ବବି ଦାସଙ୍କ ଏଭଳି କେଳେଙ୍କାରୀକୁ ଉତ୍ତର ରଖନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ || PranabPrakashDas

Поділитися
Вставка
  • Опубліковано 24 чер 2024
  • ବବି ଦାସଙ୍କ ଏଭଳି କେଳେଙ୍କାରୀକୁ ଉତ୍ତର ରଖନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
    #ArgusNews #Bhubaneswar #undergroundhouse #PranabPrakashDas #Alisanresidence #BobbyDas #exclusive #Odisha #argusexclusive #govtquarter
    News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ବବି ଦାସଙ୍କ ଏଭଳି କେଳେଙ୍କାରୀକୁ ଉତ୍ତର ରଖନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ || PranabPrakashDas
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 378

  • @chandrasekharachary8838
    @chandrasekharachary8838 3 дні тому +88

    ରାସ ଲୀଳା ଚାଲି ଥିଲା

  • @sewanayak945
    @sewanayak945 3 дні тому +80

    ଦୁର୍ଗାସିସ ସିଂଘମ ଟୋକାଟାରେ ଟୋକାର ଦମ ଅଛି ଭାଇ ଦୁର୍ନୀତିକୁ ବିରଧ କରୁଥିବାରୁ ଆମ ତରଫରୁ ଆପଣଙ୍କୁ କୋଟି ପ୍ରଣାମ 🙏

    • @abhayagaanakhantiangulia1792
      @abhayagaanakhantiangulia1792 3 дні тому +3

      ଭାଇ ଦମ ଅଛି କିନ୍ତୁ NEET Exam ଆଉ NET exam scam upare ଗର୍ଜି ଥିଲେ ଲାଭ ହେଇଥାନ୍ତା

    • @biswajitbiswal8664
      @biswajitbiswal8664 3 дні тому

      @@abhayagaanakhantiangulia1792 I request Odisha Police to maintain impartiality. Ignore godi media(argus)

    • @biswajitbiswal8664
      @biswajitbiswal8664 3 дні тому

      Eta gote pada chata, dalal, godi media.

    • @sanjeebkumardalei8957
      @sanjeebkumardalei8957 3 дні тому

      ​@@abhayagaanakhantiangulia1792ଆସିବ ଆସିବ ସେ ଖବର ଅପେକ୍ଷା କରନ୍ତୁ.. କେହି ବା ଗୁଆ ଦିଆ ବନ୍ଧୁ ନୁହନ୍ତି...

    • @prakash35b
      @prakash35b 3 дні тому +1

      ଓଡିଶା ର ବଡ ଦଲାଲ ଦୁର୍ଗାସିସ , ବହୁତ କମ ସମୟ ରହିଲା ଏମାନ କଂ ହାତ ରେ ।

  • @user-tw9le4mi8w
    @user-tw9le4mi8w 3 дні тому +78

    ସବୁର ମୂଖ୍ୟ ଖଳନାୟକ ନବୀନ

  • @babulakanhar062
    @babulakanhar062 3 дні тому +21

    ଧନ୍ୟ ବାଦ ଅର୍ଗସ ନିଉଜ ପୂଲ୍ ଖୋଲିଥିବାରୁ

  • @jyotiranjan6269
    @jyotiranjan6269 3 дні тому +28

    ଶ୍ରଦ୍ଧା, ଅର୍ଚାନା ନାଗ ର ବେଶ୍ୟକୋଠି

  • @pratapjena1193
    @pratapjena1193 3 дні тому +42

    ମାଘିଆ ଓଡ଼ିଶାକୁ ଖାଇ ଜାଇଛି

  • @royalshinepaintingwork3952
    @royalshinepaintingwork3952 3 дні тому +56

    ବବି ଦାସ ପଲଙ୍କ ସେବା ଦେଉଥିଲେ ଅଣ୍ଡର ଗ୍ରାଉଣ୍ଡ ରେ

  • @suryasahoo7029
    @suryasahoo7029 3 дні тому +27

    ଟ୍ୟାକ୍ସ ଉପରେ ଟ୍ୟାକ୍ସ ନେଇ ଯେମିତି ରାଜକୋଷକୁ ଲୁଟି ଖାଇଛନ୍ତି ହେ ପ୍ରଭୁ ଶୀଘ୍ର ଦଣ୍ଡ ଦିଅ ହେ ପ୍ରଭୁ କଳାଠାକୁର

  • @ganeshpathy431
    @ganeshpathy431 3 дні тому +50

    ବିଜେପି ସରକାର ଶୀଘ୍ର ବିରୋଧି ଦଳ ନେତା ନବୀନଙ୍କୁ ଚିଠି ଲେଖନ୍ତୁ

  • @rdcreation8948
    @rdcreation8948 3 дні тому +50

    ନବୀନ ହେଉଛି ମେନ୍ ଲୋକ

    • @RameshDas-bs3ly
      @RameshDas-bs3ly 3 дні тому +1

      Nabin chabi

    • @hemantaswain1421
      @hemantaswain1421 3 дні тому

      100% truth, no.1 Main vilian is Nabin pattanaik. 2. Pandian, 3. Bobby

    • @bidyadharraut55
      @bidyadharraut55 3 дні тому

      100 % R8

    • @skmstorywriter6400
      @skmstorywriter6400 3 дні тому

      ​@@hemantaswain1421ଚେୟାର ଜଗା ମୁଖ୍ୟମନ୍ତ୍ରୀ ପାଇଁ ଏ ସବୁ ବନ୍ଧୁ

  • @ganeshpathy431
    @ganeshpathy431 3 дні тому +41

    ବିଜେପି ସରକାର ଯଦି କିଛି ନ କରିବ, ସବୁ ଦିନ ପାଇଁ ଡୁବିଯିବ

  • @khukundandasena5690
    @khukundandasena5690 3 дні тому +33

    ହେ ଭଗବାନ🙋‍♂️ ଲୋକଙ୍କ ଟିକସ ପଇସାକୁ ଏମିତି ବର୍ବାଦ କରୁଥିଲେ

  • @crazyyyy-cp5ih
    @crazyyyy-cp5ih 3 дні тому +23

    Only CBI inquiry required,

  • @mrkanhabhujabal2574
    @mrkanhabhujabal2574 3 дні тому +20

    ସେଠିକୁ ରସିଆନ୍ ଝିଅ ଆସୁଥିବେ

  • @SmashEnough
    @SmashEnough 3 дні тому +54

    ବିଜେଡି ଦଳ ବବି ଦାସ ପିଠିରେ ପଡ଼ିବ ନାହିଁ କାରଣ ବିଜେଡି ଦଳ ଲୁଟ କରିବା ସ୍ବାର୍ଥ ପର ଦଳ

  • @satyajitsahu2339
    @satyajitsahu2339 3 дні тому +14

    ଦାଦାଗିରି କାହାରି ରହିନି, ସବୁ ଯିବେ ଯୋଉ ଦଳ ର ହଉ

  • @user-ec1sd2tq9o
    @user-ec1sd2tq9o 3 дні тому +21

    Arrest Babi Das immediately.

  • @abhirambiswal4538
    @abhirambiswal4538 3 дні тому +11

    ପାଣ୍ଡିଆନ କୁ ଧର, ସିଏ କୋଉଠି କଣ ରଖିଛି

  • @raskaentertainment305
    @raskaentertainment305 3 дні тому +12

    ଓଡ଼ିଶା ରେ ଏତେ ଦୁର୍ନୀତି ହେଉଛି, ନବୀନ ବାବୁ କେମିତି no.1 ମୁଖ୍ୟ ମନ୍ତ୍ରୀ ହେଲେ ?

  • @anantakumar3949
    @anantakumar3949 3 дні тому +8

    ବିଶ୍ୱର ଯେତେ ପ୍ରକାର ଦୁନ୍ନୀତୀ ସବୁ ଏଠାରେ ହେଉଥିଲା

  • @MBhukta
    @MBhukta 3 дні тому +6

    ସରକାରୀ ଅଫିସର୍, କିରାଣି, ପିଅନ ତାଙ୍କ quarter extension କରି ପାରିବେ ନାହିଁ, ବବି ଦାସ କେମିତି କଲେ ?

  • @sushamadash8383
    @sushamadash8383 3 дні тому +7

    Santosh is our the greatest journalist and Argus is our the best channel.❤❤

  • @Twins_Lifestyle
    @Twins_Lifestyle 3 дні тому +4

    BJD ଭକ୍ତ ଦେଖ ସବୁ 😂😂😂😂😂😂😂ଦୟାକରି ସମସ୍ତେ ନ୍ୟାୟ ସପକ୍ଷରେ ଯାଆନ୍ତୁ କେହି ବି କେବେ କେଉଁ ଦଳ ସପକ୍ଷରେ ଯାଆନ୍ତୁ ନାହିଁ

  • @rajamishra2312
    @rajamishra2312 3 дні тому +3

    ସରକାରଙ୍କ against ରେ କେବେବି ଆପଣ ସାମ୍ବାଦିକତା ର ସାହସ କରିଛନ୍ତି କି ?ଯେମିତି ନୀଟ exam please karantu na ଆପଣ ଙ୍କ ମୁହଁ ରେ ବହୁତ୍ ଭଲ ଲାଗିବ। Please bhai lakhs of students ଙ୍କ କଥା?
    Please

  • @ajitkumarpanda6388
    @ajitkumarpanda6388 3 дні тому +6

    ବର୍ତମାନ ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ,,,ସରକାରୀ ଘର କୁ ମନ ଇଚ୍ଛା ବ୍ୟବହାର କରିବା ପୁଣି ତାକୁ ଭାଙ୍ଗି ଦେବା କୁ କିଏ ଅନୁମତି ଦେଲା,,,,,,,ଶୀଘ୍ର ସେ ବବି ଦାସ କୁ arrest କରନ୍ତୁ ସରକାର ଚୁପ୍ କାହିଁକି ବସିଗଲେ,,,,,

  • @PadmabatiHansda-rf7it
    @PadmabatiHansda-rf7it 3 дні тому +8

    Gote sarkar adhika Dina dhari sasan kale emiti haba

  • @kampusahoo
    @kampusahoo 3 дні тому +2

    Durgashis babu thanks ehi bhali true report pain❤️❤️

  • @raghumaninayak9593
    @raghumaninayak9593 3 дні тому +9

    କାହା ପଇସାରେ ଆଲିସାନ ବଙ୍ଗଳା ତିଆରି କରିଛନ୍ତି ବବି ଦାସ ,ଏହାର ତଦନ୍ତ କରି ଉପଯୁକ୍ତ ଦଣ୍ଡ ମିଳିବା ଦରକାର।

  • @Shivap644
    @Shivap644 3 дні тому +6

    No 1 ନବୀନ ଚୋର

  • @OdishaTraderBharat
    @OdishaTraderBharat 3 дні тому

    Fearless reporting
    Long live argus

  • @ManojSingh-pv9gm
    @ManojSingh-pv9gm 3 дні тому

    Fantastic argus news

  • @sinulatadas4309
    @sinulatadas4309 3 дні тому +3

    ବବି ଦାସ ବଦମାସ୍ କୁ ମାଡ ଦରକାର 👋👋

  • @pradyumnakanhar1380
    @pradyumnakanhar1380 3 дні тому +4

    ନବିନ ଦାଈ

  • @MamaliSamal-ob2cj
    @MamaliSamal-ob2cj 3 дні тому +3

    ମିଛ ମାଟି ର ଯେତେ ତଳରେ ରହିଲେବି ସତ ତାକୁ ଘୋସାଡି ଆଣିବ,, ଓଡ଼ିଶାର ଗରିବ କେମିତି ହଟିବ ଏମାନେ ତ ଖାଇଲେ,,ହେ ପ୍ରଭୁ ଏମାନଙ୍କୁ ଇଚିତି ଦଣ୍ଡ ଦେବେ 🙏🙏⭕‼️⭕

  • @OdishaTraderBharat
    @OdishaTraderBharat 3 дні тому

    Long live argus
    Really working as 4th pillar.
    Thanks from
    ସଚେତନ ନାଗରିକ

  • @HiranyaGHembram
    @HiranyaGHembram 3 дні тому

    ବହୁତ ବଢିଆ argus news.... 🙏🙏🙏🙏🙏

  • @KaliaSahu-1990
    @KaliaSahu-1990 2 дні тому

    Argus News Neet ପେପର କେମିତି ଲିକ୍ ହେଲା ତାହାର ଉତ୍ତର ଶିକ୍ଷା ମନ୍ତ୍ରୀ କୁ ପଚାରନ୍ତୁ ସାଧାରଣ ଲୋକ ମାନଙ୍କୁ ଭୁଆଁ ବୁଲାଇବା ପାଇଁ Argus News ଏଇ News ଖାଲି ଦେଖଉଛି

  • @Dilse9915
    @Dilse9915 3 дні тому +15

    ଶୀଘ୍ର ଗିରଫ କରାଯିବା ଉଚିତ୍ | ବବି ଦାସ କୁ

    • @sushantkumar-im7jr
      @sushantkumar-im7jr 3 дні тому

      To bapaku

    • @Dilse9915
      @Dilse9915 3 дні тому

      @@sushantkumar-im7jr to maaku re magiya

    • @Dilse9915
      @Dilse9915 3 дні тому +2

      @@sushantkumar-im7jr Babi dash to bapa ki

    • @subhabratamishra4465
      @subhabratamishra4465 3 дні тому

      କିଏରେ ତୁ ଛୋଡ଼ି ପୁଅ ? କ୍ରୀତଦାସ୍ କୁ କହିଲେ ତତେ ବାଧୁଛି ଓହୋ ବବି କୁ ତୁ ପଲଙ୍କ ସୁଖ ଦୋଉଥିଲୁ 😂 😂😂 ଆଛା ଭଲ ଭଲ ଭଲ। ଆ... କହିବୁ କି କେତେଥର‌ ପେଲାପେଲି ହେଲୁଣି ?😂😂😂😂ଶଳା ଅଲଜ୍ଜ୍ୟା ଗେଣ୍ଡା ସମର୍ଥକ୍‌ ଧିକ୍ ଶତ ଧିକ୍‌ ।

    • @Odiaranjan848
      @Odiaranjan848 3 дні тому +1

      ​@@sushantkumar-im7jrta maa ghaita ki boby das mg

  • @user-qr2zs8ih4c
    @user-qr2zs8ih4c 2 дні тому

    Ex CM ନବୀନ ପଟ୍ଟନାୟକ ଆଖିବୁଜି ଦୁଧ ପିଉଛନ୍ 🕴️🕴️🕴️

  • @skmstorywriter6400
    @skmstorywriter6400 3 дні тому

    ଅଯୋଗ୍ୟ ଚେୟାର ଜଗା ମୁଖ୍ୟମନ୍ତ୍ରୀ ପାଇଁ ଏ ସବୁ

  • @Business-inodia
    @Business-inodia 3 дні тому +3

    Whose money is this? Naveen Patnaik please reply.

  • @Business-inodia
    @Business-inodia 3 дні тому +4

    This is TaJ Hotel of Odisha.Owner BJD GOVT.BOBY DAS hotel
    Please reply Naveen Patnaik.Why you have loot Odisha money.

  • @jatinpradhan4968
    @jatinpradhan4968 3 дні тому

    Durgasis u are great 👍

  • @BijayaKumar-ky6rj
    @BijayaKumar-ky6rj 3 години тому

    Thenkyu

  • @sadanandapanda72
    @sadanandapanda72 3 дні тому

    Good work Argus team,kept up

  • @sasmitamohanty1970
    @sasmitamohanty1970 3 дні тому

    ଯଦି ବିଜେଡି ହାରି ନଥାନ୍ତା ତେବେ ନବୀନ ପଟ୍ଟନାୟକ ଙ୍କୁ ବି ନବ ଦାସ କୁ ମାରିବା ଭଳି ମାରି ଦେଇଥାନ୍ତେ 😢😢😢???

  • @muralidharparida9228
    @muralidharparida9228 День тому

    ଦିଲ୍ଲୀରେ ସରକାରୀ କ୍ଵାଟରରେ ବାଲେଶ୍ବର M.P ଘର କରିବା ପାଇଁ ଅନୁମତି ପାଇଲେ କିପରି, ଅର୍ଗସ ନ୍ୟୁଜକୁ ଅନୁରୋଧ ଉତ୍ତର ରଖିବେ କି???

  • @baishakhiGoodLife
    @baishakhiGoodLife 3 дні тому

    Argus news, ଦୟାକରି neet Exam ବିଷୟରେ କିଛି Information ଦିଅନ୍ତୁ

  • @manaspriyapanda1909
    @manaspriyapanda1909 2 дні тому

    Orgus news pl.analysis about the leakage of NEET question paper.

  • @bhagirathitarai9981
    @bhagirathitarai9981 2 дні тому

    ମୋ ଓଡ଼ିଶାକୁ ବେଇମାନି କରି ଚାଲିଗଲେ।

  • @SatyamebaJayate-ml8qx
    @SatyamebaJayate-ml8qx 3 дні тому +2

    ଭଲକି ଖେଦ... ଖୋଳି ଖାଳି ସବୁ ସତ ପଦାକୁ ଆଣୁ ଅର୍ଗସ

  • @user-bs7gz9lg9z
    @user-bs7gz9lg9z 3 дні тому

    Jay jagannath🙏🙏🙏🙏

  • @bijayasethy3972
    @bijayasethy3972 3 дні тому

    Thank you Durgasis bhai

  • @pn5100
    @pn5100 2 дні тому

    ଏମାନେ ହେଉଛନ୍ତି ନେତା ମନ୍ତ୍ରୀ ଏବେବି ପ୍ରତ୍ୟେକ ଗାଁ ମାନଙ୍କୁ ରାସ୍ତା ନିର୍ମାଣ ହେଇ ପାରୁନି ପିଇ ବାକୁ ପାଣି ନାହିଁ ଘର ନାହିଁ ନିଜ ସ୍ୱାର୍ଥ ପାଇଁ ବହୁତ୍ କିଛି କରି ଛନ୍ତି ଏଠି ଗରିବ ଲୋକ ମାନଙ୍କୁ କିଛି ମିଳୁନାହିଁ

  • @travelexploreodisha735
    @travelexploreodisha735 3 дні тому +3

    I think the anchor should be awarded for his acting😂😂...Why don't you ring directly to Babi Das ?

    • @chandanpall3168
      @chandanpall3168 3 дні тому

      Naveen Pattnaik should be awarded for most corrupt CM😂.

    • @travelexploreodisha735
      @travelexploreodisha735 3 дні тому

      @@chandanpall3168 Yes, that is why PM Modi told publicly that he is most popular CM ... A politician like Naveen Patnaik is very rare...but I know some Andha Bhakta will not accept it.

  • @samireshmisra4562
    @samireshmisra4562 3 дні тому +1

    Action should be taken immediately.

  • @bhagirathimallik3938
    @bhagirathimallik3938 3 дні тому

    Good job sir

  • @rajanisahu4577
    @rajanisahu4577 3 дні тому

    Npntk ତ ଦୀର୍ଘ ଦଶନ୍ଧି ଧରି କାହା ସହିତ କଥାବାର୍ତ୍ତା ହେବା କିମ୍ବା ଗଣମାଧ୍ୟମରେ କିଛି କହିପାରୁନାହାନ୍ତି, ଏବେ କଣ କହିବେ?

  • @AmarWini
    @AmarWini 2 дні тому

    Keep growing argus news.we are with you

  • @brajakishoretripathy1934
    @brajakishoretripathy1934 3 дні тому

    Hy prabhu....

  • @gyanaranjannayak7647
    @gyanaranjannayak7647 3 дні тому +1

    Very good decision

  • @laxmidharbarik5867
    @laxmidharbarik5867 3 дні тому

    ହଁ ଅୟେଶ କରୁଥିଲା ବବି ଦାସ ଏ ତେ ଟଙ୍କା ତା ନିଜ ପଇସା ନୁହଁ ସବୁ ସରକାରୀ ପଇସା

  • @golgolgoli1063
    @golgolgoli1063 2 дні тому

    Mr. Naveen Patnaik is answerble to all these expedite, money mismanagement.

  • @jagannathsahoo7533
    @jagannathsahoo7533 3 дні тому +1

    A news NANDIGHOSH Channel re kn pain dekhauni

  • @reenasethi5073
    @reenasethi5073 3 дні тому

    Very nice 👍

  • @sujatapradhan2596
    @sujatapradhan2596 3 дні тому

    2nd sarathi baba odisha

  • @pramodshethy8458
    @pramodshethy8458 3 дні тому

    Absolutely right ma'am

  • @sarojkumarjena4304
    @sarojkumarjena4304 3 дні тому

    Naveen Patnaik ଉତ୍ତର ଦାୟୀ, ନହେଲେ naveen patnaik ଓ ବବି ଦାସ କୁ arrest କରାଯାଉ

  • @subashchandrasahoo6802
    @subashchandrasahoo6802 3 дні тому +7

    Chora bjd semanaku jail pathau

  • @sadanandasahoo3707
    @sadanandasahoo3707 3 дні тому +1

    ତୁମେ ତ ଓକିଲ ଜଜ ସବୁ କିଛି। ପୁଣି କାହାକୁ କାହିଁକି ପଚାରୁଛନ୍ତି

  • @bijayparida8085
    @bijayparida8085 3 дні тому +1

    ଗଣତନ୍ତ୍ର ମଜତା ରଖ ବିଜେପି ଏଜେଟାରେ କାମକରନା

  • @fakiradikhit848
    @fakiradikhit848 3 дні тому +1

    Nabeen pandian baby das ku guli kara. Odisha ku luti chhanti

  • @sanusanuexpress3359
    @sanusanuexpress3359 3 дні тому +1

    ଅର୍ଗୁସ news ର କାମ କିଛି ନାହିଁ,either ତାଙ୍କୁ news ମିଳୁନି,

  • @susantkumar21
    @susantkumar21 3 дні тому +1

    Mahanga helani sabu kichhi tari upare dekhantu.

  • @akpanda833
    @akpanda833 3 дні тому

    Why govt has not seized the house . Take actions against ex chief secretary

  • @sbcreations4427
    @sbcreations4427 2 дні тому

    ଛୋଟିଆ ବିଜେଡ଼ି ମହିଳା କର୍ମୀ ନା Russian ଡାକୁଥିଲେ ଏ ଅଶୋକ ନନ୍ଦନ୍ 😊

  • @s.kbehera2828
    @s.kbehera2828 3 дні тому

    ଯଦି ବିଜେପି ସରକାର।
    ବିଜେଡି ନେତା ମନ୍ତ୍ରୀଙ୍କ ର ଏହିସବୁ ଦୁର୍ନୀତି ର କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଏମାନଙ୍କୁ ଗିରଫ ନ କରି ଏମାନଙ୍କୁ ବ୍ଲାକଲିଷ୍ଟ ର ଘୋଷିତ ନ କରେ ତେବେ । ଓଡିଶାର ଜନସାଧାରଣ ବିଜେପି ସରକାର କୁ ଧୁଳି ଚଟେଇବା କୁ ପଛଘୁଞ୍ଚା ଦେବେ ନାହିଁ ।
    ଜୟ ଜଗନ୍ନାଥ ।

  • @user-dc5oj3nw3b
    @user-dc5oj3nw3b 3 дні тому

    Hi manalisa

  • @user-ec1sd2tq9o
    @user-ec1sd2tq9o 3 дні тому +1

    Why Government has not taken action till time.?

  • @subasjena1252
    @subasjena1252 3 дні тому

    Jay bjp ❤❤❤❤❤Jay bjp ❤❤❤❤❤Jay bjp ❤❤❤❤Jay bjp ❤❤❤❤❤Jay bjp ❤❤❤❤❤

  • @jadunathsahoo6260
    @jadunathsahoo6260 3 дні тому +1

    Media besi chhodi hauchi... govt action nauni legal ki ilegal

  • @user-ni5fr2sc1o
    @user-ni5fr2sc1o 2 дні тому

    Our cm nabin babu ❤

  • @SahebMajhi-wn5nc
    @SahebMajhi-wn5nc 3 дні тому +1

    Exams pepar kemiti lik hela sita kauhanti.

  • @gurudebsahoo3533
    @gurudebsahoo3533 2 дні тому

    ସବୁ ବିଜେଡି ନେ ତ୍ରୀ ମା ନ ଙ୍କୁ ଏ ଇ ଠି ଗେ ହୁ ଥି ଲେ

  • @SANJAYBARAL-p9s
    @SANJAYBARAL-p9s 3 дні тому

    ଅଯୋଧ୍ୟା ରାମ ମନ୍ଦିରକୁ ଏକ ବର୍ଷ ନପୁରୁଣୁ ପାଣି ଦେଉଛି କିନ୍ତୁ କାହିଁକି ଅର୍ଗସ ଚୁପ, ଆଉ ବବି ବାବୁଙ୍କ କ୍ଵାଟର ବିଷୟରେ ନିଜ କଥା ରଖିବେକି ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ

  • @jayanyanaik7772
    @jayanyanaik7772 3 дні тому

    BJD ର ଜେତେବି ନେତା ଜର ଗୁଡାକ

  • @bidyadharbargejoykrishna4902
    @bidyadharbargejoykrishna4902 3 дні тому

    ବବିବାବୁ ରାତି ରେ କିଛି ଓଏସ କରୁଥିବେ

  • @suchismitasamal3375
    @suchismitasamal3375 3 дні тому +2

    Ki news Lo bjp ଭକ୍ତ tv au bjp Bala nka news kichhi dekhuna ନିଟ ra news v dekhao😂

  • @pranaya3971
    @pranaya3971 3 дні тому +1

    ଝିଅ ମାନଙ୍କୁ ନେଇ ତାଙ୍କ ସହ ରାସଲୀଳା କରୁଥିଲା

    • @JagabandhuMalik-ck5fj
      @JagabandhuMalik-ck5fj 2 дні тому

      ଯେତେବେଳେ କରୁଥିଲା, ସେତେବେଳେ ଏମାନେ ତାଙ୍କ ପାଖରୁ ଚାନ୍ଦା ନେଉଥିଲେ, ନ ହେଲେ ସେତେବେଳେ ଚୁପ୍ ଚାପ୍ ଥିଲେ କାହିଁକି।

  • @Satrughan479
    @Satrughan479 3 дні тому

    NAVEEN PATTNAIK GOVERNMENT TOP MOST CORROUPT GOVERNANCE 😅 OF ODISHA 😅

  • @KaliaSahu-1990
    @KaliaSahu-1990 2 дні тому

    ଭାଇ ତମେ କହୁଥିଲ ପରା ସମୀର ଦାସ ର Argus News channel ରେ ଆମନା ସାମନା interview ନବ ବୋଲି କ'ଣ ହେଲା

  • @ashwinisahu6584
    @ashwinisahu6584 3 дні тому +1

    Se ghare ebe Akash Dash rahibe😅😅😅😅

  • @Shree_910
    @Shree_910 3 дні тому

    BJD ପଇସା ସବୁ ବବି ଲୁଟ୍ କରୁଥିଲା👍🏻

  • @jutubalaram4485
    @jutubalaram4485 3 дні тому +2

    Argus chenel ku kichhi kama banda nai

  • @Pradhan-kf6jv123
    @Pradhan-kf6jv123 3 дні тому

    Andhra mein Jagan Mohan Reddy Odisha mein Bobby das donon barabar hai Jagan Mohan Visakhapatnam mein Babu das Bhubaneswar

  • @abhisekpadhiary9912
    @abhisekpadhiary9912 3 дні тому

    This is people representative

  • @user-mw2xw7tx5r
    @user-mw2xw7tx5r 3 дні тому

    ବିଜେଡି ର ଯାହାକୁ ଦେଖିବ ଦେଖ ସବୁ..... ଏକ 😄😄😄

  • @debendramohanty5735
    @debendramohanty5735 3 дні тому

    Eita underground nathila,basement ku dwara thila kintu bhangibata thik helani ,jaha ilegal

  • @sasmitamohanty1970
    @sasmitamohanty1970 3 дні тому

    ବବି ଦାସ କୁ ଇଡି ତଦନ୍ତ ଦରକାର...😂😂😂

  • @Saumyasahoo-xo8cv
    @Saumyasahoo-xo8cv 3 дні тому +2

    Bhai deveop kara jitilani ebe hate politics karani nxt yr jiba tama bala