ଅମାନିଆ ହାଟ❗ହେ ଭଗବାନ❗ଭାବିବା ଆଗରୁ

Поділитися
Вставка
  • Опубліковано 20 вер 2024

КОМЕНТАРІ • 16

  • @prasantapattanaik862
    @prasantapattanaik862 Місяць тому +2

    ହାଟ ସଵୁ ଦେଖିଚ ଖୁବ୍ ଭଲ ଲାଗେ।ଗାଁ ବ୍ୟବସାୟର ଏହା ସଂଗମ ସ୍ଥଳ। ପ୍ରାୟ ସବୁ ଦେଶୀୟ ଜିନିଷ ମିଳେ।ଏଠି ଭାଗ୍ୟକୁ ଆଦରି କିଣାବିକା ଚାଲେ। ମଣିଷମାନଙ୍କୁ ଦେଖିଲେ କମ୍ ଅର୍ଥରେ କେମିତି ଚଳିବାକୁ ହୁଏ, ତାର ଶିକ୍ଷା ମିଳେ।ତେବେ ବର୍ଷା ଦିନେ ଏଇ ହାଟ ଓ ଫୁଟପାଥ୍ ଦୋକାନୀଂକ ଦୁଃଖ ଅସୁମାରୀ। ପେଟପାଟଣା ପାଇଁ ଘରେ ବସି ପାରନ୍ତି ନାହିଁ।ପୁଣି ବର୍ଷାରେ ଭିଜି , ବର୍ଷା ପାଣି ଛିଟା ଖାଇ ଯିବା ଆସିବାଓ ବ୍ୟବସାୟ କରିବା ଭାରି କଷ୍ଟ।ତଥାପି ଯେହେତୁ ହାଟ ଚଳିଲେ ପେଟ ଚଳେ,ତେଣୁ ବାଧ୍ୟ ହୋଇ ଯାଆନ୍ତି।ଏଇ ପ୍ରାଚୀନ ବ୍ୟବସାୟର ମାଧ୍ୟମକୁ ସରକାର ଧ୍ୟାନ ଦେବା ଉଚିତ।କାରଣ ,ଏଇ ହାଟ ଓ ସହରୀ ବ୍ୟବସାୟ ଭିତରେ ବହୁତ ତଫାତ। ଗାଁ ହାଟରେ ମଜା କଣ କ୍ରମ ବର୍ଦ୍ଧିଷ୍ଣୁ ଆଧୁନିକ ସହରରେ ମିଳିବ?

  • @jaydevadha488
    @jaydevadha488 29 днів тому

    Super

  • @SushilBeck-v7t
    @SushilBeck-v7t Місяць тому

    ଆମ ଗାଁ ରେ ମଧ୍ୟ ଏମିତି ହାଟ ବସେ ବହୁତ ଭଲ ଲାଗେ । ପ୍ରାୟ ୧୦ ଟା ଗାଁ ଲୋକେ ଆସନ୍ତି ।❤❤❤❤❤

    • @CharigarhVlogs1614
      @CharigarhVlogs1614  Місяць тому +1

      🙏🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏

  • @NahedaPr-fr8ni
    @NahedaPr-fr8ni Місяць тому

    Mate grama hata bhala Lage kede sundar paribesha khub sundar vala ruhantu sustha niroga sundar ruhantu mast ruhantu bhagaban antarjaami samasta nkara mangala karantu o apna nkra mangala karantu thanks 🙏💗

  • @kunanaik4334
    @kunanaik4334 Місяць тому +2

    Nice pic

    • @CharigarhVlogs1614
      @CharigarhVlogs1614  Місяць тому

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏🙏🙏

  • @NahedaPr-fr8ni
    @NahedaPr-fr8ni Місяць тому

    We all are creating bay god niswyasa ku biswyasa nahi bartaman bhala karma karantu bhabiswyata nischay ujjwala haba eathi sandhe nahi mu bhagaban antarjaami nka pratinidhi se jani chhanti sabu thik hoi jiba intejar ka fal mithha hota hai kabhi kabhi khata bi hota hai thanks 🙏 uttam kumar and all odisha basi thanks oll odisha bashi

  • @MAMATANAYAK-db6vx
    @MAMATANAYAK-db6vx Місяць тому +1

    bhai kete kendu khaucha anya jilla ku aasa

    • @CharigarhVlogs1614
      @CharigarhVlogs1614  Місяць тому

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏

  • @Stylish_star_satya
    @Stylish_star_satya Місяць тому

    Bhai hata ru kichi kinu chhanti ki nahi apan 😊

    • @CharigarhVlogs1614
      @CharigarhVlogs1614  Місяць тому

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @BighneswarMallick-sf7kj
    @BighneswarMallick-sf7kj Місяць тому +1

    ❤❤❤❤❤❤❤❤u bro

    • @CharigarhVlogs1614
      @CharigarhVlogs1614  Місяць тому

      🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @kunabehera7345
    @kunabehera7345 Місяць тому

    Pradeep

    • @CharigarhVlogs1614
      @CharigarhVlogs1614  Місяць тому

      🙏🙏🙏🙏 share this video and subscribe this channel 🙏🙏🙏🙏🙏🙏