Це відео не доступне.
Перепрошуємо.

ବିଜେଡିର ରଚିଲା ଚକ୍ରବ୍ୟୂହ | Ex CM Naveen Patnaik VS CM Mohan Majhi | BJP VS BJD | Odia News

Поділитися
Вставка
  • Опубліковано 28 сер 2024
  • ବିଜେଡିର ରଚିଲା ଚକ୍ରବ୍ୟୂହ | Ex CM Naveen Patnaik VS CM Mohan Majhi | BJP VS BJD | Odia News
    Perhaps for the first time in the history of Odisha, Leader of Opposition and BJD Supremo Naveen Patnaik today formed a shadow cabinet for close monitoring, Assembly interventions and other issues relating to various departments of BJP Government.
    #bjd #naveenpatnaik #shadowcabinet #mohanmajhi #odishapolitics
    #News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
    Please visit our website bit.ly/2YaikeJ for latest opinions and detailed news
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

КОМЕНТАРІ • 169

  • @manojkumarjati4425
    @manojkumarjati4425 Місяць тому +46

    ଯେମିତି ନୂଆ ଯୋଜନା କରି ଓଡ଼ିଶା ରେ ୧ନମ୍ୱର ମୂଖ୍ୟମନ୍ତ୍ରୀ ସମ୍ମାନ ପାଇଥିଲେ ଠିକ୍ ସେଇପରି ବିରୋଧୀ ଦଳ ରେ ଏକ ନୂଆ ଷ୍ଟାଇଲ ରେ ବିରୋଧି ଦଳ ର ନେତା ଭୂମିକା ରେ ଅବତୀର୍ଣ୍ଣ ହେବେ।

    • @BapinaJena-y5j
      @BapinaJena-y5j Місяць тому +3

      0:41

    • @Sai421
      @Sai421 Місяць тому

      😅😅😅😅😅😅😅😅😅😅😅😅 4:29 4:31 4:32 😅😅​@@BapinaJena-y5j

    • @Sai421
      @Sai421 Місяць тому

      5:05

  • @mamatamaharana1784
    @mamatamaharana1784 Місяць тому +12

    Excellent 👌👌👌👍🎉
    Respected Nabin Pattanaik sir 🙏💐 thank you to your historical poltics in odisha and new rule of the bharat .

  • @hrusikeshjalli7024
    @hrusikeshjalli7024 Місяць тому +3

    ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଥିଲା ବୋଧେ ନବୀନ ସାର୍ ଙ୍କ ଶେଷ ଥର ପାଇଁ ରାଜ୍ୟ ଓ ଦେଶରେ କିଛି ନୂଆ ରଣନୀତି ଜନକଲ୍ୟଣ ❤ ଜୟ ଜଗନ୍ନାଥ ❤

  • @Deva5577-i3c
    @Deva5577-i3c Місяць тому +60

    ନବୀନ୍ ଉଚ୍ଚଶିକ୍ଷିତ ଯୋଗ୍ୟ ଓ ଦକ୍ଷ ବୋଲି ଏଭଳି ପଦକ୍ଷେପ ନେଇଛନ୍ତି ଯାହାକି ଦେଶରେ ପ୍ରଥମ👌👌
    ଯାହା କେହି କଳ୍ପନା କରି ନଥିବେ ନବୀନ୍ ତାହା ହିଁ ସବୁବେଳେ କରିଥାନ୍ତି🐚🐚👍✌️👍

    • @kumareshdas8222
      @kumareshdas8222 Місяць тому

      Prathame hisab dio ta pore hisab rakhiba

    • @santoshkumarpanda9968
      @santoshkumarpanda9968 Місяць тому +4

      ​@@kumareshdas8222modi ku 10 year ra hisab maga😂😂😂

    • @sasikantkant4780
      @sasikantkant4780 Місяць тому

      You don't know it is running in
      North East state in India

    • @AlokPattnayak-gu6ms
      @AlokPattnayak-gu6ms Місяць тому

      ଆମ ଓଡିଶା ର ଦୁର୍ଭାଗ୍ୟ।

  • @Shorttv_YTUBE
    @Shorttv_YTUBE Місяць тому +22

    ନବୀନ ଙ୍କ ପ୍ଲାନ୍ ବୁଝିବା ବହୁତ୍ କଷ୍ଟ ନହେଲେ ସେ ଓଡ଼ିଆ ନଜାଣି ଓଡିଶା ରେ ୨୪ ବର୍ଷ ଶାସନ କରିଥଲେ ଜୟ ଜଗନ୍ନାଥ ଜୟ ନବିନ

  • @dukhishyampradhandukhishya3024
    @dukhishyampradhandukhishya3024 Місяць тому +23

    Very nice action.Jay Jagannath bande utkal janani Jay Nabin sir.

  • @hariharmoharana6176
    @hariharmoharana6176 Місяць тому +9

    Right time Right Disision 👍

  • @pradipkumarmalik9258
    @pradipkumarmalik9258 Місяць тому +4

    ଲଜ୍ୟା ଲାଗୁନି ବିଜେଡିକୁ ସରକାରରେ ଥିଲାବେଳେ ବିଭାଗ ଉପରେ ନଜର ରଖ ପାରିଲେନେ ବରଂ ନିଜେ ଦୁନୀତୀ କଲେ ଏବେ ବିଭାଗ ଜରିବେ

  • @amareshpradhan510
    @amareshpradhan510 Місяць тому +17

    I love u Naveen Patnaik sr

  • @user-tl9uw9jx6x
    @user-tl9uw9jx6x Місяць тому +5

    ଯେଉଁ ମାନେ ନବୀନସରକାର ବିରୁଦ୍ଧରେ କହୁଛନ୍ତି ସେମାନେ ବୋଧହୁଏ ୨୦୦୧ମସିହା ପରେ ଜନ୍ମ। ୨୦୦୧ପୂବॆର ଅବସ୍ଥା ବିଷୟ ରେ ଜାଣନ୍ତି ନାହିଁ।

    • @tmurmucreation3804
      @tmurmucreation3804 Місяць тому

      ପ୍ରକୃତରେ ସତ କଥା ହେଉଛି ସେ 2001 ମସିହା ପୂର୍ବରେ ଯେଉଁ ସରକାର ଥିଲେ ବି କିଛି ନା କିଛି ତ ନିହାତି କରିଥାନ୍ତେ କାରଣ ରାଜନୀତିରେ ଏ ସବୁ ନେତାଙ୍କ କାମ ନୁହେଁ ଏହା ହେଉଛି ତାଙ୍କର କର୍ତ୍ତବ୍ୟ ଏବଂ କର୍ତବ୍ୟ ପାଳନ କରିବା ହିଁ ନେତାମାନଙ୍କର ଧର୍ମ...ସେ ସମୟରେ ଆମ ନବୀନ ସାର ଥିଲେ ସେଥି ପାଇଁ ହିଁ ଆମେ ତାଙ୍କ କର୍ତ୍ତବ୍ୟ ଦେଖି ପାରୁଛେ ଆଉ ଯଦି ଅନ୍ୟ କେହି ବି ଥାନ୍ତେ ତାଙ୍କ କର୍ତବ୍ୟକୁ ଆମେ ଦେଖି ପାରିଥାନ୍ତେ... ଅସୁବିଧା କଣ ????

  • @truptimishra1079
    @truptimishra1079 Місяць тому +6

    Very mature decision.

  • @barunakanhar2610
    @barunakanhar2610 Місяць тому +5

    My hero Naveen sir

  • @sidharthsankarpadhi8609
    @sidharthsankarpadhi8609 Місяць тому +5

    Good leadership. Great leader nabin sir.

  • @BibunaBibhuti
    @BibunaBibhuti Місяць тому +7

    Nabeen cm thanks to your historical politics in odisha for future very strongly bjd

  • @sarojpanigrahi3574
    @sarojpanigrahi3574 Місяць тому +4

    Navin is legend of odisha politics he is very smart

  • @Priya14319
    @Priya14319 Місяць тому +5

    God will support you nabin sir 🎉🎉

  • @santoshjena5811
    @santoshjena5811 Місяць тому +2

    Good decision naveen sir❤

  • @user-mr2hn2uv3y
    @user-mr2hn2uv3y Місяць тому +6

    Jay Naveen jay jagannath 🙏

  • @user-kz4mc3sk7n
    @user-kz4mc3sk7n Місяць тому +3

    Great politics

  • @priyankabehera5604
    @priyankabehera5604 Місяць тому +7

    Failure is the pillar of success.emt jadi action mode re kame.kichi kari thanto na 25 yr kn 50 yr kehi seat nei pari na thante.keep it up.all d best

  • @sitanshusekhar160
    @sitanshusekhar160 Місяць тому

    Good step sir

  • @rishabbal6509
    @rishabbal6509 Місяць тому +3

    Jabardast

  • @pitambardhalns3503
    @pitambardhalns3503 Місяць тому

    Satya meva jayate 🙏

  • @DharmendraSahoo-mz6xn
    @DharmendraSahoo-mz6xn Місяць тому +3

    Good decision 👍🙏

  • @PradeepKumarBehera-or9ee
    @PradeepKumarBehera-or9ee Місяць тому +4

    Jay Naveen pattnayak babu Jay Bjd ❤❤❤❤❤

  • @bhaktaharipuhan909
    @bhaktaharipuhan909 Місяць тому

    Jay Naveen sir

  • @user-ct3fh2bp3y
    @user-ct3fh2bp3y Місяць тому

    Jay Naveen Jay b j d 💕💕💕💕💕🙏

  • @tmurmucreation3804
    @tmurmucreation3804 Місяць тому +1

    ଏ ସବୁ କିଛି ନୁହଁ ଶାସନରେ ଯେଉଁ ସରକାର ରହିବେ ଆମେ ତାଙ୍କ କର୍ତବ୍ୟକୁ ଦେଖି ପାରିବା, ସେ ଯିଏ ବି ହେଉ ନା କାହିଁକି...... 25 ବର୍ଷ ନବୀନ ସାର ସରକାର ଥିଲେ ତାଙ୍କ କର୍ତବ୍ୟ ଆମେ ଦେଖିଲେ, ତାଙ୍କ ପୂର୍ବରୁ ଯିଏ ସରକାର ଥିଲେ ସେ ବି ତାଙ୍କ କର୍ତବ୍ୟ କରିଛନ୍ତି ବାସ ସେତେବେଳେ ମହାବାତ୍ୟା ହେଇ ନ ଥିଲା...ବର୍ତମାନ ଯିଏ ସରକାର ଅଛନ୍ତି ତାଙ୍କ କର୍ତବ୍ୟକୁ ବି ଦେଖିବାକୁ ପଡିବ ନ ଦେଖି ଯିବା କୁଆଡେ...😅😅....ଆଗକୁ ପୁଣି ଯିଏ ସେ ସରକାର ହେବେ ତାଙ୍କ କର୍ତବ୍ୟ ବି ଦେଖିବା....ଅସୁବିଧା କଣ ଚାଲିଛି ତମ ମାନଙ୍କର 😂😂? ମୁଖ୍ୟମନ୍ତ୍ରୀ ପଦବୀ କଉ ବାପ ସମ୍ପତି ନୁହେଁ ଯେ ପିଢ଼ି ପିଢ଼ିକୁ ରହିଯିବ.... ଜଣେ ପରେ ଜଣେ ପରିବର୍ତନ ହେବେ ଏବଂ ରାଜ୍ୟ ସମ୍ଭାଳିବେ... ଯେଉଁ ଲୋକମାନେ 25 ବର୍ଷ ହେଲା bjd ସରକାରକୁ ଭଲପାଉଥିଲେ ଆଜି କାହିଁକି ପରିବର୍ତନ ହେଲେ କିଛି ସତ୍ୟ ରହସ୍ୟ ଥିବ ନା ଖାଲିଟାରେ ଲୋକେ ସରକାର ପରିବର୍ତନ କରିବେ କି???? ରାଜନୀତିରେ କିଛି ଭୁଲ ଥାଇ ବି ବଦଳୁ ନଥିବା ଜନତାଙ୍କୁ ହିଁ ପାଦଚଟା ଚାମଚା କୁହାଯାଏ... ଆମେ ହେଲୁ ଜନତା ଆମେ କେଉଁ ଦଳର ଲୋକ ନୁହେଁ ପରିବର୍ତନ ହେଉଛି ଆମ ଶକ୍ତି... ଆମେ କଣ କୁକୁର କି ଗୋଟେ ଦଳରେ ପୋଷା ହୋଇ ରହିଯିବା???

  • @Upcomingvideoworld
    @Upcomingvideoworld Місяць тому +3

    Nabin odisha, joy jagannath 🙏

  • @situsir3655
    @situsir3655 Місяць тому

    This is why Mr Nabin Pattanaik is the SUPREMO

  • @user-bo4ct9yx8h
    @user-bo4ct9yx8h Місяць тому

    Nice

  • @tatahunngama7828
    @tatahunngama7828 Місяць тому

    Jai Naveen Patnaik sir 🙏

  • @snehalataparida5659
    @snehalataparida5659 Місяць тому

    Naveen pattanayak ସବୁବେଳେ no 1

  • @riteshgamer65
    @riteshgamer65 Місяць тому +9

    ଛାୟା କ୍ୟାବିନେଟ ତ ନୁହ , ଏଇଟା ବାୟା କ୍ୟାବିନେଟ !
    ଏମାନେ ବିଜେପି କ୍ୟାବିନେଟକୁ ଜଗିବେ ତ ନାହି , ଆଗରୁ କରିଥିବା ଦୁର୍ନୀତିରୁ କେମିତି ଖସିବେ ତାର ଯୋଜନା ପ୍ରସ୍ତୁତ କରିବେ ।

    • @subashsamal3730
      @subashsamal3730 Місяць тому +2

      Mohan Majhi ajogya cm Navin is great BJP ra micha pratisruti ku odissa Janata bujhileni BJP hatao odissa

  • @sibachhualsingh7256
    @sibachhualsingh7256 Місяць тому

    No1 ମୁଖ୍ୟମନ୍ତ୍ରୀଙ୍କର ଚିନ୍ତାଧାରା ବି ସେହି ଭଳି।ସଦାବେଳେ ବିରୋଧୀ ତାଙ୍କଠାରୁ ଶିକ୍ଷା କରିଥାନ୍ତି

  • @BeheraFakircharan
    @BeheraFakircharan Місяць тому

    ଏକଥା ସମିର ଦାସ କୁ ବୁଝାଇ ସେ ବୁଝି ପାରୁନି ଏଟା ଗୋଟେ ନୁଆ କଥା

  • @gagansethi5758
    @gagansethi5758 Місяць тому

    Good sazeson B J D Jay B J D

  • @SabanaAjmi-wg5mt
    @SabanaAjmi-wg5mt Місяць тому

    Naveen BJD miss sir 💯 CM.

  • @pratapbeuria6203
    @pratapbeuria6203 Місяць тому

    Nice bata 👍

  • @soubhagyachandrasahu214
    @soubhagyachandrasahu214 Місяць тому +2

    Bahut badhia, Naveen patnaik sir great

  • @swadhikarbetaj3768
    @swadhikarbetaj3768 Місяць тому +2

    ଏଇଟା ଗୋଟେ ପ୍ରହସନ

  • @rakeshpradhan6972
    @rakeshpradhan6972 Місяць тому +1

    Nice Idea to Stop Corruption ❤

  • @samraytudu
    @samraytudu Місяць тому +1

    ଇୟେ ଚକ୍ରବ୍ୟୁହ ନୁହେଁ, ବକ୍ରବ୍ୟୁହ,, ଜଣେ ଚୋର ଅନ୍ୟ ଜଣେ ଚୋର କୁ ଚୋରି ନ କରିବା ପାଇଁ କେମିତି ରୋକିବ

  • @user-fb8fb5qc2n
    @user-fb8fb5qc2n Місяць тому +3

    ସ୍ୱାଧୀନତା ପୂର୍ବରୁ କଂଗ୍ରେସ ଦଳରେ ଏହିପରି ବ୍ୟବସ୍ଥା ଥିଲା।ଇତିହାସ ବିଷୟରେ ତୁମର ଧାରଣା କମ।

  • @user-nb8qe6ds3l
    @user-nb8qe6ds3l Місяць тому +2

    Jay naveeni sir

  • @SHYAMGAGARAI-il1gi
    @SHYAMGAGARAI-il1gi Місяць тому

    24 years ଶାସନ କଲ ଗୋଟେ ବର୍ଷ ବି ନଜର ରଖିପାରିଲେନି ଏବେ କଣ ବାଳ ଉପଡ଼ି ପକାଉଛ

  • @Upcomingvideoworld
    @Upcomingvideoworld Місяць тому +3

    V.k pandian odisha rajya pain Bhala Kama karichhi, nabin odisha, joy jagannath 🙏

  • @sanjayabadatya-ru1mr
    @sanjayabadatya-ru1mr Місяць тому

    ଯାହା ହଉଚି ଭଲ ହଉଚି ଏମିତି ହେଲେ ଚୋରି କିଏ କରିପାରିବେ ନାହିଁ

  • @BeheraFakircharan
    @BeheraFakircharan Місяць тому

    ବିଜେଡିରେ ଜେଉଁ ଅଳିଆ ବିଜେପି କୁ ଜାଇଚନ୍ତି ତାକୁ ଜେଲ ମିଳିବତ

  • @bidyadharbiswal3321
    @bidyadharbiswal3321 Місяць тому +2

    ଜୟ ନବୀନ ପଟ୍ଟନାୟକ

  • @srikantsahoo6563
    @srikantsahoo6563 Місяць тому +1

    ଚୋରି କରିବାର ନୂଆ ଷ୍ଟାଇଲ।

  • @sanjayasahoo9278
    @sanjayasahoo9278 Місяць тому +2

    This is the true and mirror govt of democracy.
    If u chooby the people u have to work whether u r in ruling or in opposite party.

  • @NisaSahu-xs3rg
    @NisaSahu-xs3rg Місяць тому +1

    Good

  • @AkashAkash-ng5ge
    @AkashAkash-ng5ge Місяць тому

    Biju babu jindabad

  • @sarmhhjistalali4350
    @sarmhhjistalali4350 Місяць тому +1

    Thanks

  • @user-ls2qi1jt4n
    @user-ls2qi1jt4n Місяць тому

    Watch present Government to see 50 years of Development in 5 years with ban on liquor issue 😂

  • @pallimadhuriodiafolksong2771
    @pallimadhuriodiafolksong2771 Місяць тому +2

    ଲୋକ ହସୁଛନ୍ତି । ଷ୍ଟାଇଲି ରେ ଓଡିଶା କୁ ଲୁଟି ଖୋଳ କରିଦେଲେ। ୨୪ବର୍ଷ କାଳ ହିଟିଲର ଶାସନ ଚାଲିଲା । ସେତେବେଳେ ମନ୍ତ୍ରୀ ମାନଙ୍କୁ ଜଗିଥିଲେ ଓଡ଼ିଶାରେ ଏତେ ଲୁଟ ହୋଇନଥାନ୍ତା।

  • @swadhikarbetaj3768
    @swadhikarbetaj3768 Місяць тому +6

    ଫାଇବ୍ ଟି ଏକ ନୂଆ ପରିକଳ୍ପନା ଥିଲା। ମାତ୍ର କ'ଣ ହେଲା। ଫସର ଫାଟିଲା କି ନାହିଁ।ତେଣୁ ଗାଁ ଗହଳିର ଲୋକେ କୁହନ୍ତି ମନ ଗଲୁ ମନରେ ମାରିବା କଥା।

  • @AmulyaDakua-d5s
    @AmulyaDakua-d5s Місяць тому

    Odisha re kia sasana karucha kara kintu Odisha re industrial kara

  • @chhabindramansingh73
    @chhabindramansingh73 Місяць тому +3

    ଏଗୁଡା ପାଗଳର ପ୍ରଳାପ ନବୀନ ଆଉ ପାଣ୍ଡୁଆ କରିଚି, ନିଜେତ ଚୋର କେମିତି ସବୁ ବିଭାଗର ଦୁର୍ନୀତି ରୁ ରକ୍ଷାପାଇବେ, ତେଣୁ ସେଇ ବିଭାଗର (bjp )ର ମନ୍ତ୍ରୀଙ୍କୁ ତେଲ ମାରିବା ପାଇଁ ଏ ନିଯୁକ୍ତି bjd ଦେଇଚି, ଗୋଟେ ମନ ବୁଝାଉଛି ନିର୍ଲଜ ଝାବଡ଼ ଦଳ

    • @subashsamal3730
      @subashsamal3730 Місяць тому

      Nabin Babu is great mohan Majhi ajogya cm BJP ra micha pratisruti ku odissa Janata bujhileni BJP hatao

  • @ommprakashpanda8973
    @ommprakashpanda8973 Місяць тому

    Very nice disistion. Jay.... Nabeen.

    • @user-ud1lp4oh5t
      @user-ud1lp4oh5t Місяць тому

      କିଛି ହବନି ନିଜେ ଚୋର ସେ କଣ କରିବେ

  • @padmalochansamal1560
    @padmalochansamal1560 Місяць тому

    Great political now in odisha👍

  • @smrutirekhasahoo6952
    @smrutirekhasahoo6952 Місяць тому +2

    ସବୁ pandian ର plan.

  • @alokrout7968
    @alokrout7968 Місяць тому +2

    ଆଗରୁ kn ନବୀନ ବାବୁ ମଦ ପିଇକି ସୋଇଥିଲେ ।pandian ku ସବୁ ଛାଡ଼ିଦେଇଥିଲେ ।ଏବେ ଜ୍ଞାନ ଉଦୟ ହେଉଛି ।ସବୁଥିରେ ଘୋଟଲ କରି ଏବେ ପଷ୍ଟାଉଚି BJD । କିନ୍ତୁ ନବୀନ ବାବୁଙ୍କ ଭଲ ପଦକ୍ଷେପ ବିରୋଧୀ ଭାବେ ।ନିଶ୍ଚିତ ଭାବେ ସ୍ଵାଗତ ଯୋଗ୍ୟ

  • @riteshgamer65
    @riteshgamer65 Місяць тому +2

    ନିଜେ ଶାସନରେ ଥାଇ ବିଜେଡି କିଛି କରିପାରିଲାନି । ଦୁର୍ନୀତିରେ ଭରି ଗଲା ରାଜ୍ୟ । ଏବେ ମୁଣ୍ଡରେ ପଶିଚି ଗାଲୁଆ ବୁଦ୍ଧି । ଶୁଣିବାକୁ ମିଳୁଛି କଣ ନା ନବୀନ ବାବୁ ଏବେ ଭାରି ଆକ୍ଟିଭ୍ !!
    ଆରେ ଭାଇ , ଯାହା ନ ହୋଇଛି ଵାଳ କାଳେ , ତାହା କି ହେବ ପାଚିଲା ବାଳେ ?

    • @santoshkumarpanda9968
      @santoshkumarpanda9968 Місяць тому

      25 years rahila au kahucha kichhi karini😂😂😂modi ku tike dekha kete year kou jaga re rahuchi😂😂😂nije boka boli samastanku janauchanti 😂😂😂

  • @dilliptripathy9759
    @dilliptripathy9759 Місяць тому +1

    ୟା ର ବି ଗୋଟି ଚାଳନା ପାଣ୍ଡୁ ଦ୍ଵାରା ହେଉଥିବ ।।।😂😂

  • @JasminiKalsai
    @JasminiKalsai Місяць тому +2

    ପଦ ପଦବୀ ର ନିଶା ଯାଇନି ବି ଜେ ଡି ପାଟି ର

  • @madhabkata
    @madhabkata Місяць тому +2

    ,କ୍ଷମତା ଚାଲିଗଲା କିନ୍ତୁ ଆଜି ପର୍ଯ୍ୟନ୍ତ ଭୂଳିପରୁ ନାହାଁନ୍ତି
    ପାଣ୍ଡିଆ ଖାଇଲା BJD କୁ

  • @SanjayDas-kp2uj
    @SanjayDas-kp2uj Місяць тому +1

    Congratulations nabin babu

  • @sukantkumarsahu3901
    @sukantkumarsahu3901 Місяць тому

    Good decisions

  • @AjitkumarSamantaray-yj3br
    @AjitkumarSamantaray-yj3br Місяць тому

    Na jitiki bi mantri padapi pauchanti loka maniba ku padiba

  • @msamal9058
    @msamal9058 Місяць тому

    Ebe chhaya team na kariki rulling re thila bele jadi blouse team Kari thile aji ye dina asi na thanta

  • @ChudamaniNaik-q3f
    @ChudamaniNaik-q3f Місяць тому

    Thanks very good bjd❤❤❤❤❤❤❤

  • @rupakkumartripathy2534
    @rupakkumartripathy2534 Місяць тому

    Bjd mla apathua.kichi Bala banka bujhiparibeni .kama semane tahale ebe sikhibe 25yr pare.

  • @SkHakim-uo4oi
    @SkHakim-uo4oi Місяць тому +1

    I love nabin babu ❤

  • @manisamanisa7391
    @manisamanisa7391 Місяць тому +1

    Jay BJD 💚💚

  • @umakantapriyadarshi1372
    @umakantapriyadarshi1372 Місяць тому

    Bjd nijadalaku bancheiba pain chesta karuchi, karana kichhi mla BJD chadiba nischita....

  • @mihirkumarbarik6867
    @mihirkumarbarik6867 Місяць тому +1

    Joy nabin pattnaik joy bjd

  • @asutoshmishra599
    @asutoshmishra599 Місяць тому +2

    Nua strategy

  • @AmulyaDakua-d5s
    @AmulyaDakua-d5s Місяць тому

    Odisha ra kia jemiti baha ra ku kama karibaku na jaantu

  • @user-ud1lp4oh5t
    @user-ud1lp4oh5t Місяць тому +2

    6ମାସ ଅପେକ୍ଷା କର BJD ର ସବୁ mla ଜେଲ ଯିବେ ଲୁଟିଥିବା ଅର୍ଥ ଆଦାୟ କରିବା ସହିତ ଜେଲ ରେ ପୁରେଇବେ ସବୁ BJD MLA ଲୁଚିବେ

    • @chikusahoo7365
      @chikusahoo7365 Місяць тому

      6 ମାସ ବେଳକୁ ଆଉ BJP ସରକାର ନ ଥିବ

    • @sukantapal6711
      @sukantapal6711 Місяць тому

      BJP NETA/MLA sabu sadhu auu suna mudata

    • @bapisardar328
      @bapisardar328 Місяць тому

      Tu pua sabu janichu mla candidate Pila ta😅

  • @Samarjit-k8o
    @Samarjit-k8o Місяць тому +1

    Jay bjd

  • @AnnoyedBloomingFlower-kp5je
    @AnnoyedBloomingFlower-kp5je Місяць тому

    Navin sir good job

  • @arunparida4590
    @arunparida4590 Місяць тому +1

    Jay nabin

  • @usharanisahoo8972
    @usharanisahoo8972 Місяць тому

    Rt decision 👍👍👍

  • @manjitmohanty8111
    @manjitmohanty8111 Місяць тому

    Bjd jha bhabiba bjp ta number plet paibeni jahabi Kariba bjd pratham

  • @SkHakim-uo4oi
    @SkHakim-uo4oi Місяць тому +1

    Nabin babu jinda baad

  • @PuneshSenapati
    @PuneshSenapati Місяць тому

    ଅମିତ୍ ଶାହା ଓ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ରାଜନୀତି କ୍ଷେତ୍ରରେ ଦୋହରା ମାନଦଣ୍ଡ ଭିତ୍ତିରେ ନିଜର ଦଳକୁ ଦୂର୍ବଳ ସ୍ଥିତି ରେ ରଖିଥିବା ଏବଂ ଦୀର୍ଘବର୍ଷ ଧରି ଓଡ଼ିଶା ଖଣି ମାଫିଆଙ୍କ ସହିତ ଗୁପ୍ତ ଗଠବନ୍ଧନ ଜୟନାରାୟଣ ମିଶ୍ର,ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ଓ ପ୍ରଦୀପ ପାଣିଗ୍ରାହୀ ଙ୍କ ପରି କଠୋର ଆଭିମୁଖ୍ୟ ରଖୁଥିବା ନେତାମାନଙ୍କୁ ଅଳିଆଗଦାରେ ପକାଇ ଭୈରଭ୍ ଙ୍କୁ ଖୁସି କରିବାର ଫଳ ଭୋଗିବେ।

  • @tapanmahapatra1568
    @tapanmahapatra1568 Місяць тому

    Nabin Pandu ku anila sethi pai harila

  • @himadrikumarbhanja421
    @himadrikumarbhanja421 Місяць тому

    Good idea of Nabinpattnaik to counter attack

  • @diptinanda4858
    @diptinanda4858 Місяць тому

    Leader of Oppostion has shut his mouth when governer"s staff is humiliated.

  • @binodbiharisahoo612
    @binodbiharisahoo612 Місяць тому

    Go on Nabin Sir, we need u. BJD ZINDA HAI.

  • @Narmada-s3y
    @Narmada-s3y Місяць тому +1

    ସବୁ ଏମେଲେ ବିଜେପି କୁ ପଳେଇବ🎉🎉🎉

  • @bhagyaranjantripathy377
    @bhagyaranjantripathy377 Місяць тому

    Jay Naveen

  • @SuvankarGeming
    @SuvankarGeming Місяць тому +1

    Jete jaha kalebi au acibani bjd

  • @rupalibehera3377
    @rupalibehera3377 Місяць тому

    Public attention draw kariba kasta

  • @bichitrakumarjena8141
    @bichitrakumarjena8141 Місяць тому

    Mala bele biparit budhi A sabu kebal pandian chall............

  • @tarunsahoo2363
    @tarunsahoo2363 Місяць тому

    କିଛି ହେଇନି ଦେଖ ଆଗକୁ କଣ ହେଉଛି

  • @gopalpalata6366
    @gopalpalata6366 Місяць тому +1

    ପାଣ୍ଡୁ କୁ କି ବିଭାଗ ଦିଆ ଗଲା

    • @ayush1725
      @ayush1725 Місяць тому +3

      Andhabhakta nku patha padheiba dawitya😂

    • @sanjayasahoo9278
      @sanjayasahoo9278 Місяць тому +1

      ​@@ayush1725 👍👍👍👍👍👍

    • @Upcomingvideoworld
      @Upcomingvideoworld Місяць тому +1

      V.k pandian BJP sarkar Ku Ghantiba,Apekhya Kara

  • @bibhutiapata3785
    @bibhutiapata3785 Місяць тому

    Jaya nabin sir