଛି | ଆନ୍ଦୋଳନ ଆରମ୍ଭ କରିଥିଲେ |
Mate v amiti prasna aashuthila bhagabanaku kintu mantra japa duara mate sabu uttara pai jaichi
100
ପେରିଅର ମୂର୍ଖ ନା ଆପଣ ମୂର୍ଖ ବୁଝାପଡୁନି ଯଦି ଭଗବାନ ନାହାନ୍ତି ବୋଲି ପେରିଅର ଏବଂ ଆପଣ ମାନୁଛନ୍ତି ତାହେଲେ ପ୍ରଶ୍ନ କାହାକୁ ପଚାରୁଛନ୍ତି?
Bhagwan ku manusya bhabile ae bhalia question aase . Jaha pakhare gyana nahi se deuchi gyana 😊
Tama pakhare gyana thile uttar dia. Gyana achhi boli drudharar sahita e prasna pachari parichanti.
Bhagaban karma kodhi nkar bhabana ra patra matra
Right
It is write
Jay bhim sir
Good Jay bheem
Age chala bhai
ଠିକ୍ କଥା କହିଛନ୍ତି
Periyar Ramaswami samaj sudharaka mananka madhyare jone Anyatama.
I am proud to be an atheist 😊
ଯଦି ଭଗବାନ ନାହାଁନ୍ତି ତ ତାଙ୍କ ପୁତ୍ର ଯୀଶୁ କେମିତି ଅଛନ୍ତି 😂😂😂😂😂
ଯେତେବେଳେ କୌଣସି ଭଗବାନ ହିଁ ନାହାନ୍ତି ତାଙ୍କ ପୁଅ ଆସିବେ କୁଆଡୁ ?
ସ୍ଵର୍ଗ ମର୍ତ୍ତ୍ୟ ପାତାଳ ରେ ଥିବା ତେତିଶ କୋଟି ଦେବାଦେବୀ ଏହି ପନ୍ଦର ଟି ପ୍ରଶ୍ନର ଉତ୍ତର ଦେଇ ପାରିବେ କି ?
ଆମ୍ବ ଗଛକୁ ଦେଖେଇକି ମୁଁ କହିବି ଏଇଟା ଗୋଟେ କଖାରୁ ଗଛ। ଏଇଟା ତ ଗୋଟେ କଖାରୁ ଗଛ ଆଉ. ... କଖାରୁ କଖାରୁ କଖାରୁ କଖାରୁ,,,,,କଖାରୁ। କଣ ତାହା କଖାରୁ ହେବ!????!! ସେମିତି ଏ ହେତୁବାଦୀ ପ୍ରଳାପ। ।।।
Aatma rupare sabu jiba bhitare
There is nothing like Ātma paramatma or Brahma
Manushya bhitare achi atma
ବିଶ୍ୱାସ ଅବିଶ୍ବାସ ରେ ଦୁନିଆ ଚାଲିଛି
ବ୍ରହ୍ମ କିଏ ବିଶ୍ୱାସ କରେ ତ କିଏ ନ କରେ
କିନ୍ତୁ ତା ମନେ ନୁହେଁ ଯେ ସୃଷ୍ଟିର ସ୍ରଷ୍ଟା ନାହାନ୍ତି ବୋଲି
ଯଦି ଅଛନ୍ତି ଆସି ଉତ୍ତର ଦିଅନ୍ତୂ। କେହି ସ୍ରଷ୍ଟା ନାହାନ୍ତି। କାହାରି ବିଶ୍ବାସ ବା ଅବିଶ୍ବାସରେ ଦୁନିଆ ଚାଲୁ ନାହିଁ।
୧. ହାଣ୍ଡି ଯଦି କହିବ ,, ମାଟି ତୁ କଣ ପାଇଁ ଲୁଚିକି ଅଛୁ।
୨.ମାଟି ଯୋଗୁଁ ତ ହାଣ୍ଡି । ହାଣ୍ଡି ମାଟି କୁ ପୂଜା କରିବନି ତ ଆଉ କାହାକୁ ପୂଜା କରିବ।
୩. ତୋ ଆଖିରେ କଣ ପଇଡ ମାଡି ଗଲାଣି। ପ୍ରସାଦ ରୂପରେ କେତେ ଗରିବ ଲୋକ ତାହା ଖାଆନ୍ତି।
୪.କୋଉ ବହିରେ ଅଛି ଭଗବାନ ବଳି ଖାଆନ୍ତି?? ଆପାଠୁଆ କୋଉଠିକାର।
୫.ବଡ ବଦମାସ୍ ସେ ଭଗବାନ। ହେ ଭଗବାନ୍ ତୁମେ ବିପର୍ଯ୍ୟୟ/ଦୂର୍ଭିକ୍ଷ ସମୟ ପାଇଁ ସୁନା କଣ ପାଇଁ ଲୁଚଉଛ। ମରନ୍ତୁ ସ*ଳେ।
୬. କଣ ଆମେମାନେ ବ୍ୟଭିଚାରି ଯିଏ ସିନେମାରେ ନଙ୍ଗଳା ଅଶ୍ଳୀଳ ନୃତ୍ୟ ଦେଖୁ।
ବୁଝିଲୁ ବାଇନ ! ଓଡିଶୀ ସହ ଆଧୁନିକ ଅଶ୍ଳୀଳ ନୃତ୍ୟ ତୁଳନା କରୁଛୁ।
୭.କଣ ଆମେ ଏତେ ଗରୀବ ଯେ ଷ୍ଟାଇଲି ବାହାନାରେ ଛୋଟ ଚୀରା ପୋଷାକ ପିନ୍ଧୁ। ବ୍ଲୁ ଫିଲ୍ମ୍ ଦେଖୁ।
୮. ମୋ ବାପା ରୋଜଗାର। ମୋ ରୋଜଗାର । ମୋର ଯାହା ଇଚ୍ଛା। ଆରେ ଧନୀମାନେ ମନଇଚ୍ଛା ବିଜ୍ *ନେସ୍ କରି ଦର ଦାମ୍ ବୃଦ୍ଧି କରୁଛନ୍ତି। ଲୋକ କଣ ଆପେ ଆପେ ଗରିବ ହେଉଛନ୍ତି।
୯.ଆରେ ଦ୍ର୍ଅ୍ଉପଦୀ ଭଳି ଏକାଗ୍ର ବିଶ୍ଵାସ କଲେ ହେବ ନାଉ। ଭଗବାନ କଣ ତୁମ ବେଠିଆ।??
୧୦.ରହିଯା ବାଇନ। ଆଉ କିଛି ବର୍ଷ ଅପେକ୍ଷା କର , ସବୁ ଦୂର୍ନୀତି ର ପଳ ପାଇବ।
୧୧.ଦୁନିଆରେ ଧର୍ମ ଗୋଟିଏ। ଧର୍ମ ବାହାର ଲୋକଙ୍କୁ କସ ମାଡ।ସେଥିରେ ନେ କମ୍ପରମାଇଜି।
୧୨.ଭୀମ ବାଦୀ ପରା ଶ୍ରୀ ବୁଦ୍ଧଙ୍କୁ ଭଲ ପାଆନ୍ତି। ଜାଣିନ କି କାମନାର ବିନାଶରେ ଦୁଃଖ ର ବିନାସ୍। ଆଉ ଦୁଃଖ କଣ,?? ଲୋକ କାମନା ଜଣାନ୍ତି,,, ଦୁଃଖ ନୁହେଁ।
୧୩.ଭଗବାନ୍ = ଧର୍ମ ର ମୂଳ।
ସାର୍ ଙ୍କ ବେତ କୁ ନ ଡରିଲେ,, ସବୁ ଗବଗାଣ୍ଡୁ ହେଇଯିବ ରେ।।।
୧୪.କଣ ୫ ମହଲା ବିଲ୍ଡିଂ , ସୁନା ଚେନ, ୧୦/୧୦ ଟା କାର୍ , ଡଜନେ ଚାକର ଦେଇଥାନ୍ତେ।।।ତାହାଲେ ମାଗିଲା ବାଲା ପୁରା ଲୋଭା ଆଉ... ଗରିବ ଶାନ୍ତି ମାଗେ ,, ଯୋଉଟା ଟଙ୍କାରେ କିଣା ଯାଇ ପାରିବନି।
୧୫. ଏଇ କଥାଟା ପୁରା ଠିକ୍। ନାସ୍ତିକକୁ ଜନ୍ମ ଦେଇ ସେ ମୂର୍ଖାମୀ କରିଛନ୍ତି।
Osho
ଯୀଶୁଙ୍କୁ ପଚାରନା
ଅନ୍ଧାର ରେ ଦଉଡ଼ି଼ି ରେ ସାପ ଦେଖିବା କ'ଣ ସତ୍ୟ କିମ୍ବା ସାମୁକାରେ ରୂପା କ'ଣ ସତ୍ୟ?
Tama mana Kia eama hindhu dhamara dabataku easabu kahibaku ea hatubadhi mana kauthi eashila dharamaku nidhu cha Tama mana samasta narkaku jiba papi eanya chari Tama mana Kan kaucha Jani parucha tamaku biparita budhi dichi lani Tama karma fala tamaku kabana kaba vogi daku padiba Jay jagannatha 🙏🙏🙏🙏🙏🙏🙏pravu murkhaku sadha budhi diya jay jaganath
Tume sighra sighra swargaku ja. Bhala bhala jaga sarijiba.
Jadi budhi gyana achhi sabu prasna ra jabab dia.
Shree krishna kaliyug bhabisya bani tike jana
Bhabisya bani na ganjod Galpa?
Jay bhim 💙
Kaliyug chali ji
ଜୟ ପେରୀୟର
ଆରେ ତୁ ତା କଥା କୁ ଧ୍ୟାନ ଦେଇ ସୁଣିନୁ। ଆରେ ପ୍ରଥମେ ଜାଣେ ଯେ କୋର୍ଟ କେମିତି ଏହି ୧୫ ପ୍ରଶ୍ନ କରି ଥିବା ଲୋକଙ୍କୁ ଦଣ୍ଡ ବିଧାନ କଲେନି। ମାନେ ଭିଡିଓ କରିଥିବା ଲୋକ ନିଜେ ଏ ପ୍ରଶ୍ନ କରିନି।