Sir, pranam 🙏. 1. Many many congratulations for completing 450 episodes. It is really a difficult target and remarkable milestone . Not so easy to achieve this target. 3. For achieving this you might have sacrificed your personal comfort as well as family comfort. Hard labour, strong will power, high energy level, enthusiasm is the key factor behind this achievement. 4. Really a top journey. Thanking you sir, for reaching here and bringing new new topic for us. 5. Excellent teaching with highest degree of clarity in all your episodes are clearly visible. It makes very easy to understand. Deliberation is really unique and very high standard. 6. Sir, many many thanks for enhancing our knowledge level. I pray God you should continue enlightening us in the future also. Thanking you so much, Sir. Jai Jagannath 🙏 🙏 🙏 Prakash Delhi 🙏
Beautifully explained.A plethora of thanks sir 🙏
ସାର୍ ପ୍ରଣାମ
ଭଗବାନ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ
ସାର ମୋର ଭୂମିଷ୍ଟ ପ୍ରଣାମ ଗ୍ରହଣ କରିବେ 🙏ଆଜି ଅତି ସୁନ୍ଦର ଏପିସଡ଼ ଟିଏ ଦେଇଛନ୍ତି, ଯାହାକି ସମସ୍ତେ ଜାଣିବା ଏବଂ ପାଳନ କରିବା ଉଚିତ, ସାର ଆପଣଙ୍କ ଏପିସଡ଼ ଗୁଡିକରେ ବହୁତ ଜାଣିବା ଶିଖିବା ଭଳି ବିଷୟ ଥାଏ ଏଣୁ ଏ ପ୍ରୟାସ ଜାରି ରଖନ୍ତୁ ସମସ୍ତେ ଉପକୃତ ହେବେ, ରହିଲି ସାର 🙏
God bless you beta
Good video
Bahut bahut dhanyawad Sir 🙏
Jai jagannath.. ପ୍ରଣାମ ସାର୍ 🙏
Dandabata pranam sir 🙏
ସାର ମୋର ପ୍ରଣାମ ନେବେ ମୁଁ ଆପଣଙ୍କ ନିକଟରେ କୃତଂଜ୍ଞ l
❤ ଜୟ ଜଗନ୍ନାଥ ❤
Sir, very good.namaskar
Sir,
Pranam,
It's valuable to make a best society.
Very well episode.Appriciated very much.
Guruji pranam 🙏 🙏🙏🙏
Sir, pranam 🙏.
1. Many many congratulations for completing 450 episodes. It is really a difficult target and remarkable milestone . Not so easy to achieve this target.
3. For achieving this you might have sacrificed your personal comfort as well as family comfort. Hard labour, strong will power, high energy level, enthusiasm is the key factor behind this achievement.
4. Really a top journey. Thanking you sir, for reaching here and bringing new new topic for us.
5. Excellent teaching with highest degree of clarity in all your episodes are clearly visible. It makes very easy to understand. Deliberation is really unique and very high standard.
6. Sir, many many thanks for enhancing our knowledge level. I pray God you should continue enlightening us in the future also.
Thanking you so much, Sir. Jai Jagannath 🙏 🙏 🙏 Prakash Delhi 🙏
ଯଶସ୍ଵୀ ଓ ଦୀର୍ଘାୟୁ ଭବ
ଆଜ୍ଞା ନମସ୍କାର
ସତରେ ଏହି 450 ଅଧ୍ୟାୟ ଟି ବହୁତ ଆବଶ୍ୟକପୂର୍ଣ୍ଣ ଅଧ୍ୟାୟ ଯାହାକି ଯୁବ ପିଢ଼ି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଗୋଟେ ଉତ୍ତମ ସମାଜ ଗଠନରେ ସହାୟକ ହୋଇପାରିବ🙏🙏🙏
God bless you beta
Excellent 👍 pranam
Good teaching & discussion. Thank you sir.
Sir 🙏🙏 Bahut sundar video.Juba pidhi ehaku bujhi kama kale susantan paiparibe.Tankara urnnati saha desa ra bi pragati heipariba.
Sir Namaste Jay jagannath
Sir appanku Mora pada sparshi pranam
ଯଶସ୍ଵୀ ଭବ
ସାର୍ ପ୍ରଣାମ🙏,ଆପଣଙ୍କ ବୁଝେଇବା ଶୈଳୀ ଅତି ପ୍ରାଞ୍ଜଳ ଏବଂ ଉଚ୍ଚକୋଟୀର, କହିବାକୁ ଗଲେ ଜ୍ୟୋତିଷ ଶାସ୍ତ୍ର ଭଳି କଠିନ ବିଷବସ୍ତୁକୁ ସରଳ ରୁ ଅତି ସରଳ ଭାଷାରେ ବୁଝିବା ସମ୍ଭବପର ହେଉଛି ଆପଣଙ୍କ ପାଇଁ, ଏଣୁ ଆପଣଙ୍କ ଅବଦାନ ଆମ ପାଇଁ ଚିରସ୍ମରଣୀୟ ହୋଇ ରହିବ। ଏବଂ ଏହି 450 episode ଟି ଅତି ଶିକ୍ଷଣୀୟ ବିଷୟ ବସ୍ତୁ ଅଟେ
ATI Sundar sir
🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻
ଚିର ନମସ୍ୟ ସାର୍, ଆପଣ ଆମମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ଭଳି ଏକ କଠିନ ବିଦ୍ୟା କୁ ଖୁବ୍ ସହଜ, ସରଳ ଓ ସୁନ୍ଦର ଭାବରେ ଶିଖାଉଥିବାରୁ ଆମେ ବହୁତ କିଛି ଜାଣିପାରୁଛୁ। ଆପଣ ଏମିତି ଜ୍ଞାନ ପଥକୁ ସୁଗମ କରି ଆମ ମାନଙ୍କୁ ଆଶୀର୍ବାଦ କରନ୍ତୁ।
ଜଗନ୍ନାଥ ମହାପ୍ରଭୁ ନିକଟରେ ପ୍ରାର୍ଥନା ଆପଣଙ୍କୁ ସୁସ୍ଥ ରଖନ୍ତୁ ।
ଆପଣଙ୍କ ଚରଣରେ ମୋର ନମସ୍କାର 🙏🏻🙏🏻। (ସାର୍ ତ୍ରୁଟି ମାର୍ଜନା କରିବେ)🙏🏻🙏🏻🙏🏻🙏🏻
God bless you beta
Very valuable video sir
Excellent video sir
Sir pranamgrahankaribe,450 episod gurutwapurna .utamsantanprptipain sahayak heba,dhanyabad sir.
Nice video sir
❤️❤🙏
Sir namste
Nice video Sir
ସାର୍ ସ୍ବାମୀ ଓ ସ୍ତ୍ରୀ ର ପ୍ରକୃଷ୍ଟ ଏକତ୍ରିତ ହେବାର ସମୟ ରାତିର କେତେ ବେଳେ
ସାର୍ 👏👏👏 ଶେଷ ନାଗ ରହିଲା, କେବେ ହେବ
🙏🏻Sir, Kindly start a new series on 3 planets conjunction for example like mercury venus rahu conjunction.🙏🏻
IAS, IPS, Doctor etc birth child selection period making vdo prepare please thanku sir
Sir namaskar au gote point rahigala.ratira keun prahara bhala samaya
କାଳ ଅମୃତ ଯୋଗ ବିଷୟ ରେ ଆଲୋଚନା କଲେ ଭଲ ହୁଅନ୍ତା
ସାର୍ ଭୂମିଷ୍ଠପ୍ରଣାମ ମୁଁ ମୋ ଜାତକବିଷୟରେ ଜାଣିବା ପାଇଁ ଚାହୁଁଚି କେମିତି ଜାଣିବି
Sir namaskar
Sir katha haba ku chahunchi
Sir namaskar.... jyotish book kichi recommend karantu for extra knowledge
And please make a long video on it 🙏 😊
ସାର୍ ନମସ୍କାର ମୋର ପୁଅ ର ବିବାହ ପାଇଁ ଜାତକ ମେଳକ କରିବା ପାଇଁ ଚାହୁଁଛି
Sir ଶେଷନାଗ କାଳ ସର୍ପ ବିଷୟରେ ଭିଡ଼ିଓ କରନ୍ତୁ l
Sir, astagraha bisayare. Janaebe
Mu mo pura jataka dei plz de.