ଦୀନକୃଷ୍ଣ ଦାସଙ୍କ ରଚିତ ରୀତିଯୁଗର ଅନନ୍ୟ କାବ୍ୟ ରସକଲ୍ଲୋଳ - ପଞ୍ଚଦଶ ଛାନ୍ଦ||Rasakallola - Fifteenth chhanda||

Поділитися
Вставка
  • Опубліковано 19 вер 2024
  • ■ ବର୍ତ୍ତମାନ ଆପଣମାନେ ଦେଖୁଛନ୍ତି ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରଚିତ ରୀତି ଯୁଗର ଅନନ୍ୟ କାବ୍ୟ ରସକଲ୍ଲୋଳର ପଞ୍ଚଦଶ ଛାନ୍ଦ। ଏହି ପଞ୍ଚଦଶ ଛାନ୍ଦରେ ଗ୍ରୀଷ୍ମ ବର୍ଣ୍ଣନା,ଜଳକେଳି ଓ ବସ୍ତ୍ର ହରଣର ସବିଶେଷ ଆଲୋଚନା କରାଯାଇଛି।
    ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରଚିତ ରସକଲ୍ଲୋଳର ପ୍ରଥମ ଛାନ୍ଦ ଦେଖିବା ପାଇଁ ଏହି ଲିଙ୍କକୁ କ୍ଲିକ୍ କରନ୍ତୁ।👉 • କବି ଦୀନକୃଷ୍ଣ ଦାସଙ୍କ ରଚ... 👈 ଦେଖନ୍ତୁ।
    ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରଚିତ ରସକଲ୍ଲୋଳର ଦ୍ବିତୀୟ ଛାନ୍ଦ ଦେଖିବା ପାଇଁ ଏହି ଲିଙ୍କକୁ କ୍ଲିକ୍ କରନ୍ତୁ।👉 • ଦୀନକୃଷ୍ଣ ଦାସଙ୍କ ରଚିତ ର... 👈 ଦେଖନ୍ତୁ।
    ଦର୍ଶକବନ୍ଧୁ, ଯଦି ଆମର ଏହି ଛୋଟ ପ୍ରୟାସଟି ଆପଣଙ୍କର ହୃଦୟର ଗଭିରତ୍ତମ ସ୍ଥାନକୁ ସ୍ପର୍ଶ କରିପାରିଛି ତାହାଲେ ଆପଣ ଆମର ଏହି ଭିଡିଓ ଟି କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ମତାମତ ବାକ୍ସରେ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ।ଆଉ ଯଦି ଆପଣ ଆମ ଚ୍ୟାନେଲ ପାଇଁ ନୂଆ ତାହାଲେ ଆପଣ ଆମର ଏଇ ଚ୍ୟାନେଲକୁ subscribe କରି ଆମର ଏକ ନୂତନ ସଦସ୍ୟ ହୋଇଯାଆନ୍ତୁ।
    ||ଧନ୍ୟବାଦ||
    ••••••••••••••••••••••••••••••••••••••••••••••••••••••••••••••••••••••••••••••••••••••
    ଉପସ୍ଥାପନା- ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର
    କ୍ୟାମେରା- ରୋହନ ମହାପାତ୍ର
    ଏଡିଟିଙ୍ଗ- ରୋହନ ମହାପାତ୍ର
    ସହଯୋଗ- ଵୀର କଳିଙ୍ଗ ଟିମ୍ ର ସମସ୍ତ ସଦସ୍ୟ......
    ଆମକୁ ଯୋଗାଯୋଗ କରନ୍ତୁ- ୮୯୮୪୦୧୨୬୦୮
    ଆମ ଓ୍ବେବସାଇଟ: virkalinga.in/
    ଆମେ ଟେଲିଗ୍ରାମରେ ମଧ୍ୟ ଉପଲବ୍ଧ ଅଛୁ- t.me/Vir_Kaling 👈 କ୍ଲିକ୍ କରନ୍ତୁ।
    ଆମକୁ ଇନଷ୍ଟାଗ୍ରାମ ରେ ଫଲୋ କରି,ଆମ ସହ ସିଧାସଳଖ କଥାବାର୍ତ୍ତା ହୁଅନ୍ତୁ- ... 👈 କ୍ଲିକ୍ କରନ୍ତୁ।
    ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ- / virkalinga 👈 କ୍ଲିକ୍ କରନ୍ତୁ।
    ଆମେ ଟୁଇଟରରେ ମଧ୍ୟ ଉପଲବ୍ଧ ଅଛୁ, ଆପଣ ଆମକୁ ଟୁଇଟରରେ ଫଲୋ କରି ଆମ ସହ ଯୋଗାଯୋଗରେ ରହିପାରିବେ- Ka... 👈 କ୍ଲିକ୍ କରନ୍ତୁ।
    ଆମକୁ ମେଲ୍ କରନ୍ତୁ- virkalinga@gmail.com
    ଓଡିଶାର ଐତିହ୍ୟ, ପରମ୍ପରା, ଇତିହାସ, ସଂସ୍କୃତି,ଲୋକକଳା ଏବଂ ଲୋକନୃତ୍ୟ ବିଷୟରେ ଜାଣିବା ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଆମ ସହ ଯୋଡିହୋଇ ରୁହନ୍ତୁ।
    ସୌଜନ୍ୟ- ବୀର କଳିଙ୍ଗ
    ••••••••••••••••••••••••••••••••••••••••••••••••••••••••••••••••••••••••••
    #ରସକଲ୍ଲୋଳ #ପଞ୍ଚଦଶ_ଛାନ୍ଦ #Rasakallola #Fifteenthchhanda
    #ଭକ୍ତକବି #ଦୀନକୃଷ୍ଣ_ଦାସ #ରୀତିକାବ୍ୟ #ରସକଲ୍ଲୋଳ #ପ୍ରଥମ_ଛାନ୍ଦ #Rasakallola #first_verse #Second_chhanda #ଦ୍ବିତୀୟ_ଛାନ୍ଦ #first_chhanda #unique_poem #the_ritual_era #devotee_poet #Dinakrishna_Das
    #JadumaniMahapatra #kabijadumani #poetJadumani #socialreformerthrough #poetry. #Nayagarh #Odisha
    #ହାସ୍ୟବ୍ୟଙ୍ଗ #କବିଯଦୁମଣି #kabijadumani #odissi #ବନ୍ଧୁରେ_ତୋର_ନେତ୍ର_ତରଣୀ #ଧନ_ତୋ_ଅନୁକମ୍ପା_ନୋହିଲାରେ #Bandhure_tora_netra_tarani
    #ଭକ୍ତିମୟ_ଭଜନ #ଅବିରତେ_ହରି_ଭଜ
    #କବି_ଯଦୁମଣି_ମହାପାତ୍ର #ଓଡିଶୀ #JadumaniMahapatra #odissi #ଆନେ_ମନ_ନାହିଁ_ଧନ_ମାନେ_ବସନା
    #ନାଗାର୍ଜୁନବେଶ #Nagarjunabesha #ଯୋଦ୍ଧାବେଶରେ_ମହାପ୍ରଭୁ
    #Warrioroutfit of #mahaprabhu
    #ପ୍ରଫେସର_ପୂର୍ଣ୍ଣଚନ୍ଦ୍ର_ମହାପାତ୍ର #ଅୟସ୍କାନ୍ତ_ମହାପାତ୍ର #ଛାନ୍ଦ #ଚମ୍ପୁ #ଚଉପଦୀ #ସଂସ୍କୃତ_ଶ୍ଲୋକ #ଭଜନ #ଜଣାଣ #ନୟାଗଡ଼ #କୁନି_ପ୍ରତିଭା #AyaskantaMohapatra
    #Nayagarh #Odisha #Talent #Sangeeta #Literature #ମାଟିର_ପ୍ରତିଭା #ଓଡି଼ଶୀ #ବିପଞ୍ଚି_ଗୀରା #BIPANCHI_GIRA #beautiful_odissi_song #song #composed_by_kabi_jarumaniMahapatra
    #ପ୍ରବନ୍ଧ #ଆ_ଜୀବନ_ଧନୀ #Aa_Jeebana_Dhanee #poetry #Utkalghanta #Jadumani_Mahapatra #Utkalghanta_JadumaniMahapatra #ଉତ୍କଳଘଣ୍ଟ #ଯଦୁମଣି_ମହାପାତ୍ର #ଉତ୍କଳଘଣ୍ଟ_ଯଦୁମଣିମହାପାତ୍ର
    #anukampa_dhari_hari #ଅନୁକମ୍ପା_ଧାରି_ହରି
    #Odia_kabita #Oja_sila_bhoja_gaja #ଓଜ_ଶୀଳ_ଭୋଜ_ଗଜ #jadumani_mahapatra #jadumani #rahasya #jadumani_rahasya #ଯଦୁମଣି_ମହାପାତ୍ର #ଯଦୁମଣି_ରହସ୍ୟ #ଭଞ୍ଜ #କବି_ସମ୍ରାଟ #ଉପେନ୍ଦ୍ର_ଭଞ୍ଜ#kabi_samrat_upandra_bhanja#jayjagannath #puri #jagannath#virkalinga #odisha
    #odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr || #chilika#chilika_hrada #winter_season #kalijai #kalijai_tample#holi #dolaparba #dolapurnima #jagannath #dolabedi #dolajata #srimandira #rathyatra #puri #ହୋଲି #ଦୋଳପୂର୍ଣ୍ଣିମା #ଶ୍ରୀମନ୍ଦିର #ଦୋଳଯାତ #ଦୋଳବେଦୀ #ଦୋଳଗୋବିନ୍ଦ #ପୁରୀ#ଫଗୁଦଶମୀ #phagudasami#jayjagannath #puri #jagannath#virkalinga #odisha
    #odia #srikhetra #konark#temple #god #bestpicture #religious#odissidance, #performance, #dance, #culture, #odissi, #oldestdance#bhubaneswar#bbsr
    #village, #bhuban#largestvillage#villagers #odissidance, #performance, #dance, #culture, #odissi, #oldestdance#bhubaneswar#bbsr#Ranabhuin #Ranapur #Vir_kalinga #Nayagrth #ରଣଭୂଇଁ #ରଣପୁର #ଵୀର_କଳିଙ୍ଗ #maninageswari #maninaga #asura_kumari #ନୟାଗଡ଼ #ମଣିନାଗେଶ୍ବରୀ #ମା_ମଣିନାଗ #ଅସୁର_କୁମାରୀ

КОМЕНТАРІ • 96

  • @tukunaful
    @tukunaful 3 роки тому +5

    ଅତି ସୁନ୍ଦର ,ଆନନ୍ଦଦାୟକ ଓ ବାସ୍ତବରେ ରସମୟ ।

  • @Soumyavlog686
    @Soumyavlog686 2 роки тому +3

    ଅତି ଚମତ୍କାର ଆଲୋଚନାନା ସାର୍ ଆପଣଙ୍କ ଉପସ୍ଥାପନା ଖୁବ୍ ସୁନ୍ଦର ହୋଇଛି ସାର୍ । ଓଡ଼ିଆ ssb ପାଇଁ ମଧ୍ୟଯୁଗୀୟ କାବ୍ୟ ର କିଛି ଆଲୋଚନା କରନ୍ତୁ ସାର୍ 🙏🙏🙏🙏

    • @VirKalinga
      @VirKalinga  2 роки тому +1

      କରିବୁ

    • @TwistwithViral
      @TwistwithViral 2 роки тому

      ଶୀଘ୍ର କରନ୍ତୁ ଆଜ୍ଞା🙏

  • @beautyofnature7736
    @beautyofnature7736 2 роки тому +1

    ନିଜେ ବୁଝି ଅନ୍ୟକୁ ବୁଝାଇବାର ଦକ୍ଷତା ବା ପାଣ୍ଡିତ୍ୟ କ୍ଵଚିତ୍ ପ୍ରତିଭାଙ୍କ ପାଖରେ ନିହିତ, ସେଥିମଧ୍ୟରୁ ଆପଣ ଅନ୍ୟତମ ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଚିହ୍ନିନି କିନ୍ତୁ ବହୁତ୍ ସୁନ୍ଦର୍ ଆପଣଙ୍କ ଉପସ୍ଥାପନ ଶୈଳୀ, ମୋର ଅନୁରୋଧ କୋଟିବ୍ରହ୍ମାଣ୍ଡ ସୁନ୍ଦରୀର ୧, ୬, ୧୧, ୨୫ ଛାନ୍ଦ ମଧ୍ୟ ଆଲୋଚନା କରନ୍ତୁ ସାର୍ ପ୍ରଣାମ🙏🙏🙏🙏

    • @VirKalinga
      @VirKalinga  2 роки тому +1

      ନିଶ୍ଚୟ କରିବୁ

  • @ratankumarmahapatra7086
    @ratankumarmahapatra7086 2 роки тому +2

    ଜୟ ଜଗନ୍ନାଥ

  • @gitanjalibiswal5237
    @gitanjalibiswal5237 2 роки тому +1

    ସାର୍ ପ୍ରଣାମ । ବେଶ୍ ଚମତ୍କାର ହୋଇଛି ଉପସ୍ଥାପନା ।

  • @malayabhukta972
    @malayabhukta972 3 роки тому +2

    ଆଜ୍ଞା 🙏
    ଅଦ୍ଭୁତ ଉପସ୍ଥାପନା।

    • @VirKalinga
      @VirKalinga  3 роки тому +1

      ବହୁତ ବହୁତ ଧନ୍ୟବାଦ।

  • @chitrasensahoo5629
    @chitrasensahoo5629 5 місяців тому

    ସାର୍ ନମସ୍କାର ବହୁତ ସୁନ୍ଦର ଆଲୋଚନା,ଜଗନ୍ନାଥ ଦାସଙ୍କ ରାସପାଞ୍ଚଧାୟୀ ଆଲୋଚନା କରନ୍ତୁ 🙏

  • @dusmantabehera8782
    @dusmantabehera8782 2 роки тому +1

    ସାର୍ ନମସ୍କାର, ଉପସ୍ଥାପନା ଅତି ସୁନ୍ଦର

  • @friloair89
    @friloair89 3 роки тому +10

    ଆପଣ ମାନେ ହଁ ଓଡ଼ିଆ ସାହିତ୍ୟ କୁ ଜୀବିତ ରଖିପାରିବେ ।।।ଏବେକାର ସଂଗୀତ ନିର୍ଦେଶକ ମାନେ ତା ଓଡ଼ିଆ ସାହିତ୍ୟ କୁ ସତ ତଳ ପଙ୍କ କୁ ନେଇ ସାରିଲେଣି

    • @VirKalinga
      @VirKalinga  3 роки тому +2

      ଧନ୍ୟବାଦ।

  • @madhumitakarna9093
    @madhumitakarna9093 2 роки тому +1

    ସୁନ୍ଦର ଉପସ୍ଥାପନା ସାର୍ l ପ୍ରଣାମ ସାର୍ l

  • @Pradhaneducation
    @Pradhaneducation 2 роки тому +2

    ଧନ୍ଯବାଦ ସାର

  • @balabantasi6290
    @balabantasi6290 2 роки тому +1

    ଅତି ସୁନ୍ଦର ଆଲୋଚନା ସାର

  • @subhadrasahoo159
    @subhadrasahoo159 3 роки тому +2

    Bahutu sunder upastapa guru

  • @odialiteratureknowledge5902
    @odialiteratureknowledge5902 2 роки тому +1

    ଅତି ଉତ୍ତମ ସାର୍

  • @bharatidevi3060
    @bharatidevi3060 2 роки тому +1

    Sir namaste🙏🙏🙏 apana nkar upasthapna ati uchakotir

  • @SurendraRana3
    @SurendraRana3 11 місяців тому +1

    sir juhar

  • @srustipradhan7237
    @srustipradhan7237 8 місяців тому

    Tq sir

  • @shankarprasadtripathy7779
    @shankarprasadtripathy7779 2 роки тому +1

    Sir🙏ati Sundar aalochana

  • @saratchandrajalli3404
    @saratchandrajalli3404 3 роки тому +2

    ଅତି ସୁନ୍ଦର

  • @pramodchpradhan8807
    @pramodchpradhan8807 10 місяців тому

    Bahut badhiya upastapana

  • @archanaacharya754O
    @archanaacharya754O Рік тому +1

    🙏🙏🙏🙏

  • @anupamasenapati2892
    @anupamasenapati2892 Рік тому +1

    Thank you sir 🙏🙏🙏

  • @supriyahorror9628
    @supriyahorror9628 2 роки тому +1

    Bahut sundar

  • @rgudduu
    @rgudduu 2 роки тому +7

    Why such random sa pronunciation? Being a professor, you must be consistent. For example: rasa, sujane, basanta have dante-sa, but the pronunciations were like taalabe-sa. Some other words like prasanga, bastra were pronounced correctly like dante-sa. Words like କୃଷ୍ଣ, କଷ୍ଟ have murdhane-sa and have different pronunciation. Otherwise pronounce all 3 sa equally, which is easier and Odias do that typically.
    Please correct me if i am wrong.

    • @avgGamer662
      @avgGamer662 Рік тому +1

      ଆପଣଙ୍କ ମତ ଶୁଣି ଭଲ ଲାଗିଲା। ସ/ଶ/ଷ, ଜ/ଯ ର ସଠିକ୍ ଉଚ୍ଚାରଣ କରୁଥିବା ଲୋକ ବହୁତ କମ ଅଛନ୍ତି। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସଠିକ୍ ଉଚ୍ଚାରଣ ଉପରେ ଜୋର୍ ଦେଉଥିଲେ।
      ମୋର ସଂସ୍କୃତ ଶିକ୍ଷକ ସଦାଶିବ ମିଶ୍ର ଥରେ କହୁଥିଲେ ତାଙ୍କ ଗୁରୁ ସାଧାରଣ କଥାବାର୍ତ୍ତା ରେ ବି ଉଚ୍ଚାରଣ ର ଧ୍ୟାନ ରଖୁଥିଲେ। ଯେମିତି ଯଦି ସେ କହିବେ "ବୁଝିଲୁ ସଦାଶିବ ସକାଳୁ କୋଶଳା ଶାଗ ଆଣିଥିଲି, ଷେଣ୍ଢ ଖାଇଦେଲା" ସେ ସ/ଶ/ଷ ର ଉଚ୍ଚାରଣ ଭିନ୍ନ ଭିନ୍ନ କରିବେ

  • @Myhome-e9e
    @Myhome-e9e 4 місяці тому

    🙏

  • @SarojMahananda
    @SarojMahananda Рік тому +1

    Wonderful

  • @Pradhaneducation
    @Pradhaneducation 2 роки тому +2

    ବିଧଗ୍ଧ ଚିନ୍ତାମଣି ଦୟାକରି ଆଲୋଚନା କରାଯାଉ

  • @radhakantabehera4110
    @radhakantabehera4110 8 місяців тому

    ବହୁ ଦିନରୁ ଏମିତି ଏକ ଓଡ଼ିଆ ସାହିତ୍ୟ ଆଲୋଚନା ର channel ଅପେକ୍ଷା କରିଥିଲି। ପ୍ରଫେସର ମହାଶୟ ଆପଣଙ୍କୁ କୋଟି ନମ

  • @priyamahapatra4961
    @priyamahapatra4961 2 роки тому +1

    So nice sir

  • @pradyumnadash5647
    @pradyumnadash5647 Рік тому +1

    Namaskar sir

  • @Amitbikam
    @Amitbikam 3 роки тому +3

    Sir rasokala ra 16,34 chando bisoyreb alochona korontu

    • @VirKalinga
      @VirKalinga  3 роки тому +2

      ଆଗକୁ ଆସୁଛି।

  • @krushnasahu7514
    @krushnasahu7514 Рік тому +1

    Sir ଆପଣଂକୁ କୋଟି କୋଟି ପ୍ରଣାମ ଜଣାଉଛି.ଦୟାକରି ଆପଣଙ୍କ mobile no ଟିକେ ଦେବେକି ମୋ ମନରେ ବହୁତ କଥା ଅଛି ଜାଣିବାରେ

  • @maminadash7761
    @maminadash7761 2 роки тому +2

    ବିଦଗ୍ଧ ଚିନ୍ତାମଣି ବିଷୟ ରେ ଆଲୋଚନା କରନ୍ତୁ ସାର🙏🙏🙏

  • @ambikaprasadbarik9580
    @ambikaprasadbarik9580 3 роки тому +2

    Very good singing sir. Are you Pala singer?

  • @nimaicharanabehera955
    @nimaicharanabehera955 2 роки тому +2

    Sir raga ragini upare video banantu

  • @subhassamantaray8079
    @subhassamantaray8079 3 місяці тому

    Sir the exact meaning of kamal kumar has not been explained. Pl try to explain meaning of difficult odia words in future.

  • @maminadash7761
    @maminadash7761 2 роки тому +2

    ସାର୍ ଚକ୍ରବାକ ଦମ୍ପତି କାହାକୁ କୁହାଯାଏ

  • @mousuminayak4935
    @mousuminayak4935 3 роки тому +2

    sir pranam🙏
    ଲାବଣ୍ୟବତୀ କାବ୍ୟର ପ୍ରଥମ, ପଞ୍ଚମ ଓ ଦ୍ଵାବିଂଶ ଛାନ୍ଦ ଆଲୋଚନା କରନ୍ତୁ plz,

    • @VirKalinga
      @VirKalinga  3 роки тому +1

      ନିଶ୍ଚୟ କରିବୁ।

  • @priyamahapatra4961
    @priyamahapatra4961 2 роки тому +1

    Thank you

  • @saiandhistricks1484
    @saiandhistricks1484 2 роки тому +2

    Sir ଏହାର pdf ଟି ମିଳି ପାରିବକି

  • @tapaswinisahu595
    @tapaswinisahu595 6 місяців тому

    Sir ssb pain class kari baku anurodha 🙏

  • @nirucreations24
    @nirucreations24 11 місяців тому

    ଏଥିରେ କେଉଁ ରାଗ ପଡିଛି??

  • @pratapbehera312
    @pratapbehera312 2 роки тому +1

    Sir pranam plz MCQ diantu rasakallola r

  • @truptipattanaik1903
    @truptipattanaik1903 2 роки тому +1

    Sir 🙏 sir eha keun ragare rachita

  • @ଓଡ଼ିଆମୋପରିଚୟSatyacreation

    Sir 🙏
    କମଳ କୁମାର ର ଅର୍ଥ କଣ?
    (ପ୍ରଥମ ପଦ ର 2ୟ ଧାଡ଼ି )
    ସେ ଲାଇନ ଟି

  • @manojswain4160
    @manojswain4160 3 роки тому +2

    Manoj dasnkara lekha ru kichi alochana karantu plz

  • @sarbeswarbehera9609
    @sarbeswarbehera9609 2 роки тому +1

    Sir pranam

  • @myclass5432
    @myclass5432 2 роки тому +1

    କମଳ କୁମାର ପରାୟ ଶବ୍ଦ ଅର୍ଥ ପ୍ରକାଶ କରିବେ

  • @Soumyavlog686
    @Soumyavlog686 2 роки тому +1

    Odia ssb pain ki6i vedio karantu sir

  • @odiaeducation6786
    @odiaeducation6786 2 роки тому +1

    Sir ପଞ୍ଚଦଶ ଛାନ୍ଦ କେଉଁ ରାଗ ରେ ବଣ୍ଣିତ କୁହନ୍ତୁ sir

  • @sarbeswarbehera9609
    @sarbeswarbehera9609 2 роки тому +1

    16 chhanda alachana karantu

  • @bhikaripujhari7895
    @bhikaripujhari7895 2 місяці тому

    Sujnenuhkobinde

  • @priyapriya-ts2eq
    @priyapriya-ts2eq 2 роки тому +1

    ବିଦଗ୍ଧ ଚିନ୍ତlମଣି ଆଲୋଚନା କରନ୍ତୁ l

    • @VirKalinga
      @VirKalinga  2 роки тому +2

      ସମୟ ଲାଗିବ, କିନ୍ତୁ କରିବୁ

    • @priyapriya-ts2eq
      @priyapriya-ts2eq 2 роки тому

      1,4,30,42 ଛାନ୍ଦ

  • @santoshkumarsatapathy1385
    @santoshkumarsatapathy1385 4 місяці тому

    ଆପଣ ଆଗ ଖେଙ୍କl ର ବାହାର କରି କି ପଢନ୍ତୁ

  • @rojalinpradhan7920
    @rojalinpradhan7920 3 роки тому +2

    🙏