Це відео не доступне.
Перепрошуємо.

Controversy Deepens as Ratna Bhandar Keys Fail to Unlock Inner Chamber, Prompting Investigation

Поділитися
Вставка
  • Опубліковано 19 сер 2024
  • ସନ୍ଦେହ ଘେରରେ ଡୁପ୍ଲିକେଟ୍ ଚାବିର ସତ
    ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲାଯାଇଥିଲେ ବି, ବିବାଦ ଥମୁନି । ପଡ଼ିଥିବା ୩ଟି ତାଲାରୁ ଗୋଟିଏ ବି ତଥାକଥିତ ଡୁପ୍ଲିକେଟ୍ ଚାବିରେ ନଖୋଲିବା ଏବଂ ଦୁଇଟି ତାଲାରେ ଜଉମୁଦ ନଥିବାରୁ ଉଠୁଛି ଅନେକ ପ୍ରଶ୍ନ।
    #RatnaBhandar #Politics #BhandarKey #Puri #Mystery #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 18

  • @rakeshze1220
    @rakeshze1220 Місяць тому +4

    ସବୁ ବିକି ଖାଇ ଗଲେଣି ଆମ ପ୍ରଭୁ କଂର 😡😡😡🤬🤬🤬

  • @shakaharipruthivi8696
    @shakaharipruthivi8696 Місяць тому +1

    ଏମାର ମଠ ରୁ ମିଳିଥିବା ସୁନା, ରୂପା ଇଟା କୁ ମିଡିଆ ଦେଖାଇ ଥିଲା। ମାତ୍ର ଏବେ ସେ ସବୁ ଗଲା କୁଆଡେ ? ବିଭିନ୍ନ ପ୍ରକାରର ମୂର୍ତ୍ତୀ ସବୁ କୁଆଡେ ଗଲା ଯାହାକୁ ବିଚରା ସୁଦର୍ଶନ ପଟ୍ଟନାୟକ ଚିତ୍କାର କଲେ ବି ମୁକ ,ବଧିର, ଓ ଅନ୍ଧ ଅଭିନୟ କରୁଥିବା ସରକାର କି ମିଡିଆ ଚୁପ୍ ? ଠାକୁରଙ୍କ କଥାରେ ଏ ଖେଳ ଦିନେ ପ୍ରଳୟ ହେବ। ଶାସନ ରେ ଯିଏ ବି ଆସୁ ସ୍ୱଚ୍ଛତା କି ସ୍ୱଷ୍ଟତା ନ ରହିବା ହିଁ ପ୍ରଳୟ ର ଲକ୍ଷଣ । ମିଡିଆ ଯାଇ ଥିଲେ କଣ ଅସୁବିଧା ହୋଇ ଥାଆନ୍ତା? ଲୋକେ ଦେଖି ଜାଣି ପାରି ଥାଆନ୍ତେ? ଲୋକଙ୍କୁ ଭୁଆଁ ବୁଲେଇବା ଅର୍ଥ ଠାକୁର ଙ୍କୁ ବି ଠକିବା। ସେ ଧନ ରତ୍ନ କେଉଁ ଦରିଦ୍ର ଓଡ଼ିଆ ର କାମ କୁ ଲାଗିବ? ଠାକୁରଙ୍କ ଧନ ରହିଲେ କି ଗଲେ ରାଜନୀତି ଖେଳ ପାଇଁ କିଛି ମାନେ ରଖି ପାରେ ମାତ୍ର ଦରିଦ୍ର ଜନତା ର ଅବସ୍ଥା ଓ ଆସ୍ଥା ଉଭୟ ଟଳମଳ। କଳି ଶେଷ ବେଳେ ଏ ଗପ କାହାଣୀ ମିଛ ଖୁବ୍ ରୋଚକ ମାତ୍ର ଏ ଖେଳ ଯୁଦ୍ଧ ଓ ପ୍ରଳୟ ପର୍ଯ୍ୟନ୍ତ ହିଁ ଚାଲିବ। ରହସ୍ୟ ରୋମାନ୍ସ ଭରା ରତ୍ନ ଭଣ୍ଡାର।

  • @r.jnayak6740
    @r.jnayak6740 Місяць тому +1

    Gud news

  • @sunilkumarnayak1797
    @sunilkumarnayak1797 Місяць тому +2

    କେହି କହିନଥିଲେ , ତମେ ଓଟିଭି ବାଲା ଚୋର ସଲେ କହିଥିଲ।

  • @santoshbehera1867
    @santoshbehera1867 Місяць тому

    Jadi asali chabi nakali chabi ku nei ete bibada tebe media bala nku saathire nei ratna bhandara kholiba katha, ebe media madhya pasiba ratna bhandara bhitare, kaha kathare tala mela kichhi thik jana paduni.

  • @santoshbehera1867
    @santoshbehera1867 Місяць тому

    Sabu thu bada bhul nispati nele mohan majhi media nku saathire nei ratna bhandara jiba katha kintu gate bahare jagia kari chhadi dele.

  • @radhakantachhatria2409
    @radhakantachhatria2409 Місяць тому +1

    Sabukhaigale chora

  • @deepak001ification
    @deepak001ification Місяць тому

    Power ku asile Kichhi development kama karantu na hele Kichhi bhala hebani

  • @prakashkumarjena.babusan.n3760
    @prakashkumarjena.babusan.n3760 Місяць тому

    ବିଜେଡି ଚୋର ମାନେ ଚାବି ତାଙ୍କ ପାଖରେ ଅଛି

  • @rhulkund7411
    @rhulkund7411 Місяць тому

    Duplicate chabi na jani suni tala bangi duplicate chabi khujauchi sia talaru jana padiba duplicate chabi ki original chabi

  • @monalisajena4924
    @monalisajena4924 Місяць тому

    Jaga ra key neiki kiye sambhaliparibani...ye sabu mithya ...jaga ra jinisha kiye neba...marijiba....ye sabu mithya ...jaga jinisha kiye choreoki nele sambhaliparibani...ye sabu sampurna michhya

  • @deepak001ification
    @deepak001ification Місяць тому

    Chabi michha otv au argus reporter kahithila

    • @seriallovers1848
      @seriallovers1848 Місяць тому

      Are magia bedhaa chuaa nandigosh channel kahithila bjd dalar madurchud

  • @soubhagyakumarpalei2531
    @soubhagyakumarpalei2531 Місяць тому

    Tu choro ta be

  • @binapanisenapati3198
    @binapanisenapati3198 Місяць тому

    Tu me kete sata k aa hu cha. Tame ta bhandar jai jaina.. Gobas mantri chup raha