ନାଁ ବଦଳେଇ ଯାଇଥିଲି, ଭୂତ ସଭାପତି ବିପିନ୍ ରାଉତରାୟଙ୍କ ପାଖକୁ ! Ghost president bipin routray exposed.

Поділитися
Вставка
  • Опубліковано 6 січ 2025

КОМЕНТАРІ • 201

  • @odakkalicitizen2782
    @odakkalicitizen2782 День тому +11

    ଯୁଗ ଏତେ ଆଗେଇଲାଣି ତଥାପି ଲୋକ ମାନେ ସୁଧୁରୁ ନାହାନ୍ତି. ତେଣୁ ମୂର୍ଖଙ୍କୁ ଠକିବା ଭୁଲ ନୁହେଁ ❤️👍ମାଡିଚାଲ 👍❤️

    • @harekrushnabehera3138
      @harekrushnabehera3138 11 годин тому

      @@odakkalicitizen2782 ହେତୁ ବାଦୀ ଜିନ୍ଦାବାଦ ।

  • @balaramnatha2249
    @balaramnatha2249 День тому +31

    ସମସ୍ତେ ଜାଣିଛନ୍ତି ସେ ଗୋଟେ ପାଗଳ ତାଙ୍କୁ କେହି ବିଶ୍ଵାସ କରୁନାହାନ୍ତି ତମେ ଜାଣିକି ଏସବୁ କରୁଛ ହାଇ ଲାଇଟ୍ ହେବାକୁ ବଢିଆ ଉପାୟ

  • @dusmantanayak9526
    @dusmantanayak9526 День тому +34

    ଇଏ କିଛି ପାଇବା ଆଶାରେ ଯାଇଥିଲା କିନ୍ତୁ କିଛି ପାଇପାରିଲାନି

    • @JituSwain-iy2lp
      @JituSwain-iy2lp День тому +3

      ତୁମେ ବାବା ର ଦଲାଲ କି

  • @chikujena8422
    @chikujena8422 День тому +15

    ଆରେ ତାଙ୍କୁ ସମସ୍ତେ ଜାଣିଛନ୍ତି ସେ କଣ କୁହନ୍ତି ସେଠିକି ଯାଇ ବାହାଦୂରୀ ମାରିଲ ଏବେ ସେ ଆହୁରି ଭାଇରାଲ୍ ହେବେ ନେ ସମ୍ଭାଳ କାହିଁକି କାମକୁ ଦି କାମ କର 😮😮

  • @mamatamohapatra8559
    @mamatamohapatra8559 День тому +9

    Mam dhanyabad, pardafaash karithibaru

  • @srisaidesignvastu9209
    @srisaidesignvastu9209 День тому +4

    Actually ଯାହାର ସମୟ ଅଛି, ରୋମାନ୍ସ କରିବାକୁ ସେ ତାଙ୍କ ପାଖକୁ ଯିବ!

  • @greenvillage2686
    @greenvillage2686 13 годин тому

    Thankyou ma'am

  • @samaruhernna4118
    @samaruhernna4118 14 годин тому

    ଧନ୍ଯବାଦ ବାଦ ମେମ

  • @SaradaprsadDikshit
    @SaradaprsadDikshit День тому +4

    Right

  • @jagannathsahu6714
    @jagannathsahu6714 21 годину тому

    Good job

  • @pramodbehera1984
    @pramodbehera1984 День тому +1

    Thanks madam

  • @k-adicomedy8266
    @k-adicomedy8266 День тому +3

    ତମେ ଆଉ ସଚେତନ କରାଅ ନାହିଁ, ଯାହାର ପଇସା ଅଧିକ ହେଇଚି ସେ ସେଇ ଭୂତ ସଭାପତି ପାଖକୁ ଯିବ।ତମେ କାହିଁକି ଯାଉଥିଲ ତା ପାଖକୁ 😂😂😂😂😂😂

  • @hemantnayak475
    @hemantnayak475 День тому

    You have done excellent work

  • @padmanavadash-md1mc
    @padmanavadash-md1mc День тому +1

    Baba bhala loka😊😊😊

  • @binapanipanda5819
    @binapanipanda5819 22 години тому +2

    Arrest Karuna.

  • @RajGiri-d5q
    @RajGiri-d5q 23 години тому +2

    ସିଏ,ଜଣେ‌‌ ବୃଦ୍ଧ ପାଗଳ

  • @notyourvoice6422
    @notyourvoice6422 День тому +8

    Sister taku tk chappal re saki dia

  • @shashikantasahoo4863
    @shashikantasahoo4863 День тому +4

    ମାଡାମ୍ , ମା ମାନଙ୍କୁ ଏ ଦିଗରେ ଜାଗ୍ରତ କରାନ୍ତୁ।

  • @benudharsahoo710
    @benudharsahoo710 День тому

    Right bhai.

  • @biranchinarayanrath3575
    @biranchinarayanrath3575 12 годин тому

    Thik

  • @amiyamishra4815
    @amiyamishra4815 День тому +2

    ମାଡାମ ନିଜର ପବ୍ଲିସିଟି ପାଇଁ ଏସବୁ କରିବା କିଛି ଆବଶ୍ୟକନାହିଁ

  • @umeshkumarpattnaik214
    @umeshkumarpattnaik214 День тому +8

    ମାନ୍ୟବର ମାଡାମ,
    ଆପଣ ଜଣେ ହିନ୍ଦୁ ନାରୀ ନା CRYPTO CHRISTIAN 😂😂😂😂

    • @rajeshkhora9711
      @rajeshkhora9711 День тому

      Religion asila kouthu

    • @umeshkumarpattnaik214
      @umeshkumarpattnaik214 День тому

      @rajeshkhora9711
      ମାନ୍ୟବର Rajesh ସେହି Madam ଯଦି ଏତେ ସତ୍ୟ କୁ ଲୋକଲୋଚନ କୁ ଆଣିବାର ଇଚ୍ଛା ତାହେଲେ ଯାଉନାହାନ୍ତି PROPHET BAJINDRA SINGH ଓ ଓଡ଼ିଶାରେ ଥିବା CRYPTO CHRISTIAN ମାନେ ଯେଉଁ AMEN ଓ ଅଲ୍ଳେଲୁଇଆ କହି ଲୋକଙ୍କୁ ଭକୁଆ ବନାଉଛନ୍ତି ତାଙ୍କରି ପର୍ଦାଫାଶ କରିବେ 🤣🤣🤣🤣ଏମାନେ ହେଲେ PETTY DOG ସେହି ବିଦେଶୀ ସଂସ୍ଥା ଯିଏ ଶାନ୍ତି ଓ ପ୍ରେମ ନାମରେ ଦେଶରେ ଅଶାନ୍ତିର ବାତାବରଣ ତିଆରି କରୁଛନ୍ତି।
      ଆଉ ତୁମେ ଯଦି ସଚ୍ଚା ଭାରତୀୟ ଓ ଓଡ଼ିଆ ପୁଅ ହୋଇଥିବ ତୁମର Titel ର ଥିବା ଜଣେ CRYPTO CHRISTIAN NIRMAL KHORA ବର୍ତମାନ ଓଡ଼ିଆ ଓ ଭାରତୀୟ ସଂସ୍କୃତି, ସଭ୍ୟତା, ପରମ୍ପରା ବିଷୟରେ ଅପପ୍ରଚାର କରି ବିଦେଶୀ ଲଙ୍ଗଳା ସଂସ୍କୃତି ର ପ୍ରଚାର ପ୍ରସାର କରୁଛନ୍ତି।
      ତୁମେ ତୁମ ଜାତିର ଯେଉଁମାନେ କଳଙ୍କ ଅଛନ୍ତି ଏହାବିରୋଧରେ ସ୍ୱର ଉତ୍ତଳୋନ କର 😭😭😭😭

    • @surenkumar4887
      @surenkumar4887 2 години тому

      ତୁ ଗୋଟେ ଚୋର 😂😂😂😂😂

  • @pramodkumarvlogs4429
    @pramodkumarvlogs4429 День тому

    ମୁଁ ପ୍ରଥମରୁ ଦେଖି କହିଥିଲି ଏ ଗୋଟିଏ "ମସ୍ତବଡ ପାଗଳ" ଏ ଲୋକକୁ ସମସ୍ତେ ମିଶି ରାଞ୍ଚି ପଠେଇବାର ବ୍ୟବସ୍ତା କରନ୍ତୁ.

  • @dr.pradeeptarai3422
    @dr.pradeeptarai3422 17 годин тому

    ଭୁତବାବା ଜୟ ହୋ ।

  • @vigyapantrack2881
    @vigyapantrack2881 10 годин тому

    ଲୋକ ସହଜ ରେ ଏମାନ ଙ୍କ ଯାଲ ରେ ପଡ଼ୁଛନ୍ତି,,, କାଶୀନାଥ ମିଶ୍ର,, ବୈକୁଣ୍ଠ ଧାମ ରେ ନିଯ ପୁଅ କୁ କଳଙ୍କି ଭଗବାନ କହି ସେଥି ଯେଉଁ ଧନ୍ଦା କରୁଥିଲେ,, ତାହା କଣ ହେଲା,,

  • @Sthitapragyan
    @Sthitapragyan День тому +1

    ମୂଷା କହିଲା "ଜୟ ଜଗନ୍ନାଥ" .....!
    ଫେମସ ହେଲା ଗୋଟେ କୁଲୁକୁଲି ....!
    ଶଳା, ଭୂତ୍ ଆକୁ କୁତୁକୁତୁ ନକରିବାରୁ ମାଇକିନିଆ ଖାଲି ଜନ୍ତି ହଉଛି......!

  • @amiyamishra4815
    @amiyamishra4815 День тому +1

    ମାଡାମ ମାଳିସାଇର ଗୁଡ଼ାଏ କଥା ଭାଇରଲ ହେଉଛି ସେଠିକି ଯାନ୍ତୁ

  • @nayakbasanta
    @nayakbasanta День тому +1

    Same like One person named Lakshmi Kant Sarangi at Bhajanagar, Ganjam. He is taking minimum 1000..His income per day approx 1 lakh . He is looting the poor people. Please catch him..

  • @niranjanpradhan4800
    @niranjanpradhan4800 День тому

    ❤❤❤❤❤

  • @notyourvoice6422
    @notyourvoice6422 День тому +2

    Sister are you correct

  • @Unknown1001-v8j
    @Unknown1001-v8j День тому

    ସେ ହଉଛନ୍ତି ଆଗାମୀ ଅନ୍ଥୁଆ ଗୋପାଳ, ପ୍ରଭୁ ପ୍ରାର୍ଥନା ଚ୍ୟାନେଲରେ ଆସିବେ ଆଗକୁ ପ୍ରବଚନ ଦେବେ |

  • @srikantakumarhota6134
    @srikantakumarhota6134 3 години тому

    ବହୁତ ବାବା ମହିଳା ମାନଙ୍କୁ ପୂଜା ବାହାନା ରେ ଏକୁଟିଆ ଡାକନ୍ତି ଓ ରାତିରେ ତାଙ୍କ ସହିତ ଖରାପ ସଂପର୍କ ରଖନ୍ତି। ସେହି ବିଷୟରେ ତଦନ୍ତ କରିବା ଦରକାର।

  • @brajakishorepadhi4022
    @brajakishorepadhi4022 День тому +15

    ତୁମ ମାନକଂ ର କିଛି କାମ ନାହିଁ ବୋଧେ।

    • @Saindian
      @Saindian 23 години тому +1

      😅😅 right 👍👍

  • @dakhineswarhomeohall4936
    @dakhineswarhomeohall4936 День тому +5

    Duplicate loka nku expose karithibaru dhanyabad.

  • @dayanidhipadhi8949
    @dayanidhipadhi8949 22 години тому +1

    Sabu Sadhu amiti nuha madam

  • @suraimurmu3128
    @suraimurmu3128 3 години тому

    ଭାରତ ସରକାର ଙ୍କ ଗୋଟିଏ ସଂସ୍ଥା

  • @BishnucharanSwain-i7r
    @BishnucharanSwain-i7r 22 години тому

    Madam,anubhutiarjanakale ehipari thaka bahuta buluchhanti sabadhan

  • @sunila1583
    @sunila1583 День тому +1

    Income tax RED kara

  • @harekrushnabehera3138
    @harekrushnabehera3138 День тому +12

    ତୁମେ ପାଗଳ ନା କ'ଣ ? ସେଠି କାହିଁକି ଯାଇଥିଲ ? ଯେତେ କହିଲେ ଆମ ଲୋକ କିଛି ବୁଝିବେ ନି ।

  • @subratmaharathy435
    @subratmaharathy435 15 годин тому

    ମୁଁହ ରେ ପାଉଡର ଲିପଷ୍ଟିକ ଲଗେଇ ହାଇଲାଇଟ ହେବାକୁ ଯାଉଥିଲେ।ନାମ ହେବୁ ରହି ଥା।

  • @debasismohanty8998
    @debasismohanty8998 День тому

    Bhai gote panchamukhi Hanuman mandira ,khanaghar

  • @pravatkumarmishra9760
    @pravatkumarmishra9760 День тому +1

    ତମେ ସବୁ ପାଗଳ ହେଇ ସମସ୍ତଙ୍କୁ ପାଗଳ କରିଦେବ ତାସଙ୍ଗେ ତମକୁ ରାଞ୍ଚି ପଠେଇ ବା ଦରକାର

  • @bikrampradhan5560
    @bikrampradhan5560 День тому

    😀😀😀

  • @snehasishmohapatra7370
    @snehasishmohapatra7370 День тому +5

    Bipin routray gote brudha touter.Avoid all baba ,astrolgers etc

  • @BapiMishraEntertainment
    @BapiMishraEntertainment День тому +24

    ତମ ଟିମ୍ କଣ ଠିକା ନେଇଛି କିଏ plane ରେ ବୁଲିଲା ତା ପଛରେ ଲାଗିବାକୁ

    • @rajnikantdas1782
      @rajnikantdas1782 День тому +9

      Bhai tamara kainki poduchi. Partner heichanti ki

    • @brpalai9015
      @brpalai9015 День тому +3

      Tame partner bodhe 😂

    • @tapankumarbhoi1498
      @tapankumarbhoi1498 День тому +4

      Are social awarnes kale tamara poduchhi.kanhi

    • @BapiMishraEntertainment
      @BapiMishraEntertainment День тому +3

      ମୁଁ ପାଟନର୍ ନୁହେଁ । ଲାଗୁଚି ତମେ ମାନେ ବୋଧେ ଏଇ ଭଳି ଟିମ୍ ସାଙ୍ଗରେ ପାଟନର୍ ହେଇକି ତାଠାରୁ କିଛି ଚନ୍ଦେଇ ଦେବାକୁ ବସିଥିଲ । ସେ ଦେଲାନି ବୋଲି ତା ପଛରେ ଲଗିଚ ।

    • @BapiMishraEntertainment
      @BapiMishraEntertainment День тому

      @@rajnikantdas1782 ମୋର କାହିଁକି ପୋଡିବ ? ତମର ସମର୍ଥିତ ଟିମ୍ କିଛି ଦିନ ଆଗରୁ ଯାଇକି ଭରତପୁର ଆଶ୍ରମ କୁ ଭାଙ୍ଗିବାକୁ ଚେଷ୍ଟା କରି ଥିଲେ । କଣ ଓପାଡି ପକେଇଲେ ? କାହାର ପୋଡ଼ିଲା 😜

  • @khirodworld
    @khirodworld День тому +1

    ଭାଇ ସେଇ କହି ଥିଲା ନଭେମ୍ୱର ମାସରେ cyclone ଆସିବ ବଲି ସେ ପାଗଳ ତା କଥା ଶୁଣ ନାହି

  • @mdshahidanwar4540
    @mdshahidanwar4540 День тому +2

    Don't blame baba
    Jai baba 🙏

    • @viralboy3742
      @viralboy3742 День тому

      Jay sarathi baba😂😂😂😂😂😂

  • @asutoshacharya1597
    @asutoshacharya1597 День тому +2

    ତୁ କଣ ପେଲେଇ ହେବାକୁ ଯାଇଥିଲୁ ସେଇଠି?

  • @debasismohanty8998
    @debasismohanty8998 День тому

    Khanagar,cuttack, panchamukhi hanuman mandira pakhare jane parbati maa emiti lokanku thakuchhanti tike ara tadanta karantu mor apananku anurodha.

  • @Odishamaster777
    @Odishamaster777 День тому +2

    ତୁ ସେଇଆ କରେ 😂ବୁଝିଲୁ

  • @TheDNAMusic-jk9ev
    @TheDNAMusic-jk9ev День тому

    Tame news Wala World War Jaldi Hin Kari daba 👍

  • @deepakpradhan1932
    @deepakpradhan1932 День тому +5

    Din ku 10000 rojagar Karu chi

  • @TheGaunliToka
    @TheGaunliToka День тому +4

    ନୁଅ ସମାଜ ସେବି........😂😂😂😂..famous ହବା ପାଇଁ ନୁଆ trick. .....

  • @Sb.DilipkumarDilip
    @Sb.DilipkumarDilip День тому +3

    Seithipain desharu garibi hatuni

  • @medepartmentdepartment8577
    @medepartmentdepartment8577 День тому +1

    Taku dhara dhara Khali chenga darkar
    Taku jogi Baba darkar 🎉

  • @Arshi-Mama
    @Arshi-Mama 28 хвилин тому +1

    😂😂😂

  • @shivaprasadjena8656
    @shivaprasadjena8656 День тому +2

    Bahuta sabhapatinku turanta case diry karajau jail pathajau

  • @santoshjena7437
    @santoshjena7437 День тому +1

    Only 500.00 fees,Sorry 5000.00 fess heba katha.

  • @bijaysahoo2341
    @bijaysahoo2341 День тому +4

    Bipin rautray gote tautor

  • @mr.sanjayinformationdiscov3282
    @mr.sanjayinformationdiscov3282 День тому +1

    ଯେତେ କୁହ ଆମ ଲୋକେ କେବଳ ଗୋଟେ କଥାକୁ ବିଶ୍ୱାସ କରନ୍ତି ସେଇଟା ହେଲା "ଅନ୍ଧବିଶ୍ୱାସ" 😂😂🤣🤣🤣🤣🤣

  • @SuvenduchampatirayaChampatiray
    @SuvenduchampatirayaChampatiray День тому +1

    Nakare seita kana

  • @gourhariswain2438
    @gourhariswain2438 День тому +1

    Tuma swami kan tumaku chadi dae chanti ki.. Se pae tumar kichi kama nahi boli tu me jae thile

  • @biswajithota2524
    @biswajithota2524 День тому

    ଭୂତ ମାଷ୍ଟର କୁ ଭଲ କି ମାଡ଼ ଦରକାର

  • @prabodhaswain6027
    @prabodhaswain6027 День тому

    ସବୁ ଗଲେଇ ଗଳୁଆ ଯାନ୍ତି

  • @manojnayak1567
    @manojnayak1567 День тому +3

    Duplicate baba

  • @Itish43
    @Itish43 День тому +1

    Mota patala heba ta bhuta nuhe tame adhika giha khaeile muta haba kahikina pill kheiba jetebele giha kam khaeiba setebele patala haba

  • @priyansiacharya1277
    @priyansiacharya1277 День тому

    Tm e kea voice broke re😮

  • @gpsoty
    @gpsoty День тому +9

    ଋଷିଆନ ଭୁତ ମୋର ପସନ୍ଦ ❤❤❤😂😂

    • @pravashmallick9561
      @pravashmallick9561 День тому +1

      😂😂

    • @amareshamohanty69
      @amareshamohanty69 День тому +1

      Japanese bhuta dekhi thhibe .

    • @gpsoty
      @gpsoty День тому +1

      @@amareshamohanty69 ଜାପାନୀ ଭୁତ କମ ହାଇଟେକ ଋଷିଆନ ଭୁତ ଭଲ ସୁନ୍ଦର

    • @Ranjanpatra143
      @Ranjanpatra143 День тому +1

      Ha😅😅😅😅

  • @rameshsahoo4760
    @rameshsahoo4760 День тому +2

    Taku police re deaa

  • @ssr8541
    @ssr8541 День тому

    Taku Kain arrest karajauni

  • @deepakbhanja5286
    @deepakbhanja5286 День тому +2

    Ebhali thaka lokaku turanta arrest karajauu

  • @satyabratajena6935
    @satyabratajena6935 День тому +2

    Tame kai jaaucha ma
    Tamara kichi kaama nai ki taara b kichi kaama nai

  • @tusharroutaray4330
    @tusharroutaray4330 День тому +2

    Bipini rautaray gote halia ama bhai bhauni nk tharu 15 years tale 15000 neisarichanti

  • @LituB-zb1ec
    @LituB-zb1ec 21 годину тому

    ପାଗଳ ଟା ବେ seta 😂

  • @santoshkumarpradhan7614
    @santoshkumarpradhan7614 День тому +1

    Kou lok jaoni ❤❤ please

  • @kunmun9983
    @kunmun9983 День тому

    1:38 1:38 1:38 1:38 tu pura patala loko ta😂

  • @AshokKBarik
    @AshokKBarik День тому

    Kebe tantrika ku jail heba...

  • @mamatamaharana1784
    @mamatamaharana1784 23 години тому

    Khali Natak., Highlight heba r upaya... yutube re active rahiba r sahaja upaya e loka au e tumbanali nku laja nai..

  • @Toony123star
    @Toony123star День тому

    🤩🤪

  • @subratkar8
    @subratkar8 День тому

    Samaste janichnti asabu but why media is focusing this person it is out of thinking

  • @prafullakumarsamal761
    @prafullakumarsamal761 День тому +1

    ପାଗଳ

  • @BipulMohanty
    @BipulMohanty День тому

    Eita gote Skill 😂

  • @goutamkaran7863
    @goutamkaran7863 День тому

    ତୁ କଣ ପାଇଁ ଯାଇଥିଲୁ ।ତୁ ଗୋଟିଏ ପାଗଳ

  • @deepakpradhan1932
    @deepakpradhan1932 День тому +1

    Aam gaon re jane achhi

  • @jayarammalla6393
    @jayarammalla6393 День тому +2

    Bhuta sabhapati tautar

  • @sukantaparida8428
    @sukantaparida8428 День тому

    Tume Mane ta pakha ku kahinki jaucha? Ame janichu a ta full entertainment,we enjoy it

  • @akdashh
    @akdashh День тому

    Loka bhakua valia jauchnti, bipin Routray is not at fault

  • @Bissshhhuuu
    @Bissshhhuuu День тому

    Next up pls expose that artaran baba .. an absolute fake person .. cheating poor Odiyas since many many years now .. what ever he claims nd he does is absolute rubbish

  • @bibhutipradhan432
    @bibhutipradhan432 День тому

    ତମେ ମାଫିଆ ଏ ସଚେତନ ହୁଅ

  • @dulalmohanty12
    @dulalmohanty12 День тому

    Badeile nahin kahin ki mind wash Kari kotipati heuchha ti kebala kichhi loka manaka pain

  • @padmalochanbarik7863
    @padmalochanbarik7863 День тому

    Yeita Nihati Galuata ? Sekibar thila

  • @SarojiniMahanta-y2v
    @SarojiniMahanta-y2v День тому +1

    Alata ta pagal heijachhi

  • @bubusahoo2869
    @bubusahoo2869 День тому +1

    ଟାଉଟର

  • @babuli844
    @babuli844 День тому +1

    Bhuta tate gehuchhi

  • @Creativekids1-n1c
    @Creativekids1-n1c День тому +1

    Agya ame agaru janichhu sie gote pagal

  • @DillipKumarJena-l5s
    @DillipKumarJena-l5s День тому

    Mo pakaku bele bele bhutuni asuchi

  • @kunmun9983
    @kunmun9983 День тому

    Atere tora problem kn
    Jiye jha jmti income karila.
    Àmey ta Kai jaunu.
    0:39 0:39 faltu khta

  • @priyansiacharya1277
    @priyansiacharya1277 День тому

    Bhutaa khali glu mare😊

  • @AKUMAR789
    @AKUMAR789 День тому

    Se banda sabhapati

  • @Dhananjaya-dhanu
    @Dhananjaya-dhanu 16 годин тому

    Eta jajapuria baba