ଭାଇରାଲ ହେଲା ଅରୁଣ ସାହୁଙ୍କ ଭାଷଣ

Поділитися
Вставка
  • Опубліковано 16 вер 2024
  • ଭାଇରାଲ୍ ହେଲା ଅରୁଣ ସାହୁଙ୍କ ଭାଷଣ।
    #odianews #news #purikhabar #odishaassembly #arunsahoo #odishatv #bhubaneswarnews #odiakhabar #cmoodisha #bjd #bjdmla #mohanmajhi #suramapadhi #reservation #reservationsystem #socialjustice #viralspeech #nabinpattnaik #dharmendrapradhan #ashwanivaishnav #schedulecaste #scheduletribe

КОМЕНТАРІ • 702

  • @ManguliDas-ux4ps
    @ManguliDas-ux4ps 14 днів тому +87

    ଆପଣ ଆପଣଙ୍କର ଓଡ଼ିଶାରେ ଶାସନ କାଳରେ ଏ କାମ କଲେ ନାହିଁ କାହିଁକି ଖାଲି ବିଳାସ ବ୍ୟସନରେ କାଳାତିପାତ କରୁଥିଲେ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ପାଣ୍ଡିଆ ଆଜି ମନେ ପଡ଼ିଲା ବା କି ସୁନ୍ଦର୍ ଭାଷଣ

    • @mrsatyabratanayak1433
      @mrsatyabratanayak1433 14 днів тому

      ଅରୁଣ ବାବୁଙ୍କ କଥାକୁ ଶୁଣିେଲ ହସ ଲାଗୁଛି୤, ୨୪ ବର୍ଷ କଣ କରୁଥିଲେ, ଅନୁରୋଧ ସବୁସ୍ଥାନ ସମାନ ହେଉ, ନଚେତ୍ ଓଡିଶା ର ଅସ୍ମିତା ଖରାପ ଦିଗ କୁ ଗତି କରୁଛି

  • @madhuharijan7352
    @madhuharijan7352 14 днів тому +38

    ପରୀ ହତ୍ୟାକାରୀ ଭାରି ଜ୍ଞାନୀ ବୋଧେ ରେ ନାରଣ

    • @gyaneshkalo8524
      @gyaneshkalo8524 8 днів тому +2

      Gu😢 g

    • @bimbadharjena1572
      @bimbadharjena1572 7 днів тому

      ଓଡ଼ିଶାରେ ପରୀ ହତ୍ୟା ଭଳି କୁ କାର୍ଯ୍ୟ କରିବାପାଇଁ ୟାରି ଭଳି ନେତା ସଂରକ୍ଷଣ ନେଇଛନ୍ତି ବାବୁଙ୍କର ଏ କଥା ମନେ ପଡୁନି ବୋଧହୁଏ। ଲାଜ ଲାଗିବା କଥା ଛିଃ ଛିଃ ରେ ନାରଣ।

  • @manoranjantripathy7738
    @manoranjantripathy7738 14 днів тому +22

    ଅରୁଣ ସାର୍ ଟିକେ ବ୍ରାହ୍ମଣ ଜାତି ର ପିଲା ମାନଙ୍କ କଥା ଚିନ୍ତା କରନ୍ତୁ। ଆମ ଜାତିଭାଇ ମାନେ କଣ ପାପ କରିଛନ୍ତି କି

    • @nry1393
      @nry1393 14 днів тому +2

      Let's have caste census...u will get reservation according to ur population ratio

    • @ArshuAakhlaa
      @ArshuAakhlaa 13 днів тому +3

      କାରଣ ବ୍ରାହ୍ମଣ ଆଜି ବି ମନ୍ଦିର ପିଣ୍ଡା ଛାଡ଼ିନାହାନ୍ତି. ମନ୍ଦିର ଛାଡ଼ reservation ନିୟ

    • @prakashghose7518
      @prakashghose7518 13 днів тому +2

      Bramhana ra mandira re reservation achhi...middle caste sabuthu besi marei hele...

    • @ArshuAakhlaa
      @ArshuAakhlaa 13 днів тому

      @@prakashghose7518 ତୁମ ମାନଙ୍କୁ ଯେମିତ ST SC ମାନଙ୍କ reservation ଦେଖି କଷ୍ଟ ଲାଗୁଛି

    • @nityaprakashinidas6212
      @nityaprakashinidas6212 11 днів тому

      Ur category re kebolo brahmano jaunahanti....baishnav aau other b jauchhonti....semane kn karibe

  • @rnk6817
    @rnk6817 14 днів тому +51

    ପ୍ରଥମେ ମୁଁ କୋଟା ରେ ଡାକ୍ତର ହେଲି ତା ପରେ କୋଟା ମାଧ୍ୟମରେ cdmo ହେଲି ମୁଁ କ୍ରିମି ଲୟର୍ sc ( ଧୋବା ) ହେଲେ ବି କୋଟା ର ସ୍ୱାଦ ଚାଖି ଚାଲିଲି ପୁଅ ଝିଅ ସମସ୍ତେ ଖୁବ କମ. ମାର୍କ ରଖୁ ମେଡିକାଲ ଆଉ ଇଞ୍ଜିନେଅରିଙ୍ଗ୍ ପଢିଲେ ସବୁ ସରିଲା ପରେ ସେ ଠି ସଙ୍ଗିଆ ଟାକୁ ସିଠ କରିଦେଲି.. ତଥାପି ଭୋଟ ଲୋଭି ଜାରଜ ନେତା ଆମ ପିଛା ଛାଡିଲେନି ମୋତେ ପୁଣି କୋଟା ରେ ପଦୋନ୍ନତି କରି ଜଣାଶୁଣା ଯକ୍ଷ୍ମା ହସ୍ପିଟାଲ[ ତାହା ଏବେ ଏକ//ସାଧାରଣ ହସ୍ପିଟାଲ) ର ମୁଖ୍ୟ କରିଦେଲେ ..ଓ ପରେ ସ୍ୱାସ୍ଥ୍ୟ ନିର୍ଦେଶକ .. ମୋଦି ସିନା ଗ୍ୟାସ ସବ୍ସିଡି ପାଉଥିବା ସ୍ୱଚ୍ଛଳ ଲୋକଙ୍କୁ ସବ୍ସିଡି ସରେଣ୍ଡର କରିବାକୁ କହିଲେ ହେଲେ ଆମ ତେଲିଆ ମୁଣ୍ଡରେ ତେଲ ବିଷୟରେ ଚୁପ . କାରଣ ମୋଦିର ବି ଡର କଲେ ଭୋଟ କମିଯିବ କି ... ଯାହାବି ହେଉ ଜାତି ମୋ ର ଲୁଚି ଗଲା .ପ୍ରଚୁର ପଇସା ତଥାପି ମୋ ନାତି ପୁଣି କୋଟା ରେ ପଢିବ ହେଲେ ଆମରି କ୍ରି ମି ମା ଚୋ ଙ୍କ. ପାଇଁ ଗରିବ ମେ ଧା ମାନେ ଆ ତମ ହତ୍ୟା କରୁଛନ୍ତି ତଥାପି ପ୍ରଶ୍ନ ଆସେ କିଏ ହାରାମି ..ୟେ ଜାରଜ ସରକାର ନା ଆମେ ?? କୋଟା ଆମକୁ ଦରକାର ନା ସରକାର ଭୋଟ ପାଇଁ ଆମକୁ ଯାଚି କି ଦେଉଛି ? ଯେହେତୁ କୋଟା ଥରେ ପାଟିରେ ଲାଗି ଛି ତେଣୁ ଆମ ପିଲା ବି ଆଉ ପରି ଶ୍ରମ କରୁ ନାହାନ୍ତି .. 80 ବର୍ଷ ପରେ ବି ଆମ ଫମ୍ପା ମୁଣ୍ଡିଆଙ୍କୁ କୋଟା ଦରକାର୍. ହେଲେ ଯେଉଁ କୋଟା ଖିଆ କ୍ରିମି ଲୟର ମାନେ କୋଟା ସପକ୍ଷରେ କହୁଛନ୍ତି ( ଆମକୁ ସମାଜରେ ବାସନ୍ଦ କରାହେଉଛି .. ମନ୍ଦିର କୁ ଯାଇ ପାରୁନୁ ) ତାହାକେତେ ଦୂର ସତ୍ୟ .. ତେଣୁ ଯେଉଁ ତଳ ସ୍ତର ରେ ହେଉଛି ସେମାନେ ପାଆନ୍ତୁ କିନ୍ତୁ ଯେଉଁ ମା ଚୋ SC / ST ଟି ଟଙ୍କାର ଗଦାରେ ଶୋଉଚି ତାକୁ ପୁଣି ସଂରକ୍ଷଣ କଣ ପାଇଁ ?? ଏବେ ସି ଠ ପାଇଁ କୌଣସି ସାମାଜିକ ପ୍ରତି ବନ୍ଧ କ୍ ନାହିଁ ଆଉ ପ୍ରାଇଭେଟ ପ୍ରାକ ଟିସ୍ ଭି ଚାଲିଛି . ୟେ ଭାଷଣବାଜି ମାରୁଥିବା ଧୋବଧବଳିଆ , ବ୍ୟକ୍ତି [ହାରୁ ହାରୁ ଜିତିଜି 😅 ପରି ବ୍ରାଣ୍ଡ ...ନୟଗଡ ର ବ୍ରାଣ୍ଡେ ଡ ଡକାୟତ୍ ପଇସା ଫି ଙ୍ଗି ନିର୍ବାଚନ ଜିତି ଛି ] ୟେ ଚତୁର ଲୋକଟି ନିଜ ସରକାର ଗଲା ପରେ ଯେଉଁ ଯୁକ୍ତି ଦଉଚି ..କ୍ରି ମି ଲୟର୍ sc st ଟି ଠିକ ସେଇ ଯୁକ୍ତି ଦଉଚି ..... ଆରେ ଭାଇ ଆମେ ତ୍ ପରିଶ୍ରମ କରି ବଞ୍ଚୁଛୁ ସାଧାରଣ ଗରିବ ବର୍ଗ ..ହେଲେ ଆମରି ଆଖି ଆଗରେ କେତେ ଗରିବ ମେ ଧା ଯେ ବଳି ପଡ଼ୁ ଛ ନ୍ତି ୟେ ସବୁ ଦେଖି ସହି ହେଉନି [ୟେ ଲେଖା ଟି କେବଳ କ୍ରି ମି ଲେଏର୍ ଙ୍କ ପାଇଁ ]..

    • @rabinarayanmahapatra4309
      @rabinarayanmahapatra4309 13 днів тому +2

      Very good speech and statistical data presentation. When time' demands this discussion come forward.

    • @jayantidas8179
      @jayantidas8179 9 днів тому +1

      Right

    • @mindfreshdilkhush8575
      @mindfreshdilkhush8575 8 днів тому +1

      ଭାଇ ପୁରା ମନର କଥା କହିଦେଲେ

    • @anudhyanbhakti
      @anudhyanbhakti 6 днів тому

      Right Step 😊

    • @Jagannath-oc9ht
      @Jagannath-oc9ht 5 днів тому +1

      Good but not very good. Because the other side is dark & dark nobody is going to them because they are in reserved.

  • @satishchandrabehera7291
    @satishchandrabehera7291 14 днів тому +51

    ଭାରି ସାରଗର୍ଭକ ଭାଷଣ ଦେଲେ ମାନ୍ୟବର ଅରୁଣ ସାହୁ ମହୋଦୟ। ଦୀର୍ଘ ଚବିଶ ବର୍ଷ ପାଵାରେ ରହି
    ସେ ପାଵାର କଥା କହିବେ ନାହିଁ ତ କ'ଣ!
    ପାଵାର ସେୟାରିଂ କି ଜିନିଷ, ପ୍ରକୃତରେ ମହାଶଙ୍କ ଠାରୁ ଶିଖିବାର ଅଛି। ଜୟ ଜଗନ୍ନାଥ!!!

    • @mathwithb.pprusty4582
      @mathwithb.pprusty4582 14 днів тому +3

      😂😂😂 pari ku marithila janinu
      Aau tu sc ki emiti support karuchhu

  • @brajakishorepadhi4022
    @brajakishorepadhi4022 14 днів тому +98

    ପରୀ ଝିଅ ଟି ର ଦୋଷ କଣ ଥିଲା ମହାନୁଭବ। ଭାଷଣ ରେ କଣ ପେଟ ପୂରିବ।

    • @sujitsahu2950
      @sujitsahu2950 14 днів тому +3

      BJP sarkar ku kaha abe,,se tuma ra tekiba

    • @meritmyfoot.3013
      @meritmyfoot.3013 14 днів тому

      ଦେଖନ୍ତୁ,ଏ ପାଢୀ (ବ୍ରାହ୍ମଣ) ପିଲା ଟା କେମିତି ମୂଳ ମୁଦ୍ଦା ରୁ ଆମ ୫୨% ଲୋକ ଙ୍କୁ ଭଟକେଇ କେମିତି ନେଇ ଯିବାକୁ ଚାହୁଁଛି।

    • @Shaktiranjanpadhi
      @Shaktiranjanpadhi 14 днів тому

      bhai manipur katha mane achi na tamara, sethi b tama viswaguru kichi khunahanti,

    • @brajakishorepadhi4022
      @brajakishorepadhi4022 14 днів тому +4

      @@Shaktiranjanpadhi ଭାଇ ତମ ଭଳି ଗେଣ୍ଡା କଂର ଗୋଟିଏ ଦୋଷ ଅଛି ନବୀନ ମଭସା ପାଖରୁ ତୁମ ପଯ୍ର୍ୟନ୍ତ ତୁ ଘଇତା କାହିଁକି କଲୁ ନା ସେ କେମିତି କଲା। ଅଜବ ଉତ୍ତର ପାଇଁ ତ ନବୀନ ମଉସା ଗଡିଲା। ହଁ ତୁମ ନବୀନ ମଉସା ର ଭଉଣୀ ମମତା ଟିକେ କୁହ। ତମରି କଥା ଅନୁସାରେ।

    • @byomakeshbehera7223
      @byomakeshbehera7223 14 днів тому

      ​@@brajakishorepadhi4022au to mohan g. Mara murkha sabu luti ki modi kukura pakhare thoi debo

  • @bazigargameryt4395
    @bazigargameryt4395 14 днів тому +29

    ବିଜେଡି ସମୟରେ କଲେନି କାହିଁକି,
    ଏବେ ମାଡ଼ ଲଗେଇବା କାମ ବତାଉଛ.. ସତରେ ରାଜନୀତି ଏମିତି କୂଟନୀତି 🙏🙏

  • @bibekanandajena5070
    @bibekanandajena5070 14 днів тому +28

    ଗୋଟିଏ ପିଲା 20% ମାର୍କ ରଖିଲେ ଚାକିରୀ କରିବ ଆଓ ଗୋଟିଏ ପିଲା 70% ରଖିଲେ ବି ଚାକିରୀ ପାଉନି 😇quality education system 20% ରଖିଥିବା ପିଲା ସ୍କୁଲରେ ପିଲାମାନଙ୍କୁ କେତେ % ପାଠ ପଢିବ ପିଲେ କଣ bujhibe😇

    • @bishnuprakashsuna
      @bishnuprakashsuna 14 днів тому +1

      Tamaku 50% quota milichhi para. Au mehnat kara

    • @mathwithb.pprusty4582
      @mathwithb.pprusty4582 14 днів тому

      ​@@bishnuprakashsunaaau tora .5 re paa select heichhi

    • @pragnyapriyadarshini5063
      @pragnyapriyadarshini5063 14 днів тому

      Are murkha keu gov. 20% mark rakhile chakuri deuchhi.
      Tu bhai reservation bisayare kuchhi janichhu na nahi. Brahmana bi EWS kota neuchhi, hahaki sc st OBC nka Tharu adhika.

    • @jayadevbehera2568
      @jayadevbehera2568 13 днів тому +3

      ୧୦th ରେ ତୋର କେତେ mark ଥିଲା। ଲଜ୍ଜ୍ୟା ଲାଗୁ ନାହିଁ କମେଟ କରିବାକୁ। ଯଦି ସମ୍ବିଧାନ ବିଷୟ ରେ ଜାଣିନୁ ମୋ ସହିତ କଥା ହେ।

    • @user-fj5lk8hx5f
      @user-fj5lk8hx5f 5 днів тому

      ​ଧନ୍ୟବାଦ ଆପଣ ଙ୍କୁ

  • @KalucharanSahu-wr1ty
    @KalucharanSahu-wr1ty 14 днів тому +49

    ଏ ମହା ଶୟ ଏ ତେ ଦିନ ହେଲା କୁଆଡେ ଯାଇ ଥିଲେ ତାଙ୍କ ରତ କୋଡିଏ ବର୍ଷ ହେଲା ସରକାର ଥିଲା ସେତେବେଳେ କଣ କରୁ ଥିଲ

    • @narasingha
      @narasingha 14 днів тому +2

      ସେତେ ବେଳେ ଗାଣ୍ଡୀ ମାରେଇ ହେଉଥିଲା

    • @anantaprasad1195
      @anantaprasad1195 14 днів тому

      Bhala pilanku m b s s adm diajau

    • @manasimohanty942
      @manasimohanty942 13 днів тому

      Absolutely correct karjo hatoku niontu mohan sarokar turonto

  • @nareshchandraacharynareshc9640
    @nareshchandraacharynareshc9640 14 днів тому +20

    ଏହି ମାନେ ଚାକିରି ବିକ୍ରୀ କରି sc st ମାନଙ୍କୁ ତଳକୁ ପାଉଛନ୍ତି। ଏମାନେ ଚୋର ଦଳର।

  • @DusmantaNaik-u9d
    @DusmantaNaik-u9d 14 днів тому +20

    ତୁମେ first ପରୀ murder case ଟା ସମାଧାନ କର।

  • @tapantripathy1201
    @tapantripathy1201 14 днів тому +26

    ହାରୁ ହାରୁ ଜିତିଛ ତ ସେଥିପାଇଁ ଏ ପ୍ରେମ ଉଛୁଳୁଛି. ଆସନ୍ତା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛ. ଲଜ୍ଜ୍ୟା.

    • @entertainer688
      @entertainer688 14 днів тому

      Kichi jana jaluchanti ....😂😂😂😂

    • @sagarsahoo5874
      @sagarsahoo5874 2 дні тому

      ତମ ବିଜେପି ରେ ଯେତେ ଅଛନ୍ତି କିଏ ଅଋଣ ସାହୁ ର ବାଳକୁ ସରି ହେବେନି ରେ 😂

  • @santoshmajhi2129
    @santoshmajhi2129 14 днів тому +68

    କଥା କେମିତି କୁହନ୍ତି ଯାତ୍ରା ପାଟି ଶିଖନ୍ତୁ ❤

    • @meritmyfoot.3013
      @meritmyfoot.3013 14 днів тому +2

      ମାଝୀ ବାବୁ,କୁରାଢି ର ବେଣ୍ଟ କାହିଁକି ହେଉଛନ୍ତି।ସମାଜ ର କେତେ ନମ୍ବର ପାହାଚ ରେ ଆପଣ ଅଛନ୍ତି ଜଣା ଅଛି ତ?Pay back to society.

    • @ajayakumarbehera2481
      @ajayakumarbehera2481 13 днів тому

      Majhi babu kn kahile seta alaga Katha
      Jetebele bjd thila setebele jar rape hauthila avalia word ta mouth ru baharunathila
      Setebele society kn karuthila and bjd govt kn karuthila bhai

  • @rabindranathsarangi9744
    @rabindranathsarangi9744 14 днів тому +26

    ଅରୁଣ ସାହୁ ୧୦୦୦ ବର୍ଷ ତଳୁ ସରଖ୍ୟଣ‌ ଥିବା ର ପ୍ରମାଣ ପ୍ରଥମେ ‌ଦିଅନ୍ତୁ ମେରିଟ ବଡ଼ ନା‌ଜାତି ଵଡ‌ ‌ଆମେ କାହିଁକି ଜଣେ ଲେଶ ଟାଲେ଼ ଣ୍ଟ ଡାକ୍ତର ଦ୍ଵାରା‌ଚିଖିସ୍ଛିତ ହେବୁ ଆମର ଦୋଷ‌ କେଉଁ ଠି‌‌ ରହିଲା

    • @Mehfil_Shayari9606
      @Mehfil_Shayari9606 14 днів тому +2

      Reservation jadi utaibaku chahunchhu tahale castism uthaibaku b kaha Bharat barsare nonsense

    • @meritmyfoot.3013
      @meritmyfoot.3013 14 днів тому +2

      ଷଡ଼ଙ୍ଗୀ ପିଲା,ମନ୍ଦିର ଛାଡି ଦିଅ ଆମେ ଓବିସି reservation ଛାଡ଼ିଦେବୁ।ଆମର ପଞ୍ଚାମ୍ରୁତ ଖାଇ ତମର talent ବଢେଇବ ଆଉ ଆମକୁ କହିବ ଆମର talent ନାହିଁ 😢।

    • @ameolioratewithcreativity9519
      @ameolioratewithcreativity9519 14 днів тому +1

      I'm also against the castism, even now a days in town areas castism is minimal. Only in rural areas it is higher in percentage but now a days as we see intercaste marriages are gradually allowed by the castism society. According to me it may take few years to bring the equality.
      The second thing is about reservation that I personally believe that reservation should be higher in education but not in job recruitment then every student will focus on study and automatically talent will come out. I'm not saying that reserved students are not industrious even I have some friends who have secured good marks and got the fine jobs. They don't need any reservation but a few them are taking advantages of this system.
      Castism is a different thing in society because people are still in their blind belief and in their old traditions . It is our duty to educate the society, for this the quality people are needed not the quantity due to reservation.

    • @bishnuprakashsuna
      @bishnuprakashsuna 14 днів тому

      Temple reservation

    • @ArshuAakhlaa
      @ArshuAakhlaa 13 днів тому

      Right​@@meritmyfoot.3013

  • @parsurampanda3540
    @parsurampanda3540 14 днів тому +14

    କୁଆଡେ ଯାଇଥିଲ, ବିଜେଡି ଵାଲା, ଆଗରୁ କଲ ନାହିଁ, କହିଲ ନାହିଁ, ଏବେ ଅରୁଣ ସାହୁ, power ଗଲା ପରେ, ଏବେ ରାଜନୀତି କରୁଛି

  • @debendraamat4776
    @debendraamat4776 14 днів тому +22

    ଅରୁଣ ବାବୁଙ୍କ ମନ୍ତଦ୍ୟ ଭୁଲ

  • @GouriPrasadSatapathy-yv9my
    @GouriPrasadSatapathy-yv9my 14 днів тому +7

    ଭାଷଣ ତ ଭଲ ତାଙ୍କର MLA ସିଟ ଅନ୍ୟକୁ କାହିଁକି ଛାଡୁ ନାଁହାନ୍ତି

  • @PRABHATKUMARMALLIK-v7n
    @PRABHATKUMARMALLIK-v7n 14 днів тому +10

    BEST SPEECH ON RESERVATION SALUTE TO HON'BLE SRI ARUN SAHU👍

  • @chhabindramansingh73
    @chhabindramansingh73 14 днів тому +12

    ସଂରକ୍ଷଣ ଲାଗି ଶିକ୍ଷା ଚିକିତ୍ସା ପ୍ରତ୍ୟେକ କ୍ଷେତ୍ରରେ ଦେଶ ପଛୁଆ, ସଂରକ୍ଷଣ ଲାଗି ମୂର୍ଖ ମାଷ୍ଟର ଡାକ୍ତର ବଡ଼ ପଦବିରେ ଅଛନ୍ତି, ସାଧାରଣ ପିଲା ଜଦି 90ମାର୍କ ରଖେ ଚାକିରି ପାଉନି 40ମାର୍କ ଆଦିବାସୀ ପିଲା ଚାକିର ପାଉଛି, ଦେଖ 90ମାର୍କ ପିଲା ଚିକିତ୍ସା କରିବ ଠିକ ନା 40ମାର୍କ ପିଲା ଚିକିତ୍ସାକରୀବ ଠିକ, ସେଇ ମାର୍କ ପିଲା ପାଠ ପଢା ଉନ୍ନତ ହବ ନା ଆଦିବାସୀ ପିଲା ପଢାହବ, ତଦନ୍ତ କର ଗୁଡିଏ ଆଦିବାସୀ ପିଲା ଶିକ୍ଷକ ଅଛନ୍ତି ପଣକିଆ ABc ଠିକରେ ଆସିନି, ବେକାର ଭୋଟ ପାଇଁ ଭାଷଣ ମାରେନା, ଏମିତି କରି ଓଡିଶା କୁ bjd ବୁଡେଇଛି, କେତେବର୍ଷ ଏମିତି ସଂରକ୍ଷଣ ରଖିବ ଅଦବାସୀ ଉଠିବେ, ବହୁତ ସାଧାରଣ ପିଲା ଅଛନ୍ତି ଦରିଦ୍ର କସାଘାତ ରେ ପାଠପଢି ସଢୁଛନ୍ତି,ବେସି ଟେକେନି ମୋହନ ଗଳିଯିବ

  • @bhabanisankarmohapatra5148
    @bhabanisankarmohapatra5148 14 днів тому +6

    Reservation should be done on economical backwards basis not on caste basis

  • @ghasinayak4616
    @ghasinayak4616 14 днів тому +13

    24 barsa keunthi thilo ho😂😂😂😂

  • @karunakardas151
    @karunakardas151 12 днів тому +1

    ଅରୁଣ ବାବୁଙ୍କୁ ଧନ୍ୟବାଦ୍ ଆଜି ନିଦ ଭାଙ୍ଗିଲା ବିଜେଡ଼ି ସରକାରଙ୍କ ଅମଳରେ ଏ ଭାଷଣ ଦେଇଥିଲେ ଭଲ ହୋଇଥାନ୍ତା ନବୀନବାବୁ ଙ୍କ ଅମଳରେ ଏକକ ସଂଖ୍ୟାଗରିଷ୍ଠ ହୋଇଥିଲା । ସେ ଯାହା ହେଉ ଏ ମ ଉକାରେ ମୋହନ ସରକାର ସଂରକ୍ଷଣ ବ୍ୟବସ୍ଥା କଲେ ଆମେ ବହୁତ ଖୁସି ହେବା ସହିତ ଡଃ ଭୀମ ରାଓ ଆମ୍ବେଦକରଙ୍କ ସ୍ଵପ୍ନ ସାକାର ହେବ ।ଜୟ ଭୀମ ଜୟ ଭାରତ

  • @manasrout9741
    @manasrout9741 14 днів тому +20

    ମୂର୍ଖ ହେବେ ମାଷ୍ଟର, ଦୁର୍ବଳ ହେବେ ଦେଶ ରକ୍ଷକ,

  • @jrundabanrajhans9838
    @jrundabanrajhans9838 День тому

    ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ସାର୍ ଅରୁଣ ସାହୁ ଆପଣ ଭଳିଆ ଆଉ ଦୁଇ ଚାରି ଜଣ ବାହାରି ଗଲେ ରାଜ୍ୟ ରେ ସୁନା ଫଳିବ Jay Bheem Jay kanshiram 🙏🌹❤️

  • @himeshgammerrock7898
    @himeshgammerrock7898 14 днів тому +47

    ଅରୁଣ ସାହୁ ଙ୍କର sc /st ଉପସ୍ଥାପନା ସ୍ୱାଗତ ଯୋଗ୍ୟ ଅଟେ ମୋ ତରଫ ରୁ ବହୁତ ବହୁତ ନମନ MLA SIR

  • @UNCLE.VIRAL502
    @UNCLE.VIRAL502 14 днів тому +6

    ପାଠ ପଢ଼ିକି ବେକାର obc ପାଠ ନ ପଢିକି S T A C ପାଇବେ ଚାକିରୀ

  • @trilochanrout1856
    @trilochanrout1856 14 днів тому +5

    Your example is absolutely wrong.
    Your speech is not require for above issue. What were doing in last 24 years

  • @hiramotikanhar609
    @hiramotikanhar609 13 днів тому +6

    ସାର୍ ଆପଣଙ୍କ ବହୁମୂଲ୍ୟ ମନ୍ତବ୍ୟ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ଙ୍କ ଭଳି ଆଉ କେତେ ଜଣ ମୁଖ୍ୟ ମନ୍ତ୍ରୀ ଙ୍କୁ ଉତ୍ସାହ ପ୍ରଦାନ କଲେ। ଓଡ଼ିଶାର ସଵୁ ପଛୁଆ ବର୍ଗଙ୍କ ଉନ୍ନତି ନିଶ୍ଚିତ ଭାବେ ହୋଇ ପାରିବ।

  • @dillipnayak4930
    @dillipnayak4930 14 днів тому +4

    ଯେଉଁ Ac/St ମାନେ ନେତା ମନ୍ତ୍ରୀ ରାଷ୍ଟ୍ରପତି ହେଉଛନ୍ତି ସେମାନେ କଣ କରୁଛନ୍ତି

  • @prabhatmalik4616
    @prabhatmalik4616 14 днів тому +32

    ଅତି ସୁନ୍ଦର ମନ୍ତବ୍ଯ । ଦୟାକରି ମାନ୍ଯବର ମୁଖ୍ଯମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ସାର୍ ।ମାନ୍ଯବର ଅରୁଣ ସାହୁ ଙ୍କ ମନ୍ତବ୍ଯ ଊପରେ ଟିକେ ଦୃଷ୍ଟି ଦେବା

  • @dolamanimahar1468
    @dolamanimahar1468 14 днів тому +31

    Right Speech
    Thanks to Arun Sahu MLA

  • @santoshkumarsahoo3534
    @santoshkumarsahoo3534 14 днів тому +27

    ଅରୁଣ ଭାଇଙ୍କର ଉପସ୍ଥାପନା ସ୍ବାଗତ ଯୋଗ୍ୟ । ଧନ୍ୟବାଦ।

  • @baidhardas2500
    @baidhardas2500 12 днів тому +2

    ଯାହା ହେଉ ମାନ୍ୟବର ବିଧାୟକ ବାବୁ ବିଳମ୍ବରେ ହେଲେ ମଧ୍ୟ ଅପ୍ରିୟ ସତ୍ୟ କଥା କହିଛନ୍ତି l ବାକି sc,st nd obc ବିଧାୟକ ମାନେ ଏ ବିଷୟରେ ତାଙ୍କ ସହ ସହମତି ହେବା ଉଚିତ୍ l
    ବିନା political reservation ରେ SC, ST and OBC ମାନେ general sit ରୁ ଠିଆ ହେବା ପାଇଁ ସାହସ ବି କରି ପାରିବେନି।

  • @GadadharaDakshinaray-d3h
    @GadadharaDakshinaray-d3h 14 днів тому +12

    Reservation is not necessary

  • @abinashkanhar9849
    @abinashkanhar9849 14 днів тому +3

    Thank you so much Arun ji

  • @ASISH_SATYA_VLOGER
    @ASISH_SATYA_VLOGER 14 днів тому +33

    ତମେ କହୁଚ ବିଜେପି ନେତା ସୁଣୁଛନ୍ତି ସିଏ କହିଲେ ବିଜେଡି ନେତା କାହିଁକି ଶୁଣୁନାହାନ୍ତି ତାଙ୍କ ଗାଣ୍ଡିଫାଟୁଚି ତମ କାରନାମା ଶୁଣିଵାକୁ

  • @babykvlogs2113
    @babykvlogs2113 12 днів тому +2

    ଅରୁଣ ସାହୁ sc st ମାନଂକର କୋଟା ଉଠା ଯିବା ଦରକାର ପାଠ ପଢିକି obc ଚାକିରୀ ପାଇବନି ଆଉ sc st ମାନେ ପାଠ ନପଢି କି ଚାକିରୀ ପାଇବେ ମୁଁ ଓଡିଶା ସରକାରକୁ ଅନୁରୋଧ sc st କୋଟା ଉଠା ଯାଉ

  • @MonajPanda-j2z
    @MonajPanda-j2z 14 днів тому +1

    Super presentation sir

  • @PrasantaMahananda-v9i
    @PrasantaMahananda-v9i 13 днів тому +1

    Absolutely right sir

  • @UNCLE.VIRAL502
    @UNCLE.VIRAL502 14 днів тому +4

    ପୁରା ଭୁଲ କଥା

  • @Jagannath-oc9ht
    @Jagannath-oc9ht 5 днів тому +1

    ଅରୁଣ ଆଜିଯାଏ କେଉଁଠି ଥିଲେ । ମାନ୍ୟବର ବିଧାୟକ ମନେପକାନ୍ତୁ ବିଜେଡି ରେ କାହାର କହିବାର ଅଧିକାର ନଥିଲା । ଆଜି ସେ ଅଧିକାର ସମସ୍ତେ ପାଇଛନ୍ତି ଗତ ସରକାର ଯାଇଛନ୍ତି ।

  • @sukruputel2927
    @sukruputel2927 14 днів тому +6

    Bjd sarkar 24 barsa sasan bele ahi bhajan kahi luchi thila.aha hasa katha.

  • @UgresanNayak-n1s
    @UgresanNayak-n1s 14 днів тому +5

    25 year Kan karuthilu?

  • @jagannathsahoo4092
    @jagannathsahoo4092 14 днів тому +2

    Right speech. Mr Arun Babu a katha BJD Government re uthaele nahi. Why BJD Government not filled all vacancies in School.

  • @pradiptakumarparija9316
    @pradiptakumarparija9316 9 днів тому

    ଅତି ସୁନ୍ଦର ନମନୀୟ ବିବୃତିକର ଭିତ୍ତିଯୁକ୍ତ ବିଭାଷଣ । କିନ୍ତୁ ଏହି ଚିନ୍ତାଧାରା, ଏହି ମାନସିକତା 24 ବର୍ଷରେ ବିଧାୟକ ମହାଶୟ ପାସୋରି ଯାଇଥିଲେ । ଯେଉଁଟା ମନ୍ତ୍ରୀ ଥିବାବେଳେ ନିଜ ଅକ୍ତିଆର ରେ ଥିଲା ଏବେ ଅନ୍ୟ ର ଗୋଡ ତଳେ ପଡି ହାସଲ କରିବାକୁ ଚାହୁଁଛନ୍ତି, କାହିଁକି ?

  • @minateelatasethi7616
    @minateelatasethi7616 14 днів тому +1

    Right Katha sir

  • @dhabalenaik3386
    @dhabalenaik3386 14 днів тому +2

    Excellent point sir we are proud of you

  • @cryptoodia7089
    @cryptoodia7089 13 днів тому +1

    Sri Arun Sahoo should be the next CM of Odisha

  • @Jagannath-oc9ht
    @Jagannath-oc9ht 5 днів тому +1

    ରିଜର୍ଭ ସିଷ୍ଟମ୍ ରହୁ କିନ୍ତୁ ଜଣକୁ ଥରେ ସୁଯୋଗ ବାରମ୍ବାର ନାହିଁ । 2. ସେମାନଙ୍କ ମଧ୍ୟରୁ ମଧ୍ୟ ଯୋଗ୍ୟତା ଭିତିରେ ହିଁ ସୁଯୋଗ ଦିଆଯାଉ। ଅନ୍ୟଥା ଆଇନର ଦୁରୁପଯୋଗ ହେଉଛି । ଲୋକ ନପାଇଲେ ଅନ୍ୟ ବର୍ଗ ଲୋକଙ୍କୁ ସୁଯୋଗ ଦିଆଯିବ ଆଇନ ଅଛି ।

  • @sushantakumarnaik7052
    @sushantakumarnaik7052 10 днів тому

    ପ୍ରକୃତ ରେ ଆପଣ ହିଁ ଜଣେ real Indian and knowledgious person in my view Sir

  • @kiranbalapradhan5857
    @kiranbalapradhan5857 14 днів тому +7

    BJD thila bele sabu teki pakeithila

  • @kapilashbhoi3309
    @kapilashbhoi3309 14 днів тому +8

    ବହୁତ ସୁନ୍ଦର ମନ୍ତବ୍ୟ ଆଜ୍ଞା ଧନ୍ୟବାଦ

  • @BanambarDehury-im5hu
    @BanambarDehury-im5hu 14 днів тому +1

    Aruna. Bhai. thank you

  • @jagannathbehera3997
    @jagannathbehera3997 13 днів тому

    Unique presentation.. Thank you so much.

  • @miltonsoreng6893
    @miltonsoreng6893 8 днів тому

    Thanks to Dr. Arun Ku. Sahoo, Hon'ble M.L.A.

  • @GadadharPradhan-y1l
    @GadadharPradhan-y1l 2 дні тому

    ThanksSomuchGoodGodBlessYouWithFamily.

  • @rameshchandrakhuntia2927
    @rameshchandrakhuntia2927 14 днів тому +9

    ପରୀ ଝିଅଟିର ଦୋଷ କଣ ଥିଲ। ତାହା ଉପରେ ଆଲୋଚନା କରି CBI ତଦନ୍ତ କରାଯାଉ ।

  • @Bhubaneswar-x2h
    @Bhubaneswar-x2h 14 днів тому +15

    Arun sar..jay..bahut bhala katha

  • @sakuntalanundruka4991
    @sakuntalanundruka4991 14 днів тому +1

    🙏👍👌Right sir good

  • @narottammohapatra9024
    @narottammohapatra9024 12 днів тому +2

    ଅରୁଣ ବାବୁ ତୁମ କଥାକୁ ସର୍ଥନ କରୁଚି।।। ତୁମେ ୨୫ବର୍ଷ କଣ କରୁଥିଲ।। ଆଗେ ଉତ୍ତର।। ରଖ

  • @yugabijayasarbadaman1457
    @yugabijayasarbadaman1457 12 днів тому +1

    Very right 🎉

  • @gurudevmajhi3927
    @gurudevmajhi3927 14 днів тому +1

    Dhanyabad sir

  • @prakashkumar1695
    @prakashkumar1695 14 днів тому +10

    Ekdum satya aau sathik Katha

  • @gauraharishiol8832
    @gauraharishiol8832 7 днів тому

    Dr. Sahoo is respected for ever for his remarkable speech and a lot of thanks to him.

  • @soumyasahu1960
    @soumyasahu1960 14 днів тому +2

    ରାଜନୈତିକ ମନ୍ତବ୍ୟ
    Reservation dwara talented ପିଲାମାନେ ଦେଶରେ ନରହି ଉନ୍ନତ ରାଷ୍ଟ୍ରକୁ ପାଲେଇଯାଉଛନ୍ତି।
    Reservation nathai 3000 barsa purbe ଭାରତର ଆର୍ଯ୍ୟ ସମାଜ ବିଶ୍ୱଗୁରୁ ଥିଲା
    ଜୟ ଶ୍ରୀକୃଷ୍ଣ
    ଆମ୍ବେଦକର ଗୋଟେ ହିନ୍ଦୁ ଧର୍ମର ଶତ୍ରୁ

  • @user-dc4lg1kw8j
    @user-dc4lg1kw8j 14 днів тому +4

    24 barsa vitare kn tadi thila bjd

  • @soumyajitpradhan8042
    @soumyajitpradhan8042 9 днів тому +1

    Doctor ପରି ହତ୍ୟାକାରୀ
    (ଅରୁଣ ସାହୁ )
    ଚମତ୍କାର Doctor ଚମତ୍କାର.....

  • @kapuranaik3738
    @kapuranaik3738 12 днів тому

    Very good Arun sir thankyou 🙏🙏🙏♥️🌹

  • @SarojKumar-tf4hk
    @SarojKumar-tf4hk 6 днів тому

    ଧନ୍ୟବାଦ BJD ୨୪ ବର୍ଷରେ ପ୍ରାଥମିକ ଶିକ୍ଷକ ଓ ପ୍ରାଥମିକ ଶିକ୍ଷା କୁ ରସାତଳ କରିଥିବାରୁ ।ପ୍ରାଥମିକ ଶିକ୍ଷକମାନଙ୍କ ଅଭିଶାପ ରୁ ଆଜି BJD ର ପରାଜୟ

  • @hksahoo8755
    @hksahoo8755 12 днів тому

    ଅରୁଣ ସାହୁ ଠିକ୍ କଥା କହୁଛନ୍ତି, ଓଡିଶା ସରକାର କେବେ ଚେତିବେ,❤❤

  • @user-cf9dw4rb6h
    @user-cf9dw4rb6h 14 днів тому +9

    ଆଜି ସେଥିପାଇଁ ଶିକ୍ଷକ ବିଦ୍ୟାଳୟରେ ଆଜି ମଦପିଇ କାତ ମେଲେଇ ଶୋଇଛି

  • @Sai.2016
    @Sai.2016 14 днів тому +16

    👍 ସୁପର

  • @knoweconomics1
    @knoweconomics1 12 днів тому

    ସାବାସ ଅରୁଣ ଭାଇ। ଆପଣଙ୍କ ପାଇଁ ମୁଁ ଗର୍ବିତ

  • @chittaranjanrath3088
    @chittaranjanrath3088 14 днів тому +10

    ବ୍ରାହ୍ମଣମାନଙ୍କର କ'ଣ ପାଇଁ ରିଜର୍ଭ ନାହିଁ ?

    • @meritmyfoot.3013
      @meritmyfoot.3013 14 днів тому +2

      ଅଛି,ପୁରୁଷ ପୁରୁଷ ଧରି ମନ୍ଦିର ମାନଙ୍କରେ ଅଛି।ପୁଣି ବିନା ବିରୋଧ ରେ ୧୦% ସୁଦାମା କୋଟା (EWS) ନେଇଚ।

    • @santoshkumardalpati1634
      @santoshkumardalpati1634 13 днів тому

      sc st kota ku chhadi baki sabu kota Brahman mane sarbadhik neichhanti

    • @pratapdash4863
      @pratapdash4863 10 днів тому

      ଭିକାରି ହେବେ

  • @s.s1541
    @s.s1541 14 днів тому +1

    Very nyc speech honorable MLA nayagarh

  • @nityanandanayak8717
    @nityanandanayak8717 3 дні тому

    He is going to be next CM of Odisha

  • @skmoharaj4984
    @skmoharaj4984 13 днів тому

    ଏଇଟା ଆମ ଓଡ଼ିଶାରେ ଭଲ ନେତା ହୋଇପାରନ୍ତି।

  • @parsuramsethi6187
    @parsuramsethi6187 12 днів тому +1

    Dhanybada sir

  • @abhilomsabar2961
    @abhilomsabar2961 12 днів тому +1

    100%right speach sir

  • @sushantkumarmajhi3755
    @sushantkumarmajhi3755 14 днів тому +2

    Reserve hatao desh bachao

  • @usharanisahoo8972
    @usharanisahoo8972 10 днів тому

    Good speech Bhai ❤️🙏

  • @himansusekharpanda7721
    @himansusekharpanda7721 9 днів тому

    Excellent debate Arunbabu. When any MLA/MP in ruling party they are with limitations. So they can't talk in house.

  • @padminibankara8222
    @padminibankara8222 13 днів тому

    Very good sharing sir i resect you sir

  • @umeshkumar-dy8lr
    @umeshkumar-dy8lr 14 днів тому +22

    Hau cheat ଫଣ୍ଡ ଘୋଟଲା CBI ତଦନ୍ତ ହଉ । ପଇସା କୁଆଡେ ଗଲା ଟିକେ କହିବେ କି ମାନ୍ୟବର ମନ୍ତ୍ରୀ

  • @nirupamarath4399
    @nirupamarath4399 9 днів тому

    Excellent 👍
    Stay blessed always dear

  • @mindgamer986
    @mindgamer986 14 днів тому +1

    Great speech sir ❤

  • @Akashayajena
    @Akashayajena 11 днів тому

    Thanks aruna Bhai🙏💯

  • @user-vr1wo4ng4l
    @user-vr1wo4ng4l 9 днів тому

    Right sir. Absolutely Right. Jai bhim. Jai sambidhan

  • @sarojnayak2763
    @sarojnayak2763 12 днів тому

    Excellent Analysis

  • @Bibhudutta80
    @Bibhudutta80 14 днів тому +4

    Tuma time re kana karuthila

  • @kiranbalapradhan5857
    @kiranbalapradhan5857 14 днів тому +4

    To guna gaile saribani Tu kn kahibu

  • @brajakishoresahoo7321
    @brajakishoresahoo7321 5 днів тому

    ଏଇଟା ଶଳା ଟାଉଟରଟା ଓକିଲାତି ପାଠ
    ପଢ଼ିଛି କିନ୍ତୁ ଶଳା ମୁର୍ଖଟା ଏଥର ଶଳା ହାରିବ ମୋର ଏହା ପ୍ରତି ଅଭିଷାପ

  • @yudhisthirbehera1795
    @yudhisthirbehera1795 4 дні тому

    Thanks congratulations 🎉

  • @samirkumarparida4266
    @samirkumarparida4266 8 днів тому

    ଭୀମରାଓ ଙ୍କ ଇତିହାସ ପଢିକି ପୋଥିପଢା ଜ୍ଞାନ କେବଳ ଭୋଟବ୍ୟାଙ୍କ୍ ପାଇଁ କହୁଛନ୍ତି,ଯେଉଁ କ୍ଷମତା ପାଇଛନ୍ତି କହିପାରିବେ ନିଜ ଭାଷଣ ରେ....ଜଣେ ଅଭିଭାବକ ହିସାବରେ କେବେ ଉଚ୍ଚତର ଶିକ୍ଷାପାଇଁ,ଆରକ୍ଷଣ/ସଂରକ୍ଷଣ ଯୋଗୁଁ ଜଣେ ପିଲାର ଆଡମିଶନ୍ କେମିତି କ୍ଷତି ହୁଏ କେବେ ସମ୍ମୁଖୀନ ହେଇନାହାନ୍ତି

  • @Bibhudutta80
    @Bibhudutta80 14 днів тому +3

    Education ta bjd bala khaidela

  • @GaganbiharinaikGagan
    @GaganbiharinaikGagan 12 днів тому

    Sir namaskar Apanku dhanyabad.

  • @chinmayaprasadjally6118
    @chinmayaprasadjally6118 7 днів тому

    Absolutely right

  • @Satyakumarsingh_fn9wr
    @Satyakumarsingh_fn9wr 14 днів тому +7

    Bahut bhala speech

  • @Jagannath-oc9ht
    @Jagannath-oc9ht 5 днів тому +1

    As per the verdict of Supreme court reservation within the reserved castes is required. Because the system is adopted to enable the casts within the system but in fact the lowest within the reserved remain without receiving the benefit.

  • @BasantaSir-d1n
    @BasantaSir-d1n 7 днів тому

    Very good speech