🔵 କାହାକୁ ମିଳିବ ନୂଆ ସ୍ବାସ୍ଥ୍ୟ କାର୍ଡ? Mukesh Mahaling Exclusive | Gopabandhu Health Card

Поділитися
Вставка
  • Опубліковано 20 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #OdishaNews #IndiaNews

КОМЕНТАРІ • 450

  • @msakscoe95sector-7cdacutta9
    @msakscoe95sector-7cdacutta9 Місяць тому +48

    କାର୍ଡ କଣ ପାଇଁ।
    ସମସ୍ତ ଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉ।
    ରାଜନୀତି ନ କରାଯାଉ।
    ନାମ ଓ ରଙ୍ଗ ବଦଳିଲେ ସ୍ବାସ୍ଥ୍ୟ ସେବା ରେ ଉନ୍ନତି ଆସିବା ନାହିଁ।
    ଜନତା ଯେଉଁ ଭରଷାରେ BJP ସରକାରଙ୍କୁ ଭୋଟ ଦେଇଛନ୍ତି, ସେହି ଆଧାରରେ ସ୍ବାସ୍ଥ୍ୟ କାର୍ଡ ପ୍ରଚଳନ କରାଯାଉ।
    ସରକାରୀ ହସ୍ପିଟାଲରେ ଉନ୍ନତ ମାନର ସେବା ମାଗଣାରେ ଯୋଗାଇ ଦିଆଯାଉ।
    କାର୍ଡ ମାଧ୍ୟମରେ ବେସରକାରୀ ହସପିଟାଲକୁ ପୋଷା ଯିବାର ମାନେ କଣ?
    ଟିକସ ମାଧ୍ୟମରେ ସଧାରଣ ଜନତାଙ୍କ ଅର୍ଥକୁ ହରିଲୁଟ ନ କରାଯାଉ।

  • @Tuludas-d6b
    @Tuludas-d6b Місяць тому +91

    ପ୍ରାଇଭେଟ୍ ଡାକ୍ତରଖାନା କୁ ପୋଷିବା ଯୋଜନା ବନ୍ଦ କରି ସବୁ ସରକାର ହସ୍ପିଟାଲ ରେ ସେହି ଟଙ୍କାରେ ସୁବିଧା କର

    • @premalatadash9678
      @premalatadash9678 Місяць тому +3

      Right

    • @studywithbijay6575
      @studywithbijay6575 Місяць тому

      Kahin ki loka Mane maribe boli. Govt hospital re lokanka abastha janicha. Kan Jane private card lagai operation karibani

    • @comeonstudy
      @comeonstudy Місяць тому

      Good

  • @ARNMKP
    @ARNMKP Місяць тому +33

    ଆୟୁଷ୍ମାନ card gote ଫାଲତୁ card, ଗୋଟିଏ ରୋଗ ପାଇଁ ଗୋଟେ fix amount ଥାଏ। Ayushman card BSKY ଭଳି ହେବା ଉଚିତ ନହେଲେ ଜନସାଧାରଣ ବହୁତ୍ ହଇରାଣ ହେବେ।

  • @Odia798
    @Odia798 Місяць тому +9

    BJP ଆସିବା ଦିନଠୁ ଖାଲି ଶୁଣିବାକୁ ମିଳୁଛି ଏଇଟା ହେବ ସେଇଟା ହେବ but କିଛି ହଉନି.. ଖାଲି ବ,ବା, ବି ରେ ଚାଲିଛି govt . ଭତା ୩୫୦୦ କହି ଲୋକଙ୍କୁ ଭୁଆଁ ବୁଲେଇଲ, ଏବେ saloon , ପରିବା ମାର୍କେଟ , ମାଛ ମାର୍କେଟ , ଚା ଦୋକାନ ସବୁଠି କହୁଛନ୍ତି ଲୋକେ ଯେ BJP ଗୋଟେ ମିଛୁଆ ସରକାର ଆଉ ଏମାନଂକୁ ଭୋଟ ଦେଇ ଭୁଲ ହେଇଗଲା.. ଆଉ BJP ଓଡିଶା ରେ ଆସିବନି ବୋଲି ଲୋକେ କହିବାକୁ ଲାଗିଲେଣି
    ରାଜ୍ୟପାଳ ପୁଅ ଓଡ଼ିଆ କୁ ମାଡ଼ ମାରିଲା BJP ଚୁପ ରହିଲା.. କିନ୍ତୁ କିଛି BJP ସପୋର୍ଟେଡ଼ ଚାଁନେଲ BJP କୁ ବଡ ପାରିବାର ସରକାର ବୋଲି ଦେଖାଉଛନ୍ତି.. ଆଳୁ ଦର ଆକାଶ ଛୁଇଁଲାଣି ହେଲେ ଏଠି ସରକାର ଆଉ ମେଡିଆ କହୁଛନ୍ତି ପାନେ ପାଇବେ ଦିଦି ..ଲଜ୍ୟା ,,, ଘୋର ଲଜ୍ୟା

  • @agreeculturelifestyle7298
    @agreeculturelifestyle7298 Місяць тому +45

    *ଯାହା ଯୋଜନା କରୁଛ କରିବ BSKY ତଳେ*

  • @rameshdas9755
    @rameshdas9755 Місяць тому +12

    ଯେଉଁ ମାନେକଂର ବିଜୁକାଡ ଅଛି ସେମାନଙ୍କୁ ଦିଅନ୍ତୁ

  • @Mr24811
    @Mr24811 Місяць тому +43

    ଆପଣଙ୍କୁ ଅନୁରୋଧ ଆପଣ ଯାହା କହୁଛନ୍ତି ସିଧା ସିଧା କୁହନ୍ତୁ, ଓଡ଼ିଶା ର ସମସ୍ତ ମଧ୍ୟମ ଧରଣର ବେପାରୀ,ଓ ମଧ୍ୟମ ଧରଣର ପରିବାର ଲୋକ ମାନଙ୍କୁ ନୂଆ କରି ଦିଆଯାଉ କାରଣ ଏମାନଙ୍କୁ ନିହାତି ଜରୁରୀ,କାରଣ ଏ ମାନେ କେବେ ମୁହଁ ଖୋଲି କହିପାରିବେ ନାହଁ ❤

    • @asishpanigrahi4902
      @asishpanigrahi4902 Місяць тому +3

      Right

    • @Queenpuja55
      @Queenpuja55 Місяць тому +1

      Right🎉

    • @kamleshbag5373
      @kamleshbag5373 Місяць тому

      Absolutely correct

    • @Jotrimay
      @Jotrimay 28 днів тому

      ବଡ ଦୁଃଖ ର କଥା 🙏ସେତିକି କେହି ବୁଝି ପରିବେ ନି 🙏ଏକଦମ ସତ କହିଛନ୍ତି 👍👍👍🙏

  • @santoshjena5811
    @santoshjena5811 Місяць тому +78

    BSKY ସବୁଠାରୁ ଭଲ
    ନବୀନ ପଟ୍ଟନାୟକ ଯୋଜନା ସବୁଠାରୁ ଭଲ❤

  • @dillippanda2603
    @dillippanda2603 Місяць тому +17

    ବିଜେପି ଆଜି ପରଜୟନ୍ତ ଖୋଲିକି କହୁନି 😂ଯେ ବିଜୁ ହେଲତ କାର୍ଡ ରେ ଯେମିତି ମହିଳା ମାଙ୍କୁ ୧୦ଲକ୍ଷ ପୁରୁଷ ମାନଂକୁ ୫ଲକ୍ଷ ମିଳୁଥିଲା ସେମିତି ଗପବନ୍ଧୁ ଯୋଜନାରେ ମିଳିବ ସେ କଥା ଖୋଲିକି କହୁନି 😁😁ସେଇଥି କଥା ବ୍ରହ୍ମପୁର ପ୍ରଦୀପ ପାଣିଗ୍ରାହୀ ଲୋକସଭା ରେ ପ୍ରଶ୍ନ ଉଠେଇଥିଲା ଯେ ଯେମିତି ବିଜୁ କାର୍ଡ ରେ ମହିଳାଙ୍କୁ ୧୦ଲକ୍ଷ ମିଳୁଥିଲା ପୁରୁଷଙ୍କୁ ୫ଲକ୍ଷ ମିଳୁଥିଲା ସେମିତି କର

  • @user-rh5zt3tz9u
    @user-rh5zt3tz9u Місяць тому +7

    EVM କଥା ଆଗ ପଚାର ,କେତେ ଜାଲିଆତି କରିଛନ୍ତି ତାଙ୍କ ଜଶଶୀ ଆଦଣୀୟ ମାନନୀୟ ,ତମକୁ ଧରମ ସହିଲେ ହେଲା

  • @ranajitjena4668
    @ranajitjena4668 Місяць тому +62

    ADR ରିପୋର୍ଟ ଏହି ଗାଲୁଆ ନେତା ମାନଙ୍କର ମୁଖା ଖୋଲିସାରିଲାଣି, ନିର୍ବାଚନରେ କିପରି ହେରାଫେରି କରିକି ନିର୍ବାଚନ ଜିତିଛନ୍ତି ଓଡିଶାର ଜନସାଧାରଣ ଜାଣିସାରିଲେଣି

    • @saisankarsahoo8365
      @saisankarsahoo8365 Місяць тому +9

      ତମେ ସବୁ ଗାଲୁଆ ଙ୍କ ବାରବାଟି ଚାଷ ଭାରତ କଂଗ୍ରେସ ସ୍ୱପ୍ନ ଦେଖୁ ତମର ମୁଣ୍ଡ କିଏ ସେ ପ୍ରଧାନମନ୍ତ୍ରୀ ହେବ ପପୁ ତ ମୁସଲମାନ ଙ୍କୁ ସାହାଯ୍ୟ କରିବ

    • @uttambaba6800
      @uttambaba6800 Місяць тому

      ​@@saisankarsahoo8365Karu desho bhasi jibo na kon 😅😢😂

    • @MNDIGITALSARAKANA
      @MNDIGITALSARAKANA Місяць тому

      Right

    • @MadhusudanGheebela
      @MadhusudanGheebela Місяць тому

      40/ Rajya sarakara debe ta labha kahara khyati kahar

    • @prakasrout2636
      @prakasrout2636 Місяць тому +1

      Bjd tahele herapheri Kari jituthila

  • @KcsahuOdishaculture
    @KcsahuOdishaculture Місяць тому +14

    କେଉଁ ମାନଙ୍କୁ ମିଳୁ ବା ନମିଳୁ କାର୍ଡ କିନ୍ତୁ ଏମାନଙ୍କ ରଙ୍ଗ ମାରିବାରେ ରଙ୍ଗ ମିସ୍ତ୍ରୀ ଓଡିଶା ରେ କି ସାରା ଭାରତ ରେ ବି କେହି ନାହାନ୍ତି ADR ର ରିପୋର୍ଟ ବାହାରିଛି 79 mp ବିଜେପି ଜିତିବାରେ ଜାଲିଆତି ହୋଇଛି ADR ର ସର୍ଭେ କହୁଛି ଓଡିଶା ରେ 18 ଟି mp ହୋଇଛି

  • @susantaparida4971
    @susantaparida4971 Місяць тому +16

    Bsky bhala

  • @anatabehera1320
    @anatabehera1320 Місяць тому +35

    ଏମାନେ ଚାକ ଚିକଣ ହୋଇ ଖାଲି ବୁଲୁଛନ୍ତି, କୌଣସି କାମକୁ ନୁହଁନ୍ତି ଏମାନେ, ଗୋଟେ ଫାଲତୁ ସରକାର😂

    • @simapatra2088
      @simapatra2088 Місяць тому

      BJD mo ବାଳ ସରକାର

  • @pratapsinghramakanta5213
    @pratapsinghramakanta5213 Місяць тому +7

    ସରକାରୀ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ଟିଏ ଦେଇ ପାରିଲ ନାହିଁ. ପୂର୍ବ ସରକାର ଦେଲେ ବା..ଆଉ ତମେ ଦେଲ ପେ..

    • @Villager_mind
      @Villager_mind Місяць тому

      ଭାଇ ମୋ ବାପା ଜଣେ ସରକାରୀ ନିମ୍ନ କର୍ମଚାରୀ ହେଲା ମୁଁ ଜଣେ ପ୍ରାଇଭେଟ୍ କମ୍ପାନୀରେ ସ୍ୱଳ୍ପ ବେତନ କାମ କରୁଚି ହେଲେ ମୁଁ ସମସ୍ତ ପ୍ରକାର ସରକାରୀ ବ୍ୟବସ୍ଥା ର ସୁବିଧା ପାଇ ପାରିନାହିଁ, ନା ରାସନ୍ କାର୍ଡ ନା ସ୍ବାସ୍ଥ୍ୟ କାର୍ଡ, କାରଣ ମୋ ବାପା ଜଣ ସରକାରୀ କର୍ମଚାରୀ

  • @PradiptaDas-sy4jn
    @PradiptaDas-sy4jn Місяць тому +33

    ଏପେଲେଇପୁଅ ମୁକେଶର ଵାଡକୁ କିଟିଦିଅ ଏକନଵର ମାଦୃଚୋଦ ହାରାମି

  • @harisankarnaik1104
    @harisankarnaik1104 Місяць тому +17

    Middle class family paii kan????

  • @Samar-papun
    @Samar-papun Місяць тому +17

    ମାଗିଆ ବିଜେପି ର କଥା ବଡ ବଡ କାମରେ ଜିରୋ

  • @khetrabhue97
    @khetrabhue97 Місяць тому +16

    ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ନାମରେ ଗୋଟିଏ ଯୋଜନା ରହିବାର ଥିଲା।

  • @dillipjena5818
    @dillipjena5818 Місяць тому +20

    ଏଇଟା ଠିକ୍ ନୁହେଁ, ସମସ୍ତେ କର ଦେଉଛନ୍ତି ତେଣୁ ସମସ୍ତ ଙ୍କୁ ସୁବିଧା ମିଳିବା ଦରକାର ।

  • @TapanMallick-m7s
    @TapanMallick-m7s Місяць тому +25

    ଆଜ୍ଞା ଏ ଠାକୁଆ ବିଜେପି ଚୋର ଦଳ ମାନଙ୍କ ଠାରୁ କଣ trp ନେଉଛନ୍ତି । ଲାଜ ଲାଗୁନି ଛି ଛି ଛି । 😮😮😮😮

  • @rinkubarik2806
    @rinkubarik2806 Місяць тому +6

    ଆଗ ୩୦୦ ୟୁନିଟ୍ ବିଜୁଳି ଫ୍ରୀ କେବେ ଦବ ମ ୩୦୦୦ ଭତ୍ତା କଥା କୁଆଡ଼େ ଗଲା ନାଁ ବୈଜୟନ୍ତ ପଣ୍ଡା ର ଋଣ ଛାଡ଼ କରିବାରେ ଚାଲି ଗଲା

    • @siteshnayak8604
      @siteshnayak8604 Місяць тому +2

      Prati mahila nku v every month re 1000 miliba kahithile bhai 😂😂

    • @rinkubarik2806
      @rinkubarik2806 Місяць тому

      @@siteshnayak8604 1000 nai aga 10 tanka lekhaen every month Dau Jana padiba 😆

  • @littlequeenrakhi
    @littlequeenrakhi Місяць тому +5

    ଯୋଜନା ଠିକ୍ ହେଲେ ଭଲ ତୁଳନାରେ ରୋଗୀ ଠକାମୀ ଶିକାର ନ ହେବେ ସେଥି ପାଇଁ ସରକାର ସଚେତନ ହୁଅନ୍ତୁ

  • @arabindapanda7021
    @arabindapanda7021 Місяць тому +7

    BSKY NABIN CARD BISAYARE PACHARIBARA THILA

  • @udaytakrinofficial9773
    @udaytakrinofficial9773 Місяць тому +41

    Only Naveen

    • @simapatra2088
      @simapatra2088 Місяць тому

      କେବଳ ମୋହନ ସରକାର

    • @jitendra3034
      @jitendra3034 Місяць тому +4

      BJP Mo Bala sarkar mohan majhi 🇮🇳

    • @dharanisahoo3644
      @dharanisahoo3644 Місяць тому

      ​@@simapatra2088banda mohan sarkar

    • @simapatra2088
      @simapatra2088 Місяць тому

      @@jitendra3034 au bjd kan mo pela sarkar

  • @rabindranayak8475
    @rabindranayak8475 Місяць тому +7

    ଠକ ଚୋର.. ଯାହା କହିଲେ ବି ଏମାନଙ୍କୁ କିଛି ବି ଫରକ୍ ପଡିବନି। ଆଉ ବାବୁ ଅଗରୁ ଥିବା ବିଧାକ। ଏ ବାବୁ ପୂର୍ବରୁ assembly ରେ OLD PENSION ଲାଗୁ କରିବା ଲାଗି ପ୍ରଶ୍ନ ଉଠାଇ ଥିଲେ। ଏମାନଙ୍କ ପାଟି କୋଉଟା ଗାଣ୍ଡୀ କୋଉଟା ଜାଣି ପାରିବନି।

  • @jpradhan2140
    @jpradhan2140 Місяць тому +14

    ତମେ ବାଳ ଟା ଦେବ ମୂର୍ଖ ସରକାର

    • @simapatra2088
      @simapatra2088 Місяць тому

      Tame ate pathua au pandian ra kan pai cucumu thila

  • @SHIBARAMPATRA-r5i
    @SHIBARAMPATRA-r5i 28 днів тому

    ଯୋଗ୍ୟ ହିତାଧୀକାରୀ ଚିହ୍ନଟ କରି ସ୍ଵାସ୍ଥ୍ୟ କଡ଼୍ ଦିଆଯାଉ ଅଯୋଗ୍ୟ ହିତାଧୀକାରୀ ଙ୍କ କରାଯାଉ

  • @Jitendraaaaaaaaa
    @Jitendraaaaaaaaa Місяць тому +1

    ଅଶି ବର୍ଷ ଉପରେ ଥିବା ଲୋକଙ୍କୁ ମିଳିବ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମିଳିବ ବୋଧେ

  • @gourangacharangouda6203
    @gourangacharangouda6203 Місяць тому +1

    ସରକାରୀ ଡାକ୍ତରଖାନା ରେ ସ୍ୱାସ୍ଥ୍ୟ ର ସୁବିଧା ଭଲ ଭାବରେ ହେଲେ ଏ କାର୍ଡ ର କିଛି ଆବଶ୍ୟକ ପଡିବ ନାହିଁ .।

  • @niharpalai3774
    @niharpalai3774 Місяць тому +4

    ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବହୁତ୍ ଭଲ, ଆମ ଓଡ଼ିଶା ର ଲୋକମାନେ ପୁରା ଭାରତ ବର୍ଷରେ ସୁବିଧା ପାଇବେ। ବହୁତ୍ ବହୁତ୍ ଧନ୍ୟବାଦ individual card bi ମିଳିବ 🙏

  • @khetrabhue97
    @khetrabhue97 Місяць тому +30

    ପୁରୁଣା ବୋତଲ ରେ ନୂଆଁ ମଦ

    • @bibhutibhusandixit1772
      @bibhutibhusandixit1772 Місяць тому +1

      Nua botalare puruna mada

    • @khetrabhue97
      @khetrabhue97 Місяць тому

      @@bibhutibhusandixit1772 ପୁରୁଣା ବୋତଲ ମାନେ ନବୀନ ଯୋଜନା ଆଉ ନୂଆ ମଦ ମାନେ ସବୁ ଯୋଜନା ନବୀନ ଙ୍କର ନୁଆଁ ସରକାର ନାଁ ବଦଳାଇ ଛନ୍ତି

  • @kashinathsamantaray6941
    @kashinathsamantaray6941 Місяць тому +2

    ଏ ଶଳା କିଛି ଦେବିନି 5 ବର୍ଷ ମିଛ ପ୍ରତିଶୃତି ଯାହା bjd ଦେଇଛି ଏମାନେ କାଟିବେ

  • @meenaketanpradhan736
    @meenaketanpradhan736 19 днів тому

    ସବୁବେଳେ ସ୍ପଷ୍ଟ କଥା କହୁ ସରକାର ବାରମ୍ବାର ଗୋଟିଏ କଥା କୁହାଯାଉଛି 👍🏻

  • @MITTALGURUJI
    @MITTALGURUJI Місяць тому +2

    ପ୍ରତି ହିତାଧିକାରୀଙ୍କୁ ଯଦି ଗୋଟିଏ ଗୋଟିଏ ନିର୍ଦିଷ୍ଟ କାର୍ଡ issue କରାଯିବ ତେବେ ସମସ୍ୟା ଅଧିକ ବଢ଼ିଯିବ... For Example... କାର୍ଡ ଧାରୀ ଯଦି କୌଣସି କାରଣରୁ ଦୁର୍ଘଟଣା ରେ ସମ୍ମୁଖୀନ ହୁଏ ତେବେ ଦୁର୍ଘଟଣା ଗ୍ରସ୍ତ ଲୋକ ପାଖରେ ସେଇ ସମୟରେ କାର୍ଡ ନଥାଇ ପାରେ...ବା ସେ କାର୍ଡ କୋଉଠି ରଖିଛି ତାହା କହିବା ପାଇଁ ଅକ୍ଷମ ହୋଇପାରେ.....ସେ କେମିତି ଚିକିତ୍ସା ପାଇବ?

  • @FilusonBK
    @FilusonBK Місяць тому +7

    ନାରୀ ମାନଙ୍କୁ କେତେ କାର୍ଡର ଦେବେ 10.0000 ଦେବେ ନା

    • @dillippanda2603
      @dillippanda2603 Місяць тому +1

      ବିଜେପି ଆଜି ପରଜୟନ୍ତ ଖୋଲିକି କହୁନି 😂ଯେ ବିଜୁ ହେଲତ କାର୍ଡ ରେ ଯେମିତି ମହିଳା ମାଙ୍କୁ ୧୦ଲକ୍ଷ ପୁରୁଷ ମାନଂକୁ ୫ଲକ୍ଷ ମିଳୁଥିଲା ସେମିତି ଗପବନ୍ଧୁ ଯୋଜନାରେ ମିଳିବ ସେ କଥା ଖୋଲିକି କହୁନି 😁😁ସେଇଥି କଥା ବ୍ରହ୍ମପୁର ପ୍ରଦୀପ ପାଣିଗ୍ରାହୀ ଲୋକସଭା ରେ ପ୍ରଶ୍ନ ଉଠେଇଥିଲା ଯେ ଯେମିତି ବିଜୁ କାର୍ଡ ରେ ମହିଳାଙ୍କୁ ୧୦ଲକ୍ଷ ମିଳୁଥିଲା ପୁରୁଷଙ୍କୁ ୫ଲକ୍ଷ ମିଳୁଥିଲା ସେମିତି କର

  • @ch.krushnabehera
    @ch.krushnabehera Місяць тому +1

    ଆଜ୍ଞା ନବୀନ କାର୍ଡରେ ମୋର ସ୍ଵାସ୍ଥ୍ୟ ସେବା ପାଇଥିଲୁ ଏବଂ ପାଉଛୁ ମୋର ରାସନ୍ କାର୍ଡ ରେ ନା ଏଡ୍ ହୋଇ ନଥିବାରୁ ଏଥିରେ ମୁଁ ଚିକିତ୍ସା ସେବା ପାଇପାରୁଛୁ ମୁଁ ରାସନ୍ କାର୍ଡ ପାଇବା ପାଇଁ ଯୋଜ୍ଞ ଅଟେ ମୋର ହୋଇ ପାରୁନି ପ୍ଲିଜ୍ ମୋତେ ଶୀଘ୍ର ଏଡ୍ କରାଯାଉ ବୋଲି ମୋର ଅନୁରୋଧ

  • @anuradhakhatua5886
    @anuradhakhatua5886 16 днів тому

    ଯେଉଁ ମାନଙ୍କର ରା଼ସନକାର୍ଡ ନାହିଁ ସେମାନେ କଣ କରିବେ ସେମାନଙ୍କୁ କଣ ଗୋପବନ୍ଧୁ କାର୍ଡ ମିଳିବନି କି

  • @nimaicharandeheri9064
    @nimaicharandeheri9064 Місяць тому

    sonepur, ଜିଲ୍ଲା ବିନିକା ତହସିଲ ଅନ୍ତର୍ଗତ ମହାଦେବ ପାଲି phc, ପ୍ରାଥମିକ ଡାକ୍ତରଖାନା ପୁରୁଣା, ଅଟେ ତାହାର bulding ନିର୍ମାଣ କାର୍ଯ୍ୟ ମନ୍ଥର ଗତି ରେ ଚାଲିଛି, ଓ ଡାକ୍ତର କାଗଜପତ୍ରରେ ଥିଲେ ମଧ୍ୟ, ଡାକ୍ତର କେବେ ଆସୁନାହାନ୍ତି ଏ ନୁ ଡକ୍ଟର ଡକ୍ଟର ଯୋଗାଇ ଦେବାକୁ ଅନୁରୋଧ

  • @BibhutiDalei-hz7xs
    @BibhutiDalei-hz7xs Місяць тому +2

    ଏଇ କୁକୁର ଗୋଟେ ପଟ ରେ ନବୀନଙ୍କୁ ଗିରଫ କରିବାକୁ କହୁଛି ଅନ୍ୟ ପଟେ ମୋଦିଙ୍କୁ ଯଶସ୍ଵି ବୋଲି କହୁଛି । ମୋଦି କଣ ଭାରତର ଟେକି ପକାଇଲେ ଯେ ଯଶଶ୍ଵି ହୋଇଗଲେ ?

  • @mrutyunjayaacharya
    @mrutyunjayaacharya 5 днів тому +1

    ଏହି ଥର ଟିଏ ବିଜେପି।ଆଉ ଲୋକ ମନ କରିଵେ ନାହିଁ।ଗାଲୁଆ ଦଳ 😂

  • @rameshdas9755
    @rameshdas9755 Місяць тому +3

    ଗୁଳିଆ କରି କହୁଛନ୍ତି ସଫାକରି କୁହ

  • @TarunKumarSahoo-jb8xh
    @TarunKumarSahoo-jb8xh Місяць тому +3

    ଏବେ ଲୋକ ୧୦ ଲକ୍ଷ ଟଙ୍କା ନା ୧୫ ଲକ୍ଷ ଟଙ୍କାର ସୁବିଧା ପାଇବେ?

  • @kedarnathpanda3120
    @kedarnathpanda3120 28 днів тому

    ମଧ୍ୟବିତ୍ତ ପରିବାର କୌଣସି ସୁବିଧା ପାଉନାହାନ୍ତି

  • @premanandachoudhury4374
    @premanandachoudhury4374 Місяць тому

    ବିଜେପି ସରକାର ପୁଞ୍ଜିପତି ପାଇଁ ଗରିବ ପାଇଁ ନୁହେଁ ମତେ ସତୁରି ବୟସ ମତେ ଲାଗୁଚି ଦେଶ ନଷ୍ଟ ହେଇ ଜୀବ

  • @FilusonBK
    @FilusonBK Місяць тому +8

    Bsk ରେ ନାରୀମାଙ୍କୁ 10.0000 ଦଉଚି ଆପଣ କେତେଦେବେ କହିଲେନି

  • @bhaktarampande6162
    @bhaktarampande6162 Місяць тому +2

    ନୀର୍ବାଚନି ଇସତାହାରେ କିଏ କଣ କହିଲେ ଆପଣଙ୍କର 300ୟୁନିଟ ଏଲେକ୍ଟ୍ରୀ ଗରିବ ଙ୍କପାଇନୁହ, 76000ହାଜର ଟଙ୍କା ପାଇବ ଜେ ଦେବା ଏଇଟା ବାଣ୍ଡ୍ ନାକଣ

  • @SubasiniMohapatra-h9k
    @SubasiniMohapatra-h9k Місяць тому

    ସାର୍ ସରକାରୀ ହୁଅନ୍ତୁ ବା ବେସରକାରୀ ହୁଅନ୍ତୁ ଯାହାର କାଡ଼ ନାହିଁ ତାଂକୁ ଦିଅନ୍ତୁ କାରଣ ରୋଗ ସମସ୍ତଙ୍କୁ ହେଉଛି

  • @nilanchalasahu120
    @nilanchalasahu120 Місяць тому

    ପଶ୍ଚିମଓଡ଼ିଶା ର ମହାପୁରୁଷ ମାନଙ୍କ ନାମରେ କାହିକି କେଉଯୋଜନା ଭି ହଉନାହାନ୍ତି

  • @DhadubandhuLenka
    @DhadubandhuLenka 24 дні тому +1

    ଆଗ କାମକରି ଦଖାଅ ଏଇଟା କୁହାଳିଆଟା ମିଛୁଆଟା ଗାଲୁଆଟା

  • @sureshchandrabhoi5409
    @sureshchandrabhoi5409 Місяць тому

    ମନ୍ତ୍ରୀ ମନକୁ ଓଡ଼ିଆ ଭଲ ଭାବେ କହି ଆସୁନି. ଏମାନେ କେଉଁ ବାହାର ରାଜ୍ୟରୁ ଆସିଛନ୍ତି ନା କଣ?

  • @pitambarsingh7904
    @pitambarsingh7904 27 днів тому

    ସ୍ବାସ୍ଥ୍ୟ କାର୍ଡ ପାଇବାକୁ ନିର୍ଦ୍ଧିଷ୍ଟ ସମୟ ଉଲ୍ଲେଖ ନାହିଁ ସେହି ସମୟରେ ରୋଗୀ ଚିକିତ୍ସା ପାଇବେ କିପରି

  • @puspakjena223
    @puspakjena223 Місяць тому +3

    Jay Naveen pattnayak Sir best

  • @subratnayak79
    @subratnayak79 Місяць тому

    ଏ ଲୋକ ଙ୍କୁ ସ୍ଵାସ୍ଥ୍ୟ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କିଏ ଦେଲା

  • @antaryamimishra449
    @antaryamimishra449 Місяць тому +14

    ଏ ମନ୍ତ୍ରୀ ର ଲିଙ୍ଗ କାଟି ଦିଅ

  • @GOD...hey.
    @GOD...hey. Місяць тому

    Reporter did a brilliant job. He has asked very important questions 😊😊🙏🙏

  • @HemantakumarJena-gz5xu
    @HemantakumarJena-gz5xu Місяць тому

    ଠକ ଟାଉଟର ଆଉ ଥରେ Elkcen ହଉ ଜଣା ପଡିବ😊😊😊😊😊

  • @PankajSabar-hu7rw
    @PankajSabar-hu7rw Місяць тому +11

    ଏ ମହାଲିଙ୍ଗ ବିମା କଡା ରେ କେତେ ଦେବ କୁହ

    • @HarisKhandul
      @HarisKhandul Місяць тому

      Happy ea Bala katha gapuci taku question pachara gala kn sia ans dauchikn

  • @shuvendradash8391
    @shuvendradash8391 Місяць тому +3

    ସବୁ ତମେ ଖତମ କରିଦେବ ତମେ କଥା ରେ ଦାମ୍ ନାହିଁ

  • @jitendrakumardash4054
    @jitendrakumardash4054 Місяць тому

    ଆମେ ନବୀନ କାର୍ଡ ପାଇଛୁ,,କଣ କରିବୁ,,ଆମ ନା ରହିବା ନା କଟିଯିବ,ଦୟାକରି କହିବେକି ସ୍ୱାସ୍ଥ୍ୟ ମନ୍ତ୍ରୀ sir

  • @anishadash9651
    @anishadash9651 26 днів тому

    ବିଜେପି ସରକାର ର ନୂଆ ଯୋଜନା କିଛି ନାହିଁ ,ଫଳତୁ କଥା

  • @brainthought5795
    @brainthought5795 25 днів тому

    ଗୋଟିଏ ପରିବାରରେ ପାଞ୍ଚ ଜଣ ଅଛନ୍ତି କେତେ ଜଣଙ୍କୁ କାଠ ମିଳିବ ?

  • @brahmaachary3955
    @brahmaachary3955 Місяць тому

    ସମସ୍ତଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦେବାକୁ ପଡ଼ିବ, ନଚେତ୍ ଠିକ୍ ସମୟରେ ଜବାବ ଦିଆ ଯିବ, ଦାଦନ ଶ୍ରମିକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା କଥା କଣ ପଦକ୍ଷେପ ସରକାର ନେଉଛି, ଜୟ ଜଗନ୍ନାଥ

  • @sarfaroshkitamanna8388
    @sarfaroshkitamanna8388 Місяць тому +4

    Bjd jindabad bjp ku kick dia

  • @AbhimanyuNaik-dm3gn
    @AbhimanyuNaik-dm3gn Місяць тому

    ଆମର ରାସନକାଡ ନାହିଁ ଆମେକଣ କରିବୁ
    ଆମେ ଭୋଟ ଦେଇନୁକିସରକାର ପଦକ୍ଷେପ ନିଅନ୍ତୁ
    ଆମେ ଗରିବ ଆମକୁ ନାହିଁ

  • @DEEPAKMALIK-ln7cm
    @DEEPAKMALIK-ln7cm Місяць тому

    ବିଜେପି ମାନେ ତାଙ୍କ ମାଁ, ଭଉଣୀ, ଝିଅ ଓ ପତ୍ନୀ ମାନଙ୍କୁ ବେଶ୍ୟା ପଡ଼ାରେ ଭଡ଼ା ଲଗାଇ ଜନତା ମାନଙ୍କୁ ଟଙ୍କା ଦିଆଯାଉ

  • @prakashkumarjena.babusan.n3760
    @prakashkumarjena.babusan.n3760 Місяць тому

    ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏

  • @soumyaranjanmohapatra1033
    @soumyaranjanmohapatra1033 Місяць тому

    " ହାତୀ ପାଡିବ ପାଡିବ ବୋଲି ଫୁସ୍ " ତମେ କିଛି କରିପାରିବନି ଲୋକ ହତାଶ

  • @prabinaswain4224
    @prabinaswain4224 Місяць тому +2

    A maane sabu hele gote gote michuaa Radhuaa

  • @Villager_mind
    @Villager_mind Місяць тому

    ଭାଇ ମୋ ବାପା ଜଣେ ସରକାରୀ ନିମ୍ନ କର୍ମଚାରୀ ହେଲା ମୁଁ ଜଣେ ପ୍ରାଇଭେଟ୍ କମ୍ପାନୀରେ ସ୍ୱଳ୍ପ ବେତନ କାମ କରୁଚି ହେଲେ ମୁଁ ସମସ୍ତ ପ୍ରକାର ସରକାରୀ ବ୍ୟବସ୍ଥା ର ସୁବିଧା ପାଇ ପାରିନାହିଁ, ନା ରାସନ୍ କାର୍ଡ ନା ସ୍ବାସ୍ଥ୍ୟ କାର୍ଡ, କାରଣ ମୋ ବାପା ଜଣ ସରକାରୀ କର୍ମଚାରୀ

  • @dillipkumarswain5636
    @dillipkumarswain5636 Місяць тому +2

    କେତେ ଟଙ୍କାର ସୁବିଧା ହିତାଧିାରୀମାନେ ପାଇବେ

  • @sudhansusekhardash9010
    @sudhansusekhardash9010 Місяць тому

    ରଙ୍ଗ ବଦଳା ରାଜନୀତି ଓ ଯୋଜନା। ଲମ୍ବା ଲିଙ୍ଗ ବା ବଡ ଲିଙ୍ଗ ଙ୍କୁ ପ୍ରଶ୍ନ, ଶାସନ ରେ ଆସିବା ଦିନ ଠାରୁ କେତେ ଚୋରି, ହତ୍ୟାକାଣ୍ଡ, ରାହାଜାନୀ, ଅପହରଣ ବିଷୟରେ ତଥ୍ୟ ଦିଅନ୍ତୁ। ଭ୍ରଷ୍ଟାଚାର ଶାସନ ବିଗତ ଦିନର ଥିଲା ଏବେ କଣ, ଭଲ ଶାସନ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି, ଆଉ ଛଅ ମାସ ଯାଉ କେତେ ଭଲ ଜାଣିବେ। ଆଚ୍ଛା ଦିନ ଆଉ କେତେ ଦିନ ଲିଙ୍ଗ ବାବୁ ଜନତା ଚର୍ଚ୍ଚା କରୁଛନ୍ତି।

  • @Ramesh-qq3us
    @Ramesh-qq3us Місяць тому

    କେତେ ଲିମିଟ ପୁରୁଷ ଏବଂ ସ୍ତ୍ରୀ ପାଇଁ କିଛି ଜଣା ନାହିଁ

  • @SashikantNayak-z1y
    @SashikantNayak-z1y Місяць тому +4

    BJP leaders bahaspat maru chhanti....BSKY card bhala thila

  • @grandvisual7014
    @grandvisual7014 29 днів тому

    ସବୁ ଦାଦନ ତ ଓଡ଼ିଶା ଆସିବେ ଭାରି ।
    ଆଉ କେହି ଦାଦନ ରହିବେ ନାହିଁ bjp ର ନରା ଥିଲା ।
    ବାହାରେ କାର୍ଡ କଣ ଦରକାର ହେବା

  • @dillipcreation
    @dillipcreation Місяць тому

    ଆରେ କାର୍ଡ କଥା କହୁଛ 300 ୟୁନିଟ୍ ବିଜୁଳି କୁଆଡେ ଗଲା ଧରମା କହିଥିଲା ଏଲେକ୍ସନ ଇସ୍ତାହାର ଦବ ବୋଲି

  • @Studytiem24
    @Studytiem24 Місяць тому +2

    What is the status of Nabin card

  • @JyotiranjanBhanjadeo
    @JyotiranjanBhanjadeo Місяць тому

    ଆଉ କୁହାଲିଆ ଦଳ BJP ଆଳୁ କେତେ ହେଲାଣି ଜାଣି ପାରୁନି ନିଜେ ମାଗଣା ଖାଉଛନ୍ତି ତ। BJP ଏଠି ନିଜ ଦଳ advertisment ଆଉ ନିଜ କଥା ଦେଖୁଛି। ଓଡିଶା କଥା ଦେଖିଥିଲେ WB ରୁ ଆଳୁ ଆଣି ଥାନ୍ତା

  • @SubhendukumarSahani
    @SubhendukumarSahani Місяць тому

    ଜୟ ଶ୍ରୀ କୃଷ୍ଣ

  • @aarzoo4168
    @aarzoo4168 Місяць тому +2

    Annual income kete thile Ayushman Bhart card or New scheme lagu heba .No Castizm saab ka saath saab ka bikaas hona chahiye

  • @DhadubandhuLenka
    @DhadubandhuLenka 16 днів тому

    ଏମୀଛୁଆ ସରକାର ଆସୀଲାଟାରୁ ଖାଲିମୀଛ କଥା ଭଲଜାଣିଚି ଏଇଟାଚୋର

  • @malayapradhan8400
    @malayapradhan8400 Місяць тому +5

    ମାଗଣା ଚାଉଳ,ମାଗଣା କାଳିଆ, ମାଗଣା ଡାଲମା, ମାଗଣା ମନ୍ଦିର, ମାଗଣା ପାଇଖାନ,ମାଗଣା ବିଜୁଳି, ମାଗଣା ଗ୍ୟାସ, ମାଗଣା ଅଣ୍ଡା ଦେବା ବନ୍ଦ କରି ସମସ୍ତଙ୍କୁ ସ୍ବାସ୍ଥ୍ୟ ଯୋଜନା ରେ ଭର୍ତି କର। 50 ଲକ୍ଷ୍ ଖର୍ଚ୍ଚ ହେଲେ ମଧ୍ୟ ଜଣେ🎉 ବି ଯେମିତି ଛଟ ପଟ ହୋଇ ନ ମରେ

  • @aarzoo4168
    @aarzoo4168 Місяць тому +3

    Middle classs ku bi dia jau

  • @DebiGoud440V
    @DebiGoud440V Місяць тому +1

    ଖ୍ୟମତା ହେଉଛି ଅଳ୍ପ ଦିନ.
    ଦେଖି ଚାହି କର କାମ.
    ନ ହେଲେ ନେବ ନାମ

  • @ASHESHKUMAR143
    @ASHESHKUMAR143 Місяць тому +1

    ସବୁ ମିଛ ମିଛ
    ଜୁମୁଲା ସରକାର୍ 😂

  • @rabindratripathy4740
    @rabindratripathy4740 Місяць тому

    ସରକାରୀ ଡାକ୍ତରଖାନା ଗୁଡ଼ିକରେ ଷ୍ଟାଫ୍ ଅଭାବକୁ ପୂରଣ କରାଯାଇ ସେହି ଟଙ୍କା ରେ ଉପକରଣ କିଣାଯାଉ୪୫୦ କୋଟି ଟଙ୍କା ଖର୍ଚ୍ଚ କରି ସୁବିଧା ସୁଯୋଗ ସୃଷ୍ଟି କରାଗଲେ ଭଲ ହେବ।

  • @SubhendukumarSahani
    @SubhendukumarSahani Місяць тому

    ଜୟ ଶ୍ରୀ ଜଗନ୍ନାଥ

  • @Pattanaik231
    @Pattanaik231 Місяць тому

    Bjd card ଠିକ୍ ଥିଲା ଲୋକେ ଖୁସି ଥିଲେ,bjp card ଦରକାର ନାହିଁ

  • @bbsenapati2245
    @bbsenapati2245 Місяць тому +2

    Why two scheme for health sector.either Ayusman Jojana or Gopbandu yojana

  • @bijaykumarsinha6146
    @bijaykumarsinha6146 Місяць тому

    ଜୟ ଜଗନ୍ନାଥ, ଆମେ ଯେଉଁ ମାନେ ତଳିଆ କର୍ମଚାରୀଙ୍କୁ ଏହି ଯୋଜନାରେ ଲାଭ ମିଳିବ ନା ନାହିଁ? ଆମେ ତ ଖୁବ୍ କମ୍ ପେନସନ ପାଉଛନ୍ତି, ସେମାନଙ୍କ ପାଖରେ ଆଉ କିଛି ବନ୍ଚୁନାହିଁ ହେଲଥ ପାଇଁ ଖର୍ଚ୍ଚ କରିବାକୁ। ଦୟାକରି ଜଣାନ୍ତୁ।

  • @DEEPAKMALIK-ln7cm
    @DEEPAKMALIK-ln7cm Місяць тому

    ବିଜେପି ମାନେ ତାଙ୍କ ମାଁ, ଭଉଣୀ, ଝିଅ ଓ ପତ୍ନୀ ମାନଙ୍କୁ ବେଶ୍ୟା ପଡ଼ାରେ ଭଡ଼ା ଲଗାଇ ଜନତା ମାନଙ୍କୁ ୩୦୦୦ ଟଙ୍କା ଭତା ଦିଆଯାଉ

  • @user-ol1sh6uq3g
    @user-ol1sh6uq3g Місяць тому +1

    ଏ ଡ ସ୍ ହେଲେ କାମ ଦେବ

    • @basantasahu4553
      @basantasahu4553 Місяць тому

      Gandi kundia roga re b kama daba bhai 😂😅

  • @FAKIRJENA-du2zs
    @FAKIRJENA-du2zs 28 днів тому

    ଆଉ ଅଭିଯୁକ୍ତ ଅଛନ୍ତି ଗିରଫ ହେବା ପାଇଁ। Ok ?

  • @sudarsanmantri1210
    @sudarsanmantri1210 Місяць тому

    Good information for people kanak news channel

  • @sanjayakumar146
    @sanjayakumar146 Місяць тому

    ଏମାନେ କହୁଛ ନ୍ତୀ ଗୋଟେ କରୁଛ ନ୍ତୀ ଗୋଟେ ଆଉ ବିଶ୍ୱାସ କରିବା ଟା ଭୁଲ୍❌

  • @MahendraSabar-u3y
    @MahendraSabar-u3y Місяць тому

    Hero of speech....B..J..P.. party... work Zero....😊😊😊😊😊

  • @ShivKumar-mz8ug
    @ShivKumar-mz8ug Місяць тому

    ତୋମେ BSKY ର କି ତୋମ ର କେଇ ଉପକାର ପାଇ ନାହାନ୍ତି କେ. ତାହେଲେ ତମେ ବଦଳେ ତେ କିଏ ହୋ......

  • @AjayKumarParida-b4m
    @AjayKumarParida-b4m 6 днів тому

    Government employe grop C. D nku swastha card diajau

  • @binakanaik3123
    @binakanaik3123 Місяць тому

    ସ୍ୱାସ୍ଥ୍ୟ ଉପକେନ୍ଦ୍ର ରୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର..... ଏବେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କଲେ ଲାଭ କଣ ହେଲା? ଆଉ କିଛି ପରିବର୍ତ୍ତନ ହେବ କି......

  • @comeonstudy
    @comeonstudy Місяць тому

    Hospital re profesor doctor,nurse , instruments praivet medical pari rakha jau ta pare utama seba miliba.