CM Naveen Patnaik Releases A Video, Ask Mission Shakti Women, Weather They Are Happy Or Not?

Поділитися
Вставка
  • Опубліковано 9 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha

КОМЕНТАРІ • 68

  • @Haridas02
    @Haridas02 24 дні тому +7

    ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିଥିବାରୁ ଧନ୍ୟବାଦ ନବୀନ ବାବୁ।

  • @Haridas02
    @Haridas02 24 дні тому +7

    ହେ ନବୀନ ବାବୁ ! ଆପଣଙ୍କ ପାଇଁ ନାରୀ ଆଜି ଦୁନିଆରେ ପରିଚିତ। ମାଆଙ୍କ ସମର୍ଥନ ଅଛି, ବିଜେଡିର ବିଜୟ ସୁନିଶ୍ଚିତ।

  • @AdityaSahu-sn3yc
    @AdityaSahu-sn3yc 24 дні тому +6

    ମା' ମାନଙ୍କୁ ସଶକ୍ତ କରିଥିବାରୁ, ଧନ୍ୟବାଦ ନବୀନ ସରକାର

  • @ChinagSahoo
    @ChinagSahoo 24 дні тому +7

    ମାଆମାନେ ଗୋଟେ ବିକଶିତ ରାଜ୍ୟର ସୂତ୍ରଧର। ମାଆଙ୍କ ଖୁସିରେ ଆମ ମୁଖ୍ୟମନ୍ତ୍ରୀ ଖୁସି।

  • @ChinagSahoo
    @ChinagSahoo 24 дні тому +8

    ମାଆଙ୍କୁ ଉତ୍ସାହ, ଆତ୍ମନିର୍ଭର ହେବାକୁ ‘ନବୀନ’ ସହାୟ । କୋରାପୁଟ ଜିଲ୍ଲାର ଏସଏଚଜିଙ୍କୁ ୫୦କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @RohitParida320
    @RohitParida320 24 дні тому +5

    ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବାକୁ ପଣ କରିଛନ୍ତି ନବୀନ। ଯାହାକୁ ପୁରା ଦେଶ ପ୍ରଶଂସା କରୁଛି।

  • @SoudaminRay
    @SoudaminRay 24 дні тому +7

    ମା' ମାନଙ୍କର ଅଛି ଆଶୀର୍ବାଦ ଘରେ ଘରେ ଶୁଭିବ ଶଙ୍ଖ ଶବଦ

  • @banajapanda
    @banajapanda 24 дні тому +5

    ନାରୀ ଆଜି ସଶକ୍ତ,ସମୃଦ୍ଧ . . . କେବଳ ନବୀନ ସରକାରଙ୍କ ପାଇଁ

  • @RohitParida320
    @RohitParida320 24 дні тому +5

    ଯେଉଁଠି ଅଛି ମାଆଙ୍କ ଆଶିଷ, ସେଠି ଆଉ କଣ ଦରକାର । ପୁଣିଥରେ ବିଜେଡି ସରକାର...

  • @AdityaSahu-sn3yc
    @AdityaSahu-sn3yc 24 дні тому +5

    ମିଶନ ଶକ୍ତି, ଆମ ପ୍ରଗତିର ସାଥୀ

  • @ChinagSahoo
    @ChinagSahoo 24 дні тому +7

    ସଭିଙ୍କୁ ସାଥିରେ ନେଇ ସାମଗ୍ରିକ ବିକାଶ। ‘ନବୀନ’ ସରକାରଙ୍କ ନିଷ୍ପତ୍ତି, ଓଡିଶା କରୁଛି ଉଲ୍ଲେଖନୀୟ ପ୍ରଗତି l। ମାଆ, କୃଷକ ଓ ଯୁବ ସମାଜ ସାଜିଛନ୍ତି ସାରଥି।

  • @Prasanna-892
    @Prasanna-892 24 дні тому +3

    ନାରୀ ପ୍ରଗତିରେ ଆମ ଉନ୍ନତି, ସାଥୀରେ ଅଛି ନବୀନଙ୍କ ମିଶନ ଶକ୍ତି

  • @JayantaPrakash726
    @JayantaPrakash726 24 дні тому +2

    ମାଆଙ୍କ ବିକାଶର ଗତିକୁ ମିଳିଲା ଶକ୍ତି।‌ ସଭିଙ୍କ ଆଶା ପୂରଣ କରୁ ଖୁସି ଭରିଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ।‌ ମାଆଙ୍କୁ ସଶକ୍ତ କରିଥିବାରୁ ଧନ୍ୟବାଦ ନବୀନ ବାବୁ।

  • @GobindaPanda22
    @GobindaPanda22 24 дні тому +3

    ମହିଳାଙ୍କ ବିକାଶ ଲାଗି ପ୍ରତିବଦ୍ଧ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ନେତୃତ୍ବରେ ମହିଳା ପାଇପାରିଛନ୍ତି ନିଜସ୍ଵ ପରିଚୟ।

  • @JayantaPrakash726
    @JayantaPrakash726 24 дні тому +2

    ମହିଳାଙ୍କୁ ସଶକ୍ତ କରୁଛି ମିଶନ ଶକ୍ତି, ସବୁ ସୁବିଧା କରିଦେଇଛନ୍ତି ନବୀନ

  • @GobindaPanda22
    @GobindaPanda22 24 дні тому +3

    ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିଛନ୍ତି ନବୀନ। ଏବେ ଉଦ୍ଯୋଗୀ କରିବାକୁ ଅଣ୍ଟା ଭିଡିଛନ୍ତି, ସେଥିପାଇଁ ଓଡିଶାର ମା'ମାନଙ୍କର ପସନ୍ଦର ନେତା ସାଜିଛନ୍ତି ନବୀନ।

  • @Prasanna-892
    @Prasanna-892 24 дні тому +3

    ମହିଳା ଆଜି ସଶକ୍ତ, କାହା ଉପରେ କରୁନି ନିର୍ଭର

  • @ManishKumar-743
    @ManishKumar-743 24 дні тому +1

    ଓଡିଶା ର ସବୁ ନାରୀ ଆଜି ସଶକ୍ତ,କାରଣ ଆମ ପ୍ରଗତି ପଛରେ ଅଛି ନବୀନ ଙ୍କ ହାତ

  • @JayantaPrakash726
    @JayantaPrakash726 24 дні тому +1

    ନାରୀ ସଶକ୍ତିକରଣ କ୍ଷେତ୍ରରେ ଅଭୁତପୂର୍ବ ଉପଲବ୍ଧି କରିଛି ଆମ ନବୀନ ଓଡ଼ିଶା। ଯାହାକୁ ସଫଳ ରୂପ ଦେଇଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik

  • @ManishKumar-743
    @ManishKumar-743 24 дні тому +1

    ମିଶନ ଶକ୍ତି, ମହିଳାଙ୍କ ପ୍ରଗତି . . . ମହିଳା ମାନଙ୍କୁ ସଦାସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି ନବୀନ

  • @souravmishra2048
    @souravmishra2048 24 дні тому +8

    Hariba dara gharilani

  • @kpatro8463
    @kpatro8463 24 дні тому +4

    ଆଉ ଦରକାର ନାହିଁ ତମର ଶାସନ । ବହୁତ୍ ହେଇଗଲା ଓଡ଼ିଶାରେ BJD ସରକାର, ଏଥର ଓଡ଼ିଶାରେ ବିଜେପି ସରକାର 🧡🧡
    ଓଡ଼ିଆରେ ଦୁଇ ପଦ କହିବା ପାଇଁ ମଧ୍ୟ ଲେଖିକି ଦେବାକୁ ପଡ଼ୁଛି ନବୀନ ସାର୍ ଙ୍କୁ, ୨୪ ବର୍ଷ ହୋଇଗଲା ଓଡ଼ିଆ ଟିକେ କହି ପାରିଲେ ନାହିଁ । ଆଉ ତମ ଉପରେ ଭରସା ନାହିଁ ।

  • @priyaodiavlogs6070
    @priyaodiavlogs6070 24 дні тому +10

    Dariki auu kn kn koribo

  • @ExploreIndia8342
    @ExploreIndia8342 24 дні тому +6

    ବିଜେପି ଭୟରେ ବିଜେଡି ର ସବୁ ନିଗିଡ଼ି ଯିବ।

  • @sagarabehera6042
    @sagarabehera6042 24 дні тому +1

    You are a legend sir❤

  • @bikramroutaray935
    @bikramroutaray935 24 дні тому

    ବାଳ ଶକ୍ତି 25 ବର୍ଷ ବହୁତ ଶକ୍ତି କଲଣି ଆମେ ଜାଣିଲୁଣି.

  • @sambhumahanty4495
    @sambhumahanty4495 24 дні тому

    🐚🐚💚

  • @kishorchsrichandan307
    @kishorchsrichandan307 24 дні тому

    So many groups of employees demanding pension in Gandhi Marg. Pension for shg ???

  • @subratpanda7313
    @subratpanda7313 24 дні тому

    Prati Panchayat re cold storage kuade gala?

  • @ashokrout3910
    @ashokrout3910 24 дні тому +1

    JAI NAVEEN ONLY NAVEEN ONLY NAVEEN ONLY NAVEEN ONLY NAVEEN ONLY NAVEEN ONLY NAVEEN ONLY NAVEEN ONLY NAVEEN

  • @krushnabehera9269
    @krushnabehera9269 24 дні тому

    ଆଉ ଦରକାର ନାହି ତମର ଶାସନ ଆମ ବହୁତ ଦୁଃଖ ଅଛନ୍ତି

  • @gyaranajanpanda9210
    @gyaranajanpanda9210 23 дні тому

    Tike gahama milile ame Khushi habu

  • @prabhuramdas5528
    @prabhuramdas5528 24 дні тому +5

    BJD ନିଦ ହଜିଗଲା ଏଇ ଅଖୟ ତୁତିଆ ଠାରୁ,

  • @alokadebapahi3093
    @alokadebapahi3093 24 дні тому

    Odisha kemiti Devlop heba tara kichhi planning nahin, chinta nahin, 25 years helani khali magana jojana , eta free dei debi seta free deidebi ta chhada aau kichhi nahin . Rajya re kemiti uzjogi hebe , Niza rajyare nija rajya basi kemiti rozagar karibe , rajya kemiti sasakta heba tara kichhi chinta nahin .

  • @KalapanaJena-jz9ir
    @KalapanaJena-jz9ir 24 дні тому

    ଓଡ଼ିଶାର 70 ଲକ୍ଷ୍ୟ ମିଶନଶକ୍ତି ମା ମାଙ୍କଙ୍କୁ ପେନସନ ଦେଇ ମାନଙ୍କ ମନରେ ଖୁସି ଭରିଦେଇଛନ୍ତିମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @dcreative2544
    @dcreative2544 24 дні тому

    ମହିଳାଙ୍କୁ ପେନସନ୍ ଦେଲେ କଣ ଦାଦନ କମିଯିବ

  • @NiranjanSwain-rg4lx
    @NiranjanSwain-rg4lx 24 дні тому

    Au kana ache

  • @neturahdvideo5026
    @neturahdvideo5026 24 дні тому

    Chachi bhai manku pai kichi nai

  • @amitpatro4508
    @amitpatro4508 24 дні тому

    "ଆପନ୍ ମାନେ ଖୁଶି ତ ?" ଏ dialog କହି କହି 10 ବର୍ଷ କାଟିଦେଲ, ଆଉ ଏହି dialog ଚଳିବନି। ଓଡ଼ିଶାର ଲୋକଙ୍କୁ ଆଉ ଆପଣଙ୍କ ସେ "ଖୁଶି" ଦରକାର ନାହିଁ । ଆପଣ ଏବେ "ଖୁଶି"ରେ ଆରାମ କରି ଶଙ୍ଖ ଫୁଙ୍କି ଓଡ଼ିଶାରେ BJP ସରକାର କୁ ସ୍ବାଗତ କରନ୍ତୁ । ଏହା ହିଁ ଆପଣଙ୍କ ପାଇଁ ଓ ସମଗ୍ର ଓଡ଼ିଶାବାସୀ ଙ୍କ ପାଇଁ ଭଲ ହେବ ।

  • @deepakkumarnayak5945
    @deepakkumarnayak5945 24 дні тому

    Maa and bapa Mane 60ye pare old age pension miliba bjp ashile 3000 miliba BJD Khali prahasana karuchi jadi pension daba kete tanka daba kahuni

  • @sagarabehera6042
    @sagarabehera6042 24 дні тому

    Sure win sir...

  • @user-tw9le4mi8w
    @user-tw9le4mi8w 24 дні тому

    ମଲା କଙ୍କଡା ଘରେ ଶୋଇବ ପାଣ୍ଡୁ ଶାସନ କରିବ ଓଡିଆଲୋକ କଣମେଣ୍ଢା ଯିଏ ପାଇବ ସିଏ ଚରେଇବ ଆଉ ଭୋଟ ମିଳିବନି

  • @PaduRana-hf5fs
    @PaduRana-hf5fs 24 дні тому

    Run chhad aru dhan kuntal 4000

  • @KuberSahu-nu4xt
    @KuberSahu-nu4xt 24 дні тому

    ଖୋ ସବୁ ମହିଲା ଭୋଟ ବିଜେଡି କେ ଜିବା

  • @user-so9kn2wx6t
    @user-so9kn2wx6t 24 дні тому +2

    ନବୀନ ଗୋଟିଏ କାଟୁନୁ

  • @srikantanayak398
    @srikantanayak398 24 дні тому

    Aama dukhita.sir

  • @Reverbmusic2686
    @Reverbmusic2686 24 дні тому

    କି ଭୟ 😅😅😅

  • @SarojKhilar-fw9gd
    @SarojKhilar-fw9gd 24 дні тому +4

    BJP ❤

  • @prajesh1550
    @prajesh1550 24 дні тому +1

    BJP win 🚩

  • @anilkumarnayak519
    @anilkumarnayak519 24 дні тому

    Ethara 10ta sit paibani bjp

  • @haridas4702
    @haridas4702 24 дні тому +1

    FROD

  • @gyanendranayakkumar5071
    @gyanendranayakkumar5071 22 дні тому

    Odisha... garib.no..1..
    Dalal Street and..cm... stap....bjd..neta...cororpati

  • @sangrampatrapatra9004
    @sangrampatrapatra9004 24 дні тому

    Jabar khusi..
    Khali gada gada hei bohi jauchi....chi

  • @bikramroutaray935
    @bikramroutaray935 24 дні тому +1

    June 4 ରେ ନବୀନ ନିବାସ କୁ ଶୂନ୍ୟ ମନ୍ଦିର କରାଯିବ.... ସେଠି ମନ୍ଦିର ହବ...

  • @udayanarayanjena456
    @udayanarayanjena456 24 дні тому

    Final go back pandu to tamilnadu

  • @sushitkumarparida7388
    @sushitkumarparida7388 24 дні тому

    SSG mahila murkhami karani ki pension jadi dabar achhi ebe thu delani 60years pare loan sujhibaa chinta re death hoithiba se nabin khali bhakua banuchhi .tuma maanku ki sakhyam kariba tuma swami pilanku rojagar deu .5% loka labhaban hebeni BJD jou sabu manifesto rakhichhi kintu odisha ra balidan diani aau

  • @whatnot9845
    @whatnot9845 24 дні тому

    AI 😂

  • @narasinghdas3623
    @narasinghdas3623 24 дні тому

    Bidaheba bela asuchi

  • @simanchalbehera1486
    @simanchalbehera1486 24 дні тому

    Kanak news BJD khelo

  • @tapankumarsahu8392
    @tapankumarsahu8392 24 дні тому

    Kichi bi debani.fake news

  • @hillandseacreation...797
    @hillandseacreation...797 24 дні тому

    Luv u naveen patnaik