Grand Finaleରେ କୁନି ନମିତା Soumyashree ରେ ଦେଲେ ଜବରଦସ୍ତ Performance - Mun Bi Namita Agrawal Hebi

Поділитися
Вставка

КОМЕНТАРІ • 4,3 тис.

  • @monishapradhan8012
    @monishapradhan8012 2 роки тому +50

    ସୋମ୍ୟଶ୍ରୀଙ୍କ ସ୍ବର ଭାରି ମଧୁର। ଆଗକୁ ତାଙ୍କ ଭବିଷ୍ଯତ ଉଜ୍ଜ୍ବଳ ମୟ ହେଉ, ଏହା ହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା। କୁନି ନମ୍ରତାଙ୍କ ସ୍ବରରୁ ଜଗନ୍ନାଥ ଭଜନ ଶୁଣି ମୁଁ ଭାରି ଆନନ୍ଦିତ। ❤❤❤❤❤❤❤❤❤❤

  • @videosofalltypes9981
    @videosofalltypes9981 2 роки тому +234

    ବହୁତ ବଡ଼ିଆ 👌👌
    ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ଦୀର୍ଘାୟୁ କରନ୍ତୁ । ଜୀବନ ରେ ଏତେ ଏତେ ଆଗକୁ ଯାଅ ପରିବାର ପାଇଁ ଓଡିଶା ପାଇଁ ଗର୍ବ ଆଣ

  • @prafullakumar1457
    @prafullakumar1457 2 роки тому +7

    ବହୁତ ସୁନ୍ଦର ବୋଲିଚି ଏଇ କୁନି ଝିଅ ଟି ମୋର ଆଶା କି ତୁ ବହୁତ୍ ଆଗକୁ ଯିବୁ ଆଉ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ତୋ ଉପରେ ସବୁବେଳେ ଥାଉ god bless u 🥰🎉❤️😘

  • @alokmahakhud4882
    @alokmahakhud4882 Рік тому +33

    ବହୁତ ସୁନ୍ଦର କୁନି ନମିତା ଅଗ୍ରୱାଲ ସୌମ୍ୟାଶ୍ରୀ ଆଚାଯ୍ୟ ଏତେ ସୁନ୍ଦର ଲାଗୁଛି ଯେମିତି ମା ସରସ୍ୱତି ତାଙ୍କ କଣ୍ଠରେ ବସିଛନ୍ତି

  • @jagannathgiri1900
    @jagannathgiri1900 3 роки тому +55

    ଜଗନ୍ନାଥହ ଗିତରେ ବହୁତ ବଢିଆ ଖାଇଲେ ଜଗନ୍ନାଥଙ୍କ ପାଖରେ ଏତିକି ଅଳିତାଙ୍କ ଚଲାପଥ ମଂଗଳ ମୟ ହେଉ ଜ ଇଜଗନ୍ନାଥ

  • @MsLeetu
    @MsLeetu 2 роки тому +32

    ଆଗକୁ ଆହୁରି ଯାଆ ଏତିକି ଭଗବାନ୍ ଙ୍କ ପାଖରେ ମୋର ପ୍ରାର୍ଥନା ସୌମ୍ୟା ଶ୍ରୀ

  • @rajubhoi7594
    @rajubhoi7594 2 роки тому +62

    ବହୁତ୍ ସୁନ୍ଦର ଗୀତ ଭଉଣୀ ଜଗନ୍ନାଥଙ୍କ ଠାରେ ମୋର ପ୍ରଥାନା ସବୁ ବେଳେ ତମକୁ ଖୁସିରେ ରଖନ୍ତୁ

  • @XD_RAKESH
    @XD_RAKESH 2 роки тому +18

    ବହୁତ ବଢିଆ ଗୀତ ଗାଇଲ ସତରେ ତମେ ହିଁ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ🙏🙏

  • @maheshkumarnayak8496
    @maheshkumarnayak8496 2 роки тому +25

    ଅତି ସୁନ୍ଦର କହିବାକୁ କିଛି ଭାଷା ନାହିଁ 👌🏻👌🏻👌🏻 , ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ତମ ଉପରେ ଥାଉ ଧନ ଆହୁରି ଆଗକୁ ଯାଅ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା 🙏🏻ଜୟ ଜଗନ୍ନାଥ 🚩🙏🏻

  • @MITHUNkumar-we1on
    @MITHUNkumar-we1on 3 роки тому +174

    ବହୁତ ଭଲ ଲାଗିଲା
    ସବୁବେଳେ ଇଚ୍ଛା ହେଉଛି ସୁଣି ବାକୁ
    👌👌👌👌 Super voice

  • @mithunnayak4457
    @mithunnayak4457 2 роки тому +26

    ଜୟ ଜଗନ୍ନାଥ 🙏👍👌ବହୁତ ବଢିଆ.. ଧନ୍ୟବାଦ ଝିଅ.. ଦୀର୍ଘାୟୁ ଭବ 💐💐😍😄

  • @astrologerchandanpanda3607
    @astrologerchandanpanda3607 Рік тому +11

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 💐 ସମସ୍ତ ଓଡ଼ିଶା ବାସିଙ୍କୁ ଶୁଭ ସକାଳ 💐

    • @indian5646
      @indian5646 Рік тому +1

      ସାର୍ ମୁଁ ଆପଣଙ୍କର ସବୁ ୟୁଟ୍ୟୁବ ଭିଡିଓ ଦେଖେ।

    • @indian5646
      @indian5646 Рік тому

      ମୁଁ ଆପଣଙ୍କର ବହୁତ୍ ବଡ଼ ଫ୍ୟାନ 🙏🏼

    • @Odiahandishala1million
      @Odiahandishala1million Рік тому +1

      ନମସ୍କାର ସାର୍

    • @Odiahandishala1million
      @Odiahandishala1million Рік тому

      ଆପଣଙ୍କୁ ମଧ୍ୟ ସୁଭ ସକାଳ 🙏🏼

    • @mrvlogger8545
      @mrvlogger8545 Рік тому

      Sir apana nka video mo jiban badaleichi.

  • @kumarsonu4u
    @kumarsonu4u 3 роки тому +154

    ଶ୍ରୀ ଜଗନ୍ନାଥ ତୁମକୁ କୋଟି ପରମାୟୁ ଦିଅନ୍ତୁ । ଆଶା କରୁଛୁ, ସାରା ଦେଶ ବିଦେଶରେ ତୁମ ନାମ ପ୍ରଚାର ଓ ପ୍ରସାର ହେବ। ବହୁତ ସୁନ୍ଦର ସ୍ୱର।
    🎊🎈🎊ଅଭିନନ୍ଦନ ସୌମ୍ୟାଶ୍ରୀ 🎊🎈🎊
    🙏🙏ଜୟ ଜଗନ୍ନାଥ ସ୍ୱାମୀ🙏🙏

  • @bapinising540
    @bapinising540 2 роки тому +9

    ସୌମ୍ୟାଶ୍ରୀ ସାନ ଭଉଣୀଟିଏ । ବହୁତ୍ ବହୁତ୍ ଭଲ ଗାଇଲ । ଆମ ସମସ୍ତଙ୍କ ଆଶୀର୍ବାଦ ତୁମ ଉପରେ ଅଛି । ଆଗକୁ ମଧ୍ୟ ଏମିତି ସୁନ୍ଦର ସୁନ୍ଦର ଗୀତ ଗାଇ ତୁମ ନାମ ଉଜ୍ଜ୍ୱଳ କର । Goddess Bless you 👍👍👍👌

  • @susantkumardash8362
    @susantkumardash8362 2 роки тому +21

    ଅତି ସୁନ୍ଦର କଣ୍ଠ. ମା ସରସ୍ବତୀ ସର୍ବଦା ସହାୟ ହୁଅନ୍ତୁ.

  • @bikashcreation6574
    @bikashcreation6574 2 роки тому +17

    ବହୁତ ସୁନ୍ଦର କଣ୍ଠ ଯିଏ ବି ସୁଣିବ ମନ ଖୁସିରେ ଭରିଯିବ 🥰🥰 ଜୟ ଜଗନ୍ନାଥ ସ୍ବାମୀ

  • @smrutiranjanmalik3963
    @smrutiranjanmalik3963 2 роки тому +85

    ସତରେ କୁନି ନାମିତ ତମ ସ୍ୱର ବୋହୁତ ସୁନ୍ଦର। ଧନ୍ୟ ସେ ବାପା ଆଉ ମା । ଜଗନ୍ନାଥ ତମକୁ ଭଲରେ ରଖନ୍ତୁ।

  • @bhubansabar9923
    @bhubansabar9923 2 роки тому +370

    ସତରେ ଯେମିତି ମାଁ ସରସ୍ୱତୀଙ୍କ ସ୍ଵର ତାଙ୍କର ଗଳାରେ ବସିଛନ୍ତି। 🙏🙏🙏
    ବହୁତ ବଡିଆ ଗାଇଲା। 😍🥰😍🥰

  • @sunakarsahoo4070
    @sunakarsahoo4070 3 роки тому +152

    ମୁକୁଟ ରାଣୀ ସୌମ୍ୟା ଭଉଣୀ
    କୁନି ନମିତା ସେ ମଉଡମଣୀ
    ଗୀତ ଶୁଣି ସ୍ରୋତା ବକ୍ତା ଓ ବିଚାରକ
    ସାରା ଓଡ଼ିଶା ହୋଇଲା ବିମୋହିତ
    ଝିଅ ହୋଇଲ ତୁମେ ଜଗାର ସତ
    ପ୍ରଶଂସା ମିଳୁଛି ସାରା ଜଗତ
    ଜୟ ଜଗନ୍ନାଥ🙏 ଜୟ ଜଗନ୍ନାଥ🙏

    • @likudash9762
      @likudash9762 3 роки тому +8

      ରାଇଜ କହିଲା ଜଗାର ଝିଅ
      ଜଗାର ଵଢିଲା ମମତା ସୁଅ
      କଅଁଳ ହୃଦୟ କମଳ ହୃଦେ
      ଝିଅ ନ ଜିତିଲେ ବାପକୁ ଵାଧେ
      ମହାପ୍ରଭୁଙ୍କ ର ଧରମ ସୁତା
      ହୁଅନ୍ତା କେଅବା ଜଗତଜିତା

    • @ritacookingchannel1946
      @ritacookingchannel1946 3 роки тому +2

      ..cm..zb bmbccc@@likudash9762

    • @ritacookingchannel1946
      @ritacookingchannel1946 3 роки тому +2

      @@likudash9762 bz .c.

    • @ritacookingchannel1946
      @ritacookingchannel1946 3 роки тому +2

      .

    • @ritacookingchannel1946
      @ritacookingchannel1946 3 роки тому +2

      @@likudash9762 c

  • @sudarsansingh6401
    @sudarsansingh6401 6 місяців тому

    ସତରେ ଏହି ଗୀତ ଏତେ ସୁନ୍ଦର୍ ଲାଗେ ମୋତେ ମୁଁ ଅଧିକାଂଶ ସମୟରେ ଏହି ଗୀତ ହିଁ ଶୁଣୁଥାଏ

  • @rinki1558
    @rinki1558 3 роки тому +101

    ସତରେ କୁନି ନମିତା ର କଣ୍ଠସ୍ୱର ମନ ମୋହି ନେଲା। ବହୁତ୍ ବହୁତ୍ ଧନ୍ୟବାଦ୍ ବେଟା

  • @himansuhappy1737
    @himansuhappy1737 2 роки тому +15

    ବହୁତ ସୁନ୍ଦର ଲାଗିଲା କୁନି ଝିଅ ତୋ ଗୀତ 💐💐💐💐

  • @abhayacharanapatra3502
    @abhayacharanapatra3502 3 роки тому +28

    ଅତି ସୁନ୍ଦର. ମହାପ୍ରଭୁ ଜଗନ୍ନାଥ ତୁମକୁ ଦୀର୍ଘାୟୁ ଜୀବନ ଦିଅନ୍ତୁ. ଜୟ ଜଗନ୍ନାଥ

  • @djsipunmbj2487
    @djsipunmbj2487 Рік тому +5

    ବହୁତ ସୁନ୍ଦର ଗୀତ ଯିଏ ବି ଏ ଗୀତ ଶୁଣିବ ତା ମନ ଭିତରେ ଥିବା ସବୁ ଦୁଶ୍ଚିନ୍ତା ଦୂର ହୋଇଯିବ ଏବଂ ତା ମନ ଭକ୍ତିରେ ଭରିଯିବ 🙏🙏 ଜୟ ଜଗନ୍ନାଥ 🙏🙏

  • @kamalakantaray4474
    @kamalakantaray4474 2 роки тому +6

    କୁନି ଝିଅ ର voice ବହୁତ ମଧୁର, ଜଗନ୍ନାଥଙ୍କ କୃପାରୁ ଆହୁରି ଆଗକୁ ଯାଆନ୍ତୁ କୁନି ଝିଅ🙏🙏

  • @laxmidharsethi7789
    @laxmidharsethi7789 3 роки тому +42

    Thank you Siddhartha Tv.
    ଛୋଟ ଛୋଟ ପିଲା ଙ୍କୁ ନେଇ ନୂତନ ପ୍ରତିଭା ଖୋଜିବା ର ପ୍ରୟାସ।
    ପୁରୁଖା ପୁରୁଖା ଦକ୍ଷ ସଙ୍ଗୀତ ଗାୟକ ଗାୟିକା ଙ୍କୁ ନେଇ ଜଜ୍ କରା ଯାଇଛି। Thank you ନମିତା ମାଡାମ. I am your good fan. Every morning I woke up with your sweet Odia bhajan.
    କିନ୍ତୁ ଅନ୍ୟ ଟିଭି ଚାନେଲ ମାନଙ୍କୁ ଅନୁରୋଧ ଯେତେବେଳେ କୌଣସି ରିଅଲିଟି ସୋ ରେ ଜଜ୍ ଙ୍କୁ ଆମନ୍ତ୍ରଣ କରୁଛନ୍ତି ଏମିତି ଦକ୍ଷ ବ୍ଯକ୍ତିତ୍ୱ କୁ ଡାକନ୍ତୁ।
    ରଜ କୁଇନ, ଲିଟିଲ ଡାନ୍ସ ପରି କେତେ ସୋ ରେ କାଲି ଆସିଥିବା ଲୋକ କୁ ଜଜ୍ ସିଟ ରେ ବସେଇ ଦେଲେ, ଆଉ ଫାଲଟୁ ଡାଇଲଗ ସୁଣି ବାକୁ ଖରାପ ଲାଗେ। Deba, Pupi, Prakut, Eli, Riy, ଗୋଟେ ଫିଲ୍ମ ରେ ମୁହଁ ଆସି ଗଲା,ହେଇଗଲେ ଜଜ୍।କେବେ ଲୋକ ମାନଙ୍କ ର କମେଣ୍ଟ ଦେଖନ୍ତୁ। ସେ ଜଜ୍ ଙ୍କୁ ଲୋକ ଏତେ ଘୃଣା କରନ୍ତି।
    ଏମାନଙ୍କ ଅପେକ୍ଷା "ରଜ ର ରାଜା " କମେଡି ବହୁତ ଭଲ ଲାଗେ। 😀
    ଓଡିଶା ରେ ବହୁ ପୁରୁଖା କଳାକାର ଅଛନ୍ତି ସେମାନଙ୍କୁ ଜଜ୍ ସିଟ ରେ ବସାନ୍ତୁ।
    ଆପଣ ଙ୍କ ର ଏହି ସୋ ଟି ୧୦୦% ଭଲ ଲାଗୁଛି। ସମସ୍ତ ଜଜ୍ ଙ୍କୁ ପ୍ରଣାମ🙏

  • @HarishTradingworld3
    @HarishTradingworld3 2 роки тому +11

    ସମ୍ୟା ଶ୍ରୀ ତୁମକୁ ବହୁତ ଧନ୍ୟବାଦ୍ ମୋ ପ୍ରଭୁ ଗୀତ ଗାଇ ଥିବାରୁ

  • @ODIAMBJSHORT003
    @ODIAMBJSHORT003 Рік тому +13

    ବହୁତ ଭଲ ଲେଖା ଛୋଟ ନମିତା କଣ୍ଠଦାନ ବହୁତ ସୁନ୍ଦର 👌👌👌👌

  • @kichhikichhisikhiba114
    @kichhikichhisikhiba114 3 роки тому +31

    Congratulations beta love u...finally winner hoegala🥰😘👌. Bahut khusi laguchhi. God bless u..

  • @abinashjenaofficial287
    @abinashjenaofficial287 3 роки тому +6

    ବହୁତ୍ ସୁନ୍ଦର ମିଠା କଣ୍ଠ ପାଇଚ ଭଉଣୀ , ବହୁତ୍ ଆଗକୁ ଯାଓ, ଜୟ ଜଗନ୍ନାଥ 🙏🙏🙏🙏

  • @DELTAShiksha
    @DELTAShiksha 2 роки тому +61

    ଅତି ଚମତ୍କାର! ମୋ ଜୀବନରେ ଏତେ ସୁନ୍ଦର ସ୍ଵର ଆଉ କାହାଠାରୁ ଶୁଣିବାକୁ ପାଇନାହିଁ। ସୁନ୍ଦର ଚେହେରା ଓ ଶାନ୍ତ ଶିଷ୍ଟ ସ୍ବଭାବ ର କୁନି ପିଲାଟି, ଭଗବାନ କରନ୍ତୁ ତୁ ଦିନେ ବଡ଼ ମଣିଷ ହବୁ ଆଉ ଏମିତି ଜନ ମନରେ ହସ ଫୁଟେଇ ଦବୁ।

  • @facegameplay2769
    @facegameplay2769 2 роки тому +3

    ଜଗନ୍ନାଥ ହୋ... ମୁ ଯଦି ତମ ପୁଅ ହୁଅନ୍ତି(1) ସକାଳୁ ସକାଳୁ ଧୂପ ଦିଅନ୍ତି (2)ସିଂଘ ଦୁଆରେ ନାଚି ବୁଲନ୍ତି (3)କଳପ ବଟରେ ବସି ରୁହନ୍ତି.. ଜଗନ୍ନାଥହଁ...ମୁ ଯଦି ତମ ପୁଅ ହୁଅନ୍ତି

  • @Debasis-111
    @Debasis-111 3 роки тому +33

    Beautifull soumya, nice super voice
    And you , thank you for this song singing , ଭଗବାନ ତୁମ ଲକ୍ଷ୍ୟ କୁ ପୂରଣ କରନ୍ତୁ

  • @itishreesahoo8471
    @itishreesahoo8471 Рік тому +30

    ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଗୁହାରି ତୁମ ଚଲା ପଥ କୁ କୁସୁମିତ କରନ୍ତୁ 👌🙏🏻

  • @pritibabassuppervlog4125
    @pritibabassuppervlog4125 3 роки тому +73

    ମା ସୌମ୍ୟା ବହୁତ ସୁନ୍ଦର ଆଗରୁ ବି ଆଜିବି ସବୁବେଳେ ହୃଦୟ କୁ ଛୁଇଁ ଥାଏ ତୋର ସୁମଧୁର ସଂଗୀତ ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ l

    • @harnayak8218
      @harnayak8218 3 роки тому +1

      Hrudayaku Chuinla best of luck swomyashree juniayr namita agrawal jagannatha ra krupa hei tome bahut agaku jao

    • @kartikchandranayak8817
      @kartikchandranayak8817 3 роки тому

      God bless you

  • @bhismagalori5433
    @bhismagalori5433 2 роки тому +3

    Beautiful nice ଗୀତ ସୋମ୍ୟ ଶ୍ରୀ 🙏🙏🙏🙏❤❤❤
    ତତେ କୋଟି କୋଟି ନମସ୍କାର 🙏🙏🙏🙏🙏🙏
    ତୁ ଜଣେ ବଗବାନ
    ତର ଗୀତ 1000ତର ଶୁଣିଚି ଝିଅ

  • @manasdas5089
    @manasdas5089 3 роки тому +455

    ତୁମ ଭଳି ଜଣେ କୁନିପ୍ରତିଭା ଯେଉଁ ବାପା ମାଆ ଙ୍କ କୋଳମଣ୍ଡନ କରିଛି ଧନ୍ୟ ଧନ୍ୟ ସେ ପିତା ମାତା ।ପ୍ରଭୂ ଜଗନ୍ନାଥ ସ୍ବାମୀ ତୁମର ମଙ୍ଗଳ କରନ୍ତୁ , ତୁମର ଭବିଷ୍ୟତ ଉଜ୍ଜ୍ୱଳ ହେଉ ।

  • @poetdhirendra6046
    @poetdhirendra6046 3 роки тому +63

    ଭଗବାନ ଆଶୀର୍ବାଦ ରୁ ଏହା ସମ୍ଭବ ଯେଉଁ ପିଲା ପ୍ରଥମ ଅଡିସନରେ ହାତରେ ଗୀତଲେଖି ପଢିକି ଗାଉଥିଲା ସେ ଆଜି winner ,ବାଃ ଚମତ୍କାର

  • @ashokkumardas7735
    @ashokkumardas7735 3 роки тому +11

    Little Soumyashree 👍👍👍👍👍 outstanding performance 👍👍👍 Your voice is so sweet 👍

  • @chhatishmohanta6361
    @chhatishmohanta6361 Рік тому +1

    Odisha no 1 singer of soumyashree best best voice
    Jagarnath nka jhioo sounya joy jagarnath🙏🙏🙏

  • @bapipinki5673
    @bapipinki5673 3 роки тому +8

    ବହୁତ୍ ବଢିଆ ଏବଂ ବହୁତ୍ ସୁନ୍ଦର ଭାବରେ ଗୀତ ଗାଇଲ 💐🌹❤️💐🌹👍

  • @sweetgirlpinkul2612
    @sweetgirlpinkul2612 3 роки тому +11

    ସୈ।ମ୍ୟାଶ୍ରୀ ତମ କଣ୍ଠ ର ଯାଦୁ ରେ ଜଗନ୍ନାଥ ବଶ ହୋଇ ଯିବେ ଜଗତ ଚଳିବ କେମିତି । ଦୁନିଆ କୁ ଚଳେଇବା ପାଇଁ ସେ ବାପା ହୋଇନାହାନ୍ତି । କିନ୍ତୁ ତମେ ତାଙ୍କୁ ସତରେ ବଶ କରିଦବ । ଧନ୍ୟବାଦ ।
    ବହୁତ ଆଗକୁ ଯାଅ ।

  • @localsipun9570
    @localsipun9570 3 роки тому +144

    ସାନ ଭଉଣୀର performance ଅତି ସୁନ୍ଦର ଏବଂ ଅତୁଳନୀୟ, ପ୍ରଭୁ ଜଗନ୍ନାଥ ତାଙ୍କୁ ଏମିତି ଆଗେଇ ନିଅନ୍ତୁ ମୋର ଏତିକି ପାର୍ଥନା

  • @collagelifestyleofficial8763
    @collagelifestyleofficial8763 2 роки тому

    ସୋମ୍ୟାଶ୍ରୀ ର ଗୀତ ଶୁଣି ମୁଁ ବହୁତ ଭାବବିଭୋର ହୋଇପଡ଼ିଲି ଏମିତି ସୁନ୍ଦର ଭଜନ ଶୁଣି ଏମିତି ଲାଗିଲା ଯେପରି ସୋମ୍ୟା ମୋ ପାଖରେ ଆସି ଗୀତ ଗାଉଛି..... ଭଗବାନ ତୁମର ଏବଂ ତୁମ ପରିବାର ର ମଙ୍ଗଳ କରନ୍ତୁ ଏହା ମୋର ଜଗନ୍ନାଥ ଙ୍କ ଠାରେ ପାର୍ଥନା କରୁଛୁ 🙏🙏🙏

  • @earthisbeautiful2527
    @earthisbeautiful2527 3 роки тому +15

    Soumyashree nka sabu performance 100/100👌.❤️ All the best Kuni Namita Agrawal.

  • @bharatmatakijay161
    @bharatmatakijay161 2 роки тому +259

    ମାଆ ବାପା ବହୁତ୍ ପୂଣ୍ୟ କରିଛନ୍ତି,ଏମିତି ଝିଅ ପାଇଛନ୍ତି,ଶୁଣିଲେ ମନ ମୁଗ୍ଧ ହେଇଯାଉଛି , ଅତି ସୁନ୍ଦର

  • @balabhadra4671
    @balabhadra4671 3 роки тому +196

    ଜେତେ ଥର ଶୁଣିଲେ ଷେତେଥର ଶୁଣିବାକୁ ଇଛା ହୁଏ ସଉମ୍ୟାସ୍ରୀ ଙ୍କ କଣ୍ଠ ରେ ଗୀତ,,,,,, ନୁଆ ଗୀତ ନୁଆ କଣ୍ଠ ରେ ଭଜନ ଶୁଣି ବାକୁ ବହୁତ ଇଚ୍ଛା ଜୟ ଜଗନ୍ନାଥ 🙏

  • @B.bhai.67
    @B.bhai.67 2 роки тому +1

    ଜୟ ଜଗନ୍ନାଥ ଏମିତି ଅଘକୁ
    ଭଲ ଗୀତ ଗାଉଛନ୍ତି ଜୟ ଜଗନ୍ନାଥ ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @avinapradhan3232
    @avinapradhan3232 2 роки тому +28

    ସୁନା ଝିଅ ତୁମର କଣ୍ଠ ରେ ମା ସରସ୍ବତୀ ଅଛନ୍ତି ଆଗକୁ ଆହୁରି ଯାଅ ଭଗବାନ ତୁମର ଚଲା ପଥକୁ କୁସୁମିତ କରନ୍ତୁ

    • @DebendraSahu-gy1lr
      @DebendraSahu-gy1lr 7 місяців тому +1

      Baajhiati Abe tharu kunimamita hooechi tahele a bada hela kana hooecha❤❤😜🤪❤🤪❤

  • @BIKICREATION20
    @BIKICREATION20 3 роки тому +69

    My favourite singer Soumyashare ,, god bless you beta,, ଜୟ ଜଗନ୍ନାଥ 🙏

  • @PKSMusicPrakashOdia
    @PKSMusicPrakashOdia 3 роки тому +5

    କଣ ଗାଇଲେ ସୌମ୍ୟଶ୍ରୀ... ସୁନ୍ଦର ବହୁତ ସୁନ୍ଦର ସ୍ୱର ♥️♥️♥️♥️♥️♥️♥️♥️♥️👍

  • @jaganathanm6159
    @jaganathanm6159 Рік тому +2

    Very cute child she has born world as a god i will pray sri jagannath for bright future though i am tamil nadu state but her voice is brilliant i have listen 10times

  • @bikashmahalik5092
    @bikashmahalik5092 2 роки тому +15

    Speechless ........ bahut sundar ..... Jai jagannath 🙏🙏🙏🙏🙏🙏🙏.....

  • @sukumarimallik3441
    @sukumarimallik3441 3 роки тому +8

    ବହୁତ୍ ସୁନ୍ଦର ଗୀତ ବହୁତ୍ ବଢ଼ିଆ ସ୍ୱର ମଜା ଲାଗିଲା God bless you

  • @odishakingkanha6668
    @odishakingkanha6668 3 роки тому +49

    ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ସୋଉମ୍ୟାଶ୍ରୀ ବହୁତ୍ ଆଗକୁ ଜାଓ।ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏

  • @yashbehera6504
    @yashbehera6504 2 роки тому

    ବହୁତ ସୁନ୍ଦର କଣ୍ଠ ମା ସରସ୍ଵତୀ ସୈମଶ୍ରୀ ଗଲାରେ ବସିଛନ୍ତି ଗିତ ଶୁଣୀ ବହୁତ ଭଲ ଲାଗିଲା

  • @falanatourstravel6364
    @falanatourstravel6364 3 роки тому +13

    Dhanya Dhanya Tume 🙏#Jagannath ...au Dhanya Tumar Vakta Gana ....Outstanding performance.... #Somyashree 🙏#Sidharthtv & your entire Team .

  • @rashmiranjannayak7988
    @rashmiranjannayak7988 3 роки тому +6

    God bless you soumya ❤️❤️ ବହୁତ୍ ସୁନ୍ଦର ଲାଗିଲା ❤️❤️

  • @mrraj1939
    @mrraj1939 3 роки тому +16

    Mu janithili somyasri winner heba ,God bless you beta love u so much.

  • @kirtikumarmohanty274
    @kirtikumarmohanty274 Рік тому +1

    କୋକିଳ କଣ୍ଠଶିଳ୍ପୀ ସୌମ୍ୟଶ୍ରୀ ଆଚାର୍ଯ୍ୟ ❤️🎼

  • @ajitnarayan7371
    @ajitnarayan7371 2 роки тому +6

    Beautiful voice soumya sree... heartly like you....up coming odisha star girl.. next generation you have star in odisha sure in our challenge..plz updaod you sung mp3

  • @soumyaranjandash1361
    @soumyaranjandash1361 3 роки тому +136

    ସୌମ୍ୟା ଜମେଇ ଦେଲ ରେ 👌👌👌👌ସଂଗୀତମୟ ସୁଭବିଷ୍ୟତ

  • @mitalibarik2294
    @mitalibarik2294 3 роки тому +10

    Bahut sundar voice Dhana tamar god bless you Dhana❤️❤️❤️❤️

  • @amitruidas845
    @amitruidas845 2 роки тому +1

    Bahut bahut sundara bhauni also clean and sweet voice .... God bless you

  • @Debasis_Gopal479
    @Debasis_Gopal479 3 роки тому +16

    ଅତି ମଧୁର କଣ୍ଠସ୍ୱର ❤️❤️❤️❤️

  • @culturalfoodinodishafromma2327
    @culturalfoodinodishafromma2327 3 роки тому +103

    ବିଶ୍ୱାସ କରି ହେଉନି, ଗୀତର ଶବ୍ଦ ଗୋଟି ଗୋଟି କରି ପରିଷ୍କାର ଶୁଭା ଯାଉଛି

  • @mamatadevi6253
    @mamatadevi6253 3 роки тому +82

    ସତରେ ସେ କୁନି ନମିତା ବହୁତ ସୁନ୍ଦର voice 👌😍😘

  • @jammiuday3318
    @jammiuday3318 4 місяці тому

    ଭଗବାନଙ୍କ ଆଶୀର୍ବାଦ ସହିତ ସୋମିଆ ବହୁତ ଭଲ ଶିଶୁ ସନ୍ତାନ ଗାନ କରନ୍ତି ମୁଁ ପ୍ରାର୍ଥନା କରେ ଯେ ଜଗନ୍ନାଥ ଯେପରି ସେ ସର୍ବଦା God's ଶ୍ବରଙ୍କ ଆଶୀର୍ବାଦ ସହିତ ଆଗକୁ ବ go ନ୍ତୁ |

  • @abhijitparida2003
    @abhijitparida2003 3 роки тому +6

    Wonderful girl
    She has a wonderful voice
    And her parents are so lucky because the got a talented daughter.

  • @kedarnathbiswal925
    @kedarnathbiswal925 3 роки тому +301

    ଈଶ୍ୱର ଏମିତି ସ୍ୱର ତୁମ କଣ୍ଠରେ ଭରି ଦେଇଛନ୍ତି ଶୁଣିଲେ ଖୁସିରେ ସ୍ପନ୍ଦନ ସୃଷ୍ଟି ହେଉଛି । ମୋ ପରି ଅଗଣିତ ଦର୍ଶକଙ୍କ ଶୁଭ କାମନା ତୁମ ସହିତ ଅଛି । ଜୟ ଜଗନ୍ନାଥ ।

  • @tikunkumarsial6470
    @tikunkumarsial6470 3 роки тому +10

    Huge respect to her Aunty (Bada Mama) who has promised to try her best for SOUMYASREE. Look her emotion.... Like her own mother

  • @dharmendra4868
    @dharmendra4868 Рік тому

    ଆଜି ବି ମୁଁ ଏହି ଭଜନ ସୋମୀୟା ଶ୍ରୀ କଣ୍ଠ ରୁ ମୁଁ ଶୁଣୁଛି ଅତି ସୁନ୍ଦର ଭଜନ

  • @kanhubarik9904
    @kanhubarik9904 3 роки тому +18

    ବହୁତ ସୁନ୍ଦର ଭଏସ୍ 👌💯👌

  • @shaneswargupta1610
    @shaneswargupta1610 3 роки тому +5

    Somya sri is winer this singing compiteation mu bhi namitha agrawal hebi.... Program..❤️👍🙏

  • @MyLife-bm3te
    @MyLife-bm3te 3 роки тому +13

    Ete Sundar Voice ❤️❤️❤️ God bless you Bahut agaku jaa Maa

  • @binayak3207
    @binayak3207 2 роки тому +1

    Bahut mature voice?? Very beautiful... suna jhia❤️❤️

  • @kiranchoudhury8801
    @kiranchoudhury8801 3 роки тому +26

    Mora kuni namita ku mora ashirwad 🙌so sweet voice 😍😍🥰 so lovely voice 😍🤗❤️😘🤗 kete sundara voice 🥰🥰🥰🥰🥰❤️❤️❤️❤️ god bless you mama

    • @n.chiranjibichoudhury8925
      @n.chiranjibichoudhury8925 3 роки тому

      N chiranjibi Choudhury Baunsalundi Bhanjanagar Sri Jagnntha Mahaprabhu somyasri nku Bhala re Rakhantu

  • @klashbiswal1065
    @klashbiswal1065 3 роки тому +11

    Hart touching beautiful lovely voice so quiet daughter God bless Jay jaganath Ong nam vagabata basudavya

  • @rishikesh4340
    @rishikesh4340 3 роки тому +15

    ମୁଁ ଆରମ୍ଭରୁ ସଙ୍ଗୀତ ର ପଛେ ପଛେ ପୁରା ଶେଷଯାଏଁ ଦଉଡି ଥିଲି କିନ୍ତୁ ଟିକେ ବି ଭୁଲ୍ ଧରି ପାଇଲିନି ।
    ଜୟ ଜଗନ୍ନାଥ 🙏 ଝିଅ ତୁ ବହୁତ୍ ବଡ଼ ସିଙ୍ଗର ହେବୁ ନିଶ୍ଚିତ

  • @janmejayahota2272
    @janmejayahota2272 2 роки тому +1

    Maa... Bahuta Badhia Lagila..... ଜୟ ଜଗନ୍ନାଥ ସ୍ୱାମୀ🙏🙏🙏🙏

  • @sanataniupdates
    @sanataniupdates Рік тому +11

    Very clear voice with clear notes 🎶.... mind-blowing...keep up beta... Mahadev baba bless you ❤🎉

  • @arvinda8759
    @arvinda8759 3 роки тому +16

    ବହୁତ୍ ବଢିଆ 👍

  • @mseditingphotography
    @mseditingphotography 3 роки тому +80

    🙏ଜୟ ଜଗନ୍ନାଥ ଅତି ସୁନ୍ଦର ମନକୁ ଶାନ୍ତି ଦେଉଥିବା ଏହି ଗୀତ
    ଗୀତର ଲେଖା ସଙ୍ଗୀତ ଆଉ କଣ୍ଠ ରେ ନମିତା ମ୍ୟାମ ଙ୍କ ଘରେ ଘରେ ଲୋକ ପ୍ରିୟ ଗୀତ ସମସ୍ତ କର୍ମ କର୍ତାଙ୍କୁ ମଧ୍ୟ ଧନ୍ୟବାଦ ଜୟ ଜଗନ୍ନାଥ 🙏

  • @bagarngichannel6344
    @bagarngichannel6344 2 роки тому +1

    ହୃଦୟ କୁ ଛୁଇଁ ଯାଉଛି ନମିତା ଅଗ୍ରୱାଲ ଗୀତ

  • @kulamanidehuri8596
    @kulamanidehuri8596 3 роки тому +84

    Speechless,no doubt She will be next future of music industry,God bless her

  • @biswajitjena3155
    @biswajitjena3155 2 роки тому +7

    Nice voice 😘😘 Dil khus heigala 🙏 bahut bhal gaichhan 10 RU 10

  • @rajanikantasankhua2986
    @rajanikantasankhua2986 Рік тому +9

    Unbelievable!! Such a performance is witnessed for the first time. Hats off to you. Lots of wishes to you, your mentor and your parent

  • @jagannathbehera4308
    @jagannathbehera4308 Рік тому +2

    Ama ghara puri but a song sunila pare mote kichi alaga prakara ra feel hauchhi Jay jagannath 🙏🙏🙏🙏🙏🙏🙏🙏

  • @rajanikantrout4350
    @rajanikantrout4350 3 роки тому +10

    Soumya shree is a kuni Namita .Her voice is so sweet.She should get the final crown.My blessing is alway with her.

  • @santoshkumarnayak5471
    @santoshkumarnayak5471 2 роки тому +8

    Exllent singing God bless you🙏🙏🌺 saraba mangala Jagannath🌺 🌺🕉🌺💟🌺💛🌺🖤🌺🙏🙏,,,,,,,,,, nama shivaay🌺

  • @akshayakumarmallick293
    @akshayakumarmallick293 3 роки тому +9

    ସୋମ୍ୟାଷ୍ରୀ ମୋର କୁନି ଝିଅ କୋଉ ଜହ୍ମରେ କେତେ ପୁଣ୍ୟା କରିଥିଲ ଏ କଳିଯୁଗରେ ଦିତୀୟ ନମିତା ମାଆ ମିଳିଗଲା ପ୍ରତ୍ୟକ ଗୀତ ହୃଦୟକୁ ସ୍ପର୍ଶ କରିଦେଉଚୀ ସୋମ୍ୟାଷ୍ରୀ ର ମାଆକୁ ମୋର କୋଟି କୋଟି ପ୍ରଣାମ କାଳିଆ ର କୁନି ଝିଅ ହୋଇ ଏମିତୀ ଗୀତ ଗାଉଥାଅ ମୋର ଏତିକୀ ପାର୍ଥନା ଭଗବାନଙ୍କ ପାଖରେ

  • @amiyaranjanrout8926
    @amiyaranjanrout8926 2 роки тому +1

    My lyf ra sabbuthu best & adorable speech vocabulary cute girl......... love u & god blessed uu... bahut aagaku jaaa...... 💞💞💞

  • @santoshmohanty1122
    @santoshmohanty1122 3 роки тому +11

    କୁନି ଭଉଣୀ ର cute voice

  • @uttamkumarcreations217
    @uttamkumarcreations217 3 роки тому +42

    Finale ରେ ସୌମ୍ୟାଶ୍ରୀ ମାମାଙ୍କୁ ବି ଡାକନ୍ତୁ l ତାଙ୍କ କଣ୍ଠ ରୁ ଗୋଟିଏ ପଦ ଶୁଣିବାକୁ ବହୁତ ଇଚ୍ଛା 🙏🏻🙏🏻🙏🏻🙏🏻🙏🏻

  • @jagannathmahima2023
    @jagannathmahima2023 3 роки тому +52

    ଅତି ସୁନ୍ଦର, ଜୟ ଜଗନ୍ନାଥ ❤️🙏❤️

  • @abinashparamanik7492
    @abinashparamanik7492 2 роки тому +1

    Satare a jhia Jagannath nka jhia👏🏻👏🏻👏🏻

  • @hrusikisan7489
    @hrusikisan7489 2 роки тому +7

    Thanks for sang this song. God bless you more to much in your singer's journey.👍👍👍👍👍👍👍👍👍👍👍👍

  • @sunamandal9283
    @sunamandal9283 3 роки тому +7

    Beautiful performance.god bless u mama.mo namita mam nja Gita sunila mo Mana purijia 🙏🏿🙏🏿🙏🏿

  • @prahaladraula
    @prahaladraula 3 роки тому +59

    ସୌମ୍ୟାଶ୍ରୀ , ବହୁତ୍ ବଢିଆ ଗାଇଲ । 💕💓💞

  • @mohannayak8840
    @mohannayak8840 Рік тому +2

    Music ek no. hai bahut badhiyan laga From Jharkhand🥰❤🌷🌷❤🥰