ଶସ୍ତା ମୂର୍ଖ news channel debate. ପୃଥ୍ୱୀରାଜ ହରିଚନ୍ଦନ ଆଇନ ମନ୍ତ୍ରୀ ଓ ଓକିଲ ମଧ୍ୟ, ନବୀନ ସରକାର ଙ୍କ crime ବ୍ରାଞ୍ଚ enquiry bothra complete କରି court ରେ ଦଖଲ ହୋଇସାରିଛି. Court cognizance ନେଇ trial is in progress. So written petition required to obtain court order for fresh enquiry by some other invesigating agency.
A lot of murder cases have been happened in bjd govt. Why did not bjd find out reason. Why did not deepali seek the reason of her father murder case. The death of a cabinet minister following police murderer is really very insulting affair.
Mla lobha thila sathai pain dipali kichi kela nahi abay nija mla seat gela patira jahir gela seta bela bapa ra katha Mana paduchai laja laguni dipali das ku.
Where is FBA ? Naveen had told lie on the House. He was orchestrating a Drama because Naveen is a good actor and he pretends well. Supriya madam u know ur owner Soumya babu had been targetedby Nabeen few months back due to his anti govt. statement.
ବିଜେଡି ସରକାର ପଥଭ୍ରଷ୍ଟ ସରକାର. ଲେଖିକି ଦେବାରେ ଅସୁବିଧା କେଉଁଠି???
Bina lekhare CBI ku dele asubidha kouthi
ନବଦାସ କିମ୍ବା ନବୀନ ପଟ୍ଟନାୟକ ନତୁବା ବିଜେଡି ଦଳ କେହି ମଧ୍ୟ ଭଲ ନୁହନ୍ତି ।
ଓଡ଼ିଶା ରାଜନୀତିରେ ଖାଲି ବୟାନବାଜି ହୁଏ ଆଉ କିଛି ହୁଏନି
ଦୀପାଳି ଦାସଙ୍କ କଥାରେ ଆଇନ ଚାଲୁ ନାହିଁ
ଆଇନଗତ ଦୃଷ୍ଟିକୋଣରୁ ଦୀପାଳି ଦାସ କିମ୍ବା ତାଙ୍କ ଭାଇ କିମ୍ବା ତାଙ୍କ ସ୍ତ୍ରୀ ସରକାରଙ୍କୁ ଲେଖିକି ଦେଲେ ସରକାର CBI ଯାଞ୍ଚ ପାଇଁ ସୁପାରିଶ କରିବେ । ଦୀପାଳି ଦାସ ରାଜନୀତି କରୁଛନ୍ତି କି ?
କଂଗ୍ରେସ ନେତାଙ୍କ ଉପସ୍ଥିତି ନିହାତି ଆବଶ୍ୟକୀୟ ଥିଲା
BJP great government
BJD ମଘିଆ government
କଥାର କିଛି ଯଥାର୍ଥ ନ ଥାଏ,, ତେଣୁ ଅଫିସ,, କୋର୍ଟ,, କଚେରୀ,,ସ୍କୁଲ,, କଲେଜ,, ଇତ୍ୟାଦି ରେ ପ୍ରମାଣ ସ୍ୱରୂପ ଲିଖିତ ରଖାଯାଏ,,, ବିଜେଡି ଵାଲା ଥୁଣ୍ଟିଆ ଭଳିଆ କଥା ବାର୍ତ୍ତା କରୁଛନ୍ତି,,
ଛି ଛି ଛି ରେ ନନି ଛି ଛି 🎉 ଛି
କନକ ଟିଭି ବହୁତ ବୁଝିବା ବାଲା, ସରକାର ନିଜ ଆଡୁ ସିବିଆଇ ତଦନ୍ତ କରନ୍ତୁ, କାରଣ ସେମାନେ କହିଛନ୍ତି ଏବେ କରିବେ,।
ଭାଲତୁ ଡେବିଟ୍
ଦିପାଳି ଦାସ CBI ତଦନ୍ତ ପାଇଁ ମିଡିଆରେ ପ୍ରକାଶ କଲା ପରେ ନବ ଦାସ ପୁଅ ବିଶାଳ ଓ ଦୀପାଳି ଏବଂ ଗୋପାଳ ଙ୍କ ଜୀବନ ପ୍ରତି ବିପଦ ଆସିପାରେ। ତେଣୁ ବର୍ତ୍ତମାନ ସରକାର ଏଥିପ୍ରତି ସତର୍କ ରହିବା ଉଚିତ୍
ଏବେ ନବ ଦାସ କଥା ଉଠିଲା କାହିଁକି ?
ଦୀପାଳି ଦାସ କହିଲେ ମୋ ବାପାଙ୍କୁ ପୋଲିସ ଅଧିକାରୀଙ୍କୁ ଲଗାଇ ମାରିଦିଆଯାଇଛି , କେଉଁ ସରକାର ସମୟରେ ପୋଲିସ ଦ୍ଵାରା ମାରି ଦିଆଯାଇଛି ? କେଉଁ ପୋଲିସକୁ ଦିପାଳୀ ଦାସ ଡରୁଥିଲେ , ଏବେ କାହିଁକି କହିଲେ , ସେତେବେଳେ ଯଦି ତାଙ୍କ ମାନସିକ ଅବସ୍ଥା ଭଲ ନଥିଲା ଏମ୍ ଏଲ ଏ ପାଇଁ ଲଢିଲେ କିପରି , ଯଦି ତାଙ୍କର ପୋଲିସକୁ ଡରଥିଲା ଏମ୍ ଏଲ ଏ ହେବାପରେ ସରକାରଙ୍କୁ ଏ ପ୍ରଶ୍ନ କଲେ ନାହିଁ କାହିଁକି , ସେତେବେଳେ ଦିପାଳୀଙ୍କ ମାନସିକ ଅବସ୍ଥା ଭଲଥିଲା । କ'ଣ ସରକାରଙ୍କୁ ଡରି ବା ଭୟକରି ? ନାଁ ଏମ୍ ଏଲ ଏ ହୋଇ ୫ ବର୍ଷ ଅର୍ଥ ରୋଜଗାର କରିବାପାଇଁ ?
ବିଜେଡି ଦଳ ଓ ବରିଷ୍ଠ ସାମ୍ବାଦିକ ଆଇନଗତ ଦିଗକୁ ତର୍ଜମା କରିବା ଉଚିତ ।
Double Engine Sarkar Double Dhoka
ସୁବ୍ରତ ମେହେର ଙ୍କ ଲେଖା ସତ କାରଣ କୁଆଡେ ଗଲା ସ୍ମିତା ମେହେର ଅର୍ଚ୍ଚନା ନାଗ ଏସିଏଫ ଏଭଳି ଅନେକ ଚର୍ଚ୍ଚା ର ସବୁ କୁଆଡେ ଗଲା
ପୂର୍ବ ସରକାର କୁ ପଚାର
Bad things get together just to quarrel and get lost.
ନିଜେ ବିଧାୟିକା ରହିଲେ କିନ୍ତୁ ବାପାର ଶତୃ ମାନଙ୍କୁ ସହାୟତା ଦେଲେ। କେସ୍ କଥା ପରିବାରର କଥା ନୁହେଁ ଯେ ଜଣେ କହି ଦେଲେ ହୋଇ ପାରିବ। କୋର୍ଟ ନିଜର ବ୍ଯକ୍ତି ଗତ ବ୍ୟବସ୍ଥା ନୁହେଁ। ସରକାର କିଛି କରି ପାରିବ ନାହିଁ। କେବଳ ସହାୟ ହୋଇ ପାରିବେ।
Right katha
ଗଣମାଧ୍ୟମ ରେ କହିଲେ ମଧ୍ୟ ସରକାର କରି ପାରିବେ । ସରକାର ହେଉଛନ୍ତି ଜନତାଙ୍କ,ଜନତାଙ୍କ ଦ୍ବାରା ଏବଂ ଜନତାଙ୍କ ପାଇଁ । ଯେଉଁ ବ୍ୟକ୍ତି ଲେଖା ଲେଖି କରି ପାରିବ ନାହିଁ, ଠିକ୍ ଯାଗାରେ ପହଞ୍ଚି ପାରିବ ନାହିଁ ସେଠାରେ ସରକାରଙ୍କ ଦାଇତ୍ବ ଅଛି ତାର ସୁବିଧା ଅସୁବିଧା ବୁଝିବା, ତାକୁ ପ୍ରାପ୍ୟ ଯୋଗାଇଦେବା,ନ୍ୟାୟ ପ୍ରଦାନ କରିବା ।
Thanks you so much Ex mla Deepali Das
ବିଜେଡି ମୁଖପାତ୍ରଙ୍କୁ ପ୍ରଶ୍ନ :ପୋଲିସ ଜରିଆରେ ହତ୍ୟା କରାଯାଇଛି ବୋଲି କିଏ କହିଲା ? ଏକଥା ତ ସରକାର କହି ନ ଥିଲେ !
ଜୟାରାୟ କହିଲେ ବିଜେଡି କୁ ବଢୁଛି
ବିଜେଡ଼ି ମୁଖ୍ୟ ପାତ୍ର ଏଶଳା କୁ ଦେଖ ନିର୍ଲଜ କଣ ପାଇଁ ମିଡିଆ ସମୟ ବେକାର କରୁଛନ୍ତି
ନିଜ ପିତା ଙ୍କ ହତ୍ୟା ର ରହସ୍ୟ ଉନ୍ମୋଚନ କରିବା ପାଇଁ ଯଦି ଦିପ।ଳୀ ଦାସ୍ ଚାହୁଁଛନ୍ତି., ତା ହେଲେ ଲେଖି କି ଦେବାରେ କଣ ଅସୁବିଧା ଅଛି,?
CBI ତଦନ୍ତ ହଉ ପାଣ୍ଡୁ, ବବି ଦାସ୍ arrest ହୁଅନ୍ତୁ
ସିଏ କିଏ ଗୋଟିଏ ସମିତି ସଭ୍ୟ କୁ ନେଇ ଲୁଚାଇ ରଖିବାକୁ
Balle balle balle
BJP government ଭଲ କାମ କରୁଛି ❤❤
କନକ ନିୟୁଜ ଉପ୍ସ୍ଥାପୈକ ଦୀପାଳି ଠାରୁ ପଇସା ନେଇ ସାକ୍ଷାତକର କରୁଛ କି?
Koshal darkar
ଦିପାଳି ନିଜେ କହିଛନ୍ତି ଯେ ଜେଉଁ ପୋଲିସ୍ ମାନେ ମୋ ବାପାର ଖୋନି ସେଇ ପୋଲିସ୍ ମାନେ ମୋ ଭାଇକୁ ଅଟକାଇ ରଖିଛନ୍ତି, ସେଇଟା କେଉଁ ଚାପ ଥିଲା? ।
ଶସ୍ତା ମୂର୍ଖ news channel debate. ପୃଥ୍ୱୀରାଜ ହରିଚନ୍ଦନ ଆଇନ ମନ୍ତ୍ରୀ ଓ ଓକିଲ ମଧ୍ୟ, ନବୀନ ସରକାର ଙ୍କ crime ବ୍ରାଞ୍ଚ enquiry bothra complete କରି court ରେ ଦଖଲ ହୋଇସାରିଛି. Court cognizance ନେଇ trial is in progress. So written petition required to obtain court order for fresh enquiry by some other invesigating agency.
Ek number reporter
କାଗଜ କଲମ ଦିପାଳୀ ମାଡାମ ଙ୍କ ଅଭାବ ଅଛିକି ? ବାପାଙ୍କ ମୃତ୍ୟୁର ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଲେ ସମ୍ମାନ ହାନି ହେଉଛି କି ?
The previous Government has already started s enquiry and it is going on.Tostart a parrlal enquiry it needs another appeal.
ବିଜେପି ବାଲା ଦୋଗାଲିଆ ଦିପାଳୀ ଦାସ ବି ବହୁତ ଡେରିରେ କଥାଟି ଉଠାଇଛନ୍ତି
First se taa bapa katha mla hei bhuli gala.. abe mane padila😅😅😅
ରାଜ୍ୟର ସରକାର କଣ ଆସିଛନ୍ତି ଦିପଳି କଥାଵୁଝିବେ ଜଳସେଚନ ପ୍ରକଳ୍ପ କୋଲଷୋଟର ଚାଷିମାନଙ୍କୁ ଅଗ୍ରାଧିକାର ଦେଲେ ଭଲ ମିଡିଆ କାମ ଚିଲାଇଵା
❤❤ DipaliNaninkachateapasila❤MlaNisaChadila❤
Direct question ku direct answar diantu.kan pain gol gol hauchanti
Only politics & media high lighted is in this debate 😅😅😅
ସଂଦିପ sir your right statement 👍👍
ସରକାର ଯଦି ଇଛା ଅନୁସାରେ କରିପାରି ଥାନ୍ତେ, ତେବେ ବିଶାଲ ସେ ସମୟରେ କେସ୍ ଫାଇଲ କଲେ କାହିଁକି? ତାଙ୍କର ପରିବାର ର ଅଜ୍ଞାତରେ ସରକାର ତଦନ୍ତ କରି ଦଣ୍ଡ ଦେଇ ଥାନ୍ତେ।କେସ୍ ଚାର୍ଜସିଟ୍ ହେଲାପରେ ନଲେଖି ଦେଲେ କିପରି ହେବ? ଦୟାକରି ମିଡ଼ିଆ ଏହା ଉପରେ ତର୍ଜମା ନକରନ୍ତୁ।
ସରକାରଙ୍କ ର ଅଖଣ୍ଡ କ୍ଷମତା ଅଛି, ଚାହିଁଲେ CBI ତଦନ୍ତ କରିପାରିବେ l ଏ ବୟାନ ବାଜି ଛାଡ଼ନ୍ତୁ l
Nonsense rajanneet of bjp
ବାବା ରେ ବାବା , ଏ କି ରାଜନୀତି କରୁଛନ୍ତି । ଲୋକଙ୍କ ଜୀବନ ଉପରେ ଖେଳ ଖେଳୁଛନ୍ତି। ଦୀପାଳି ଦାସ୍ କୁ ଯେତେବେଳେ ବିଜେପି ବିରୋଧରେ ରହି ମଧ୍ୟ କହୁଥିଲା ଦୀପାଳିଙ୍କୁ ଯେ କ୍ରାଇମ୍ ନ ଦେଇ ସିବିଆଇ ଦିଆଯାଉ , ସେତେବେଳେ ଦୀପାଳି ଦାସ୍ କହିଲେ ଯେ , ମୋ ବାପାଙ୍କ କେସ୍ ରେ ରାଜନୀତି କରା ନ ଯାଉ। ମୋର୍ କ୍ରାଇମବ୍ରାଞ୍ଚ ଉପରେ ଭରଷା ଅଛି, ସିଏ ତା ବାଟରେ ଯିବ। ସିଏ କେଉଁ ଉଦ୍ଦେଶ୍ୟରେ ଏକଥା କହିଥିଲେ। ବିଧାୟିକା ପାଇଁ ଟିକେଟ୍ ଉଦ୍ଦେଶ୍ୟରେ , ନା କାହା ଚାପରେ ବଶୋବର୍ତ୍ତୀ ହେଇ। ଯଦି ସେମାନେ କହୁଛନ୍ତି, ଲେଖିକି ଦିଅ , ତାହେଲେ ଲେଖିକି ଦଵାରେ ଅସୁବିଧା କୋଉଠି ରହିଲା ।
କିଛି ବିଯୋଗ୍ୟତା ବିଜେପି ନେତାଙ୍କ ଥିଲା ପରି ନ ଥିଲା ପରି ଲାଗୁଚି ସକାଳେ ଗୋଟେ ତ ସନ୍ଧ୍ୟାରେ ଆଉ ଗୋଟେ ପ୍ରତିଦିନ ଯୋଜନା କଂଘର ସୁନ ଉଦାହରଣ କୃଷକ ପରି ଚୟ ଜାନୁଆରୀ ୧ରୁ ମାର୍ଚ୍ଚ୩୧ପ୍ରତି ପଞ୍ଚୟରେ ଅଫିସ ଆମେ ସବୁଦିନ ଫେରୁ ଅଛୁ କେହିବି ବଡ଼ବାବୁ ଙ୍କ ଦେଖା ସାକ୍ଷାତ ପାଉନୁ ଖାଲି ଦାହରାମି ଡିଜିଟାଲ କାର୍ଡ ରୁ ସୁଭଦ୍ରା ଗୋଟିଏ ପଞ୍ଚ୍ୟାତର ସର୍ବ୍ୟଜନ୍ତାୟକର ଖାଲି ମିଛ ଦାହ ମିଛ ଆମର ସବୁ ଆଶା ମଉଳି ଯାଇଛି ଜମି insurans କରି କ୍ଷତି ରେପଡ଼ି ବି କିଛଂସହଯ୍ୟ ନାହିଁ
Dipali Das is selfish
ସବୁ ତ bjd ର ଖେଳ ଲାଜ ଲାଜ ଲାଗୁନି ଛି ଛି ଛି bjd ସରକାର .
No need BJP & BJD in Odisha. File closed.
ବିଚିତ୍ର ଝିଅ।
Political gain pain bapa paribar pain kichhi nahi dipali das proof karidele
Dipali MLA thila bele kouthi soithila,kichi kahila nahi kanhiki.
Jaynarayayn uchit katha kahichhanti bjd caseku lucheaichhi
କାହିଁକି ତମ ଦଳ କୁ ଲେଖି କି ଦେବ....
ତମ ଦଳ ବିଗତ ଦିନରେ CBI ତଦନ୍ତ ପାଇଁ ରାଜା ରାସ୍ତା ରେ ଆନ୍ଦାଳନ କରୁଥିଲେ
ଆଜି BJP ସରକାର ରେ ଆସିଲା ପରେ ଓଡିଶା ର ଜଣେ ମନ୍ତ୍ରୀ ଙ୍କ ହତ୍ୟା ମାମଲା ରେ ସଠିକ ତଦନ୍ତ କରି ନ୍ୟାୟ ଦେବାରେ ଅସୁବିଧା କୋଉଠି
Laxmanananda Sarasawati
Naba Dash
Mamita Meher
Pari
ହତ୍ୟା ମାମଲା ରେ ତଦନ୍ତ କରି ନ୍ୟାୟ ଦେଉ ନାହାନ୍ତି କାହିଁକି....
ଆଗରୁ ତ ବେଶୀ ରାଜନୀତି କରୁଥିଲା
ନିର୍ବାଚନ ପୂର୍ବରୁ ବଡ ବଡ ଇସ୍ତାହାର ରେ ବି କହୁଥିଲ....
ରାଜନୀତି ନ କରି ଉଚିତ ନ୍ୟାୟ ଦେବ ପାଇଁ ଆଗ୍ରହ ପ୍ରକାଶ କରନ୍ତୁ.
ଜୟ ଜଗନ୍ନାଥ...🙏🙏🙏
Supriya madam good question, Panda babu right 👍
Accidental mla 😂
Mohan Sarkar Katha Prabala Kama Durbala
Dipali Das aji parjyanta soithile kouthi. Power panie pitanka hatyakari saha samil hele ebe kana heigala.
Dipali Das hueto ati chalak/ pachha buddhia mu Panda babu nku pacharu chhi bina lekha paddha re kicchi sarakari / adlat hue ki
Dipalira icha nahi
G mara
ଯିମଲାଗଲାକାହଁକି ଚଷୁକୁଟୁଛ
Ebe bjp fasi ba......
24barsare 10 hajar reap case karichhi bjd r naveen o taa mantri
Aare tate jadi cbi investigation darkar tahele tu sarkar ku lekhiki janantu..bekar rajniti naikar
Bjp okay
Band thila mla thia man thila
Bjp Sarkar michhua sarkar
Without written Govt can not do any thing. This is law. Se nonscence bjd bala ku laja nahin chilauch.
Mad Family BJD Govt o, BJP Govt wrong people of Odisha knew that
A lot of murder cases have been happened in bjd govt. Why did not bjd find out reason. Why did not deepali seek the reason of her father murder case. The death of a cabinet minister following police murderer is really very insulting affair.
Bjd bhul kahuchi
Nabadasrajiadarigaleketebehlemukayanaejibi
Katha kuha sarakar
Kanak news is a BJD supporter.
Mla lobha thila sathai pain dipali kichi kela nahi abay nija mla seat gela patira jahir gela seta bela bapa ra katha Mana paduchai laja laguni dipali das ku.
Bjd sabubele chapideuchi
Where is FBA ? Naveen had told lie on the House. He was orchestrating a Drama because Naveen is a good actor and he pretends well. Supriya madam u know ur owner Soumya babu had been targetedby Nabeen few months back due to his anti govt. statement.
Bjd bale to naba ku marichhanti bjd bale bhqsan
Are behia panda tu kirmira katha kahuchu se kana kaje Chhattisgarh jai thila.
Kanak chanel nabinnku eupare kete thara pacharichanti
dipalli ku jel patha jau seinhi ta papara maribaku gopala ku kahithila
ଆଜି ମୁଁ ତିନି ଚାରିଟି news ଚେନାଲ ଦେଖିଲି,😂
ଏ "kanak news belongs to Bjd"
"Argus news belongs to Bjp"
"Bhaskar news is madeness and liar channel.😂😂😂
BJD hi. Bhuaa bulauchi kathaku
Bjd michhua ea panda nave n bandare tela mare
Lekhiki dena loo pandian baby debe udei Tate
Jadi dipali naba das ra jhia hei thiba nischay CBI enquiry dabi Kariba
Lekhiki dauni😂😂😂
Mad Family BJD Govt o, BJP Govt wrong people of Odisha knew that