ସମୁଦ୍ରରେ ଲୁଚିଛି ଦ୍ୱାରିକାର ରହସ୍ୟ !!! | EP-13 | Adbhuta Dunia | Argus Digital

Поділитися
Вставка
  • Опубліковано 24 гру 2024
  • ଦ୍ୱାରିକା ନଗରୀ କେମିତି ଥିଲା ? ଏବେ କେମିତି ଅଛି ? କେତେଦିନ ଲାଗିଥିଲା ଦ୍ଵାରିକା ସହର ନିର୍ମାଣ କରିବାରେ ? କିଛି ଏମିତି ପ୍ରଶ୍ନ ଆଜି ଅନେକଙ୍କ ମନରେ ଉଙ୍କି ମାରୁଛି । ଏମିତି କଣ ହେଲା ଯେ ସମୁଦ୍ରରେ ହଜିଗଲା ଦ୍ଵାରିକା ନଗରୀ ? ଇତିହାସ କୁହେ...
    #ArgusDigital #india #SpecialProgramme #smrutiwithargus #dwarika #dwarikacity #mysteriousplaces #AdbhutaDunia
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 25

  • @Dill.Ka.RAZA__
    @Dill.Ka.RAZA__ 16 днів тому +24

    ତିନୋଟି କାରଣ ଅଛି ଦ୍ୱାରିକା ନିର୍ମାଣ ହେବା ପୂର୍ବ ରୁ ସାଗର ଦେବତା ଙ୍କୁ ଭୂମି ମାଗି ଥିଲେ ଆଉ କହିଥିଲେ ଯେତେ ପର୍ଯ୍ୟନ୍ତ ମୁଁ ପୃଥିବୀ ରେ ଅଛି ଏଠି ରହିବି ମୋ ଲୀଳା ସରିଲା ପରେ ତମ ଭୂମି ଫେରେଇ ଦେବି ଆଉ ଗାନ୍ଧାରୀ ଙ୍କ ଅଭିଶାପ ଆଉ ୠଷି ଙ୍କ ଅଭିଶାପ ପାଇଁ

  • @malayamalaya4298
    @malayamalaya4298 16 днів тому +4

    ଜୟ ଶ୍ରୀ ମାଁ ରାଧେକୃଷ୍ଣ ଦ୍ବାରିକାଧିଶ୍ ପ୍ରଭୁ କୃପା କରନ୍ତୁ ଭଗବାନ ରାଧେ ରାଧେ ରାଧେ ରାଧେ 🪈🪈🪈🪷🪷🪷🙏🏻🙏🙏🏻🪔🪔🪔

  • @stuluachary
    @stuluachary 17 днів тому +6

    ଜୟ ଶ୍ରୀ କୃଷ୍ଣା ଭଗବାନ୍ 🙏🙏🙏

  • @angelpriya03131
    @angelpriya03131 9 годин тому

    ଭଗବାନ ଶ୍ରୀ ହରିଙ୍କୁ କୌଣସି ଅଭିଶାପ ଲାଗେ ନାହିଁ ମହାଭାରତ ରେ ଶ୍ରୀ କୃଷ୍ଣ ତାଙ୍କ ରଥକୁ ସେ ନିଜେ ଜାଳିଦେଇଥିଲେ. ସେହି ବ୍ରହ୍ମା ସେହି ବିଷ୍ଣୁ ସେହି ମହେଶ୍ୱର ସମସ୍ତ ଙ୍କର ମାଲିକ ସେହି ଜଣେ ଶ୍ରୀ ହରି

  • @pkbvlogstudio3175
    @pkbvlogstudio3175 2 дні тому

    ହରି ହିଁ ସତ୍ୟ ଯୁଗ ହିଁ ସତ୍ୟ ସେ ନଗରୀ ବି ସତ୍ୟ 🙏🙏🙏🙏

  • @A1status93
    @A1status93 17 днів тому +3

    Hare Krishna 🙏❤

  • @AchutaMohanty-y1j
    @AchutaMohanty-y1j День тому

    👏👏✌✌

  • @mamitanaik1145
    @mamitanaik1145 9 днів тому +1

    Jay shree Krishna 🙏

  • @Madhu-us2yn
    @Madhu-us2yn 16 днів тому +2

    Jay Shree Krishna 🙏🙏❤️

  • @smurtirekhabehera3655
    @smurtirekhabehera3655 3 дні тому

    Radhekrishna

  • @KunjabihariPrusty-s7e
    @KunjabihariPrusty-s7e 13 днів тому +1

    Radhe.krishana

  • @rajashreemishra2617
    @rajashreemishra2617 5 днів тому

    Jay shree radhe Krishna 🙏🙏

  • @gangadharrath8657
    @gangadharrath8657 15 днів тому

    Jay Shri Radhakrishna 🙏🙏🙏🌹🌹

  • @SaileshDehuri
    @SaileshDehuri 16 днів тому

    Radhe Krishna Radhe Radhe❤❤❤

  • @deepakkusahoo8928
    @deepakkusahoo8928 17 днів тому +2

    ❤❤❤❤❤

  • @laludas2779
    @laludas2779 15 днів тому

    Jay Jagannath

  • @RashmiraniBehera-vu2lz
    @RashmiraniBehera-vu2lz 16 днів тому

    Sundar lagila

  • @odiapravattv8073
    @odiapravattv8073 16 днів тому +1

    5000 barash puruna dwarika Nagari

  • @KamalMalik-d2k
    @KamalMalik-d2k 17 днів тому +3

    Micha krushna

    • @queenashiq_
      @queenashiq_ 17 днів тому +1

      ଯଦି କୃଷ୍ଣ ବୁଡିଗଲା, ସେ ନିଜର ଭକ୍ତ ଙ୍କୁ ଉଦ୍ଧାର କରିବ କେମିତି?

    • @manmathkumarmishra2349
      @manmathkumarmishra2349 17 днів тому +2

      ​​@@queenashiq_sei katha janibaku hele setiki gyaan au presence thiba darakara...Jia deha dharichi sia debata hele b Mariba jaha ki se setebele setiki Gyan dele Gita dwara se prachina heu kii atyadhunika heu kintu se setiki gyaana dwara describe kale. islamic heu kii Christian heu ...bahut pubaru ...se kahichanti au bahut marga darsana karichanti ...

    • @queenashiq_
      @queenashiq_ 17 днів тому

      @manmathkumarmishra2349 ଶରୀର ରୁ ମରିକି 3ଦିନ ରେ ଶରୀର ସହ ଉଠି ଜୀବିତ ହେଇଛନ୍ତି ଯୀଶୁ, ଓ ସ୍ବର୍ଗ ଯାଇଛନ୍ତି, ସେ ସମସ୍ତଙ୍କୁ ❤️ପାଆନ୍ତି, ତାଙ୍କ ଆଗରେ କେହି ଉଚ୍ଚ ନୀଚ୍ଚ ନୁହେଁ, ଆଉ ସେ ଏକ ମାତ୍ର ପବିତ୍ର, ସତ୍ୟ, ମୃତ୍ୟୁଞ୍ଜୟ =ଯିଏ ମୃତ୍ୟୁ କୁ ଜୟ କରିଛନ୍ତି, ସେ ପାପ, ନର୍କ ରୁ ମୁକ୍ତ କରି ମରିବା ପରେ ଆତ୍ମା କୁ ସ୍ବର୍ଗ ନେଇଯିବେ, ତାହାଙ୍କ ଛଡ଼ା କେହି ନାହିଁ ଉଦ୍ଧାର କରିବା ପାଇଁ, ସେ କେବେ କାହାକୁ କିଛି ମାଗନ୍ତି ନାହିଁ କେବଳ, ପବିତ୍ର ହୃଦୟ, ନିଷ୍କପଟ, ଇର୍ଷାହୀନ, ସବୁକିଛି ମନ୍ଦ ପ୍ରକୃତି ରୁ ନିଜକୁ ପବିତ୍ର ରଖି ତାହାଙ୍କ ବାକ୍ୟ ଯିଏ ମାନେ ତା ହୃଦୟ ରେ ରହି ଅନେକ କାର୍ଯ୍ୟ କରିବାକୁ ସେ ଚାହାଁନ୍ତି, ସେ ବଦଳ ରେ କିଛି ମାଗନ୍ତି ନାହିଁ, ସେ କେବଳ ତାଙ୍କ ପବିତ୍ର ରକ୍ତ ଦ୍ୱାରା, ମଣିଷ ଜାତି କୁ ପବିତ୍ର କରିବାକୁ ଆସି, ସେ ସମସ୍ତଙ୍କର ସେବା କରି, ଦୁଃଖ ଉଠାଇ ରୋଗୀ ମାନଙ୍କୁ ସୁସ୍ଥ କରି, ଦୁଷ୍ଟ ଆତ୍ମା ମାନଙ୍କ ଦ୍ୱାରା ପୀଡ଼ିତ ହେଇଥିବା ଲୋକ ଙ୍କୁ ଭଲ କରିଲେ, କାରଣ ତାହାଙ୍କ ନାମ ରେ ଶକ୍ତି ଓ ସାମର୍ଥ୍ୟ ଅଛି, ଯେ ତାଙ୍କୁ ବିଶ୍ୱାସ କରେ, ସେ ଦୁନିଆର ଦୁଃଖ ଓ ପାପ ରୁ ମୁକ୍ତ ହେଇ, ଆତ୍ମା ରେ ଶାନ୍ତି ଓ ସୁସ୍ଥତା ପାଇବ ଓ ନିଜ ଜୀବନ ର ସବୁ ସମସ୍ୟା ରୁ, ନିଜ ପରିବାର ର ସମସ୍ୟା ରୁ ଉଦ୍ଧାର ପାଇବ

    • @odiapravattv8073
      @odiapravattv8073 16 днів тому

      Tou maa bia re maagia

  • @KamalMalik-d2k
    @KamalMalik-d2k 17 днів тому +1

    Mo pakhara alian hade achi sun chandra pruthib sala grama achi

  • @prasantakumar5654
    @prasantakumar5654 2 дні тому

    Sabu michha