ଆଶ୍ଚର୍ଯ୍ୟ ହୋଇଯିବେ ହିନ୍ଦୀ ରେ କଥା ହୋଉଛନ୍ତି ଋଷିଆ ଲୋକ || Russian love Indian language

Поділитися
Вставка
  • Опубліковано 4 лют 2025
  • ଆଶ୍ଚର୍ଯ୍ୟ ହୋଇଯିବେ ହିନ୍ଦୀ ରେ କଥା ହୋଉଛନ୍ତି ଋଷିଆ ଲୋକ || INDIA IN RUSSIA #mutraveller
    Connect with me on:
    1. Facebook: www.facebook.c...
    2. Instagram: www.instagram....
    3. LinkedIn: www.linkedin.c...
    4. X: x.com/HansdaLa...
    5. Facebook page: www.facebook.c...
    6.Email: labahansda97@gmail.com
    Equipments used:
    1. Dji osmo:- amzn.to/3V05rjY
    2. Travel adapter:- amzn.to/3WWfs4b
    3. Travel bag:- amzn.to/4bUD916
    4. Power bank:- amzn.to/3wGD8z7
    5. Iphone 14:- amzn.to/3V06pN8
    6. Sony Alpha:- amzn.to/3Ki9u6g

КОМЕНТАРІ • 971

  • @SanjitaGadaba
    @SanjitaGadaba 8 місяців тому +261

    ସବୁଠାରୁ ବଡ଼ କଥା ହେଲା ସେ ସ୍କୁଲ ରେ ଓଡ଼ିଶା ର ଚିତ୍ର କଳା କୁ ମଧ୍ୟ ସାମିଲ୍ କରା ଯାଇଛି ଦେଖି ଭାରି ଖୁସି ଲାଗିଲା 🥰🥰ଜୟ ଜଗନ୍ନାଥ ଲବ ଭାଇ 🙏

    • @SudhirPradhan-e2i
      @SudhirPradhan-e2i 8 місяців тому

      ଓଡିଶା ରେ ସାମ୍ପ୍ରଦାୟିକ ଦଙ୍ଗା ଜ୍ୟୋଗୁ ଲୋକ ପଶୁ ତୁଲ୍ୟ ହେଉଛନ୍ତି

    • @MadanKhilla-v3v
      @MadanKhilla-v3v Місяць тому

      ଜୟ ଜଗନ୍ନାଥ ❤❤❤❤🎉🎉

  • @gangadharmoharana8219
    @gangadharmoharana8219 8 місяців тому +36

    ବହୁତ ବହୁତ ଧନ୍ୟବାଦ l ଓଡ଼ିଆ ଭାଷା ଜାଣିଥିବା ଜଣେ ଆଦିବାସୀ ପିଲା ଜଗତ ଜିତା ହୋଇପାରେ ତାହା ପ୍ରମାଣ କରୁଛି l

  • @hemantabahera8047
    @hemantabahera8047 8 місяців тому +107

    ଏତେ ମାତ୍ରାରେ ଇଣ୍ଡିଆନ ଓ ଓଡ଼ିଆ ଲୋକେ ଋଷିଆ ରେ ଅଛନ୍ତି,, ସମସ୍ତଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଶୁଭେଚ୍ଛା,, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤

  • @Mr.dipu......7
    @Mr.dipu......7 8 місяців тому +34

    Dekhte hai india 🇮🇳 flag ko kitna pyar dete hai indian people ❤️

  • @itssangramvlogs952
    @itssangramvlogs952 8 місяців тому +240

    ଲବ ଭାଇ ଙ୍କ Fan's Like 👍🏻♥️🌿

    • @rabindrakumarjena7471
      @rabindrakumarjena7471 8 місяців тому

      Tu sala ti kia be jetebele dekhibi to comment ta aga highlights karuthiba

    • @dipakbagh5535
      @dipakbagh5535 8 місяців тому +1

      ❤❤1

    • @sasmitapradhan2878
      @sasmitapradhan2878 8 місяців тому

      Aa😊 ​@@dipakbagh5535

    • @sasmitapradhan2878
      @sasmitapradhan2878 8 місяців тому +2

      L,c
      💕

    • @MonumanojmonumanojManoj
      @MonumanojmonumanojManoj 3 місяці тому +1

      ମୁଁ ବି ଲବ ଭାଇଙ୍କ Fan's ଲବ ଭାଇଙ୍କ ଭଳିଆ କେହିvlogs କରିପାରିବେନି ଏମିତି❤

  • @JayJaganathan143Niru
    @JayJaganathan143Niru 8 місяців тому +112

    ଭାଇ ତୁମ ଭିଡିଓ ମୁଁ ସବୁବେଳେ ଦେଖେ ମତେ ଭଲ ଲାଗିଲା
    ମୁଁ ବି Russia ରେ ରହୁଥିଲି ଏବେ Saudi ରେ ରହୁଛି thank you bro go ahead

  • @CHARCHITSING5512
    @CHARCHITSING5512 8 місяців тому +27

    ରଷିଆ ରେ ଏତେ ସାରା ଓଡିଆ ଲୋକ ଦେଖି ବହୁତ ଖୁସି ଲାଗୁଚି ଆଉ ଆଜିର ଭିଡିଓ ଟି ବହୁତ ସୁନ୍ଦର ଲାଗିଲା

  • @kilogram382
    @kilogram382 8 місяців тому +11

    ଋଷିଆ ଦେଶରେ ଓଡ଼ିଆ ଆଉ ହିନ୍ଦୀ ଲୋକ ମାନଙ୍କୁ ଦେଖି ମୋତେ ବହୁତ ଖୁସି ଲାଗିଲା।❤❤

  • @ajayakumarmohanty9582
    @ajayakumarmohanty9582 8 місяців тому +25

    ବହୁତ ସୁନ୍ଦର ଭିଡିଓ। ଭାରତୀୟ ଙ୍କ ଦ୍ଵାରା ପରିଚାଳିତ ଶିକ୍ଷାନୁଷ୍ଠାନ, ଶ୍ରେଣୀ ଗୃହ, ଅତ୍ୟାଧୁନିକ ଶିକ୍ଷଦାନ ର ସୁବିଧା ସୁଯୋଗ ଭରି ରହିଛି। ଆନନ୍ଦ ଲାଗୁଛି। ଓଡିଆ ମାନଙ୍କ ସଫଳତା ବିଷୟରେ ଜାଣିବାକୁ ପାଇଲି। ସେମାନଙ୍କର ମତାମତ ଖୁସି ଲାଗିଲା। ବହୁତ ବହୁତ ଧନ୍ୟବାଦ।

  • @SonaliPattnayk46
    @SonaliPattnayk46 8 місяців тому +60

    ଲବ ଭାଇ ଆପଣଙ୍କ ପାଇଁ ଆମେ ଏତେ ସୁନ୍ଦର ଦେଶ ସବୁ ଦେଖୁଛୁ। ପୁଣି ଏତେ ସବୁ ଅର୍ଚଯ୍ୟ କଲା ଭଳି ଘଟଣା ମଧ୍ୟ ଦେଖୁଛୁ।
    ଜଗନ୍ନାଥ ଆପଣ ଙ୍କୁ ଘଣ୍ଟ ଗୋଡ଼ାଇ ରଖନ୍ତୁ।।ଜୟ ଜଗନ୍ନାଥ ⭕‼️⭕।

    • @theanimal3153
      @theanimal3153 8 місяців тому +3

      ସତ କଥା❤❤❤❤

  • @GaneshPradhani-r7c
    @GaneshPradhani-r7c 8 місяців тому +27

    ଲବ ଭାଇ ଏଶବୁ ବାପା ମା ଙ୍କ ଆଶ୍ରୀବାଦ ପାଇ 🙏

  • @Mix-videoss
    @Mix-videoss 8 місяців тому +64

    ମୁଁ ଗର୍ବରେ କହେ ମୁଁ ଓଡ଼ିଆ ଆଉ ଆମ ଭାଷା ବଢିଆ....
    👍👍👍👍

    • @sarapanchbadmas
      @sarapanchbadmas 8 місяців тому +1

      Mu kintu santali bhasa moro badhia mu badhia mu b janichhi odia. Odia Bhai Mane janinahanti santal ki ho, mundari bhasa .

  • @dalabandhumajhi7721
    @dalabandhumajhi7721 8 місяців тому +51

    ସବୁଟୁ ଆଜିର ବ୍ଲଗ୍ ମୋତେ ବହୁତ୍ ଭଲ ଲାଗିଲା କାହାକୁ କେମିତି ଲାଗିଲା ପ୍ଲିଜ୍ କମଣ୍ଟ କରିବେ ଜୟ ଜଗନ୍ନାଥ

    • @ArjunTudu-ls5nf
      @ArjunTudu-ls5nf 8 місяців тому +3

      Baripada 👍

    • @TeamsterGaming
      @TeamsterGaming 8 місяців тому +1

      Sata katha ..aji vlog sabhuthoo bhala lagila

    • @pradeepkumardas2824
      @pradeepkumardas2824 8 місяців тому

      ବହୁତ ଭଲ ଲାଗିଲା ।ଓଡ଼ିଆ ଶିକ୍ଷକ ଅଛନ୍ତି।

  • @phinyalatabhuyan789
    @phinyalatabhuyan789 8 місяців тому +11

    ସତରେ ବହୁତ ଖୁସି ଲାଗିଲା ରୁଷିଆରେ ଆମ ଭାରତର ସଂସ୍କୃତିକ ଓ ଭାରତ ବାସିଙ୍କ ସହିତ ମିଳିତ କରାଇଲ ଏବଂ ଏପରି ଉତ୍ତମ ମେସେଜ ଦେଇଅଛ ସେଥିପାଇ ଧନ୍ୟବାଦ

  • @pabitrafun1344
    @pabitrafun1344 8 місяців тому +19

    what a friendly principal !! ଦେଖିକି ଖୁସି ଲାଗିଲା...Love from Balangir district ..❤❤

  • @KunamalikKunamalik-v6u
    @KunamalikKunamalik-v6u 8 місяців тому +13

    ଆମ ଓଡ଼ିଶାରେ କେବେ ସବୁ ପିଲାମାେନ ଶିକ୍ଷିତ ହେବେ ଆଉ ଆମ ରାଜ୍ଯ No1 ରାଜ୍ଯ ହବ❤❤❤

  • @chandrakantamishra3025
    @chandrakantamishra3025 8 місяців тому +9

    ଲବ୍ ବ୍ରୋ, ମୁ ଭାବୁଚି ତମର ଯେତିକି ଏପିଶୋଡ କରିଚ ସେଥି ମଧ୍ୟରୁ ଏହି ଇପିଶୋଡ ଟି ବହୁତ୍ ଭଲ ଲାଗିଲା । ବହୁତ୍ କିଛି ଜାଣିବାକୁ ପାଇଲୁ, ଆମ ର ଶିକ୍ଷା ଭାରତ ବାହାରେ ମଧ୍ୟ ଉପଲବ୍ଧ ।

    • @sambhusoura
      @sambhusoura 7 місяців тому

      ❤❤❤❤🎉🎉

  • @satrughnahikabadi9495
    @satrughnahikabadi9495 Місяць тому

    ଧନ୍ୟବାଦ୍ ଲବ ଭାଇ ଆପଣଙ୍କ ମାଧ୍ୟମରେ ବିଦେଶର ସଂସ୍କୃତି ବିଷୟରେ ବହୁତ କିଛି ଜାଣି ପାରୁଛୁ । ଆଶ୍ଚର୍ଯ୍ୟର କଥା । ଓଡ଼ିଶାର ଲୋକମାନେ ଯାଇ ଋଷିଆରେ ଶିକ୍ଷକତା କରୁଛନ୍ତି । ଋଷିଆର ଅନେକ ଲୋକ ଆମ ରାଷ୍ଟ୍ରଭାଷା ହିନ୍ଦୀ ଭାଷା କହୁଛନ୍ତି । ପୁଣିଥରେ ଧନ୍ୟବାଦ୍ । ପ୍ରଭୂ ଜଗନ୍ନାଥ ଆପଣଙ୍କର ସର୍ବ ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ 🙏

  • @ranjitkumarnayak9438
    @ranjitkumarnayak9438 8 місяців тому +16

    Laba bhai odisha ro no1 youtuber.only one laba bhai support him

  • @upendrahembram5547
    @upendrahembram5547 8 місяців тому +3

    ଓରେ ଭାଇ ମଜା ଆସିଗଲା ସେ ଶର୍ମା madam ଙ୍କର interview

  • @abhishekupadhyay581
    @abhishekupadhyay581 8 місяців тому +11

    ମୟୂରଭଞ୍ଜ ରୁ କିଏ କିଏ ଦେଖୁଛନ୍ତି like କରନ୍ତୁ
    ଲବ ଭାଇ ଅମୋ ଓଡ଼ିଶା ର ଗୋଟେ ଭଲ representive ହେଇ ପାରିବ ଭବିଷ୍ୟତ ରେ ବୋଲି ମୋର ଆଶା।
    ଜୟ ଜଗନ୍ନାଥ

  • @007_Kumar_sonu
    @007_Kumar_sonu 8 місяців тому +5

    ଲଭ ଭାଇ ଏଇ ଭଳିଆ ଭିଡିଓ ଦିଅନ୍ତୁ ଆଉ ଆମ ଓଡ଼ିଶା ଲୋକ ‌ଆପଣକୁ ଭଲ ଭାବରେ ଚିହନୁ

  • @bilasinipradhan4997
    @bilasinipradhan4997 8 місяців тому +4

    ଜୟ ଜଗନ୍ନାଥ ଲବ ଭାଇ ଙ୍କ ଅନେକ ଅନେକ ଆଶୀର୍ବାଦ ଭିଡ଼ିଓ ଅଲଗା ପ୍ରକାର ଲାଗିଲା ଓଡିଶା ମାଟି ରୁ ଯାଇ ଋଷିଆ ପରି ଦେଶ ର ଲୋକ ମାନଙ୍କ ସହିତ ମିଶିବା ଏବଂ ଏତେ ବଡ଼ ପ୍ରୋଗ୍ରାମ ସାମିଲୀ ହେବା ଓଡିଶା ମାଟି ପାଇଁ ଗର୍ବ ଲାଗୁଚି

  • @antasanta20007
    @antasanta20007 8 місяців тому +29

    ଲବ ଭାଇଙ୍କର video ଏତେ ଜଣ ଦେଖୁଛନ୍ତି ସିନା ହେଲେ Like besi କମ୍ ଆସୁଛି ବହୁତ ଦୁଃଖର କଥା 🥺😭

  • @darasingpurtty
    @darasingpurtty 8 місяців тому +25

    ମୁଁ କରଂଜିଆରୁ,ବହୁତ ଭଲ ଲାଗିଲା❤

  • @rajkumarbadnaik6938
    @rajkumarbadnaik6938 8 місяців тому +11

    ଓଡ଼ିଶା ଲୋକ ଋଷିଆରେ ଅଛନ୍ତି। ଭାରି ଖୁସି ଲାଗିଲା। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଖୁସି ରେ ରଖୁ।

  • @judhisthiranaik2503
    @judhisthiranaik2503 8 місяців тому +3

    ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଏତେ ସୁନ୍ଦର ଭିଡ଼ିଓ ଦେଖାଇ ଥିବାରୁ l ବହୁତ ଖୁସି ଲାଗିଲା l

  • @sureshmajhi4280
    @sureshmajhi4280 8 місяців тому +3

    ଲବ ଭାଇ ମୋତେ ଋଷିଆ ବହୁତ ଭଲ ଲାଗିଲା କାହିଁକି ନା ଆମ ଓଡ଼ିଶା ଲୋକ ବି ଋଷିଆ ରେ ଅଛନ୍ତି ତେଣୁ ମୁଁ ବହୁତ ଖୁସି ,, ଲବ ଭାଇ ଋଷିଆ ର ଫଲି ଗ୍ରାମ କୁ ମଧ୍ୟ ଦେଖାନ୍ତୁ ‌। 🙏ଜୟ ଜଗନ୍ନାଥ,,,, ଲବ ଭାଇ ସବୁବେଳେ ଭଲ ରେ ରୁହ। 🙏

  • @sanubhatra3002
    @sanubhatra3002 8 місяців тому +78

    ନବରଙ୍ଗପୁର ରୁ କିଏ କିଏ ଦେଖୁଛ ଲାଇକ କରନ୍ତୁ

  • @chandramanimahanta8332
    @chandramanimahanta8332 8 місяців тому +2

    Canteen ବହୁତ ବଢିଆ ହୋଇଛି
    ହିନ୍ଦୁସ୍ଥାନୀ ସମାଜ ର ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କୁ ଧନ୍ୟବାଦ
    ଜୟ ଜଗନ୍ନାଥ ସ୍ବାମୀ

  • @tnvlogs8665
    @tnvlogs8665 8 місяців тому +25

    ଭାଇ ଆପଣଙ୍କ ଭିଡ଼ିଓ ମୁ ସବୁବେଳେ ଦେଖୁଚି love bro❤❤

  • @padlamkhorra
    @padlamkhorra 7 місяців тому

    ସ୍କୁଲ ପିଲାଙ୍କୁ ଓଡ଼ିଆ ଭାଷା thanks you laba Bhai
    🙏🙏🙏🙏

  • @ManashMahany
    @ManashMahany 8 місяців тому +3

    ଲବ ଭାଇ ଯେଉଁ ଇଣ୍ଡିଆନ ମାନେ ତୁମକୁ ଭେଟ ହେଉ ଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍,

  • @abhimanyubehera4296
    @abhimanyubehera4296 8 місяців тому +1

    Bhai aapka video Dekhkar mujhe bahut Khushi Laga aapka Jitna video hai yah sabse Achcha video hai Hamara Odisha ka log Udhar bahut acche se rahte hain yah dekh kar mujhe bahut Achcha Laga

  • @SurekhamajhiRekha
    @SurekhamajhiRekha 8 місяців тому +4

    Labo daa miss u from kalahandi th Rampur କେବେ ଓଡିଶା କୁ ଆସୁଛ ତୁ ମୋକୁ ଭଗବାନ ସବୁବେଳେ ଷାନ୍ତି ରେ ରଖନ୍ତୁ ଆଶିର୍ବାଦ କରନ୍ତୁ ରୁଷିଆ ଯାଇ କି ଭାରତ ର ପରିବାର ବିଷୟ ସବୁ ଭିଡ଼ିଓ। ବନେଇ ଥିବା ରୁ ଧନ୍ୟବାଦ ଣୋମ୍ସକାର୍ God bless u

    • @SurekhamajhiRekha
      @SurekhamajhiRekha 8 місяців тому

      Labo daa Good morning ଆଜି ର ଦିନ ଟା ଭାଗୋ ବନ୍ ତାର ଫର୍ରୁ ଭଲ ରେ ବିତିତୁ

  • @sontasmaliak5147
    @sontasmaliak5147 5 місяців тому +2

    Bahut hi badhiya video dikhao Shanti Lava bhai 👍

  • @purnatiria237
    @purnatiria237 8 місяців тому +6

    Bignesh Sir, Santosh Sir bahut dhanya bad samastanku help karuchhanti. Jay Jagannath

  • @rameshjyotish9393
    @rameshjyotish9393 8 місяців тому +1

    LABA bhai tama pain odisha garbita karuchhi (jaya jagannath)

  • @tcpsboss9263
    @tcpsboss9263 8 місяців тому +5

    Russia ra jete bi video baneicha ei video ta sabuthu bhala lagila. Mu odia boli proud fill karuchi. Love you laba Bhai. Jay Jagannath 🙏🚩

  • @phudanmarndi7983
    @phudanmarndi7983 8 місяців тому +2

    Long video but very interesting.... Laba Bhai tume amoku bht sundar jinisha sabu dekhaucha .... very nice ❤❤❤❤❤❤❤

  • @bikashsahu4391
    @bikashsahu4391 8 місяців тому +32

    ଲବ ଭାଇ video କୁ like କର 🎉🎉

  • @dhanirambeg7820
    @dhanirambeg7820 8 місяців тому +1

    ଲବ ଭାଇ ଯୁହାର ବହୁତ ବହୁତ ସୁନ୍ଦର ଭିଡିଓ ଇନ୍ଟରଷ୍ଟିଙ୍ଗ ଭିଡିଓ ବହୁତ ଖୁସି କଥା ଆମେ ଓଡ଼ିଆ ଭାଇ ଙ୍କ ପ୍ରତି ଆମର ଗର୍ଭ

  • @balabhadrahimirika-gh9cw
    @balabhadrahimirika-gh9cw 8 місяців тому +7

    ଜୟ ଜଗନ୍ନାଥ,Jay Jagannath, ଋଷୋରେ ଆମ ଭାରତ ସରକାରଙ୍କ ଦ୍ୱାରା କ୍ରେନ୍ଦିୟ ବିଦ୍ୟାଳୟ ପରିଚାଳନା ବିଷୟରେ ଜାଣିଲୁ । ଧନ୍ୟବାଦ।

  • @DEBU343
    @DEBU343 7 місяців тому +1

    Very good .thanks .l came to know many things about Russia n school s and educational sistom. Good bye. God bless you.

  • @hrudanandasankhua5824
    @hrudanandasankhua5824 8 місяців тому +3

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @dhanamatidalai1654
    @dhanamatidalai1654 8 місяців тому +2

    Love from Odisha ...❤❤ 🙏 proud feeling to see odia people in Russia ..👌🙏👍

  • @jadunathtudu1973
    @jadunathtudu1973 8 місяців тому +4

    ବହୁତ ଭଲ ଓ ସୁନ୍ଦର ବ୍ଲଗ୍ actually ଯୋଉମାନେ ଭୋଲ ଲୋକ ଘର ଛାଡି ଅନ୍ୟତ୍ର ଯାଇ ନିଜର ସମାଜର, ରଙ୍ଗରେ ରଙ୍ଗେଇ ଥାଆନ୍ତି, ଚଉଦିଗ କୁ❤🎉🎉❤

  • @ParamanandaNayak-x5d
    @ParamanandaNayak-x5d 29 днів тому

    ମୁ ବାଲେଶ୍ୱରରୁ ଲବ ଭାଇ ତମ ବିଡ଼ିଓ ପାଇଁ ବହୁତ ବହୁତ ଧନ୍ୟବାଦ

  • @Homundavide
    @Homundavide 8 місяців тому +3

    ଲଭ ଭାଇ ବହୁତ ଖୁସି ଲାଗୁଚି ରୁଷିଆ ଲୋକ ହୀନ୍ଦୀ ରେ କହିଲେ I love you Lavo bhai❤️ Free fire game ଚାଳିକି ଆପଣଙ୍କର ଭିଡିଓ ଦେଖୁଛି ❤️❤️❤️❤️👍👍👍

  • @youngG_bgmi_
    @youngG_bgmi_ 6 місяців тому +2

    Very good.

  • @ratanlalpurty3569
    @ratanlalpurty3569 8 місяців тому +6

    ଭାଇ ମୁଁ ନିଜେ ଋଷିଆ ରେ ବୁଲିଲା ପରି ଲାଗୁଥାଏ, ବହୁତ ଭଲ ଲାଗିଲା, God Blesse You Brother ❤️🌹❤️🌹❤️🌹

  • @nalinimajhi5348
    @nalinimajhi5348 8 місяців тому +1

    ବହୁତ ସୁନ୍ଦର ପିଲା ମାନେ ସବୁ ବେଳେ practically class ହିଁ ପସନ୍ଦ କରନ୍ତି, ହେଲେ ଆମ ଭାରତ ରେ ସବୁ ଓଲଟା ହୁଏ, ଆମ class room ଗୁଡାକ କେବଳ theoretically ଚାଲେ, କୌଣସି skill develop କରା ଯାଏନି ତେଣୁ graduation ପରେ ବି ପିଲମାନେ ବେକାର ରହି ଯାଉଛନ୍ତି 😢😢😢😢

  • @SOURATOKA24
    @SOURATOKA24 8 місяців тому +10

    Love from ODISHA. Rayagada ❤

  • @NrusinghBarik-wr8bh
    @NrusinghBarik-wr8bh 8 місяців тому +1

    ଲବ , ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ‌। ତୁମର ମସ୍କୋ ଭିଡିଓ ବହୁତ ଭଲ ହୋଇଛି।

  • @thesanthal1992
    @thesanthal1992 8 місяців тому +4

    ଆମେ ଓଡିଆ ଭାରି ବଢିଆ
    ❤❤

  • @ratikantanaik8145
    @ratikantanaik8145 8 місяців тому +2

    Jay odisha ...Jay Indian....Jay maa tarini .... from keonjhar ❤❤❤❤❤

  • @narayantripathynarayantrip2865
    @narayantripathynarayantrip2865 8 місяців тому +4

    Beautiful Russian girls speak Hindi language beautiful Hindi school 🏫🎒🏫🎒 Hindu religion following countries happy journey God bless you

  • @UMESHCHANDRAKisku
    @UMESHCHANDRAKisku 7 місяців тому

    Wow Laba Bhai Kan na karuchha,bahut bahut dhanyabad I feel proud of You to being a Santhal community!!!

  • @purnatiria237
    @purnatiria237 8 місяців тому +3

    Bahut interesting .... Bhai tame Odisha ra Proud. Bhai tame emiti agaku jao au amaku emiti kichhi nua katha nua jinish bisayare janauthao. Odisha ru tamaku bahut sara pyaar milu. Thankyou.

  • @Cute_Pari021
    @Cute_Pari021 8 місяців тому

    Bahut khusi lagila ki amo odisha loka au Indian dekha hele tumaku help karuchanti bahut khusi lagila satare

  • @beheraashok698
    @beheraashok698 8 місяців тому +3

    Jagannath 🙏🙏🙏 ତୁମକୁ ଭଲରେ ରଖିଥାନ୍ତୁ। ଅତି ସୁନ୍ଦର ଜୟ ଜଗନ୍ନାଥ

  • @Bhagaan.....
    @Bhagaan..... 7 місяців тому

    ଲବ ଭାଇଙ୍କ ଭିଡିଓ ସବୁ ମୁଁ ଗୋଟେ ଗୋଟେ କରି ଦେଖିଲେ ଯାଇ ଖୁସି ଲାଗେ ମୋତେ ସତରେ ଲଭ୍ ୟୁ ଲବ ଭାଇ 💪👍

  • @baburajnahakbaburajnahak8425
    @baburajnahakbaburajnahak8425 8 місяців тому +3

    ଅତି ସୁନ୍ଦର blog Jay shree ଜୟ ଜଗନ୍ନାଥ ଓଡ଼ିଶା ଧନ୍ୟବାଦ ଲଵ ଭାଈ 😅❤

  • @VODDIGEETA
    @VODDIGEETA 8 місяців тому

    JNCC is playing very important role in spreading Hindi and Indian culture in Russia. Russians are learning Indian dance with great curiosity and interest.I am proud to work as Maths PGT in this high profile Indian Embassy school during 2002 -2005. My family stayed with me during this period.

  • @jagannathsoy7666
    @jagannathsoy7666 8 місяців тому +39

    Karanjia ରୁ କିଏ କିଏ ଦେଖୁଛ

  • @surendrabarad5260
    @surendrabarad5260 8 місяців тому +1

    ବହୁତ ବହୁତ ଅଭିନନ୍ଦନ ସମସ୍ତଙ୍କୁ,ଜୟ ଶ୍ରୀ ଜଗନ୍ନାଥ🙏🙏ବହୁ ଶିକ୍ଷଣୀୟ vlogs ,🎉🎉

  • @Sipun366
    @Sipun366 8 місяців тому +3

    Proud of our brave boy of mayurbhanj

  • @NiluJena-gf1xv
    @NiluJena-gf1xv 8 місяців тому +1

    Jai hind Jai jagannath I love this is your a video very nice I love Russia and india proud of feel odisha

  • @SantoshKumarMandal-k5e
    @SantoshKumarMandal-k5e 8 місяців тому +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤️❤️

  • @gourangamartha-n5q
    @gourangamartha-n5q Місяць тому

    As an Odia I am proud of you. Thank you Laba babu.

  • @judhistirtripathy2970
    @judhistirtripathy2970 8 місяців тому +4

    Very nice Blog.

  • @dipakkumarbehera1143
    @dipakkumarbehera1143 8 місяців тому +2

    I proud for you laba Bhai . Russia best friend of India,Jay Jagannath

  • @MoVlogs143
    @MoVlogs143 8 місяців тому +30

    ଯାଜପୁର ରୁ କିଏ ଅଛ ଲାଇକ କରନ୍ତୁ

  • @rajiblochanpanda5170
    @rajiblochanpanda5170 8 місяців тому

    ବହୁତ ଦିନ ପରେ chanal ଦେଖି ଖୁସି ଲାଗୁଛି ।

  • @motilaltudu7275
    @motilaltudu7275 8 місяців тому +3

    ବହୁତ ଭଲ ଲାଗିଲା ଏ ଭିଡିଓ ଟି

  • @proudindian4579
    @proudindian4579 8 місяців тому

    Russian people are so friendly so sweet 🥰 thanks laba bhai 🙏

  • @SiluNiluExpres
    @SiluNiluExpres 8 місяців тому +5

    Jay Maa tarini
    I am from keonjhar

  • @sarathinaik6748
    @sarathinaik6748 7 місяців тому

    ଭାଇ ମତେ ଭାରି ଖୁସି ଲାଗିଲା ଋଷିଆରେ ବି ଆମ ଭାରତ ର ଲୋକ ଅଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେବି କି ଆମ ଭାରତ ର ଭାଷା ଭାରତର kalchr କୁ ସେ ଆଉ ଜଣଙ୍କୁ ଶିଖାଉଛନ୍ତ ଭାଇ ଆପଣଙ୍କୁ ବି ଧନ୍ୟବାଦ ବନ୍ଦେ ଭାରତ ବନ୍ଦ ଉତ୍କଳଜନନୀ ଜୟ ଜଗନ୍ନାଥ

  • @comedian__soumya___10
    @comedian__soumya___10 8 місяців тому +4

    Laba Bhaie eai video ta volo views jiba 🙏🙏🙏

  • @hmbhmb446
    @hmbhmb446 8 місяців тому +1

    Bhai ai video and last video very very bhalo and interesting
    Because aithire tumoro bholo language ( words) use hoichhi.
    Thank you for improving your language .........
    Remember:::
    Tumo video sabu category ro Loko dekhu ochhanti.
    SPECIAL THANK YOU.

  • @souravyt15
    @souravyt15 8 місяців тому +52

    ପ୍ରଥମ ଥର comment କରିଛି ଦେଖିବା କେତେ like ମିଳୁଛି 😊❤

    • @exampurofficiall
      @exampurofficiall 8 місяців тому +3

      All ready 24 comments😂😅😂😅😂

    • @julubabushortvideo
      @julubabushortvideo 8 місяців тому

      Tote balo milibo

    • @souravyt15
      @souravyt15 8 місяців тому

      @@julubabushortvideo tate ta bou bia miliba khaibu magiha

  • @malatigagarai4011
    @malatigagarai4011 6 місяців тому

    ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ

  • @gubasoren770
    @gubasoren770 8 місяців тому +3

    Sir bahut bhalabhabare bujheile thank you sir.

  • @dipakmohanty8500
    @dipakmohanty8500 8 місяців тому

    Bahut badhiya Tam bhalia pila odisha re gaurav bahut dhanyawad

  • @gopabandhubhatra6252
    @gopabandhubhatra6252 8 місяців тому +3

    ଜୟ ଜଗନ୍ନାଥ ଲବ ବାଇ

  • @malatigagarai4011
    @malatigagarai4011 6 місяців тому

    Russia travel ସବୁଠୁ ଭଲ ଲାଗିଲା

  • @RanjitKhadia-bw7bd
    @RanjitKhadia-bw7bd 8 місяців тому +9

    ଜୟ ମା ସମଲେଶ୍ଵରୀ

  • @jagatajitamahanty4156
    @jagatajitamahanty4156 7 місяців тому

    Apanakara jete vhi video dekhili e video ti bahut bhala lagila. Au rusiare amo odisha ra lokanku bhi dekhiki bahut khushi lagila. Thank you so much laba bhai ❤

  • @chumukieating
    @chumukieating 8 місяців тому +4

    ଲବ ଭାଇ କୁ like କରନ୍ତୁ ❤️

  • @akashjayasingh4818
    @akashjayasingh4818 8 місяців тому +2

    Bhai Dili khush hoegala odia loka nku dekhi

  • @ParamJyoti.ammabhagvan
    @ParamJyoti.ammabhagvan 8 місяців тому +5

    ଲବ ଭାଇ ବୁଢ଼ା ଲୋକ ଅଛନ୍ତି କି ନାହିଁ ସେ ଟି (ପୁଆପିଲା ଶୀଘ୍ର ମରିଯାଆନ୍ତି କହୁଥିଲ ଭାଇ ସେଥିପାଇଁ ପଚାରିଲି)😊😊
    ଭାଇ ଆଜି ବହୁତ ମଜା ନେଲ😆😆
    ଭାଇ ସେଥି ସବୁବେଳେ ନାଚୁଛନ୍ତି ତମେ ଟିକେ ହରେକୃଷ୍ଣ କହି କି ନାଚି ଦେଇଥାଅନ୍ତ😆🫣କଣ କହୁଛ ସାଙ୍ଗ ମାନେ ଠିକ୍ କହିଲି ନା ? ଲବ ଭାଇ ପାଇଁ like ହାଇ ଯାଉ🎉🎉🎉🎉❤❤❤❤❤😊😊😊😊😊

  • @beherac4742
    @beherac4742 8 місяців тому +1

    Dekhiki bohut vala lagila ate odia loko ate indian loko russia re great....god bless you bhai😊

  • @Desia123
    @Desia123 8 місяців тому +5

    ଲବ ଭାଇ ଜୁହାର ନବରଙ୍ଗପୁର ଜିଲ୍ଲା

  • @SaibaBehera
    @SaibaBehera 8 місяців тому +3

    Jay jagannath ❤❤❤❤❤❤❤

  • @gajendraprasadsahu703
    @gajendraprasadsahu703 8 місяців тому +1

    Bahut sundar video thank you ❤️🙏🏿 laba

  • @MoVlogs143
    @MoVlogs143 8 місяців тому +11

    ବାଲେଶ୍ବର ଜିଲ୍ଲାରେ କିଏ ଅଛ ଲାଇକ କରନ୍ତୁ

  • @KrishnaKrishna-kh6cn
    @KrishnaKrishna-kh6cn 8 місяців тому +1

    Video mujhe bahut Achcha Laga love bhai

  • @lilimamk7565
    @lilimamk7565 8 місяців тому +3

    Enjoy

  • @SRUTIRANI-gx2df
    @SRUTIRANI-gx2df 8 місяців тому

    ବହୁତ ଭଲ ଲାଗିଲା 👍👍👍👍

  • @PRAKASHBISOI2003
    @PRAKASHBISOI2003 8 місяців тому +5

    I love you broh.....❤❤❤ BJD KU SUPPORT KARA

    • @beherac4742
      @beherac4742 8 місяців тому

      Tame kan a vdo re rajaniti kruchha ki ame BJD ku kahiki support kribu kan kruchhi ki BJd

    • @PRAKASHBISOI2003
      @PRAKASHBISOI2003 8 місяців тому

      @@beherac4742 bahut kichi karichi