@@confusedatma1065 yes... Ama odia loka b bhakua... Khali pandian ku gali kale.. Pandian upare ragiki emiti vote dele je, Naveen patnayak v harigale, ebe jete realize karile kn heba, aau kn Naveen babu asibe ki ki agaku kebe asibe taha b kahi hebani 😒
You are right sir, Odisha basi nije emiti kale and doso dele panidian sir nku....kete kale se but loko tanku hin bujhiparileni.....he is a great person❤❤
Odisha ra CM ebe jane rubber stamp hei rahibe. Maybe this change Odisha people were looking for. Kete jana Odisha ku control karibe se upar wala ku hi janaa. Looti nebe Odisha ku for sure. 25 yrs ra bhoko achhi peto re.
Hmm vala loka boli sabu contrct tamil nauchhanti, vai odia hoi kemti kahuchhanti apana, tike ta vitaraku dekhantu, paradip, jharsuguda, sabu ade chennai ra contractor, vai bahut kasta hauchhi semankara atyacharrr, auu sabu ra head ei Pandian vairav
Thanks Pandian sir for your great dedication towards developing new Odisha.❤ Don’t be disheartened . God always takes exam of good people. So have patience. You will definitely get the success you deserve with help of Lords blessings. Jai Shree Jagannath 🙏
Mr. V.K. Pandian, a dedicated hard worker, transformed Odisha through his efforts in infrastructure, healthcare, education, and disaster management. He boosted economic development and promoted social welfare. His impact on the state's progress ensures he will be fondly remembered by all Odias who knew him closely.
Either NDA or INDIA ଗଠବନ୍ଧନ ରେ ମିଶିବାର ଥିଲା, ଏହା ହିଁ great mistake, 2024 election ରେ, Seat share ହେଇଥାନ୍ତା, easily win କରିଥାନ୍ତେ, Andhra ରେ ମଧ୍ୟ exact ସେୟା ହେଲା, But Naveen Sir ଓ Pandian Sir ଙ୍କ hard working, dedication କୁ Salute always, You are our inspiration Sir🙏🙏🙏🙏🙏
Your contribution to Odisha will be remembered always..... ଓଡ଼ିଆରେ ଗୋଟେ କଥା ଅଛି । ତିନି ତୁଣ୍ଡରେ ଛେଳି ହଉଛି କୁକୁର।। Like the similiar thing happened to you here in Odisha. You were an honest officer. You tried your best to help the people of Odisha.People of Odisha didn't understand this.. Little bit corruption is there in every govt.Your presence being a Tamilian in BJD deeply criticized by BJP to win the election and today's state of Odisha came.. I am a central govt employee. Not staying in Odisha right now. But as far as my knowledge is concerned this is the truth.... All the best sir.....
Ame odia mane besi sentimental. Ame jati gotra ku besi dekhu,jadi odia neta tie odisha ku lutila ama paine seta normal..kahinki na se odia..Pandian kete luti chanti mu janini kintu se jetiki odisha paine karichnti bodhe kou odia neta kari nathiba history re..kichi din hela social media re naveen ku loka jhuruchnti,kanduchnti..actually jete b odisha re yojana heichi sabu pandian nka instructions re..pandian bina naveen kichi b nathila..se ta 25 years re odia sikhi parileni but panidian odia kahuthile aau odisha ku valo pauthile..Britain ra prime Minister hele Indian..developed country ra loka mane esabu jati gotra dekhntini..personalitly dekhnti....i really i miss u pandian sir.best of luck for your future life....Jay jagganath 🙏
Bjp heuchi thakua dala jumla party... Tankara neta sabu bhasan maranti.. Katha besi kama kam... Odisha ra innocent lokanka pain Naveen hi thik thila, but Odia loka janiparileni, bahut jaldi realise karibe😔
I love and appreciate your contribution to Odisha . People will repent what mistake they hava done . Best of luck sir, it is destini what lord Jaganath want .
Nua- o scheme, school and college infrastructure, appointment in school and college during last five years possible due to V.K.pandian sir He has kept his word, noble man no doubt.
Apana sanyasi neba badal re desa re PM hoithile desa bahuta improve Hoithanta... Sir miss you I know how could struggle for odisha I am proud of you. Thanks
ଓଡ଼ିଶା ପ୍ରତି ଆପଣଙ୍କ ଅବଦାନ ଚିର ସ୍ମରଣୀୟ ❤ ଆଉ ଜଣେ ସଚ୍ଚୋଟ ରାଜନିତୀ କରିଥିବା ଅଫିସର ❤
କଥା ଦେଇ କଥା ରଖୀବା ହେଉଛି ଗୋଟିଏ ଦାଇତ୍ବ
God bless you sir
ଆପଣ ପ୍ରମାଣ କରିଦେଲେ ଆପଣ ଜଣେ ଆଦର୍ଶ ମଣିଷ 🙌💖
Yes ❤
Ohh
Pandian sir ଓଡ଼ିଶାରେ ଆପଣଙ୍କ ଆବଶ୍ୟକତା ଅଛି।ଧନ୍ୟବାଦ ଜୟ ଜଗନ୍ନାଥ 🙏
ସେ ସନ୍ନ୍ୟାସ କଥା ଆମେ ଜାଣିନୁ ଆର election re ପୁଣି BJD ଜିତିବ ପୁଣି ଆପଣ ଆମ ସେବା ରେ ରହିବେ ।। ଜୟ ନବୀନ ଜୟ ଓଡ଼ିଶା ଜୟ ବିଜେଡି 💚💚💚💚💚 ଜୟ ପାଣ୍ଡିଆନ୍
WHT u write bro....
ମୁଁ ଯେତିକି ଜାଣିଛି ଆପଣ ଜଣେ Great Leader l ଆପଣ ଦିନରାତି ଏକ କରିକି ଏତେ କାମ କଲେ ଦେଖିବା ଏମିତି କାମ କିଏ କରୁଛି . ସବୁଠୁ ବଡ କଥା ହେଲା କଥା ଦେଇକି କଥା ରଖିଛନ୍ତି । Great Great
Odisha loka bujhi parileni
To Maa ku Dina raati Kala kii 😂
@@neerajnd5789 kahaku kahucha
ସବୁ ପରେ ବି ଓଡ଼ିଶାର School, College, Bus Stand, Stadium, Hospital ଠୁ ଆରମ୍ଭକରି ଅନେକ ମନ୍ଦିର ଓ ଗ୍ରାମ ପଞ୍ଚାୟତ transformation ର ମୁଖ୍ୟ ନାୟକ ହେଇ ମନେରହିବେ l
Seithipain school re teacher nahanti
Au kie achanti tahale 😂@@ratikantapaikaray9063
Good administration by VK pandian
Right....he is a great leader and great person...he always thinks for us..still we misunderstood him....
Teacher avab pain vk pandian jaiki padheiba Kire maghya
ପଞ୍ଚ ତୁଣ୍ଡ ରେ ଛେଳି କୁକୁର ପରି ମିଛୁଆ BJP ମିଥ୍ୟା ପ୍ରଚାର କରି ଜିତିଗଲା ନବୀନ ପଟ୍ଟନାୟକ ଓ v k ପାଣ୍ଡିଆ ବହୁତ ଭଲ ଲୋକ ଓ ବହୁତ୍ ଭଲ କାମ କରିଛନ୍ତି ଓଡ଼ିଶା ପାଇଁ। ଜୟ BJD
Hnnn
Hnnnn Para.
Jiteidelani Ahuri lajanahin kichhi bujhuna auu
Bandana balo katatkaila
@@sampurnamahapatra2790
ତୁ ଦାଦନ ଖଟାଳି ହେଉଥିବୁ ସେ ପାଇ ଜାଣି ପାରୁନି
ଯିଏ ଚୋର ସିଏ ଲୁଚି ରହେ, କିନ୍ତୁ ପାନ୍ଡିୟାନ୍ ଜଣେ ଆଦର୍ଶ ମଣିଷ। ତାଙ୍କ ଠାରୁ ଶିକ୍ଷା କରିବା ନିହାତି ଆବଶ୍ୟକ ପରିସ୍ଥିତି କୁ କିପରି ସାମ୍ନା କରାଯାଏ ସାର୍। ଜୟ୍ ଜଗନ୍ନାଥ।
Odisha loka bujhi parileni
ଜୟ ଜଗନ୍ନାଥ କହୁଛୁ ପାଣ୍ଡୁ ସେଇ ଜଗନ୍ନାଥ କୁ ଗାଣ୍ଡି ମାରିକି ଗଲା ଜାଣି ପାରୁନୁ... ବୋକା ଗିହା
@@kumarsusilvlog8346ebe bjp jou dose daba lokanku e mane bujhibe ta pare
Han sethi pain ta pare luchi ki ratire delhi palegala 🤣
@@DPB12345 harile aponn khusire nachonti na kebe harinahanti life re .
ନବୀନ ସାର୍ ସହିତ ଆପଣାକୁ ଓଡ଼ିଶା ବାସୀ ମନେ ରଖିଵେ
Nischaya
Right
Misiki jou durniti karichhanti odisha basi kebe bhulibeni
😂😂😂😂😂😂😂😂😂@@mamachandan...............881
You are a great sir
Pandian Sir ଆପଣ ଓଡ଼ିଶା ପାଇଁ ବହୁତ କାମ କରିଛନ୍ତି ଏହା ସାରା ଓଡ଼ିଶା ଓ ସାରା ଭାରତ ଜାଣିଛି। ମିଛ ରାଜନୀତି ପାଇଁ ଜଣେ ନିଷ୍ଟା ପର ଭଳ ମଣିଷ କୁ ହରାଇଲା ଓଡ଼ିଶା ବାସୀ 🙏
ଆଜିର ଯୁଗରେ ପିଅନ ଚାକିରୀ ଟେ ଛାଡିବା ବହୁତ କଷ୍ଟ l ଆଉ ସେ IAS ଚାକିରୀ ଛାଡିଦେଲେ, କିଛି ଛୋଟ କଥା ନୁହେଁ l ଓଡ଼ିଶାବାସୀ ସୁନା ପାଇବକୁ ଯାଇକି ହୀରା କୁ ହରେଇଦେଲେ l ନବୀନ ଗଲେ, ପାଣ୍ଡିଆନ ବି ଗଲେ l
IAS service re Rahi bi Odisha ku bhala seva deiparithante
I think tanku front re ate jaldi asibra nathila dheere dheere asithile bhla heithanta aachanak loka thodi accept kribe
@@confusedatma1065 yes... Ama odia loka b bhakua... Khali pandian ku gali kale.. Pandian upare ragiki emiti vote dele je, Naveen patnayak v harigale, ebe jete realize karile kn heba, aau kn Naveen babu asibe ki ki agaku kebe asibe taha b kahi hebani 😒
ଓଡ଼ିଶା ପାଇଁ ବିକାଶ ସବୁକୁ ପିତା ଲାଗିଲା, Always huge respect n support u Paindian Sir ,the great IAS n 5T OFFICER for ଓଡ଼ିଶା
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଭଲ ରେ ରଖିବେ... ଆପଣ ଓଡ଼ିଶା ପାଇଁ ଯାହା କରିଛନ୍ତି ସବୁ ଦିନ ପାଇଁ ମନେ ରହିବେ...
କଥା ରଖିଲେ ଦୁଇ ମୁହା ନୀତି ନାହିଁ। ଓଡିଶା ର ଡେଭଲପମେଣ୍ଟ ବହୁତ ହାତ ଅଛି। ତମେ କୋଟି ଟଙ୍କା ଖାଇଲେ ଅଲଗା କଥା କିନ୍ତୁ ଡେଭଲପମେଣ୍ଟ ହେଇଛି
ବହୁତ ଭଲ କଲେ।ଆପଣ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ କୁ ସାକାର କରିବା ପାଇ ନିଜର କ୍ୟାରିୟର କୁ ଜଳାଞଳି ଦେଇ ଓଡିଶାର ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ, ଆଇନ ଶୃଙ୍ଖଳା,ବିଏସକେ କାଡ, ଲକ୍ଷ୍ମୀବସ, ଓଡିଶାରୁ ସମ୍ପୂର୍ଣ୍ଣ ରୂପେ ମାଓଦମନ, ମନ୍ଦିର ର ସୌନ୍ଦର୍ଯ୍ୟକରଣ, କାଳିଆ, ଗରିବ ଛାତ୍ର ଛାତ୍ରୀଙ୍କ ଙ୍କୁ ନବୀନ ଓ ଛାତ୍ର ବୃତ୍ତି, ଅନେକ ଜନକଲ୍ୟାଣ ଯୋଗାଇ ଦେଉଥିଲେ।ଗରିବ ପରିବାରର ରୁ ଆପଣ ଆସୁଥିବାରୁ ଗରିବ ଦୁଃଖ ବୁଝିପାରୂଥିଲେ। ଆପଣ ଙ୍କ ର ଗୋଟିଏ ଭୂଲ ବରିଷ୍ଠ ନେତାମାନଙ୍କୁ ଅଣଦେଖା।
ଭି କେ ପାଣ୍ଡିଆନ ସାର୍ ଓଡିଶା ବାସୀ ଆପଣକୁ ବୁଝିପାରିଲେ ନାହିଁ ଓଡ଼ିଶା ବିକାଶ ରେ ଆପଣଙ୍କ ର ଯେଉଁ ଅବଦାନ ରହିଛି ତାହା ସଦା ସର୍ବଦା ମନେରହିବ। ଆପଣକୁ ମୋର ହୃଦୟରୁ ପ୍ରଣାମ
ହାରଜିତି ଅଲଗା କଥା କିନ୍ତୁ ଲୋକ ଟା ଯେତିକି ପରିଶ୍ରମ କରି ଥିଲେ ତାହା ଏମ ଏଲ ଏ ର କୁଜି ନେତା ମାନେ ରଖି ପାରିଲେନି। କିନ୍ତୁ ଓଡିଶା ରେ ଗରିଵ ବହୁତମାତ୍ରରା ରେ କମିଛି ମୁ ଅନଗୁଳ ହସ୍ପିଟାଲ 8ବର୍ଷ ତଳେ ଦେଖିଥିଲି ଆଜି ସେଇ ମେଡିକାଲ 6ମହଲା ଵିଶିଷ୍ଟ ଵଡ ବଡ କୋଠରୀ ଵହୁତ ଭଲ କାମ ହେଈଛି ପରିଷ୍କାର ପରିଚ୍ଛନ୍ନ ଭଲ ଡାକ୍ତର ପଦବୀ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନିଜେ ନଵିନ ପଟନାୟକ କୁ ଅନୁସରଣ କରନ୍ତି
।
Medical bada hele kan karibu..jhadu mari buna kana ...set hare doctor rahithanti be
@@jyotisahu6437 ଆମ ଜିଲା ରେ ଡାକ୍ତର ଅଛନ୍ତି।
@@jyotisahu6437kou bi doctor village post re rhibaku Raji nuha govt kn kriba
ଯିଏ ଏଠି କାମ କରିବା ସିଏ ହିଁ ବଳି ପଡିବ । ମିଛୁଆ ମାନଙ୍କର ଜୟ ହେଇଚି । ଘୋର କଳି କାଳ ଆସିଗଲା 😢
ସତ କଥା
ପାଣ୍ଡିଆନ କହିଥିବା କଥା ରଖିଲେ ରାଜନୀତି ରୁ ସନ୍ୟାସ ନେଲେ. ବାକି ପ୍ରଧାନମନ୍ତ୍ରୀ କହିଥିଲେ 10 ତାରିଖ ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ନେବେ.. କାଇଁ? କିଏ ମୁଖ୍ୟମନ୍ତ୍ରୀ? ଯଦି କଥା କହି କଥା ରଖିବା ପାଇଁ ସେତକି ଦମ ନାଇଁ ତେବେ ରାଜନୀତି କୁ ଆସ ନାହିଁ.
You are right sir, Odisha basi nije emiti kale and doso dele panidian sir nku....kete kale se but loko tanku hin bujhiparileni.....he is a great person❤❤
Kie be tu
Pandian sir is great lokamane bujhileni
@@sampurnamahapatra2790tu kie be
Odisha ra CM ebe jane rubber stamp hei rahibe. Maybe this change Odisha people were looking for. Kete jana Odisha ku control karibe se upar wala ku hi janaa. Looti nebe Odisha ku for sure. 25 yrs ra bhoko achhi peto re.
ଓଡ଼ିଶା ର ବିନାଶ ଆରମ୍ଭ ।। Ex - କ୍ଷୀର ଉତୁରିଲେ ଚୁଲି କୁ ସେମିତି ବିକାଶ ବେଶି ହେଲେ ବିନାଶ ଆଡ଼କୁ ଗତି କରେ ।। ପ୍ରକୃତି ର ନିୟମ ❤❤❤
I miss you Pandian
ବହୁତ ଦୁଃଖ ଲାଗୁଚି. ଆମେ ମାନେ ସବୁ ଅନ୍ଧ. କିଛି ନବୁଝି କାହା ନା ରେ ବି କିଛି ବି କହୁଛେ, ଏବେ ପୁଣି ପାଣ୍ଡିଆନ ଯେତେବେଳେ ରାଜନୀତି ରୁ ପଳେଇଲେ ତାଙ୍କୁ ଭଲ ବୋଲି କହୁଛନ୍ତି. ପାଣ୍ଡିଆନ sir ବହୁତ କିଛି କରିଛନ୍ତି. ହେଲେ ଆମ ଓଡ଼ିଆ ଲୋକ ବହୁତ ଗାଳି କରିଛନ୍ତି. ଦୁଃଖ ଲାଗୁଚି 😢😢
ଏବେ ବିଜେଡି ଚୂର୍ମାର୍ ହୋଇଯିବ । ଆଗକୁ ଦଳକୁ ସଂଗଠିତ କରି ପାରିବା ଭଳି ଲୋକ ନାହାନ୍ତି । VK Pandian, BJD ମସ୍ତିଷ୍କ ଭଳି କାମ କରୁଥିଲେ ।
Hele kie bhujile ki sei jaha pain kama karithile semane hin to blame kale ete kahara bhala karibani bhai
Ebr BJD aau rahibani...ete kama kala pare b Odisha dhoka dela and bleme aapanku gala...
ଯାହାବି ହେଉ ଓଡ଼ିଆ ଶା କୁ ଭଲ ରାସ୍ତା ଦେଖେଇ ଛନ୍ତି ସାର୍ ଆପଣ ସେଥି ପାଇଁ ଜିଏ ବି ଆପଣ କୁ ଭଲ ପାଉଥିଲେ ସେମାନେ ଭୁଲି ପାରି ବେ ନାହିଁ ❤❤❤
ଓଡ଼ିଶା ବାସୀ ସୁନା ଖୋଜିବାକୁ ଯାଇ ହିରା କୁ ହଜାଇ ଦେଇଛନ୍ତି
I am aggri with you
Hn tanka sangare paleija Tamilnadu Tamaku koila baneidebe.(Black diamond)
Kana chodichhi bjd cora ku aani pureile
@@runupradhan2486
Talented ଲୋକ ଙ୍କ ସହ ଯିବା କଥା
ତୁମ ଭଳି ମୂର୍ଖ ଙ୍କ ସହ କଣ କଥା
ମାଗଣା ଚାଉଳ ପାଇ ଶୋଇବ
😂😂😂
V k Pandian is a great person.,...
ଓଡ଼ିଆ ଙ୍କ କଙ୍କଡା ଗୁଣ ଯିବନି, ଯିଏ କରିବା ତାକୁ ହିଁ ସୋଡ଼ିବେ। ଗୋଟେ educated ଲୋକ ଓଡ଼ିଶା CM ଙ୍କ ସହ ମିଶିକି ଏତିକି develop କରେଇଲା ସିଏ ଓଡ଼ିଆ ହୁ ଯିଏ ହୁ....ଆମ ଲୋକ ତାଙ୍କୁ ସୋଡିବା ହିଁ ଥୟ 👍। Thank you Sir 🙏 we never get a leader like you🥹
Right bro❤😢
କଥା ଦେଇ କଥା କରିଛନ୍ତି love you sir
Pandian sir ,ଆପଣ ଭୋଉତ ଭଲ ଆପଣ ଓଡ଼ିଶା ଛାଡି ଯାନ୍ତୁନି ,
Pandian sir apana odisha chadi jantuni apana bohuta bholo laka
Tumo ghore rakhi dio
@@sushreekhatua7214tame kn pandian j reply karucha 😂
Hmm vala loka boli sabu contrct tamil nauchhanti, vai odia hoi kemti kahuchhanti apana, tike ta vitaraku dekhantu, paradip, jharsuguda, sabu ade chennai ra contractor, vai bahut kasta hauchhi semankara atyacharrr, auu sabu ra head ei Pandian vairav
Se odisha chhadiki jantu, atleast seithi Shanti re rahibe. Aeithi BJD wala bi rakheidebeni ki BJP wala.
@@sushreekhatua7214
ଆମେ ତ ରଖିବା , ତୁମେ ଦାଦନ ବାଲା ରଖି ପାରିବନି , ମୂର୍ଖ
Miss you pandian sir
Thanks Pandian sir for your great dedication towards developing new Odisha.❤ Don’t be disheartened . God always takes exam of good people. So have patience. You will definitely get the success you deserve with help of Lords blessings. Jai Shree Jagannath 🙏
Sr apan kharap nuhanti bhagban apanko family ku Khushi re rakhantu❤
Miss you sir apan Jane bhala Manish
Muhaku dekha chi chi chi
Tama munha thu bahut vala
Ebe kichi lava nai, mane pakeiki
ପାଣ୍ଡିଆନ୍ ଜୀ ଆପଣରାଜନିତିରୁ ସନ୍ୟାସ ନିଅନ୍ତୁ ମୋର କଛି କହିବାର ନାହିଁ କିନ୍ତୁ ଆପଣ ସେଇ ଆଇ.ଏ.ଏସ୍ ହୋଇ ଓଡିଶାକୁ ଆପଣ ପୁଣିଥରେ ବିଶ୍ୱ ଦରବାରରେ ନଂ-1ରେ ରଖନ୍ତୁ ଏତିକି ମୋର ପ୍ରାର୍ଥନା 🙏🙏କାହିଁକି ନା ଏଲୋକମାନେ ଜାଣନ୍ତିଯେ ମନ୍ତ୍ରୀ ମାନେ ଦେଶ ପାଇଁ କି ରାଜ୍ୟ ପାଇଁ କାମ କରନ୍ତି ବୋଲି କିନ୍ତୁ ଅସଲରେ ପରଦା ପଛରେ ଆପଣ IAS.ମାନେରହିଦେଶହିତରେ ଓ ରାଜ୍ୟ ହିତରେ ମନ୍ତ୍ରୀ ମାନେ ଆପଣଙ୍କ ଠାରୁ ପରାମର୍ଶ ନେଇ ରାଜ୍ୟ ବା ଦେଶ ଚଲାନ୍ତି ।
ଯେତେ ବଡ ମନ୍ତ୍ରୀ ହେଉ ଦେଶର ବା ରାଜ୍ୟର ତା ତଳ ମନ୍ତ୍ରୀ ଙ୍କୁ ପଛେ ଛାଡିଦେଇପାରେ କିନ୍ତୁ ଗୋଟେ IAS ବିନା ଦେଶ ବା ରାଜ୍ୟ ଚଳେଇପାରିବନାହିଁ, ରାଫେଲ୍ ଫାଇଟର୍ ଜେଟ୍ ହେଉ ବା ଯୁଦ୍ଧ୍ୟ ବା ସ୍କୁଲହେଉ ବା ସଡକ ତିଆରି ବା ବାତ୍ୟା ବନ୍ୟାରେ ଉଧାର ବା ଅର୍ଥ ନିତି ହେଉ ବା ଚାକିରିଆ ମାନଙ୍କର ଦରମା ହେଉ ମୂଲ ଲାଗୁଥିବା ମଜୂରିଆ ବି କେତେ ଟଙ୍କା ପାଇବ ଆହୁରି କେତେକଣ ଅଛି ସବୁ ଆପଣ ମାନଙ୍କୁ ମନ୍ତ୍ରୀ ମାନେହିଁ ଆପଣଙ୍କୁ ଧରି ସବୁ ନିୟମ କନୁନ୍ ହିଁ କରନ୍ତି,ଏଇଟା ମୋର ଗ୍ୟାରେଣ୍ଟି, ଆପଣଙ୍କୁ ମୋର ଅନୁରୋଧ ଆପଣ ହେଉଛନ୍ତି ଆଧୁନିକ ଓଡିଶାର ବିଶ୍ୱକର୍ମା ଆପଣ ଏଇ ଓଡିଶା ଛାଡି ଅନ୍ୟ ରାଜ୍ୟକୁ ଯାଆନ୍ତୁ ନାହିଁ ସେଇ ପରଦା ପଛରେ ରହି ଓଡିଶାର ଜିଏବି ମୂଖ୍ୟ ମନ୍ତ୍ରୀ ହୁଅନ୍ତୁ ତାଙ୍କୁ ଆଧୁନିକ ଓଡିଶାକୁ ଆହୁରି ଆଗକୁ ନିଅନ୍ତୁ 🙏🙏🙏🙏🙏 ଜୟଶ୍ରୀ ଜଗନ୍ନାଥ 🙏🙏🙏🙏
sabu vautika ,sabu maya,ebe khod nija pai karantu,chari anguli peta,saga pakhal khaile bi purijiba,adhyatmika ade gati karantu bhagaban sahay hebe
jay Jagannath
ଭଗବାନ ଦୁଃଖ ପରେ ସୁଖରଖୀଥାଆତି🎉🎉🎉
Miss you Mr Pandian Sir Odisha always remember your contribution
Mr. V.K. Pandian, a dedicated hard worker, transformed Odisha through his efforts in infrastructure, healthcare, education, and disaster management. He boosted economic development and promoted social welfare. His impact on the state's progress ensures he will be fondly remembered by all Odias who knew him closely.
ଆରେ ଏବେ ତ ବିଶ୍ୱାସ କର, କି BJD ଯାହା କରେ ତାହା କରେ..ଏବଂ କମ୍ କହି ଅଧିକ କାର୍ଯ୍ୟ କରିବା,ଏକ ମହାନ ନାୟକ ର କର୍ତ୍ତବ୍ୟ !💯💯😎🤗 BJP ଭଳି 100 କଥା କହି...ଠକି ଦେବା ଭଳି କାପୁରୁଷ ଲକ୍ଷଣ ତ କମ୍ ସେ କମ୍ ଆମ ନବୀନ ସରକାର ରେ ପାଖରେ ନଥିଲା..କି ରହିବନି ମଧ୍ୟ..!👍🥲💔
Best of luck, vk pandian God bless🙏 you
Best IAS offesir
We always love you sir and respect you 😊😊
ଓଡ଼ିଆ ଲୋକ ସବୁଠାରୁ ବୋକା, ୧୦ ବର୍ଷ ହେଲା ଯିଏ ଗୁଜରାଟ କୁ କିଛି କରିପାରିଲେନି, ଆଉ ୧୦ହଜାର ମିଥ୍ଯା କଥା କହି ପାରେ ସେ ହେଉଛି ମୁଦୀ। ୨୪ ବର୍ଷ ରେ ଯାହା ନ ହେଇନଥିଲା ତାହା ପାଣ୍ଡିନ୍ଆ କରିଥିଲେ। ବର୍ଷ କୁ ବର୍ଷ ବାତ୍ଯା ଆସୁଥିଲା କିନ୍ତୁ ନବିନ ବାବୁ ସମ୍ଭାଳିଥିଲେ। ଏଠି ପରା ସବୁ ମୁର୍ଖ ସାରଧୀ ଭଳି ଲୋକ ବି ଭଗବାନ ହେଇଯାନ୍ତି
Sir gote bahut bhala manisa
You are our inspiration Sir
Either NDA or INDIA ଗଠବନ୍ଧନ ରେ ମିଶିବାର ଥିଲା,
ଏହା ହିଁ great mistake, 2024 election ରେ,
Seat share ହେଇଥାନ୍ତା, easily win କରିଥାନ୍ତେ,
Andhra ରେ ମଧ୍ୟ exact ସେୟା ହେଲା,
But Naveen Sir ଓ Pandian Sir ଙ୍କ hard working, dedication କୁ Salute always,
You are our inspiration Sir🙏🙏🙏🙏🙏
Ame janichu sir apna ama Odisha basi pain bahut kichi karichnti
ହାର ଜିତ ଲାଗିରହିଛି..... ଜୟ ଜଗନ୍ନାଥ 🙏🙏🙏... ପ୍ରଥମ ଭୁଲ ଯିଏ ହାରିଛି ଯୋଉ ଜିଲ୍ଲାରୁ....
You are a great leader ,so do not quit politics
You great sr❤
Man of words and integrity..hat's off
Man with words not like BJP politicians or pm Modi ..
Thank sir for your support and help for people of odisha🙏🙏🙏
V.K Pandian ❣️💚❣️
people of odisha realize then when cyclone, flood will came.
will miss your talent nd action.
ଧନ୍ଯବାଦ ସାର୍ କହିଥିବା କଥା ରଖିଲେ🎉 ଆଉ କିଛି ଲୋକଙ୍କ ମୁହଁରୁ ଶୁଣିବାକୁ ପଡିବନି ପାଣ୍ତୁ ଚୋର ଓଡ଼ିଶା କୁ ଲୁଟି ନେବାକୁ ବସିଛି । ସବଠୁ ବଡ଼ କଥା ଆପଣ ଏପରି ପରିସ୍ଥିତିରେ ବି ଏତେ ସୁନ୍ଦର କଥା ଗୁଡ଼ିକ କହିଲେ। ଏଥର ଦେଖିବା BJP ବାହାର ଲୋକଙ୍କୁ ଓଡ଼ିଶା ରେ ପ୍ରଶ୍ରୟ ଦେଉଛି କି?🤔
Because vk Pandyan Educated bro but some politician nonsense
U r great.......🙏
I love you sr forever
Pandian sir,you are great man.❤ Jaya jagannath .
Best IAS offesitr
Sir you are great....you will always be remembered ❤❤❤❤❤❤
We love you Sir..
Greta pandian❤❤❤
Sir humble request don't leave odisha 😢
Your contribution to Odisha will be remembered always.....
ଓଡ଼ିଆରେ ଗୋଟେ କଥା ଅଛି । ତିନି ତୁଣ୍ଡରେ ଛେଳି ହଉଛି କୁକୁର।।
Like the similiar thing happened to you here in Odisha. You were an honest officer. You tried your best to help the people of Odisha.People of Odisha didn't understand this..
Little bit corruption is there in every govt.Your presence being a Tamilian in BJD deeply criticized by BJP to win the election and today's state of Odisha came..
I am a central govt employee. Not staying in Odisha right now. But as far as my knowledge is concerned this is the truth....
All the best sir.....
Perfect 👍🏻
So true.
Yes...right....we as a odia love him ...he is a blessing for Odisha
@@lakshmipriya1826 yes dear but unfortunately we lost him 😥
Ame odia mane besi sentimental. Ame jati gotra ku besi dekhu,jadi odia neta tie odisha ku lutila ama paine seta normal..kahinki na se odia..Pandian kete luti chanti mu janini kintu se jetiki odisha paine karichnti bodhe kou odia neta kari nathiba history re..kichi din hela social media re naveen ku loka jhuruchnti,kanduchnti..actually jete b odisha re yojana heichi sabu pandian nka instructions re..pandian bina naveen kichi b nathila..se ta 25 years re odia sikhi parileni but panidian odia kahuthile aau odisha ku valo pauthile..Britain ra prime Minister hele Indian..developed country ra loka mane esabu jati gotra dekhntini..personalitly dekhnti....i really i miss u pandian sir.best of luck for your future life....Jay jagganath 🙏
ବାପା ଲେ ଗାଣ୍ଡିଆଁ କେତେ ଉନ୍ନତି କରି ଦେଇଛି ଛୋଡ଼ି ଦେଇଛି
@@panda31571Tuma gaan school ku dekhe janiparibu pandu kana karichi
Great person v k pandian Sir
ଧର୍ମର ହେଇଛି ଜୟ ଗର୍ବ ଭାଙ୍ଗିଛି ଜୟ ଜଗନ୍ନାଥ
Aku dalaru bahara Kari phopaidi daba uchit thila
To bhalia Andhabhakta dekhe agaku kan hauchi
Pandian sir ଯାହା କହିଥିଲେ କଥା ରଖିଲେ bjp ଯାହା କହିଛି କଥା ରଖିବ ତ?
Hm rakha haba dekhiba raha
Nahi kebe rakhini India re 10 Barsha government Rahi Abe bi seays heba first kichi tk start Kari chadideba sabu
2 koti chakiri deba,15 lakh tanka deba ,gas cylinder rate kamei deba,Argus channel ku international news channel Kariba
Bjp heuchi thakua dala jumla party... Tankara neta sabu bhasan maranti.. Katha besi kama kam... Odisha ra innocent lokanka pain Naveen hi thik thila, but Odia loka janiparileni, bahut jaldi realise karibe😔
ପାଣ୍ଡିଆନ ଖରାପ ଭାବୁଥିବା ଲୋକ ଗୂଡ଼ କମେଣ୍ଟସ କରନି ବୋଧ ହୁଏ ଆମେ ବିଜେଡି ହାରିବା pachare toutar କୁଜି ନେତା ଙ୍କ ହାତ ଅଛି ଆଉ ଯୋଉ ମାନେ ଦଳ ରୁ ତଡା ଖାଇଛନ୍ତି ସେମାନେ ପାଣ୍ଡିଆନ ଙ୍କୁ ଖରାପ କରିଛନ୍ତି ଓଡିଶା ବା ସି ଙ୍କ ନଜର ରେ.ପାଣ୍ଡିଆନ ଜଣେ ଭଲ ମଣିଷ ନିହାତି ମୁ ଆଗରୁ କହିଛି ଆଉ କହୁଥିବି.
Pandya sir You are the best
Sir nabin sir ka sahita ଆପଣଙ୍କ ନାମ ସବୁଦିନେ ଓଡ଼ିଶା ବାସୀଙ୍କ heart re rahibe🎉🎉
ଭି. କେ ପାଣ୍ଡିଆନ ଓଡ଼ିଶାରେ ସବୁଠାରୁ ସଛୋଟ ଲୋକ ଓ କର୍ମ ବୀର ଥିଲେ |ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ |ଜୟ ଭି. କେ ପାଣ୍ଡିଆନ ସାର.
V. K. Pandiyan is the greatest
ଆପଣଙ୍କ ଓଡ଼ିଶା ପ୍ରତି ଭଲ ପାଇବା ଓଡ଼ିଶାବାସୀ sure ଦିନେ ଜାଣିପାରିବେ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ blessing କରନ୍ତୁ sir🎉
V.K Pandian is great
Vk sir apana odisha chhhadi jaantu nhi,please sir😢😊odisha basi nku Kshama Kari diontu....
Great men vk pandian
ସବୁ ପାଣ୍ଡିଆଁନ ପାଇଁ ଅମିତ୍ସା ଶହ ଗୁପ୍ତ ସମ୍ପର୍କ ରଖି BJD ପିଠିରେ ଛୁରୀ ଭୂଷିଲେ । ଆମ ନବୀନବାବୁ ଙ୍କ ଦେହରେ ଦାଗ ଲଗେଇଲେ 😭😭😭 Jay Jagannath 🚩
ଜୟ ଜଗନ୍ନାଥ ଜୟ ନବୀନ,୫ଟିକୁ କେବେ ଓଡ଼ିଶାର ଲୋକେ ଭୁଲିପାରିବେନି❤
PLZ sir don't leave politics 😢😢😢😢our odisha need you seriously without you development never happen Plz come back sir 🙏🙏🙏🙏🙏🙏🙏u r king 👑
I love and appreciate your contribution to Odisha . People will repent what mistake they hava done . Best of luck sir, it is destini what lord Jaganath want .
ଓଡିଶା ପାଇଁ ଆପଣଙ୍କ ଅବଦାନ କେବେ ଭୁଲି ପାରିବୁ ନାହିଁ!"❤❤❤😞
U r great person sir,🙏
One of the best Officer
Jo bi develop hua tha odisha mai unka hi hath tha..
I miss you sir
VK Pandian ଙ୍କ ର ରାଜନୀତି policy ଦଳ ର ନେତା ମାନଙ୍କୁ ପଛରେ ପକାଇ - ସୀମା ଅତିକ୍ରମ କରିଥିବା ଯୋଗୁ ଏବଂ ରାଜ୍ୟ ବାସୀ ଙ୍କୁ ମୂର୍ଖ ସହିତ ତୁଳନା କରି ଚାଲିଥିବା ଯୋଗୁ - ରାଜ୍ୟବାସୀ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି । ଓଡ଼ିଶା ର ଇତିହାସ ଏବଂ ସଂସ୍କୃତି ଅତି ଉନ୍ନତ । ଏଠାରେ ବହୁତ ଉଚ୍ଚ କୋଟି ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଅଛନ୍ତି । ତାଙ୍କୁ ନିମ୍ନ ଦୃଷ୍ଟିରେ ଦେଖିବା ଉଚିତ୍ ନୁହେଁ ।
Great person ❤❤❤
Jaha kahithile kariki dekheile Big Salute to You 🫡
ଯାହା କହିଥିଲେ କରିଲେ କୀନ୍ତୁ BJP ra ବଡ ବଡ ନେତା ମାନେ ଯାହା କହି ଥିଲେ କଲେକି
Nua- o scheme, school and college infrastructure, appointment in school and college during last five years possible due to V.K.pandian sir
He has kept his word, noble man no doubt.
Miss you sir
Pandian sir great
Padian ପାଇଁ ଦଳ ଉପରେ ପ୍ରଭାବ ପଡିନି ଜନତା ତ ଭୋଟ ଦେଇନାହାନ୍ତି ଏଥିରେ padian କଣ କରିବେ
It's very unfortunate, really proud of you Pandian sir, you have done tremendous work
Apana sanyasi neba badal re desa re PM hoithile desa bahuta improve
Hoithanta... Sir miss you
I know how could struggle for odisha
I am proud of you. Thanks
V k Pandian ଜଣେ ସଚ୍ଚୋଟ ଅଫିସର।💅💅💅💅💅💅🌹🌹🌹🌹🌹
VKP a talented IAS .
Pandian sir jane good person ❤miss you sir 😢
Thanks and Congratulation for your decision ,BJD ରେ ବହୁତ୍ ବଡ ବଡ ତୁଙ୍ଗ ନେତା ଅଛନ୍ତି ସମ୍ଭାଳି ନେବେ ,You do your work peacefully and gratefully ,thank you.
Mu hruday sahita salute karuchhi... U r great. God bless you.
Rajaniti na kale madhya apana anyanya bhala kama kari sunama arjana karantu...🙏
Pandian ଦେଇଥିବା କଥା ରଖିଲେ ସନ୍ନ୍ୟାସ ନେଇ। କିନ୍ତୁ ମୋଦି ଦେଇଥିବା କଥା ଏବେ ରଖନ୍ତୁ। ଓଡ଼ିଶା ଏବେ ୨୦ ଟା ଲୋକସଭା ସିଟ୍ BJP କୁ ଦେଇଛି। ବର୍ତମାନ ମୋଦି ଓଡ଼ିଶା କୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଘୋଷଣା କରନ୍ତୁ ଏବଂ ଅତିକମରେ ଓଡ଼ିଶା ରୁ ୪ ଟା କେନ୍ଦ୍ର ମନ୍ତ୍ରୀ ଯିବା ଦରକାର। ନହେଲେ ଯୋଉ ଓଡ଼ିଆ ଅସ୍ମିତା କହିକି ସବୁ ଭୋଟ ନେଇଛନ୍ତି..... ଏ ହେ କି ଲଜ୍ଜ୍ୟା ଟାଇପ କଥା ଟା ହୋଇଯିବ ଆଉ ଲେଖା ଛିଡିବନି ହେ।