draupadi hills keonjhar / Cove / draupadi pahada / ବହୁତ ଭୟକର ଜାଗା କିନ୍ତୁ ବହୁ ତ୍ସୁନ୍ଦର୍

Поділитися
Вставка
  • Опубліковано 24 гру 2024

КОМЕНТАРІ •

  • @jeebanjitsahoo8996
    @jeebanjitsahoo8996 5 днів тому +2

    Great content 👌

  • @bramheswar6036
    @bramheswar6036 9 днів тому +3

    ❤❤❤

  • @pinkynayak6118
    @pinkynayak6118 6 днів тому +1

    Jauni bagha khaeba

  • @pinkynayak6118
    @pinkynayak6118 6 днів тому +1

    Tama ghara kauthi

  • @pinkynayak6118
    @pinkynayak6118 6 днів тому +2

    Mankara jatara nuhe Raja jatara

    • @MissMunu-rj2qg
      @MissMunu-rj2qg  6 днів тому

      ମୁଁ ଜାଣି ନ ଥିଲି sorry

  • @shantanubarik193
    @shantanubarik193 4 дні тому +1

    ଭାଇ ଭିଡ଼ିଓ କରୁଛ କିନ୍ତୁ ଜାଗା ର ନାମ କହୁଛ କିନ୍ତୁ କୋଉ ଜିଲ୍ଲା କେଉଁଠୁ ଯିବାକୁ ହେବ କିଛି କହୁନ ତେଣୁ ଯିବାକୁ ଅସୁବିଧା ହେଉଛି, ଦୟାକରି ଜଣାନ୍ତୁ l

    • @MissMunu-rj2qg
      @MissMunu-rj2qg  4 дні тому +1

      ଆଜ୍ଞା starting ରୁ କହି ଦେଇଚି keonjhar ବୋଲି. ଆପଣ ଯଉଠାରୁ ବି ଆସୁଛନ୍ତି ସିଧା ପଳେଇ ଆସନ୍ତୁ ସ୍ୱାମ୍ ପାଟନା. ଯଦି ଆପଣ କଟକ, ଭୁବନେଶ୍ବର ପଟୁ ଆସୁ ଛନ୍ତି ଆନନ୍ଦପୁର୍ ହେଇକି ଢେଙ୍କିକୁଟ ପଳେଇ ଆସନ୍ତୁ. ଢେଙ୍କିକୁଟ ରୁ ବ୍ରିଜ୍ ତଳେ ଡାହାଣ ସାଇଡ୍ 20 କିଲୋମିଟର ସ୍ୱାମ୍ ପାଟନା. ଆପଣ ଜଦି ଢେଙ୍କାନାଳ, ସମ୍ବଲପୁର, ଦେବଗଡ ପଟୁ ଆସୁ ଛନ୍ତି ତାହେଲେ ସିଧା କେନ୍ଦୁଝର ଟାଉନ୍ ପଳେଇ ଆସିବେ. କେନ୍ଦୁଝର ଟାଉନ୍ ଗାନ୍ଧୀ ଛକ ରୁ ଘଟଗାଁ ରୋଡ ରେ ସିଧା ପଳେଇ ଆସିବେ maining ରୋଡ୍ maining ରୋଡ ରୁ ସିଧା ଗୋଟିଏ ରାସ୍ତା ରେ ମଇଦାନକେଲ୍, ସରଧାପୁର, ହେଇକି ସ୍ଵାମ୍ ପାଟଣା. କେନ୍ଦୁଝର ଟାଉନ୍ ରୁ ସ୍ଵାମ୍ ପାଟଣା 35 କିଲୋମିଟର. ସ୍ଵମ୍ ପାଟଣା ରୁ ଖୁଞ୍ଚିବେଡା ଛକ 6 କିଲୋମିଟର. ଖୁଞ୍ଚିବେଡା ଛକ ରୁ ବାମ ସାଇଡ୍ 1 କିଲୋମିଟର ଦ୍ରୌପଦୀ ପାହାଡ. Thank you