Ama tv re ki6i alag channel recharge hueni only cricket au dd odia free boli... Ame aji b rati 10 re dokan ru ghrku gale ddodia lagei 12 jaen dekhu ooo ki shanti
ହାଉଁଆ is an emotion... he is one of the purest hearts and lovable characters I've ever seen in any fictional story ❤ ମୁଁ ଏଇ ଟେଲିଫିଲ୍ମ ଛୋଟବେଳେ କେତେଥର ଦେଖିଛି DD Odia channel ରେ... ଏବେ ବହୁତ କାନ୍ଦ ଲାଗେ ଏହାକୁ ଦେଖିଲେ 😢 I thought we lost a legend when I first remembered about this recently... thanks to DD Odia, they have uploaded it on youtube so we don't have to lose those golden memories anymore.
Odisha is full of talent..sadly we are not bothered to be like these old time actors.. such effortless story telling and magnificent piece of acting..gives goosebumps
ସତରେ କେତେ ସୁନ୍ଦର ଥିଲା ସେଦିନର ମୋ ଉଡିଶା ହେଲେ ଆଜିର ନିର୍ଦ୍ଦେଶକ ମାନଙ୍କୁ ପ୍ରେମ କାହାଣୀ ଆଉ ଘର ଭଙ୍ଗା ସିରିଏଲ ଛଡା କିଛି କାହାଣୀ ହିଁ ମିଳୁନାହଁ
Satare
Nirata Satya 👍👍
ଯେମିତି ଲୋକ ସେମିତି ନିର୍ଦେଶକ
Thiki bhai kahisa@@saiprafulla3663
ଡି ଡି ଓଡ଼ିଆ ଚାନେଲ କୁ ଧନ୍ୟବାଦ୍।କାହିଁକି ନା ଏମିତି ସବୁ ପୁରୁଣା ଶିରିଆଲ୍ ଅପଲୋଡ଼ କରି ଆମର ପୁରୁଣା ସ୍ମୃତି କୁ ମନେ ପକେଇ ଦେଇଛନ୍ତି। ସେଥିପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍।
Ama tv re ki6i alag channel recharge hueni only cricket au dd odia free boli... Ame aji b rati 10 re dokan ru ghrku gale ddodia lagei 12 jaen dekhu ooo ki shanti
Nice
MO tarafar ru b
Hrudaya sparsi
L
ଏହା ଏକ ହୃଦୟସ୍ପର୍ଶୀ କାହାଣୀ । ହାଉଁଆ ଚାରିତ୍ରଟି ଆମକୁ ମାନବତାର ପାଠ ପଢ଼ାଇ ଚାଲିଗଲା।ଏମିତି ସବୁ ହାଉଁଆଙ୍କୁ ହୃଦୟରୁ ଟିକିଏ ଭଲ ପାଆନ୍ତୁ। ଜୟ ମଣିଷ , ଜୟ ଜୀବନ
ଏଭଳି ସୁଯୋଗ ଏ ଜନ୍ମ ରେ ଆଉ ଆସିବନି ହୃଦୟ କୁ ଛୁଇଁଲା ପରି ବିଷୟ 😭😭😭
ଅତି ସାଙ୍ଘାତିକ ଅଭିନୟ, ୟାଙ୍କ ଠୁ ଶିଖ ଅଭିନୟ, ରଜ ସୁନ୍ଦରୀ ଆଉ ରଜ ସୁନ୍ଦରୀ ର ଜଜ ମାଗିହେ ମାନେ
Sat Katha
Hqrd heigala bhaina😁
ହେତାକୁ ଟିକେ ହାର୍ଡ ଦରକାର
Right
😂😂 ଠିକ
ହାଉଁଆ ଭଳିଆ ବହୁତ ଲୋକ ଆମ ସାମାଜ ରେ ଅଛନ୍ତି... ସମସ୍ତଙ୍କ ଭିତରେ ଭାଗବାନ ଅଛନ୍ତି.. ଆଉ ଆମେ ସମସ୍ତେ ସମସ୍ତଙ୍କୁ ସମାନ ଭଳିଆ ଦେଖିବା ଦରକାର... ସେମାନେ ବି ଭଲପାଇବା ଖୋଜନ୍ତି
You are right bro 🙏
ସତ କହିଲ ଭାଇ 🙏🙏🙏
ଆଜିକାଲି ଆଉ ଏପରି କାହାଣୀ କାଇଁ ?? 🥺🥺 ବହୁତ୍ ଖୁସି ଲାଗିଲା ଦେଖିକି।। ପିଲାଦିନ କଥା ମନେ ପଡିଗଲା 🥺🥺🥺 ବହୁତ୍ ବହୁତ୍ ଧନ୍ୟବାଦ୍ upload କରି ଥିବାରୁ 🙏🙏👍👍please upload all the episodes 🙏👍
Very good video satyam sivam sundaram
Good replay
2024 ରେ କୋଉ କୋଉ ମାନେ ଦେଖୁଛନ୍ତି... ଭାଇ ଓ ଭଉଣୀ ମାନେ
Mu dekhuchhi, Age mora 20
To bopa
Mu
Bhai mu
20,09,2024 Watching
ଖୁବ୍ ସୁନ୍ଦର... ହ୍ରୁଦୟ ଛୁଆଁ ଲେଖା ଜେଉଁ ଭଳି.. ଅଭିନୟ ମଧ୍ୟ ଖୁବ୍ ସରଳ...ଖୁବ୍ ନିଛକ୍ ଚରିତ୍ର ସବୁ।ମନେ ପଡିଗଲା ସେହି ପିଲାଦିନ ସବୁ ..କେତେ ସୁନ୍ଦର ଆମ ଓଡ଼ିଆ ଭାଷା ଆମ ପରମ୍ପରା ଆମ ଇତିହାସ ଆମ ଓଡ଼ିଆ ଚଳଚ୍ଚିତ୍ର..ସେହି ଦିଗବିଜୟୀ କଳାକାର ମାନେ ଆଉ ନାହାନ୍ତି ସତ କିନ୍ତୁ ଯେଉ ସବୁ କୀର୍ତ୍ତି ମାନ ଚ୍ଛାଡି ଯାଇଛନ୍ତି ଆଜି ଭି ଅପୂର୍ବ ଅମର ଅଜୟ...... ❤️❤️🙏🙏😭😭
ଏହା ସତ୍ୟ ଘଟଣା
ସରଳତା ପରିପୂର୍ଣ୍ଣ ଭରା ଚରିତ୍ର@@MrGagan-bx1wv
ଅତି ସୁନ୍ଦର କାହାଣୀ ଯେଉଁ ମାନେ 2024 ରେ ଦେଖୁଛ like କର.... 👌👌
ଓସ୍କାର ପୁରସ୍କାର ହାଉଆଁ ତଳେ🙏
ଅତ୍ୟନ୍ତ ହୃଦୟସ୍ପର୍ଶୀ
ସୁନ୍ଦର କାହାଣୀ ସହ ସୁନ୍ଦର ଚରିତ୍ର ,dd ଓଡ଼ିଆ କୁ ଧନ୍ୟଵାଦ, ଏପରି ଅଭିନୟ କରୁଥିବା ବ୍ୟକ୍ତିତ୍ୱ ଏବେ ବିରଳ।
Oscar award is nothing .This Noble Story deserves more than OSCAR.
Right
👍
Oscar bi kam padijiba bhai
Very good story 🥰🥰🥰❤❤❤
100%✓
ଆପଣକଂ ଏଇ କାହାଣୀଟି ହୃଦୟ କୁ ଛୁଇଁ ଗଲା
ମଣିଷ ଜୀବନ ଏମିତି ହେଇଥାଏ ସବୁବେଳେ ଅନ୍ୟ ମାନକୁ ଭଲ ପାନ୍ତୁ ଦୁନିଆ ସୁନ୍ଦର ଲାଗିବ 🙏🙏🙏🙏🙏
ପୁରୁଣା ସ୍ମୃତି ତାଜା ହେଇଗଲା 😊
ପିଲା ବେଳେ ଦେଖିଥିଲି ❤❤❤❤
ହାଉଁଆ is an emotion... he is one of the purest hearts and lovable characters I've ever seen in any fictional story ❤
ମୁଁ ଏଇ ଟେଲିଫିଲ୍ମ ଛୋଟବେଳେ କେତେଥର ଦେଖିଛି DD Odia channel ରେ... ଏବେ ବହୁତ କାନ୍ଦ ଲାଗେ ଏହାକୁ ଦେଖିଲେ 😢
I thought we lost a legend when I first remembered about this recently... thanks to DD Odia, they have uploaded it on youtube so we don't have to lose those golden memories anymore.
ବହୁତ ସୁନ୍ଦର ଓ ମନଛୁଆଁ କାହାଣୀ..
ବାଙ୍କୁ ବାବୁ ଚରିତ୍ର କୁ ଖୁବ୍ ସୁନ୍ଦର ଭାବରେ ତୋଳିଥିଲେ।🙏
Aama village re shoot heithila ehi movie 2005 re
@@s.namita7082 which vlg
ଆଖିରୁ ଦୁଇ ଧାର ଲୁହ ଗଡ଼ିଆସିଲା।।।ଛୋଟ ବେଳର ଏହି ସ୍ମୃତି ସବୁ ମନରେ ଉଜ୍ଜୀବିତ ହୋଇ ଉଠିଲା।।ଇଛା ହୁଏ ଏହି ଛୋଟବେଳ କୁ ଫେରିଯିବା ପାଇଁ।।।ହେଲେ ସମୟର ନିଷ୍ଠୁରତା ବିଡମ୍ବନା ରେ ଅଟକି ଯାଏ ଆଜିର ଜୀବନ।।।
DD ODIA ଚ୍ୟାନେଲ ର କଣା ମାମୁ,କଥା ସରିତା,ଡାକ ମୁନସୀ ଜୀବନର ଏକ ଅଚିରା ପୃଷ୍ଠା ହୋଇ ରହିଯାଇଛି।।😭😭😭😭😭😭😭
Mora bi..... Same wish
Sata Katha 😭😭😭😔😔😔😔
ଆଜି ପିଲା ଦିନ ର ପୁରୁଣା ସ୍ମୃତି ମନେ ପଡ଼ି ଯାଉଛି
କେତେ ସୁନ୍ଦର ଥିଲା ପୁରୁଣା କାହାଣୀ ଓ ଗଳ୍ପ ବର୍ତମାନ ସମୟରେ ଏମିତି କାହାଣୀ ଆଉ ରଚନା କରାଯାଉନାହି ।
କେବଳ ଘର ଭଙ୍ଗା କାହାଣୀ ତିଆରି କରାଯାଉଛି 👌🙏
Sat Katha. ଆଘର ବାଗିର୍ ଆଉ କେନ୍ସି ସିରିଏଲ୍ ନାଇ ଆସ୍ ବାର୍ । ଖାଲି ଚୁଗ୍ଲୀ ପ୍ରୋଗ୍ରାମ ବ୍ରୋଡକ୍ୟାଷ୍ଟ କରୁଛନ
@@sanjaykumarrout400 ଓଡିଆ ଫିଲ୍ମ ଏବେ ମାସକୁ 10 ଟି ଚଳଚିତ୍ର ହେଉଛି କିନ୍ତୁ ଲୋକ ପ୍ରିୟ ହୋଇପାରୁନି।ଏଥିରୁ ଜଣା ପଡ଼ିଛୁ କେତେ ତଳକୁ ଖସିଛି ଓଡିଆ ଚଳଚିତ୍ର ଦୁନିଆ
ଅତି ସୁନ୍ଦର ଟେଲି ଭିଜନ୍ ଫିଲ୍ମ୍ old is gold ❤ ବାଙ୍କୁ ବାବୁ ତମେ ବହୁତ୍ ଭଲ କଳାକାର ମୋର ତାଙ୍କୁ ପ୍ରଣାମ ❤
ଡଃ. ପ୍ରତିଭା ରାୟଙ୍କର ଏଇ ଗଳ୍ପ ଅତ୍ଯନ୍ତ ହୃଦୟ😢😢 ବିଦାରକ
Great Actor in odiya film industry..
Aword winning acting
😭😭😭 satare aama sanskruti ebebi banchichi pliz mora sabu odia bhai o bhouni mane like diya
Really heart touching...banku sirnk acting really. Heart touching...
ଡି ଡି ଓଡ଼ିଆ କୁ ଅଶେଷ ଧନ୍ୟବାଦ.
ସବୁ channel ବଦଳିଗଲାଣି ମାତ୍ର..
ଏହି channel ସେମିତି ହିଁ ଚାଲିଛି ବିନା ବାଧାବିଘ୍ନରେ...
ଏତେ ସୁନ୍ଦର ଅଭିନୟ ଯେତେ ପ୍ରଂଶସା କଲେ କମ ହବ। ଅଭିନୟ ୟାଙ୍କ ଠୁ ଶିଖିବାକୁ ହବ। ଆଜି କାଲି ଯୋଉ ଲଙ୍ଗଳା ନାଚ ଛି ଛି। କେତେ ଭଲ ଥିଲା ଆମ ପିଲାଦିନ।
Couldn't control my tears 🥺 Such a nice story and acting really heart touching ❤️
🥺🥺
yes biswal mam I am also crying with this mesmerising film
ଦେଖିକି ବୋହୁତ ଖୁସି ଲାଗିଲା ,
I cried in my childhood when i watched it...n today also...no one can act like this ...... background music is real n today's music just headchfull
Same bro.....this story really touch my heart, tear roll down on my check..😢
😭😭😭😭😭 କୁଆଡେ ଗଲା ରେ ମୋ ସେ ପିଲା ଦିନ।।। ଇଛା ହଉଛି ପୁଣି ଥରେ ଫେରି ଜିଵା ପାଇଁ ସେ ପିଲା ଦିନ କୁ
Hm re Bhai koade gala se pila Dina😭😭😭😭😭😭😭😭
Baanku bhai nka acting. Really amazing superb outstanding beautiful. Jaahaa kahile b kam haba. Yaaku kahantni abhinaya. natural odia actor. 🙏🙏🙏. God bless you.
Sataree 😭😭😭❤️❤️❤️🙏🏻🙏🏻 thanks DD Odia 🙏🏻🙏🏻
ବହୁତ୍ ଭଲ ଲାଗିଲା ❤️❤️❤️
Very good Story.
Best Actor Suresh Bal ( Banku)
ଭାଇ ବାସିଫୁଲ କାହାଣୀ ଛାଡ଼
Vai basifulara basana e parjyanta b mahakuchi😢
Outstanding Odia tele film🙏🏼
ବହୁତ ସୁନ୍ଦର 👌👏 ପୁରୁଣା ସ୍ମୃତି ପୁଣିଥରେ ତାଜା ହୋଇଗଲା ।
ହାଉଆଁ ଭଳି ଅନେକ ଚରିତ୍ର, ଏବେବି ଲୋକାଭିମୁଖୀ ହୋଇପାରୁନାହିଁ। ଧନ୍ୟବାଦ ପ୍ରତିଭା ରାୟ ଓ ତାଙ୍କର ଲେଖା ।
@DDodia ଙ୍କୁ ଅନୁରୋଧ, ଯଦି "ଜୀବନ ରଂଗ" କାର୍ଯ୍ୟକ୍ରମ ଟି ପ୍ରସାରଣ କରନ୍ତି ତେବେ ଖୁସି ହୁଅନ୍ତି 🙏🏻😊
Hart tuching mo akhira luha asigala
ସତରେ ଅତୀତ ସବୁବେଳେ ସ୍ମୃତି ମଧୁର, ଅତୀତ ର ସେଇ 5ପଇସାରେ ଲେମ୍ବୁ ଚକଲେଟ 10 ପଇସାରେ ବୁଟ ବାରମଜା ଆଉଥରେ ଫେରି ଆସନ୍ତାନି, ଅତୀତର ସେଇ ଗାଉଁଲି ଭାଷା ଗାଉଁଲି ଦୃଶ୍ୟପଟରେ କାହାଣୀ ଟୀ ଅତି ଚମତ୍କାର ହୋଇଛି 👌
@@gyanaranjansahoo8539 SATA katha Bhai
Bahut vala kage mate dd ra aii story programs
Lage ta kage hei jaichi.
ସତରେ ଷ୍ଟୋରୀ ଟି ବୋହୁତ ଭଲ ଆଉ ସମାଜ୍ କୁ ସିଖେଇଲା ପରି ବାର୍ତା ଅଛି ଅଭିନୟ ବି ଉଚ୍ଚ କୋଟୀର 👌👌 heart touching story 😢
Excellent short Play howa, thank you very much dd Odia for creating such beautiful drama🙏
ବହୁତ୍ ସୁନ୍ଦର୍ ହୃଦୟ କୁ ଛୁଇଁଲା ଭଳି କାହାଣୀ ,ପୁରୁଣା ,ସ୍ମୃତି ମନେ ପଡେ । ଜୟ ଜଗନ୍ନାଥ 🙏
Better than any odia movies nowadays...❤️❤️❤️
ବାହା କେତେ ସୁନ୍ଦର ଅଭିନୟ, ବିଲକୁଲ ଜୀବନ୍ତ❤️
#DDODIA ଦୟାକରି "ଭଗ୍ନାଂଶ" "ପୁରାପୁରି ପାରିବାରିକ" ସବୁ episodes upload କରନ୍ତୁ 🙏🙏
Please please please upload all dd national Odia story.... We want to recall our past... It's amazing...
Thanks for uploading this , remembering childhood
ଅତି ସୁନ୍ଦର ଭାବରେ ଯିବନ୍ତ ଅଭିନୟ କରିଛନ୍ତି ଜଗନ୍ନାଥ ମହାପ୍ରଭୁ ଆପଣ ମାନଙ୍କୁ ଭଲରେ ରଖନ୍ତୁ ଏତିକି ପ୍ରାର୍ଥନା
Satare Bohut Sundar Story🥺😭Chhua bela katha mane padi galaa 😭
ଧନ୍ୟବାଦ ଡ଼ି ଡି ଓଡ଼ିଆ ଆମ ପିଲାଦିନ କଥା ମନେପକାଇ ଥିବାରୁ ଆଜିକାଲି ଏମିତି କାହାଣୀ କାହିଁ
Wow very nice story
Hats off for this kind of script and acting sir... legends of odisha 🙏🙏🙏
Thank u so much ...sir for uploading our fav stories....love from USA
ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇ ରଖିଥିବାରୁ ବହୁତ ବହୁତ ଧନ୍ୟବାଦ୍।।
ଆମ ଏରିଆ ରେ ବାଙ୍କା ବୋଲି ଜଣେ ହାଉଁଆ ପରି ଲୋକ ଥିଲା, ଛୋଟ ବେଳେ ତାକୁ ଦେଖି ଆମେ ଡର ରେ ଲୁଚୁଥିଲୁ ହେଲେ ଆଜି ସେ ଆଉ ନାହିଁ। ଅନେକ ଦିନ ହେଲାଣି ମୁଁ ଆଉ ସେ ବଙ୍କା କୁ ଦେଖିନି, କେଜାଣି ସେ ଏବେ ବଞ୍ଚିଥିବ କି ନାହିଁ। ହେ ଭଗବନ ଆଉ ସେ ହାଉଁ କୁ ଦେଖି ପୁରୁଣା ସ୍ମୃତି ମନେ ପଡିଗଲା।।।🙏🙏🙏🙏🙏🙏🙏🙏
Tanka daka naa hela banku
Jibanta avinaya bahut imotional 😭❤️❤️❤️❤️ thank u for this vdo
ପିଲା ଦିନର କଥା ମନେ ପଡ଼ିଗଲା 🙏🙏ବହୁତ୍ ଭଲ ଲାଗିଲା 👍 ଧନ୍ୟବାଦ
What an Acting 🙏 Incredeble 🙏👍👍 really hat's of to the Artist 🙏
Script writer and director both are excellent
Now I m 26 years and doing PHD in Utkal University . Now 2022 I m watching this story 💞💞💞 it's outstanding story 💞💞
I am also
Apana kn childhood ru a serial dekhuthile ?
@@priyankapihu9461Yes Pihu ma'am
@@Phd--Adi au kichhi story suggest karibe pls I want to see
@@priyankapihu9461 Ssoftoons kahaniya .... This channel is based on moral story
Odisha is full of talent..sadly we are not bothered to be like these old time actors.. such effortless story telling and magnificent piece of acting..gives goosebumps
When I watch this film. Tears from my eyes. It's really reminds my childhood days. At that time I got really happiness.
Bahut dina ra telefilm ...heart touching ❤️❤️
Mu bohut dinaru ei episode dekhibaku chahu thili thank you very much 👍👍👍
Mun bi...
Mu bi
Oh really kahani akhiru luha asigala aku kuhanti best kahani mo pila bela katha mane padigala
ବହୁତ ସୁନ୍ଦର.. ପିଲାବେଳ ମନେପଡ଼ିଗଲା ❤
Wow dil khus
Speechless my all times favourite 🙏🙏🙏😭😭😭
Thik kana mamu pari kahani, bahut sundar
ବହୁତ୍ ଭଲ ଲାଗିଲା ❤❤❤❤nice super story
This is a not story this is felling
Thank you very much ଡି ଡି ଓଡ଼ିଆ ❤❤❤❤
Really story thanks🙏🙇 DD odia
ଅତି ସୁନ୍ଦର ଅଭିନୟ
ପୁରୁଣା ପୃଷ୍ଠା ରେ ଲୁଚି ଯାଇ ଥିବା ସ୍ମୃତି କୁ ତାଜା କରି ଦେଲା
ଧନ୍ୟବାଦ୍ ଦୂର ଦର୍ଶନ
Thank u DD odia for uploading this 🙏
Most welcome 😊
Many many thnx dd odia
Kahuthile saribani upload heu plz
Great ଓଡ଼ିଆ 😘
Heart touching ❤️😘😘 serial😭😭😭😭
ପଦ୍ମଶ୍ରୀ ଡଃ ପ୍ରତିଭା ରାୟଙ୍କୁ ମୋର ଭକ୍ତିପୂତ ପ୍ରଣାମ।
Many more thanks to DD odia.
This story remind me a lot of things of my childhood.
ଡିଡି ଓଡିଆ ହେଉଛି ଓଡିଆ ଚ୍ୟାନେଲ ମାନଙ୍କ ମଧ୍ୟରେ ସମ୍ରାଟ।
🙏🙏🙏🙏
Wow amazing story 😭
Excellent story and fabulous acting. I am very proud of our odia culture.
Thanks sir mu eita ବହୁତ ବର୍ଷ ହେଲା ଖୋଜୁଥିଲି
Satare a story' dekhila pare mor pila bela Katha mane paduchhu 😭😭😭🙏🙏 thank you so much DD news
Super..mote bohut vala lage Ae vali puruna serial ❤️
So called ଆଜିକା ହିରୋ ହିରୋଇନ୍ ବୋଲାଉଥିବା ଲୋକେ କିଛି ଶିଖ ୟାଙ୍କ ଠାରୁ।
Kahani sarigola kintu mana bujhilani😭..
Dhanyabaad yebhali video upload karithibaru
🙏 ଅତି ସୁନ୍ଦର୍ କାହାଣୀ , ପିଲାଦିନର ସ୍ମୃତିକୁ ମନେପକାଇଲେ ।। ହାଉଁଆ ଚରିତ୍ର ର ଅନେକ ଲୋକ ଆଜିର ସମୟରେ ଅଛନ୍ତି ।। ସେମାନଙ୍କୁ ବୁଝିବା ପାଇଁ ଖୁବ୍ କାମ ଲୋକ ଅଛନ୍ତି ।। ଧନ୍ୟବାଦ୍ DD ଓଡ଼ିଆ ।।🙏👍🙏
ପିଲା ଦିନେ କେତେ ଦେଖିଛି ଏସବୁ ଧନ୍ୟବାଦ ଡିଡି ଓଡ଼ିଆ କୂ
ଭାଇ କେତେ ଉତ୍କୃଷ୍ଟ ଧରଣର ଚିତ୍ରଲେଖା ଓ ଅଭିନୟ❤❤❤...ବାଙ୍କୁ ଭାଇ... ଉଚ୍ଚ କୋଟୀର ଅଭିନେତା... କାହାଣୀ ପ୍ରଯୋଜନା ର ସମସ୍ତ ସଦସ୍ଯ ଙ୍କୁ ଭୁମିଷ୍ଠ ପ୍ରଣାମ !🙏
Heart touching 😭
କାହାଣୀ ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ଆମ ବାସ୍ତବ ଜୀବନରେ ଏମିତି ଅନେକ "ହାଉଆଁ " ଏବେବି ରହିଛନ୍ତି। ସେମାନଙ୍କୁ ଆମେ, ଆମ ମାନଙ୍କ ଠାରୁ ଅଲଗା ନୁହେଁ ବରଂ ଆମ ମାନଙ୍କ ଭଳି ହିଁ ଜଣେ, ମନେକରି ସ୍ନେହ ଓ ଶ୍ରଦ୍ଧା ର ସହିତ ଆମ ସମାଜ ରେ ସ୍ଥାନ ଦେବା ଉଚିତ। 😇
ପିଲା ଦିନର ସ୍ମୃତି 🤩🙏
❤ ସୁରେଶ ବଳ ସାର ❤
Remembering those old memories.......
Dd ଓଡ଼ିଆ ର ଏମିତି ସବୁ ପୁରୁଣା ଭିଡ଼ିଓ ଦେଖିବାକୁ ବହୁତ ଭଲ ଲାଗେ...
ଆଜିକାଲି ତ କପି ସିରିଏଲ. ହେଲେ ଏଭଳି ସେରିଆଲ କୋଉଠି ନାହିଁ 🙏
ଆମେ ଓଡିଆ ଆମ ଭାଷା ବଢିଆ। ଆମ ସଂସ୍କୃତି ସବୁ ରାଜ୍ୟ ର ସଂସ୍କୃତି ଠାରୁ ଭିନ୍ନ ଅଟେ। ଆମ ଓଡ଼ିଶାର ପରିବେଶ ବନ୍ୟ ପ୍ରାଣୀ ଓ ଉଦ୍ଭିଦ ଯେତେ ରହିଛି ଯାହା ଆମକୁ ବହୁତ ଖୁସି ପ୍ରଦାନ କରିଥାଏ । ଗୋଟିଏ ରାଜ୍ୟ ଯେତେ ଉନ୍ନତି ହେଉ ନା କାହଁକି ଶିଳ୍ପରେ ଯଦି ସେଠାରେ ଗଛ ନ ଥାଏ ତେବେ ତା ପାଖରେ ଟଙ୍କା ଥାଇ ମଧ୍ୟ ସେ ଗରିବ ହୋଇଯାଇ ଥାଏ। ନିଶ୍ୱାସ ନେବା ପାଇଁ ସେ ବାୟୁ ଏବଂ ପିଇବା ପାଇଁ ପାଣି କିଣି ଥାଏ। ଯେଉଁଥି ପାଇଁ ସବୁ ଖୁସି ହଜି ଯାଇଥାଏ।
It's too damn emotional. 😭😔
କିଏ କହିବ କି ମତେ ଯୋଉ ଗୋଟେ ଧାରାବାହିକ , ତାଙ୍କ ପୁଅ କୁ ଜର ହେଇଥିବ ସେ ଖାଲି ଥମୋମିଟର ପାଇଁ ବାରମ୍ବାର ଯାଉଥିବେ 🙄🙄 ଧାରାବାହିକ ନାମ କିଏ ଜାଣିଛ କି, ମୋର ମନେ ପଡୁନି😭
Name Manaea nahii but writer Ramachandra bahera
Mane Padilla gopa pura
Gopapur serial bhai
Sweta acharya acting karichhanti..
Nirakar & sumitra ra kahani
pasanara prana
Pasanara prana