Це відео не доступне.
Перепрошуємо.

Three Doors Remained Closed Because Of Tantra Mantra, Ratnabhandar Was Not Opened Because Of Power

Поділитися
Вставка
  • Опубліковано 14 лип 2024
  • Three Doors Remained Closed Because Of Tantra Mantra, Ratnabhandar Was Not Opened Because Of Power | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 722

  • @geetaranisamal6638
    @geetaranisamal6638 Місяць тому +70

    ସେବାୟତ ମାନେ ନିଶ୍ଚିତ ଦାୟୀ।

  • @umakantachoudhury4537
    @umakantachoudhury4537 Місяць тому +5

    ଅତିସୁନ୍ଦର ଓ ଅତି ଉଚ୍ଚ ଅଭିଜ୍ଞତା ସମ୍ପନ୍ନ ତଥ୍ୟ ବହୁତ ଭଲ ଲାଗିଲା

  • @prafulasingh2267
    @prafulasingh2267 Місяць тому +25

    ଆପଣଙ୍କ ସମ୍ବାଦ ପରିବେଷଣ ଉଚ୍ଚକୋଟୀରର ।
    ଆପଣଙ୍କ ବିଶ୍ଳେଷଣ କୁ ସରକାର ନିହାତି କାନ ଡେରିବା ଉଚିତ୍ ।
    ଜୟ ଶ୍ରୀରାମ

  • @jagannathmishra5300
    @jagannathmishra5300 Місяць тому +2

    ଅରିଜିତ ପଶାୟତ ଗୋଟେ ଅପାରଗ ବିଚାରପତି I
    ଆଜ୍ଞା ମହାପ୍ରଭୁ ଙ୍କ ଆଗରେ କୌଣସି ତନ୍ତ୍ର ମନ୍ତ୍ର କାମ କରେନି I

  • @soumyaranjandas9109
    @soumyaranjandas9109 Місяць тому +70

    ମତେ ଲାଗୁଛି ଆପଣ ଜଣେ ପ୍ରଫେସର।କାରଣ ଆପଣଙ୍କ ଉପସ୍ଥାପନା ଅତ୍ୟନ୍ତ ଉଚ୍ଚକୋଟୀର।🙏🙏🙏

    • @Socialreform2022
      @Socialreform2022 Місяць тому +10

      ଗୋବର ଗଣେଶ ମୂର୍ଖ ଟା କୁ ପ୍ରଫେସର୍ କହୁଛ

    • @soumyaranjandas9109
      @soumyaranjandas9109 Місяць тому

      @@Socialreform2022 ତମର ଯଦି ଶିକ୍ଷାଗତ ଯୋଗ୍ୟତା ଥାଆନ୍ତା ତେବେ ତମେ ଏପରି କଥା ଲେଖିନଥାନ୍ତ। ମତେ ଲାଗୁଛି ତୁମେ ଗୋଟେ ମୂର୍ଖ , ଅପାଣ୍ଡୁକ ଓ ନିର୍ଲଜ ଧରଣର ମଣିଷଟିଏ।ସେମିତି କୁକୁର ଭଳିଆ ଭୁକୁ ଥା 🐕🐶।

    • @lilamayasahu6669
      @lilamayasahu6669 Місяць тому

      ​@@Socialreform2022bjp wala ମୁର୍ଖ ତମେ ଘୁଷୁରୀ wale phd holder

    • @nalindrasoy6366
      @nalindrasoy6366 Місяць тому

      ​@@Socialreform2022Sir jemiti uposthapana karuchonti semiti tume tk uposthapana kalo dekhiba bhari dhogo kahuchu

    • @pramodbadajena2158
      @pramodbadajena2158 Місяць тому +2

      Budha sara pancha haba

  • @manjushaswain1037
    @manjushaswain1037 Місяць тому +4

    ଗୁମର କଥା ଓଡ଼ିଶା ବାସୀ ଙ୍କୁ ବହୁତ ପ୍ରଶାସନିକ ଗୁମର ଜଣାଉଛି । ସେଥିପାଇଁ ଧନ୍ୟବାଦ । ହାତ ଗଣତି ଯେଉଁ କେତେଜଣ ଅନ୍ୟଥା ଭାବୁଛନ୍ତି ପ୍ରଭୁ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ । ଧର୍ମର ଜୟ ଅଧର୍ମର କ୍ଷୟ ।
    ଜୟ ଜଗନ୍ନାଥ ‌।
    ମଂଜୁ ଷା ସ୍ବାଇଁ ।

  • @narayanmahapatra3102
    @narayanmahapatra3102 Місяць тому +1

    ଆପଣଙ୍କ ବିଶ୍ଳେଷଣ ଅତ୍ୟନ୍ତ ସଠିକ। ଏଣୁ ଧନ୍ୟବାଦ।

  • @priyadarsansatpathy910
    @priyadarsansatpathy910 Місяць тому +17

    ନବୀନ ବାବୁ, ରାଜ୍ୟପାଳଙ୍କ ଗୁଣ୍ଡା ପୁଅ ସରକାରୀ କର୍ମଚାରୀଙ୍କୁ ବାଡେଇ ଲହୁଲୁହାଣ କଲା୍ ସେ ବିଷୟରେ ଗୋଟେ ଏପିସୋଡ କରନ୍ତୁ । ନା ସେଇଟା ଛୋଟିଆ କଥା ଆପଣଙ୍କ ପାଇଁ? ମୁଁ ଓଡ଼ିଆ ଅସ୍ମିତା କଥା ଉଠାଉ ନାହିଁ।

    • @anilmajhi7174
      @anilmajhi7174 Місяць тому +1

      ନବୀନ ଦାସ ପରା BJP Bhakta ଓ ପ୍ରେମୀ ତାଙ୍କ ପାଇଁ ସାଥ khun ମାଫ....

    • @tnanda1432
      @tnanda1432 Місяць тому +1

      ଓଡିଆ ଲୋକ ମାନେ କଲିକତା ରେ କିପରି ଲାଞ୍ଚିତ ହେଉଛନ୍ତି ସେପରି କଣ ବଂଗାଳି ଓଡିଶା ରେ ହେଉଛନ୍ତି କି? ବରଂ ସେମାେନ ଟେକ ପାଉଚନ୍ତି। ଓଡ଼ିଆ ଅସ୍ମିତା ଯାଉଚି କୁଆଡେ

    • @jayantidas8179
      @jayantidas8179 Місяць тому

      ​@@tnanda1432 Bhai odia mane odisha re lanchhita hauchhanti ei bengalee mananka payin

    • @rabimohanty112
      @rabimohanty112 Місяць тому +1

      ସେବାୟତ ନୁହେଁ ଡକାୟତ.

    • @rabimohanty112
      @rabimohanty112 Місяць тому +1

      ଭିକ ମଗାଇଲା, ଟ୍ରଲିରେ ବସାଇଲା ପୀଡା ନାହିଁ, ଅକସ୍ମାତ ଢଳି ଗଲେ ବୋଲି...

  • @chandankumarmahapatra3240
    @chandankumarmahapatra3240 Місяць тому +44

    ରାଜ୍ୟପାଳ ରଘୁବର ଦାସ ଙ୍କ ପୁଅ ଙ୍କ ବିଷୟରେ ଗୋଟେ episode ହୋଉ

  • @amitpradhan5052
    @amitpradhan5052 Місяць тому +18

    Pls have a video and analysis on ASO being beaten by Governor's son.
    No one can analyse better than you.Your opinion pls

    • @amareshbhoi2747
      @amareshbhoi2747 Місяць тому +3

      Sir ye baneibe nahi only BJP supporter vdedo banauchnti, neet scan bisayre pade b kahile ni

    • @Arunabh_M
      @Arunabh_M Місяць тому +3

      He won't, He is a hardcore BJP supporter

    • @priyadarsansatpathy910
      @priyadarsansatpathy910 Місяць тому +2

      ରାଜ୍ୟପାଳଙ୍କ ପୁଅ ବିଷୟର ଇଏ ଉଠାଇବେ ନାହିଁ।

  • @prashantkumarbehera8999
    @prashantkumarbehera8999 Місяць тому +60

    ରାଜ୍ୟପାଳଙ୍କ ପୁଅ ଜଣେ ASO ଅଧିକାରୀ ଙ୍କୁ ମାଡ଼ ମାରିବା ଘଟଣା ଉପରେ କିଛି କୁହ,,,,
    ସବୁ ବେଳେ ନବୀନ ପଟ୍ଟନାୟକ ଙ୍କ ବିଷୟର କହୁଛନ୍ତି

    • @PradeepaSamal-xx2zj
      @PradeepaSamal-xx2zj Місяць тому +6

      Naveen pattnaik ticket deleni ta

    • @pravatchhualsingh4236
      @pravatchhualsingh4236 Місяць тому +7

      Rajyapal pua galakuade

    • @prashantkumarbehera8999
      @prashantkumarbehera8999 Місяць тому +5

      ଲୁଚି thiba କୋଉଠି

    • @aswinibehera7181
      @aswinibehera7181 Місяць тому +9

      ଇଏ କହିବେନି, ଦାନା ପାଣି କଥା

    • @pritampolei7087
      @pritampolei7087 Місяць тому

      Are bhai ta makinia au aso ku pachara se mane rajyapal nka sahita katha hoi tankara mutual final hoijaichi.se news puruna hoigalani.abe ratna bhandar dekha se maghia Christian Naveen au ta malika tamilian pandu kemiti drama karuthile 24years ratna bhandar kholiba nei BJP asu asu kholi dekheila.tuma mananka dehare jadi jauni gandire bournal lagei dia.gote month re amiti halat tumara au five years re kana heba sekatha bhaba.pandu au ta bopa Christian Naveen chhodi heinathantu jana achhi tanku besi chhodi hele tihad.au tume mane faltu re pakar pakar heucha

  • @bishnucharnrana3282
    @bishnucharnrana3282 Місяць тому +29

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୌଣସି ତନ୍ତ୍ର ମନ୍ତ୍ର ଓ ଯନ୍ତ୍ର କାମ କରିବ ନାହିଁ କାରଣ ସେ ହେଲେ ମହା ଭୈରବ ତେଣୁ ପଲକ ପଡୁ ନଥିବାଚକା ଆଖିରେ ସବୁ ନିରୀକ୍ଷଣ କରୁଛନ୍ତି,ଯେପରି ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଉଇ ଖାଇଗଲା ବୋଲି ପ୍ରଚାର କରି ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ବଦନାମ ହୋଇଥିଲେ।ଜୟ ଜଗନ୍ନାଥ।

    • @Narmada-s3y
      @Narmada-s3y Місяць тому +4

      ଭୈରବ ଡରି ପଳାଇ ଯାଉଥିଲା ପ୍ରତି ଶନିବାର ମହାଭୈରବଂକ ପାଖକୁ😮😮😮

    • @Pinkyswain9862
      @Pinkyswain9862 Місяць тому +1

      It's not like that
      Puri temple is a sakti peetha. Sethipain pandian babu puri mandira ku Bandhan karuthile

    • @malikabichhara8835
      @malikabichhara8835 Місяць тому

      ଏ ବ୍ୟକ୍ତି ପଣ୍ଡିଆକୁ କୁହ କିନ୍ତୁ , ସେ ଯାହାଙ୍କ କଥା କହୁଛି ଆଜି ଗୋଟେ ହାର କଣ ହାତ ମାରିଲେ ହାର ବୁଲୁଛି, ଏ ପୁଣି କଣ ମିଛ ,

  • @sahadevsingh6814
    @sahadevsingh6814 Місяць тому

    ନିର୍ଭୟ ର ନିର୍ଭୀକ ସମ୍ବାଦ ପାଠକ ଙ୍କୁ ପ୍ରଣାମ ଓ ଅଶେଷ ଅଶେଷ ଅଭିନନ୍ଦନ

  • @padmalayaprusty4526
    @padmalayaprusty4526 Місяць тому +4

    ଉପସ୍ଥାପନା ଉଚ୍ଚକୋଟୀର। ଧନ୍ୟବାଦ

  • @rajkumarmohanty9330
    @rajkumarmohanty9330 Місяць тому +1

    ଲକ୍ଷେ ଶାଳଗ୍ରାମ ଉପରେ ଆସିନ ପ୍ରଭୁ ଜଗନ୍ନାଥ ସବୁ ତନ୍ତ୍ର ରୁ ଉର୍ଦ୍ଧ୍ବରେ।
    ଏ ଦୁନିଆକୁ ତନ୍ତ୍ର ସେ ହିଁ ଦେଇଛନ୍ତି ଶ୍ରୀକୃଷ୍ଣ ଅବତାର ବେଳେ।
    ତେଣୁ ଏ ଅଭିଯୋଗ ଭିତ୍ତିହୀନ।।

  • @SantoshSahu-lw8jn
    @SantoshSahu-lw8jn Місяць тому +20

    କେବଳ ମାଆ ତାରିଣୀ ଙ୍କ ପୁଅ ମୋହନ ମାଝୀ ଆସିବାରୁ ତନ୍ତ୍ର କାମ କଲାନି ❤❤❤🙏🙏🙏🙏🙏🙏

  • @chakradharswain9603
    @chakradharswain9603 Місяць тому +23

    ତାହେଲେ କଣ ପାଣ୍ଡିଆ ରତ୍ନ ମନ୍ଦିରରୁ ଚୋରି କରିଛନ୍ତି ? 👍👍👍

  • @debendradhal5935
    @debendradhal5935 Місяць тому

    ଅତିସୁନ୍ଦର ଉପସ୍ଥାପନା ପ୍ରତି ଦିଗକୁ ଦୃଷ୍ଟିରେ ରଖି ଆଲୋଚନା କରିଛନ୍ତି ଧନ୍ୟବାଦ

  • @hariharnath8798
    @hariharnath8798 Місяць тому +1

    ରାଜ୍ୟପାଳ ପୁଅ ଓଡିଆ ଏଏସ୍ ଓ ଙ୍କୁ ମାଡ ବାବଦ ରେ ଏପିସୋଡ ଗୋଟେ ହେଉ , ନବୀନ ଦାସ ନିର୍ଭୟ ରେ

  • @BabitaMishra-yx2hr
    @BabitaMishra-yx2hr Місяць тому +51

    ବାଣ ବିସ୍ପୋରଣ ଘଟଣାରେ ପୂର୍ବ CMଙ୍କ ଦୁଃଖ ନଥିଲା , ବ୍ରହ୍ମ ବିଭ୍ରାଟ କଥାରେ ଦୁଃଖ ନଥିଲା । ପ୍ରତିଦିନ ନୀତି କାନ୍ତି ବିଭ୍ରାଟ ରେ ଦୁଃଖ ନଥିଲା

    • @brajakishorepadhi4022
      @brajakishorepadhi4022 Місяць тому +1

      ନବୀନ ପଟ୍ଟନାୟକ ତୈତୟା ଯୁଗର ବହୁରୂପୀ ରାକ୍ଷସ କାଳନେମୀ। ପ୍ରପଂଚ, ଛଳନା ର ମୂର୍ତ୍ତି ନବୀନ ଭଦ୍ର ଡକାୟତ

    • @bijaymohanty2248
      @bijaymohanty2248 Місяць тому +2

      ଲୋକମାନେ ବି ଖୁସି ଥିଲେ, ଯେତେବେଳେ ଡାହୁକ ଡାକ ଶୁଣୁଥିଲେ "ଆପଣମାନେ ଖୁସିତ ....!"

    • @nutanmohanty5225
      @nutanmohanty5225 Місяць тому

      Jagannath sabutanraruurdhyare

  • @thirdeye9492
    @thirdeye9492 Місяць тому +37

    ତୁମ ବାହୁଡା଼ରେ ବାହୁଡୁ ହେ ପ୍ରଭୁ
    ଓଡିଶାର ସୁଖ ଶିରୀ
    ଦୁଷ୍ଟ ଦୁର୍ୟୋଧନ କଂସ ଓ ରାବଣ
    ଦେଖନ୍ତୁ କାଳ କୋଠରୀ
    😢😢

  • @PankajDash-im9nw
    @PankajDash-im9nw Місяць тому +5

    ଜୟ ଶ୍ରୀରାମ ଭାଇନା
    ଆହୁରି ଗୋଟିଏ ତଥ୍ୟ ରଖନ୍ତୁ,
    ବିନା କାରଣ ରେ ବହୁତ ନିରୀହ ଙ୍କୁ କେଶ ରେ ପକେଇ ଜେଲରେ ପୁରେଇ ଦେଇ ଛନ୍ତି ଓ ଏବେ ବି କେଶ ଚାଲିଛି ଓ ଫର୍ଜରି ରାସନ କାର୍ଡ ଉପରେ ତଥ୍ୟ ରଖନ୍ତୁ,
    ଧନ୍ୟବାଦ

  • @Rishi_kesh63
    @Rishi_kesh63 Місяць тому

    ଆପଣଙ୍କ ପରି ଜଣେ ନିଷ୍ଠା ବାନ ବ୍ୟକ୍ତି ବିଶେଷ ର ଆବଶ୍ୟକତା ଅଛି ଓଡ଼ିଶା କୁ ।
    ଧନ୍ୟବାଦ
    ନମସ୍କାର 🙏

  • @binayakpaikaray8221
    @binayakpaikaray8221 Місяць тому +15

    ଆପଣଙ୍କ ସ୍ବରରେ ଆମ୍ଭର ସ୍ବର।

  • @manjupravamishra8000
    @manjupravamishra8000 Місяць тому +18

    ବାହୁଡ଼ା ଯାତ୍ରା ଉପଲକ୍ଷେ ଆପଣଙ୍କୁ ମୋ 'ତରଫରୁ‌‌ ଅଜସ୍ର ଅଭିନନ୍ଦନ ସହ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା ତଥା ପ୍ରଣାମ 🙏🌺।‌ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @Lingaraj18
    @Lingaraj18 Місяць тому +6

    ଆପଣ କହିବା ମାନେ ନବୀନ ମରିବା ପର୍ଯ୍ଯନ୍ତ୍ ଶାସନ କରି ଥାନ୍ତେ କି, ତାଙ୍କ ବୟସ ହେଲା ଲୋକ ମାନେ change କରିଲେ, ସବୁ ପୁରୀ ର ପଣ୍ଡା ମାନେ ସବୁ ଖେଳ କରି ସାରିଛନ୍ତି

  • @kishorkumarbeherakishor1405
    @kishorkumarbeherakishor1405 Місяць тому +52

    ରତ୍ନଭଣ୍ଡାର ନ ଖୋଲିବାର ଚକ୍ରାନ୍ତ ଯେଉଁ ରାଜନୈତିକ ଦଳ କରୁଥିଲା , ସେମାନେ ଆଗକୁ ମାଟିରେ ମିଶିଯିବ ।।

    • @hpadhi7
      @hpadhi7 Місяць тому +7

      ଏକ ବର୍ଷରେ BJD ଦଳ ଲୋପ ପାଇଯିବ

    • @jamunamurmu4427
      @jamunamurmu4427 Місяць тому

      Samay kahiba kiye buduchi kiye uthuchi

  • @maheswarparihari5189
    @maheswarparihari5189 Місяць тому +8

    ନବୀନ ପଟ୍ଟନାୟକଙ୍କ ଧର୍ମ ଜ୍ବାଇଁ ପାଇଁ ଏହି ଯନ୍ତ୍ର ମନ୍ତ୍ର ବ୍ୟବସ୍ଥା ହୋଇଛି, ଚାବି ଖାପ ଖାଉନାହି ମାନେ କିଛି ଗଡବଡ ହୋଇଛି,ଯଦି ହୋଇଥିବ କଲେକ୍ଟର ପୁରୀ ଏବଂ ମନ୍ଦିର ପ୍ରସାସନ୍ ଙ୍କୁ ତଦନ୍ତ ପରିସରର୍ଭୁକ୍ତ ହେବା ଜରୁରୀ

  • @sudhirmishra6662
    @sudhirmishra6662 Місяць тому +6

    Kindly make an episode on non action of police on the FIR of ASO of Governor

    • @priyadarsansatpathy910
      @priyadarsansatpathy910 Місяць тому +1

      ସେ ବିଷୟରେ ୟାଙ୍କର ପାଟି ଫିଟିବ ନାହିଁ ୍

  • @manasranjanbehera3938
    @manasranjanbehera3938 Місяць тому +5

    ମହାପ୍ରଭୁ ବଳଭଦ୍ର ପହଣ୍ଡି ବେଳେ ରଥରୁ ଖସିପଡିବା ଆପଣଙ୍କୁ ବି ଗୋଟେ ଛୋଟ କଥା ଲାଗିଲା, ଆପଣଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି, ଆପଣଙ୍କ ପାଖରୁ ଏମିତି ଆଶା କରୁ ନଥିଲି। ଚାଟୁକରିତା ପତ୍ରକରିତା କୁ ନଷ୍ଟ କରି ଦିଏ।

  • @pranatidildilbecharasahoo6719
    @pranatidildilbecharasahoo6719 29 днів тому

    You are absolutely right sir.

  • @santoshnarayanbhagat2437
    @santoshnarayanbhagat2437 Місяць тому +1

    Best analices sir ji

  • @user-tm1kk4sd3q
    @user-tm1kk4sd3q Місяць тому +51

    ବିଜେଡ଼ି ସରକାର କାହିଁକି ଖୋଲୁ ନ ଥିଲେ । ଏବେ ନବୀନ ବାବୁ ତାଙ୍କର ଭୁଲ୍ ବୁଝି ପାରୁଥିବେ ।

    • @AmitKumardasDas-hg1uc
      @AmitKumardasDas-hg1uc Місяць тому +3

      Kn pai

    • @hardworkneverdies5679
      @hardworkneverdies5679 Місяць тому +1

      Are behya ରତ୍ନ ଭଣ୍ଡାର ଖୋଲିଲା ପରେ କଣ କ୍ଷତି କରିଥିଲା ବିଜେଡ଼ି ତାର ଉତ୍ତର କାଇଁ ମିଳିଲାଣି??

    • @rajeshguru4160
      @rajeshguru4160 Місяць тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @sashibhusanmahanta617
    @sashibhusanmahanta617 Місяць тому

    You are great. Unfold the truth.

  • @basudevmohanty3504
    @basudevmohanty3504 Місяць тому +5

    Sir, Advocate General appointment : please do an episode. U r very much outspoken and brave. Please focus on that

    • @srisai2566
      @srisai2566 Місяць тому +2

      @@basudevmohanty3504 sorry agyan apnanka comment upare kichhi kahuchi.
      Emane kehi brave nuhanti ,sabu oppertunist aau selfish.
      Jadi thik loka heithibe tahele governor ra pua case ta Pura open. Tahele ei mahasaya nka munha aau news chanel band kain heijaichi. Kahinkina emane sabu swartha para,juade barsha side chhata, daruchanti aau sahas nahi .
      Odia ashmita ra dim dim pituchanti hele bahar rajya ra loke sie Puni governor ra pua gote on duty ASO nku badeiba aau dhamkaiba bhali sangin abhijog asila pare madhya kichhita swarthapara aau opertunist chanel aau reporter nka munha band achhi.adihka kahibini apana nije jane budhijibi apana bujhiparuthibe.

  • @bijayakumarchoudhury959
    @bijayakumarchoudhury959 Місяць тому +9

    କେତେ ନକଲି ଅଳଙ୍କାର ରଖି ଅସଲି neijaithibe

  • @parsuramsahoo7509
    @parsuramsahoo7509 Місяць тому +6

    ଏଇ ମହାଶୟ ଜଣେ ତ୍ରିକାଳ ଦ୍ରଷ୍ଟା

  • @dasharathinayak6425
    @dasharathinayak6425 Місяць тому

    Analysis is absolutely emotional. spiritual, meaningful and submissively narrated. Thanks Sir

  • @DivineEnergy0508
    @DivineEnergy0508 Місяць тому +48

    ବିରୋଧୀ ଦଳ ସହ ଭାବପ୍ରୀତି କରି ବିଜେପି ନିଜ ଲକ୍ଷ୍ୟ ଭୁଲି ନ ଯାଉ ନହେଲେ ୨୦୨୯ ରେ ପୁଣି ପସ୍ତେଇବ

  • @user-rt7ic2xi5b
    @user-rt7ic2xi5b Місяць тому

    Excellent performance Sir

  • @user-og1bl7ni9j
    @user-og1bl7ni9j Місяць тому +22

    ଦ୍ଵାର ବନ୍ଦସକାସେ ମୁଁ ପୁରା ବିରୋଧୀ ଥିଲି ଠିକ୍ ହୋଇଛି. ଜୟ ଜଗନ୍ନାଥ🙏🙏🙏

  • @rajanikantajena3136
    @rajanikantajena3136 Місяць тому

    Great speech sir

  • @gyanranjanpradhan5312
    @gyanranjanpradhan5312 Місяць тому +20

    Apana politics re only BJD ku samalochana karuchhamti, governor nka pua bisayare kichhi kuhantu

    • @priyadarsansatpathy910
      @priyadarsansatpathy910 Місяць тому +1

      ଅର୍ଗସ ଟିଭି ପରି ନବୀନ ବାବୁ ଖାଲି ବିଜେଡି ବିରୋଧରେ କଥା କହନ୍ତି।

    • @radhakrishanrana2263
      @radhakrishanrana2263 Місяць тому

      don't worry law will take its own course

    • @sunitadash478
      @sunitadash478 Місяць тому

      Right

    • @snnirmala7374
      @snnirmala7374 Місяць тому +2

      ​@@priyadarsansatpathy910au jane b semti achanti bjp against re only kuhe taku b kuha😂

  • @pkp4793
    @pkp4793 Місяць тому +7

    Jay Jagannath... Mahaprobhu...

  • @ramapanda4747
    @ramapanda4747 Місяць тому +1

    Finally ,I came to know d mystry of closed three doors. A great salute to U Nirbhay Sir

  • @brajakishorepadhi4022
    @brajakishorepadhi4022 Місяць тому +2

    ନବୀନ ପଟ୍ଟନାୟକ ନିଜେ ଜଗନ୍ନାଥ ଦୌହି।

  • @somanathmishra4111
    @somanathmishra4111 Місяць тому +1

    ବିରଜା ମନ୍ଦିର କେଲଙ୍କରୀ ବେଳେ ନବୀନ ବାବୁ କହିଥିଲେ ଯାଜପୁର ର ଲୋକଙ୍କ ଭାବାବେଗ କୁ ସମ୍ମାନ ଦିଆଯିବ।କିନ୍ତୁ ଏପର୍ଯ୍ୟନ୍ତ RDC report ku ଚପେଇ ରଖିଛନ୍ତି। ଆବେଗ ଭାବାବେଗ ଏ ଲୋକ ତାର ମାନେ ବି ଜାଣିନି

  • @duryodhanmahanta7766
    @duryodhanmahanta7766 Місяць тому

    ବଡ଼ ଠାକୁରଙ୍କସହ ଯିଏ ବିଶ୍ବାସଘାତକତା କରିଛି ସିଏ ସମୂଳେ ବିନାଶ ହେବ।

  • @PuriToka91
    @PuriToka91 Місяць тому +2

    ସତ ନ ପରଖି ପୋଷା ଶୁଆ ଭଳି କଥା କହୁଛନ୍ତି।
    କରୋନା ପାର ଠୁ ଲୋକଙ୍କ ସଂଖ୍ୟା ବହୁ ମାତ୍ର ରେ ବଢ଼ି ଯାଇଚି, ଭିଡ କୁ ଠିକ୍ ଭାବେ ପରିଚାଳନା ପାଇଁ 3 ଦ୍ଵାର ବନ୍ଦ୍ ଥିଲା।
    ଆପଣ ଜ୍ଞାନୀ କିନ୍ତୁ ଆଦ୍ୟ ସେବକ ତାହେଲେ ପରିକ୍ରମା ପ୍ରକଳ୍ପକୁ ମିଛେ ପ୍ରଶଂସା କରୁଛନ୍ତି।

  • @dwarikanathkar2461
    @dwarikanathkar2461 Місяць тому

    ଆପଣ ମାନଙ୍କଦ୍ୱରା ଜନତାଜଗରୁକ୍ ହେବା ସମ୍ଭବ

  • @nabinbeura3225
    @nabinbeura3225 Місяць тому +13

    ନବୀନ୍ ବାପୁଡା ଏଇଟିକୁ କଣ ଶୁଣୁଥିବେ ?

  • @ArabindaChoudhury
    @ArabindaChoudhury Місяць тому +1

    Arabinda Choudhury . Good sajeson Nabin Das . Thank you so much .Jay jagannath .

  • @ChittaranjanDalai-rn6hi
    @ChittaranjanDalai-rn6hi Місяць тому +2

    ସାର ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡିଆ କର୍ମଚାରୀଙ୍କୁ ମାଡ଼ ମାରିଲେ। ସେ ସମ୍ପର୍କରେ କିଛି କହିଲେନି। କାରଣ‌ ଆପଣ
    ଛାତିବାଡେଇ ଓଡିଆ ଅସ୍ମିତା ବିଷୟରେ କୁହନ୍ତି। ଆଶା କରେ ଆପଣ ଆପଣଙ୍କ ଚ୍ୟାନେଲ ରେ ଆଲୋଚନା କରିବେ ।

  • @jyotirmayjena1869
    @jyotirmayjena1869 Місяць тому +9

    ଯଦି ନବୀନ ସରକାର ଅମଳରେ ରତ୍ନ ଭଣ୍ଡାର ଖୋଲା ଯାଇଥାନ୍ତା ତେେବେ ସିନ୍ଦୁକ ସବୁ ତାମିଲନାଡୁରୁ ଆସିଥାନ୍ତା । ୫ଟି ନିରିକ୍ଷଣରେ ଖୋଲା ଯାଇଥାନ୍ତା । ୫ଟି ଅଧକ୍ଷ ପାଣ୍ଡିଆନ୍ ନିହାତି ରତ୍ନ ଭଣ୍ଡାର ଭିତରକୁ ଯାଇଥାନ୍ତେ ।

  • @subodhakumardash6750
    @subodhakumardash6750 Місяць тому +3

    ଧନ୍ୟବାଦ ଆଜ୍ଞା, ଆଜି
    ପ୍ରକୃତ ରେ ଏକ ଗୁମର ଖୋଲିଛନ୍ତି । ।
    ଜନସାଧାରଣ ଜାଣିଲେ,ଅସଲ ଲୋକ ଜାଣିଲେ,ଭଲହେବ ।।ସତ କେବେ ଲୁଚି ରହେ ନାହିଁ ।।

    • @hardworkneverdies5679
      @hardworkneverdies5679 Місяць тому +1

      କଣ ଜାଣିବାକୁ ପାଇଲ?? ରତ୍ନ ଅଛି ନା pandian ନେଇଯାଇଛି??

  • @susantkumarsahoo4967
    @susantkumarsahoo4967 Місяць тому +1

    ନିର୍ଭୟ ବିନା ଏତେ ଖବର ଜାଣିବା ଅସମ୍ଭବ... ଆପଣଂକ ଉପସ୍ଥାପନା ପାଇଁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻...

  • @purnanandabarik1562
    @purnanandabarik1562 Місяць тому +26

    ନବିନ ପଟ୍ଟନାୟକ କେବେବି ଓଡ଼ିଆ ନୁହଁନ୍ତି ତେଣୁ ସେ ମହାପ୍ରଭୁଙ୍କୁ ଅବମାନନା କରି ତିନି ଦ୍ବାର ବନ୍ଦ ରଖିଥିଲେ ରତ୍ନ ଭଣ୍ଡାର ଖୋଲିବାକୁ ଚାହୁଁନଥିଲେ। ଓଡ଼ିଆ କହି ପାରୁନଥିବା ଜଣେ ବ୍ୟକ୍ତିକୁ ଓଡ଼ିଆ ବୋଲି କହିବା ମୁର୍ଖାମୀ।

    • @rashmibijaykumarmishra5543
      @rashmibijaykumarmishra5543 Місяць тому +1

      What I read , the gentleman is 1/2 Punjabi from Lahore ( his Mom) , 1/4 th Bengali from Chittagong ( his Dadi ) and 1/4 th Odia ( his Jeje Bapa ) .

  • @srinibastripathy5938
    @srinibastripathy5938 Місяць тому

    ଯାହା କହିଲେ ଠିକ୍ କଥା
    କାରଣ ବିଗ୍ରହ ବଦଳିଗଲା
    ଯେମିତି ଧର୍ମେନ୍ଦ୍ର ପ୍ରଧାନ। cm dy cm ଙ୍କୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ବୋଲି କହିଦେଲେ
    ଆପଣ ଏ କଥା ଟିକେ କହିଦିଅନ୍ତୁ
    ଅତି ସୁନ୍ଦର

  • @DeepakDas-p2e
    @DeepakDas-p2e Місяць тому +2

    ଆଜ୍ଞା ରାଜ୍ୟପାଳ ଙ୍କ ପୁଅ ଓଡ଼ିଆ ଅଫିସର ଙ୍କୁ ବାଡେଇଲା... ଏହା ଓଡ଼ିଆ ଅସ୍ମିତା ପ୍ରତି ଆଘାତ ନୁହେଁ କି.... ଆପଣ ଏହା ବିଷୟ ରେ କିଛି କହୁ ନାହାନ୍ତି... ନବୀନ ଦାସ ଆପଣ କଣ ଜଣେ ନିରପକ୍ଷ ସାମ୍ବାଦିକ ନା ବିଜେପି କୁ ସପୋର୍ଟ କରୁ ଥିବା ସାମ୍ବାଦିକ

    • @user-nv1kb7tu8e
      @user-nv1kb7tu8e Місяць тому

      BJP supporter

    • @sanjaymishra4833
      @sanjaymishra4833 Місяць тому

      ୟାଙ୍କୁ ଯେବେ governor ପୁଅ ବାଡ଼େଇବ ସେବେ ଠିକ ବୁଦ୍ଧି ଆସିବ..

  • @saurabhastravelvlog8088
    @saurabhastravelvlog8088 Місяць тому

    Nice analysis sir

  • @ranjitrout3213
    @ranjitrout3213 Місяць тому +1

    ଧନ୍ୟବାଦ୍ ଆପଣଂକ ବିଶ୍ଳେଷଣ ପାଈଁ

  • @debrajbehera8341
    @debrajbehera8341 Місяць тому

    Jay Shree Jagannath 🙏 Jay Nirbhay Gumar Katha 🎉 Bhai Nabin Das 🙏👍 for your valuable presentation ❤️.We, friends were discussing about Tantra mantra yantra by southern Tantriks perhaps called by some members of BJD in connivance of Temple Priests . Who were telling Sankh Bhaban would service for 100 years for this tantra only. We are very much thankful to you Nabin Bhai for bringing the truth at length.

  • @gangadharjenaganga4026
    @gangadharjenaganga4026 Місяць тому +4

    ନବୀନ sir ଟିକେ ନିରପେକ୍ଷ କଥା କହିଲେ ଭଲ huanta

    • @user-yd7dq7ij6w
      @user-yd7dq7ij6w Місяць тому

      Nirapekhya.koutabujhantukan.kharap.kahile.kuhantu

  • @creasyrudraxyz6481
    @creasyrudraxyz6481 Місяць тому

    Jai jagannath Swami

  • @durgamadhabmohapatro9796
    @durgamadhabmohapatro9796 Місяць тому

    Thank you🙏

  • @arakhyapradhan9478
    @arakhyapradhan9478 Місяць тому

    ଜଗନ୍ନାଥ ଙ୍କୁ ନେଇକି ତନ୍ତ୍ର ମନ୍ତ୍ର ଯନ୍ତ୍ର ଫଳ କୁଷ୍ଠ ରେଗ ହେବ ହି ଭୋଗିବ |

  • @suchismitapradhan2068
    @suchismitapradhan2068 Місяць тому

    Truth gives confidence

  • @reenaparida8303
    @reenaparida8303 Місяць тому

    Jay jagannath Swami 🙏🙏

  • @pabi94
    @pabi94 Місяць тому +13

    Why you are not covering Governor son case? Selective news. Shame on you old man

  • @geetaranisamal6638
    @geetaranisamal6638 Місяць тому +2

    ଜୟ ଶ୍ରୀ ଜଗନ୍ନାଥ 🙏🙏

  • @rathamahanta
    @rathamahanta Місяць тому +3

    Nirbhay ku koti koti Namaskar pranam Jay ajagarnath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🛕🛕🛕🛕🛕🛕🛕🛕🛕🛕🛕🦜🦜🦜🦜🌹🌹🌹🌹🌹🌹🐒🐒🐒🐒🐒🐒

  • @s.mohapatra-i1k
    @s.mohapatra-i1k Місяць тому +2

    ଏହି ପାଗଳ ଦିନେ କହୁ ଥିଲା ଯେ 4200 କୋଟି ଖର୍ଚ୍ଚ ହୋଇ ଥିଲା ବୋଲି ଏବେ ସରକାର ଙ୍କୁ କହ ତାହା ବି ଯାଞ୍ଚ ହେଉ

  • @KumarJena-dd8oc
    @KumarJena-dd8oc Місяць тому

    🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏

  • @abhijitprusty7565
    @abhijitprusty7565 Місяць тому +3

    ସବୁ ବୁଝି ହେଲା ଯେ ତନ୍ତ୍ର ମନ୍ତ୍ର କିଏ କରୁଥିଲା ବୁଝି ହେଲା ନାହିଁ।
    ବବି ଦାସ ଘର ଭାଙ୍ଗିବା କଥା କଣ ହେଲା? ନିଉଜ ୱାଲା ଭୁଲିଗଲେ ବୋଧେ ଆଉ ଦେଖାଉ ନାହାନ୍ତି ସେ ବିଷୟରେ।

  • @bijaylaxmitripathy934
    @bijaylaxmitripathy934 Місяць тому

    ସତ୍ୟ
    ନବୀନ କୁ।ବଶୀଭୂତ
    ରତ୍ନ ଚୋରି ହେଇଛି ମୋର ସନ୍ଦେହ

  • @narendrabarik9855
    @narendrabarik9855 Місяць тому +3

    Jay Jagannatha 🙏🙏🙏🙏🙏🙏🙏

  • @basantakumarpanda9022
    @basantakumarpanda9022 Місяць тому +1

    ନବିନ ବାବୁ ଆପଣ ଜଣେ ଭଲ ସମାଲୋଚକ ତନ୍ତ୍ର ମନ୍ତ୍ର ଉପରେ ଆପଣଙ୍କର ଅଗାଧବିଶ୍ଵାସ।ଏବେଗଣତିବେଳେ ଧରିକରିପଳେଇବେନିତ ଟିକେଜଗ । ଲୋକେ ଗୋଟେ ଦ୍ଵାରରେ ଭଲ ଦର୍ଶନ କରୁଥିଲେ ଏବେ କୁଦାଦଳା ହେଉଛନ୍ତି।ମିଛସମାଲୋଚନା ରେମାତିଲେ ନିଜେ ଭକୁଆ ବନିବେ

  • @chaturbhujamahakuda3301
    @chaturbhujamahakuda3301 Місяць тому +3

    Ex cm alasua Naveen

  • @arundhatibehera9197
    @arundhatibehera9197 Місяць тому +3

    ପାଖରେ କ୍ଷମତା ଅଛି ବୋଲି,
    ବାହୁରେ ବଳ ଅଛି ବୋଲି ,
    ପାଖରେ ଧନ ସମ୍ପତ୍ତି ଅଛି ବୋଲି,
    କେବେ ମଧ୍ୟ ଜୀବନରେ କ୍ଷମତା,ବଳ ଓ ସମ୍ପତ୍ତି ଏ ତିନୋଟିକୁ ମନ୍ଦ ବା ଖରାପ କାମରେ ଏମିତି ବ୍ୟବହାର କର ନାହିଁ ଯେ ଏଥିପାଇଁ ଦିନେ କବାଟ କୋଣରେ ଲୁଚି
    ରହିବା ପାଇଁ ପଡ଼ିବ । କାରଣ ଏଠି ଜୀବନ କ୍ଷଣସ୍ଥାୟୀ,ବଳ କ୍ଷଣସ୍ଥାୟୀ ଧନ ସମ୍ପତ୍ତି କ୍ଷଣସ୍ଥାୟୀ ଆଉ କ୍ଷମତା ବି .....

  • @mantoshmohanty3712
    @mantoshmohanty3712 Місяць тому +1

    Nirbhay Gumar kathaki Jay.

  • @jyotiranjan203
    @jyotiranjan203 Місяць тому +3

    Jay Jagannath

  • @babundarpradhan4790
    @babundarpradhan4790 Місяць тому

    🙏🙏🙏ଜୟ ଜଗନ୍ନାଥ... ଜୟ ଜଗନ୍ନାଥ... 🙏🙏🙏

  • @HarishBarik-x7y
    @HarishBarik-x7y Місяць тому

    Nirbhayku.samrthn.karuchi

  • @Narmada-s3y
    @Narmada-s3y Місяць тому

    ଯୌବନଂ ଧନସଂପତ୍ତି ପ୍ରଭୂ୍ତ୍ୱଂ ଅବିବାହିତା🎉🎉🎉🎉🎉

  • @prananathnayak6690
    @prananathnayak6690 Місяць тому +3

    Sir semane ra govt. ru galeni, Tike Rajabhaban katha kuhantu

  • @sanjaytripathy9675
    @sanjaytripathy9675 Місяць тому

    ନବକଳେବରରେ ଯେଉଁଦିନ ବ୍ରହ୍ମ ବିଭ୍ରାଟ ହେଲା ସେହିଦିନ ରାତିରେ ରତ୍ନ ଚୋରି ହେଇଛି ।

  • @bijaypanda1843
    @bijaypanda1843 Місяць тому +4

    ସାର ଠିକ କହିଲେ ସବୁ ପାଣ୍ଡୁ ଆଉ ସେବାୟତ ଙ୍କ ମିଲି ଭକତ

  • @user-ud1lp4oh5t
    @user-ud1lp4oh5t Місяць тому

    ହେ ଓଡିଶା ବାସି ଆଉ କେତେ ଦିନ ସହିବ ନବୀନ କୁ ଉଚିତ ଜବାବ ଦିଆଯାଉ

  • @damniksunani7577
    @damniksunani7577 Місяць тому +1

    🙏🙏🙏ଆଂଜ୍ଞା,
    ଏମିତି ତଥ୍ୟ ଜଣାଇ ଓଡ଼ିଆ ମନ ଖୁସି କରୁଥିବାରୁ, ଜଗନ୍ନାଥ ଆପଣକୁ ଆଶ୍ରିବାଦ କରନ୍ତୁ I
    ଜୟ ଜଗନ୍ନାଥ 🙏🙏🙏

  • @sanjayakabi6515
    @sanjayakabi6515 Місяць тому

    ବହୁତ ସୁନ୍ଦର ଉପ୍ଥାପନା, ଆପଣ ସବୁ ଖୋଲିଦେଲେ ଓଡିଶାର ଜନତା ଜାଣି ପାରିବେ ଗଣତି ମାନତି ହେଲେ ଜଣା ପଡ଼ିବ।

  • @gautamchandrarout605
    @gautamchandrarout605 Місяць тому

    Pranam 🙏

  • @ramachandrapanipani7424
    @ramachandrapanipani7424 Місяць тому

    ଜୟ ଶ୍ରୀ ଜଗନ୍ନାଥ !

  • @mihirdwivedi8843
    @mihirdwivedi8843 Місяць тому +1

    Excellent presentation by you Sir.

  • @user-od2fs9gq4v
    @user-od2fs9gq4v Місяць тому +1

    ଜୟ ଶ୍ରୀ ଜଗନ୍ନାଥ

  • @ramakantmahanta6994
    @ramakantmahanta6994 Місяць тому +1

    ଜୟ ଜଗନ୍ନାଥ 🙏

  • @greatodishaodia3832
    @greatodishaodia3832 Місяць тому +8

    ତମେ ଓଡିଶା ନୁହଁ ତମେ ଭାରତ ର ପ୍ରଧାନମନ୍ତ୍ରୀ ମନ୍ତ୍ରୀ ହେଇଯିବ କିଛି କାମ ନାଁହି ତୋର

    • @santoshkumarsahoo8671
      @santoshkumarsahoo8671 Місяць тому

      ଅତି ନିଖୁଣ ନୀର୍ଭିକ ଉପସ୍ଥାପନା କରୁଥିବାରୁ କେତେକ ବିଜେଡି ସମର୍ଥକ ମାନଙ୍କୁ ଆଦୋୖ ଭଲ ଲାଗୁନଥିବ

  • @chittaranjanmohanty9934
    @chittaranjanmohanty9934 Місяць тому +4

    ଆରେ ବିଜେପି ଚାଟୁକାର ସାମ୍ବାଦିକ ଟିକିଏ ସତ କହୁନୁ।ତ ଡ୍ଯାସ୍ ଉପାଡ଼ି ପାରିବେ ନାହିଁ। ନିର୍ଭୟରେ

    • @ranjansamal4782
      @ranjansamal4782 Місяць тому +1

      Are bhai tame ta sabu upadi neichha au kia upadiba athar na thiba sonpapudi khaiba jaga

  • @SanjitNayak-dp9dv
    @SanjitNayak-dp9dv Місяць тому

    Sir apanka byte ❤

  • @bhagirathidasodisha.6934
    @bhagirathidasodisha.6934 Місяць тому

    ଆପଣଙ୍କ ଉପସ୍ଥାପନା ସତ୍ୟ ଆଧାର ରେ
    ଧନ୍ୟବାଦ ଜୟ ଜଗନ୍ନାଥ

  • @krushnachandradash4327
    @krushnachandradash4327 Місяць тому +1

    ଜୟ ଶ୍ରୀ ଜଗନ୍ନାଥ।