Special Story | Mamita Murder Accused Gobinda Sahu In Power Corridor, An Eye Opening Report

Поділитися
Вставка
  • Опубліковано 19 жов 2021
  • Special Story | Mamita Murder Accused Gobinda Sahu In Power Corridor, An Eye Opening Report
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 1,5 тис.

  • @krishnamallick4409
    @krishnamallick4409 2 роки тому +103

    କଲେଜକୁ ମନ୍ତ୍ରୀ ମାନେ ଆସି ବଛା ବଛା ଜିନିଷ ଉପ ଭାଗ କରି ଯାଇଛନ୍ତି । 😃😃😃

  • @amitabhsahu9362
    @amitabhsahu9362 2 роки тому +108

    ଆଛା madam ସିଏ ଯଦି ତୁମର ଝିଅ ହେଇଥାନ୍ତା ତା ହେଲେ ତମେ କଣ କରିଥାନ୍ତ

  • @motilalkharsel1206
    @motilalkharsel1206 2 роки тому +36

    ଦିବ୍ୟଶଙ୍କର ମିଶ୍ର ତୁମେ କାହିଁକି ଲୁଚିଛ ହିମତ ଅଛି ମିଡ଼ିଆ ସାମନା କୂ ଆସ ଓଡିଶା ବାସୀ ତୁମକୁ ଜବାବ ମାଗୁଛି ତୁମେ ମନ୍ତ୍ରୀ ନା ରଣ୍ଡୁଆ

  • @raaz143a
    @raaz143a 2 роки тому +20

    ଏ ସଳା କଲେଜ student ମାନେ ବି କମ ନୁହନ୍ତି, ଲିଙ୍ଗ ରୁ ମହାଲିଙ୍ଗ ଯାଏଁ ନ ପଢିଲେ ଟପ୍ପର ହୋଉ ନାହାନ୍ତି.

  • @umakanta2887
    @umakanta2887 2 роки тому +468

    ପ୍ରତାପ ଜେନା କୁ ବି ଜେରା କରାଯାଉ ସେ college ବାବଦରେ ଭଲ ଜାଣିଛନ୍ତି

  • @atikaayan4856
    @atikaayan4856 2 роки тому +89

    ମୁଁ ଯଦି ମୁଖ୍ୟମନ୍ତ୍ରୀ ହେଇଥାନ୍ତି, ଏମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥାନ୍ତି। କିନ୍ତୁ କଣ କରିବା... ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତ __________ .

  • @santagahir272
    @santagahir272 2 роки тому +46

    ଜେନ୍ ଜେନ୍ ମନ୍ତ୍ରୀ ସାମିଲ୍ ଅଛନ୍ ସେମାନକୁ ନିର୍ଦ୍ଧୁମ୍ ପିଟ

  • @kumarpradhan3910
    @kumarpradhan3910 2 роки тому +16

    ନବୀନ ସରକାର ଏତେ ତଳକୁ ଖସିଯିବ ବିଶ୍ୱାସ କରିହଉନି

  • @dibya63
    @dibya63 2 роки тому +51

    College ର ନା ଯେମିତି ମହାଲିଙ୍ଗ, ଏଠି ଠିକ ସେମିତି ମହାନ ମହାନ ଲୋକଙ୍କ ଲିଙ୍ଗ ପୂଜା ପାଉଥିଲେ

  • @UTKL
    @UTKL 2 роки тому +173

    ଏଇଥର କେହି ଭୋଟର ଭୋଟ ଦିଅନି 🙏🙏🙏🙏

  • @khirodhota1440
    @khirodhota1440 2 роки тому +22

    ନବୀନ ଜଣେ ମଦ୍ୟପ,ସେ ଓଡ଼ିଶା ବିଷୟରେ କିଛି ଜାଣେନା,pandian ସବୁ କରେ।

  • @sambunathdas9176
    @sambunathdas9176 2 роки тому +14

    ସବୁଠାରୁ ବଡ଼ ଭୁଲ ଆମେ ଏଇ ସଲାଙ୍କୁ ଭୋଟ ଦଉଚେ

  • @fakirmohanpradhan6081
    @fakirmohanpradhan6081 2 роки тому +256

    ସେହି କଲେଜକୁ ଯେଉଁ ସବୁ ସରକାରୀ ଅନୁଦାନ ଦିଆଯାଇଛି ସେ ସବୁ ମନ୍ତ୍ରୀଙ୍କ ଠାରୁ ଭରଣା କରାଯାଉ।

  • @sumantakumarpradhan2319
    @sumantakumarpradhan2319 2 роки тому +140

    ଆସୁଥିଲେ ଆଉ 'ମହୁ' ଖାଇ ମହା ଆନନ୍ଦରେ ଯାଉଥିଲେ.!

    • @raaz143a
      @raaz143a 2 роки тому +1

      ହଁ ଭାଇ ଏଇଠି ସବୁବେଳେ ମହୁ ଝରୁ ଥିଲା

    • @parsuramnayakpnayak4554
      @parsuramnayakpnayak4554 2 роки тому

      Revensha college Ku Pratap jena jibana Dele nahin

    • @parsuramnayakpnayak4554
      @parsuramnayakpnayak4554 2 роки тому

      Odishas another college where not note bjd bidhayak fond what bjdsarakar

  • @jamirediting5369
    @jamirediting5369 2 роки тому +9

    ଯେତେ ଧନୀ ହେତେ ହାରାମୀ

  • @baichancecreation7082
    @baichancecreation7082 2 роки тому +23

    ତୁ ବାଳ କଣ ଜାଣିଛୁ, ରେଭେନ୍ସା ସହିତ ତୁଣନା କରୁଛ, ମାଆ ଗିହା।

  • @sisiranaik9741
    @sisiranaik9741 2 роки тому +37

    ଏ ଅବସ୍ଥା ଆଜି ହେଈଛି କେବଳ ଆମ ମାନଙ୍କ ମୁର୍ଖାମୀ ପାଇଁ
    ଗୋଟିଏ ଦଳକୁ ଅଧିକ ବର୍ଷ ଶାସନ କରିବାକୁ ଦେଲେ ଏମିତି ହୁଏ
    ସେ BJD ହେଉ କି BJP or Congress or Any Party
    ଅତି କମରେ ଥରେ 5ବର୍ଷ
    ଯିଏ ଭଲ କାମ କରିବ ଅତିବେଶୀରେ 2ଥର ମାନେ 10ବର୍ଷ ସୁଯୋଗ ପରେ ସରକାର ପରିବର୍ତ୍ତନ ହେବା‌ ଦରକାର ...
    ପ୍ରତି 5 ବର୍ଷ ବା 10 ବର୍ଷରେ ସରକାର ପରିବର୍ତ୍ତନ ହେବା‌ ନିହାତି ଆବଶ୍ୟକ ନହେଲେ ଅବସ୍ଥା ଏଇଭଳି ହେବ ....

  • @atikaayan4856
    @atikaayan4856 2 роки тому +57

    ଶେଷରେ ଏମାନଙ୍କୁ କିଛି କାମ ଦେଖାଗଲା ନାହିଁ, ଝିଅ କାରବାର କରୁଥିଲେ।

  • @soumyaranjankhuntia3418
    @soumyaranjankhuntia3418 2 роки тому +20

    ପ୍ରତାପ ଜେନା ର ଏଟା ମିସାଇ ୪ ଟି murder case re link.

  • @mkpradhan2750
    @mkpradhan2750 2 роки тому +11

    ଭାଇ ମାନେ ସରକାର ବଦଳିବା ଦରକାର ପ୍ରତି ୫ ବର୍ଷ ରେ କିଏ ବି ଆସୁ ଚଳିବ କଂଗ୍ରେସ ବିଜେପି କିନ୍ତୁ ପ୍ରତି ୫ ବର୍ଷ ରେ ବଦଳିବା ଦରକାର 🙏🏻

  • @atikaayan4856
    @atikaayan4856 2 роки тому +228

    ଯେତେ ଧନୀ ଲୋକ ଅଛନ୍ତି, ସେତେ ଖରାପ କାମ କରୁଛନ୍ତି। 😭😭😭😭😭😭😭

  • @atikaayan4856
    @atikaayan4856 2 роки тому +321

    ଏମାନେ ପୁରୁଷ ଜାତି ର ସଇତାନ, ଏମାନଙ୍କୁ ବି ଫାଶୀ ମିଳିବା ଦରକାର ।

  • @kaibalyabhoi77
    @kaibalyabhoi77 2 роки тому +6

    ଦୁଷି କୁ ଦଣ୍ଡ ଦିଅ ଯାଉ ସେ ଯେତେ ବଡ ନେତା ହେଇ ଥାଉ ନା କାହିଁକି.. ଦୁଷି ଦଣ୍ଡ ପାଇ ବା ଉଚିତ

  • @bhaskarbehera6287
    @bhaskarbehera6287 2 роки тому +14

    ପ୍ରତାପ ଜେନା ଗୋଟେ ରାନଡୁଆ ମନ୍ତ୍ରି 👍

  • @niranjannayak9827
    @niranjannayak9827 2 роки тому +97

    ପ୍ରମିଳା ମଲ୍ଲିକ ତୁ ମୋ ବାଳଟା ଜାଣିଛୁ

  • @likubehera2872
    @likubehera2872 2 роки тому +69

    ରେଭେନ୍ସା କଲେଜ ର ଐତିହ୍ୟ ମହାନ୍। ବାଳ ମନ୍ତ୍ରୀ ତୁ କହୁଛୁ ମହାଲିଙ୍ଗ୍ କଲେଜ ରେଭେନ୍ସା ସହ ସମାନ ହବ😠

  • @rakeshkumarbal5541
    @rakeshkumarbal5541 2 роки тому +5

    ଭାଇ ମାନେ ଟିକେ ସୁଧୁରିଯାଅ🙏

  • @kshyamasagarbehera9858
    @kshyamasagarbehera9858 2 роки тому +6

    ମୁ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି....ପ୍ରଥମ ଏ ଦୋଷୀ ମାନଙ୍କୁ ଫାସୀ ପାଇଁ ଆଗେ ମାନ୍ୟବର ହାଇକୋର୍ଟ ଙ୍କୁ ନିବେଦନ କରିଥାନ୍ତି.... ଯଦି ସେ ଦୋଷୀ କୁ ଫାସୀ ନ ଦିଆଯାଇଥାନ୍ତା ମୁଁ ମନ୍ତ୍ରୀ ପଦରୁ ଇସ୍ତପା ଦେଇଥାନ୍ତି..... କିନ୍ତୁ ଏ ସରକାର ପାଟିଚୁପ କରି ବସିଛି....

  • @lnpattnaik
    @lnpattnaik 2 роки тому +79

    ମାନ୍ୟବର ନିଶ୍ଚୟ ଫେଲ ଫାଲ ହେଇଥିବେ ପାଠରେ । ନଚେତ, ରେଭେନ୍ସା ଭଳି ଏକ ଐତିହାସିକ ଜ୍ଞାନପୀଠ, ମେଧାବୀଙ୍କ ପ୍ରାଣକେନ୍ଦ୍ର ତଥା ଓଡ଼ିଶାର ଗର୍ବ ଓ ଗୌରବକୁ କେବେ ହେଲେ ଏଭଳି କଲେଜ ଠାରୁ କମ କରିଦେଇ ନଥାନ୍ତେ । ଏହା ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ସ୍ୱାଭିମାନକୁ ଘୋର ଅପମାନିତ କଲାଭଳି ବକ୍ତବ୍ୟ ।

  • @AsishKumar-qw2xu
    @AsishKumar-qw2xu 2 роки тому +157

    ଯେହେତୁ ସେଠାରେ ରାତ୍ରୀଯାପନ ପାଇଁ ସୁବିଧା ଥିଲା ସେଥିପାଇଁ ସେ କଲେଜ୍ ରେଭେନ୍ସା ଠାରୁ ଭଲ ସେଥିପାଇଁ captain sir ସେ କଲେଜ୍ କୁ ବହୁତ ଭଲ ପାଆନ୍ତି

  • @byangamanbalaram5651
    @byangamanbalaram5651 2 роки тому +9

    ଏ କଲେଜ,,,
    ମାଳିସାହି ଠାରୁ ବି, କମ ନୁହେଁ
    ଗୋବନ୍ଦ ସାହୁ, ଆମର ଭଗବାନ
    🙏🙏🙏🙏🙏

  • @roseroy8031
    @roseroy8031 2 роки тому +3

    Thanks for giving news

  • @RameshChandra-hy8wt
    @RameshChandra-hy8wt 2 роки тому +14

    ଗୋବିନ୍ଦ କୁ fasi ଦିଆଯାଉ

  • @sangramhembram2945
    @sangramhembram2945 2 роки тому +92

    Pramila malickank family saheta ସେବଳିଆ ହବା ଦରକାର

  • @sbirsetijajpur3942
    @sbirsetijajpur3942 2 роки тому +9

    ସିବିଆଇ ଜେରା କରନ୍ତୁ ସବୁ ଜଣା ପଡିବ

  • @jyotirmayjena1869
    @jyotirmayjena1869 2 роки тому +13

    We demand CBI inquiry

  • @shankarjena2110
    @shankarjena2110 2 роки тому +21

    ଏଇଟା ତ ଗୋଟାଏ ଧନ୍ଦା ବାଲି,, ଇଏ କଣ କହିବ

  • @atikaayan4856
    @atikaayan4856 2 роки тому +57

    ଶିଘ୍ର ଏ ଝିଅ କୁ ନ୍ୟାୟ ପ୍ରଦାନ କରାଯାଉ।

  • @dhirenmohapatra4584
    @dhirenmohapatra4584 2 роки тому +45

    ଓଡିଶା ପାଇଁ ଲଜ୍ଜାର ବିଷୟ । ସବୁ ମାସରେ Minister ଆସୁଥିଲେ କଣ ହନିମୁନ କରିବା ପାଇଁ । ଧିକ ଏ ସରକାର ।

  • @jagannathdehuri5268
    @jagannathdehuri5268 2 роки тому +5

    Mag bjd mla.. Minister କୁ ଗୋଡାଇ ଗୋଡାଇ ହାନ,

  • @biswaranjanacharya7542
    @biswaranjanacharya7542 2 роки тому +33

    ପ୍ରମିଳା ମାଲିକ ର ମତି ଭ୍ରମ ହେଇଛି ନିଜ ଦଳ ର ଅପ୍ରିୟସତ୍ୟ କଥା ଶୁଣି ସେ ବାଉଳି ଚାଉଳି ହେଇ ଯାହା କିଛି ବି କହି ଯାଉଛି ଛି ଛି ଦୋଷୀ କୁ ଦଣ୍ଡ ନା ଦେଇ ଭଣ୍ଡ କଥା କହିବାକୁ ଟିକେ ତ ଲାଜ କର ମେମ

  • @madhugoud1331
    @madhugoud1331 2 роки тому +10

    ରେଭେନ୍ସା ଟୁ ଭଲ ମାନେ ମହାଲିଗ କଲେଜ ନେତା ମନ୍ତ୍ରୀ ମାନଙ୍କୁ ସେଟି କଲେଜ ଝିଅ ମାନଙ୍କୁ ଯୋନ ଶୋଷଣ କରୁ ଥିଲେ ନା ରେଭେନ୍ସା କଲେଜ ଟୁ ଭଲ

  • @kanhastution2470
    @kanhastution2470 2 роки тому +2

    Thanks to otv and always help to all .

  • @pmsahu2602
    @pmsahu2602 2 роки тому +8

    ଓଡ଼ିଶା ରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ

  • @atikaayan4856
    @atikaayan4856 2 роки тому +22

    ମୁଁ ଯଦି ମୁଖ୍ୟମନ୍ତ୍ରୀ ହେଇଥାନ୍ତି ତାହେଲେ ସବୁ ଝିଅ ମାନଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତି।

    • @sandyrocksful
      @sandyrocksful 2 роки тому +1

      Go ahead brother

    • @darchananayak422
      @darchananayak422 2 роки тому +4

      Amti sabu kuhanti cm hela pare sabu jhia mora

    • @succeswithsubhashreee
      @succeswithsubhashreee 2 роки тому +2

      Go ahead bhai mu bi bhabichhi ias hei desa pai kichhi karibi hele a dunia kharap Anaya birudhare ladhile mate maridebe sethipai dara laguchhi job karibaku jhia mananku kebe j naya miliba😭😭😭😭

    • @MPCTANKABEDA
      @MPCTANKABEDA 2 роки тому

      @@succeswithsubhashreee right

  • @bibhunayak9709
    @bibhunayak9709 2 роки тому +44

    କିଛି ହବନି । ୨୦ ୨୪ ରେ ବିଜେଡି ୧୩୦ + ଜିତିବ । ଓଡ଼ିଆ ମେଣ୍ଡା ।

    • @sanjayseerjansamong4502
      @sanjayseerjansamong4502 2 роки тому

      Right....

    • @satyabratsahoo7518
      @satyabratsahoo7518 2 роки тому

      Hah

    • @EngineersChoiceAnyday
      @EngineersChoiceAnyday 2 роки тому +3

      Ekdam correct. Emane birodhi dalanka durbalata ru chance pauchanti. Congress tali talanta au bjp ra unit nai. Ama loke bi sate bhakua

    • @ommnamahshivay2084
      @ommnamahshivay2084 2 роки тому +1

      100 100 re sata kahila bhai ...khali mendha nuhan ....GABA GANDU MENDHA

    • @bijaykumardas8194
      @bijaykumardas8194 2 роки тому

      Bjd industrialisation nare ete tanka kamauchhi odisha lokanku election re kini neuchhi.

  • @abhaynaik3606
    @abhaynaik3606 2 роки тому +4

    କାହିଁକି ଭଲ ଲାଗିବନି.... ଝିଅ ମାନଙ୍କ ସହିତ ଖେଳ କଲେ.... ଛି ଛି

  • @sudhanshusekharmahapatra5078
    @sudhanshusekharmahapatra5078 2 роки тому +3

    ଏ ସବୁ ମନ୍ତ୍ରୀ କାମନା ଆଶାରେ ସେ କଲେଜ କୁ ଯାଉ ଥିଲେ

  • @towntigerprincesib3495
    @towntigerprincesib3495 2 роки тому +27

    Mahaling କଲେଜ govinda ra ଲିଙ୍ଗ ସତରେ ମହାନ.....

  • @omsairamtechnical3451
    @omsairamtechnical3451 2 роки тому +39

    ଏ ବୁଡି ଦାରୀ ତୁ ମୋ ବାଣ୍ଡଟା ଜାଣିଛୁ ପ୍ରମିଳା ମଲ୍ଲିକ

  • @jagannathdehuri5268
    @jagannathdehuri5268 2 роки тому +3

    ଦିବ୍ୟ ଶଙ୍କର ତାହାର ଦିବ୍ୟ ଦୃଷ୍ଟି ଦେଖାଇଲା.... Mg

  • @jaykisan4569
    @jaykisan4569 2 роки тому +3

    ମନ୍ତ୍ରିମଣ୍ଡଳ ସବୁ ବେଧୁଆ ଝିଅ କୁ ମାଇପ କରନ୍ତି

  • @sakuntalajena5049
    @sakuntalajena5049 2 роки тому +13

    ଉନତି ଏମିତି ହେଉଛି ଦେବସଙ୍କର ତୋ ଝିଅ କୁ କରିବାପାଇଁ ଆସୁଥିଲା ମନ୍ତୀ ପ୍ରତାପ ହଇରେ ତୋ ଝିଅ ନାହି କି sala

  • @atanupraharaj5928
    @atanupraharaj5928 2 роки тому +69

    Nabin Sir. You are an honest Man and the most popular CM of Odisha. But these ministers with you are spoiling your reputation. Please do not allow such officers to work with you. Odisha people love you and support you too.

    • @rajeshbehera60
      @rajeshbehera60 2 роки тому +6

      Bhai tara 👁 👁 eye kebe kholiba re

    • @rajeshbehera60
      @rajeshbehera60 2 роки тому +2

      Tu emiti msg kari aauri politics ku agaku jibaku dauchhu

    • @dibya63
      @dibya63 2 роки тому +17

      ନବୀନ ବାବୁ ଜାଣେ ନାହିଁ ଓଡିଶା ରେ କଣ ଚାଲିଛି, ସେ କେବଳ ମଦ ପିଏ ଆଉ ଶୁଏ, ପାଣ୍ଡିଆନ ଶାସନ କରେ

    • @spandancreationodisha4533
      @spandancreationodisha4533 2 роки тому +5

      ଭାଇ 😆😂😅🙈🤣😅🤣😂😅😆
      ଭାଇ ସେ କୁନି ପିଲା ତ ଚଡି ପିନ୍ଧି କର ବୁଲୁ ଛନ୍ନ
      କିଛି ନାଁଇ ଜାଣି ପାରି ବାର🤭🤫🤐

    • @bijayashankartripathy8748
      @bijayashankartripathy8748 2 роки тому +1

      You are one of crime mistres .Be ready for punishment from God

  • @ayushmangoud
    @ayushmangoud 2 роки тому +3

    Encouter❤️👍🙏

  • @rdmediacration7504
    @rdmediacration7504 2 роки тому +6

    ମମିତା ଙ୍କ ମଡର କେଶ ରେ ଯେତେ ଜଣ ସାମିଲ ତାକୁ ଫାଶୀ ଦିଆ ଯାଉ 😭😭😭😭😭😭

  • @unsungwarriors875
    @unsungwarriors875 2 роки тому +29

    BJD government ra protocol re achhi jhia nku rape au murder kariba sethi pai BJD supremo nabin Pattnaik kichhi kahunahanti

  • @mmsahummsahu8471
    @mmsahummsahu8471 2 роки тому +35

    It's shame for us, to compare ravenshaw with the residential college,mr.minister try to collect knowledge about revenshaw

    • @BJPodishaa
      @BJPodishaa 2 роки тому

      All college are same ,so don't compare to another than another....only depends upon your knowledge n growing.... that's all. I think u same thing lyk pratap jena both are poor.

    • @Economics365
      @Economics365 2 роки тому +1

      @@BJPodishaa really, all colleges are same? University and colleges are same? PG, MPhil, PhD are university same to Degree colleges? Quality of teaching is same

    • @mmsahummsahu8471
      @mmsahummsahu8471 2 роки тому +1

      @@BJPodishaa it may true, one thinks, before some year's this college has faced for corruption like questions link,many compain has been launched against the college name,then you say it's better than ravenshaw, if you support like Pratap Jena first u read the history of ravenshaw.

    • @x-lobby1361
      @x-lobby1361 2 роки тому

      It's fact

    • @BJPodishaa
      @BJPodishaa 2 роки тому

      @@mmsahummsahu8471 u dnt understood about of my opinion so that u again told am supporting for pratap jena? I know very well pratap jena is a number 1 BJD corrupted mnstr in odisha! Also i know his about better than to u ... ohk!

  • @dhananjayamohapatra7378
    @dhananjayamohapatra7378 2 роки тому +7

    ଓଡ଼ିଶା ପୋଲିସ୍।।। ବେକାର ପୋଲିସ୍👍👍👍👍👍👍👍👍👍👍👍👍👍👍 ପୋଲିସ୍ ଷ୍ଟେସନ୍ ରୁ ଅପରାଧୀ କଣ ମନକୁ ଖସି ଯାଉଛନ୍ତି କି??????????

    • @subhatalkies1940
      @subhatalkies1940 2 роки тому +1

      ସରକାର ର ଛତ୍ରଛାୟା ତଳେ ସବୁ କଳାକାରନାମା ଚାଲିଛି , ପୋଲିସ କଣ ସବୁ ନେତା ମନ୍ତ୍ରୀ ତାଙ୍କ ଛାୟା ନାଟକ ଚାଲିଛି

    • @dhananjayamohapatra7378
      @dhananjayamohapatra7378 2 роки тому +1

      @@subhatalkies1940 ଠିକ କଥା ଭାଇ 👍👍👍👍👍👍

  • @naraddansana5621
    @naraddansana5621 2 роки тому +2

    ଏମାନେ ସବେ ପାପୀ ଅପରାଧୀ ମାନଙ୍କୁ ଦଣ୍ଡ ଦିଆଯିବ ଯାଉ

  • @ashokpradhan1210
    @ashokpradhan1210 2 роки тому +8

    Madam ତମ ଝିଅ ସହ ଯଦି ଏମିତି ହେଇଥାନ୍ତା?

  • @atikaayan4856
    @atikaayan4856 2 роки тому +5

    ଛି ଛି ଛି ଏମାନଙ୍କର ଚରିତ୍ର।

  • @starkalakar524
    @starkalakar524 2 роки тому +2

    ହେନ୍ତା ଲୋକ ମାନଙ୍କୁ ମାରି ଦିଅନ୍ତୁ ଜୀବନ ରୁ

  • @belmatisahu7471
    @belmatisahu7471 2 роки тому +3

    ଏ ଶଲା ମାନଙ୍କୁ ଫାଶୀ ହେଉ

  • @shreealoksamal9368
    @shreealoksamal9368 2 роки тому +7

    ଆରେ ଭାଇ ଏ ସବୁ କଳା ଧନ । ଆହୁରି ସରକାର କୁ ଭୋଟ ଦିଆ ଓଡ଼ିଶା କୁ ପଛକୁ ନିଅ

  • @kashinathdash4772
    @kashinathdash4772 2 роки тому +45

    ବ୍ୟବସ୍ଥା ରେ ଅପରାଧୀ କରଣ॥ ଅପରାଧୀ ଓ ଅଭିଯୁକ୍ତଙ୍କୁ ପ୍ରଛାହନ ॥ ଶାସନ,ପ୍ରସାଶନ, ପୋଲିସ ବ୍ୟବସ୍ଥା ଏକାକାର॥ନ୍ୟପାଇବା ଏଠି ଦିବା ସ୍ବପ୍ନ॥

  • @raaz143a
    @raaz143a 2 роки тому +5

    କଲେଜ ନୁହଁ ଏହା ଗୋଟେ ବେଶେ୍ୟାଳୟ

  • @RSGOVTJOBS
    @RSGOVTJOBS 2 роки тому +3

    ଲୋକ ପଇସାରେ ଉଡ଼ୁଛନ୍ତି🤑
    ଲୋକ ସହ ଅନିୟା କରୁଛନ୍ତି 😥

  • @atikaayan4856
    @atikaayan4856 2 роки тому +14

    ମହିଳା ମାନେ କାଲି ନବୀନ ନିବାସ ଗଲାବେଳେ, ଏହି ପୋଲିସ ମାନେ ଜବରଦସ୍ତ ଆଣି ଗାଡିରେ ପୁରେଇଦେଲେ.. ପୋଲିସ ହେଇଛନ୍ତି ଏମାନେ ଛି ଛି ଛି

  • @kanhuparihari969
    @kanhuparihari969 2 роки тому +7

    ,ଏ ଫତା ଖିଆ କୁ କିଏ ସଳାଟା ମନ୍ତ୍ରୀ କଲା

  • @bikrampradhan6292
    @bikrampradhan6292 2 роки тому +2

    ଜୟ o tv ପ୍ରଣାମ ଏମିତି ଶଳାଙ୍କର ତାଡନ୍ତୁ

  • @indianocean4560
    @indianocean4560 2 роки тому +9

    There are no big educational institutions/heritage than Ravenshaw in Odisha. All colleges/universities are no way comparable. Those who think that there are such institutions, it is their false notion. Ravenshaw is much ahead and can not be matched by any institutions.
    Currently , if I take a span of five years then there are hundreds of Asst. Professor, Scientist, Beaurocrats and many settled in abroad. Those institutions like KIIT do so much publicity of its little achievements is humorous . Every year Ravenshaw adds thousands of highly meritorious/big personalities. 🙏

    • @eagle4102
      @eagle4102 2 роки тому +1

      U r right bro I'm ravenshawvien ❤️

  • @sudeshsahu1073
    @sudeshsahu1073 2 роки тому +13

    Cbi investigation karna chahiye

  • @SanjayKumar-eq4vx
    @SanjayKumar-eq4vx 2 роки тому +31

    Mahanga case+pari case+samuya case=mamita case

  • @aniruddhabindhani4254
    @aniruddhabindhani4254 2 роки тому +3

    BJD sarkar ku change Kariba darkar odisha really requires change of government

  • @repost6079
    @repost6079 2 роки тому +1

    Excellent Enquiry of Otv

  • @dillipkumarbarik7161
    @dillipkumarbarik7161 2 роки тому +6

    Mahalinga college re ମନ୍ତ୍ରୀ ମାନଙ୍କର ଲିଙ୍ଗ ସାଇଜ଼ ହେଉଥିଲା,

  • @stvodia073
    @stvodia073 2 роки тому +15

    ଆରେ ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ ପଟ୍ଟନାୟକ କୁ ଭୋଟ ଦିଅନା ସବୁ ଠିକ ହେଇ ଜିବ ଜୟ ଜଗନ୍ନାଥ ସ୍ବାମୀ

  • @Munu-bq3sx
    @Munu-bq3sx 2 роки тому +19

    Don't worry this is kalyug in this era each and every people have two face and we all going to Rest In Peace very soon.

  • @sahidkumar470
    @sahidkumar470 2 роки тому +2

    ମହାଳିଙ୍ଗ College ରେ ମହାନ ଲିଙ୍ଗ ମାନେ ଗେହୁଁ ଥିଲେ 👍👍👍

  • @topfarmingodisha9516
    @topfarmingodisha9516 2 роки тому +4

    Pratap Jena B College re Night ra Maja Neichhi ,Taku B arrest Karantu

  • @shreenikashort1363
    @shreenikashort1363 2 роки тому +11

    Pramila mallik ku kia matri kala ....bhrasta mantri

  • @dambarudharmohanty3943
    @dambarudharmohanty3943 2 роки тому +3

    East and west Ravenshaw is the best💯

  • @sanket.here46
    @sanket.here46 2 роки тому +3

    Fasi darakar we want justice ❤

  • @deepofficialworlds2456
    @deepofficialworlds2456 2 роки тому +7

    Pratap jena and Dibya sankar Mishra ku arrest Kara jau

  • @keepsmiling2847
    @keepsmiling2847 2 роки тому +20

    Gote Private College ku ette anudan kahiki...... Ette sympathy kahiki..... Ette BJD minister kahiki

  • @jayantakumartola6788
    @jayantakumartola6788 2 роки тому +2

    ଏତେ ପ୍ରିୟା ପ୍ରୀତି ଗୋଟେ college ପାଇଁ କେମିତି

  • @thinkgenuine6428
    @thinkgenuine6428 2 роки тому +5

    How can a corrupt leader like Pramila Mallick (aka - Dali Choruni) is even allowed to talk on these sensitive issue.....RIP Pramila Mallick

  • @bhubaneswarbag6432
    @bhubaneswarbag6432 2 роки тому +8

    BJD Government Down Down

  • @RAHASYAODIA
    @RAHASYAODIA 2 роки тому +4

    ସବୁ ଜାଣି ଜାଣି ଓଡିଶାବାସି କାହିଁକି ଅନଧ ହେଉଛନ୍ତି

  • @HLSTATUSWORLD
    @HLSTATUSWORLD 2 роки тому +2

    Dibysankar goivind and Pramila you are enmy to society

  • @gourangajena7680
    @gourangajena7680 2 роки тому +1

    Jay jagannath

  • @rahulpatra8783
    @rahulpatra8783 2 роки тому +20

    Choro daria bjd mg

  • @kppatro5273
    @kppatro5273 2 роки тому +4

    Nobhion no. I mahagiya aa ghandhe rea ghiya pratap jeana Thu mahagiya rao maipo ku fast gihaya

  • @satyanandapradhan6998
    @satyanandapradhan6998 2 роки тому +6

    ରାଜନୀତି ରେ ଅଛ ବୋଲି ଗରିବଙ୍କ ଟଙ୍କା ରେ ଅୟସ କରିବ , ପ୍ରଭୁ ଜଗନ୍ନାଥ ତୁମ ମାନଙ୍କ କଥା ବୁଝିବେ

  • @kidsworld6992
    @kidsworld6992 2 роки тому +1

    People want justice

  • @swarnarekhabarik9719
    @swarnarekhabarik9719 2 роки тому +6

    BJD govt ra politician mane bholo speech deiparonti

  • @atikaayan4856
    @atikaayan4856 2 роки тому +32

    ଏ ଓଡ଼ିଶାରେ ଜନ୍ମ ହେବା... ସବୁଠୁ ବଡ଼ ଅଭିଶାପ।

  • @tarinientertainment3034
    @tarinientertainment3034 2 роки тому

    Nice

  • @mathwithb.pprusty4582
    @mathwithb.pprusty4582 2 роки тому +2

    ନବିନ୍ ବାବୁଙ୍କୁ ଓଡିଆ ଜଣା ଅଛିଯେ ସେ ଏଥିରେ ସହଯୋଗ କରିବେ