Tume Adhama Patita Nare¶¶Old Christian Devotional Upasana Sangeet¶¶Singer: Subir Das

Поділитися
Вставка
  • Опубліковано 7 лют 2025
  • PRAISE THE LORD
    #tumeadhamapatitanare#odiachristiansong#odiachristianupasanasangeeta#jesussong#odiachristiandevotinalsong#ahaanmusicchristiansong
    ପ୍ରଭୁଙ୍କ ମହତ୍ ନାମର ଧନ୍ୟବାଦ ହେଉ ପ୍ରଭୁ ଅନୁଗ୍ରହ କରି ତାଙ୍କରୀ ଗୌରବ ପ୍ରଂଶସା ନିମନ୍ତେ ଆଉ ବହୁତ ସୁନ୍ଦର ଉପାସନା ସଂଗୀତ ଟି ଆମକୁ ଅପ୍ ଲୋଡ୍ କରିବାପାଇଁ ଏହି ସୁଯୋଗ ଦେଇଛନ୍ତି | ଏହି ଗୀତର ରଚକ, ସଂଗୀତଜ୍ଞ ଗାୟକ ଓ ପ୍ରୟୋଜକଙ୍କୁ ଆମ ଏହି ଚ୍ୟାନେଲ୍ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ଗୀତର ସମସ୍ତ ଶ୍ରେୟ ଆପଣ ମାନଙ୍କୁ ପ୍ରଦାନ କରୁ |
    ପ୍ରିୟ ସ୍ରୋତା ବନ୍ଧୁଗଣ ଆଶାକରୁ ଏହି ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ ଯୋଦି ଗୀତ ଆପଣମାନଙ୍କୁ ଭଲ ଲାଗିଛି ତେବେ ଆମକୁ ଆପଣମାନଙ୍କ ସୁମତାମତ Comments ମାଧ୍ଯମରେ ଜଣେଇବାକୁ ଭୁଲିବେ ନାହିଁ |
    ଏହି ଗୀତ ସମନ୍ଧରେ ପଦେ ସୂଚନା ଏହି ଗୀତର ଲେଖା ଉପାସନା ସଂଗୀତ ଗୀତ ବହି ୧୨୬ ପୃଷ୍ଠାରେ ମୁଦ୍ରଣ କରାଯାଇଛି ସେହି ସ୍ଥାନରୁ ଆପଣ ମାନେ ସଂପୂର୍ଣ୍ଣ ଗୀତ ପାଇପାରିବେ ଆମେନ୍..... ଧନ୍ୟବାଦ |
    ଖ୍ରୀଷ୍ଟିୟ ସଂଗୀତ କ୍ୟାସେଟ୍ ଅନୁସାରେ ଏହି ଗୀତର ସୂଚନା
    ୦୧.ସଂଗୀତ କ୍ୟାସେଟ୍:-"ଉପାସନା ସଂଗୀତ( ପ୍ରଥମ ଭାଗ)"
    ୦୨. ଗୀତ ରଚନା:- ସ୍ଵର୍ଗୀୟା ପୁଷ୍ପକେଶୀ ପ୍ରଧାନ
    ୦୪. ସଂଗୀତ ଓ ପରିଚାଳନା:- ସ୍ଵର୍ଗତଃ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
    ୦୫. ଗାୟକ:- ସୁବିର୍ ଦାସ୍
    ୦୬. ରି- ମାଷ୍ଟେରିଂ:- ସୁକୁମାର ଚୌହାନ୍( ପୁପୁନା)
    ୦୭. ପ୍ରଯୋଜନା:- ଅମର ଜ୍ୟୋତିଃ ଇଣ୍ଡିଆ
    ୦୮. ୟୁ-ଟୁବ୍ଯ ଚ୍ୟାନେଲ୍:- AHAAN MUSIC CHRISTIAN SONG
    ଏମିତି ଖ୍ରୀଷ୍ଟିୟାନ୍ ସଂଗୀତ ଗୁଡ଼ିକ ଶୁଣିବା ପାଇଁ ଆମ ଏହି ଚ୍ୟାନେଲ୍ ନିମନ୍ତେ ବିଶେଷ ପ୍ରାର୍ଥନାରେ ତୋଳି ଧରିବେ |

КОМЕНТАРІ • 6

  • @Birajsingh7699
    @Birajsingh7699 5 місяців тому

    Sundr Gita old song 🥰 Amen

  • @drjohnmiltonlima3320
    @drjohnmiltonlima3320 2 роки тому

    Thank you for collecting such wonderful songs
    Appreciable job brother 🙏

  • @babilonlimma553
    @babilonlimma553 3 роки тому

    old is really Gold bhai thank you so much for the collections of old and meaningful songs God bless you all those who belongs this beautiful song