Ambai Mane Irpi Tani ll New Kui Music Video ll Kandhamal Kui Dance Song ll NB Saheb Production ll
Вставка
- Опубліковано 18 бер 2024
- Ambai Mane Irpi Tani ll Kandhamal Kui New Music Song ll ଏମ୍ବାଇ ମାନେ ଇର୍ପିତାନି||mininga budali ||New kui song 2024||
🔹🔹🔹🔹🔹🔹🔹🔹🔹🔹🔹🔹🔹🔹🔹🔹🔹🔹🔹🔹🔹🔹
Song's Credit ⏩🔽🎵
👉 Lyrics Music & Director - BIJENDRA PRADHAN ( Saheb ) Midabali
👉 Producer - NARESH NAYAK
👉 Singer - KAMADEV NAYAK & RAJLAXMI PRADHAN
👉 Audio Recording - GHUMARA STUDIO ( Madanpur କଳାହାଣ୍ଡି )
VIDEO CREDIT 🎥
➡️ Starting - Sunil & Mama
➡️ Dance Master - Anil Kumar Pradhan
➡️ Music Director - Bijendra Pradhan ( Saheb)
➡️ Producer - Naresh Nayak
➡️ D O P & Edit - Rudra Photography ( Tikabali )
➡️ Assistant D O P - Bikash Nayak ( Kanu )
➡️ Dancer Group - NB Saheb Production ( Dance Group ) - Розваги
କୁଇ ଭାଷା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ କରୁଥିବା ରୁ ଭାଇ କୁ ଓ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଉଛୁ।ଭଲ ପାଉ ଥିବା ଭାଇ ଭଉଣୀ ମାନେ like କର
Thank you
L@@Nbsahebproduction-qw8oi
@@Nbsahebproduction-qw8oi😮😮😮😮😮😮😮😮😮😮 😮
@@Nbsahebproduction-qw8oi😮😮
ଆଦିବାସୀ ଙ୍କର ସରଳ ଜୀବନ ଶୈଳୀ ଓ ଚିନ୍ତାଧାରା କୁ ଅତି ସୁନ୍ଦର ଭାବରେ ଗୀତ ମାଧ୍ୟମରେ ବର୍ଣ୍ଣନା କରାଯାଇଛି l
🎊ଅତି ଚମକାର୍ କୁଈ ନାଚ ଆମ କନ୍ଧମାଳ ର ମୁଁ କେବେ ବି ଏମିତି ଭାବିନଥିଲି କୁଇ ଭିଡିଓ ଦେଖିବି ବୋଲି ଦେଖି କି ବହୁତ୍ ଖୁସି ଲାଗିଲା ଏବେ ମୋ ତୋରପରୁ ସମସ୍ତ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି ଆଉ ଏମିତି ଭିଡିଓ ଆହୁରି ମଧ୍ୟ କୁଇ ଗୀତ ମାଧ୍ୟମ ରେ ଭିଡିଓ କରି କି ଆମ କନ୍ଧମାଳ ର ସଂସ୍କୃତି ପରମ୍ପରା ବଜାଇ ରଖ I love kandamal ❤
Kandhamal - କନ୍ଧମାଳ ର ଆଞ୍ଚଳିକ ଭାଷା କୁ ସଙ୍ଗୀତ ମାଧ୍ୟମରେ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିଥିବାରୁ,, ଧନ୍ୟବାଦ୍ ❤❤❤
ଧନ୍ୟବାଦ ଆପଣ କୁ 🙏🙏🙏
ଗୁଲେ ଲୋକୁରି ଜେଡା ଜହାରୀ ❤❤
ନିଗେ ଵେ ମାଦେ ଜେଡା ଜାହାରୀ 🙏🙏🙏
ଭଗବାନ ଆପଣ ମାନଙ୍କୁ ଆଗକୁ ଯିବା ପାଇଁ ମାର୍ଗ ଦେଖାନ୍ତୁ ଗୀତ ଟୀ ବହୁତ ସୁନ୍ଦର ହେଇଛି
ଆଗକୁ ଏମିତି ଆହୁରି ଭଲ ଭଲ କୁଇ ଗୀତ ତିଆରି ଛାଡ଼ନ୍ତୁ । ନଚେତ୍ କନ୍ଧ ଆଦିବାସୀର କୁଇ ଭାଷା ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ଯେଉଁମାନେ ବି ଏଇ ଭିଡ଼ିଓ ତିଆରି କରିଛନ୍ତି, ସେମାନଙ୍କୁ ମୋ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ।❤❤❤❤❤❤❤❤❤❤❤❤
Bahuta bahut dhanyavaad sir, aapana manankara sahayoga rahi thau, 🙏🙏🙏🙏🙏🙏
ଗାମେ ଜେଡାକାତା ମାଈ କୁଇ ଗାଡି ଏଙ୍ଗା ଏନ୍ଦା ତିନି ପ୍ରଚାର ପ୍ରସାର ଗିକିନୀ ବାଗଆ
Very nice funny song bht bhala lagila mate a gita 😂😂😂❤❤❤❤❤❤❤😊😊😊😊😊
ମୋ କନ୍ଧମାଳ ପାଇଁ ଗୋଟେ ଜୋରଦାର like କରନ୍ତୁ
Saiba sir ଆପଣଙ୍କୁ ଧନ୍ୟବାଦ କୁଇ ଗୀତକୁ ବଜାୟ ରଖିଥିବାରୁ 👍
ନେଗୀ ଆଯାନେ ଏନ୍ଦା ଗାଣୀ ❤🎉
ଆଞ୍ଚଳିକ କାମ ଓ ଘଟଣା ନେଇ ରଚିତ କୁଇ ଗାଣି ତଥା ପରିବେଷଣ ଖୁବ୍ ଭଲ ଲାଗିଲା ।
ଧନ୍ୟବାଦ
Satare bhahut bhol gita 🥰🥰🥰🥰🥰...
ଅତି ସୁନ୍ଦର ଗୀତ ।
ଏ ଭାଇ ଆହୁରି new ଭିଡ଼ିଓ ଛାଡ଼ ❤❤❤❤❤❤❤❤❤❤❤❤❤❤❤❤❤❤❤ବହୁତ ସୁନ୍ଦର ହେଇଛି
ଗଲେ ଲକୁରୀ ଜେଡା ଜହାରି 🙏 🥰 ଗଲେ ଲକୁ ଇହିଙ୍ଗି କୁଇ କାତା ତିନି ବଜାୟୀ ଇଟିତାକେ ଆଣ୍ଟ ନେଗି ଆନେ ❤☺️🥰
ମତେଵିଡାକି ପାରିଵ ମୁ ଭଲ ନାଚକରେ ପିଲା ନ ହେଲେ 🎉ଜୟ ଜଗନାଥ
Parichaya diantu nischaya dakibi
Kamadev bhaiku paburia natya kala parisada tarapharu dhanyabad
Bahut sundara
Best, I am proud of you my dear brother and other artists for keeping enlightened our custom and tradition. Heartiest greetings and congratulations to all of you.
Bahuta badia gita
Badia aja mane
ନୋଲୀ ଦରକାର୍ ଆତେକା ମିଡାବାଲି ସାଜୁ, ସାହେବ୍ ଆପୋ ତାରା ନଲି ଯାଦେରୁ ଏଙ୍ଗାଟିକି ତାଙ୍ଗେନେ ଯୋଡ଼େକା ଗୁଲିଙ୍ଗା ଜାଦେରୁ, ଏପାଡ଼େ ଅଲି ତିନି ବୁରୀଙ୍ଗା କୁଲୁ ଇନା ଡେହେଙ୍ଗି ବିଦେରୁ ବୁରିଙ୍ଗା କୁଲୁ ଇଶେକା କାମ ଆଏ ❤❤❤❤
Athyi abhinaya karithiba sabu kui bhaibhauninku mora hrudayaru dhanyabad
Bahut bhal ehichi
Very nice video, କନ୍ଧମାଳ ଜିଲ୍ଲା ର ଆଞ୍ଚଳିକ ଭାଷା କୁ ସଙ୍ଗୀତ ମାଧ୍ୟମରେ ଅତି ସୁନ୍ଦର ଭାବରେ ଲେଖିଥିବାରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା
Nice song and actually really story song of Kandhamal and other Tribal Community, thank you.👌👌👌👌
Bhai mane bhaut Sundar heichi
ଗାମେ ସାଞ୍ଜାନାରି କୁଇ ଗାଆଡି । Very nice 👍
Wow 👌👌👌👌ଭାଇ thank you so much ଆମ କୁଇ ଗୀତ ♥️♥️♥️♥️♥️
Dhanya kui parampara ati sunder❤❤❤❤❤❤
ବହୁତ ବଢିଆ ହେଇଛି 👍❤️❤️❤️
ଧନ୍ୟବାଦ 🙏🙏🙏
Wow awesome 🙌🙌
ଭଗୋବାନ ଆପଣ ମାନଙ୍କୁ ଆଗକୁ ଯିବା ପାଇଁ ମାର୍ଗ ଦେଖନ୍ତୁ ❤❤❤
କୁଈ ଗାଆଣି ନେଗୀ ଅଜାନେ 👌👌👌👌💞💯❤️🔥
ଇମ୍ବାଇ ଇମ୍ବାଇ କୁଇ ଗାଣି ପସନ୍ଦ ❤️🔥❤️🔥❤️🔥
ସୁପର ଅତି ସୁପର ଗୀତ ❤❤❤❤❤❤
Kamadev Bhai tumo voice jhakas
ବହୁତ ବୋଲ ଲାଗିଲା କୁଇଗୀତ ମୁଁ ବି କୁଇଲୋକ
ଆହୁରି ଏମିତି ଗୀତ ଗାଆତୁ ଭାଇ ବହୁତ୍ ଭଲ ଲାଗୁଛି
ବହୁତ ସୁନ୍ଦର ଲାଗିଲା ଗୀତ ❤❤
Carry on bro
Game sanjade kui gadi nana ❤❤❤❤
Ati sundar abhinaya mama jhia
Very nice song brother
ଆମକୁ ଏ ଇ କୁଇ ଗୀତ ବହୁତ୍ ପୋଷ୍ସନ୍ଦ୍ଦ ଆସିଲା ଦମ୍ଦର୍ ସୋଙ୍ଗ
❤❤❤❤❤❤🔥🔥
Bahut bhalo heichi
Kui songs super nice 👍💯💯💯 kandhamal dnc
Very nice video ❤❤❤❤
HD କ୍ୟାମେରା shoot କର mbl ରେ shoot କଲେ picture thik ଆସୁନି
Nice one brother.....
Very nice kui song
So beautiful song and dance❤❤❤❤❤❤
Eamiti hni aga ku madicala bhai sabu jaka ❤❤❤❤❤
Very nice video
Nice song
Nice 👍
I love you ❤Buddali Bahut sanja mane 2 masa ambeki sajamasi bohut Miss gipinate budali 🎉 jahar jahar budali full boball🎉🎉🎉🎉
ଜେଡ଼ା ଗାଟି ଇରାକୁଇ ଗାଡି ବ୍ରିସାଗାଟି ଆବାଇ ଗାମେ ପେନୁ ମେଲା ଗିପାକାଞ୍ଜୁ ଆନାକି ଇସେକା ଇରେ ଗାଡି ଗୁଲେ ଲକୁରି ମନମୁଗ୍ଧ ଗିଆମାନେ ଏଡ଼ିକି ବହୁତ ବହୁତ ଧନ୍ୟବାଦ ପୁଣି ଆଶୀର୍ବାଦ
❤❤ so nice
Nice ସାଙ୍ଗ
🎉🎉 congratulations all team members....❤❤❤❤❤ Specially mo didi nku ....amiti hin develop kara 😊😊
Thank you dear🥰🥰🥰🥰🥰🥰🥰🥰
Exlent dance
Bholo heichii Song & Dance ❤
Love from.... #timatmajhicreation
Bodiya Aja ne de Mayee❤
❤🎉🎉
ବହୁତ ସୁନ୍ଦର ହେଇଛି ଭାଇ ଏମିତି ଆମର ଭାଷା କୁ ଆଗେଇ ନିଆ ଧନ୍ୟବାଦ୍ ଜଣାଉଛୁ
Thank you sir🙏🙏🙏🙏🙏
Kui language the great please preseve so long
Very nice
Nice ❤❤❤❤❤❤❤❤❤
Very nice song and dance
Very nice ❤❤❤❤❤❤
ବଢିଆ ଲାଗୁଛି ସମସ୍ତ ଲୋକ ମାନଙ୍କୁ
Very nice❤❤❤❤❤
Beautiful
Super 😊😊😊😊
Superb...👌👌👌👌
Best wishes mo pua sunil,sana,bada,kiran & my brother yasir & arun beautiful performance mama jhia samastanku mo throug ru dil se love you God bless you always 👉 ❤️
Thank you
Very nice song
I love kui songs ❤❤❤❤❤❤
Nice
Nice💓💓💓💓
ମାମୁଁ ବହୁତ୍ ବଢିଆ ହେଇଛି...❤❤❤❤❤
Nice video ❤🎉
Bahut sundar heichi ❤❤
ଧନ୍ୟବାଦ
ସାଇବ ଧନ୍ୟବାଦ ❤😂
Jay shree Ram kui song product team ku thanks 🙏🙏🙏 Jai shree ram
Kandamal Bhai bauta badia koraputia ru kauchi thank u
Super Suni Bhai .. 💥💥💥
Thank you Bhai
ଆଗକୁ ମାଡ଼ି ଚାଲ❤🎉🎉🎉🎉
Bhai au nua Gita ana besi bhala laguchi Gita ❤
Very nice song & video ❤❤❤
Very nice 👍 kui song
I greatly thanks to you and your team
Verynicesong
Super song and dance ❤
❤❤❤
❤❤❤❤
ଅତି ସୁନ୍ଦର ଭାବରେ ଲେଖିଛନ୍ତି ସଂଗୀତ
I❤ Kandhamal Kui Songs