ଆଳୁ ଫସଲ ପାଇଁ 2 ଟି Imortant Hormone 12-15 MT ଅମଳ Potato Cultivation

Поділитися
Вставка
  • Опубліковано 19 січ 2025

КОМЕНТАРІ • 35

  • @HemantaKumarNaik-i2q
    @HemantaKumarNaik-i2q 19 днів тому

    bhala lagila

  • @LokanathMishra-j1p
    @LokanathMishra-j1p Місяць тому +3

    ସାର୍ ନମସ୍କାର ‌ ମୁଁ ଦଣେ ଚାଷୀ ଅଟେଁ। ମୁଁ ନିୟମିତ ଆପଣଙ୍କ କ୍ରୃଷିଭିତ୍ତିକ ଭିଡିଓ ଦେଖେଁ।ଆପଣ ଦୟାକରି ବୁଣା ଧାନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯଥା ଧାନ ବିଶୋଧନ,ସାର ପ୍ରୟୋଗ ବିଷୟରେ ଗୋଟିଏ ଭିଡିଓ କଲେ ଆମେ ଉପକ୍ରୃତ ହେବୁଁ।

  • @kpkp7856
    @kpkp7856 Місяць тому +1

    Grafted tomato, baigana upare krantu

  • @debasishnayak7237
    @debasishnayak7237 Місяць тому +1

    sir muga biri chasa bisayare vedio banantu please

  • @dillipkumarrout4998
    @dillipkumarrout4998 14 днів тому

    0:09

  • @parikhitvlogs4400
    @parikhitvlogs4400 Місяць тому

    BIO 20 use kari pariba ki sir

  • @sworajyaparida8235
    @sworajyaparida8235 Місяць тому

    Sir gendu chasa pain gote video karantu

  • @statusvideohd9715
    @statusvideohd9715 Місяць тому

    Sir micro expert ta kemiti haba

  • @gitanjalirana4379
    @gitanjalirana4379 Місяць тому

    Sir.ok

  • @Ritik_behera
    @Ritik_behera Місяць тому

    Sir ame alure Sai power plus hormone prayoga Kari pariba

    • @krushisampada
      @krushisampada  Місяць тому

      ଫସଲ ର ପ୍ରାରମ୍ଭିକ ବୃଦ୍ଧି ଅବସ୍ଥାରେ ସ୍ପ୍ରେ କରନ୍ତୁ

  • @nasniroj
    @nasniroj Місяць тому

    Sir ଆଳୁ ଗଜା କଳା ପଡ଼ି ଯାଇଛି ଗଜା ଆସୁନି

  • @balarampanigrahi8881
    @balarampanigrahi8881 Місяць тому

    Alu re ketethar clatar use kriheb

  • @abhimanyubiswal3678
    @abhimanyubiswal3678 Місяць тому

    Jivras pgp na pgr

  • @bikashpanda1443
    @bikashpanda1443 Місяць тому

    kali mati re ALU kemiti heba

  • @pratapkumarsahoo8052
    @pratapkumarsahoo8052 27 днів тому

    ସାର୍ ଆଳୁ ଗଛ ମୂର୍ଗୁଡିଆ ହୋଇଛି କଣ କରିବାକୁ ପଡ଼ିବ

    • @krushisampada
      @krushisampada  27 днів тому +1

      ଶୋଷକ ପୋକ ଲାଗିଛି।Pigasus lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।

    • @pratapkumarsahoo8052
      @pratapkumarsahoo8052 27 днів тому

      @krushisampada ଧ ନ୍ୟ ବା ଦ ସାର୍

  • @dillipkumarrout4998
    @dillipkumarrout4998 14 днів тому

    Sir ଗଛ କାହିଁକି ଛାଉଳେ ଯାଏଁ

    • @krushisampada
      @krushisampada  14 днів тому

      ମୂଳ ସଢ଼ା ଲାଗିଲେ ଗଛ ଝାଉଁଳି ଯାଏ।Amistar lit ପ୍ରତି 1ml ବା
      Taqat lit ପ୍ରତି 2gm ହିସାବରେ drenching କରନ୍ତୁ।

  • @statusvideohd9715
    @statusvideohd9715 Місяць тому

    Sir Jivras kautu ଆଣିବୁ

    • @krushisampada
      @krushisampada  Місяць тому

      Pesticide ଦୋକାନ ରୁ ପାଇ ପାରିବେ

  • @allinformationindia9242
    @allinformationindia9242 Місяць тому

    Sir ଆଳୁ ଚାଷ ପାଇଁ କେତେ ph ରହିବା କଥା

  • @SumanGhosh-p5b
    @SumanGhosh-p5b Місяць тому

    ସାର ଆପଣଙ୍କ location କଉଠି କୁହନ୍ତୁ ଆପଣଙ୍କ ସହ କେମିତି ଯୋଗା ଯୋଗ କରି ପାରି

  • @chinmayapradhan924
    @chinmayapradhan924 Місяць тому

    ଆଳୁ ଗଛ ମୂଳ କାଣ୍ଡ ଘୋରି ହେଇ ଗଛ ଝାଉଁଳି ଯାଇ ମରି ଯାଉଛି କଣ କରାଯିବ l

    • @krushisampada
      @krushisampada  Місяць тому

      ଆଳୁ ରେ ଝାଉଁ ଳା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ Copper oxycgloride 50%WP lit ପ୍ରତି 2.5ଗମେ ସହିତ Plantomycine lit ପ୍ରତି 1gm ହିସାବରେ drenching କରନ୍ତୁ।
      ଯଦି ଉଇ ଚେର କରୁଥାଏ ତେବେ Carbofuran 3G ଦନାଦାର କୁ ଏକର ପ୍ରତି 12kg ପ୍ରୟୋଗ କରି ଜଳସେଚନ କରନ୍ତୁ

  • @satyajitshial288
    @satyajitshial288 Місяць тому

    ସାର କଖାରୁ ମନ୍ଦାରେ ଖତ ଦିଆହୋଇଛି ତା ଭିତରେ ଉଈ ଲାଗିଛି କଣ କରିବା

    • @krushisampada
      @krushisampada  Місяць тому

      ମନ୍ଦା ପ୍ରତି 25gm Chloropyriphos ଗୁଣ୍ଡ ବା 5gm Carbofuran 3G ଦାନଦର୍ ପ୍ରୟୋଗ କରନ୍ତୁ

  • @SumanGhosh-p5b
    @SumanGhosh-p5b Місяць тому

    Sir apnak saha kamiti contact kari pari Bii

  • @mihirkumarmohanta8051
    @mihirkumarmohanta8051 Місяць тому +1

    ଊଇ ପାଇଁ କଣ ଦରକାର

    • @krushisampada
      @krushisampada  Місяць тому +1

      ଜମି ଚାଷ କରିବା ସମୟ ରେ ଏକର ପ୍ରତି 10kg chloropyriphos ଗୁଣ୍ଡ ପ୍ରୟୋଗ କରନ୍ତୁ

  • @SoubhagyabatiPradhan-m4i
    @SoubhagyabatiPradhan-m4i Місяць тому +1

    Sir chinabadam chash bisayare gote video karantu