Khojuchhi Gotie Byathita Hrudaya¶¶ Old Christian Devotional Song¶¶ Singer: Sanjukta Chaudhary

Поділитися
Вставка
  • Опубліковано 7 лют 2025
  • #khojuchhigotie#oldchristiansong#ahaanmusicchristianssong#christiansong#odiachristiansong#amitpanichristiansong
    ଖ୍ରୀଷ୍ଟରେ ସମସ୍ତ ସ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଖ୍ରୀଷ୍ଟିୟ ପ୍ରେମର ନମସ୍କାର ସହ ଉପସ୍ଥାପନା କରୁଛୁ ଆଉ ଏକ ପୂରୁଣା ଖ୍ରୀଷ୍ଟିୟ ସଙ୍ଗୀତ |
    ଗୀତ ସଂପର୍କରେ ପଦେ ସୂଚନା.....
    ୦୧. ସଙ୍ଗୀତ କ୍ୟାସେଟ୍:- "ପ୍ରେମମୟ"
    ୦୨. ଗୀତ ରଚନା:- Late ସୁଶାନ୍ତ ଦାସ
    ୦୩. ସଙ୍ଗୀତ ଓ ପରିଚାଳନା:- Late ଅମରେନ୍ଦ୍ର ମହାନ୍ତି
    ୦୫. କଣ୍ଠ ଶିଳ୍ପୀ:- ସଂଯୁକ୍ତା ଚୌଧୁରୀ
    ୦୬. ରି ମାଷ୍ଟେରିଙ୍ଗ୍:- ସୁକୁମାର ଚୌହାନ୍‌
    ୦୭. ପ୍ରଯୋଜନା:- ସୂର୍ଯ୍ୟାଲୋକ, କଟକ
    ୦୮. ୟୁଟ୍ୟୁବ୍ ଚ୍ୟାନେଲ୍:- " AHAAN MUSIC CHRISTIAN SONG"
    ଆଶାକରେ ଏହି ଗୀତଟି ଆପଣ ମାନଙ୍କୁ ବହୁତ ଭଲ ଲାଗିବ ଗୀତଟି କେମିତି ଲାଗିଲା Comment ମାଧ୍ୟମରେ ଆପଣମାନଙ୍କ ସୁମତାମତ ଜଣେଇବାକୁ ଭୁଲିବେ ନାହିଁ |
    ଆମେନ୍...... ଧନ୍ୟବାଦ |
    ଗୀତଟି ଶୁଣି ପ୍ରଭୁ ଯୀଶୁଙ୍କର ଆଶିର୍ବାଦ ନିଜ ଜିବନରେ ଅନୁଭବ କରନ୍ତୁ|

КОМЕНТАРІ • 24

  • @ajayguru6100
    @ajayguru6100 Рік тому +1

    Pls win our soul by uploading like this songs.
    What a song and composition. It touches our hearts..

  • @jugalkishorepradhan5875
    @jugalkishorepradhan5875 3 роки тому +1

    ଖୋଜି ଖୋଜି ବିରଳ ଗୀତ ସବୁ ତୁମ ଚାଁନେଲ ରେ ମିଳୁଛି.. ଧନ୍ୟବାଦ. Glory to be God

    • @ahaanmusicchristiansong5993
      @ahaanmusicchristiansong5993  3 роки тому

      Praise The Lord
      Namaskar Nana 🙏 ଆପଣ ଏମିତି Comments ଦେଇ ଉତ୍ସାହ ପ୍ରଦାନ କରୁଥାନ୍ତୁ |

  • @deeppuspavlogs6674
    @deeppuspavlogs6674 3 роки тому +1

    What a amazing voice....... she is my main..... God bless u all my dear ones

  • @SarmilaPradhanRANI
    @SarmilaPradhanRANI 3 роки тому

    Praise the Lord Very Nice song MM

  • @swapnanayak2327
    @swapnanayak2327 3 роки тому

    Very nice song God bless you all

  • @nirekhiparichha544
    @nirekhiparichha544 3 роки тому

    Glory to God

  • @aradhanamusic8543
    @aradhanamusic8543 3 роки тому

    very nice song

  • @aradhanamusic8543
    @aradhanamusic8543 3 роки тому

    thanks for this song

  • @surasinghmusic1206
    @surasinghmusic1206 3 роки тому

    Nice song

  • @sulatabehera4856
    @sulatabehera4856 3 роки тому

    Beautiful meaningful song although very old but very very nice to hear if some more old songs will be uploaded in the UA-cam then it will be better

  • @sukumarchauhan5157
    @sukumarchauhan5157 3 роки тому +1

    ଭଲ ଗୀତଟି ଛାଡିଛନ୍ତି ଭାଇ, ମୋ ହୃଦୟକୁ ଏ ଗୀତଟି ଛୁଇଁ ଦେଇଛି, ଆଉ ମାନିବାକୁ ପଡିବ ପ୍ରଭୁଙ୍କ ଦୟାରୁ ଯେତେ ଆଜିକାର ଦିନରେ ଏମିତିସବୁ youtube ରେ ଗୀତ ସବୁ ଛାଡିଛନ୍ତି ମୋତେ ଏହି ଚାନେଲଟିକୁ ବହତ ଭଲ ଲାଗେ, ଏଇତି ପାଇଁ ଯେ, ଏହି channel ରେ ବହୁତ ଭଲ ପୁରୁଣା ପୁରୁଣା ଗୀତ ମାନ ସବୁ ଶୁଣିବାକୁ ପଡିଥାଏ | ପ୍ରଭୁ ଆହୁରି ଆପଣଙ୍କୁ ଆଉ ଆପଣଙ୍କ channel କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ |
    Keep it up👍

    • @ahaanmusicchristiansong5993
      @ahaanmusicchristiansong5993  3 роки тому

      Praise The Lord Sir 🙏
      ଏମିତି ସବୁ ବେଳେ ଉତ୍ସାହ ପ୍ରଦାନ କରୁଥାନ୍ତୁ |

  • @SantoshKarjee
    @SantoshKarjee 3 роки тому

    Nice song