ପୁରୀ ବେଳାଭୂମିରେ ଅଜଣା ଜନ୍ତୁ : ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଆତଙ୍କିତ

Поділитися
Вставка
  • Опубліковано 15 лют 2021
  • #PrameyaNews7 #News7 #OdishaNews
    Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
    For latest Odisha News Follow us:
    Website: www.prameyanews7.com/
    UA-cam: / prameyanews7odia
    Twitter: / news7odia
    Facebook: / news7odia
    / prameyanews7
    Playlists-
    Breakfast Odisha: • Breakfast Odisha News7
    Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
    Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
    Nua Jibana Nua Asha : • Nua Jibana Nua Asha | ...
    No Tension: FUNNY Interviews: • No Tension: Exclusive ...
    Face 2 Face : • Face To Face

КОМЕНТАРІ • 483

  • @manasroutray3963
    @manasroutray3963 3 роки тому +74

    ଧନ୍ୟରେ ମିଡ଼ିଆ । ଅଜଣା ଜନ୍ତୁ ଦେଖେଇ ଥିବାରୁ ଧନ୍ୟବାଦ। ଵିଲେଇ,ଵଣ ଵିଲେଇ ଟିଏ ଵି ଏ ଘୋର କଳିରେ ମିଡ଼ିଆ ପାଇଁ ଅଜଣା ଜନ୍ତୁ ହୋଇ ପାରିଥିଵାରୁ ଏ ପାରିଲା ପଣିଆଁ ପାଇଁ ଆଉ ଥରେ ଧନ୍ୟବାଦ। ପୁରୀ ଭଳି ଜାଗାରେ ଏ ସବୁ ଜନ୍ତୁ ଭୟ କେମିତି କେମିତି ଲାଗେ । ଚମତ୍କାର ଖଵର ଟିଏ।

  • @user-sr4dy6uv3f
    @user-sr4dy6uv3f 3 роки тому +58

    ଏତେ ବୋକା ମିଡ଼ିଆ ଲୋକମାନେ , କଉ ସ୍କୁଲରେ ଶିକ୍ଷାଲାଭ କରି, ମିଡ଼ିଆ ରେ କାମ କରୁଛ ଶଳା ବଣ ବିଲେଇ କୁ ଅଜଣା ଜନ୍ତୁ କହୁଛ ।

  • @Evergreenentertainment758
    @Evergreenentertainment758 3 роки тому +12

    ଏ ଜନ୍ତୁ(ବିଲେଇ) ଟି ସମସ୍ତଙ୍କୁ ଖାଇ ଯିବାର ସମ୍ଭାବନା ଥିବାରୁ ଆପଣ ସଚେତନ କରିଥିବାରୁ ଧନ୍ୟବାଦ, ଅଲଜ୍ୟା

  • @jagannath19311
    @jagannath19311 3 роки тому +27

    କାଳିଆ ରେ ଏ ସବୁ କଣ ବିଲେଇ ଦେଖିନାହାନ୍ତି 😂

  • @musicmanabhaya4195
    @musicmanabhaya4195 3 роки тому +4

    ଧନ୍ୟ ରେ ଆମ ମିଡ଼ିଆ......... Wow ଏଇ ଭଳି news ଦିଅ ଦେଶର ମଙ୍ଗଳ ହେବ.....👍👍👍👍👍👌👌👌👌😢😢😢

  • @likunkhuntia1603
    @likunkhuntia1603 3 роки тому +30

    ଭାଇ 🙏ଏଇଟା ବଣ ଭୁଆ

  • @Siba_creation1
    @Siba_creation1 3 роки тому +23

    ଆରେ ଏଇଟା କଟାସ ,,,ଯାହାକୁ ଆମେ ବଣ ବିଲେଇ ବୋଲି ଜାଣି ଥାଉ ,,, ମୂର୍ଖ ଗୁଡା ବେକାର ଟାରେ ଲୋକଙ୍କୁ ଭୟ ବିତ କରୁଛ 😸

  • @aguyfrombabylon6430
    @aguyfrombabylon6430 3 роки тому +19

    Billei ki chinhi paruna?? Ajana jantu , dhire dhire pagal haba time asigala..

  • @nilamadhababehera489
    @nilamadhababehera489 3 роки тому +1

    JAI HIND 🇮🇳🙏🙏🇮🇳 JAI JAGANNATH 🙏🙏

  • @yajnadattamohanty1239
    @yajnadattamohanty1239 3 роки тому +6

    Jou mane jungle cat bhabucha ethi like kara👍

  • @jagannathnayak2313
    @jagannathnayak2313 3 роки тому +6

    ଏଇଟା କଟାସ ଟାବେ ଏ କୁକୁଡ଼ା ଖାଏ

  • @kabulinayak7212
    @kabulinayak7212 3 роки тому +6

    ଶଳା ଆଉ କିଛି କାମ ନାହିଁ, ଭୁଆଁ କୁ ନେଇ ୟେ ଖବର ।

  • @sudipkumarparida3029
    @sudipkumarparida3029 3 роки тому +14

    NEWS 7
    ଏହା ହେଉଛି ଡାଇନେସର.
    ବେହିଆ ଖବର 😃

  • @deepaknaik9584
    @deepaknaik9584 3 роки тому +5

    ପୁରୀ ଲୋକ କି ବିଲେଇ ଦେଖିନାହାନ୍ତି

  • @bibhunayak9709
    @bibhunayak9709 3 роки тому +3

    ଏମିତିକା ମିଡ଼ିଆକୁ ବୟକଟ୍‌ କରିବା ଦରକାର ।ଛି ଛି

  • @suryakantabehera5607
    @suryakantabehera5607 3 роки тому

    Thank you news 7 ae vali news ta amar darkar au...kete badhia news

  • @mayadharsingh6217
    @mayadharsingh6217 3 роки тому

    Thanks for information 🌼🌼

  • @AnilKumar-rb5sl
    @AnilKumar-rb5sl 3 роки тому +3

    Sabuthu ajana au bhayankar jantu heuchhi manusya, kibhali bichara jantu ku bandhi chhanti dukha heuchi dekhila pare

    • @truptirout2474
      @truptirout2474 3 роки тому

      Thik katha kahile apana....bahut kasta laguchi taku dekhile. Taku treatment kariba badalare taku torture karajauchi. ....chi chi chi manisa

    • @saratnayak2947
      @saratnayak2947 3 роки тому +1

      Ta tharu b bhayankar prani houchanti e a media bala sala ajana prani vayankar prani kahi rakta sukheidouchanti....

  • @kunmun2023
    @kunmun2023 3 роки тому +1

    ଏଥର ନେଉଳ କୁ ନେଇ ଗୋଟେ ରିପୋର୍ଟ ତିଆରି କରନ୍ତୁ..

  • @swadhinmalik2114
    @swadhinmalik2114 3 роки тому +1

    ଆରେ ଏଇଟା କଟାସ ରେ ଡର ନାହିଁ ଡରୁଆ

  • @tarunbehera5867
    @tarunbehera5867 3 роки тому +6

    Fishing cat...forest department ku animal, snake names training dia jau..bhala heba!

  • @somanathnayak8305
    @somanathnayak8305 3 роки тому +1

    ଏଇଟା ବାଘ ଭଉଣୀ ( ବଣ ବିଲେଇ ) ରେ

  • @diptiranjandhal5688
    @diptiranjandhal5688 3 роки тому +1

    Bilei

  • @prashabro9145
    @prashabro9145 3 роки тому +1

    ହଇରେ ଏଟା ବିଲେଇ ଟା ରେ......

  • @madansahu9329
    @madansahu9329 3 роки тому

    ବିଲେଇ ପରି ଦେଖାଯାଉଛି

  • @badbay8383
    @badbay8383 3 роки тому

    ଆବେ ଏଟା ବଣ ବିଲେଇ ବା କଟାସ କହନ୍ତି ୟ୍ଯାକୁ
    କାମ ନ ମିଳିଲେ ଆଉ କଣ କରିବେ ମିଡିଆ ବାଲା
    ଗୋଟେ ଧ୍ୟନ୍ଦା ଲଗାଇଛନ୍ତି ଏଠି

  • @rameshchandrabhoi5385
    @rameshchandrabhoi5385 3 роки тому

    ଏ ଜୀବଟି ହେଉଛି ବଣ ବିଲେଇ ବା ବଣଭୁଆ ।ଏ ଜୀବଟି ସାଧାରଣତଃ ବଣ ଥିବା ଯାଗାମାନଙ୍କରେ ରହନ୍ତି ଏମାନେ ମୂଷା,ଛୋଟ ଚୋଟ ମୂଷା ଜାତାୟ ଜୀବ,ଠେକୁଆ ଇତ୍ୟାଦି ଖାଆନ୍ତି ।ଏଜୀବ ମଣିଷ ମାନଙ୍କୁ ଆକ୍ରମଣ କରନ୍ତି ନାହିଁ ।

  • @gangstardudegaming9028
    @gangstardudegaming9028 3 роки тому +1

    ବିଲେଇ କୁ ଅଜଣା ଜନ୍ତୁ

  • @krishnaanil4936
    @krishnaanil4936 3 роки тому +2

    ଇଏ ଶଳା ମିଡ଼ିଆ ଵାଲା ଲୋକଙ୍କୁ କେମିତି ପଚାରୁଛି ଆପଣ ଏ ଅଜଣା ଜନ୍ତୁକୁ ଦେଖି କେମିତି ଭୟଭିତ ହଉଛନ୍ତି 🤣🤣🤣🤣🤣😂😂😂

    • @prakashbehera3604
      @prakashbehera3604 3 роки тому

      Puri loka ate darua midia balanka tharila gandi bilei ki dekhi

  • @debasishdash1286
    @debasishdash1286 3 роки тому

    ଏହା ଏକ ମହାବଳ ପ୍ରଜାତିର ବାଘ, ଅନୁମାନ କରାଯାଉଛି ଏହା ଶିକାର ଅନ୍ୱେଷଣ ରେ ପୁରୀ ସହର ମଧ୍ୟକୁ ପଳେଇ ଆସିଛି, ପୂର୍ବରୁ ସମୁଦ୍ର ଦେଖି ନଥିବା ବାଘ ଟି ସମୁଦ୍ର ଦେଖିବା ପରେ ପେଟର ଭୋକ ଭୁଲିଯାଇ ଖୁସିରେ ସମୁଦ୍ର ରେ ଲହଡି ଭାଙ୍ଗୁଥିବା ବେଳେ ବାଘଟିକୁ ସ୍ଥାନୀୟ ଲୋକମାନେ ଦେଖି ଭୟରେ କବାଟ କିଳି ରହିଥିଲେ, ପରେ ପ୍ରଶାସନ ତରଫରୁ ବନ ବିଭାଗ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ତୁରନ୍ତ ବାଘଟିକୁ ଧରିବାକୁ ପଦକ୍ଷେପ ନେଇଥିଲେ, ଯାହା ସ୍ଥାନୀୟ ଜନସାଧାରଣ ପୁରୀ ବନ ବିଭାଗକୁ ସାବାସୀ ଦେଇଥିଲେ, ଏହି ମହାବଳ ବାଘଟି ଚନ୍ଦକା କିମ୍ବା ସାତକୋଶିଆ ଅଭୟାରଣ୍ୟ ରୁ ପୁରୀ ଅଭିମୁଖେ ଆସିଥିବା ପୁରୀ ବନ ବିଭାଗ ଅନୁମାନ କରୁଛି, ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ବନ ବିଭାଗ ପକ୍ଷରୁ ଯେଉଁ ବନ ବିଭାଗର କର୍ମଚାରୀ ଜଣଙ୍କ ବାଘଟିକୁ ପଘାରେ ବାନ୍ଧିଥିଲେ ତାଙ୍କୁ ତୁରନ୍ତ ସନ୍ନମାନିତ କରିବାକୁ ସର୍ବସାଧାରଣରେ ଦାବି ହେଉଛି

  • @kc1108
    @kc1108 3 роки тому +2

    ଏଇଟା ଜଙ୍ଗଲବିଲେଇ ,ଓଡ଼ିଶାରେ ବଣଭୂଆ କୁହାଯାଏ

  • @gpcreations749
    @gpcreations749 3 роки тому

    କାଇଁ ଏମିତି ହଉଛ, ଆମେ ଜାଣିଲୁ ତୁମେ ସାରଥୀ ବାବାଙ୍କର ସବୁ କାରନାମା କୁ ଜନସାଧରଣଙ୍କ ପାଖରେ ପହଞ୍ଚାଇ ନାଁ କମେଇଲ ତା ବୋଲି ଶଳା #କଟାସ କୁ କହିବ ଅଜଣା ଜନ୍ତୁ।
    #ଧନ୍ୟରେ_ମିଡ଼ିଆ

  • @Ranjankumar-vl5bs
    @Ranjankumar-vl5bs 3 роки тому

    ଆରେ ଅଜଣା ନ କହିଲେ,news viral ହେବ କେମିତି ନା ଲୋକ ଦେଖିବେ କେମିତି।

  • @prasantsethi4915
    @prasantsethi4915 3 роки тому +6

    News 7ku laja lagiba katha.epari news post karuchanti chi .

  • @Golden_trio105
    @Golden_trio105 3 роки тому +1

    Bilei heithiba

  • @Legendsunil97
    @Legendsunil97 3 роки тому

    🐱

  • @mbiswaofficial7413
    @mbiswaofficial7413 3 роки тому

    Om Bhai ❤️❤️

  • @saumyaranjanrout5073
    @saumyaranjanrout5073 3 роки тому

    Media bhai tumaku ases ases dhanyabad . Bilei atanka dekheithibaru . Kichhi ta, news miluni au kn kariba tame.

  • @pranab4626
    @pranab4626 3 роки тому

    ହେ ପ୍ରଭୁ କଳିଆ ବଣ ବିଲେଇ କୁ କେହି ଦେଖି ନାହାନ୍ତି ତ ରାଜ୍ୟ ରେ ଉଦ୍ଧାର କର ଏ ମନଵ ଜାତି କୁ ଉଦ୍ଧାର କର

  • @nalinipattanaik9860
    @nalinipattanaik9860 3 роки тому

    Nice cat

  • @Mr_Binod_Official
    @Mr_Binod_Official 3 роки тому

    ସ୍ଥାନୀୟ ଲୋକେ ଆତଙ୍କିତ‼️‼️
    ସମସ୍ତେ ତାଟି କବାଟ ଦେଇ, ଘର ଦୁଆର ତାଲା ପକେଇକି ପୁରୀ ଛାଡି ଭୁବନେଶ୍ୱର ରେ ଆଶ୍ରୟ ନେଇଛନ୍ତି , ଆଉ କେହି କେହି ଟ୍ରେନ ଭଡା କରି ଭୟରେ ଆନ୍ଧ୍ରା ପଳେଇ ଗଲେଣି ! ବଡ଼ଦାଣ୍ଡ ଆଉ କୋଣାର୍କ ଖାଁ ଖାଁ । ଜନ୍ତୁ ଭୟରେ ରାଜ୍ୟରେ କକୁଆ ଭୟ ଲାଗି ରହିଛି । ଲାଗୁଛି ଉପକୂଳ ବାସିନ୍ଦା ବର୍ଷେ ପର୍ଯ୍ୟନ୍ତ ପୁରୀ କଣ ବାଲୁଗାଁ ମାଟି ମଧ୍ୟ ମାଡି ବେନି । ଧନ୍ୟବାଦ କୋଟି କୋଟି ପ୍ରଣାମ ଆପଣଙ୍କ ମୂଲ୍ୟବାନ ସୂଚନା ପାଇଁ 🙏🏼🙏🏼

  • @akbarali-be3mi
    @akbarali-be3mi 3 роки тому

    this cat also find in jajpur BINJHARPUR location. in middle night they r coming for catch hen or chick for their food purpose.

  • @surendrasahoocreation5887
    @surendrasahoocreation5887 3 роки тому

    ଇଏ ବଣ ଭୁଆ କଣ ଜାଣି ପାରୁନାହାନ୍ତି ଜଙ୍ଗଲ ବିଭାଗ🤔

  • @divyajotiudya6141
    @divyajotiudya6141 3 роки тому

    Dhanya tama lila news 7🙄🙄🙄

  • @sonymishra4524
    @sonymishra4524 3 роки тому

    ଅଜଣା ଜନ୍ତୁ ଏ ନୁହଁ।ଏଟା ବଣ ବିଲେଇ।

  • @Minnu7
    @Minnu7 3 роки тому +1

    ଆରେ ମୂର୍ଖ ମାନେ ଏଇଟା ବଣ ବିଲେଇ ରେ 🤣🤣🤣

  • @_bapi___303
    @_bapi___303 3 роки тому

    ଆରେ ଏଇଟା ବଣ ବିଲେଇ

  • @biranchichaudhary4565
    @biranchichaudhary4565 3 роки тому

    ବାଘ ନଦେଖିଲେ ବିଲେଇ ଦେଖ ବେଲେଇ ନଦେଖିଲେ ଅଜଣା ଜନ୍ତୁ ଦେଖ

  • @jitendrakumarmaharana9687
    @jitendrakumarmaharana9687 3 роки тому +1

    ବଣ ଭୂଆ

  • @sandipsahoo1259
    @sandipsahoo1259 3 роки тому

    ବଣଭୁଆ କୁ ନେଇ ତମେ ଜୋଉ ସମ୍ବାଦ ଦେଖୋଉଛ ଯେମିତି ମଙ୍ଗଳ ଗ୍ରହ ରେ ଯାଇ ଗୋଟେ ନୂଆ ପ୍ରାଣୀ ପାଇଗଲେ ।

  • @skprusty2953
    @skprusty2953 3 роки тому +1

    Are bhai katasa

  • @mkaimchannel6167
    @mkaimchannel6167 3 роки тому

    ବଣ ବିଲେଇ

  • @gyanaranjan3544
    @gyanaranjan3544 3 роки тому

    ବିଲେଇ 🐈🐈🐈🐈

  • @pradyumnamoharana8697
    @pradyumnamoharana8697 3 роки тому

    ଏ ଶଳା ବିଲେଇ କୁଭି ଛାଡ଼ୁ ନାହାନ୍ତି 😂😂

  • @basudebroutraybasu4131
    @basudebroutraybasu4131 3 роки тому +10

    ABE AEITA KATASHA BA 😂😂

  • @sureshmalik2125
    @sureshmalik2125 3 роки тому +1

    ଆବେ ଏଇଟା କଟାସ 🤣🤣🤣🤣🤣

  • @deepankarmallick7517
    @deepankarmallick7517 3 роки тому

    Bengal Tiger.

  • @nayaksarada2858
    @nayaksarada2858 3 роки тому +2

    Are baaaa ,...Magiya tamaku🙏🙏🙏🙏🙏🙏🙏🙏🙏

  • @pksspecial1232
    @pksspecial1232 3 роки тому

    News miluni ki bileiki dhariki bala gote pala chaleichha

  • @alokmaharana1499
    @alokmaharana1499 3 роки тому

    Dhalia aku kuhanti

  • @ForeverSatyajit
    @ForeverSatyajit 3 роки тому +1

    ଏଇଟା ପା ଭୁଆ ବିଲେଇ

  • @mutapan7
    @mutapan7 3 роки тому

    ଆରେ ଏଇଟା ଆମ ଗାଉଁଲି ରେ କୁହନ୍ତି କଟାସ

  • @satyadev1274
    @satyadev1274 3 роки тому

    ଆତଙ୍କ କଣ କାକୁ ମାରିଦେଲା ଗୋଟିଏ ବିଲେଇ ଟା

  • @s_shailendrakumar4305
    @s_shailendrakumar4305 3 роки тому

    Dhanya re mg media...

  • @user-hv6tm8bv7b
    @user-hv6tm8bv7b 8 місяців тому

    ବିଲେଇ କୁ ନେଇ ଏତେ କଥା

  • @lamborana4430
    @lamborana4430 3 роки тому

    9

  • @surendrahansdahofficial1904
    @surendrahansdahofficial1904 3 роки тому

    Hess au news miluniki

  • @bulukumarthankssirnayak6119
    @bulukumarthankssirnayak6119 3 роки тому

    Wildcat

  • @pravanjanpanigrahi3272
    @pravanjanpanigrahi3272 3 роки тому

    Bilei re

  • @karunakarmaharana9240
    @karunakarmaharana9240 3 роки тому

    ସବୁ ଜନ୍ତୁ ମାନଂକର ଫଟ ପାଖରେ ରଖ ତାପରେ ଖବର ପ୍ରକାଶ କରିବ, କ'ଣ କିଛି ଜାଣିପାରୁନ ?ଆମେ ତ ନଥିଲେ କିଛି ହବନି----

  • @dibyajyotipradhan1821
    @dibyajyotipradhan1821 3 роки тому +1

    Wahhh media 🤣

  • @jnanarout6466
    @jnanarout6466 3 роки тому

    ହାତୀ ଭଳିଆ ଦେଖାଯାଉଛି

  • @satyamohanty2909
    @satyamohanty2909 3 роки тому

    Maha muskil... Re.. Bhai

  • @sudeep468
    @sudeep468 3 роки тому +1

    ବାଘ ନ ଦେଖିଲେ ବିଲେଇ ଦେଖ 😂😂😂 ପୁରୀ ଲୋକ ନନ୍ଦନକାନନ ଯାଇନାହାନ୍ତି 😂😂

    • @digambarsethi7902
      @digambarsethi7902 3 роки тому +1

      Are Vai Puri loko nandankanan jaichhanti. Kintu news 7 ra loko mane nandankanan jainahanti

    • @sudeep468
      @sudeep468 3 роки тому

      @@digambarsethi7902 😂😂

  • @ManojKumar-yv2pk
    @ManojKumar-yv2pk 3 роки тому

    Fishing cat

  • @debendrachattar5249
    @debendrachattar5249 3 роки тому

    ବିଲେଇ ନୁହେଁ କଟାସ

  • @archanachoudhury1175
    @archanachoudhury1175 3 роки тому +1

    bilei ta

  • @BapiVlogs22
    @BapiVlogs22 3 роки тому +1

    Cat

  • @rashmiranjandas9151
    @rashmiranjandas9151 3 роки тому

    News7 ku ajana jantu khabar hin mile

  • @sarbeswardash2
    @sarbeswardash2 3 роки тому

    ଏଟା ହେଲା କଟାସ ।

  • @mystylemylife5485
    @mystylemylife5485 3 роки тому

    Ki bala new paducha ma a cat ku janiparuna

  • @RAJESH-WORLDz
    @RAJESH-WORLDz 3 роки тому

    Hnm bahut 😨 fear kuadu sabu aso

  • @SureshKumar-bi2sk
    @SureshKumar-bi2sk 3 роки тому

    Catas ....

  • @promodbarik9361
    @promodbarik9361 3 роки тому

    ଶଳା ଜଙ୍ଗିଲି ବିଲେଇରେ

  • @SR_Santali_Creation
    @SR_Santali_Creation 3 роки тому

    100%sure ଯେ ଇଏ କଟାସ

  • @sushiljena1820
    @sushiljena1820 3 роки тому

    News 7 ଵାଲା ତମେ ଠିକ ଜାଣିଛ ସେଇଟା କେଉଁ ଜନ୍ତୁ, ଏତେ ରଙ୍ଗିଲା କରି କଣ ପାଇଁ ଦେଖାଉଛ. ତମକୁ ଆଉ news ମିଳୁନି

  • @thetechnology3523
    @thetechnology3523 3 роки тому +1

    ଏଟା ଗୋଟେ ବଣ ଭୁଆଁ ତ 🤣🤣🤣

  • @birendrahaiburu7052
    @birendrahaiburu7052 3 роки тому

    Wild cat...

  • @bigyanosanskruti7275
    @bigyanosanskruti7275 3 роки тому

    Bilei ta

  • @trilochannayak8044
    @trilochannayak8044 3 роки тому

    Banbhua ta . A bahut achhanti

  • @BAD_HERO14
    @BAD_HERO14 3 роки тому

    Are seta bilei re 😂😂✌✌

  • @smrutisethi1406
    @smrutisethi1406 3 роки тому

    Why r u telecast that types of funny news?

  • @kartikjena3823
    @kartikjena3823 3 роки тому

    Katasa or forest cat

  • @sushantamohanty9455
    @sushantamohanty9455 3 роки тому

    କଟାସ ଶଳା ଅଜଣା ଜନ୍ତୁ

  • @OPexerciseschannelkingi143
    @OPexerciseschannelkingi143 3 роки тому +3

    Aku bi jelere rakhre sale police 😁😁😁😁😁😁😁😁😁😁😁😁😁😁😁😁😁😁😉😉

  • @odishavlogaurobindaswain6537
    @odishavlogaurobindaswain6537 3 роки тому +1

    Forest cat

  • @sanjitkumarnaik1973
    @sanjitkumarnaik1973 3 роки тому +1

    Udd biradi ta

  • @sanjaykumarjena1606
    @sanjaykumarjena1606 3 роки тому

    Katasa

  • @jaikisanodisha8114
    @jaikisanodisha8114 3 роки тому

    Jhar bilei

  • @ajitbehera7669
    @ajitbehera7669 3 роки тому

    Katasha ta