ସୋ ରୁମରୁ ଗାଡ଼ି ନେଇ ଗର୍ଲଫ୍ରେଣ୍ଡ ସହ ମଉଜ କରୁଥିଲା ଆଉ ଏବେ...

Поділитися
Вставка
  • Опубліковано 8 лис 2024

КОМЕНТАРІ • 212

  • @trilochanbiswal4089
    @trilochanbiswal4089 Місяць тому +89

    ମଦ ପାଇଁ ସବୁ ଏତେ ଧନ୍ଦା ମଦ କୁ ସଂପୂର୍ଣ୍ଣ ବଂଦ୍ କରାଯାଉ ଜୟ ଜଗନ୍ନାଥ 🙏🙏🙏

  • @bhumi0511
    @bhumi0511 Місяць тому +157

    ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଇ ପ୍ରକୃତ ମାଲିକ କୁ ନ୍ଯାୟ ମିଳିବା ଦରକାର

  • @sasanksekharaswain9208
    @sasanksekharaswain9208 Місяць тому +65

    ବହୁ ଗ୍ୟାରେଜ ବାଲା ଏପରି କରୁଛନ୍ତି , ମାଲିକକୁ ଉପଜୁକ୍ତ ନ୍ୟାୟ ମିଳିବା ଉଚିତ୍ , ପୋଲିସ୍ ର ସୂଚନା ପାଇଁ
    ଧନ୍ୟବାଦ

  • @ranjanbaral9351
    @ranjanbaral9351 Місяць тому +64

    ପୋଲିସ ଅଫିସରଙ୍କ ସ୍ପଷ୍ଟ ସୂଚନା ପାଇଁ ତାଙ୍କୁ ଅନ୍ତରରୁ ଧନ୍ୟବାଦ।
    କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।

  • @Akasha_Nayak
    @Akasha_Nayak Місяць тому +116

    😢 ଗରିବ ଲୋକଟେ କେତେ କସରତ କରିକି ଗାଡ଼ି ଟେ କିଣିଛି । ଆଉ ଶୋ ରୁମ୍ ବାଲା ମଉଜ ମସ୍ତି କରିକି ଗାଡ଼ି ଭାଙ୍ଗି ଦୋଉଚି । ଗାଡ଼ି ମାଲିକ କୁ ନ୍ୟାୟ ମିଳିବା ଉଚିତ୍ ।

  • @sandhyatara1993
    @sandhyatara1993 Місяць тому +32

    Show room ର lisence seize ହେଉ... ଗାଡି owner କୁ ନୂଆ ଗାଡି ଦଉ...

  • @free2speak338
    @free2speak338 Місяць тому +49

    ଶୋ ରୁମ୍ ବାଲା ନୂଆଁ ଗାଡି ଦେବା ଦରକାର।

  • @subratapanigrahi3628
    @subratapanigrahi3628 Місяць тому +15

    ଧନ୍ୟରେ ମଣିଷ, ମନରେ କି ଚିନ୍ତା ରଖି ଭଗବାନ ଦର୍ଶନ କରିବାକୁ ଯାଇଥିଲ, ତୁମେ ଶଳାଏଁ ସବୁ ମରି ଯାଇଥିଲେ ଭଲ ହୋଇଥାନ୍ତା, ହିନ୍ଦୁ ଜାତି ରୁ ମଇଳା ସଫା ହୋଇଥାନ୍ତା

  • @pkm06
    @pkm06 Місяць тому +38

    ପର ସମ୍ପତ୍ତି ମହା ବିପତ୍ତି, ମଦ୍ୟପ ଚାଳକ ଜାତି ର କଳଙ୍କ। ପୋଲିସ୍ ଥାନା ପୋଲିସ୍ ର ଜ୍ଵାଳା, ଜର୍ଜ୍ ଙ୍କ ପ୍ରଶ୍ନ ରେ ପୋଲିସ୍ ବାଉଳା। ସମସ୍ତେ କରନ୍ତି ଜନତାଙ୍କ ଅବହେଳା।

  • @MadanmohanBarik-b7c
    @MadanmohanBarik-b7c Місяць тому +76

    ମଦ ସବୁରି ପାଇଁ କାଳ ମଦ ବନ୍ଦ ହେଲେ ସବୁ ଠିକ୍ ହେଇଯିବ ନହେଲେ ଏମିତି ପୋକ ମାଛି ପରି ପ୍ରତିଦିନ ମରିବେ।
    🙏🙏🙏🔱ହର ହର ମହାଦେବ🔱🙏🙏🙏

    • @manojkumarsingh6285
      @manojkumarsingh6285 Місяць тому +4

      Yes 💯 thik katha bhai

    • @Akasha_Nayak
      @Akasha_Nayak Місяць тому +3

      ମଦ ନୁହେଁ , ଏଥି ସେ ରଙ୍ଗ ମାରିକି ଅତି ବେଗରେ ଗାଡ଼ି ଚଲୋଉଥିଲା ।

    • @MadanmohanBarik-b7c
      @MadanmohanBarik-b7c Місяць тому

      @@Akasha_Nayak ମଦ ନୁହଁ କଣ,ମଦ ନିଶା ହେଲାଠୁ ଗାଡ଼ିର ସ୍ପିଡି ବଢୁଛି ଆଉ ଦୁର୍ଘଟଣା ବଢୁଛି।
      🙏🙏🙏🔱ହର ହର ମହାଦେବ🔱🙏🙏🙏

    • @Birabhue-t7s
      @Birabhue-t7s Місяць тому +1

      ମଦ ଯଦି ବନ୍ଦ ହେବ ସୁଭଦ୍ରା ଯୋଜନା ପଇସା ଟା କୋଉଠୁ ଆଣିବୁ 😂😂😂

    • @MadanmohanBarik-b7c
      @MadanmohanBarik-b7c Місяць тому

      @@Birabhue-t7s କିଏ କହୁଚି ଏ ସବୁ ଯୋଜନା କରିବା ପାଇଁ ଆଉ ଗୋଟେ କଥା ହେଲା ଟଙ୍କା କୋଉଠୁ ଦେବେ ତମ ଘର ବାରି ବିକିକି ଟଙ୍କା ଦଉଥିବ ଲୋକଙ୍କୁ।ଜନତାଙ୍କ ଟଙ୍କା ଜନତାକୁ ଦିଆଯାଉଛି ଯେମିତି ନେତା ମାନେ ସୁରଟ ଯାଇ ରୋଜଗାର କରି ଦେଉଛନ୍ତି।
      🙏🙏🙏🔱ହର ହର ମହାଦେବ🔱🙏🙏🙏

  • @diptinanda4858
    @diptinanda4858 Місяць тому +14

    Police କୌଣସି ଚାପ ରେ ନ ରହି strong action ନିଅନ୍ତୁ.

  • @karanhansdah3367
    @karanhansdah3367 Місяць тому +15

    ବ୍ୟଭିଚାର, ମଦ୍ୟ ଓ ନୂତନ ଦ୍ରାକ୍ଷାରସ ବୁଦ୍ଧି ହରଣ କରେ।

  • @KhageswarDas-fw2nk
    @KhageswarDas-fw2nk Місяць тому +18

    ସେ ଗାଡି ରେ ଥିବା ଝିଅ ପିଲା ମାନଙ୍କର ମୁହଁ ଟିକେ ଦେଖାଅ ସମସ୍ତେ ଦେଖନ୍ତୁ

  • @helpinghandsforanimals6007
    @helpinghandsforanimals6007 Місяць тому +15

    ବାଃ ବାଃ ଧବଳେଶ୍ଵର ଦର୍ଶନ କରି,,,ତା ପରେ ମଦ ପିଇଲେ କିଛି ଅସୁବିଧା ନାହିଁ।

  • @prakashmeher1767
    @prakashmeher1767 Місяць тому +3

    ଶୋରୁମ ବାଳା ନୁଆ ଗାଡି ଦେଉ

  • @bijaymishra6797
    @bijaymishra6797 Місяць тому

    Beautiful presentation very Very nice thanks from RUKMINI PRODUCTION 🎉🎉🎉

  • @ManojSahoo-x1e
    @ManojSahoo-x1e Місяць тому +4

    ଲୋକେ ମାନେ ଗାଡ଼ି ସର୍ଭିନ୍ସିଂ କରିବାକୁ ଦେବେ ଏମାନେ gailfrind ଧରିକି ବୁଲିବେ very interesting news 🧐

  • @Sibaram12370
    @Sibaram12370 Місяць тому +6

    ଜୟ ଜଗନ୍ନାଥ🙏 ନିସା ପ୍ରତି ସାବଧାନ ନିସା କ୍ଷତିକାର ମୋର ଅନୁରୋଧ 🙏😢😢😢

  • @manasranjanmohanty3270
    @manasranjanmohanty3270 Місяць тому +19

    ସେକ୍ସ କରି ବାକୁ ଯାଇଥିଲେ 😄 ଫାଇନାସ ଗୁଣ୍ଡା

  • @sahadevsaha4721
    @sahadevsaha4721 Місяць тому +11

    ମଦ ମାଂସ,BS,bf,gf, ଚରସ୍,ଜାଣିଛନ୍ତି ଆମ ଓଡ଼ିଶା ର ଲୋକ ସର୍ବଭାରତୀୟ ସ୍ଥରରେ ବେଶୀ ନିଶା ପାଣି କରନ୍ତି, ଶିକ୍ଷା ସଂସ୍କାର ଅଭାବ, ସମାଜ ରେ ଅପସଂସ୍କୃତି ଦେଖାଦେଇଛି,ଏଥି ପାଇଁ ଦାୟୀ କିଏ

  • @nikhileshdas4929
    @nikhileshdas4929 Місяць тому +13

    ଦାୟୀ ଉଭୟ ପୁଅ ଝିଅ ଙ୍କ ଫଟୋ ଦେଖାନ୍ତୁ।

  • @soumyarout3547
    @soumyarout3547 Місяць тому

    Waoo very interesting news 😃😃

  • @durgeshpatra4498
    @durgeshpatra4498 Місяць тому +31

    ଖାଲି ଇଏ ଗୋଟେ ନୁହେଁ ସବୁ ଗାରେଜ ଲୋକ ଏମିତିଆ

    • @SidharthMishra99
      @SidharthMishra99 Місяць тому +1

      Han sata katha mu bahut thara bike repair pai deithibi semane dinaku 100Rs bhada re aau kahaku dabara dekhichi,Kahile olata jhagada karibe

    • @durgeshpatra4498
      @durgeshpatra4498 Місяць тому

      @@SidharthMishra99 ସେମାନେ ତେଲ କାଢି ନିଅନିଁ ଅଲଗା ପାଟସ୍ ସବୁ କାଢି ପୂରୁଣା ଲଗାଇ ଦିଅନ୍ତ ତା ପରେ ଟୋକି ଧରି ନିଜ ବାପା ଗାଡି ଭଳିଆ ଚିକ୍କଣ ହେଇକି କଲେଜ ମାନଙ୍କରେ ଠିଆ ହେଇ ଥାଆ ନିଁ

  • @swadhinkumarsena6658
    @swadhinkumarsena6658 Місяць тому +14

    ପ୍ରଥମେ ସୋ ରୁମ ମାଲିକ ଆଉ ମ୍ୟାନେଜର କୁ ଗିରଫ କରିବା ଦରକାର ।ଲୋକ କାହା ଭରଷାରେ ସୋ ରୁମ ରେ ଗାଡି ଦଅଉଛନ୍ତି

    • @JimendraDigal-rf8sw
      @JimendraDigal-rf8sw Місяць тому +2

      ସୋ ରୁମ ଏବଂ ଯିଏ ସୋ ରୁମ ରୁ ଯେଉଁ କର୍ମଚାରୀ ଗାଡି ନେଇ ମସ୍ତି କରୁଥିଲା ତାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ,

  • @srn78610
    @srn78610 Місяць тому +13

    Wah re Wah. Mahindra Service Center.

  • @PaniBhabani-bb3fu
    @PaniBhabani-bb3fu Місяць тому

    ଯାହା ପରିସ୍ଥିତି ହେଲାଣି ଆଉ ରାସ୍ତା ରେ ଗାଡ଼ି ଚଲେଇ ହେବନି । ମଦ ଉତ୍ପାତ ଏତେ ମାତ୍ରା ହେଲାଣି ଯାହା ସହି ହେଉନି ।
    ଏଥି ପ୍ରତି ସରକାର କିଛି ପଦକ୍ଷେପ ନିଅନ୍ତୁ ।
    ଲୋକଙ୍କ ପ୍ରତି ଲିମିଟ ର ବ୍ୟବସ୍ଥା
    କରାଯାଉ।

  • @benudharpatra9256
    @benudharpatra9256 Місяць тому +7

    କଣ କଲା ସେ ଗ୍ୟାରେଜ ବାଲା !

  • @shreeshradha7vlogs
    @shreeshradha7vlogs Місяць тому +4

    ମାନ୍ୟବର ମୁଖ୍ୟମନ୍ତ୍ରୀ ଜଲଦି ମଦ ବନ୍ଦ କରନ୍ତୁ ନହେଲେ ଏମିତି ଦିନ ଆସିବ ଆଉ କାହା ଘରେ ପୁଅ ରହିବନି ସବୁ ମରିଯିବେ 😢🙏

    • @antarjyamiswain3612
      @antarjyamiswain3612 Місяць тому

      Absolutely right.

    • @TaranisenPradhan-k8k
      @TaranisenPradhan-k8k Місяць тому

      ମାନ୍ୟବର ମଦ ଘରେ ଘରେ ଦେବାପାଇଁ ଯୋଜନା କଲେଣି ଅପେକ୍ଷା କର

    • @iamRimjhim-y2u
      @iamRimjhim-y2u 23 дні тому

      Agaru kana mada piunathile na dhaka hau nathila mohan majhi adibasi boli kehi khatiri karkunahati mada tankare bjd chluthalila

  • @amitbehera3346
    @amitbehera3346 Місяць тому +1

    ବାହା ବାହା ରେ କି ଭକ୍ତି ମଦ ଖାଇ କୀ ଧବଳେଶ୍ଵର ମନ୍ଦିରର ଜା ଉ ଛନ୍ତି, ଏ ବେଧ ଆଉ ଭାଦୁଆ ମାନଙ୍କୁ ନିର୍ଧୋମ ମାଡ଼ ଦରକାର

  • @sailendrapanda4455
    @sailendrapanda4455 Місяць тому +4

    Owner ku new scorpio s11 gote dia jau......nochet showroom owner na re case korajau

  • @soumya7711
    @soumya7711 Місяць тому +13

    ଏଠାରେ ସାଧରଣ ଲୋକ ଙ୍କ ଦ୍ୱାରା କ୍ରାଇମ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଭଲ କଥା ଆଇନ୍ କାନୁନ୍ ରେ
    ହେଲେ ସ୍ଵର୍ଗତ ନବକୃଷ୍ଣ ଙ୍କ ପୁଅ Range Rover ଗାଡି film style ରେ ଗୋଟେ ନିରୀହ ଝିଅ ଜୀବନ ଚାଲିଗଲା ସେ ଦୁର୍ଘଟଣାରେ ଗୋଟିଏ ଦେଶ ର ଜବାନଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଯନ୍ତ୍ରଣା ରେ ଛାଡି ଦିଆଗଲା ସେଠାରେ ବିଚାର ବିଭାଗ ବ୍ୟବସ୍ଥାରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ସବୁ ଜାଣି ଚୁପଚାପ୍।
    ଆଉ ସେ ଝିଅ କୁ ନ୍ୟାୟ ପ୍ରଦାନ କରାଗଲା ନାହିଁ।ଏହା ହେଉଛି ଓଡ଼ିଶାର କଥା 😢

    • @rabibiswal2201
      @rabibiswal2201 Місяць тому

      ଦୁର୍ବଳ ଉପରେ ହିଁ ସମସ୍ତଙ୍କ କାନୁନ୍ ଚାଲିଛି । ଜୋର୍ ଯାର ମୁଲକ୍ ତାର ଦୁନିଆ।😢😢

    • @NiharNayak-q4h
      @NiharNayak-q4h Місяць тому +1

      25year BJD vote debaraa parenamaa

  • @dailylife1956
    @dailylife1956 Місяць тому +9

    Jamaru bail diani emnanku.. Emiti mada piki bahut utpat heuchanti.. Jhia b drink kariki car chalauchanti

  • @farah87456
    @farah87456 Місяць тому +1

    482 IPC kemiti lagibo sir ?
    IPC aau nahi sir, BNS lagibo

  • @koraputdj4587
    @koraputdj4587 Місяць тому +12

    Gadira 2 ta. Number plate. Achi

  • @vikaridash6743
    @vikaridash6743 Місяць тому

    THANKS, OUR PROTECTION POLICE OFFICER ❤❤❤TAKE HIGHER ACTION,SIR❤❤❤❤

  • @9654aryan
    @9654aryan Місяць тому +5

    Case should be against the Showroom also

  • @ranjitsatapathy5951
    @ranjitsatapathy5951 Місяць тому +6

    First show room manager should be arrested for giving other vehicles to his worker for amusement

  • @gabarsingh3175
    @gabarsingh3175 Місяць тому

    Well explained police officer ❤

  • @madhuchhandaparida651
    @madhuchhandaparida651 Місяць тому

    ସେ ସମସ୍ତଙ୍କୁ arrest କରିବା କଥା।

  • @basantakumarpanda9022
    @basantakumarpanda9022 Місяць тому +8

    ମଦର ଭୁଲ ,ନା ଡ୍ରାଇଭର ର ଭୁଲ ସରକାର ଚିନ୍ତା କରନ୍ତୁ।

  • @tuantuinvlogs7493
    @tuantuinvlogs7493 Місяць тому +2

    Baba Dhabaleshwar nyaya kale...Au Rakhya b kale... Jaya Baba Dhabaleshwar 🙏🙏🙏

  • @aarzoo4168
    @aarzoo4168 Місяць тому +6

    Wine, Nabin ta bandh Kari parilani ye Majhi kana kariba

  • @pintumohanty6812
    @pintumohanty6812 Місяць тому +4

    Mandira jiba au mada Mansa khaiba ta kana bhala heba ki sabu prabhunka mahima

  • @krishnaprasadrath
    @krishnaprasadrath Місяць тому +3

    Dhanya re Kulangara premika aau chhattarkhai premikaa mane.Repairing pain asithiba gadi ku nei prema kariba Nisha ta ekdum uturi jaithiba bodhhue.Hau ghare bapamaa jani paribe eprakara shikshita shikshitaaa murkha mane kemiti aau kou college re patha padhuchhanti aau keun prakar timepass karuchhanti.🙏 Jai ♥️🇮🇳🔥 Hind 🙏

  • @parentlover7012
    @parentlover7012 Місяць тому +4

    Water re padithile bhala heithanta...aau samaste friendly narka ku paleithantr😂😂

  • @ranjankumardash2969
    @ranjankumardash2969 Місяць тому +4

    Rasta re style maney magana gadi 😢😮

  • @bharatsethy3406
    @bharatsethy3406 Місяць тому +2

    Good police

  • @demkacharanmajhi9579
    @demkacharanmajhi9579 Місяць тому

    ମଦ ର କରାମତି

  • @nayakmanash8947
    @nayakmanash8947 Місяць тому

    କମ୍ପାନୀ ପୁରା ଟଙ୍କା ଦେବ ନାଇଁ ତ ନୂଆ ଗାଡି ଦବ ପିଲା ନୁହେଁ କି ମିସ୍ତ୍ରୀ ନୁହେଁ

  • @AbhishekSonu-o3j
    @AbhishekSonu-o3j Місяць тому +1

    ଭଲ ଆଉ

  • @s.mohapatra-i1k
    @s.mohapatra-i1k Місяць тому

    ଗାଡି ମାଲିକ ସୋ ରୁମ୍/ ସର୍ଭିସ ଷ୍ଟେସନ ମାଲିକ ଉପରେ କେସ କରନ୍ତୁ

  • @JitendradashJitu
    @JitendradashJitu Місяць тому +2

    Wow ye too. Latest. News. Hai

  • @sumansahu3092
    @sumansahu3092 Місяць тому +2

    New rule re ta charge lageiba katha IPC 482 kemiti lagei paribe😊😊😊

  • @jitendranathsahoo5593
    @jitendranathsahoo5593 Місяць тому

    Jai jagannath 🙏🙏🙏 Jay Hanuman 🙏🙏🙏

  • @JPbapuncomedy5940
    @JPbapuncomedy5940 Місяць тому

    Jay jagannath🙏🙏🙏

  • @prajeshkumarsahoo7730
    @prajeshkumarsahoo7730 19 днів тому

    ଆରେ number plate ପୁରା ଅଲଗା

  • @pabi94
    @pabi94 Місяць тому

    Ohh my God, Odisha police so talented?

  • @omcreations4021
    @omcreations4021 Місяць тому +2

    🙏kathor karjyanusthaan grahan kari kathor danda bidhaan ra bahut jaruri,
    mada aau nartaki sange nacha ra nishare rangin ye juba pidhi nija amulya jiban ku nasta kari deu chhanti, bibaha purbaru paraspara ku Dana ra aadan pradan,honeymoon gamana puni dina keita re bastra paribartan Kala pari premika paribartan ra kirtana karuchhanti,

  • @sujitgopalmohanty3594
    @sujitgopalmohanty3594 Місяць тому

    ଓହୋ ବଞ୍ଚିଗଲେ ନହେଲେRip😅😅

  • @bikramdey9006
    @bikramdey9006 Місяць тому +1

    Jay Jagannath 🙏

  • @pradiptabehera9640
    @pradiptabehera9640 Місяць тому

    Nice service mahendra service center

  • @rajendrabehera1874
    @rajendrabehera1874 Місяць тому +5

    Take immediate action on Mahindra service center

  • @Drawing1AHD
    @Drawing1AHD Місяць тому +2

    Jaha heu kahara kichi ହେଇ ନାହିଁ

  • @aranyadiscodance
    @aranyadiscodance Місяць тому

    Very good all drivers drink

  • @tripathybanamali7858
    @tripathybanamali7858 Місяць тому +9

    କେତେବେଳେ କହୁଛନ୍ତି ସେ ଆଣିଥିଲେ, ପୁଣି କହୁଛନ୍ତି ମୋ ସ୍ବାମୀ ଆଣି ଦେଇଥିଲେ।

  • @rajendramurmu6644
    @rajendramurmu6644 Місяць тому

    Good achhi

  • @surajkumarrout2312
    @surajkumarrout2312 Місяць тому

    Showroom new gadi daba ta uchit nyay..

  • @suratunbegum7506
    @suratunbegum7506 Місяць тому

    Beautiful woman.

  • @pkm06
    @pkm06 Місяць тому +2

    Under repair cars are being misusing. So what would be the responsibility of the showroom proprietor?

  • @mr.x7955
    @mr.x7955 Місяць тому +1

    Gadi ra 2ta number plate alga alga number kemiti

  • @munnavaai.
    @munnavaai. Місяць тому +1

    ଦୁର୍ଘଟଣା କେବେ ଜାଣିକି ହୁଏନି , ସିଏ ମଦ ପିଉ କି ନ ପିଉ ଦୁର୍ଘଟଣା ହଟାତ୍ ହୁଏ ।।

  • @Mbajaj
    @Mbajaj Місяць тому

    Bhai kn e gadi agare OD 24😂 pachare OD 02 are bhai ye kya hui

  • @chittaranjanmajhi6738
    @chittaranjanmajhi6738 Місяць тому +3

    Hou hou Sanstha chalu

  • @jjjbbl
    @jjjbbl Місяць тому

    କଣ କଲା ସେ

  • @gourharidash8551
    @gourharidash8551 Місяць тому +2

    Vehicle owner upare action neba darkar.

  • @SunilNayak-t5f
    @SunilNayak-t5f Місяць тому

    Jay jagannath

  • @BijaykumarSahoo-mx5tc
    @BijaykumarSahoo-mx5tc Місяць тому +12

    ଏ ହାରାମି ସ୍ତ୍ରୀ ଲୋକ ସେକ୍ସ୍ ବେପାର କରି କୋଟି କୋଟି ଟଙ୍କା କମାଇବା ପାଇଁ ୟା ଘଇତା କଲିକତାରୁ ଝିଅ ଆଣି ବେପାର କରୁଛନ୍ତି ବଡ଼ ବଡ଼ ଲୋକ ପଇସା ଥିବା ଲୋକମାନଙ୍କୁ ଆଇନର ସୁରକ୍ଷା ମିଳେ କାରଣ ଟଙ୍କା ଅଛି କିନ୍ତୁ ସତ ହେଲା ଗାଡ଼ିରେ ସେକ୍ସ୍ ବେପାର କରୁଛନ୍ତି

    • @rajeshsahoo5601
      @rajeshsahoo5601 Місяць тому +5

      ତମେ ତାଙ୍କ ଘର ପାଖା ପାଖି କି😮😮😮

    • @BijaykumarSahoo-mx5tc
      @BijaykumarSahoo-mx5tc Місяць тому

      @@rajeshsahoo5601 ମୁଁ ଦେଖି ଜାଣିବା ମଣିଷ analysis research person scientist

    • @Raunakroy1003
      @Raunakroy1003 Місяць тому +1

      Han, thik katha

    • @subhransudalai8360
      @subhransudalai8360 Місяць тому

      ବଡ଼ ବିଶେଷଜ୍ଞ

  • @TheLifeVibes
    @TheLifeVibes Місяць тому

    ଚଲେଇ ନେ ଏମିତି କାହିଁକି ହେଉଚୁ ଗାଡ଼ି ତୋର accident ହେବାର ଥିଲା ତୋ ଭାଗ୍ୟ ଭଲ ଗାଡ଼ି ତୋ ହାତ ରେ ନଥିଲା ନହେଲେ ତୁମେ ଘଇତା ମାଇପ ଦୁହେଁ ଉପରକୁ ପଳେଇ ଥାନ୍ତ

  • @mamatatripathy7549
    @mamatatripathy7549 Місяць тому +1

    Abd showroom against re bhi case heba darkar.

  • @Dream_India_tour
    @Dream_India_tour Місяць тому

    ମଦ ପିଇକି ଖେଳ କରୁଥିଲେ ଆଉ 😅😅

  • @priyabratmajhi291
    @priyabratmajhi291 Місяць тому +1

    Kichi nahi insurance re cover haba.

  • @PKTripathy786
    @PKTripathy786 29 днів тому

    Se service station ku band Kara jau ...
    And aae family ku nua gadi dia jau ...

  • @aratidas7098
    @aratidas7098 Місяць тому

    Garage Bala amiti karanti

  • @makardharmishra4253
    @makardharmishra4253 16 днів тому

    Pura tight karantu

  • @abinashswain964
    @abinashswain964 Місяць тому +1

    First gadi owner ku justice dia maa ghia rajendra driver ku bedha chua ku jail re purse ki ghanti dia

  • @syedsarfarajnawaj6056
    @syedsarfarajnawaj6056 Місяць тому +4

    Hai re pemma .
    Good policy action.

  • @pradyumnapuhan2156
    @pradyumnapuhan2156 Місяць тому +7

    bear re ete nisa ?

    • @MyLove_SARADA
      @MyLove_SARADA Місяць тому +4

      ବୋତଲ ଠିପି ଶୁଙ୍ଘିଦେଲେ ନିଶା😂😂😂

    • @sushimamitabh
      @sushimamitabh Місяць тому +4

      Beer not Bear. Bhalu kuade asila.

    • @pankajinisahu5730
      @pankajinisahu5730 Місяць тому

      Ta Mane tu ghoda madua

    • @binaygiri-yn8vb
      @binaygiri-yn8vb Місяць тому +3

      Elephant beer re bahut nisha acchi

  • @sanjaytripathy9675
    @sanjaytripathy9675 Місяць тому

    କେଡେ ମାଗିହା ଏ ଶୋରୁମ ର ମାଲିକ ମାନେ।

  • @bipinsahuvlogskoraputodish2536
    @bipinsahuvlogskoraputodish2536 Місяць тому +3

    Sir gadi chori ra

  • @KishoreParida-pn6uu
    @KishoreParida-pn6uu Місяць тому

    Jhia nka photo dekhajau

  • @sibaprasad1899
    @sibaprasad1899 Місяць тому +2

    Showroom nua Gadi deba

  • @motoggaming8484
    @motoggaming8484 Місяць тому +1

    Sabu Private gadi re GPS tracker lagiba katha, jadi chori heba sange Jana padijiba. Sabubele biswas wala Loko hi dhoka diyanti

  • @susantakumarmohanty8441
    @susantakumarmohanty8441 Місяць тому

    Khatam TATA BY BY

  • @aloksatpathy1680
    @aloksatpathy1680 Місяць тому +1

    5 jana nka against re case karajau.

  • @spotlight813
    @spotlight813 Місяць тому

    headlight kama habaku jaithila au headlight nahi 😂😂

  • @ShaktidharRoul-th1jr
    @ShaktidharRoul-th1jr Місяць тому

    A ମହିଳା ମିଛ କହୁଛି

  • @saradaswain7600
    @saradaswain7600 Місяць тому +1

    Demand for new car from service station

  • @biswajitbehera8308
    @biswajitbehera8308 Місяць тому +1

    Gadi kn bhangijaichi

  • @prakashpaikaray9051
    @prakashpaikaray9051 Місяць тому

    ଝିଅ ଦୁହିଙ୍କର ବଦନ ଦେଖାନ୍ତୁ l

  • @backtotheroots5509
    @backtotheroots5509 Місяць тому

    I was in Mumbai for 13 years. It is almost impossible as after 11pm all police patrol team have breath analysers. If the sitting persons have taken drinks Mumbai Police wouldn't say a thing. But if you are driving after taking drinks, then Mumbai police would screw you.