SCB ଜଣେ ଡାକ୍ତର ୨ ଜଣଙ୍କୁ କେମତି echo ରୁମ୍ ରେ ଅସଦାଚରଣ କରିବେ, ସନ୍ଦେହ ଲାଗୁଛି। Madhumita Rath on SCB case.

Поділитися
Вставка
  • Опубліковано 24 жов 2024

КОМЕНТАРІ • 178

  • @mihirparida6474
    @mihirparida6474 2 місяці тому +26

    You are right

  • @ranajitjena4668
    @ranajitjena4668 2 місяці тому +85

    Eco ଟେଷ୍ଟ କରିବା ପାଇଁ ଯୋଉ ଜାଗାରେ ସବୁବେଳେ 100 ରୁ 200 ଲୋକ ଅପେକ୍ଷା କରିଥାନ୍ତି ସେ ଜାଗାରେ ଏହି ଭଳି ଘଟଣା କେବେ ମଧ୍ୟ୍ୟ ହୋଇ ପାରିବ ନାହିଁ ଏହା ଏକ ପ୍ରାୟଜିତ କାର୍ଯ୍ୟକ୍ରମ.

    • @apartimoharana2763
      @apartimoharana2763 2 місяці тому +3

      ଏହା ପ୍ରୟୋଜିତ ହୋଇଥାଇପାରେ

    • @ranjitbiswal4790
      @ranjitbiswal4790 2 місяці тому

      ରବିବାର ହେଇଥିଲା

    • @ranajitjena4668
      @ranajitjena4668 2 місяці тому

      @@ranjitbiswal4790 ଗାଲୁଆ କେବଳ ଗାଲୁଆମୀ କରିବା ଭଲ ଭାବରେ ଜାଣନ୍ତି, ମେଡିକାଲର ସ୍ୱାସ୍ଥ୍ୟ ସେବା ସବୁ ଦିନ ଖୋଲା ଥାଏ.

  • @swapnaswain255
    @swapnaswain255 2 місяці тому +71

    ଠିକ୍ କହିଛନ୍ତି ମେଦମ,,, ଏଥିରେ କିଛି ନା କିଛି ରହସ୍ୟ ଲୁଚିକରି ରହିଛି,,,😢😢😢

  • @NoDaddyIssues
    @NoDaddyIssues 2 місяці тому +51

    ଫସେଇ ଦିଆଯାଇଛି

  • @homundaaarsi9489
    @homundaaarsi9489 2 місяці тому +78

    ଏହାର କିଛି ଦିନ ପୂର୍ବରୁ ସେମାନଙ୍କ ର ଝଗଡ଼ା େହ୍ଇଥିଲା ଆମେ ଜାଣିଛୁ ତେଣୁ ଏହାକୁ ଫସେଇ ଦିଆ ଯାଇଛି।।।।।

    • @nitrogen4754
      @nitrogen4754 2 місяці тому +1

      Hn Bhai tu sabu janichu mg

  • @arucharanpradhan5502
    @arucharanpradhan5502 2 місяці тому +45

    ଏ ସବୁ ସନ୍ଦେହର ପ୍ରଶ୍ନ ଉଠୁଛି। ଏଣୁ ଠିକ୍ ତଦନ୍ତ ଆବଶ୍ୟକ।ଏଠି ଅନୁମାନ ହେଉଛି କିଛି ରାଜନୀତି ଚାଲିଛି।

  • @debasissahu2637
    @debasissahu2637 2 місяці тому +23

    ଡାକ୍ତରଙ୍କୁ ଫସାଯାଇଛି।

  • @manasisatpathy
    @manasisatpathy 2 місяці тому +43

    ଡ଼ାକ୍ତରଙ୍କୁ ମିଛ ରେ ଫସାଇବା ପାଇଁ ଏମିତି କରାଯାଇଛି 🙏🙏🙏

  • @ashutoshrout1336
    @ashutoshrout1336 2 місяці тому +1

    Echo karibaku hele upper part of body pura kholibaku hue ..au echo karibaku probe dhariki chest re sabu area move karibaku pade.. so hand touch heba ra 99% chance...
    Jadi problem achi, echo karani, wait Kara jou Dina female doctor nka duty thiba sedina kariba, Tama paen special female doctor asibe boli provision nahi...
    So try hebaku iccha jadi asa na hele nahi...

  • @mitunakumarjena6609
    @mitunakumarjena6609 2 місяці тому +27

    Thik katha kahile ...dout laguchi case ta..false alligaton bi haipare..

  • @kiranbalaswain1714
    @kiranbalaswain1714 2 місяці тому +8

    Right mam

  • @BhimesenMajhi
    @BhimesenMajhi 2 місяці тому +15

    ଫସେଇ ବା ପାଇଁ ଏକାମ କରି ଛନ୍ତି

  • @debasissahu2637
    @debasissahu2637 2 місяці тому +10

    ଯେଉଁମାନେ ମିଛ ଆରୋପ ଆଣିଛନ୍ତି ତାଙ୍କୁ ଦଣ୍ଡ ଦିଆଯାଉ।

  • @ParameswarMuduliTutu
    @ParameswarMuduliTutu 2 місяці тому +13

    ନାରୀ କା ମାୟା କୋଇ ନଈ ମାୟା

  • @rashmiranjan7660
    @rashmiranjan7660 2 місяці тому +3

    Right

  • @srisaidesignvastu9209
    @srisaidesignvastu9209 2 місяці тому +19

    ଏଇଟା ମିଛ

  • @NibeditaSethy-t2g
    @NibeditaSethy-t2g 2 місяці тому +23

    Dr nku fasa jaichi

  • @shantilatadas8577
    @shantilatadas8577 2 місяці тому +4

    ଯେଉଁ ମାନେ ଏ ଭଳି ଅଭିଯୋଗ କରୁଛନ୍ତି ସେମାନେ ଡ଼କ୍ଟର ପାଖକୁ ନ ଆସି ନିଜ ଘରେ treatment ହେବା ଦରକାର
    ବର୍ତ୍ତମାନ ଡକ୍ଟର ଅଭାବ t

  • @pabi94
    @pabi94 2 місяці тому +18

    False case. Shame on Odisha police

  • @krishnamahakud2954
    @krishnamahakud2954 2 місяці тому +25

    କୀଛି ନାହିଁ ମାଡମ ଜଣ କୁ ଗେହିଲା ଓ ଅନ୍ୟ ଜଣଙ୍କୁ ଗେହିଲା ପରେ ସେ ଶାନ୍ତି କରି ପାରିଲେ ନାହିଁ ତେଣୁ ଦୃଷକମ କେସ ଦେଇଛନ୍ତି

  • @nirakarsamal3559
    @nirakarsamal3559 2 місяці тому +11

    Plz do proper investigation

  • @Reenabehera0
    @Reenabehera0 2 місяці тому +11

    Right 👍🏻👍🏻 kahile maa

  • @ratnakarmaharana8079
    @ratnakarmaharana8079 2 місяці тому +1

    U r right madam

  • @sabitaprusty8035
    @sabitaprusty8035 2 місяці тому +2

    ପ୍ରକୃତ କିଏ ସତ, କିଏ ମିଛ ପରିକ୍ଷା କରାଯା ଉ, ଆଜିକାଲିର ସମୟ ରେ ମିଛର ଅଧିକା ପର୍ସେଣ୍ଟ ରହୁଛି। ଜୟ ଜଗନ୍ନାଥ।

  • @sadanandmohanty3537
    @sadanandmohanty3537 2 місяці тому

    Madam you are right 👍👍👍👍

  • @parshuramsahusahu1535
    @parshuramsahusahu1535 2 місяці тому

    You are right,Mam,

  • @juluchsahu7279
    @juluchsahu7279 2 місяці тому +15

    Faltu katha. Please check☑ CCTV

  • @chhabindramansingh73
    @chhabindramansingh73 2 місяці тому +10

    ଜଣଙ୍କୁ କଲା ଆଉଜଣେ ଦେଖୁଥିଲା na ଦିଜଣକୁ ଏକା ବେଳେ କଲା, ଜଦି କଲା ଦିଜଣକୁ ଭଲ ଲାଗିଥିଲା ବୋଧେ

  • @santoshpradhan2256
    @santoshpradhan2256 2 місяці тому +13

    ଆରେ ମିଡିଆ ଭାଇ ଏ ମାଉସୀ କୁ ପଚାରିବା କଣ ନିହାତି ଦରକାର ସେ କଣ ସମାଧାନ କରିବେ.

    • @mb_bbsr
      @mb_bbsr 2 місяці тому

      😢😢

  • @basantajena5418
    @basantajena5418 2 місяці тому +1

    ଅଭିଜ୍ଞତା ଅଛି, କି ଏକା ଥରେ କେ ଦୁଇ ଜଣଙ୍କୁ କରି ହେବନି? ହେଲେ ତମେ ତ ଏକା ବେଳେ ଦୁଇ ଜଣା କାର ଖାନା ଭାଉଜଙ୍କୁ ହଇରାଣ କରୁଥିଲ?

  • @prabinpanda5248
    @prabinpanda5248 2 місяці тому

    Full doubt

  • @geetaranisamal6638
    @geetaranisamal6638 2 місяці тому +4

    ମିଛ ଲାଗୁଛି

  • @mr.sanjayinformationdiscov3282
    @mr.sanjayinformationdiscov3282 2 місяці тому +1

    ପୁରୁଷ କମିଶନ ନିତ୍ୟାନ୍ତ ଆବଶ୍ୟକ💪

  • @ranjanbaral9351
    @ranjanbaral9351 2 місяці тому +2

    କିନ୍ତୁ ପ୍ରଥମ ମହିଳା ୨ୟ ମହିଳାଙ୍କୁ ମନା କଲେନି କାହିଁକି? କଥାରେ କିଛି ରହିଛି। ତେଣୁ ତଦନ୍ତ ଠିକ୍ ହେଲେ ସତ ସାମ୍ନାକୁ ଆସିବ। ଯିଏ ପ୍ରକୃତ ଦୋଷୀ ତାକୁ କଠୋର ଦଣ୍ଡ ଦିଆଯାଉ।

  • @manuputul1395
    @manuputul1395 2 місяці тому +5

    Eco ହେଉକି ECG heyu pvt as well as govt hospital re without ଆଟେଣ୍ଡାଣ୍ଟ test huyeni purely baseless mo gharey heart patients achanti mu nije b being a lady 3yrs helani both test karuchi aji pajyanta sunini God knows what's the ------behind

  • @UmamaniRoutUma-js5ss
    @UmamaniRoutUma-js5ss 2 місяці тому +4

    100 ରୁ 100 ମିଛ

  • @susantadas2981
    @susantadas2981 2 місяці тому +2

    ଠିକ୍ କହିଛନ୍ତି ମାଡାମ

  • @chandrakantsethi789
    @chandrakantsethi789 2 місяці тому +1

    ମୁଁ ଜାଣିଚି ବୀ ଦେଖିଚି ଡାକ୍ତର ଖରବ କାମ କରାନ୍ତି

  • @brajeswarisingh909
    @brajeswarisingh909 2 місяці тому

    ଆଜିକାଲି ଯୁଗରେ ଝିଅ ମାନେ ବେଶୀ ହେଉଛନ୍ତି କାହାକୁ ମାନୁ ନାହାନ୍ତି, ଜଣଙ୍କ ନାମରେ ମିଛ କହିଲେ କଣ ହୁଏ ପରିସ୍ଥିତି ଜାଣି ନାହାନ୍ତି କାରଣ ପ୍ରଭୁ ସବୁ ଦେଖୁଛନ୍ତି, ମିଛରେ ଫସାଇଥିଲେ ନିଜେ ଫସିବେ

  • @TribalSomanjavlog
    @TribalSomanjavlog 2 місяці тому +2

    ସେଇଟି ସେଇୟା ହୁଏ

  • @ramakhilar8020
    @ramakhilar8020 2 місяці тому

    😢😢

  • @Upcomingvideoworld
    @Upcomingvideoworld 2 місяці тому

    Impossible

  • @prasantadash4450
    @prasantadash4450 2 місяці тому +3

    Doctor is innocent.

  • @arabindasahoo1464
    @arabindasahoo1464 2 місяці тому +1

    Same case

  • @sitalpatra00001
    @sitalpatra00001 2 місяці тому +3

    Last month re doctor o nurse madhyare jhagada heithila ,sethipaeen eha pre-planned Kari phasajaichi

  • @sandhyamaharana1357
    @sandhyamaharana1357 2 місяці тому

    Phasei diaa jaichi..

  • @maushumisoy904
    @maushumisoy904 2 місяці тому +2

    ତଦନ୍ତ କଲେ ଜଣା ପଡ଼ିବ, ମନ୍ଦ ବୁଦ୍ଧିର ଲୋକମାନେ ଏପରି ଭୟଙ୍କର ଆରୋପ କରୁଛନ୍ତି,

  • @santoshkumarmishra2620
    @santoshkumarmishra2620 2 місяці тому

    ଏକା ସମୟରେ ୨ ଜଣ ନାରୀ କୁ ରେପ୍ କରିହେବନି. ଏଡାକ୍ତର କଣ ଷଣ୍ଢ କି ?

  • @user-hv3tn9tm1t
    @user-hv3tn9tm1t 2 місяці тому

    ଡାକ୍ତର କୁ ଫସେଇ ଦିଆଯାଇଛି

  • @dasharathadandapat7239
    @dasharathadandapat7239 2 місяці тому +2

    ପ୍ରଥମ ମହିଳା ଲାଜରେ କହୁନ ଥିବ ଦ୍ୱିତୀୟ ମହିଳା ଲାଜ ନ କରିକହିଦେଲ ପରେ 1ଷ୍ଟ kahithibo

  • @gyanranjanpradhan5312
    @gyanranjanpradhan5312 2 місяці тому +3

    Ye case kete sata!

  • @pranatidildilbecharasahoo6719
    @pranatidildilbecharasahoo6719 2 місяці тому +3

    Eha eka sadajantra bhali laguchi.kahara se doctor nka upare raga thaipare.

  • @sandhyamaharana1357
    @sandhyamaharana1357 2 місяці тому

    India re Dr nka situation bht kharap..bht kasta re jane ea jaga re pahanchiba pare.......

  • @santoshkumarmishra2620
    @santoshkumarmishra2620 2 місяці тому

    ମଧୁ ମାଉସୀ ଠିକ୍ କହଛନ୍ତି. ଦୁଇମହିଳା ଏଡାକ୍ତରକୁ ଫସେଇବାପାଇଁ ୧୫ ଦିନ ପୂର୍ବରୁ ପ୍ଲାନିଂ କରିଥିଲେ.

  • @rajiblochanparida2546
    @rajiblochanparida2546 2 місяці тому +6

    ନିରପେକ୍ଷ ତଦନ୍ତ ନିହାତି ଆବଶ୍ଯକ । ଦୋଷୀଙ୍କୁ examplary punishment ଦିଆଯାଉ ।

  • @TofanGouda-bj6is
    @TofanGouda-bj6is 2 місяці тому +1

    6:27 6:30

  • @harekrushnabehera3138
    @harekrushnabehera3138 2 місяці тому

    CCTV footage check କରାଯା ଅଧିକ ତଦନ୍ତ କରନ୍ତୁ ।

  • @bijayapppradhan4563
    @bijayapppradhan4563 2 місяці тому

    ପୂରା ଗାଲୁଆ ମହିଳା। ଗା ଡି ଚଢ଼ିଯିବ ଅପେକ୍ଷା କରନ୍ତୁ।

  • @harekrushnabehera3138
    @harekrushnabehera3138 2 місяці тому

    କଥା କିଛି ଅଲଗା ଲାଗୁଛି । ତଦନ୍ତ ଆବଶ୍ୟକ ।

  • @bhaktimarga853
    @bhaktimarga853 2 місяці тому +4

    ହିତାହିତ ଭୁଲି ଯାଉଥିବା ଲୋକ ସବୁ କରିପାରିବେ.

  • @JatadharMarndi
    @JatadharMarndi 2 місяці тому

    ଘଟଣା ଟି ସନ ଦେହ ଲାଗୁ ଛି ତଦନତ ପରେ ସତ ଜଣାପଡିବ

  • @helloloserbad
    @helloloserbad 2 місяці тому +6

    Mu se hospital re rahichi faltu katha sabu .au seta Oyo nuha hospital .mu jetiki doctors nku dekhi chi sata re semane bahut bhala au se gan ru asini je se amiti bhul karibe sabu faltu katha se ladys michha kahuchi

    • @sayedakanizfatma380
      @sayedakanizfatma380 2 місяці тому

      yeithi payin asal rape hele loke biswas karu nahanti.jadi mari diya jauchi tahele sabu biswas karu chanti

  • @ambarishswain3233
    @ambarishswain3233 2 місяці тому

    Kichhi sandeha achhi

  • @rajendrakumardas9739
    @rajendrakumardas9739 2 місяці тому

    Byomokesh Babu kichi kuhantu.

  • @NidhiSingh-y6o
    @NidhiSingh-y6o 2 місяці тому

    Hospital wale bhi mile hai koi dr ka sath nhi de ga is liye hum sab logo kuch karna chiye dr ka support kariye or use moti par turan t case kariye

  • @girijaprasadmohanty4977
    @girijaprasadmohanty4977 2 місяці тому +2

    ୟେ ମାଉସୀ ର ପୁରା experience ଅଛି

  • @sasmitapani9439
    @sasmitapani9439 2 місяці тому

    For Doctor body is not important, saving life is important. Don’t put false allegations.

  • @rajendrasahu7912
    @rajendrasahu7912 2 місяці тому +1

    Michha katha....

  • @apartimoharana2763
    @apartimoharana2763 2 місяці тому

    ସେ ଡାକ୍ତର ନିଶ୍ଚୟ bjd ବ୍ୟକ୍ତି ଏହାକୁ bjp ପ୍ରୟୋତିତ କରି ଫସାଇ ଥାଇ ପାରନ୍ତି. ନଚେତ ଜଣେ ମଣିଷ କଣ ଘରଚଟିଆ ଚଡେଇ କି କେବଳ ଘରଚଟିଆ ଚଡେଇ ବାରମ୍ବାର ସେକ୍ସ କରିପାରେ ଆଉ କୌଣସି ଜୀବ ପକ୍ଷେ ଏହା ସମ୍ଭବ ନୁହେଁ. ତଥାପି ଡାକ୍ତର ହସ୍ତ ଚାଳନା କରିଥିବେ ଏହା ଏକ ଦଣ୍ଡନୀୟ ଅପରାଧ. ଦଣ୍ଡ ମିଳିବା ଜରୂରୀ.

  • @ajitakumarsahoo9458
    @ajitakumarsahoo9458 2 місяці тому +4

    ତୁମକୁ ଏଭଳି କାମ କଲେ
    ତୁମେ କଣ ସବୁ କରିପାରିବ
    ଜନ ସାଧାରଣ ଜନତାଙ୍କୁ କହନ୍ତୁ

  • @baradakantatripathy972
    @baradakantatripathy972 2 місяці тому

    Se lady patient sure gote chaperi ta hei thiba.police proper investigation kale sabu jani pariba...

  • @jugnu98-f9k
    @jugnu98-f9k 2 місяці тому

    yeh kia kilo..amiti koths kohuchhi...tikia laj laguni....

  • @gugujuli4158
    @gugujuli4158 2 місяці тому

    Madam this is the result of free rice eating warm body warm climate jaganath fell down from ratha

  • @Uchhabapadha59
    @Uchhabapadha59 2 місяці тому

    ଦୁଇ ଜଣକୁ ଏକାଥରକେ କେମିତି ଗେହିଁଲା ସଳା ଫୁଲ ଫାଲତୁ କଥା

  • @rajkumariranajit2054
    @rajkumariranajit2054 2 місяці тому

    ଓଡ଼ିଆ ଅସ୍ମିତା ଛିଃ ଛିଃ ଛିଃ ଛିଃ 😢😢😢😢😢

  • @sudhansumendili6444
    @sudhansumendili6444 2 місяці тому

    Pura false abhijog

  • @KishorechandraNayak-mf9ot
    @KishorechandraNayak-mf9ot 2 місяці тому

    Jadi dekhei thibe Dr asamval hei karithib

  • @sujatamaharana3126
    @sujatamaharana3126 2 місяці тому

    Bahut ECG room re patient ku proper treat karajaunahi... 3rd portion ku allow karu nahanti

  • @UpendraBehera-o1z
    @UpendraBehera-o1z 2 місяці тому +1

    ତୁମେ କିଛି ଜାଣିନ ।ଗପୁଛ କାହିକି। ପୋଲିସ କ'ଣ କହୁଛି ଅପେକ୍ଷା ନକରି ଅଯଥା ଗପୁଛ କାହିକି । May ବି ମାନେ କ'ଣ। ନିଶା ବଟିକା ଦେଲେ ଦୁଇ ଜଣ କ'ଣ ବହୁତ ଜଣଙ୍କ ସଙ୍ଗରେ ହୋଇ ପାରିବ ।

  • @NidhiSingh-y6o
    @NidhiSingh-y6o 2 місяці тому

    Odisha ki police se hath joda kar nivedan hai ki such ka sath de or hamesh ladke galt nhi hote

  • @chitrasenasamal1116
    @chitrasenasamal1116 2 місяці тому

    ye ladies kichhi janini sabukathare yaku kahniki pacharuchhanti.... doctor kimba piditaa kimba police ku pacharantu...
    sampurna michha case...and misutilisation of laws

  • @ManjariManjari-p6f
    @ManjariManjari-p6f 2 місяці тому

    Madam nku pachariba karan kana,se kana akhire dekhile. Pratidin TV ra kana kama nahi ki.

  • @bansidharpatra4251
    @bansidharpatra4251 2 місяці тому

    Quite false and fabricated allegations against this innocent doctor. Without proper inquiry, why did they assulted this doctor ?

  • @BasabiJena
    @BasabiJena 2 місяці тому +2

    Ei dui stree lok nk plan

  • @manojkumarbal8473
    @manojkumarbal8473 2 місяці тому

    Eco karibaku hele chest uparu kapada kadhibaku heba. Eitaku jadi se rogi kharap bhabuthibe tahele geatmistake

  • @anilbehera6777
    @anilbehera6777 2 місяці тому

    Ladies case re jaldi action karuchi police,gents case re nuhna,

  • @BasantaNayak-kk7ut
    @BasantaNayak-kk7ut 2 місяці тому

    Sabu mahila mananka dosha Jane loka jane mahilaku Duskaram karipariba nahi Ekabele Dui jana mahila ku Doctor Duskarma kemit kala

  • @SatyaDash-c7z
    @SatyaDash-c7z 2 місяці тому

    Michha laguchi jana marriage Dr. Amiti kamma keba bi karinathiba

  • @Animallovers1985-z5x
    @Animallovers1985-z5x 2 місяці тому

    Kichi guarantee nai ajikali kia sata kia micha kahuchi sahaje janapadeni.

  • @PRASANNASAHOO-o7m
    @PRASANNASAHOO-o7m 2 місяці тому

    Perhaps Doctor belongs to BJP and 2 ladies belonging to BJD. Severe conspiracy

  • @AmulyaDas-o1u
    @AmulyaDas-o1u 2 місяці тому

    Pramana jadi naba mo katururu nia Khali ACB re houni sisubhanare houchhi

  • @swagatdas1412
    @swagatdas1412 2 місяці тому

    Doctor ku fasha jauchi 🎉

  • @arabindasahoo1464
    @arabindasahoo1464 2 місяці тому +1

    ଆମର ଗୋଟେ ଝିଅ ମରିଚି କାଡିଓଲୋଜିରେ ତା ବାପା ଲୁଚାଇଛି

  • @pramitamohanty5047
    @pramitamohanty5047 2 місяці тому

    Kichita golmaal heichi

  • @TofanGouda-bj6is
    @TofanGouda-bj6is 2 місяці тому

    Odisha ra garibahata

  • @sushree5077
    @sushree5077 2 місяці тому

    Aatem to rep mane doctor kana na chuin ki treatment karibeki,ecg re kholiki karajaye chati ku taku duskarma kahi hebani.

  • @sushantadehuri8644
    @sushantadehuri8644 2 місяці тому

    Hn... doctor ra energy power adhika😅😅😅

  • @LaxmiGundua-v2t
    @LaxmiGundua-v2t 2 місяці тому

    Doctor ku phaseiba chakarethile
    Doctor kebebi karibaribani gote patient sahita.

  • @samalsingh4912
    @samalsingh4912 2 місяці тому

    Doctor ro first shatru heuchhi doctor.

  • @pramodakumarpradhan945
    @pramodakumarpradhan945 2 місяці тому

    Tank bij test karntu