DUSTA ATMA | ଦୁଷ୍ଟ ଆତ୍ମା | SHASANK SEKHAR NEW ODIA CHRISTIAN SONG | AMIT BADANAYAK | CHRISTIAN SONG

Поділитися
Вставка
  • Опубліковано 20 жов 2023
  • DUSTA ATMA || ଦୁଷ୍ଟ ଆତ୍ମା || SHASANK SEKHAR || NEW ODIA CHRISTIAN SONG || AMIT BADANAYAK || STUDIO VERSION
    AB Music Presents A New Kind Of Christian Devotional Song.Which Is Sung By Shasank Sekhar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Beautiful Song And Like Share Comment And Subscribe.
    FULL LYRICS
    ରକ୍ଷା କର ରକ୍ଷା କର
    ରକ୍ଷା କର ରକ୍ଷା କର ପ୍ରଭୁ..
    ଦୁଷ୍ଟ ଆତ୍ମା ଠାରୁ ରକ୍ଷା କର
    କରୁଛି ଗର୍ଜନ ଶତ୍ରୁ ଶୟତାନ...(୨ଥର)
    ଗ୍ରାସିବାକୁ ପ୍ରାଣ ଆମର........=୦=
    ଚାରିଆଡ଼େ ଶୟତାନ ବିଛାଇଛି ଜାଲ
    ମାୟା ଜାଲେ ଧରିବାକୁ କରୁଛି କୋୖଶଳ...
    ଆୟତ୍ତରେ ରଖିବାକୁ ଦୁଷ୍ଟ ଦିଆବଳ
    ପ୍ରୟୋଗ ସେ କରୁଅଛି ତାର ନିଜ ବଳ...
    ହେ ଯୀଶୁ ରାଜନ ତୁମେ ଏକା ଆମ...(୨ଥର)
    ସୁରକ୍ଷାର ଦୃଢ଼ ପ୍ରାଚୀର.......=୧=
    ଆତ୍ମୀକତା ଜୀବନକୁ ନଷ୍ଟ ସେ କରୁଛି
    ବାକ୍ୟ ଧ୍ୟାନ ପ୍ରାର୍ଥନାରୁ ଦୂରେଇ ରଖୁଛି
    ପ୍ରଲୋଭନ ଦେଖାଇ ସେ ମନ ଭୁଲାଉଛି
    ତା ଆଡ଼କୁ ଟାଣିବାକୁ ଫାନ୍ଦ ପାତୁଅଛି
    ଲାଗୁଅଛି ଭୟ ନୁହେଁ କେ ସହାୟ...(୨ଥର)
    ତୁମେ ଏକା ସାହା ଆମର........=୨=
    Praise The Lord....ପ୍ରଭୁ ଯୀଶୁଙ୍କ ମଧୁର ନାମରେ ସମସ୍ତଙ୍କୁ AB Music ତରଫରୁ ନମସ୍କାର। ଦୀର୍ଘ ବର୍ଷ ଧରି AB Music ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଓ ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ ସ୍ୱାଦର ଗୀତ ଭେଟି ଦେଇ ଆସୁଛି...ତଦ୍ରୁପ ବର୍ତ୍ତମାନ ଏକ ନୂତନ ଶୈଳୀର ଲେଖାକୁ ନେଇ ସ୍ବର ସଂଯୋଜିତ ଏକ ଆତ୍ମିକ ସଚେତନତାର ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରିଅଛୁ।
    ଶଶାଙ୍କ ଶେଖର କଣ୍ଠଦାନ କରିଥିବା ସରଗ ରାଇଜ,ନରକ ଦଣ୍ଡ ଓ ଜୀବନ ଦୀପ ଗୀତର ଅପୂର୍ବ ସଫଳତା ପରେ ପରେ AB Music ତରଫରୁ ପୁଣି ଥରେ ତାଙ୍କ କଣ୍ଠରୁ ଭେଟି ଦେଉଛୁ "ଦୁଷ୍ଟ ଆତ୍ମା" ନାମକ ଏକ ଭିନ୍ନ ସ୍ୱାଦର ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ । ଗୀତଟି ମୁକ୍ତିଲାଭ ହୋଇଅଛି ଶୁଣନ୍ତୁ ଏବଂ ଦୁଷ୍ଟ ଆତ୍ମା ବା ଶୟତାନ ଠାରୁ ସୁରକ୍ଷା ପାଇବା ନିମନ୍ତେ ପ୍ରାର୍ଥନାର ସହ ସଚେତନ ରୁହନ୍ତୁ।
    ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜ୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି;
    (୧ ପିତର ୫ : ୮)
    ବାସ୍ତବରେ ଦୁଷ୍ଟ ଆତ୍ମା ବା ଶୟତାନ ବର୍ତ୍ତମାନ ସମୟରେ ମନୁଷ୍ୟ ମାନଙ୍କୁ ଚକ୍ରାନ୍ତ କରି ପ୍ରଲୋଭନ ଦେଖାଇ ଆତ୍ମିକତା ଜୀବନକୁ ନଷ୍ଟ କରି ଦେଉଛି ସେବା ପ୍ରାର୍ଥନାରୁ ଦୂରେଇ ରଖୁଛି ତାର ମାୟା ଜାଲରେ ପକାଇବା ପାଇଁ ସର୍ବଦା ଫାନ୍ଦ ପାତୁଛି ଏଣୁ ଦୁଷ୍ଟ ଦ୍ୟାବଳ ଠାରୁ ରକ୍ଷା ପାଇବା ପାଇଁ ଆମକୁ ସର୍ବଦା ଜାଗି ରହି ପ୍ରାର୍ଥନା କରିବାକୁ ହେବ।
    SONG CREDITS :
    * Song : Dusta Atma (Studio Version)
    * Singer : Shasank Sekhar
    * Lyrics : Amit Badanayak
    * Music Composition : Amit Badanayak
    * Arrangement & Programming : Bapi Samal
    * Record & Mixing : Smruti Studio, BBSR
    * Mastering by : Smruti Ranjan Samal
    * Camera ,Edit & Poster - Biswo
    * Banner : AB Music
    * Prayer Supported By : Dn.Fr. Daniel Badanayak
    * Special Thanks : Premanidhi Singh, Suman Jena, Sulochana Singh Julu Badanayak and Byasadev Digal
    * Production : AB Music
    * WhatsApp : 8895583382,7978601423
    * Contact : 7978601423,8895583382
    #dustaatma
    #dustaatmasong
    #dustaatmachristiansongs
    #newodiachristiansongs
    #shasanksekharnewchristiansong
    #amitbadanayakchristiansongs
    #newodiachristiansong
    #amitbadanayaknewchristiansongs
    #odiachristiansong
    #amitbadanayaksongs
    #latestodiachristiansongs
    #shasanksekhar
    #amitbadanayak
    #ananyasritamnandanewsongs
    #amitbadanayakchristiansong
    #shasanksekharchristiansongs
    #odiachristiansongs
    #abmusic
    #latestodiachristiansongs
    #humanesagarchristiansongs
    #amitpanichristiansongs
    #newodiajisusong
    #odiajesussongs
    ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
    ତଳେ ଦିଆଯାଇଛି ଦେଖି ନିଅନ୍ତୁ
    ମାଡ଼ି ଆସୁଛି (Humane Sagar)
    • MADI ASUCHI | ମାଡ଼ି ଆସ...
    ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
    • BHALA PAE JISU MU TUMA...
    ଜୀବନ ଦୀପ (Shasank Sekhar)
    • JIBANA DIPA || ଜୀବନ ଦୀ...
    ଧନ୍ୟ ଧନ୍ୟ (Amit Pani)
    • DHANYA DHANYA || ଧନ୍ୟ ...
    ଅଛି ଦିନେ ମରଣ (Humane Sagar)
    • ACHI DINE MARANA || ଅଛ...
    ବଡ଼ଦିନର ଅଭିନନ୍ଦନ ( Humane Sagar)
    • BADADINARA ABHINANDANA...
    ନରକ ଦଣ୍ଡ (Studio Version)
    • NARAKA DANDA | ନରକ ଦଣ୍...
    ସଙ୍ଗୀତର ସାତ ସୂରେ (Asima Panda)
    • SANGITARA SATA SURE ||...
    ଫେରିଆ ଫେରିଆ (Humane Sagar)
    • PHERIA PHERIA || ଫେରିଆ...
    ନାଉରୀ (JYOTIRMAYEE NAYAK)
    • NAURI | ନାଉରୀ | NEW OD...
    ରେ ମନ (HUMANE SAGAR)
    • RE MANA | ରେ ମନ | HUMA...
    ସରଗ ରାଇଜ (SHASANK SEKHAR)
    • SARAGA RAIJA | ସରଗ ରାଇ...
    ଅଳପ ଆୟୁଷ (Ananya Sritam Nanda)
    • ALAPA AYUSHA || ଅଳପ ଆୟ...
    ଆସିଛି ବଡ଼ଦିନ Asima Panda (Studio Version)
    • ASICHI BADADINA | ଆସିଛ...
    ମହାମାରୀରୁ ରକ୍ଷା କର (Asima Panda)
    • MAHAMARIRU RAKHYA KARA...
    ପ୍ରଶଂସା ହେଉ ତୁମର (Amit Pani)
    • PRASANGSA HEU TUMARA |...
    ଆରାଧ୍ୟ ଈଶ୍ୱର (Ira Mohanty)
    • ARADHYA ESWARA | ଆରାଧ୍...
    ଲହୁ ଭିଜା ଲଲାଟ (Studio Version)
    • LAHU BHIJA LALATA || ଲ...
    ମୁଁ ଯେ ଅକିଞ୍ଚନ (Studio Version)
    • MU JE AKINCHANA || ମୁଁ...
    ହେ ପ୍ରଭୁ (Full HD Video)
    • HE PRABHU || ହେ ପ୍ରଭୁ ...
    ହେ କ୍ରୁଶଧାରୀ (Studio Version)
    • NEW ODIA GOOD FRIDAY S...
    କମ୍ପିଉଠେ ଏ ଧରା ଧାମ (Studio Version)
    • KAMPIUTHE | କମ୍ପିଉଠେ |...
    କେତେବେଳେ ଚାଲିଯିବ ଜୀବନ (Full Video)
    • KETEBELE CHALIJIBA JEE...
    କେତେ କାଳରେ ମନ (Studio Version)
    • KETE KALA RE MANA || କ...
    ସତର୍କ ଟିକେ ରୁହ (Studio Version)
    • Satarka Tike Ruha || S...
    ଶେଷ ଘଣ୍ଟି ( Full Video)
    • SESHA GHANTI || ଶେଷ ଘଣ...
    ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
    • JISU MU TUMAKU HRUDE R...
    !!* ANTI-PIRACY WARNING *!!
    This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.

КОМЕНТАРІ • 307

  • @deepakevangelistministry6185
    @deepakevangelistministry6185 8 місяців тому +3

    Praise the lord for this beautiful heart ❤️ touching song Amit badanayak sir outstanding lerics may God continue bless you abundantly ସତରେ ଏ ଜଗତରେ ଅନେକଙ୍କ ଜୀବନରେ ଦୁଷ୍ଟ ଆତ୍ମା ଭଳି କାର୍ଯ୍ୟ ହୋଇଥାଏ ଏହା କୌଣସି ସାଧାରଣ ଆତ୍ମା ନୁହ ପ୍ରଭୁ ଯୀଶୁ ଏ ସୁନ୍ଦର ଖ୍ରୀଷ୍ଟୀୟ ଭକ୍ତି ଗୀତ ମାଧ୍ୟମରେ ପ୍ରୋତ୍ୟକ ଖ୍ରୀଷ୍ଟ ବିଶ୍ବାସୀ ମାନଙ୍କୁ ଜଣାଇ ଦିଆ ଯାଉଛି ଜେ ପ୍ରୋତ୍ୟେକେ ସତର୍କ ହୋଇ ରହିବା ପ୍ରଭୁ ଯୀଶୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ sir ଆପଣଙ୍କୁ ଏବଂ ଆପଣଙ୍କ ପରିବାର କୁ ବହୁତ୍ ଧନ୍ୟବାଦ୍ love you amit sir

  • @biratsagar3280
    @biratsagar3280 8 місяців тому +1

    Bahut sunder Songs praise the lord hallelujah hallelujah

  • @pabitragochhayat7076
    @pabitragochhayat7076 8 місяців тому +1

    ବହୁତ ସୁନ୍ଦର ହୋଇଚ଼ି ପ୍ରଭୁଙ୍କର ଜୟଜୟ ହେଉ

  • @premilasabar4502
    @premilasabar4502 8 місяців тому +2

    ଗୀତଟି ଭଉତ ସୁନ୍ଦର ହେଇଛି ଆଜ୍ଞା sir ❤❤😊👍👍🙏

  • @lilitakri8232
    @lilitakri8232 8 місяців тому +2

    Praise the lord

  • @ritiknamaste4252
    @ritiknamaste4252 8 місяців тому +1

    Praise the lord amen hallelujah jesus papa ❤❤❤❤❤

  • @bibekanandapradhan-nt2ru
    @bibekanandapradhan-nt2ru 8 місяців тому +1

    ଅମିତ୍ ଭାଇ ବହୁତ ଭଲ ହେଇଛି

  • @aswinimunda3365
    @aswinimunda3365 8 місяців тому +2

    Bahut sundara geeta praise the lord

  • @Purendramajhi-tb6cz
    @Purendramajhi-tb6cz 8 місяців тому +1

    ବହୁତ ବହୁତ ସୁନ୍ଦର ଗୀତ ଗାଉଥିବାରୁ ଆପଣଙ୍କର ଦଳ କୁ ଯୀଶୁ ପ୍ରଭୁ ଆଶୀର୍ବାଦ କରନ୍ତୁ 🙏🙏

  • @DeepaandDivyaPresents1214
    @DeepaandDivyaPresents1214 8 місяців тому +1

    ବହୁତ୍ ବଢିଆ ଲାଗୁଛି ❤❤❤Praise The Lord

  • @rabindrabihariji6538
    @rabindrabihariji6538 8 місяців тому +11

    ଭାଇ, ପ୍ରଭୁଙ୍କ ମହିମା ହେଉ, ପ୍ରଭୁଙ୍କ ମହିମା ନିମନ୍ତେ ନୂତନ ନୂତନ ଗୀତ ଗାନ କରି ପ୍ରଶଂସା କରିବା ଆମେନ୍,🤝

  • @philipsraitayoutubechanel4194
    @philipsraitayoutubechanel4194 7 місяців тому +1

    Praise the lord sir ପ୍ରଭୁ ଆଶୀର୍ବାଦ କରନ୍ତୁ ସହ ପରିବାର sir

  • @jyotirmayatakri9382
    @jyotirmayatakri9382 8 місяців тому +1

    🎉 ଏହି ଗୀତ ବହୁତ ଭଲ ହୋଇଛି sir

  • @Joyaslimmaofficial
    @Joyaslimmaofficial 8 місяців тому +6

    Praise the LORD 🙏❤
    ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି; (୧ ପିତର ୫: ୮)
    ବାସ୍ତବରେ ଦୁଷ୍ଟ ଆତ୍ମା ବା ଶୟତାନ ବର୍ତ୍ତମାନ ସମୟରେ ମନୁଷ୍ୟ ମାନଙ୍କୁ ଚକ୍ରାନ୍ତ କରି ପ୍ରଲୋଭନ ଦେଖାଇ ଆମ୍ବିକତା ଜୀବନକୁ ନଷ୍ଟ କରି ଦେଉଛି ସେବା ପ୍ରାର୍ଥନାରୁ ଦୂରେଇ ରଖୁଛି ତାର ମାୟା ଜାଲରେ ପକାଇବା ପାଇଁ ସର୍ବଦା ଫାନ୍ଦ ପାଢୁଛି ଏଣୁ ଦୁଷ୍ଟ ଦ୍ୟାବଳ ଠାରୁ ରକ୍ଷା ପାଇବା ପାଇଁ ଆମକୁ ସର୍ବଦା ଜାଗି ରହି ପ୍ରାର୍ଥନା କରିବାକୁ ହେବ।

  • @user-si3qc9ub8m
    @user-si3qc9ub8m Місяць тому

    Hallelujah amen praise the lord

  • @sklgospelmusickvishal6250
    @sklgospelmusickvishal6250 8 місяців тому +1

    Nice video verry nice God bless you sir

  • @jeebanjena5322
    @jeebanjena5322 8 місяців тому

    Praise the lord 🙏,so beautiful song music singing all is super super super

  • @user-ey3ee3uc4h
    @user-ey3ee3uc4h 8 місяців тому +4

    ବହୁତ ସୁନ୍ଦର ଗୀତ ହୋଇଛି ଏମିତି ଅର୍ଥ ପୂର୍ନ ଗୀତ ପାଇଁ ପ୍ରଭୁ sir ଏବଂ ଟିମ୍ କୁ ବହୁଳ ଭାବେ ଆଶ୍ରିବାଦ କରନ୍ତୁ

  • @l.sbalaram7615
    @l.sbalaram7615 8 місяців тому +1

    ଏହି ଗୀତଟି ବହୁତ ଭଲ ହେଇଛି ପ୍ରଭୁଙ୍କୁ ଧନ୍ୟବାଦ 🙏🏻🙏🏻

  • @LadupurtyPurty-yu3qq
    @LadupurtyPurty-yu3qq 8 місяців тому

    Very very nice song 👌👌👍 Jai mashi ki 🙏🙏🙏🙏🙏

  • @raghabapradhan7088
    @raghabapradhan7088 7 місяців тому

    Very very nice song aamen haleluya

  • @musicloversranjit685
    @musicloversranjit685 8 місяців тому

    Wow kya bat hai lazawab

  • @kainadigalofficial4089
    @kainadigalofficial4089 8 місяців тому +2

    ପ୍ରଭୁଙ୍କର ମହିମା ହେଉ , ପ୍ରଭୁ ଆମକୁ ଦୁଷ୍ଟ ଆତ୍ମା ଠାରୁ ରକ୍ଷା କର। ଅମିତ୍ ଆଜ୍ଞା ହିନ୍ଦୀ ଗୀତ ଗୋଟିଏ ଲେଖିବାକୁ ଅନୁରୋଧ।

  • @bhajansanta
    @bhajansanta 8 місяців тому +2

    ଅତି ସୁନ୍ଦର ଗୀତ❤❤❤❤❤

  • @NB_Christian_Status
    @NB_Christian_Status 3 місяці тому

    ହୃଦୟସ୍ୱର୍ଶ ଗୀତ ଟି praise The Lord ✝️✝️✝️✝️

  • @rutujena
    @rutujena 8 місяців тому

    Praise the lord song video good 👍❤

  • @pintujalwacreation5552
    @pintujalwacreation5552 8 місяців тому +2

    ଅପେକ୍ଷା ର ଫଳ ମିଠା ହୋଇଥାଏ ଆଉ ଅପେକ୍ଷାର ଅନ୍ତ ଘଟିଛି ଏହି ଗୀତ ଅତି ସୁନ୍ଦର ଓ ମଧୁରମ ହେଇଛି❤
    ପ୍ରଭୁଙ୍କ ଧନ୍ୟବାଦ ହେଉ amen❤❤❤

  • @PhilipsSanta1432
    @PhilipsSanta1432 7 місяців тому

    ବହୁତ୍ ବଢିଆ ହୃଦୟ ସ୍ପର୍ଷି ଗୀତ
    God bless you 🙏

  • @saratakumarofficial2335
    @saratakumarofficial2335 8 місяців тому

    Very nice song Amit Badanayak Lyrics And Music Tune Praise The Lord Thank you

  • @subashmahananda7189
    @subashmahananda7189 7 місяців тому

    Bahut Badhia heichhi

  • @christredeemer6022
    @christredeemer6022 8 місяців тому

    ଭଲ ହେଇଛି Amit ଭାଇ
    👍

  • @satyaranjanparichha9164
    @satyaranjanparichha9164 8 місяців тому

    ❤.githo.bohuth.sundor.bhabore.ba.athma.ro.surokshyanimothe.swathistho.khadyo.ate.khai.aneko.dino.bonchothu.amen.amen.praise.the.lord

  • @pareshbag7114
    @pareshbag7114 8 місяців тому

    Beautiful devotional song 💕💕💕

  • @sunitagardanaka677
    @sunitagardanaka677 8 місяців тому

    Very very nice song 👍👌🛐🛐 Hallelujah Jesus 🖐️

  • @suniadalabehera9611
    @suniadalabehera9611 4 місяці тому

    ❤u amen 🙏 good nice song singing

  • @user-nu4eb7gt7q
    @user-nu4eb7gt7q 8 місяців тому

    So very nice beautiful song

  • @diptikunayak-le4ou
    @diptikunayak-le4ou 8 місяців тому

    Praise the Lord very nice and Hart touch song Jay jesus

  • @isudasmallickcreation
    @isudasmallickcreation 8 місяців тому

    Praise the Lord

  • @AnilKumar-hh7qt
    @AnilKumar-hh7qt 8 місяців тому

    Beautiful song lyrics 🙏🙏🙏🙏👍👍

  • @BablooParaset
    @BablooParaset 8 місяців тому

    Bohut badia heichhi

  • @dainuharijan8527
    @dainuharijan8527 8 місяців тому +2

    ବହୁତ ସୁନ୍ଦର ଗୀତ ଧନ୍ୟବାଦ ଭାଇ ପ୍ରଭୁ ତୁମରୀ ଆଶିର୍ବାଦ କରନ୍ତୁ ଆମେନ୍ ❤

  • @gilsonlimma2845
    @gilsonlimma2845 8 місяців тому

    Nice song Amit badanayaka

  • @user-gn7lp4hu4u
    @user-gn7lp4hu4u 4 місяці тому

    Nice bro ilo e jesus

  • @solomonkhosla5143
    @solomonkhosla5143 8 місяців тому

    Nine song
    God bless u amit sir

  • @hrudayanandasurya769
    @hrudayanandasurya769 8 місяців тому

    Bohut Sundar hai che Glory to God

  • @josepraita833
    @josepraita833 8 місяців тому

    Praise the lord..heart Christian song..🙏🙏🙏👍💐

  • @user-su8ru6xs7o
    @user-su8ru6xs7o 4 місяці тому

    Ameen 🙏

  • @ruthmani1928
    @ruthmani1928 8 місяців тому

    Beautiful song 🙏🙏🙏✝️ Amen

  • @vargishmaidi6255
    @vargishmaidi6255 8 місяців тому

    Amen...Praise the Lord

  • @user-rs2gc4iy4h
    @user-rs2gc4iy4h 6 місяців тому

    Prabhu nakatare tile rakhya karibe amen 🙏 praise the Lord

  • @sudhindongri7378
    @sudhindongri7378 8 місяців тому

    Amen paras the Lord sir

  • @suteshjena7061
    @suteshjena7061 8 місяців тому +1

    💯💯👍👍👍🙏🏼🙏🏼

  • @scppangi3311
    @scppangi3311 8 місяців тому

    Very Nice & Beautiful Song Lyrics & Music ...

  • @kasmankumarkkn8471
    @kasmankumarkkn8471 8 місяців тому

    Hallelujah praise the lord Jesus

  • @trinathkuldeep3377
    @trinathkuldeep3377 8 місяців тому

    ବହୁତ୍ ସୁନ୍ଦର ଗୀତ ହେଇଛି ଭାଇ 🙏

  • @gilsonlimma2845
    @gilsonlimma2845 8 місяців тому

    Super achhi sunibaku bhala laguchhi

  • @LuckBVlog
    @LuckBVlog 8 місяців тому

    Very nice song thankful

  • @user-wd8jb7sc3c
    @user-wd8jb7sc3c 8 місяців тому

    Praise the lord pastor very nice is song ❤️🌹

  • @ukashsukamajhi745
    @ukashsukamajhi745 8 місяців тому

    Nice song praise the Lord❤❤

  • @ramiyahial3000
    @ramiyahial3000 8 місяців тому

    Praise the lord 🙏
    Amen 🙏

  • @JhimimaParichha-bh4xk
    @JhimimaParichha-bh4xk 8 місяців тому

    Praise the lord wonderful composition and lyrics by Amite babu

  • @hemantpradhan351
    @hemantpradhan351 8 місяців тому

    Very beautiful song ❤❤

  • @LTmusicSOURAVIDEO
    @LTmusicSOURAVIDEO 8 місяців тому +1

    Praised the Lord😢

  • @thiopilbhuyan8232
    @thiopilbhuyan8232 8 місяців тому

    Very nice &meaningfullsong praise the lord,god bless you

  • @akmusicproduction2939
    @akmusicproduction2939 8 місяців тому

    Bahut Sundar 🙏❤️💐💕🌹💞

  • @masiyapradhan8701
    @masiyapradhan8701 8 місяців тому

    Very beauty full song sir

  • @kasmankumarkkn8471
    @kasmankumarkkn8471 8 місяців тому

    ବହୁତ ଭଲ ଲାଗିଲା ଗୀତ ସୁଣିକି

  • @abhaginipatra358
    @abhaginipatra358 8 місяців тому

    Beautiful song and excellent performance God bless you ❤️🙏

  • @jonesh8218
    @jonesh8218 8 місяців тому

    Praise the lord Amen

  • @user-jm2cm1cc1f
    @user-jm2cm1cc1f 8 місяців тому

    ପ୍ରଭୁଙ୍କ ଗୌରବ ହେଉ ଆମେନ୍

  • @Badalkumar-zi8ye
    @Badalkumar-zi8ye 8 місяців тому

    ବହୁତ୍ ବଢିଆ ହେଇଛି sir ପ୍ରଭୁଙ୍କ ମହିମା ହେଉ
    ଆମେନ୍ ଆମେନ୍

  • @ranjitdigal5357
    @ranjitdigal5357 7 місяців тому

    Very nice song and music beautiful God bless sir 🙏❣️

  • @AmielBhuyan-dj2ec
    @AmielBhuyan-dj2ec 8 місяців тому

    Wonderful 👌song may God blessed you.

  • @anikantpradhan5698
    @anikantpradhan5698 8 місяців тому +2

    ବହୁତ ସୁନ୍ଦର ହେଇଛି ଏମିତି ଅର୍ଥପୂର୍ଣ୍ଣ ଗୀତ ପାଇଁ ଆପଣଙ୍କୁ ଇଶ୍ଵର ବହୁଳ ଭାବରେ ଆଶୀର୍ବାଦ କରନ୍ତୁ।🎉🎉🙏🙏🙏

  • @jmjMinzofficial
    @jmjMinzofficial 8 місяців тому

    Praise The Lord,Sir bahut bhla achi.

  • @samsonlima5427
    @samsonlima5427 8 місяців тому

    Wonderful devotional song 💕💕💕💕💕💕💕💕💗💕💗💕💕💗💕💕💗🙏❤❤❤❤❤

  • @susmitasingh869
    @susmitasingh869 8 місяців тому

    Praise the lord Thanks God bless you 🌹💋💯👌🙏💯

  • @eliazarraita5740
    @eliazarraita5740 8 місяців тому

    Praise the lord 🙏❤️👌

  • @user-dd7mq6wn7l
    @user-dd7mq6wn7l 8 місяців тому +1

    AMEN 🙏 ଗିତ ବଢିଆ ହୋଇଛି

  • @deepakpradhan7654
    @deepakpradhan7654 8 місяців тому

    Nice song God bless u all team

  • @mr.sahebraita9947
    @mr.sahebraita9947 8 місяців тому

    Bahuta Bahuta Vala heichi song 🎵 ♥ AB music
    God bless 🙌 all team members 🙏

  • @SantoshKumar-oh5ue
    @SantoshKumar-oh5ue 8 місяців тому

    Super song Sir 💓💓💓 hallelujah

  • @elisayaraita5087
    @elisayaraita5087 8 місяців тому

    Amith sir it is beautiful song. God bless you.

  • @sujatanag7896
    @sujatanag7896 8 місяців тому

    Praise the to all very nice song god bless all of you 🙏🏻🙏🏻

  • @Samirpidika-or3kc
    @Samirpidika-or3kc 7 місяців тому +1

    ଗୀତ ଟି ଅତ୍ୟନ୍ତ ମନୋରମ ଓ ଅର୍ଥପୂର୍ଣ୍ଣ ହୋଇଛି। ପ୍ରଭୁ ଯିଶୁ ଙ୍କ ଓ ପ୍ରଶଂସା ଉଦ୍ଦେଶ୍ୟରେ ଆଗକୁ ଏହି ପରି ନୂଆ ନୂଆ ଗୀତ ଗୁଡ଼ିକର ଆଣିବା ପାଇଁ ପ୍ରଭୁ ଯିଶୁ ଆପଣ ମାନଙ୍କୁ ବିଶେଷ ଜ୍ଞାନ ରେ ପାଣ୍ଡିତ୍ୟ କରନ୍ତୁ।... ଧନ୍ୟବାଦ ❤❤

  • @paschimodalbehera6161
    @paschimodalbehera6161 8 місяців тому

    Very nice song God bless you 🙏 I m very happy ❤🎉

  • @ranjitabag2554
    @ranjitabag2554 8 місяців тому

    Meaningful song so nice🎉🎉🎉

  • @SAMIREDLA-fn1wb
    @SAMIREDLA-fn1wb 8 місяців тому

    Waiting re thili song Pai bohut sundor Bhave sojeichonti amit bhai

  • @sudhakarnayak5132
    @sudhakarnayak5132 8 місяців тому +1

    Praise the Lord🙏. Wonderful song🎵✨😍

  • @michaelranjanlima9565
    @michaelranjanlima9565 8 місяців тому

    Nice song for His glory

  • @SarojkumarPradhan-xx8yp
    @SarojkumarPradhan-xx8yp 8 місяців тому

    Nice song sir🎉🎉🎉🎉

  • @DeshanKarjee-lz6lz
    @DeshanKarjee-lz6lz 8 місяців тому

    Very very nice song

  • @bcharanofficial5220
    @bcharanofficial5220 8 місяців тому

    AMEN 🙌🙌 praise God God bless you sir ❤❤❤

  • @loknathsabar3484
    @loknathsabar3484 7 місяців тому

    Praise the Lord, God bless you

  • @ashokpatmajhi
    @ashokpatmajhi 8 місяців тому

    ଗିତବହୁତ ଭଲହେଇଛି Sir ❤❤❤❤

  • @upendraharijan9886
    @upendraharijan9886 7 місяців тому

    Beautiful song ❤

  • @pradeepmajhi8
    @pradeepmajhi8 8 місяців тому

    Very nice super fantastic voice God bless you sir

  • @pritipradhan1005
    @pritipradhan1005 4 місяці тому

    So nice.God bless you sir ❤️❤️🙏

  • @SantosiniMajhi-og7xn
    @SantosiniMajhi-og7xn 8 місяців тому

    Very nice song ❤❤❤

  • @pragyandeeptanaik8674
    @pragyandeeptanaik8674 8 місяців тому

    Heart touching song, very nice