‘ପୋଲିସର ଜୁଲମ ଚଳିବନି’ | Odisha Reporter

Поділитися
Вставка
  • Опубліковано 6 лют 2025
  • କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳରେ ବେଆଇନ ଗୋରୁ ଚାଲାଣକୁ ବିରୋଧ କରି ପୋଲିସ ଆକ୍ରୋଶ ର ଶିକାର ହୋଇ ଗିରଫ ହୋଇଥିବା ସାମାଜିକ କର୍ମୀ ଓ ସାମ୍ବାଦିକ ଜେଲରୁ ମୁକୁଳିଛନ୍ତି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ସାମାଜିକ କର୍ମୀ ଜଣଙ୍କ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

КОМЕНТАРІ • 226

  • @debabratamishra9633
    @debabratamishra9633 3 роки тому +49

    ଶୁଭାଶିଷ ଭାଇ ଆହୁରି ଶକ୍ତିଶାଳୀ ହୋଇଛନ୍ତି..
    ଜୟ ଜଗନ୍ନାଥ ଅଛନ୍ତି, ସତ୍ଯର ଜୟ ଧର୍ମର ଜୟ। 🙏🏻🙏🏻🙏🏻🙏🏻 ଶୁଭାଶିଷ ଭାଇ ଙ୍କୁ ହନୁମାନଙ୍କ ଭଳି ଶକ୍ତି ମିଳୁ।

  • @pratapbiswal368
    @pratapbiswal368 3 роки тому +72

    ଗୋଡେଇ ଗୋଡେଇ ପିଟ ଆଳି ପୋଲିଶି କୁ

  • @bisumuduli8102
    @bisumuduli8102 3 роки тому +25

    ଜୟ ଜଗନ୍ନାଥ ଭାଇ ଜଗନ୍ନାଥ ଆପଣଙ୍କ ମୁକ୍ତ କଲେ ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ସହିତ ଅଛି

  • @jatindrakumarpanda6095
    @jatindrakumarpanda6095 3 роки тому +31

    ଜଗତର ନାଥ ଜଗନ୍ନାଥ ସରକାର ଓଡିଶାର ପୋଲିସ ବାବୁଙ୍କୁ ସଦବୁଦ୍ଧି ଦିଅନ୍ତୁ

  • @sibanisingh4485
    @sibanisingh4485 3 роки тому +24

    Right kotha bhai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @byangamanbalaram5651
    @byangamanbalaram5651 3 роки тому +14

    🌹ବ୍ୟାଙ୍ଗ ବାଣ 🌹
    ଦଲାଲ ସରକାର ଙ୍କ
    ଲାଞ୍ଚୁଆ ପୋଲିସି
    ମାଡ଼ର ଯବାବ
    ମାଡ଼ର ଦିଅନ୍ତୁ
    ସତ୍ୟ ର ଜୟେ ହୋଇଛି
    ଜୟେ ଜଗନ୍ନାଥ
    🙏🙏🙏🙏

  • @chilikhamaganjam5997
    @chilikhamaganjam5997 3 роки тому +8

    କୋଉ ଆଇନ୍ ରେ ଲେଖା ଅଛି
    ଖାଲି ପୋଲିସ୍ ଆମକୁ ମାରିବ
    ଆମେ ବି ମାରି ପରିବା
    ଆମର ବି ଅଧିକାର ଅଛି
    ଆଇନ୍ ରେ ଲେଖା ଅଛି ମୁଁ ଜାଣିଚି
    ଆମେ ଭୁଲ୍ କଲେ ପୋଲିସ୍ ମାରିବ ok ପୋଲିସ୍ ଭୁଲ୍ କଲେ କିଏ ମାରିବ ଉତ୍ତର ଦିଅ plz

  • @sairanjansatapathy8530
    @sairanjansatapathy8530 3 роки тому +2

    Jay shree RAM

  • @rosymohanty1234
    @rosymohanty1234 3 роки тому +1

    Odisha tiger subashis bhai

  • @manaskar1164
    @manaskar1164 2 роки тому +1

    Correct u r grate

  • @krishnakri3311
    @krishnakri3311 3 роки тому +14

    Jai Jagannath bhai

  • @pk5993
    @pk5993 3 роки тому +4

    ମୁଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛି ଭଗବାନ subaasis ଭାଇଙ୍କୁ ଆହୁରି ଶକ୍ତି ଦିଅନ୍ତୁ, ଜୟ ଜଗନ୍ନାଥ .

  • @mohakudbc6967
    @mohakudbc6967 3 роки тому +8

    ଅନ୍ଧକାନୁନ ପାଇଁ , ଅପଙ୍କ ପରି ସତ୍ୟକୁ ସାମ୍ନା କରିବା ଲୋକ ନିହାତି ଦରକାର। ଜଗନ୍ନାଥଙ୍କ ନିକଟରେ ଅପନଙ୍କପାଇଁ ଶୁଭକାମନା , ସବୁ ବେଳେ ସୁରକ୍ଷା ଦିଅନ୍ତୁ। ଜୟ ଜଗନ୍ନାଥ।

  • @jagasamal3040
    @jagasamal3040 3 роки тому +1

    Subhashish bhai Satyamev Jayate Jay Jagannath

  • @subasrana4835
    @subasrana4835 3 роки тому +5

    ଶୁଭାଶିଶ ଭାଇ 👍👌🙏🇮🇳💯

  • @rkmohanty4891
    @rkmohanty4891 3 роки тому +19

    Ali Police fully unable to provide justice towards Public. Thanks to Subhasis.

  • @harishchandrapradhan8637
    @harishchandrapradhan8637 3 роки тому

    ସମଗ୍ର ଓଡିଶାରେ ପୋଲିସ ମାନଙ୍କ ଅତ୍ୟାଚାର ବିରୁଦ୍ଧରେ ଆନ୍ଦୋଳନ ଚଳାଯାଉ

  • @kumarshree2384
    @kumarshree2384 3 роки тому +6

    Akami sarkar

  • @Skgbul470
    @Skgbul470 Рік тому

    ଯେଉଁ ଦିନ ଜନତା ଆଇନ କୁ
    ନିଜ ହାତ କୁ ନେବେ ତେବେ
    ଯାଇ ସରକାର୍ ପ୍ରଶାସନ ପୋଲିସ୍ ସୁଧୁରିବ,

  • @sumantaparida1942
    @sumantaparida1942 3 роки тому +2

    Ali police ଅନ୍ୟାୟ ଓ ଅତ୍ୟାଚାର କୁ ପ୍ରଶୟ ଦେଇ ଓଡିଶାରେ ଏକ ସ୍ଵତନ୍ତ୍ର ପରିଚୟ ସୃ ଷ୍ଟି କଲେ,

  • @himansudash9149
    @himansudash9149 3 роки тому +1

    ଟଂକା ପାଇଁ ନିଜ ମା ମାଇପ କୁ ବିକିଦେବେ ଏ ମାଗିଆ

  • @Swayomshidda
    @Swayomshidda Рік тому

    ସୁବାଶିଷ ଭାଇ. ଓଡ଼ିଶାରେ ନବୀନ ସରକାର ପାଇଁ ଚଳୁଚି. ଏ ସରକାର ହଟାଅ. ଓଡିଶା ବଞ୍ଚାଅ.

  • @tapasranjanvlog
    @tapasranjanvlog 3 роки тому

    ଯୋଉ ଭାଇ ମାନେ ଆମ ସହିତ ଯୋଡି ହେବା ପାଇଁ ଚାହୁଁଛନ୍ତି... କମେଣ୍ଟ କର ନମ୍ବର ଲିଙ୍କ ରେ ରୁହ.. ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ଛୋଟ ପ୍ରୟାସ.. ଆମେ ଲଢ଼ିବା.. କିଛି ଅସୁବିଧା ଆଗରୁ କଣ୍ଟାକୁ କାଢିଦେବା ଆମ ପ୍ରୟାସ.. କେଉଁ ପୋଲିସ ପ୍ରଶାସନ କାହାକୁ କ୍ଷମା ନାହିଁ. ଯୋଗ ଦେବା ପାଇଁ ଓଡ଼ିଆ ଯୁବକ ଙ୍କୁ ଆବାହାନ 🙏🙏🙏🙏😄

  • @saratchandrabiswal8285
    @saratchandrabiswal8285 3 роки тому +9

    Dhanyare odisha police ete talaku khasijaucha, sala tk laja sarama nahi, , Brave person subhasis bhai, thanks subhasis bhai

  • @lulusahoo7515
    @lulusahoo7515 3 роки тому +1

    ଏ ସବୁ ଶଳା ହାରାମି ଚୂର ପୋଲିସି କି କୁକୁର ପରୀକ୍ଷା ଜୁତା ରେ ମାଡ଼ ଧରକାରେ ଶଳା ହାରାମି କୁତା ପୋଲିସି ଛି ଛି ଛି

  • @jagannathdash1015
    @jagannathdash1015 3 роки тому

    ପାପିମାନେ ଅନେକ ପାପ କଲଣି ତମ ପାପର କୁମ୍ଭ ପୂର୍ଣ୍ଣ ହେବାକୁ ଯାଉଛି, ସାବଧାନ ! ପାପିମାନେ, ପ୍ରଭୁ ଜଗନ୍ନାଥ ଙ୍କ ଜମି ଖାଇଲ, ରତ୍ନ ଖାଇଲ, ପ୍ରଭୁଙ୍କ ପାଦୁକା ପାଣି ଫୋପାଡି ପ୍ରଭୁଙ୍କୁ ଅପମାନିତ କରିବା ସହିତ ମହା ପାପ କଲ, ଗୋମାତା ର ଚାଲାଣ କଲ, ଗୁଣ୍ଡା , ମାନଙ୍କୁ ରଖି ନିରୀହ ଜନତାଙ୍କୁ ହଇରାଣ କଲ, ନାରୀ ନିର୍ଯାତନା ରେ ରାଜ୍ୟ ୧ ନମ୍ବର ,ଗୋଟେ ନାରୀ ମା ଭଉଣୀ ରୂପେ ପୂଜ୍ୟ, ପାପିମାନେ ସୁଧୁରି ଯାଅ, ଏମିତି ଅରାଜକତା କରନି ଅଧର୍ମ, ଅନ୍ୟାୟ, ଅନୀତି ଠାରୁ ଦୂରେଇ ରୁ ହ , ପ୍ରଭୁ ତମ ପାପ କ୍ଷମା କରି ଦେବେ, ନହେଲେ ବିନାଶ ସୁନିଶ୍ଚିତ ତମର !

  • @niranjanpradhan4800
    @niranjanpradhan4800 3 роки тому +2

    ଆଇସି କୁ ଧରି ତା ପଳ କାଟି ଦିଅ କେସେ ଖାଇବ ବେଲ୍ ହବ
    ନବିନ ପଟ୍ଟନାୟକ ବଞ୍ଚି ଥିବା ପରନ୍ତ ଓଡିରେ କେହି ନିୟ ପାଇବେ ନାହିଁ

  • @bikashapradhan4065
    @bikashapradhan4065 3 роки тому +4

    I love my Odisha

  • @nibeditapattayat4828
    @nibeditapattayat4828 3 роки тому +1

    ବିନା ଦୋଷ ରେ ଦୋଷୀ କରି police ସାଧାରଣ ଲୋକଙ୍କୁ ହଇରାଣ କରୁଛି. ସେମାନଙ୍କୁ ଉଚିତ୍ ଦଣ୍ଡ ଦେବା ଉଚିତ୍. Police ପାଠ ପଢି ହେଇ ନାହାନ୍ତି

  • @srinibashparida6144
    @srinibashparida6144 3 роки тому

    ପୋଲିସ ଜୁଲମ

  • @dibya63
    @dibya63 3 роки тому +1

    Great subasis bhai

  • @minimahalik2187
    @minimahalik2187 3 роки тому

    Thank you so much apana ahi katha amaku janethiba 🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰😍😍😍😍😍😍😍😍😍😍😍😍😍😍😍😍😍😍😍😍😍😍😍😍😍😍😍😍

  • @ommnamhashivayaharharmahad7688
    @ommnamhashivayaharharmahad7688 3 роки тому +1

    Jay jagannatha

  • @ramakantapradhan9605
    @ramakantapradhan9605 3 роки тому

    ସେ ପୋଲିସ୍ କାହା ବଳରେ ବଳିଆନ୍ ହେଇଛି ମୋ ମତରେ ତାକୁ ଗୁଳି କରି ମାରିଦିଆଯାଉ

  • @ommnamhashivayaharharmahad7688
    @ommnamhashivayaharharmahad7688 3 роки тому +1

    Subhasis sarangi good person

  • @Mywildlife777
    @Mywildlife777 3 роки тому +9

    Ali police ku Langala kari Lanka dia...

  • @nibeditapattayat4828
    @nibeditapattayat4828 3 роки тому +1

    Police ମାନେ ଗୁଣ୍ଡା ଗିରି କରୁଛନ୍ତି

  • @subashsubucreation3331
    @subashsubucreation3331 2 роки тому

    ଓଡିଶା ପୋଲିସ ପୋଲିସ ନୁହେଁ ଏମାନେ ସବୁ ଚୋର

  • @subashsubucreation3331
    @subashsubucreation3331 2 роки тому

    ଧର୍ମର ହବ ଜୟ

  • @pitambersahoo2554
    @pitambersahoo2554 3 роки тому

    ଆଳି ପୋଲି ସି ଙ୍କୁ ଜୋତାପାହା ର ଦିଅ

  • @nayakdibya103
    @nayakdibya103 3 роки тому

    ଆଳି ପୋଲିସ କୁ ମାଡ଼ ଦିଅ

  • @narayan9082
    @narayan9082 3 роки тому +4

    Right🙏🙏🙏

  • @krushnasabar3200
    @krushnasabar3200 3 роки тому

    ଜୟ ଜଗନ୍ନାଥ

  • @harishchandrapradhan8637
    @harishchandrapradhan8637 3 роки тому

    ମଦ ବିରୋଧୀ ଆନ୍ଦୋଳନକାରୀଙ୍କୁ 395 (ଡକାୟତି )କେଶ ଦେଇ ଜେଲ ପଠେଇବା, ଗୋରକ୍ଷାକାରୀ ଙ୍କୁ ମଧ୍ଯ ଡକାୟତି କେଶରେ ଜେଲ ପଠାଇବା ଓଡିଶାର ପୋଲିସର ସାଧାରଣ ଅଭ୍ୟାସ l ଏହାର ବିରୁଦ୍ଧରେ ଆନ୍ଦୋଳନ କରାଯାଉ

  • @biswajitnayakjitu2273
    @biswajitnayakjitu2273 3 роки тому +3

    Vai pareebartan darkar

  • @susantabehera7403
    @susantabehera7403 3 роки тому

    Jay 🚩shree 🚩Ram

  • @santilatanayak8427
    @santilatanayak8427 3 роки тому

    Subashis sarangi jindabad.

  • @dactorsingh5867
    @dactorsingh5867 3 роки тому +3

    Subasis Bhai ODISHA Goribo ro Bondhu.

  • @rameshdandasana1239
    @rameshdandasana1239 3 роки тому

    Jayjagannath

  • @birasoren5704
    @birasoren5704 3 роки тому

    BJD ku hatao 🙏🙏🙏🙏

  • @prabasadandpat743
    @prabasadandpat743 3 роки тому

    କିଛି ଫରକ ପଡୁନାହିଁ ନବୀନ ପଟ୍ଟନାୟକ ଯିନ୍ଦା ବାଦ୍

  • @subhashreejena8991
    @subhashreejena8991 3 роки тому +5

    We need badly this type of man for our country and society

  • @santoshkumarsahu8748
    @santoshkumarsahu8748 3 роки тому

    BJD hataoo Odisha bachaoo..... Ali police shame on you...

  • @bhupan8134
    @bhupan8134 3 роки тому

    ଇ ମାଗିହା ସରକାର ହାତୀ ବାଗିର୍ ଟା, ଦେଖା ବାର ଦାନ୍ତ ଅଲଗା ଚୋବା ବାର ଦାନ୍ତ ଅଲଗା, ମାଗିହା ସରକାର କହୁ ଛେ ଗୁଟେ ଆର୍ କରୁଛେ ଗୁ ଟେ

  • @himansusekhardas6262
    @himansusekhardas6262 3 роки тому

    Subhasisis bhaiya jindabad

  • @sudhansubhusandash8764
    @sudhansubhusandash8764 3 роки тому

    Jay Jagannath.

  • @alokpalai7277
    @alokpalai7277 3 роки тому

    Very good

  • @rakeshmohanty8683
    @rakeshmohanty8683 3 роки тому +4

    UP RE BHIM ARMY TYPE RA GOTE GROUP HAU.

  • @Dillipkumar35
    @Dillipkumar35 3 роки тому

    You are great Bhai.

  • @upendrasahoo2777
    @upendrasahoo2777 3 роки тому

    Jay Shri Ram

  • @samarendrarout4341
    @samarendrarout4341 3 роки тому +1

    Superb 👍

  • @susantkumarsahoo2696
    @susantkumarsahoo2696 3 роки тому

    Excellent 👌👌👌👌thik rastaray achanti bhai
    Prabhu Jagarnath tumara mangala karantu.jay jagarnath.

  • @ranjayarout8592
    @ranjayarout8592 3 роки тому

    Jay Shree Ram

  • @kumudachbhutiajp9189
    @kumudachbhutiajp9189 3 роки тому

    Jaya jagannath sir

  • @ahalyaSahu-ch9bz
    @ahalyaSahu-ch9bz 7 місяців тому

    Good 🙏

  • @ranjanswain5498
    @ranjanswain5498 3 роки тому

    ପୋଲିସ କୁ ପିଟ......

  • @sipun5
    @sipun5 3 роки тому +9

    Se IIC ku pachara Paisa nei kebala Munda biki hi na ghara lokanku bi biki deichi ?

    • @RK-xb8rg
      @RK-xb8rg 3 роки тому

      Paisa neiki gomata ku jou IIC biki paruchi se IIC nija ma au maikina ku bi biki pariba......

  • @sujitkumarbehura1058
    @sujitkumarbehura1058 3 роки тому

    ଭାଇ ତମେ ତ ଜଗନ୍ନାଥଙ୍କ ଭକ୍ତ

  • @amitavsarangi1883
    @amitavsarangi1883 3 роки тому

    ମଦୁଆ ନବୀନ ପଟନାୟକ ସରକାର ହଟାଓ ଓଡିଶା ବଚାଓ

  • @manojkumar-pt5wk
    @manojkumar-pt5wk 3 роки тому +2

    👍👍👍👍

  • @deepakmahanta8395
    @deepakmahanta8395 3 роки тому +5

    Sei police manaku Bhai andharia dekhi ki marideo

  • @pradeepsahoo9654
    @pradeepsahoo9654 3 роки тому

    Jai shre ram .

  • @akashranjanmeher2988
    @akashranjanmeher2988 3 роки тому

    Bhai you are really god

  • @subashsubucreation3331
    @subashsubucreation3331 2 роки тому

    ମୋ ଏରିଆ ରେ ବି ଗୋ ଚାଲାଣ ହଉଚି ମୁ ବି ସେଇ କଥାରେ ଏକ ମତ

  • @Priyanka-cn6ge
    @Priyanka-cn6ge 3 роки тому

    BjD BjD BjD vote dio mada khao jail jao
    Change for govt

  • @premanandapadhan6486
    @premanandapadhan6486 3 роки тому

    ଆଲି ପୋଲିସ ଜନତାଂକ ପାଇଁ ନୁହେଁ ନିଜ ପେଟ ପାଇଁ ଚାକିରି କରୁଛନ୍ତି

  • @bhanjabiharisahoo9519
    @bhanjabiharisahoo9519 3 роки тому

    Hindu jago hindu

  • @sanjaykumarbehera3771
    @sanjaykumarbehera3771 3 роки тому

    Jay shree ram

  • @subhampanigrahi7278
    @subhampanigrahi7278 3 роки тому +1

    Mu kou dala ku samarthan karuni kintu 2024re Odisha BJD hariba darkar Jay Jagannath 🙏

  • @basantamirdha8011
    @basantamirdha8011 3 роки тому

    Thanks you brother...

  • @prasantananda4489
    @prasantananda4489 3 роки тому

    Bhai BJD sarkar màa ghia sarkar

  • @kumarrout589
    @kumarrout589 3 роки тому

    BJD hataa odisa bancha

  • @santoshbehera05
    @santoshbehera05 3 роки тому

    Odisha police 🚓🚓🚓🚓🚓 ha ha

  • @pradipkumarrout316
    @pradipkumarrout316 3 роки тому

    Brave....sir...salute.....

  • @narayanpradhan5561
    @narayanpradhan5561 3 роки тому

    Thanks subasish Sir

  • @ommnamhashivayaharharmahad7688
    @ommnamhashivayaharharmahad7688 3 роки тому +2

    Chora govt chora police

  • @manasabiswal2195
    @manasabiswal2195 3 роки тому

    Happy new year bhai

  • @minimahalik2187
    @minimahalik2187 3 роки тому

    Apa nka ku sabu dina support karibi promise kuruchi

  • @ms.hansdah6043
    @ms.hansdah6043 3 роки тому

    Bhai you are right

  • @biswambarnathpanda4605
    @biswambarnathpanda4605 3 роки тому +3

    Sala Police balaku Pita

  • @srachaladehury3530
    @srachaladehury3530 3 роки тому +1

    We are proud of our brave hero

  • @nabakrushkunda5573
    @nabakrushkunda5573 3 роки тому

    Right

  • @charchainfotainment2015
    @charchainfotainment2015 3 роки тому

    ଟିକେଟ ଆଶା ରେ ୟେ ଟାଉଟର

    • @pintukhuntiakattarhindurss3697
      @pintukhuntiakattarhindurss3697 3 роки тому

      Toutar 🐌🐌🐌🐌 government ,,,,Hindu drohi 🐌🐌🐌🐌 government,,,,,,,,,BJP desh bhakt Ku ticket Daba ,,,

  • @debaduttapatnaik4689
    @debaduttapatnaik4689 3 роки тому

    Nice

  • @pritiparimita5591
    @pritiparimita5591 3 роки тому +1

    people are together

  • @trilochansahoo5096
    @trilochansahoo5096 3 роки тому

    Hau jay nabina.
    Apana mane khusi ta

  • @sanjaykumarbehera3771
    @sanjaykumarbehera3771 3 роки тому

    Bjd gunda bahini sajichi police

  • @anandprusty1591
    @anandprusty1591 3 роки тому +3

    Police mada khaibe

  • @rabiparida9482
    @rabiparida9482 3 роки тому

    Why ? Our Home Minister silent😎

  • @juluchsahu7279
    @juluchsahu7279 3 роки тому +1

    Ali police ku suspend karajau... Please Odisha sarkaar