ଭୁଖାଫ୍ଲିମ ର ହିରୋଇନ୍ ଚଣା ବୀକୁଛନ୍ତି ହରିଶଙ୍କର ରେ / Bhukha Odia Move / Sambalpuri Bhukha Flim Actor

Поділитися
Вставка
  • Опубліковано 24 жов 2024

КОМЕНТАРІ • 347

  • @sangrammahananda9337
    @sangrammahananda9337 2 місяці тому +67

    ବହୁତ ଖୁସି ଲାଗଲା।।।ଇ ପ୍ରୟାଶ ଟା।।। ତାଙ୍କୁ କିଛି ଆର୍ଥିକ ସାହାଯ୍ୟର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଗଲା ଭଲ ରହିବା।।।

    • @MaheshBariha
      @MaheshBariha  2 місяці тому +4

      ଆପଣଙ୍କର କଥା ରେ ମୁଇ ଏକ ମତ

  • @mtutyunjaya3186
    @mtutyunjaya3186 2 місяці тому +7

    ଅତି ସୁନ୍ଦର ବହୁତ ବଡିଆ ଧନ୍ୟବାଦ୍ ମା କୁ ଜୟ ଜଗନ୍ନାଥ ଚଳଚ୍ଚିତ୍ରର ମୁକ୍ତିଲାଭ କରିଥିବା ରୁ ଅନେକ ଅନେକ ଶୁଭେଚ୍ଛା ❤❤❤❤

  • @rajendrasahoo7643
    @rajendrasahoo7643 2 місяці тому +13

    ଦେଖିକରି ବହୁତ୍ ଦୁଖ୍ ଲାଗ୍ଲା,ଯେନ୍ ମାନେ ଭତା ପାଉଛନ୍ କଲାକାର୍ ନୁହେଁ ସେ ... ହେଲେ ଯେନ୍ ମାନେ ହକ୍ ଦାର୍ ସେମାନେ ଭତା ତ ଭତା ତାଁକର୍ ପରିଚୟ ବି ହଜିଯାଉଛେ, ଧନ୍ୟ ଆମର୍ ପ୍ରଶାସନ୍ ଆରୁ ନେତା ମନ୍ତ୍ରୀ ...

    • @MaheshBariha
      @MaheshBariha  2 місяці тому

      ବହୁତ୍ ଭଲ କଥାଟେ କହେଳ

  • @sukaarts
    @sukaarts 2 місяці тому +17

    ଏତେ ଦିନ ପରେ କେନ ଆଜ୍ଞା ମନେପକାଲେଜେ ସେ ଆଜ୍ଞା କେ ଧନ୍ୟବାଦ

  • @shubhamkalet7765
    @shubhamkalet7765 2 місяці тому +34

    ପଶ୍ଚିମ ଓଡ଼ିଶାର ଭୁକା ଫିଳିମର ଏକ୍ଟର ଚନା ବିକୁଛନ ଓ କବି ପଦ୍ମଶ୍ରୀ ମଧ୍ୟ ଚନା ବିକୁଛନ ବହୁତ୍ ଦୁଃଖର କଥା .....

    • @MaheshBariha
      @MaheshBariha  2 місяці тому

      ସତ କଥା ହୋ ଦେଖଲେ ଗୁଲଗୁଳା ଲାଗ ଶି

    • @KhaliPeeliBheja
      @KhaliPeeliBheja 2 місяці тому

      Local public chutiya aaye.

  • @tikeswarchand1648
    @tikeswarchand1648 2 місяці тому +27

    ଆମର ପଶ୍ଚିମ ଓଡ଼ିଶାର ଇଟା ଗୁଟେ ବଡ ଦୁଃଖର କଥା ଆଏ ,, ସୁପର ଢୁପର ହିଟ ସମ୍ବଲପୁରୀ ଫିଲ୍ମ ମାନକର କଲାକାର ମାନେ ,ଏନ୍ତା ଅଛନ ଯେ ଜାହାର ଲାଗିର ଫିଲ୍ମ ଦୁନିଆରେ ସବୁନୁ ବଡ ବଡ ଆବାଡ ମିଲସାରି ଛେ , କିନ୍ତୁ ଆଜି ଭି ଭହୁତ କଲାକାର‌ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛନ,ଜାହା ଦ୍ଵାରା କିଏ ଚନା.କିଏ ଜଙ୍ଗଲ କେ କାଠ ଆନି ଜାଉଛନ,,ଇ କଲାକାର ମାନଙ୍କୁ. Central Gov . State Gov ସାହାଯ୍ୟ କର ବାର କଥା,,,ଇ ସବୁ କଥା କେ ,,ଇ ଫିଲ୍ମ ବନଉ ଥିବାର Director. producer ଧ୍ୟାନ ଦେବାର କଥା,,,, ଧନ୍ୟବାଦ

    • @MaheshBariha
      @MaheshBariha  2 місяці тому

      ଭଲ କଥାଟେ କହେଲେ ଆଜ୍ଞା

  • @pramodkumarnaik2350
    @pramodkumarnaik2350 2 місяці тому +10

    ବହୁତ ସୁନ୍ଦର ପ୍ରୟାସ, ଆପଣକୁ ବହୁତ ବହୁତ ଧନ୍ୟବାଦ ଆଂଜ୍ଞା ❤❤❤🌹🌹🌹

    • @MaheshBariha
      @MaheshBariha  2 місяці тому +1

      thank you brother ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @bimalnaik3128
    @bimalnaik3128 2 місяці тому +100

    ତାଙ୍କୁ କଳାକାର ଭତ୍ତା ମିଳବାର ବ୍ଯବସ୍ଥା କରାଯାଉ ଆଜ୍ଞା please

    • @purusottamkanta69
      @purusottamkanta69 2 місяці тому +7

      100% pls

    • @MaheshBariha
      @MaheshBariha  2 місяці тому +3

      ଆପଣ ମାନେ ଟିକେ ଆସିକରୀ ହେଲ୍ପ କରୁନ ସାର

    • @MegaRamesh20
      @MegaRamesh20 2 місяці тому +1

      Wrong information.she is not heroine of Bhookha Film.Swati Roy is the heroine of Cuttack is real name.

    • @jitendrapradhan8831
      @jitendrapradhan8831 2 місяці тому

      ​@@MegaRamesh20han kathjodi ne pare shooting hei thila😢

    • @MUKUNDA-y4w
      @MUKUNDA-y4w 2 місяці тому +2

      ​@@MegaRamesh20ଖାଲି ହିରୋଇନ୍ କେ ଧରିଲେ ନାଇଁ ହୁଏ ସାଙ୍ଗେ ନାଚୁ ଥିବାର୍ ସେଟା ହେଲେ ଗୁଟେ କଲାକାର୍ ଟେ ନାହିଁ ସେ କେ

  • @BirenBarik-op6jf
    @BirenBarik-op6jf 2 місяці тому +8

    ବହୁତ ବହୁତ ଧନ୍ଯବାଦ

  • @AP92Sports
    @AP92Sports 2 місяці тому +3

    Bahut bahut dhanyawad bhai mne.... Western odisha bale kete tale achun j amku tk jagrut heba k padba... Good job... Jai koshal 🙏🙏

  • @kamalsahu8707
    @kamalsahu8707 2 місяці тому +3

    ବହୁତ ବଢିଆ.. ♥️♥️♥️♥️

  • @musicofodisha435
    @musicofodisha435 2 місяці тому +4

    ଏଇ କଳାକାର ମା ଙ୍କୁ ମୋର ହୃଦୟ ରୁ କୋଟି କୋଟି ପ୍ରଣାମ ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ଵରୀ ତାଙ୍କ ଜୀବନ ରେ ସୁଖ ଶାନ୍ତି ଭରି ଦିଅନ୍ତୁ ଜୟ ଜଗନ୍ନାଥ ଜୟ ମା ସମଲେଇ

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @AntarjyamiPrasadswain
    @AntarjyamiPrasadswain 2 місяці тому +5

    ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ବିନମ୍ର ନିବେଦନ, ଦୟା ପୂର୍ବକ କୋଶଳୀ କବି ପରମ ପୂଜ୍ୟ ପଶ୍ଚିମ ଓଡିଶା ର ସାହିତ୍ୟ ସ୍ରଷ୍ଟା ସମ୍ମାନୀୟ ହଳଧର ନାଗ ମହୋଦୟ ଙ୍କ ଆର୍ଥିକ ଅଗ୍ରଗତି ପାଇଁ ଗୋଟିଏ ଫୋନ୍ ପେ ନମ୍ବର ଟିଏ କଲେ ସମସ୍ତେ କିଛି କିଛି ଦେଲେ ତାଙ୍କର ଯଥୋଚିତ ସମ୍ମାନ ସୁରକ୍ଷିତ ରହନ୍ତା। ଏପରି ଜଣେ ଯୁଗ ସ୍ରଷ୍ଟା ରାଗ ଚନା ବିକି ପେଟ ର ଭୋକ କୁ ଆହାର ଯୁଟା ଇବା ଏକ ଲଜ୍ଜ୍ୟା କର ଦୃଶ୍ୟ। ଦୟା ପୂର୍ବକ ଏଥି ପ୍ରତି ଟିକିଏ ଚିନ୍ତା କରିବେ।

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା

  • @sanjayadebta8681
    @sanjayadebta8681 2 місяці тому +10

    କଳାକାର କେ ସମ୍ମାନ ଦେଇଛନ୍ ବହୁତ୍ ଭଲ ଲାଗିଲା

  • @firozonstagewithsngeet6520
    @firozonstagewithsngeet6520 2 місяці тому +5

    ଏତେ ବଡ଼ ପ୍ରତିଭା ର ଅଧିକାରିଣୀ ଙ୍କୁ ଲୋକଙ୍କର ସାମ୍ନାରେ ଆପଣ ମାନେ ସମ୍ମାନିତ କରଲେ ଆପଣ ମାନଙ୍କୁ ଧନ୍ୟବାଦ 🙏🏼କିନ୍ତୁ ମୋର ବିନତି ତାଙ୍କର କଲାକର ଭତ୍ତା ର ବ୍ୟବସ୍ତା କରୁନ. ଜୟ ମା ସମଲେଇ

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @nareshbagar9186
    @nareshbagar9186 2 місяці тому +12

    Ethir lagi Manoj Mishra sabu bele kahesan amar enar kalakar manku sasta re nasan sabyasachi mahapatra

  • @SahadevMeher-y1y
    @SahadevMeher-y1y 2 місяці тому +1

    ବହୁତ୍ ସୁନ୍ଦର ଲାଗିଲା ହରିଶଙ୍କର ନ ଦାଦା

  • @RohitaMangaraj-sc6gm
    @RohitaMangaraj-sc6gm 2 місяці тому +2

    Bahut badhia Prayas te

  • @Manishbhai234
    @Manishbhai234 2 місяці тому +14

    ଇ ଭିଡ଼ିଓ ଟା ବିନ୍ଦୁ ଦେଖ ବାର୍ କଥା ବହୁତ୍ କଥା କହେଶି ହେ ବିନ୍ଦୁ।

    • @jagadishluha2621
      @jagadishluha2621 2 місяці тому +4

      ହେ କଟକିଆ ଘରର ଆଏ ଆପଣ ନୈଜାନି ବୈଲେ ବରଗଡ଼ର ବୁଢ଼ା ଲୋକ ଗୁଟେକେ ପଚର

    • @MaheshBariha
      @MaheshBariha  2 місяці тому +2

      ତାଙ୍କର ନ କେ ଟିକେ ପଠେ ଦଉଁନ

    • @Manishbhai234
      @Manishbhai234 2 місяці тому

      @@MaheshBariha ତାର whatsapp ନମ୍ବର ନି ଜାନି😂😂

    • @Manishbhai234
      @Manishbhai234 2 місяці тому +1

      @@jagadishluha2621 ସତ୍ କଥା କହୁଛନ୍ ଆଜ୍ଞା

    • @mahaktv7760
      @mahaktv7760 2 місяці тому +2

      ସତ କଥା

  • @charanthakur4567
    @charanthakur4567 2 місяці тому +7

    ପଶ୍ଚିମ ଓଡ଼ିଶାର କଳାକାର ମନକର ଫିଲ୍ମ ବାହାର ଦେଶେ ସମ୍ମାନ ପାଇଛେ ହେଲେ ଓଡ଼ିଶା ରେ ସେ କଳାକାର ଭୁକେ ମାରୁଛେ ଇଟା କଟକ ଏରିଆ କଳାକାର ହେଇ ଥିଲେ

  • @AswiniThanapati-s8u
    @AswiniThanapati-s8u Місяць тому +2

    Aamar kalakar mane chana bhikuchhan bahut dukhar katha sarkar kichhi paisa bebar katha

    • @MaheshBariha
      @MaheshBariha  Місяць тому

      ନିହାତି ଦେବାର କଥା ଆଜ୍ଞା

  • @bhagyabansahani9809
    @bhagyabansahani9809 2 місяці тому +6

    Very Nice Rajiv Bhoi Sri 🙏🙏🙏

    • @MaheshBariha
      @MaheshBariha  2 місяці тому

      ମୋର ଆଡୁ ବୀ ବହୁତ ବହୁତ୍ ଧନ୍ୟବାଦ ସାର

  • @JayadevBarik-um9te
    @JayadevBarik-um9te 2 місяці тому +3

    Dhanyabad bhukha chalachitra ra sabu kalakar manku samna ke anajau bahut sundar prayas

    • @MaheshBariha
      @MaheshBariha  2 місяці тому

      ଇଟା ତ ତହଁକ୍ ସାହିତ୍ୟ କୁଟୁମ୍ ର ପ୍ରୟାସ ହେ ମୁଇଁ ତ ଆପଣ ମାନକର ଭଳିଆ ଓଡ଼ିଏନ୍ସ ଟେ ଖାଲି
      ତଥାପୀ ମତେ ବି ପ୍ୟାର ଛିଚ୍ରେଇ ଦୌ ଥୀବାର ରୁ ଧନ୍ୟବାଦ

  • @tunupradhan4251
    @tunupradhan4251 2 місяці тому +2

    ବହୁତ ଧନ୍ୟବାଦ

  • @ghanashyampadhan8352
    @ghanashyampadhan8352 2 місяці тому +5

    Thanks to them who gave regards to neglected barsian actress

    • @MaheshBariha
      @MaheshBariha  2 місяці тому

      ପୁରା ଡବଲ ରାଇଟ

  • @earthisroundmydear
    @earthisroundmydear 2 місяці тому +1

    Bahut sarahaniya kama kale apana......that film bhukha is a milestone in odiya film history.

  • @PintuKhamari-e1d
    @PintuKhamari-e1d 2 місяці тому +1

    Asli kala kar ke aji sammanit Karbar ta dekhi Kari bahut khus lagla❤❤

  • @koshlichatnibbc5278
    @koshlichatnibbc5278 2 місяці тому +1

    ବହୁତ୍ ଭଲ ଲାଗିଲା ମା ଜୁହାର 🙏🙏

  • @ajju1531
    @ajju1531 2 місяці тому +1

    Bahut bahut dhanyavaad enta video lagi 🎉🎉🎉❤❤

  • @srijagan9052
    @srijagan9052 Місяць тому +1

    Jai shree jagannath 🙏🙏🙏

  • @ramkrishnapati7755
    @ramkrishnapati7755 Місяць тому +1

    ଆମର୍ ପଶ୍ଚିମ ଓଡ଼ିଶାର ଗୈାରବ ଆନ୍ ମାଁ 🙏🏻

  • @gayatripatel1681
    @gayatripatel1681 2 місяці тому +2

    ଆପଣଙ୍କର ପ୍ରୟାସକେ ବହୁତ୍ ଧନ୍ୟବାଦ ଆଜ୍ଞା , ନମସ୍କାର ।

    • @MaheshBariha
      @MaheshBariha  2 місяці тому

      ଜୁହାର 🙏

    • @pushpanarayan6679
      @pushpanarayan6679 2 місяці тому

      ଆପଣଙ୍କର ପ୍ରୟାସ ସ୍ବାଗତ ଯୋଗ୍ୟ କିନ୍ତୁ
      ସାଧାରଣ ଗାମୁଛା ନ ଦେଇ
      ଶାଢୀ କିମ୍ବା ଶଲ୍ ଦେଇ ସମ୍ମାନିତ କରି ଥିଲେ ଆହୁରି ଭଲ ହୋଇ ଥାନ୍ତା ବୋଲି ମୋର ମତ

  • @MasukAlliKhan
    @MasukAlliKhan 2 місяці тому +1

    ଏ ଦୃଶ୍ୟ ଦେଖିକରି ମତେ ଭାରି ଦୁଃଖ ଲାଗୁଛେ। ସରକାର ଟିକେ କଳାକାର ମାନଙ୍କର ଖୁସିରେ ବଞ୍ଚିବାର ଲାଗି ଶିଘ୍ର କିଛି ବ୍ୟବସ୍ଥା କରନ୍ତୁ । ମୋର ବିନମ୍ର ଅନୁରୋଧ।🎉❤😢

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @Bhaktishravan
    @Bhaktishravan 2 місяці тому +1

    Thank you so much bhala lagila ate puruna smruti ku thare UA-cam ku anithibaru...

  • @rilunandaofficial7295
    @rilunandaofficial7295 2 місяці тому +1

    ସତରେ ଭଗବାନ ଅଛନ୍ 😢😢😢😢😢😢😢😢😢

    • @MaheshBariha
      @MaheshBariha  2 місяці тому

      ହଁ ହଁ ହଁ ୟେସ ଅଛନ

  • @sushantanaik5388
    @sushantanaik5388 2 місяці тому +12

    ଇଟା ଯଦି କଟକିଆ ମାନେ ହେଇ ଥିଲେ ସବୁ new ରେ ଦିଖାତେ

    • @MaheshBariha
      @MaheshBariha  2 місяці тому +1

      1ନମ୍ୱର କଥାଟେ କହେଲ ଇନର ନିଉଜ ବାଲେ ତ ଖାଲି _ _ _ କମାବାର ରେ ରହୁଛନ

    • @jitendrapradhan8831
      @jitendrapradhan8831 2 місяці тому

      ​@@MaheshBarihase pahara ra Dari palhabi kahin gala

    • @narendrasagar6658
      @narendrasagar6658 2 місяці тому

      ସତକଥା କହେଲ ହୋ

  • @purusottamkanta69
    @purusottamkanta69 2 місяці тому +1

    Many many Thanks to this team to highlight this

    • @MaheshBariha
      @MaheshBariha  2 місяці тому

      ହେଟାତ ମୋର କୁଆଲିଟି

  • @dilipdas-t4d1j
    @dilipdas-t4d1j 2 місяці тому +1

    Huge respect and love from Chhattisgarh ❤❤❤

  • @bishnupriyamaharana9283
    @bishnupriyamaharana9283 Місяць тому +1

    Eimanehin odisha ra asmita ,mukya manri emanku sahajya karantu 😊

    • @MaheshBariha
      @MaheshBariha  Місяць тому

      ବହୁତ୍ ଭଲ ହେତା ଆଜ୍ଞ

  • @RAMAKANTAPATEL-rt1sf
    @RAMAKANTAPATEL-rt1sf 2 місяці тому +2

    ❤❤❤❤ Bahut badhiya Kamte hela 🎉

  • @hariharnath8798
    @hariharnath8798 2 місяці тому +1

    ମାନପତ୍ର ଟା binding kari deithiley val heithita

  • @aamargaathalokkatha
    @aamargaathalokkatha 2 місяці тому +1

    ତାଂକୁ ଆମର ସମ୍ବଲପୁରୀ ସିନେମାରେ ସୁଯୋଗ ମିଲବାର କଥା...........

  • @PUSPANJALIHANS-iw6or
    @PUSPANJALIHANS-iw6or 2 місяці тому +1

    Bahut badhiya,🎉

  • @LaxmanPadhan-tc9tc
    @LaxmanPadhan-tc9tc 2 місяці тому +2

    Jai kosli jai hind

    • @MaheshBariha
      @MaheshBariha  2 місяці тому

      ଜୟ ହରିଶଙ୍କର ବାବା

  • @rasmihial6064
    @rasmihial6064 2 місяці тому

    Thank you very much to greet her 🙏🙏

  • @Omoffical-t4e
    @Omoffical-t4e Місяць тому +1

    Very good 👍🏻👍🏻 sir manke

  • @nachiketapurohit9921
    @nachiketapurohit9921 2 місяці тому +1

    Kalakarke Puja Kari bhut bhal Kam Karichan, Apanamanaku bhut Dhanaya bad . Jenthi lagi Odisha Kalakar mane uthinaiparbar Hatake adana mane bharke Anichan
    Nachiketa Purohit

    • @MaheshBariha
      @MaheshBariha  2 місяці тому

      ବହୁତ୍ ବହୁ୍ ଧନ୍ୟବାଦ ଆମର ଆମର ତହଁକ୍ ସାହିତ୍ୟ କୁଟୁମ୍ ତରପ ରୁ

  • @sanjeebpanigrahi747
    @sanjeebpanigrahi747 2 місяці тому +2

    Tanku kalakar bhatta kenti miliba se upare committee chesta karu, sbyasachi misra ta bbsr ru mubai re koti koti tanka kamale hele kalakar maane vuke rahuchhan, chhi chhi henta director ke dhik tar jiban

    • @MaheshBariha
      @MaheshBariha  2 місяці тому

      ସମସ୍ତଙ୍କର ଟିକେ ଧ୍ୟାନ ରଖବାର କଥା

  • @JogindraMahakur-ws8xb
    @JogindraMahakur-ws8xb 2 місяці тому +1

    ବହୁତ ବଢିଆ ଇ ପ୍ରୟାସ, ଇ ମା କେ ଭତା ର ବ୍ୟବସ୍ଥା କରାଯାଉ 🙏🙏🙏

    • @MaheshBariha
      @MaheshBariha  2 місяці тому

      ଶିଓର୍ ଅଜ୍ଞା

  • @susantasethi6888
    @susantasethi6888 2 місяці тому +1

    🙏🙏🙏❤❤❤

  • @matkaking9457
    @matkaking9457 2 місяці тому +2

    Sir.... Prasasan ku e bisayare drushti akarsan karaun.. Jenta ki e maa ta tankar kalakar bhatta pai parbe...

  • @azubizu2534
    @azubizu2534 2 місяці тому +1

    😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭ଆଉର କାଣା କହେମି
    କାଁ ବଳି କହେମି,.......... କାହାକେ କହେମି

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @srikantsahu3223
    @srikantsahu3223 2 місяці тому +2

    It is a regret matter that such type of actress of westren odisha has been struggling for food . Govt. should take steps for pension and house of this actress.

  • @muralikumbhar3168
    @muralikumbhar3168 2 місяці тому +1

    🙏ଭଲ କଥା ଟେ ଇଟା ଏନ୍ତା ଲୁକି ଯାଇଥିବାର କଳାକାର ମାନଂକୁ ଖୁଜି ଖୁଜି ସାହାଯ୍ୟ କରନୁ

  • @tanka15d677balangiriatk
    @tanka15d677balangiriatk 2 місяці тому +2

    ବହୁତ୍ ଭଲ ହେଲା ଦାଦା

  • @rksahu2682
    @rksahu2682 2 місяці тому +1

    Juhar

  • @akruranaik8123
    @akruranaik8123 2 місяці тому +1

    This film is not a hit ,but a great great great.... hit, love from Angul

  • @BirendraDhal-si9gw
    @BirendraDhal-si9gw 2 місяці тому +1

    Film ra na ta vukha bele artist Kenta pet bhara Raheba...Jay Maa samlei..

    • @MaheshBariha
      @MaheshBariha  2 місяці тому

      ଯେ ସମସ୍ତେ ଟିକେ ହେଲ୍ପ କରୁଁ ହୋ କିଛିନା କିଛି

  • @reenamukhi8508
    @reenamukhi8508 2 місяці тому +1

    Jay maa samlai

  • @PayalDurga-r2z
    @PayalDurga-r2z 2 місяці тому +1

    ଜୟେ କୋ ସଲ ଜୟେପଶ୍ଚିମ ଉଡିଶା.
    ଆଜି ଦେଖ ବାକେ ପାଇଁଳୁ ଯେ.ଆମର କୋଶଳରାଏଜନେ.ଏତେ ବଡ଼ ଟେ କଳାକାର.ମାନେ ଥାଇକରୀ.ଆମେ ଜାନୀ ନାଇଁ ପାରୁଥିଲୁଁ.ଯାହଉ ଆମର ସୁସିଆଲ ମେଡ଼ିଆର.ଭାଇମାନେକେ.ଆରୁ କଳାକାରକେ.ସପଟ କରିଥିବା ସାରମାନଂକୁ
    ଇକଳାକାର.ମାନେ ଯେତେଭି ଅଛନ.ସେମାନଙ୍କର ଲାଗି.କିନସି.କଳାକାର ଭତ୍ତା ଟେ ଦିଆ ଯାଉ.ଓଡିଶାର ସରକାରକେ ମୋର ଅନୁରୋଧ.

    • @MaheshBariha
      @MaheshBariha  2 місяці тому

      ବହୁତ୍ ବହୁତ୍ ଧନ୍ୟବାଦ୍ ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @narendrasagar6658
    @narendrasagar6658 2 місяці тому +1

    ❤❤❤❤❤❤

  • @rajendraparua3432
    @rajendraparua3432 Місяць тому +1

    ❤❤❤ken gaon ra

  • @amarendratripathy4723
    @amarendratripathy4723 2 місяці тому +1

    🎉🎉🎉

  • @anantabag6811
    @anantabag6811 2 місяці тому +1

    Bahut bhal lagla...

  • @rabihealth
    @rabihealth 2 місяці тому +1

    Eta bahut dukha katha ae j amar sambalpuri 1 st films "bhukha'' se samiya thi bahut hits he thila but Jen hero heroine kalakar Mane thile aji v tankar jiban bahut kharap aao durdasa re katu6 semane Arthik rupare bahut tale a6 amar neta guta aao bada bada Paisa wala director producer Mane ki6u nae karabar e mankar lagi but emanku samanita karabar sange monthly gute vala salary debar katha Jen ta ke samankar paribar chali paraba aao semane jenta daily wages he kari kaam nae karun .

    • @MaheshBariha
      @MaheshBariha  2 місяці тому +1

      ଠିକ୍ କଥା ଟେ କହେଲ

  • @roll09
    @roll09 2 місяці тому +1

    ନିହାତି ପ୍ରତ୍ୟେକ କଳାକାର ଙ୍କୁ ସମ୍ମାନ ଏବଂ ଭର୍ତା ବ୍ୟବସ୍ଥା କରନ୍ତୁ

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @subashseth2653
    @subashseth2653 2 місяці тому +1

    Har har mahadev

  • @mahendrananda5511
    @mahendrananda5511 2 місяці тому +1

    କଳାକାର ର ଜୀବନ ଜିବୀକା ର ପରିବର୍ତ୍ତନ ହେବା ଦରକାର

    • @MaheshBariha
      @MaheshBariha  2 місяці тому

      ନିହାତି କଳାକାର ପ୍ରତି ଇଟା ଅପମାନ ହେ

  • @Rajesh-t6p6u
    @Rajesh-t6p6u Місяць тому +1

    Anta K😢alakar Manke Khuji Nurikari Tanku Sanmanit Karajau Han Jendina Ramain Cinema Hall Re Bhukha Railij Hela Muni Sw Dina Balangir Dekhi Jaithili Jay Maa Samlei

    • @MaheshBariha
      @MaheshBariha  Місяць тому

      Thanku sir ବହୁତ୍ ବହୁତ୍ ଧନ୍ୟବାଦ୍ ଖୁଶ ଲାଗଲା

  • @snehalatarath6659
    @snehalatarath6659 2 місяці тому +1

    OLLYWOOD SHOULD STAND FOR HER 🙏🏻🙏🏻🙏🏻🙏🏻🙏🏻🙏🏻

  • @arunsahu708
    @arunsahu708 2 місяці тому +2

    Lady actor kn gaon,kn district,au tar name kana takar bhata aubidha karideun

    • @MaheshBariha
      @MaheshBariha  2 місяці тому

      ସିଓର୍ ଇ ଉପରେ ବି ଭିଡିଓ ଟେ ଆନବାର କେ ଚେଷ୍ଟା କରମୀ

  • @gourangasa6027
    @gourangasa6027 2 місяці тому +1

    ମୋହନ ସରକାର ଯଥା ଶୀଘ୍ର ତାଙ୍କୁ କଳାକାର ଭତ୍ତା ଦେବାର ବ୍ୟବସ୍ଥା କରୁନ। ଜୟ କୋଶଳ।

  • @maushumisoy904
    @maushumisoy904 2 місяці тому +2

    କଣ କରିଥାନ୍ତେ, ଏହା ଗୋଟାଏ acting

    • @MaheshBariha
      @MaheshBariha  2 місяці тому

      ହଁ ହଁ ହଁ ଏଟା ଗୋଟାଏ ଏକଟିଙ୍ଗ

  • @prs91creationmusic76
    @prs91creationmusic76 2 місяці тому +1

    Manoj Mishra thik kahuthile....ebe...kahin gale sabysachi sir...

  • @indianvlogs9341
    @indianvlogs9341 2 місяці тому +1

    ଖାଲି ପ୍ରମାଣ ପତ୍ର ଟେ ଦେଲେନାଇଁ ହୁଏ ଯେତେ ଦର୍ଶକ ବସିଛନ ଯଦି 50 ଟଙ୍କା ଲେଖେ ଦେଲେ କମସେକମ ମୁକଫଳି ବିକିବାରଠୁ ମୁକ୍ତିମିଳବା 🙏🏻

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @bipinchandan1628
    @bipinchandan1628 2 місяці тому +1

    Dhanya bad bhai

  • @snehalatasahu5163
    @snehalatasahu5163 2 місяці тому +1

    This is our asmita😢

    • @MaheshBariha
      @MaheshBariha  2 місяці тому

      ବୁଝିନି ହେଲା କାଣା କହିବାର କେ ଚାହୁଛନ

  • @akshaydeep1240
    @akshaydeep1240 Місяць тому +1

    Sarkar ki subidha Milana chahiye

  • @Bhaktishravan
    @Bhaktishravan 2 місяці тому +1

    Bhukha movie ra main actress manke thare Tama chennal ke ana abe au kana karuchhan samaste dekhibaku apekhya karichhanty...

    • @MaheshBariha
      @MaheshBariha  2 місяці тому

      ସିଓର ଚେଷ୍ଟା କରମି ଆଜ୍ଞା

  • @firozonstagewithsngeet6520
    @firozonstagewithsngeet6520 2 місяці тому +1

    ଆଜ୍ଞା ତାଙ୍କର ଠିକଣା ଟା ଇ ଥିରେ ଦେଉନ ଆମେ ଥାରେ ଭେଟ ହେମୁ 🙏🏼

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @lingarajpatel4486
    @lingarajpatel4486 2 місяці тому +1

    ଧନ୍ୟବାଦ୍ ସମସ୍ତଙ୍କୁ ଖାଲି ଗାଂଚ୍ଛାଟେ ଦେଲେ ନାଇହୁଏ କଳାକାର ଭତ୍ତା କରିଦେଉନ୍

    • @MaheshBariha
      @MaheshBariha  2 місяці тому

      ଆପଣ ମାନେ ଟିକେ ଲାଗଲେ ଜେକ ହେବା ଆଜ୍ଞା

  • @nayanshivideo2269
    @nayanshivideo2269 2 місяці тому +1

    O my god 😢

  • @mr_dil_mini_vlog
    @mr_dil_mini_vlog 2 місяці тому +1

    Jay koshal ❤❤❤

  • @sameerfm1893
    @sameerfm1893 2 місяці тому +1

    Tanke Sarkar tarap ru help milbar katha.

    • @MaheshBariha
      @MaheshBariha  2 місяці тому

      ପୁରା ଭାବେ ମିଲବା ଆପଣ ମାନେଟିକେ ହେଲ୍ପ କରୁନ ତାହାକୁ🤗

  • @sureshkumarmeher9833
    @sureshkumarmeher9833 2 місяці тому +1

    Eta kna hauthila bhai

    • @MaheshBariha
      @MaheshBariha  2 місяці тому

      ଭିଡିଓ ପୁରା ଦେଖ ଜାଣି ପାରିବ

  • @janakirao7943
    @janakirao7943 2 місяці тому +1

    A samanara Tara peta Puri jibani Tara pain kichi financa help karagale bhala huanta

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @RajkishorSeth-vu1lv
    @RajkishorSeth-vu1lv 2 місяці тому +1

    Bahut din pare ho guru

  • @arabindakhamari4153
    @arabindakhamari4153 2 місяці тому +2

    ଏନ୍ତ l କଳାକାର ମାନେ ଆମର ପଚିମ୍ ଓଡ଼ିଶା ଆର ବି ଥିବେ ଜୟ କୋଶଳ

  • @radheswammajhi4394
    @radheswammajhi4394 2 місяці тому +1

    ଆର କେନ୍ କେନ୍ ମାନେ ଭୁକା ଫିଲ୍ମ ନେ ଅଭିନୟ କରିଛନ୍ ଜେ ସେମନ୍ ଙ୍କୁ ଦେଆଉନ୍ ଆଜ୍ଞା

    • @MaheshBariha
      @MaheshBariha  2 місяці тому

      ହଁ ସିଓର ଆଜ୍ଞା

  • @Lucifer-lucifer109
    @Lucifer-lucifer109 2 місяці тому +1

    ହଇ ହୋ ଦଦା ସମ୍ବଲପୁରୀ ଫିଲ୍ମ କେ ଜେ ଓଡ଼ିଆ ଫିଲ୍ମ କହୁଛ

    • @MaheshBariha
      @MaheshBariha  2 місяці тому

      ହେଇ ଯେସି ହୋ

    • @Lucifer-lucifer109
      @Lucifer-lucifer109 2 місяці тому

      ​@@MaheshBariha Sambalpuri film ae au Daa Odia film kahale knta haba😮

  • @pradipmishra5627
    @pradipmishra5627 2 місяці тому +2

    ଫୋନ୍ ପେ ନମ୍ବର୍ ଟେ ଜାରୀ କରାଯାଉ ସମସ୍ତେ କିଛି କିଛି ସାହାଯ୍ୟ କର୍ମା,,,, ଜୟ କୋଶଳ,,,❤❤❤❤

    • @MaheshBariha
      @MaheshBariha  2 місяці тому +1

      ସେ ସବୁ ସୁବିଧା ବି କର୍ମା ସାର ଆର୍ଗୁଟେ full video banami ତାଙ୍କର ଘର ଜେଇ କରୀ ଆପଣ କହିଛନ କଥା ବି ପକାମି ତାଙ୍କର ସାମ୍ନା ରେ

    • @kshitikumar9460
      @kshitikumar9460 2 місяці тому

      Theek katha kahu6n

  • @NakulMajhi-v7h
    @NakulMajhi-v7h 2 місяці тому +1

    ନିହାତେ ଭାବେ କଲାକାର ଭତ୍ତା ମିଳିବା କଥା 👌

  • @MUKUNDA-y4w
    @MUKUNDA-y4w 2 місяці тому +1

    ଭୂଖା ସିନେମା ର ସମସ୍ତ କଲାକାର୍ କୁ ଆପଣ ଯାଇ ପରିଚୟ ଦେଲେ ଭଲ୍ ହେଟା ବର୍ତ୍ତମାନ କେହି ନୀ ଯାନବାର୍ ତେଲୁ ଆଜି କାଲି ଯୁବ ପୀଢ଼ି ମାନେ ଏହି ବୁଢୀ ମାଁ କେ ଯଲଦି ସେ ଯଲଦି କଲାକାର ଭତ୍ତା ଦିଆଯାଉ

    • @MaheshBariha
      @MaheshBariha  2 місяці тому

      ପୁରା ଠିକକଥା କହେଳେ ଆଜ୍ଞା ହେଲେ ଆପଣ ମାନେ ସମସ୍ତେ ମିଶିକରି ହେଲ୍ପ ଟିକେ କରୁନ ତାଙ୍କର financial problem ଟିକେ ଭଲ ହେଇଯିବା 9078394207 ତାଙ୍କର ନାତିର ଫୋନପେ ନମ୍ୱର

  • @patrarajesh7643
    @patrarajesh7643 2 місяці тому

    Very good

  • @tapansagria6278
    @tapansagria6278 2 місяці тому +1

    Bahut dukha ra bisaya eta
    Ame proud karuchu enta kalakar manaku nei kari

    • @MaheshBariha
      @MaheshBariha  2 місяці тому

      ତମର କଥା ରେ ମୁଇଁ ଵୀ ଏକ ମତ

  • @ashokbag3012
    @ashokbag3012 2 місяці тому

    Good job ❤❤

  • @T29-30
    @T29-30 2 місяці тому +1

    Kalakar manku bahut abahela kara jauchhe.Sabu kalakar aau kala ra bikash lagi sarkar taraf nu byabatha aau system hebar katha.Kintu aau gute katha sarkar dhukle baat maranaa bi heba

  • @rohitstudioodisha6988
    @rohitstudioodisha6988 2 місяці тому +1

    Ken gaon ra je

  • @bhodevrana7265
    @bhodevrana7265 2 місяці тому

    Nice

  • @VideoLifeTikiZone2737
    @VideoLifeTikiZone2737 2 місяці тому +1

    Actual Artist mananka kadar nahi loka nku... Se paschimanchal hau ki purvanchal. Aaji Kali loka khali web series, item song, aadu sadu dekha re rahile. Literature, actual poem poetry upare dhyan nahi