ଲାଲ୍ ପରୀ-୨🧚//LAL PARI-2🧚🏻♀️🧚🏻♀️ //ODIA COMEDY // ASHUDEV
Вставка
- Опубліковано 11 сер 2023
- ଲାଲ୍ ପରୀ🧚//LAL PARI🧚🏻♀️🧚🏻♀️ //ODIA COMEDY // ASHUDEV
Cast :-Ashish,Seshadev,Gargi,Disha
👉Directions & Edit :-Ashish ,Seshade
👉Script :-Ashish &Seshadev
👉Mix & Master :- Ashish & Seshadev
👉Choreography & D.O.P :- Ashish &Seshadev
#odiacomedy #chandanbiswal #newodiacomedy #4kodiacomedy #odiahorrorstory #lalpari
Muuchstac SL Combo (Scrub+SLFF):
କିଏ କିଏ ଗୁଣ୍ଠୁଣିକୁ ଭଲପାଅ ଗୋଟିଏ ଛୋଟ 👌👌👍👍👍ହେଇଯାଉ ❤❤
ମୁଁ ଅପେକ୍ଷାରେ ଥିଲି ,, କେବେ ଭିଡିଓ ଆସିବ,,ଲାଷ୍ଟ୍ ରେ ଭିଡିଓ ଆସିବାକୁ ଜାଉଛି ❤❤
ଏ ଭିଡିଓ ରୁ ଆମେ ଗୋଟିଏ କଥା ଶିଖିବା,, ବାପା ମା ଙ୍କ ,, ମନରେ କେବେ ଦୁଃଖ କଷ୍ଟ ଦେବେନି ପ୍ଲିଜ୍,, ବାପା ମା ହିଁ ଆମର ଭଗବାନ 🙏🙏🙏🙏♥️
ଭିଡ଼ିଓ ପୁରା ସୁପର୍ ଖୁବ୍ ଶୀଘ୍ର ଆଉ ଗୋଟେ ଭିଡ଼ିଓ ଆଣି ବେ ବୋଲି ମୋର ଆସା ରହିଲା ❤❤❤❤❤
ପାଟ 3 କେବେ ଆସିବ ଭଲଲାଗିଲା
ବହୁତ ଜଲଦି ଭିଡିଓ ଅଣବ ଭାଇ ତୁମର ଅପେକ୍ଷାରେ ଅଛନ୍ତି ସମସ୍ତ ସାଂଗ ମାନେ
ଅପେକ୍ଷା ର ଅନ୍ତ ଘଟେଇ 🥰
ଭିଡିଓ ବହୁତ୍ ସୁନ୍ଦର ଲାଗିଲା ଆଗକୁ ମାଡି ଚାଲ👍👍👍👍👍
ବଢିଆ କମେଡି 😂😂👍👍👍
ଭଲ ଲାଗିଲା ❤
So Hart tourching Story 💞💞💞
Bhai comedy ଅପଖ୍ୟା ଦୁଃଖ ଲାଗିଲା ତ ପରେ ବି ବହୁତୁ ଭଲ ଥିଲା 👌🍫👌
Video ti bahut bhala lagila 👍👍
Video last re Akhiru luha Asigala very Nice Comedy 👌👌👌👌👍
Sata re a duniya re maa tharu kehi bada nuha jade maa ama pani sabu kastha sahuchi I love you maa ❤️❤️😭
ସମସ୍ତ ଙ୍କର ଅଭିନୟ ଅତି ସୁନ୍ଦର୍, ଏମିତି ଭଲ ଭଲ comedy videos ଆମ ମାନଙ୍କୁ ଭେଟି ଦେଉ ଥାଆନ୍ତୁ
😂😂😂😂 lal pari ku jibana ଦେବା ପାଇଁ try karantu ❤❤
Maa and jhia scene is very beautiful 😍😍
Lal pari pai gote like 👍👍👍