@@Sushree_Sangeeta-01 hi sushree Sangeeta how are you and good morning 🌞 and Jay Jagannath from Rakesh Kumar sahoo from cuttack odisha sushree Sangeeta why don't you not giving reply to me this is my kind request 🙏 sushree Sangeeta please give reply to my comments I will be very happy
Jay Jagannath.... Very useful video if anyone planning to visit Bali Jatra... For us its like living the moment with you though out of the Odisha. Thank you & keep it up👍
Nahin bhai Cuttack Bali jatra Asia maha desha re jete sabu desha achhi, sabutharu bada jatra. Ethi Dina ku jadi 8 ghanta chaliki buliba 10 Dina hele bi sabu dekhi pariba nahin, karana tala padia re 80 ekar jamire ebang upar padia re 13 ekar jamire Bali jatra heuchi . 2nd bada Bali jatra heuchi jagatsingh pur ra pradeep Kalinga Bali jatra.
Gouranga sir jay jagannath subha sakala sabubale apana khushi ruhuntu setiki mahaprabhu Sri jagannath pakhare mura prathana au dhana little bhi sabu bale khushi ruhantu satiki maha Prabhu Sri jagannath pakhare mura prathana au bahut bahut dhanyabad apana cuttack Bali jatra asile au mu katha rakhile
ବହୁତ ଗୁରୁତ୍ବପୁର୍ଣ ଭିଡିଓ ଏହି ଭାବେ ଆଗକୁ ପଦକ୍ଷେପ ଗ୍ରହଣ କରାଯାଉ👃👍
Cuttack Bali jatra apana sange bulilu bahut bahut dhanyawad 🙏 Jay shree Krishna 🙏
ଭାଇ ଆମେ ଅପଣଂକ ସହିତ ଦେଖା ହାଇଥିଲା ବାଲିଯାତ୍ରାରେ..... କଟକ in କଟକ.... ବହୁତ ଭଲ.. ଲାଗିଲା.. 🙏🙏🙏
ସାର୍ ଆପଣଙ୍କ ଯୋଗୁ ଏଠି ସମ୍ବଲପୁରରେ ଥାଇ "ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା" ଦେଖିବାର ଅନୁଭବକୁ ଉପଭୋଗ କରିବାର ସୁଯୋଗ ମିଳିଲା। ଏଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ୍! 🙏❤️
Same Here bro
ସୀତା ବିବାହ ପ୍ରଥମ ଓଡିଆ ଚଳଚିତ୍ର ର ନାମ ❤
ଭାଇ କଟକ ବାଲିଯାତ୍ରା ମାନେ ବାସି ଖାଦ୍ୟ ଖାଇ ଘରକୁ ଆସ
Bhai apanaka video jetiki vhala 🤗 katha barta auhari bahut sundar 👍🙈🙈🙈😉😉😉🙈🙈🙈
ଓଡିଶା ର ଗର୍ବ ଓ ଗୌରବ କଟକ ବାଲିଯାତ୍ରା. ଚମତ୍କାର.
Thank you sir katha rakhiki Cuttack balijatraa ashibaa pain ❤
Video dekhi bahut khusi lagila bhai ❤❤
ସବୁ ବାସି ଖାଦ୍ୟ
ବାଲି ଯାତ୍ରା ର ଖାଦ୍ୟ ଖାଇଲେ ମାନେ ସିଧା ମେଡିକାଲ ଯାତ୍ରା
ଆଉ ଶେଷରେ 😆
ପ୍ରାୟ 12 ବର୍ଷ ତଳେ ବାଲି ଯାତ୍ରା ବୁଲିବା ପାଇଁ ଯାଇଥିଲି ଓଓ କି ମଜା ଲାଗିଥିଲା ଆଜି ଆପଣଙ୍କର ଏ ସୁନ୍ଦର ଛୋଟ ଭିଡିଓ ଟେ ଦେଖି ବହୁତ୍ କିଛି ସ୍ମୃତି ମନେ ପଡିଗଲା...... ଜୟ ଜଗନ୍ନାଥ
ବାଲିଯାତ୍ରା ର ଏତେ ଭିଡ଼ିଓ ଦେଖିଚି ହେଲେ ଆପଣଙ୍କ ର ଭିଡ଼ିଓ ଦେଖାଇବା ଅନ୍ଦାଜ ନିଆରା 👍👍👍👍👍
Blockbuster blog,one of the best blog of odisha
Thanks
Sir bahuta bhala lagila balijatra vedio
ଜୟ ଜଗନ୍ନାଥ Sir 🙏
ଶୁଭ ସନ୍ଧ୍ୟା
Bahut badhiya Bhai Jay jagannath
Bhai tama video full niaara tike alga lhub sundar
Bahut bholo lagila balijatra gouranga sir thanks from kjr barbil
ସୀତା ବିବାହ ପ୍ରଥମ ଓଡିଆ ଚଳଚିତ୍ର 🙏🙏
Yes
@Gouranganayakodiavlogs 🙏❤️
Jay jagannath bhai
Beautiful Cuttack Bali jatra Bula Maja masti enjoy your life happy journey God bless you
Bhai balijatra vlog bahut vala lagila 🎉
Sir apanka vidio pain' Bali yatra dekhilu ❤❤
Jai Jagannath. Cuttack Balijatra Famous for Varieties of items. Thanks for your nice Video.
Gouranga sir prathamastami ra badhiya video chadibe love you sir❤
Great 👍.
Jay jagannath bhai cuttack bali jatra
Awesome vlogs & jai jagannath
Kali paradeep balijatra dekhethila, aji ctc balijatra dekhujju. Dhanyabad. Jeu mane pratakhey dekhiparunahanti, seman nk pain sujog. Thanks.
Jay Shree Jagannath...... ଯାହାହେଉ ଆପଣଙ୍କ ପାଇଁ କଟକ ବାଲିଯାତ୍ରା ଦେଖା ହେଇଗଲା
Super 👌
Jai jaganath sir
Jay Jagannath bhai nice video balijatra dekha khub sundor lagila valare ruha sabubele ❤❤❤❤❤❤❤❤❤❤❤ kolkata
ଜୟ ଜଗନ୍ନାଥ
ବହୁତ୍ ସୁନ୍ଦର୍ 🎉🎉
Thanks
@@Sushree_Sangeeta-01 hi sushree Sangeeta how are you and good morning 🌞 and Jay Jagannath from Rakesh Kumar sahoo from cuttack odisha sushree Sangeeta why don't you not giving reply to me this is my kind request 🙏 sushree Sangeeta please give reply to my comments I will be very happy
Very nice
Nice vai love from salepur nischintakoili cuttack ❤
1 no
Jay Jagannath.... Very useful video if anyone planning to visit Bali Jatra... For us its like living the moment with you though out of the Odisha. Thank you & keep it up👍
Balijatra vlog bahut vala lagila
Bhai good evening so beautiful video happy beautiful day Jay Jagannath swami ❤❤❤❤🎉
Thank you Bhai.....Bina Piaja Rasuna Khaiba stall ku nele asesa dhanyabaad.....Joy Guru
ସୋନପୁର ମେଳା ବଡ
Nahin bhai Cuttack Bali jatra Asia maha desha re jete sabu desha achhi, sabutharu bada jatra. Ethi Dina ku jadi 8 ghanta chaliki buliba 10 Dina hele bi sabu dekhi pariba nahin, karana tala padia re 80 ekar jamire ebang upar padia re 13 ekar jamire Bali jatra heuchi . 2nd bada Bali jatra heuchi jagatsingh pur ra pradeep Kalinga Bali jatra.
Thare asiki dekha sabu Jani pariba.
Cuttack Bali jatra,Bargada Dhanu jatra, Sambalpur Nua khai,Bhubaneswar Durga Puja Gate , Paschim Odisha Sital Sasthi World Famous.
Thnx gouranga bhai coming to katak balijatra😊 love from Cuttack ❤
Bhaina namaskar
Apananka vedio madhyamare mu Bali jatra buligali
Jay Jagannath
ସେଇ ଗୋଟାଏ ଜିନିଷ ଦେଖଉଛନ୍ତି ଥରେ କେନ୍ଦ୍ରାପଡ଼ା ବାଲିଯାତ୍ରା ଦେଖେଇଥିଲେ କଳିଙ୍ଗା ବାଲିଯାତ୍ରା ପାରାଦୀପ ଦୁଇଥର ଦେଖେଇଲେ ପୁଣି କଟକ ବାଲିଯାତ୍ରା ଦୁଇ ଥର ଦେଖେଇଲେ ଏବେ ଏକାମ୍ର ବାଲିଯାତ୍ରା ଭୁବନେଶ୍ଵର ର ଥରେ ଦେଖାନ୍ତୁ
ତୁମର ଦୁଇ ଦିଇଟା କଥା 🤣
@Gouranganayakodiavlogs ସତରେ ସାର ହସ ଲାଗେ ମୁଁ ଏମିତି ଏକା ସାର୍ ଆଗକୁ ବି ଏମିତି ହିଁ ରହିବି
Thik kahila Bhai😂🤣
@@Anguri123-ju9sq କଣ
@@satapathy8859dictionary dekha😂
ବୁଧୀଆ ଭାଇ କୁଆଡେ ଗଲୋ
Sir nice blog ❤❤❤
❤🎉🎉❤.bhala.lagila
Gouranga sir jay jagannath subha sakala sabubale apana khushi ruhuntu setiki mahaprabhu Sri jagannath pakhare mura prathana au dhana little bhi sabu bale khushi ruhantu satiki maha Prabhu Sri jagannath pakhare mura prathana au bahut bahut dhanyabad apana cuttack Bali jatra asile au mu katha rakhile
Bhai enjoy your life Village
Mast❤❤❤❤ sir......
Jay jagannath Bhai 🙏
Happy Bali Yatra,Cuttack.
ଗତକାଲି ଆମ କଟକ ସହର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ ଙ୍କ ବିୟୋଗ ଯୋଗୁଁ ବାଲିଯାତ୍ରା ରେ ସାଂସ୍କୃତିକ କର୍ଯ୍ୟକମ ବନ୍ଦ ରହିଥିଲା।
🥲
Fantastic vlog bhai
Jay jagannath
First viewer bhai ❤❤❤
ଭାଇ ଜୟ ଜଗନ୍ନାଥ
Bhai Jay Jagannath 🙏🙏
Beautiful sir ❤
ଜୟ ଜଗନ୍ନାଥ sir 🙏🙏 ଶୁଭ ସନ୍ଧ୍ୟା
Jai jagannath Bhai
ଶୁଭ ସନ୍ଧ୍ୟା 🌆ଜୟ ଜଗନ୍ନାଥ
Sir jay jaganath
Bhai chole bhatura punjabi re femas
ପ୍ରଥମତଃ ପ୍ରୋଛାୟନ ନୁହେଁ.. ଏହାର ଉଚ୍ଚାରଣ ପ୍ରୋତ୍ସାହନ ହୁଏ.. ଦ୍ଵିତୀୟତଃ ଵେବସାୟ ନୁହେଁ ବ୍ୟବସାୟ.. ଆଉ ଯାହା କହିଲେ ଓଡିଶା ସରକାର କୃଷିକୁ ପ୍ରୋତ୍ସାହନ ଦେଉଛନ୍ତି.. ସେଥିପାଇଁ ବାହାର ରାଜ୍ୟରୁ ଆଳୁ, ଟମାଟୋ, ପିଆଜ, ରସୁଣ ନ ଆସିଲେ ଓଡିଶାରେ ଯେଉଁ ହାହାକାର ପଡ଼ିଯାଏ ତାହାର ବର୍ଣ୍ଣନା ଅନାବଶ୍ୟକ.. ଆଳୁ ମିଶନ ଫେଲ, ଟମାଟୋ ଅମଳ ବେଳେ କେନ୍ଦୁଝରର ତେଲକୋଇ ଅଞ୍ଚଳର ଚାଷୀ ରାସ୍ତା ଉପରେ ବିଲାତି ବାଇଗଣ ଡ଼ାଳି ଅଭିନଵ ଉପାୟରେ ପ୍ରତିବାଦ କରିଥିଲେ ଓ ଆଗକୁ ମଧ୍ୟ କରିବେ କାରଣ ଅମଳ ବେଳେ ସଂରକ୍ଷଣ କରିବା ପାଇଁ ସରକାରୀ ସ୍ତରରେ କୌଣସି ଠୋସ ସାଧନ ନାହିଁ.. ଚାଷୀ ଆତ୍ମହତ୍ୟା କରନ୍ତି.. ଏଭଳି ସମ୍ବେଦନଶୀଳ ଖବର ଗଣମାଧ୍ୟମରେ ଶିରୋନାମା ମଣ୍ଡନ କରେ.. ଆନ୍ଧ୍ରପ୍ରଦେଶରୁ ମାଛ ନ ଆସିଲେ ଓଡ଼ିଆମାନେ ଚାନ୍ଦ୍ରାୟଣ ବ୍ରତ ପାଳନ କରିବା ଥୟ.. ତଥାପି, ଓଡିଶା ସରକାର କୃଷିକୁ ପ୍ରୋତ୍ସାହନ ଦେଉଛନ୍ତି କହିବା ସତ୍ୟର ଅପଳାପ l ଧର୍ମକୁ ଆଖିଠାର ମାରି ଟିକସ ଦାତାଙ୍କ କୋଟି କୋଟି ଟଙ୍କା ବ୍ୟୟ କରି ବାଲିଯାତ୍ରାରେ ଯେଉଁ ମୋରମ ବିଛା ଯାଇଥିଲା ତାହା ଯାତ୍ରୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି.. କାରଣ ପ୍ରବଳ ଧୂଳି ବାୟୁମଣ୍ଡଳକୁ ଆଚ୍ଛାଦିତ କରି ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି.. ସବୁ ଠାରୁ ଚିନ୍ତାଜନକ ହେଉଛି ବାସୀ ଖାଦ୍ୟ ବିକ୍ରି.. ଓଡିଶା ର ଏକ ସମ୍ବାଦପତ୍ର ଅନୁସାରେ CMC, Cuttack Municipal Corporation ଗୋଟେ ଦିନରେ ଏଭଳି ସ୍ୱାସ୍ଥ୍ୟ ଅନୁପଯୁକ୍ତ ଖାଦ୍ୟକୁ ନଷ୍ଟ କରିବାକୁ ବାଧ୍ୟ ହୋଇଛି.. ଯେଉଁ ଟଙ୍କ ତୋରାଣି ପାନ କରିବାକୁ ଦେଲେ ତାହା କେତେଦୂର ବିଶୁଦ୍ଧ ଓ ପାନୀୟ ଉପଯୋଗୀ କି ନୁହେଁ ତାହା ପଚାରି ବୁଝିବା ପ୍ରତ୍ୟେକ ସ୍ୱାସ୍ଥ୍ୟ ସଚେତନ ନାଗରିକଙ୍କ କର୍ତ୍ତବ୍ୟ ହେବା ବାଞ୍ଛନୀୟ.. କାରଣ ସ୍ୱାସ୍ଥ୍ୟହିଁ ସମ୍ପଦ..
ତାହା ଛଡା ପକେଟମାର ଓ ମୋବାଇଲ ଚୋର ପ୍ରତି ସାବଧାନ ରହିବା ଏକାନ୍ତ ଅପରିହାର୍ଯ୍ୟ.. କାରଣ ଗତକାଲି ମୋର ଜଣେ ବୈଜ୍ଞାନିକ ବନ୍ଧୁଙ୍କ ଦାମିକା ମୋବାଇଲ ଚୋରି ହୋଇଗଲା.. ମନ ଦୁଃଖରେ କହିଲା ଯେଉଁ ଗଙ୍ଗା ଗଲି ଏହି ଫଳ ପାଇଲି...
ଗାଁ ଗହଳିରେ ଅନେକ ଓଡ଼ିଆ ଶବ୍ଦ ଉଚ୍ଚାରଣରେ ଅନେକ ଫରକ ଥାଏ ଭିନ୍ନ ଭିନ୍ନ ଜାଗାରେ, ତୁମେ କେବେ ସଠିକ୍ ସବୁ ଓଡ଼ିଆ ହେଉ ବା ଇଂରାଜୀ ଶବ୍ଦର ଉଚ୍ଚାରଣ ଦିନ ତମାମ ଠିକ୍ ରେ କରିନଥାଅ, ତୁମ ମାନଂକର ଧରିଲେ ମଧ୍ୟ୍ୟ ଅନେକ ଭୁଲ ବାହାରିବ
ଯେତେବେଳେ ଆପଣଙ୍କ ଭିଡିଓ ସାରା ବିଶ୍ୱ ଦେଖୁଛି ବା ଦେଖିବାକୁ ଯାଉଛି ସେତେବେଳେ ସାମାନ୍ୟ ଭୁଲ ବି ଅସାମାନ୍ୟ ଭଳି ପ୍ରତୀତ ହୋଇଥାଏ.. ତେଣୁ ତାକୁ ସୁଧାରିନେବାଟା ବିଜ୍ଞତାର ପରିଚୟ.. ମୋତେ ଉଚ୍ଚାରଣ ଅଶୁଦ୍ଧ ଲାଗିଲା... ଭିନ୍ନ ଭିନ୍ନ ସ୍ଥାନରେ ଉଚ୍ଚାରଣ ଭିନ୍ନ ଭିନ୍ନ ହୋଇଥାଏ ଏଥିରେ ଦ୍ବିରୁକ୍ତି ନାହିଁ ମାତ୍ର ଯେତେବେଳେ ଆପଣ ବ୍ଲଗ କରୁଛନ୍ତି ଉଚ୍ଚାରଣକୁ ମାର୍ଜିତ କଲେ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବ ବୋଲି ମୋର ଦୃଢ଼ ବିଶ୍ୱାସ.. କଥିତ ଭାଷା ଓ ଲିଖିତ ଭାଷା ମଧ୍ୟରେ ଥିବା ଦୂରତା କମିଗଲେ ଭାଷା ମର୍ଯ୍ୟାଦାର ଉତ୍ତରଣ ଘଟେ... So it is up to you to accept it cordially or reject..
Jeun jaga samaste jauchanti taku dekhei labha kan. Kalipujare chandbali asibaku da
Asile nahin. Khali paradeep katak jauthantu. Nua jaga gale sina loke janibe ssethi kichi heuchi.
ଜୟ ଶ୍ରୀ ଜଗନ୍ନାଥ ସାହା ହେବେ 🌺🙏🌺🙏🪔🌺
Beautiful video
Sita bibaha first odia film 🎬
Jay jagannath sir.🙏
Jay ganesh ji..ommnamahsivgouri..🌸🌸🌸🌸🌸🌸🌸🌸🌸🌸🌸
Very good video
Jai jagannath gapa hele bi sata ra poster maya miriga right side re thila sir
Jay jagannath sir 🙏🏻
Jay Jagannath Bhai Cuttack Bali jatra bula buli khaiba pia
Jay ma Samlai Gouranga Sir
ଯାତ୍ରା ରେ ଯାତ୍ରା ବାଲି ଯାତ୍ରା ।
ଦୁଃଖ ମୋ ଘର କଟକ ରେ ବାଲିଯାତ୍ରା 5 ଦିନ ହବ ହେଲାଣି ମୁ ଏବେଜାଙ୍କ ଯାଇନାହିଁ 🙂🙂🥹
Ati sunder ❤❤
From Bhadrak ❤❤❤❤
Gouranga sir odia pratham colour 📽️ gappa hele bhi satta sunder geeta ai bana ra chai mura prathama prema sapana khoob sunder geeta
😊❤ po
Bhai dhanujatra time aau thre bargarh asa
Nice,
Cuttack ❤
Jay jagannth sir
ଭାଇ ପାରାଦ୍ୱୀପ ବାଲି ଯାତ୍ରା ବୁଲିଲେ କଟକ ବି ଗଲେ ଆଉ ଆମ ଭୁବନେଶ୍ୱର କେବେ ଆସିବେ ବାଲି ଯାତ୍ରା ଦେଖିବାକୁ ଥରେ ଆସନ୍ତୁ 👍🏻👍🏻ଜୟ ଜଗନ୍ନାଥ 🙏🏻🙏🏻ମତା ମତ ଦେବେ 👍🏻👍🏻
ଆର ବର୍ଷକୁ ଯିବା
@@Gouranganayakodiavlogsଭାଇ ସମୟ ବାହାର କରି ଆସନ୍ତୁ ଥରେ 🙏🏻🙏🏻
ଜୟ ଜଗନ୍ନାଥ ଗୌରାଙ୍ଗ ଭାଇ
ଟିକି ଝିଅଟି ବାଉଁଶ ରାଣୀ ଖେଳ ପ୍ରଦର୍ଶନ କରୁଥିଲେ.
Plot Hisabare 2500 Dokan,Utha Dokani,thia Dokani ,chala dokani hisabare 6 ru 7 hajar Bepari Dokan Karichhanti.
1st view
Jay jagannath sir
I Love Balijatra
Gouranga sir ama odisha re bara masa teera parva ama odisha bhaliya rajya kauthi nahi ama odisha bhari sundariya rajya
ମୁଁ ଛୋଟ ବେଳେ ବହୁତ ଦେଖିଛି
ଜୟ ଜଗନ୍ନାଥ, ଡ଼ାକିଲନି
Jay jagannath 🙏🙏🙏♥️♥️♥️👍👍👍
Jay jagannath🙏
Jay jaganntha cuttack Baliyatra ku anek anek subha kamana