BJD Press Meet | Explains The True Soul Of BJD Manifesto For People Of Odisha

Поділитися
Вставка
  • Опубліковано 11 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha

КОМЕНТАРІ • 100

  • @AdityaSahu-sn3yc
    @AdityaSahu-sn3yc 24 дні тому +7

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

  • @JayantaPrakash726
    @JayantaPrakash726 24 дні тому +6

    ସାଢେ ୪ କୋଟି ଓଡିଆଙ୍କ ଆଶା, ବିଶ୍ୱାସ, ଭରସାର ଡାକ ନବୀନ । ପ୍ରତି ପରିବାରର ପୁଅ ନବୀନ । ପୂରା ଓଡିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସେବା, ଯତ୍ନ ଓ ସୁରକ୍ଷା ପାଇଁ ସର୍ବଦା ସଜାଗ ।

  • @Prasanna-892
    @Prasanna-892 24 дні тому +5

    ଉନ୍ନତିର ଆଶାଟିଏ, ବିଶ୍ୱାସର ଘର... ଭରସାର ନେତାଟିଏ, ସଭିଙ୍କ ନିଜର... ନବୀନ ! ପ୍ରତିଟି ଓଡିଆଙ୍କ ସାହସ, ଶକ୍ତି ଓ ଉନ୍ନତିର ଉର୍ଜା ।

  • @AdityaSahu-sn3yc
    @AdityaSahu-sn3yc 24 дні тому +7

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @ManishKumar-743
    @ManishKumar-743 24 дні тому +8

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @JayantaPrakash726
    @JayantaPrakash726 24 дні тому +6

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...

    • @tapankumarswain9746
      @tapankumarswain9746 24 дні тому

      Electric bill free....loka mada besi pipe....free kariki odisha loka ku Kodia kari daba bjd😢😢😢

  • @Prasanna-892
    @Prasanna-892 24 дні тому +3

    ନବୀନ ବାବୁ ! ଆପଣ, ମାଟିର ମହାନାୟକ... ଆମ ଓଡିଶାର ସ୍ୱାଭିମାନ ଓ ଅଭିମାନର ପ୍ରତୀକ ।

  • @GobindaPanda22
    @GobindaPanda22 24 дні тому +2

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @PulakitDhal
    @PulakitDhal 24 дні тому +2

    ଜନତାଙ୍କ ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗୀକୃତ । ଜନକଲ୍ୟାଣ ପାଇଁ ସେବାରେ ଯିଏ ସମର୍ପିତ... ସିଏ ହିଁ ଜନନେତା, ଜନନାୟକ ।

  • @PujaKumari-xe6kc
    @PujaKumari-xe6kc 24 дні тому +2

    ନା କେବେ ଥକିଛନ୍ତି, ନା କେବେ ଅଟକିଛନ୍ତି। ନୂଆ ଓଡ଼ିଶା ନିର୍ମାଣର କାରିଗର ସାଜି ଦିନରାତି ଓଡିଶାବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @GobindaPanda22
    @GobindaPanda22 24 дні тому +2

    କଥା ନୁହେଁ କାମରେ ବିଶ୍ବାସ କରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱ। ଉନ୍ନତି ପାଇଁ ତାଙ୍କ ଭିତରେ ଉଦ୍ୟମର ଅସୀମ ଉର୍ଜା... ନୂଆ ଓଡ଼ିଶା ନିର୍ମାଣ, ଲୋକସେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେବେ ସ୍ପର୍ଶ କରିପାରେ

  • @PulakitDhal
    @PulakitDhal 24 дні тому +2

    ତାଙ୍କ ଉଦ୍ୟମ ପାଇଁ ଓଡିଶା ଆଜି ବିଶ୍ୱବିଦିତ, ସାରା ଦେଶରେ ଶ୍ରେଷ୍ଠ । ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଦମ୍ୟ ଉଦ୍ୟମ ପାଇଁ... ତେଣୁ ତ ତାଙ୍କ ମଥା ଉପରେ ଆଶିର୍ବାଦ ଅଜାଡି ଦେଉଛନ୍ତି

  • @Gaofficials0369
    @Gaofficials0369 24 дні тому +1

    ଆଛା ଆଗ ଇଲେକ୍ସନ କଣ କାଇଥିଲ କାଳିଆ ଟଙ୍କା ସମସ୍ତଙ୍କୁ ମିଳିଵ କିନ୍ତୁ ପରେ କଣ କଲେ ନା ଜଗ୍ୟ ଅଜଗ୍ୟ କଲେ....ହଁ ଆଲୁଟା ହବ ଏଟି ତମେ AC room ରେ ଭାଷଣ ମାରୁଛ ଗାଁ କୁ ଗାଁ ଯାଇକି ଦେଖ କେମିତି ରହୁଛନ୍ତି...... ସୋଳେ ମାଗଣା ଦେଇ ଦେଇ ଲୋକଙ୍କୁ ଅକାମି କରିସାରିଲଣି......

  • @ramatripathy8970
    @ramatripathy8970 24 дні тому +1

    ୨୩ ବର୍ଷ ରେ ଫ୍ରି ଦେଲନି ବିଜୁଳି । ଆଜି କାହିଁକି ( ଲୋକ ଜାଣି ସାରିଲେଣି 😁

  • @Gaofficials0369
    @Gaofficials0369 24 дні тому

    ଆଛା ମାଡାମ ଇଲେକ୍ଟ୍ରି ବିଲ କଉ ମାନଙ୍କୁ ମାଗଣା ଦିଆଯିବ ସେକଥା କଣ ପାଇଁ କଉନାହାନ୍ତି....କାଲି ମାଗଣା ଦିଆଯିବ କାଇଦେଲେ ଚଳିବନି.... ଆପଣ କୂଅନ୍ତୁ ଯେ ସମସ୍ତ ପରିବାର କୁ free ଇଲେକ୍ଟ୍ରି ବୋଲି...

  • @santoshbarik1143
    @santoshbarik1143 24 дні тому

    ଏଥର ପରିବର୍ତ୍ତନ ସସ୍ମିତ sir, ଆପଣଙ୍କ ମଦ, ମାଂସ, ଟଙ୍କା ଆଉ କାମ ଦବନି & ତମ ବିଜୁଳି ଯୋଜନା କାମ ଦବନି

  • @user-cs9nc5pk2f
    @user-cs9nc5pk2f 24 дні тому

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର...

  • @krishkrishan6623
    @krishkrishan6623 24 дні тому

    Mission Shakti dekhauchanti? Product r damm auu production ra percentage, growth ratio represent karantu...

  • @santoshbarik1143
    @santoshbarik1143 24 дні тому

    ଯଦି ପାଣ୍ଡିଆନ sir BJD ଛାଡ଼ିଦେବେ ତାହେଲେ BJD ଏଥର ଜିତିଯିବ ନଚେତ ପରିସ୍ଥିତି ସାଙ୍ଘାତିକ ହେଇଯିବ BJD ର

  • @moodoffbhubaneswar5486
    @moodoffbhubaneswar5486 24 дні тому

    ଶଳା ମାଗଣା ଦେଇକି ତ ଖୋଡ଼ିଆ କରିଦେଲାଣି ଆଉ କେତେ ମାଗଣା ଦେବ ରେ.... ନିଯୁକ୍ତି କାଇଁ ରତ୍ନ ଭଣ୍ଡାର କାଇଁ ଖୋଲୁନ

  • @MrRanjankumarsahoo
    @MrRanjankumarsahoo 24 дні тому

    ବିଜୁଳି ପଇସା ଦେଇକି ବି ଆମର ଓଡ଼ିଶା ରେ ବାରମ୍ବାର ବିଜୁଳି କଟା ହଉଛି ଆଉ ବେଶୀ ଖରା ଦିନେ. ଆଉ ଫ୍ରି ରେ ହେଲେ ଯାହା ଅବସ୍ଥା ହେବ ଆମର . ମୋର ସବୁ ଓଡ଼ିଶା ଲୋକଙ୍କୁ ଅନୁରୋଧ free ବିଜୁଳି ଆଶା ରେ BJD କୁ ଭୋଟ ଦିଅନ୍ତୁ ନାହିଁ ନହେଲେ ଆମକୁ ଏମାନେ ଏମିତି ହଇରାଣ କରିବେ ବିଜୁଳି କାଟିକି ଆମେ ତାଙ୍କୁ କିଛି ବି କହି ପାରିବା ନାହିଁ କାରଣ ସେମାନେ ଆମକୁ କହିବି ଆମେ Free ରେ ବିଜୁଳି ପାଉଛୁ ତେଣୁ ପାଟି ଚୁପ୍ କର .

  • @kirtiranjanpanda520
    @kirtiranjanpanda520 24 дні тому

    Last 24 year odisha re position thila. Last 24 year ra electric bill ku free kara.jete paisa deichati taku refund hau.

  • @sagarsahu5937
    @sagarsahu5937 24 дні тому +1

    ଆବେ ତ ବିଜୁଳି ବିଲ୍ ଦେଇକି ୧୮୦ ଥର ବିଜୁଳୀ ଯାଉଛି ଆଉ ଫ୍ରୀ ହେଲେ ଆଉ ବିଜୁଳୀ ଆସିବନି 😂😂😂😂😂😂

  • @krishkrishan6623
    @krishkrishan6623 24 дні тому

    Ate Maa manka pai chinta achii ta sae 150unit ra isa Maa manku pension dai dio....

  • @subratbhoi6429
    @subratbhoi6429 24 дні тому +1

    ଆଛା ମା କୁ ତୁମେମାନେ ସମ୍ମାନ ଦଉଛ ଏମାନେ ଆମ ଓଡ଼ିଶାରେ ଗାଁ ଗାଁ ରେ ମଦ ଭାଟି ଖୋଲି ମଦ ବିକ୍ରି କରି ଲୋକଙ୍କୁ ବିକିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି ଆଉ ସେଇ ମା ମାଙ୍କର ପରିବାର କୁ ବରବାଦ୍ କରୁଛନ୍ତି ସେଇ ମା ର ସ୍ୱାମୀ ପୁଅ ଭାଇ ତାର ପରିବାର ଲୋକ ମଦ ପି ବରବାଦ୍ ହେଇଗଲେଣି ଏମାନଙ୍କର ମଦ ବେପାର ପାଇଁ ଆଜି ଝିଅ ମା ମାନେ ଲୋକ ମାନେ ଛୁଆ ମାନେ ଅସୁରକ୍ଷିତ ଅଛନ୍ତି ଏହି ମଦ ପାଇଁ ଆଜି ଅପରାଧ ବଢିଛି ବଳାତ୍କାର ଲୁଣ୍ଠନ ଚୋରି ବଢିଛି

  • @narayanparida9519
    @narayanparida9519 24 дні тому

    25ବର୍ଷ ପରେ ମାନେ ପଡ଼ିଲା
    ଆରେ ମାଗଣା ଦେବା ଠୁ ଲୋକଙ୍କୁ ରୋଜଗାର ଦିଅ ମାଗଣା କିଛି ଦରକାର୍ ନାହିଁ

  • @SureshgoutamPanda
    @SureshgoutamPanda 24 дні тому

    Gariba bhumihina jojana 2004 -to 2024.kichi nahin sir .bikash kana haba .ghara thile ta bijuli jalibe .rasta kadare rahu thiba janta .only zero .se kana Desa ra nagarika nuhanti.

  • @SureshgoutamPanda
    @SureshgoutamPanda 24 дні тому

    Naveen babu right honest CM.kintu samajika moulikata tale thiba manankara unnati diantu.

  • @krishkrishan6623
    @krishkrishan6623 24 дні тому

    Magana r electric kete din debe sir? Solar energy is our future... Kichi b technology upare knowledge achhii?

  • @user-cl8he2de7c
    @user-cl8he2de7c 24 дні тому +4

    ମିଛ ମିଛ ମିଛ ମିଛ ମିଛ ମିଛ ମିଛ ମିଛ ମିଛ ମିଛ ମିଛ ମିଛ କଥା

  • @user-we2lr4tn3o
    @user-we2lr4tn3o 24 дні тому

    E ସରକାର ଚାଷୀ k 100 ଟଙ୍କା ବୋନସ ଦେମି କହି ଥିଲା....କେତେ ଦେଲ ବୋ କଟକୀୟl ସରକାର.. ଫେର ଲାଇନ ଫ୍ରି ଦେମୂ ବଳି ମଗୀହେ କାହା k ଠକୁ ଛ ବୋ... ଭକୁଆ ବନାଉଛ ନାଇ...BJD ହଟାୟ କୋଶଳ ମାଟି ମୁକଳ

  • @bikramroutaray935
    @bikramroutaray935 24 дні тому

    2019 ରେ କହିଥିଲା ଓଡିଶା ରେ ସମସ୍ତ ସରକାରୀ ପଦବୀ ପୂରଣ ହବ କୁଆଡେ ଗଲା..

  • @rabindrasahoo1394
    @rabindrasahoo1394 24 дні тому +1

    Sala michha kahani au odia loka sunu nahanti 😊ja Tamilnadu pala 😊

  • @AbhinashAbhi-lz8yf
    @AbhinashAbhi-lz8yf 24 дні тому

    ମିଛି

  • @antaryamimallick1089
    @antaryamimallick1089 20 днів тому

    Lokamananka comments ru laguchi bjp position ethara bhala achhi

  • @bikramroutaray935
    @bikramroutaray935 24 дні тому

    25 ବର୍ଷ ରେ କେତେ ମାନିଫେଷ୍ଟ ପୂରଣ କରିଛ??

  • @antaryamimallick1089
    @antaryamimallick1089 20 днів тому

    Lokamane khaipi khali soibe.magana electric bill heigala ac b lageidebe ghare .

  • @krishkrishan6623
    @krishkrishan6623 24 дні тому

    Rajya r kichi b improvement nhi... Maa manka income dekhaiki micha pratisruti

  • @tapankumarswain9746
    @tapankumarswain9746 24 дні тому

    ବିଦ୍ୟୁତରେ ବଥେଂଇ ମଦରେ ଖର୍ଚ୍ଚ କରାଯିବ 😢😢😢

  • @sushantasahoo5949
    @sushantasahoo5949 24 дні тому

    Bada dia

  • @krishkrishan6623
    @krishkrishan6623 24 дні тому

    Auu a Maa janka kete udandi taha tanka byabahar ,Katha barta ru jana paduchi... Jiye ama central ministers nku Udanta pakhi kahuchanti... Ye bodhe tankathu bahut bada mantri

  • @biswajitdash6022
    @biswajitdash6022 24 дні тому

    alo michee nani dadana kete pratisata haba seita kaha......nirlaja ta hei galuni sethire daha michaa pandu jaha lekhi ki deichi taha ethi ogalii hauchu

  • @softhardness1619
    @softhardness1619 24 дні тому

    Rasan kard nahi boli bsky kard karithili kuade galase kard

  • @santoshbarik1143
    @santoshbarik1143 24 дні тому

    ନବୀନ ବାବୁଙ୍କୁ daily exercise କରାଅ

  • @soubhagyanaik76
    @soubhagyanaik76 24 дні тому

    Kain Michha ra kahucha 25 brasa re joura karina Eai Election time re sabu Mane paduchi 😂😂

  • @bikramroutaray935
    @bikramroutaray935 24 дні тому

    25 ବର୍ଷ ରେ କଣ କରିଛ ଆଗ କୁହ????

  • @susantakumarbeura8578
    @susantakumarbeura8578 24 дні тому

    Tame kichhi debani,mo ghara, swoyan yojana kuade gala,

  • @sagarsahu5937
    @sagarsahu5937 24 дні тому

    Ye Khali press meet kala

  • @rameshchandra9691
    @rameshchandra9691 24 дні тому

    ତଉ ତୁମ ମାଗଣା ଯୋଜନା ଏବେ ସବୁ ମନେପଢୁଛି ୨୫ ବର୍ଷ ମନେପଢୁଛି ନ ଥିଲା। ସବୁ ମିଛ, ମିଛ, ମିଛ

  • @nilamanidakua6124
    @nilamanidakua6124 24 дні тому

    Tama biju paka ghara kuade gala ,33% jala sechana kuade gala ,cold storage kuade gala

  • @krishkrishan6623
    @krishkrishan6623 24 дні тому

    Where is our industrys,where is our technology,where is ur education system.. u r comparing BJD with BJP? Maa manka income bhabiba agaru Bapa manka income katha chinta karantu... Athi bapa bekari Maa nka chakiri dekhauchanti..

  • @dipakkpradhan5832
    @dipakkpradhan5832 24 дні тому

    Are chasinka pain kan karicha

  • @ramatripathy8970
    @ramatripathy8970 24 дні тому

    ଆହୁରି ୧୨ ବର୍ଷ ଦରକାର ତୁମକୁ । ଓଡ଼ିଆ ୧ ନମ୍ବର କରିବା ପାଇଁ। ( ଲାଜ ଲାଗୁନି)

  • @surendraprusty6694
    @surendraprusty6694 24 дні тому

    କଳା ଘୁଷୁରୀ କୁ କାଠ ଚଷମା

  • @nilamanidakua6124
    @nilamanidakua6124 24 дні тому

    25yrs tama govt thila aji jae tama magana bijuli kouthi thila

  • @nilamanidakua6124
    @nilamanidakua6124 24 дні тому

    Tama manifesto re bala achi khali pandian ku khyamata deiki sabu kritadasa haba pain jojana karicha tama valia kichi telamara kathakuha kapila jou chakranta karicha seta purana kareidebeni odisha janasadharan ,benga T ku tamilnadu patheidebe

  • @tapankumarswain9746
    @tapankumarswain9746 24 дні тому

    Free mada bida....dadaan jibe😂😂😂

  • @gyanendranarayanpanda5107
    @gyanendranarayanpanda5107 24 дні тому

    Achha.....😅

  • @pratapbehera9607
    @pratapbehera9607 24 дні тому

    ,,2 jala hasti bujhani hundu birodhi Swami laxmana Nanda hatya Kari tu ward member thia hele haribu

  • @rabindrasahoo1394
    @rabindrasahoo1394 24 дні тому +1

    Tuma munha ku chhopa paka jau 😊 belaya due jana 😊

  • @surendraprusty6694
    @surendraprusty6694 24 дні тому

    ତୁମେ କହିଦେଲେ ବୁଝିବେନି ଓଡିଶା ବାଶି

  • @mithunmohanta9693
    @mithunmohanta9693 24 дні тому

    Ate dino kouthi

  • @ramatripathy8970
    @ramatripathy8970 24 дні тому

    ତୁ କେବେ ଖିଈଛୁ ମଧ୍ୟାହ୍ନ ଭୋଜନ 😁😁

  • @mrprasannacomedyvlogs7293
    @mrprasannacomedyvlogs7293 24 дні тому +1

    କାଗଜ ଦେଖିକି କହୁଛୁ ଆଲୋ ତୁ ପାଠ ଚୁରଣୀ କି ଲୋ ii ଲୋ ମାଆ ବାସପଟ ମାରୁଛି ପରୀକ୍ଷା ରେ କପି କରି 😆😆ଯେତେ ରା ରା ହଉଥା ଲୋକମାନେ ବୁଝିଗଲେଣି...

  • @nepalnag1422
    @nepalnag1422 24 дні тому

    Tata power re bikri karidela pare free katha kahuchhanti 😂😂😂joker

  • @krishkrishan6623
    @krishkrishan6623 24 дні тому

    BSKY ku hataiki Ayshman card asiba kia kahichi tmku? Bar bar Propoganda? Aya kn tma power? Kauthi BSKY hataibara katha kuha haichi prove diyantu.. ,🙏

  • @Prem-bz3tr
    @Prem-bz3tr 24 дні тому

    BJP 🪷🪷🪷🪷🪷🪷🪷🪷 🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷🪷 jitiba 🎉

  • @user-jh1pz5mp2l
    @user-jh1pz5mp2l 24 дні тому

    Kuha Munda kapila

  • @NiranjanSwain-rg4lx
    @NiranjanSwain-rg4lx 24 дні тому

    Bikasha ranga

  • @surendraprusty6694
    @surendraprusty6694 24 дні тому

    ତୁମେ କୁଆଡୁ ଆସିଲରେ ତାମିଲ ଦଳ

  • @sangrampradhan8770
    @sangrampradhan8770 24 дні тому

    M.c

  • @subratbhoi6429
    @subratbhoi6429 24 дні тому +1

    ବହୁତ୍ ମିଛ କହୁଛନ୍ତି ଏମାନେ ଲାଇନ୍ ବିଲ ମାଗଣା ଦେବେ ନାହିଁ ଏମାନେ ଚାଷିଙ୍କୁ 100 ଟଙ୍କା ବୋନସ ଦେଇ ପାରିଲା ନାହିଁ ଭୋଟ ଜିତିବା ପାଇଁ ଏତେ ଡାହା ମିଛ ଆଜି ଲାଇନ୍ ପାୱାର କାଟ କରୁଛନ୍ତି ୟଦି ଲାଇନ୍ ବିଲ କମ୍ କରିବାର ଅଛେ ବେଳେ ଲାଇନ୍ ର ରେଟ କାମକର ୟୁନିଟ୍ ପିଛା 1 ଟଙ୍କା କର ତୁମେମାନେ ବର୍ଷା ହେଲେ ଲାଇନ୍ କାଟି ଦଉଛ ଆଉ ମିଲ୍ ଫ୍ୟାକ୍ଟ୍ରି ରେ ବିକି ଦଉଛ ଗରିବ ଲୋକଙ୍କୁ ଇଲେକ୍ଟ୍ରି ବିଲ ରେ ଲୁଟୁଛ

  • @susantakumarbeura8578
    @susantakumarbeura8578 24 дні тому

    Sabu michha,michhua toutor,

  • @harshkumarvlogs7801
    @harshkumarvlogs7801 24 дні тому

    Only BJP odisha

  • @AbhinashAbhi-lz8yf
    @AbhinashAbhi-lz8yf 24 дні тому

    Only BJP 👍

  • @JitenSanta-ve8bw
    @JitenSanta-ve8bw 24 дні тому

    Tote tk laja lagiba katha

  • @mathuranandabaral8161
    @mathuranandabaral8161 24 дні тому

    Jay BJP sarkar 🙏

  • @theunkown199
    @theunkown199 24 дні тому

    Sabu micha nabin hatao

  • @nilamanidakua6124
    @nilamanidakua6124 24 дні тому

    Tamaku laja laguni tike tamil pandu agare golami karucha chhhiiiiiiiii

  • @barunsahu4518
    @barunsahu4518 24 дні тому

    Jay bjp

  • @SanjayBehera-os1dj
    @SanjayBehera-os1dj 24 дні тому +3

    Bill ଦେଇକି ବି ବିଜୁଳୀ ରହୁନି ଆଉ free kale kemiti ବିଜୁଳୀ ଯୋଗାଣ ହେବା ସେଇଟା ଜଣ ପଡିଯାଉଛି😂😂

  • @dasarathitada9591
    @dasarathitada9591 24 дні тому

    ଆରେ bjp jindabad

  • @user-cl8he2de7c
    @user-cl8he2de7c 24 дні тому +1

    ଗୁଣ୍ଡାଦଲ ରେ ଆମ ଆଡେ ବିଜୁଳି ନାହିଁ ରହି ବାର

  • @alokranjangoudo9104
    @alokranjangoudo9104 24 дні тому

    Tu daba maruna

  • @krishkrishan6623
    @krishkrishan6623 24 дні тому

    Auu 25 barsa ra govt Magana dabar achi ta aee month ru dio.. 4month re kn pai ... Kete din lokanku bhaya dekhaiba?

  • @user-we2lr4tn3o
    @user-we2lr4tn3o 24 дні тому

    E ସରକାର ଚାଷୀ k 100 ଟଙ୍କା ବୋନସ ଦେମି କହି ଥିଲା....କେତେ ଦେଲ ବୋ କଟକୀୟl ସରକାର.. ଫେର ଲାଇନ ଫ୍ରି ଦେମୂ ବଳି ମଗୀହେ କାହା k ଠକୁ ଛ ବୋ... ଭକୁଆ ବନାଉଛ ନାଇ...BJD ହଟାୟ କୋଶଳ ମାଟି ମୁକଳ